Miscreants loot Rs 1.7 crore at gun point from ATM van in Cuttack
HTML-код
- Опубликовано: 7 фев 2025
- Miscreants loot Rs 1.7 crore at gun point from ATM van in Cuttack
#ପୁଣି_ଦୁର୍ବୃତ୍ତଙ୍କ_ଟାର୍ଗେଟରେ_ଟଙ୍କା_ଭ୍ୟାନ୍
ଲୁଟ୍ ପାଇଁ ଆଉ ATM ଯାଉନାହାଁନ୍ତି ଲୁଟେରା । ATMରେ ଭର୍ତ୍ତି କରିବାକୁ ଟଙ୍କା ଧରି ଯାଉଥିବା ଭ୍ୟାନରୁ ହିଁ ମଝିରାସ୍ତାରୁ କରୁଛନ୍ତି ଲୁଟପାଟ୍। ଏହି ଘଟଣା ଘଟିଛି କଟକ ତିଗିରିଆ ଅଞ୍ଚଳରେ। ଅଭିଯୋଗ ହୋଇଛି ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ, ଭ୍ୟାନରୁ ଲୁଟିଛନ୍ତି କୋଟିଏ ୭୩ ଲକ୍ଷ ଟଙ୍କା ଥିବା ବାକ୍ସକୁ।
#Odisha #Cuttack #Loot #ATMVan #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Security କୁ ଦେଖି ହସ ଲାଗୁଛି 😂😂😂
Security kon jibon debo
Tebe kn Pai security rokha heichi.....
Security ku security deba....
Baat to sahi hai😅
😂😂
ଚାକିର ନାହି ଆଉ କଣ କରିବେ ,ଏ ସବୁ ସରକାରଙ୍କ ଚାଲ, ଭୋଟ ଆସୁଛି ସେଥିପାଈ , ବିଜେଡି ହଟାଓ ଓଡିଶା ବଞ୍ଚାଅ ଜୟ ଜଗନ୍ନାଥ
True words
Tume sabu kari deba
Pandian ra loka neichanti Bhai
🎉🎉🎉
Vala kathate kahila
ମୋ ଜୀବନରେ ବି ଗୋଟେ ଲକ୍ଷ୍ୟ ଏମିତି ଗୋଟେ ବଡ଼ ଲୁଟ କରିବି ଜୀବନ ସର ବସି ଖାଇବି 😅😅😅
Bhai mate bi dakiba mu bi jibi 😅 life re au tention nahi once time investment 😂
@@santoshsahoo8322 okay Bhai Gun 🔫 gote neiki Asiba
@@PankajBehera-wl7eg sure bhai 😁
Bhai life time jail re basiki khaiba 😂😂😂
ମୋତେ କିଛି ଦେବ ଭାଇ ବହୁତ କଷ୍ଟ ରେ ଅଛି
ପେଲେଇପିଲେ ନିଜେ ବୁଲେଇଦେଇଛନ୍ତି ମାଗିଆ ଙ୍କର ରୂପ ରୁ ଜଣା ପଡୁଛି 😂😂
Right 👍
🤣🤣🤣🤣 ଅତି ସୁନ୍ଦର ଭାବରେ ଚୋରି 🤣🤣
ଟଙ୍କା ଯାଉଥିବା ଭାନ ରେ ସୁରକ୍ଷା କର୍ମୀ ta ନିର୍ଜୀବ ta 😂😂😂
100 right Katha mo bhai
ସଳେ ଖାଲି ଗରିବ ବାଣ ବେପାରି କୁଂ ଧର.. 😂😂
😂😂
Vala super hitt video dalema dalema
ବଡ଼ ବନ୍ଧୁକ କଣ କରିବେ ଗାଡି ଭିତରେ ବନ୍ଧୁକ ବୁଲିବନି । sbi ଏବଂ ଅନ୍ୟ bank ରେ pistal, ରିବର୍ ବଲ ଵାଲା ଙ୍କୁ duty ଦେବା କଥା
Z Security ନ ହେଲେ 15-20 ଜଣ ସଏକଉରଇଟଇ ଦରକାର ସରକାରକୁ ଦୁଇ ଥର ଝଟକା ଲାଗିଛି ତଥାପି ଚେତା ପୁଶୁନି ବିଜେପି ଆଉ ବିଜେଡି ଦାୟୀ ଆଉ କିଏ
Bahut sundar ❤❤
ଭଲ ହେଇଛି , ଯେତେ ସବୁ ଫାଇନ ଆଦାୟ କରି ଯେଉଁ କୁକର୍ମ କରୁଥିଲ , ଶିକ୍ଷିତ ଙ୍କୁ ଚାକିରୀ କ୍ଷେତ୍ର ରେ ଲାଞ୍ଚ ମାଗୁଥିଲ l ସେଥିପାଇଁ ଏସବୁ ହଉଛି l
ସେଇଟା କଣ ତାଙ୍କ ବାପା ପଇସା, ସେଇ ତମର ଆମର tax ଆଉ ଜମା ପଇସା ନା ।
ରକ୍ଷକ ଭକ୍ଷକ ସାଜି ଥିବେ
ଗୁଳିକଲାନି କାହିଁକି❤
Right
ସବୁ କିଛି ମିଳି ଭଗତ ମାମଲାକୁ ଖୋଲତାଡ କରାଯାଉ ସଠିକ୍ ତଦନ୍ତ ⚖️
ଅତି ସୁନ୍ଦର news....aae mane ନେଇ ଥିବେ । ନ ହେଲେ ୧୦ ଜଣ କୁଆଡେ ଆସିଲେ।୨ ଜଣ ସୁରକ୍ଷାକର୍ମୀ କଣ କରୁଥିଲେ।। ସବୁ ସମ୍ପୃକ୍ତ।😂😂😂 clearly ଜଣା ପଡ଼ୁଛି
ଏଇ ସବୁ ବୁଢା ମାନେ ସରକାରୀ ଚାକିରୀ କରିବେ , security ku କୃମି ହୋଇଛି ସେ କ'ଣ କରିବ? ଚାପୁଡେ ଦେଲେ ରକ୍ତ ବାନ୍ତି କରିବ ।
ଭଲ ହୋଇଛି ଗୋଟିଏ ପ୍ରକାର । ଶିକ୍ଷିତ ଯୁବକ ବେକାରୀ ହେଲେ ଏଇମିତି ହେବ । Quota re job କଲେ ଏଇମିତି ହେବ । ଭଲ । ଶିକ୍ଷିତ ବେକାରୀ ଯୁବକମାନେ ବଂଚିବେ । Hats off Lootera
Bahuta bhala katha
Ame job pain ladhuchhu hele job miluni .ja pakhare tanka se eka pauchhi .bhala heichhi
ସେ ବନ୍ଧୁକରେ ଗୁଳି ନାହିଁ। ଗାର୍ଡ ମାନେ ବି ବଡ ଟାଣୁଆ ଲୋକ ଯାକ । ଗୁଳି ପୁରା ଠିକ୍ ରେ ବାଜିବ ଗାର୍ଡ ମାନଙ୍କର। ଲାଜ ଲାଗୁନି ଏତେ ଟଙ୍କା ନେଇକି ଯାଉଛ ବେ ଖାତିର କରି ନେଉଛ ସେମିତି ହିଁ ହେବ । ସେମାନେ 8ଜଣ ଟଙ୍କା ସହ ୟାଙ୍କେ 4ଜଣ ଙ୍କୁ ବି ନେଇଯିବା କଥା ।
Are baba se Sabu shamili achanti Sabu bhaga miliba na hele CCTV camera lageiba katha
😂😂😂
@@chesta197 ସତରେ ଭାଇ ଏତେ ଟଙ୍କା ନେଇକି ଯାଉଛନ୍ତି। ଏତେ ବେ ଖାତିରି କଣ ପାଇଁ କରୁଛନ୍ତି ।
@@basantadakua9300 emiti 2021 re heithila Abe puni au thare athagarh pre planing nuha ta au kn gote district 2 3 helani
Where security is not doing anything so that's where CCTV what doing there?😂😂😂😂😂😂
Jadi se money van ra security AK 47 dharithanta tahele eemiti hai nathanta , Indian police ra weapon upgrade haba darkar Americans police bhali .
Kahaku mo katha thik lagila❤
Congratulations odisha 😂 good job🎉
I ସଲେ ୧.୭ କୋଟି କଥା । ମୋ ବାଳ ସେକ୍ୟୁରିଟୀ ଗର୍ଡକୁ ନେଇକି ଯାଇଛ।
Very good👍👍👍
Bahut Badhian Congratulations🎉🥳👏👏👏👏
Bahut sundar 👌👌👍
Congratulations❤❤
Camera କାହିଁକି ରହିଲା ନାହିଁ van ରେ
Right
ସେ ଦୁଇ ଜଣ ସୁରକ୍ଷା କର୍ମୀ ବନ୍ଧୁକ ରଖି ଛନ୍ତି କାଲି ଦିପାବଳି ରେ ଫୁଟେଇବେ 😂😂😂😂😂
ସବୁ ରାଜ ସ୍ବାଇଁ ର ହାତ 👍
Very good sir
Excellent 👌 👌
Congratulations👍👍👍👍👍👍👍👍👌👌👌👌👌👌👌👌
ଏମିତି ସୁରକ୍ଷା କର୍ମୀଙ୍କୁ ସୁରକ୍ଷା ଦେବାପାଇଁ ବି ଲୋକ ଦରକାର 🤣😂😜
Baut bhala katha 👍
Nice Planing
Jay Jagannath 🙏🕉️🙏
Very good
Congratulations 👏👏👏👏👏🎉
ଫୁଣି ନୋଟ ଚେଞ୍ଜ କରିଦିଅ ଲୁଟିଥିବା ଟଙ୍କା କାମଦେବନି
Bholo koecho
Congratulations 🎉 sabs 🎉
Bas gote security guard... Wah... Dhanya ho tame..
Bhala heichi
Jao helmet checking kari baigana choro ku dhara
Good luck🤞🤞
ଆଠଗଡ଼ ଆଉ ତିଗିରିଆ ପୋଲିସସବୁ ତାଡି ପକେଇବେ ଆମେ ଜାଣିଛୁ 😂😂😂 ଛୋଡି ପୁଅ ଖାଇ ପି କି ପେଟ ବଢ଼ା
ea sabu sei staff nka vitaru kahara pre planing loat. tadanta karajau sabu samana ku asiba
ଗାଡ଼ିର ଡ଼୍ରାଇଭର ଓ ବ୍ୟାଙ୍କ ପ୍ରଶାସନର ହାତ ଥିବ
ଗାଡ଼ି ବାଲା ମାନଙ୍କୁ ଲୁଟି ଥିବା ଟଙ୍କା ଏଇଟା
Risk nahi to paisa nahi ❤😮😊
ଜୟ ଜଗନ୍ନାଥ ❤❤❤
High Risk but High Income 🤣🤣🤣🤣🤣🤣🤣🤣🤣🤣
Very God 😂😂😂😂
ଦୟାକରି ମତେ କିଛି ତ ଟଙ୍କା ଦିଆ ନ୍ତୁ । 😂 ପାଇଚ କିଛିଟା ଟଙ୍କା ତମେ ମାନେ ଜଣାପଡୁଛି
Mote bhari khusi lagila
Van re thile jou mane Mind games kheluchon 😂😂😂
Congratulations 🎉
Young security guard rokho
Kemiti janile.atm vanre kanajae apanamane janinahantiki .preplanre rubbering heichi . inquiring kalejanipariibe
ତମେ କି ବାଳ ପାଇଁ ବନ୍ଦୁକ ଧରିଚ ।ଏ ମାନେ ହିଁ ଚର ।
Money Hiest Odisha... 😂😂😂
Pre plan
😂ohh.. mind fresh news fews......5T🙊
Ethire karmchari kehi Jane satha deyuchi sr
Jay kosal
Enjoy, party,...... 🎉🎉🎉
Most most most 😂😂😂😂😂😂
😊jete parucha nei jao chakiri nahi ahuri chorai haba😊
ଏ ସବୁ ନିଜ planing, ଲୋକ ଜାଣିଆକୁ news ହଉଚି...
Security guard ❌ bikalia ramu ✅
Advance level security darkar😂
Tonka gadi ray tonka jibo ne to au ki metha jibo 😂😂😂 LOL
Thik achhi kichhi asubidha nai bhala bhala security rakha
Security bahut strong achi . 😂😂
ସୁରକ୍ଷା କର୍ମୀ କୁ ଦେଖି ଲାଗୁଚି bhai koi cid ko bula lo jinda kankal mila hai😄😄😄
Good job ....police ra ହାତ ନାହିଁ ତ?
Sabu jani suni heichhi
ଏ ସୁରକ୍ଷା କର୍ମୀ ତ ଗୋଟେ blackcat commando ଭଳିଆ ଦିଶୁଛନ୍ତି
ସେକ୍ୟୁରିଟୀ ଅଧିକାରନହିଁକାହିଁକିନିନାଯୋଲୋକମାନେଏବେଦୋଷଦୋଉଛନ୍ତିନାସେଲୋକହିଁବଦଳିଯାଈପାରିଥାନ୍ତେକାହୀଁକିନାଶତକହିଁଲେଲୋକେଭରଷାକରନ୍ତିନି😢😢😢😢
Bhala surakha dauchhanti laguchhi 😅😂
1:45 Van re kemiti tanka jauchi ?
Ans: tanka Van re au kan jiba
ସିକ୍ୟୁରିଟୀ ବନ୍ଧୁକ୍ ଚାଲୁଛି
ନା ଜଙ୍ଗ ଲାଗି ଲାନି
୭,୮ ଲୋକ ଥାଇ ଭି ଲୁଟ୍ ହୋଇ ଯାଉଚି 😂😂
ଲୋକ ଝାଳ ବୁହା ଧନ
ରେ ଏଭଳି ଖେଳ ଟା ଭଲ ନୁହେଁ
ସେ ଯାହା ବି କରିଛି ଠିକ୍ କରିଛି lone pai apply kole ତ daunahanti ସେ ଲନ୍ ନୋ ଦେବାରୁ ଏମିତି କଲା ବୋଧେ ଆଉ 😂😂😂😂
ବା ବା ରେ ସୁରକ୍ଷା ବ୍ୟବସ୍ଥା, ଏଭଳି ଦୁବୃର୍ତ୍ତ ମାନଙ୍କୁ direct encounter, no excuse.
Police or public kete Dina gale Janina Bhala heichi
Athei jahaku dekhiba dekha sabuo.......... Take aka 😅😅😅😅😅😅😅
ପାଣ୍ଡି ଆଉ ମୋଦି ମିସୀ କି ଚୋରି କରିଛନ୍ତି
Bahut badhia madi chala peta posh nahi dosh jou corrupt government employees broad day light re public nku gandi marichanti tanku ta kahuna
ସବୁ ଏ ଶଳା କଳା କନା ବୁଲାଇ ଛନ୍ତି,,
ଗାଡିର number plate ଅଛି.... ଟଙ୍କା ର ବି serial ନମ୍ବର କାହିଁକି ଅଛି....??? ତାକୁ ନେଇ କିଛି କରିହେବନି????
Local vendornku dele thodina semane serial number check karibe 🤔
ୟେ ସବୁ କେସ୍ ରେ ଗାଡି ବାଲା ହି ଯଡିତ ଥାଏ
Mu janichi narasinga thana inspector samil Achi please please . Inquiry
.
😁😁😁😁😆😆😆😆😆 very good chor Bhai mane
Tume gun man kn karuthila,,,,, emane sethire samprukti achhanti,,,,, se scropio ,,, bike ra no kn
Odisha ra bank security and odia industry ku dekhile jana pade kete strong 😮😉
Bhai ete kharab security kamse kam gote gps ta lageithanta
Odisha police 😂😂
ବୁଢ଼ା security ଜଣକ କଣ କରିବ double round ବନ୍ଧୁକ ରେ pistol ଆଉ revolver agare
ଉଚିତ୍ ଶାସ୍ତି ଦିଅ
Weldon our security time and police
Security ra gun re Masha, Machhi b maribeni 😂😂😂...ak47 au m416 kain 😅😅😅
Involve ochhonti kanko bhitoru ki.....?
Bot good)
Gadi pura safety re😂😂😂😂
Are bhai yete paisa neki jaucha,ye bhali security rakhucha,budha lok ta, se kan kariba.