Apon nka katha thik mubi janaku bahut bhala paauchhi hele se mote mrgg pain time de time de kahuchhi mor kintu 28 chaluchhi ghare mo mrrgge pain deli gali sunibaku paduchhi asabu paji dekhila papre bhabuchhi mo bf saha brkup karidebi dara lagilani😂asabu😢
Ethi gote katha clear hauchi ...ebe b ama india re kouthi na kouthi dharma paribartana pain mind wash kara jauchi ....pura kerla story ra concept....e jhia ra sure mind wash kara jaichi ....au e jhia b mentally strong nahi ki tara nija dharma ku neiki confident nai ta ...sei karana jogu e jhia ku target kariki tara mind wash kara jaichi ki dunia re Christian dharma thu Powerful relegion kichhi nai .....jai sanatan❤❤❤
I was just witching this program from USA and I am from Odisha and a Odia person I came here about 50 years ago for further study After watching this episode I am just wondering what is happening in our conservative Odia society When I was growing up during school and college I have never seen this kind of thing our teenager thinking these days ? Falling in love without any education without any job ? Running away from home without parents permission ? Living together without getting married ? Having children without getting married ? It was unthinkable when I was growing up .And I was not married until I was 30 years old and I was standing on my own feet to support a family By the way I am married to a American lady and she is Christian and we have two children I go to temple with my wife and children Society permits us you get married if you love some one and provide your family and provide the best education for your children These two deserve what they have done but I Dont blame the girl for her situation I am talking about the people do this kind of crime before thinking the consequences and without consulting with their family Good show Sukanta and Justice Patra and all the counselors
Okay be happy... this is life...we are struggling so many problems...sir...god bless u...be blessed... actually myself also I'm from oddisa...🎉... I use to watch this programme... just I'm praying for all this 😢😢😢😢
Right kahikina Christian dharma ra bhagwaan ku mun b mane aau prayer karibaki ghunchae nahi but till end mon dharma ku kharap kahile mote ta raga lagiba na...... That's the mater pua ra gariba aau unemployment ra fida uthei jhia ra mindwash heichhi aau kichhi nuha l. ❤please nija dharma ku mana aau sabu dharma ku sammana dia
Religion matter na asithile case ta samadhan pain try karithane ...kintu secularism a case adharu chadda hela..kaha dharm kharap nuhna bt bhul ku bhul kahiba pain ama hindu dharm hni dare sabubele....Mihir Das thile v case atiki re hni sarithanta.. dhanyabad
ମନ୍ଦିର ଗଲେ ଦେହ ଅସୁସ୍ଥ ହେଉଛି, କିନ୍ତୁ ଚର୍ଚ୍ଚ ଗଲେ ଦେହ ସୁସ୍ଥ ହେଇ ଯାଉଛି । ଏମିତି କରି ହିଁ ଓଡ଼ିଶାରେ ଧର୍ମାନ୍ତରୀକରଣର ଖେଳ ଚାଲିଛି ।
ଧର୍ମ ପରିବର୍ତନ କରିବା ମହା ପାପ ଜୟ ସନାତନ ସତ୍ୟ ସନାତନ
Dekhei Pariba Tamara Kou Sanatana Book re lekha achhi, Papa Dharma Change kariba
@@MusicAs712bhai tume bodhe + setipai badhuchhi 😂
ମିହିର ସାର୍ ହୋଇଥିଲେ ସମାଧାନ କରିପାରିଥାନ୍ତେ 100% ସତ
ହଁ Right 👌👍🙏🏻
Thik katha bhai
Miss you Mihir Sir
Right
ଭାଇ ରେ ଝିଅ ର କଥା ରୁ ଜଣା ପଡୁଛି ତୋର ଯଉ ମାମୁ ପୁଅ ଖ୍ରୀଷ୍ଟିଆନ ଧର୍ମ ର ଅଛି ସିଏ ନାଟ ର ଗୋବର୍ଧନ ଭଲ ରେ ଚିନ୍ତା କର
Jhio hi kharap
ସରଳ ସ୍ୱାମୀ ଜଟିଳ ସ୍ତ୍ରୀ l
Good
ଓଃ ଭାଇ ତମେ ବହୁତ ଭଲ ଜଣ ଙ୍କୁ judje କରୁଛ
ଦାରିଆଣୀ ମାଇକିନା ବହୁତ୍ ଖରାପ
ଏହି ଦୁନିଆ ରେ ଆଉ ସେ ଶ୍ଵାଶ୍ୱତ ପ୍ରେମ ନାହିଁ ! ଏଣୁ ସବୁ ଭାଇ ଭଉଣୀ ଙ୍କୁ ଅନୁରୋଧ 🙏🙏 ପ୍ରେମ ଭଳି ଏକ ମାରାତ୍ମକ ରୋଗ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ 🙏 ଏଠି ଶହେ ରୁ ସତୁରୀ ଜଣ ସ୍ୱାର୍ଥ ରେ ଅନ୍ଧ !!!
Thik katha
Apon nka katha thik mubi janaku bahut bhala paauchhi hele se mote mrgg pain time de time de kahuchhi mor kintu 28 chaluchhi ghare mo mrrgge pain deli gali sunibaku paduchhi asabu paji dekhila papre bhabuchhi mo bf saha brkup karidebi dara lagilani😂asabu😢
😢😂😂😂😂😂
@@anishaani6079you are Marry mee❤
U r correct 💯...
କେମିତେ ସମ୍ଭବ ସ୍ୱାମୀ ହିନ୍ଦୁ ଧର୍ମ ରେ ରହିବେ ଆଉ ସ୍ତ୍ରୀ ଖ୍ରୀଷ୍ଟିଆନ ଏ ଝିଅ ବହୁତ ଖରାପ ଧର୍ମ ଚେଞ୍ଜ କରିବା ପାଇଁ ସ୍ୱାମୀ କୁ ଛାଡି ଦଉଛି
Bhai thik kahila khristian problem
Christian problems nai bhai Aapana nka Gyana Abhab
ଆପଣ ଆଜ୍ଞା ସତ କଥା କହିଲ କିନ୍ତୁ ଖରାପ ଧର୍ମ ବୋଲି କେଉଁ ଧର୍ମ ଶାସ୍ତ୍ରରେ ଲେଖାଅଛି, ଖ୍ରୀଷ୍ଟିଆନ ଧର୍ମ ଗୋଟିଏ ଖରାପ ଧର୍ମ ବୋଲି ଖ୍ରୀଷ୍ଟିଆନମାନଙ୍କୁ ଦେଖେଇଦିଅ, ଭାଇ ସାବଧାନ ମନୁଷ୍ୟର ବିରୋଧରେ କହିଲେ କ୍ଷମା ଅଛି କିନ୍ତୁ ଇଶ୍ୱରଙ୍କ ବିରୋଧରେ କହିଲେ କ୍ଷମା ନାହିଁ, ଏହା ଧର୍ମ ଶାସ୍ତ୍ରରେ ଲେଖାଅଛି, ଅତି ସାବଧାନ ସହ କାହାକୁ ମନ୍ଦ କାହାକୁ ଭଲ କହିବା ପୂର୍ଵରୁ ବୁଦ୍ଧିବିଚାରୀ କହିଲେ ଆମର ସମସ୍ତଙ୍କର ମଂଗଳ ହେବ *ଧନ୍ୟବାଦ *
🙏
@@MusicAs712Apananka gyana uchhuli Paducah au😅😅😅😅😅😅
@@MusicAs712tu kou gyani taa
ଏ ଝିଅର ଦୁଷ ପ୍ରବଳ ଆବଶ୍ୟକ ବେଳେ ପାଦ ଧରୁଛି କାମ ସରିଲେ ଗୋଇଠା ମାରିବା ଏହା ହିଁ କରୁଛି
Thik katha...
Bhai right answer kahicha🙏🙏🙏🙏
Right i
Sir appan kar sister sahita hela kn right kahiba
ସ୍ୱାର୍ଥପର ଝିଅ, ବାଲୁଁଙ୍ଗିଟାଏ ପୁଅଟିର ଜୀବନ ନଷ୍ଟ କରୁଛି, ଧର୍ମ ସବିବନି
ସଳା ପୁଅ ମାନଙ୍କ ସହ ସବୁବେଳ ଏମିତି ହିଁ ହୋଉଛି
Chrch ରେ କହି ଥିବେ ଚର୍ଚ୍ଚ କୁ ଆସିଲେ ତୁମେ ଆଉ କାହାକୁ ପୂଜା କରିବ ନାହିଁ ପୂଜା କରିଲେ ତୁମ ରୋଗ ଠିକ ହେବନି miend wash କରା ଯାଉଛି ସବୁ ଧର୍ମରେ କେବଳ ଗୋଟିଏ ଧର୍ମ ହିନ୍ଦୁ ଧର୍ମ ହିନ୍ଦୁ ଧର୍ମରେ ସ୍ନେହ ଆଦର ଭଲ ପାଇବା ଥାଏ ଏବଂ ବହୁତ କିଛି ଥାଏ ହିନ୍ଦୁ ଲୋକଙ୍କୁ ନେଇ mechority ଦେଖାଇ ତାଙ୍କ ଧର୍ମ ସତ୍ୟ ପ୍ରମାଣ କରିବା ପାଇଁ ଚାହାଁନ୍ତି ଜୟ ହିନ୍ଦ ଜୟ ଭାରତ 🚩
ଝିଅ ଖ୍ରୀଷ୍ଟିଆନ ଟୁକା ସହିତ ସେଟେଲ ହେଇଯାଇଛି ଜଣା ପଡୁଛି ।
Sata kahila bhai
Thik katha
Jhia bhala nuaha matlabi mu v thili emiti situation re.. god bless u🎉🎉🎉🎉
ଝିଅ ର ଆଉ କାହା ସହିତ ସଂପର୍କ ଅଛି ସେଥିପାଇଁ ଏମିତି ହେଉଛି
Hmm ta Bapa sahita achi
Right vai sea ta husband ku like karuni jaha jana houchi
ଝିଅ ର ଅଲଗା ପୁଅ ସହ ସମ୍ପର୍କ ହେଇ ସାରିଲାଣି ଯାହା ସେ ଝିଅ ର କଥା ରୁ ଜଣା ପଡ଼େ
Apono jani chhonti ki dekhichhonti je emiti kohuchho full video chhadi nahanti asha ro aloko re ei sobu koronti odha vedio chhadonti
Thik katha kahicha bhau
Right katha
Thik katha nachet tabpakhare basithiba ghar bhangi bhauni ta jogu sabu anarth hoijiba
Right katha t kahila bhai
ଏହି ଝଗଡ଼ା ର କାରଣ ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା । ଭାବ ଖ୍ରୀଷ୍ଟିଆନ ମାନେ କେମିତି ଆମୋ ଆଦିବାସୀ ହିନ୍ଦୁ ମାନକୁ ଧର୍ମ ବଦଳେଇ ଦେଉଛନ୍ତି ।
ନିଜ ଧର୍ମ କୁ ମାନ ରେ ଜୟ ଜଗନ୍ନାଥ 🙏
ଏଇଥି ପାଇଁ ଦାରା ସିଂ ଜନ୍ମ ନିଏ
@@ଆମରାନ୍ଧଣା-ଯ1ଖ jay jagannath
Praise the Lord
ସାର୍ ଛୁଆଟା ଜୀବନ ନଷ୍ଟ କାରଣ ବାପା ଖୁସି ମା ଦବନି ମା ଖୁସି ବାପା ଦବନି ଦୁଇ ଜଣଙ୍କ ପାଇଁ ଛୁଆଟି କୁ କାହିଁକି କଷ୍ଟ ଦବ
ପୁରା 100% ସତ କହୁଛନ୍ତି 👍🙏🏻👌
ଝିଅ ଟି ତ ସିଧା ମନା କରୁଛି ତା ମାନେ ଝିଅ ଆଉ କାହାର ସାହାରା ପାଇ ଥିବ ନ ହେଲେ କେବେ କହି ନ ଥାନ୍ତା ରହି ବାକୁ ଚାହୁଁନାହିଁ ବୋଲି ତମେ ବା ଭଲ ପାଇ କୁ ବାହା ହେଇଛ , ଝିଅ ର ଦୁଃଖ ସୁଖ ରେ ପୁଅ ସାହା ହେବ ହେଲେ ପୁଅ ବେଳ କୁ ସାହା ହେବା କୁ ନାରାଜ ହିଁ ଲୋ ତୁ ଏକା ସିଆଁଣିଆ............
Tu janichhu sobu ho ago full vedio chhadi baku ko asharo aloko ro menejar ku ta pore kichhi kohibu
@@godmylife8592tu magia sati gehi ta ki
@@godmylife8592Hi dear
😂😂😂😂😂
Mihir sir jadi hueta aji thante tahele a case 10000000.......% sure ki solve/compromise heijaithanta
Miss you Mihir sir😢
ବୋଧ ହୁଏ ଆପଣ ଠିକ କହୁଛନ୍ତି 👌
Apana Mane DUI Jan mishantu apana nka puo pain.....Jay Jagannath 🙏🙏
🙏🏻ଦୁଇ ଘର ଓ ପରିବାର ଟିକୁ ଯୋଡିବାକୁ ପ୍ରଚେଷ୍ଟା କରିବାର ସତ୍ ପ୍ରୟାସ 🙏🏻
Husband perfect person...
You are right ps
ଖ୍ରୀଷ୍ଟିଆନ ହେବା ଯୋଗୁ ଏ ଅସୁବିଧା ହୋଇଛି ଧର୍ମକୁ ଇସୁ କରି ଅଲଗା ହୁଅନ୍ତୁ ନାହିଁ ଦୟାକରି ମିଶି କରି ରୁହନ୍ତୁ
ଆପଣ ମାନେ ବିଚାର ପତି ହେଇକି ବସିଥିବାରୁ ଧନ୍ୟବାଦ୍ କିନ୍ତୁ ମୁଁ ଏତିକି କହିବି କି ଏ ବିଷୟରେ ଆପଣ ମାନେ ଠିକ୍ ନ୍ୟାୟ ଦେବାରେ ଅସମର୍ଥ କାହିଁକି ନା ଏ ବିଷୟ ରୁ ଯାହା ଜଣା ପଡୁଛି 10% ପୁଅର ଭୁଲ ଅଛି କିନ୍ତୁ 90% ଝିଅ ର ଭୁଲ୍ କାହିଁକି ଓ କଣ ପାଇଁ ଜାଣିବା ପାଇଁ ଯଦି କୁହନ୍ତି ମୁଁ ଏହାର ପ୍ରସ୍ତି କରଣ ଦେବାକୁ ଯଥା ସମ୍ଭବ ସମର୍ଥ ହେବି
କିଏ କହିଲା ପ୍ରେ କଲେ ହାଟ ପ୍ରୋବଳମ ଭଲ ହୋଇଯାଏ ଆମେ ହିନ୍ଦୁ ତେଣୁ ମନ୍ଦିରକୁ ଯିବାଦରକାର
ଚରଚ୍ ବାଳ କୁ ଯାଉଥିଲ ଆରେ ଭାଇ ଏ ଝିଅ ଟା ଭଲ ନୁହଁ
Se jia khaila para heart aau liver bhala hoichi tara boli kan tume sunilani se Katha ti
ଝିଅ ର ଦୋଷ ଅଛି କିନ୍ତୁ ସିଏ ବୁଝି ପାରୁନି ସମୟ ବୁଝେଇ ଦବ
ପୁଅ ଅପେକ୍ଷା ଝିଅଟା ସୁପର ଚାଲାକ ଲାଗୁଛି । ଝିଅର ମାଲ ଦରକାର, ହେଲେ ପୁଅ ପାଖରେ କିଛି ନାହିଁ । ଝିଅକୁ ଵାହାର ଲୋକ ଛାଡପତ୍ର ପାଇଁ ସାହାସ ଦେଉଛନ୍ତି !
Right
Bhut a Sundar episode ❤❤❤❤❤❤❤❤❤❤❤❤
Salute vai dharma ku manuthibaru
Jai Shree Raam
Jay jaganatha
ସେ ପୁଅ ବାପା ପାଖରେ ରହିବା ଦରକାର ସେ ଚର୍ଚ୍ଚ ରେ ଠିକ ଶିକ୍ଷା ପାଇଛି ସେଥିପାଇଁ ପୁଅ କୁ ଛାଡ଼ୁନି ନରମ କଥା କହି ଧର୍ମ ଚେଞ୍ଜ କରିବା ପାଇଁ ଭାବୁଛି
Satya santan dhram ki jay hoo jay sri ram🙏🙏🙏
Ethi gote katha clear hauchi ...ebe b ama india re kouthi na kouthi dharma paribartana pain mind wash kara jauchi ....pura kerla story ra concept....e jhia ra sure mind wash kara jaichi ....au e jhia b mentally strong nahi ki tara nija dharma ku neiki confident nai ta ...sei karana jogu e jhia ku target kariki tara mind wash kara jaichi ki dunia re Christian dharma thu Powerful relegion kichhi nai .....jai sanatan❤❤❤
ଧର୍ମ ପରିବର୍ତନ ପାଇଁ ମହିଳା ଙ୍କୁ ମୋଟା ଅଙ୍କର ଟଙ୍କା ଦିଆ ଯାଇଛି ଏଥିପାଇଁ
ଧର୍ମାନ୍ତରୀକରଣ ର ନୁଆ ଫର୍ମୁଲା
ନାହି ଆଜ୍ଞା ଏଟା ପର୍ମୁଲା ନୁହେଁ, ଯିଏ ସମସ୍ୟାରେ ଭୁଗିଛନ୍ତି ସେହିଁ ଜାଣିବ ଅନ୍ୟ ଲୋକ ଜାଣିବନାହିଁ
@@abiramgamango-nv6hf ଓହଃ ଆପଣ ବୋଧହୁଏ ତାଙ୍କ ମୁଣ୍ଡ ରେ ପୁରେଇଛନ୍ତି ଜିଶୁ କୁ ପ୍ରାର୍ଥନା କଲେ ହୃଦ୍ ରୋଧ ଭଲ ହେଇଯିବ
@@jayaprakashmohapatra5644 ଆଜ୍ଞା ଧର୍ମାନ୍ତରିକରଣ ର ନୂଆ ପର୍ମୁଲା, ଏହା କେବେବି ହେବ ନାହି ସମ୍ଭବ ନୁହେଁ, ଆପଣ ହୁଅନ୍ତୁ ବା ମୁ ହେଉ ଗ୍ରହଣୀୟ ହେବନାହିଁ, ଯଦି ଆପଣ ଇଶ୍ୱରପରାୟଣ ହୋଇଥିବେ ତାହେଲେ ଧର୍ମାନ୍ତରିକାରଣ ବିଷୟରେ କହିନଥାନ୍ତେ, ବୁଦ୍ଧିବିଚାରି କମେଣ୍ଟ ପାସ କର
Right
Full missions
ଏହି ଝିଅ ଅନ୍ୟ ପୁଅକୁ ଭଲ ପାଇଲାଣି ତେଣୁ ଏହି ପୁଅକୁ ଛାଡ଼ିଦେବ
Miss you Mihir sir 🙏
Miss u mihir sir😢😢😢
I was just witching this program from USA and I am from Odisha and a Odia person I came here about 50 years ago for further study After watching this episode I am just wondering what is happening in our conservative Odia society When I was growing up during school and college I have never seen this kind of thing our teenager thinking these days ? Falling in love without any education without any job ? Running away from home without parents permission ? Living together without getting married ? Having children without getting married ? It was unthinkable when I was growing up .And I was not married until I was 30 years old and I was standing on my own feet to support a family By the way I am married to a American lady and she is Christian and we have two children I go to temple with my wife and children Society permits us you get married if you love some one and provide your family and provide the best education for your children These two deserve what they have done but I Dont blame the girl for her situation I am talking about the people do this kind of crime before thinking the consequences and without consulting with their family Good show Sukanta and Justice Patra and all the counselors
Sir I want u to study in USA. Can you help me sir 🙏
Books
Okay be happy... this is life...we are struggling so many problems...sir...god bless u...be blessed... actually myself also I'm from oddisa...🎉... I use to watch this programme... just I'm praying for all this 😢😢😢😢
witching or watching..
Sorry brother I'm odia 😆
Jay Jagannath q
ଝିଅ ଏବେ ବୁଝି ପାରୁନି
ଯେତେବଳେ ବୁଝିବ ସେତେବଳକୁ କିଛି ନଥିବ😢
Pua bujhhiparuni ...Pua jebe bujhhiba setebelaku kichhi na thiba...Jhhia thik bujhhi na thanta tebe jibana sara Mari Mari bancha nta...
@@vigyan657 heithiba nahele tame kn micha kahiba
LACK OF EDUCATION, LACK OF AADHYATMIKATA, LACK OF SOCIAL CONCEPT, LACK OF FUTURE IDEA
ହୁଏତ ବାପା, ମା ଥିଲେ ଆଜି ଏଭଳି ଅଵସ୍ଥା ଦେଖିବାକୁ ପଡ଼ି ନ ଥାନ୍ତା।
ସ୍ୱଧର୍ମ ନିଧନଂ ଶ୍ରେୟଃ ...
ପର ଧର୍ମ ଭୟାଭୟଃ .......
ଏଟା କେବଳ ଖ୍ରୀଷ୍ଟ ଧର୍ମ ପାଇଁ ଓଡ଼ିଶାର ସବୁ ପରିବାର ଭାଙ୍ଗି ବ
Dharma painee nuhe bhulbujhamana painee
Right kahikina Christian dharma ra bhagwaan ku mun b mane aau prayer karibaki ghunchae nahi but till end mon dharma ku kharap kahile mote ta raga lagiba na...... That's the mater pua ra gariba aau unemployment ra fida uthei jhia ra mindwash heichhi aau kichhi nuha l. ❤please nija dharma ku mana aau sabu dharma ku sammana dia
tu besi janichu be
@@sonalipanigrahiofficial6381tu dominated Chirstian ki
Jay Sanatan Dharma
Ame Sanatan dharma
Jai shree Ram
ଧର୍ମ ପରିବର୍ତ୍ତନ
ଜଣେ ଭଉଣୀ ନାରୀ ହେଇବି ଅନ୍ୟ ଭଉଣୀକୁ କେମିତି କହିପାରୁଛନ୍ତି ଯେ ସେ ନ ରହୁ ତା ସ୍ୱାମୀ ପାଖରେ ଧନ୍ୟରେ ମେହିଁଳା l ଗରିବ ଗୋଟେ ଏମିତି ଜିନିଷ କଣ କହିବା ମଣିଷ ଯାହା ଚାହେଁ ସେଇଟା ନ ମିଳେ ସେ ଏମିତି ହିଁ ହୁଏ ଯେଉଁଟା ସେ ଭଉଣୀ ଚାହୁଁଛନ୍ତି l କିନ୍ତୁ ଗରିବ ହିଁ ଗୋଟେ କାରଣ ଯାହା ତାହାକରିବାକୁ ଦେଉନାହିଁ l ଉଚ୍ଚ ବିଚାର ଖରାପ ନୁହେଁ କିନ୍ତୁ ସମ୍ପର୍କରେ ଏମିତି ଭାବିବା ବହୁତ ଖରାପ l
Jay Jagannath 💞💞💞💞💞🙏🙏🙏🙏🙏
Jai Shree Ram 🚩🚩🚩
Miss you mihir sir
ଚର୍ଚ୍ଚକୁ ଯାଇ ଯଦି ରୋଗ ଭଲହୋଇଗଲା ତେବେ ଖ୍ରୀଷ୍ଟିଆନ ଧର୍ମରେ ରହିବାକୁ ଅଛି, ତେଣୁ ବାଇବଲ ମାଥିଉ 6:24ପଦରେ ଲେଖାଯାଏ, କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ,....,...
😢😢😢😢😢😢😢😢😢😢😢😢
@@papunumohanty5976 ଆଜ୍ଞା ଏହା କଣ ବା ଆପଣ କମେଣ୍ଟରେ ଦିଅନ୍ତୁ ଆପଣଙ୍କ ଠାରୁ ନୂଆ ବୁଦ୍ଧି ଜ୍ଞାନ ଅର୍ଜୁନ କରିବୁ, *ଧନ୍ୟବାଦ * 🙏
Amen
Amen✝️
Early get up is good 😊.
Jai jagannath sanatan dharm ki jai....
Toka ta bohut bhala achhi khusi lagila se dukha dina bhulini😂jhia ta chalakhi achhi
ପୁଅର ମା ଏମାନଙ୍କୁ ମିଶିବାକୁ ଡାଇରେଟ ମନା ନକରି ଅନେକ କଥା କହିକି ଚେଷ୍ଠା କରିବି ଫେଲ ହୋଇଛନ୍ତି ଅନୁ ମୋର ଅନୁରୋଧ ଦୁଇଟି ଟୁଁଆ ଟୁଁଇ ମିଶିକିରୂହ ଆଉ ମତେ ଟିକେ ମନେ ପକାଇବ
ସାର ଆଞ୍ବାର ନେସ ହେବା ଦରକାର
ସୁନ୍ଦରଗଡ଼ ଜିଲ୍ଲା ରେ ମିଶିକି ରହିଲା ପରେ ପିଲା ହେଲା ପରେ ବାହାଘର ହେଉଛି, ଖୁବ କମ ଦିନରେ ଅଲଗା ମଧ୍ୟ ହୋଇଯାଉଛନ୍ତି l ଅଲଗା ଜାଗା ରେ ବାହାମଧ୍ୟ ହେଉଛନ୍ତି l
You Are Absolutely Right Sir 👍🙏🏻👌
ସୁନ୍ଦରୀ ଝିଅ ମାନଂକ ଅଭ୍ୟାସ୍ ହେଇଗଲାଣି ଭଲ ପୁଅ ମିଳିଲେ ଆଗ ପୁଅ କୁ ଛାଡ଼ିଦେବେ ସେଥି ପାଇ ପୁଅ ମାନେ ଖରାପ ଭିଡିଓ ଭେୟାରାଲ କରୁଛନ୍ତି😢
ଆପଣମାନଙ୍କ judgement କିଛି ଠିକ୍ ଲାଗିଲା ନାହିଁ କାରଣ ଆପଣ ପୁରା episode କୁ discussion ରେ ସାରିଦେଲେ ଆପଣ ସମାଧାନ ର ବାଟ ବଚିଲେନି.
ଠିକ କହିଲେ 👌👍🙏🏻
Jhia ta rahibaku chahuni semane kn ta judgment karibe jhia ra samparka au kaha sa achi
Religion matter na asithile case ta samadhan pain try karithane ...kintu secularism a case adharu chadda hela..kaha dharm kharap nuhna bt bhul ku bhul kahiba pain ama hindu dharm hni dare sabubele....Mihir Das thile v case atiki re hni sarithanta.. dhanyabad
Jay Jagannath
ସବକା ମାଲିକୀ ଏକେ ହେଁ🙏ଜୟ ଜଗନ୍ନାଥ🙏🙏🙏
ଏଝିଅଟା ବହୁତ୍ ବଦମାସ୍
Jahara Swami ta ra kichi dayitto nauni...se narahile strii ra bhul,waw anyay hauthau sahichal nahele carecter less
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
Bahut badia asara aloka
ପୁଅ ଠିକ୍ କହୁଛି 😊
5 ଇଛି ବିଆ ପାଇଁ ପାଗଳ କଣ ପାଇଁ ରେ ବାବା ହେଇଯାଇନି ରେ ସବୁ ଦିନ ଭଲ ରେ ରହିବି ଆଜି କାଲି କା ବିଆ ଛୋଡ଼ି ଝିଆ ଟାରୁ ଦୂରରେ ରୁହ ଭାଇ ମାନେ ? ଓଁ ନମଃ ଶିବାୟ ନମଃ
Thank you
Really comparatively other long wages program,this program was extremely good
Yes❤❤❤❤❤❤sata
Heart touching real story
Nice episode......I'm from Rourkela ❤
God bless you.
❤
ଝିଅ ତମେ ଏ ଟୋକାକୁ କାହିଁକି ବାହାହେଉ ଥିଲ ?' ତମ ପାଇଁ ଯୋଗ୍ୟ ନୁହଁ ଏ ପୁଅ .ମୁର୍ଖ ଲୋକ ଓ ମୁର୍ଖ ପରିବାରରେ ଏମିତି ହୁଏ
Patha padhi ki pua mane maa bapa kthare nija wife ku divorce debaku chahuhhanti murkha Luka mananka ktha kn khiba
@@sasmitasendha4653 ତା ମାନେ ଆପଣ କହୁଛନ୍ତି ଯେ ପାଠ ପଢିବା ଭୁଲ ?
Tu kahi ete kahuchu
@@sasmitasendha4653çççcç1
Tu kn pai marriage karichu ? Tara b darkar hela se marriage karila .se toka ra aou bhala laguni se jhiaku
ଏହାର ମୁଖ୍ୟ କାରଣ ହେଉଛି, ପଇସା
ନିରାଟ ସତ୍ୟ
Sata bhai income nakale khaiba kn rahiba kemiti
😂
ଝିଅଟିର ଆଉ କୁଆଡେ ମନ ଅଛି
ସୁଆଥ ପରଝିଅ
ପୁଅ ଭଲ ଅଛି
Ethi pua sabuthire forward but jhia ra kichhi problem rahuchi
Very good jhia rahana ta sangare.
କବିତାର ଅନେକ ଦୋଷ ଦୁର୍ବଳତା ରହିଛି...
ଝିଅ ର ପ୍ରବଳ ଦୋଷ ଅଛି
Tama sarkar Bala karuchi
Joy jagannath🙏🙏🙏🙏
So proud of you sir
Very sad story.
Mihirdas best actor
Bhai mora hinduta bajae raKhantu Jay Sri Ram🚩🚩🚩
Jhia thila vala Ghar,pua tike poor,Jhia ra teen age Prem kari.pastyai heichhi👍👍
Best show ever. My favorite show. Commendable effort. Salute whole team 👏
Padri mane pura jor sor re lagi chanti jago hindu jago
Pua ra Understanding best ,jhia ra bahut dosa
Tame sabu Bala karucha
ଗୋଟିଏ ପ୍ରଶ୍ନ ସାର, ଏଇ କଥା କୁ କାହାକୁ ବିଶ୍ୱାସ କରିବା, ମା କହୁଛି ପିଟିଛି, ବହୁ କହୁଛି ପିଟିନାହିଁ ତ, କାହାକୁ ଦୋଷ ଦେବା
Jay Hindu dharma 🙏
Tame sethi kn pain basicha kahaku ta misei paruna.Mihir Bhai bhalia katha kahiki kaha gharaku sajadi paruna.otv channel ku Mora request ki mihir Bhai bhalia kahaku janaku basantu jeki thik katha kahiki bhangi jaithiba family ku misei pariba....Jai jagannath 🙏
I support the girl
Mission paisa simple
ଝିଅ ପୁରା ରାଣ୍ଡି ,ପୁଅ ଠିକ୍ ଅଛି