Thik katha mo life re hauchi amiti jadi jhia ghara loka gariba huanti sasu ghara loka amiti katha kuhanti ki family ku bi respect diantini sabu agara bhala huanti pachare adhika kuhanti family name re nija bahu name re
Really very heart touching.... Apananku mora hrudayaru pranam bhangi jaithiba sansara Swami stree ra sampark auu thare jodi hue bhagwan kichhi gote madhyama bananti kichhi bhul bhujhabana ku bhuli jae jete bele ame nua sampark tiwari Karu eha ajikali ra juba pidhi upare nisthit bhabare prabhab pakaeiba .......and relationship= love +respect+care aha hi salutation... 🙏🙏🙏🙏🙏🙏🙏🙏🙏
Sir mote b program ro membar hebaku bahut ichha heuchhi.kono korile mu ehi program ro member hebi tike janeile bhalo huonta .duniare paribarbe re misiki rahile sansarata mandira palati jaea.satare bahut ichha moro ethire member hebaku
ଆଶାର ଆଲୋକ ଦେଖିଲେ ବହୁତ୍ କିଛି ଜ୍ଞାନ ଶିଖିବାକୁ ମିଳୁଛି ଆଶାର ଆଲୋକ ର ପୁରା ଟିମ୍ କୁ ଧନ୍ୟ ବାଦ୍
ସୁକାନ୍ତ ଭାଇ ଆପଣ ଙ୍କ ର ଏତେ ସୁନ୍ଦର ବୁଝାମଣା ମୋ ହୃଦୟ ଚାହେଁ ଆପଣଙ୍କ ପରି ମୋର ଜଣେ ବଡ ଭାଇ ମୋ ପାଖ ରେ ଥାନ୍ତେକି
😊
ମିହିରି ଦାସ ସାରଙ୍କ କଥା ମନେ ପଡ଼ୁଛି । ସୁକାନ୍ତ ଭାଇ ଓ ପୁରା ଟିମ୍ ଭଲ ବୁଦ୍ଧି ଲଗେଇ ଗୋଟେ ସସାଂର ବସେଇଦେଲେ । ସମସ୍ତଙ୍କୁ ଧନ୍ୟବାଦ . ଜୟ ଜଗନ୍ନାଥ
9
4:38
ସୁକାନ୍ତ ଭାଇ ଙ୍କୁ ମୋର ଗୋଟିଏ ଅନୁରୋଧ କି ଅତୀତ ରେ ଏଇ ଆଶାର ଆଲୋକ ମଞ୍ଚରେ ଯେଉଁ ପରିବାରଟିଏ ଏକାଠି ହୋଇଛନ୍ତି , ସେହି ପରିବାରଟି ବର୍ତ୍ତମାନ ଅତୀତକୁ ଭୁଲି ହସଖୁସୀରେ ଜୀବନ ବିତାଉଛନ୍ତି କି ପୁଣି ଥରେ ସେମାନେ ଅତୀତରେ ଯେମିତି ଅଲଗା ରହୁଥିଲେ ସେମିତି ରହୁଛନ୍ତି । ଏହାର ତଦାରଖ କରି କିଛି ଭଲ ଏପିସୋଡ୍ ଉପସ୍ଥାପନ କଲେ ବହୁତ ଭଲ ହୁଅନ୍ତା । ଯାହାଦ୍ଵାରା କି ଯେଉଁମାନେ ଅଲଗା ହେଇଯାଉଛନ୍ତି ସେମାନେ ଟିକିଏ ଭାବନ୍ତେ କି ଆମେ ମଧ୍ୟ ଏକାଠି ମିଶି କରି ହସ ଖୁସୀରେ ଜୀବନ ବିତାଇବୁ । ଜୟ ଜଗନ୍ନାଥ🙏🙏🙏
ଅଛି ଏ ଭିଡିଓ। ଆପଣ ଓଟିଭି ରେ ଖୋଜନ୍ତୁ। ମିଳିଯିବ ଲକଡାଉନ ସମୟ ରେ ବହୁତ ସମାଧାନ ହେଇଥିବା ପରିବାର କୁ ଦେଖାଇଥିଲେ।
Right
Thik kahicha Bhai. Aemiti haba katha
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
Satare puni sei mananku dekhibaku ichha hauchi
ସର୍ବ ପ୍ରଥମେ ଓଟିଭିର ସମସ୍ତ କର୍ମ କର୍ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।❤ ସଂସାର ଭିତରେ ଘର କରିଥିଲେ,ପଥର ପଡ଼ିଲେ ସହି। ଉଭୟଙ୍କୁ କିଛି କିଛି ସହିବାକୁ, ନଇଁ ବାକୁ ପଡ଼ିବ ।❤ ଆଚରଣ ଓ ଉଚ୍ଚାରଣରେ ସଂଯମତା ରଖିବା ନିହାତି ଆବଶ୍ୟକ ।ଦୁହେଁ ମିଶି ଯିବା ଠିକ୍ ହେବ ।
ମୋ ବୁଝିବାରେ ଝିଅ ଅପେକ୍ଷା ପୁଅ ପକ୍ଷରେ ଭୁଲ କମ୍। ସମ୍ଭବତଃ ମିହିରୀ ଭାଇ ଥିଲେ ଦୃଶ୍ୟ ଆଉ ଟିକେ ଭିନ୍ନ ହେଇଥାନ୍ତା।
Pura episode dekhila pare b jhia ku dosa deuchha?
ବହୁତ ଭଲ ଲାଗିଲା
ସୁଖରେ ଘର ସଂସାର କର
ଯେଉଁ ପୁରୁଷ ନାରୀ ଉପରକୁ ହାତ ଉଠାଇ ବ ସେ ପୁରୁଷ ନୁହେଁ ସେ ଗୋଟେ କା ପୁରୁଷ
ଯେଉଁ ନାରୀ ପୁରୁଷ ଉପରକୁ ହାତ ଉଠାଏ ତାଙ୍କୁ କଣ କହିବା sir
Bala na au
Gote gote stree rakhyasi thanti. Aie nije kahibe mote maar aau mada khaiki maa gharku paleibe
ଓଟିଭି କୁ ଅନୁରୋଧ ଦୟା କରି ଏ ପୋଗ୍ରାମ କେବେ ବନ୍ଦ କରିବେନି plzz
ସତରେ ଆଶାର ଆଲୋକ ଦେଖିଲେ ବେହୁତ୍ ଭଲ ଲାଗୁଛି କାହିଁକି ନା ଦୁଇ ଜଣନଙ୍କୁ ମିଶାଇ ଥିବାରୁ
ଏ ଜୀବନ ଦୁଇ ଦିନ
ହସ ଖୁସିରେ ଚାଲିଯିବ ସାରାଯିବନ
ଦୁଇ କୋମଳ ହୃଦୟ ର ମିଳନ ଆଃ କି ସୁନ୍ଦର ଦୃଶ୍ୟ ଜୟ ଜଗନ୍ନାଥ
ଭଗବାନ୍ ସମସ୍ତଙ୍କୁ ଭଲରେ ରଖି ଥାଆନ୍ତୁ , ଆପଣଙ୍କ ପ୍ରଚେଷ୍ଟା କେତେ ଜୀବନ କୁ ସୁଦୃଢ କରୁଛି, ଧନ୍ୟବାଦ୍
ଆଶାର ଆଲୋକ ସମସ୍ତେ ଙ୍କୁ ଧନ୍ୟବାଦ 🙏🙏
ଝିଅ ର ଟିକେ ବହୁତ୍ ଦୋଷ ରହୁଛି ଯେତିକି ଲାଗୁଛି,,, ଯାହା ହଉ ଏକାଠି ରୁହ, ଭଗବାନ ଙ୍କ ପାଖରେ ପ୍ରାର୍ଥନା 🙏🙏
ମଣିଷ ଜୀବନ ଏତେ ସହଜ ନୁହଁ ଭାଇ ଭଉଣୀ ବହୁତ ନିଜକୁ କଷ୍ଟ ସହିବାକୁ ପଡିବ 🙏🙏🙏
ଏଠି ପ୍ରାୟ ସବୁ ଶାଶୁ ଘରେ ଝିଅ ଘର ଯଦି ଗରିବ ଥିବେ ନା ଶାଶୁ ଘର ଲୋକ ଝିଅ ଘର ଲୋକକୁ ସନ୍ନମାନ ଦିଆତିନି ଆଉ ଝିଅ ର କୋଉଠୁ ଆସିବ ତାଙ୍କ ବାପା ମା କୁ ସନ୍ନମାନ ଦେବାକୁ କଣ ଝିଅ ମା ବାପା କଣ ତାଙ୍କ ପାଇଁ ବଡ ନୁହଁ
Thik kahil
Thik katha mo life re hauchi amiti jadi jhia ghara loka gariba huanti sasu ghara loka amiti katha kuhanti ki family ku bi respect diantini sabu agara bhala huanti pachare adhika kuhanti family name re nija bahu name re
ଜଉ ମାନେ ପରିବାର କୁ ଖୁସେରେ ରଖିବା ପାଇଁ ଚାହାନ୍ତି ସେମାନେ କେବେ ଆଶାର ଆଲୋକ କୁ ଆସିବେ ନାହିଁ କାରଣ ମନସବୁବେଲେ ଶ୍ୱଚ୍ଚ ରଖେଲେ ପରିବାର ସାଅନ୍ତିରେ ରହିବ ଜୟ ହିନ୍ଦ
Odia b thik re lekhi parunu chhhiiiii
ଦୁହିଁଙ୍କ ମଧ୍ୟରେ ଏବେ ବି ଭଲ ପାଇବା ଅଛି
ଆଖିରେ ଲୁହ ଆସିଯାଇଛି😢
ପଛ କଥ ଭୁଲିଯାଇ ସୁଖର ସଂସାର ଗଢି଼ତୋଳ ଜୟ ଜଗନ୍ନାଥ ସବୁବେଳେ ଖୁସିରେ ରଖନ୍ତୁ
Really mo akhire luha asigala bhagwaan karantu emiti khusi re ruhanti jhagada nalagantu
Super bhalare ruha bhagwaan tamaku khusire rakhantu🙏🙏🙏
Really very heart touching....
Apananku mora hrudayaru pranam bhangi jaithiba sansara Swami stree ra sampark auu thare jodi hue bhagwan kichhi gote madhyama bananti kichhi bhul bhujhabana ku bhuli jae jete bele ame nua sampark tiwari Karu eha ajikali ra juba pidhi upare nisthit bhabare prabhab pakaeiba .......and relationship= love +respect+care aha hi salutation...
🙏🙏🙏🙏🙏🙏🙏🙏🙏
Bohut sundar lagila aee episode ❤❤❤
ଏତେ ବଢ଼ିଆ ବଢିଆ ଲୋକ ଏଇ ମଞ୍ଚ ରେ ଥିବା ଅବସ୍ଥା ରେ ଏତେ ଭଲ ଭଲ କଥା ତମଙ୍କୁ ବୁଖାଉଛନ୍ତି ହେଲେ ବୁଝି ପାରୁନ କଣ ପାଇଁ ବହୁତ ବହୁତ ଧନ୍ୟବାଦ ଦେବି ସୁକାନ୍ତ ସାର ଙ୍କୁ ଏମାନଙ୍କୁ ମିସେଇବା କୁ ବହୁତ୍ ଚେଷ୍ଟା କରୁଥିବା ରୁ
ପ୍ରଥମେ ଏମାନଙ୍କୁ କୁହନ୍ତୁ stage ଉପରେ ମମି ବଦଳରେ ମାଆ ବା ବୋଉ କୁହନ୍ତୁ । ଶୁଣିବାକୁ ଆଦୌ ଭଲ ଲାଗୁନି । ପଛରେ ସେମାନେ ଯାହା ବି ଡାକୁଥାନ୍ତୁ ।
ଆପଣ ମାନଙ୍କୁ ଅନୁରୋଧ ଯେଉଁମାନେ ବି ଏଠିକୁ ଆସୁଛନ୍ତି ସମସ୍ତଙ୍କୁ ଆପଣମାନେ ଏକଥା କୁହନ୍ତୁ🙏
ମତେ ବହୁତ ଦୁଃଖ ଲାଗୁଚି l କଣ ଏଇ ଛୋଟ ଛୋଟ କଥା ଅଯଥା ସନ୍ଦେହ ମଣିଷର ପରିବାରକୁ ନଷ୍ଟ କରିଦେଉଛି l ଏ ସବୁକୁ ମନରେ ନ ରଖି ସଂସାର ଗଢିବାକୁ ଚେଷ୍ଟା କର l ଏବଂ ସ୍ୱାମୀର ମନ ଜାଣିବା ସ୍ତ୍ରୀ ର ପରମ କର୍ତ୍ତବ୍ୟ ଏବଂ ସ୍ୱାମୀର ବି l ଅଯଥା କଥାକୁ ନେଇ ସ୍ୱାମୀକୁ ସନ୍ଦେହ କରିବା ଠିକ ବି ନୁହେଁ l
Nice👍👏😊 judgements by jibana do chakire asara aloka
I miss you miher bhai😢😢😢😢😢😢😢😢😢😢😢😢😢😢😢😢😢
Last moment emotional bhai & bhauja sabu bele khusi re ruha god bless you both ❤❤❤❤
🙏🙏🙏🙏🙏satare bohut khusi lagila 😢😢😢
Sir thank you
42:26 sir mo akhiru luha ashigala thanks a lot sir
ପରି ବାର ମିଶିଲା ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ
Veri nice sar
ସବୁ ଶାର ମାନକୁ ମୋର କୋଟି କୋଟି ପ୍ରଣାମ ?🙏🏻🙏🏻🙏🙏ବଢିଆ ଲାଗିଲା ଭିଡିଓ ପୁରା ଶୁପର 🙏🏻🙏🏻🙏🙏
Thank you sukanta
Sukanta.sirnka good judgement
Kede sundar jodi kn pain jhagda lagi emiti haucha.... Jay jaganath🙏
😂❤❤😂😂😂😊😊 really sir mu bi dekhiki last seen ku nijaku rokiparilini Kandi baru 😢😢😢
Great job sir❤❤❤
Sir bahute khussi lagila
Bahut sundar ....❤❤❤❤akhiru paniasigala.....first time kou gote media ru gote ghara basiba dekhili.....❤❤❤
Thanks To 0tv judge sir sumant Sir & teem member last seen is emotional god bless you that your family
Great tem great OTV 🙏
Bhangi jaithiba family ku puni thare sajadi deba you are great sir
ବାପ ପୁଅ ଦି ଜଣ ଖରାପ
Thank you OTV ❤❤
Bhala paiba badhiba... Good job sir and mem.. 🥰🥰
Last seen ଆଖି ରେ ଲୁହ ଆସିଗଲା 😢God bless you 😇😇💞💕
Jhia bahut chalaki
Sukanta nka kahiba system ta best, and se ashar alok pain perfect
Jay jaganath❤
ଝିଅ ର ସହିବା ଶକ୍ତି ଜମା ନାହିଁ ।
Bhai satare a episode dekhi kanda lagila bahut romantic thila last sin
Jay jagannath tanku khushire rakhantu
ପବଲିକ ମନେରଖିବା କଥା ବହୁ କଉଠୁ ଅଣାଜାଇଛୀ. ଆଉ ସେଠାକାର ଗତି ପ୍ରକୁତି କଣ ଭୁଲିଜିବା.
ଝିଅର ନାଟକ ବହୁତ ସେ ସୁରତର ରହିବାକୁ ଚାହୁଁଛି
3:54
4:35
ଯେଉଁ ପୁଅ ନିଜର ଭୁଲ ମାନିଯାଉଛି ତାର ସବୁ ଭୁଲ 😄 ଝିଅଟି କିଛି ଦୋଷ ସିଉକାର କରୁନି, ସେ ଝିଅ ର ଭାଇ ସେ ପୁଅକୁ ବାଡ଼େଇବେ, ସେ ଗୋଟେ ଦୋଷ ଭୁଲ ନୁହେଁ 😄 ସବୁଠାରୁ ବଡ଼କଥା ମିହିର ଭାଇ ବହୁ ଦକ୍ଷ, ହଁ କାହିଁକି ନାଁ ମିହିର ଭାଇ ଜୀବନ କୁ ବଛୁନଥିଲେ ସେ ଜୀବନକୁ ବହି କରି ପ୍ରାଞ୍ଜଳ ଭାବେ ପଢି ସାରିଥିଲେ, 🙏ମିହୁର ଭାଇ 🙏
Good job sir,👏👏👏👏👏
ଦେଲୁ ନାରୀ, ହେଲୁ ପାରି ।
ଏହି କଥାକୁ ଯେଉଁ ଦିନ ଝିଅର ବାପ ମା" ଠିକରେ ବୁଝିବେ,ତେବେ ଯାଇଁ ଝିଅ ତା ଶାଶୁ ଘରେ ଶାନ୍ତିରେ ରହି ପାରିବେ ।କାହିଁକି ଝିଅ ଶାଶୁ ଘର ଲୋକଙ୍କ ବିନା ପରାମର୍ଶରେ ବାପ ଘରକୁ ଯିବ ? ଝିଅ ଘର ଲୋକେ କାହିଁକି ତାକୁ ପ୍ରଶ୍ରୟ ଦେବେ ?ଅଧିକାଂଶ କ୍ଷେତ୍ରରେ କେବଳ ଏଇଥିପାଇଁ ବୋହୂମାନେ,ଶାଶୁ ଘର ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହେଉଛନ୍ତି । ଏ ଝିଅଟି ପୂର୍ଣ୍ଣ ଅହଙ୍କାରୀ । ଇଏ କେବଳ ନବାକୁ ଇଚ୍ଛାକରେ,କିନ୍ତୁ ଦବାକୁ ନୁହେଁ । ସଂସ୍କାରିତ ଝିଅ ହେଇଥିଲେ , ଆସୁ ଆସୁ ସମସ୍ତଙ୍କୁ ଆପଣେଇ ନେଇଥାନ୍ତା । ତାପରେ ସେ ଦେଖିଥାନ୍ତା ,ଏତେ ସ୍ନେହ ମିଲିଥାନ୍ତା ଯେ ତାକୁ ସେ ବୋହି ପାରି ନଥାନ୍ତା ।
ବିଚାରକ ମଣ୍ଡଳୀ କହିଲେ "ଶ୍ରଦ୍ଧା ଦେଲେ ସମ୍ମାନ ମିଳେ " ।ମୋତେ କୁହନ୍ତୁ ,ବୋହୂର ସମ୍ମାନ ଆଗ ନା ଶଶୁରଙ୍କ ଶ୍ରଦ୍ଧା ଆଗ ? ଶଶୁର ବୋହୂକୁ ନିର୍ଯାତନା ଦବା ପାଇଁ,ପୁଅ ବାହାଘର କରିଥିଲେ କି ?ଦୁଇଟି ବୋହୂ ମଧ୍ୟରେ ଜଣେ ଭଲରେ ଚଳୁଛି, ଅନ୍ୟ ଜଣେ କାହିଁକି ନୁହେଁ ।
କଥାରେ ଅଛି ପ୍ରକୃତି ନୈବ ମୁଚ୍ୟତେ । ଯେତେ ମିଶିଲେ କଣ ହବ,ଏମାନେ ଯେ ସୁଖରେ ଘର ସଂସାର କରିବେ , ତାର ଆଶା ବହୁ କ୍ଷୀଣ ।
ତଥାପି ଠାକୁରଙ୍କୁ ଡାକୁଛି ,ସବୁ ରାଗ ରୋଷ ଭୁଲି ଏମାନେ, ସପରିବାରେ ଭଲରେ ରୁହନ୍ତୁ ।
JAYA JAGANNATH
Bhai aajira video bahut maja lagila
Wow congratulations to both of love......
Jay jagannath 🙏🙏🙏
ଆଜିକାଲି ଏ ମୋବାଇଲ ଫୋନ ପାଇଁ ସବୁ କଥା ସାଙ୍ଗେ ସାଙ୍ଗେ ସବୁ କଥା ପ୍ରଚାର ହୋଇ ଯାଉଛି। ଆଗରୁ ଚିଠି ପତ୍ର ର ଆଦାନ ପ୍ରଦାନ ଥିଲା। ମୋବାଇଲ ଫୋନ ଯେତିକି ସୁବିଧା ସେତିକି ଅସୁବିଧା। ମାନେ ପରିବାର ରେ ଅଶାନ୍ତି। ମେନ୍ ବୁଝା ମଣା ଠିକ୍ ହେବା ଦରକାର।
🙏 God bless you both ❤❤
Jay jagnnath ❤❤❤❤❤
Last sceen..... Its a lovely video
Jay Jagannath 🙏🙏🙏
Very nice 👍👍 thanks
❤
À bapo auu puo bahut chalakha
Bhagaban.emanaku.allgakarantunahin.❤❤❤❤❤❤❤❤❤
Really ... misunderstanding ku nei ete gudae katha😢😢....last ku mu bi na Kandi rahiparilini....😢
Sir exlent I salute all person
Jaya Jaganath
Ati sundar ❤😊
So heart touching episode!🙏🏻🙏🏻🙏🏻huge respect & love for ashha ra alok team!!
Apana mane ama mananku kandei dauchanti sir 😢🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👍 apan mane emti agaku success achieve karantu jaya jagannath
ଶଶୁର ର ପ୍ରବଳ ଦୋଷ ଜଣା ପଡ଼ୁଛି😮
Jay shree jaganath Swami 🙏❤️🙏
Asar alok gote badaprayas . thanks to all judges.jai Jagannath
Mancha kouthi achhis asara aloka mora bahutt echha achhi morabi problem achhi
Asar alok timku thanks
Sia &mam apan nka jorjment very nice
God bless you both ❣️ and to your Child 💓.
Good sir
Satare jete thara a video mu dekhuchi aakhire luha paleiaasuchi
Jay jaganatha
ଅତି ସୁନ୍ଦର
Lawer sir nkar good judgement
ସୁକାନ୍ତ ବାବୁ ବହୁତ ଭଲ। ସୁନ୍ଦର ଭାବରେ ସମାଧାନ କରିଦେଲେ। ଧନ୍ୟବାଦ ❤❤
Cute both❤
Bhala manisa 2 jana au bahut bhala 2 janaka family tq ashara aloka
Bahut vala lagila, Mahaprabhu Jagannath bless them🙏
Jay jaganntha
Make happy family 💝
Satare akhire luha asijauchi
Jaha hau sesare apanmane
Tankar nua jiban anidel
Jay jagannath
Bhut khusi lagila😊
Sir mote b program ro membar hebaku bahut ichha heuchhi.kono korile mu ehi program ro member hebi tike janeile bhalo huonta .duniare paribarbe re misiki rahile sansarata mandira palati jaea.satare bahut ichha moro ethire member hebaku