Self-styled Godman dupes Rs 62 lakh from woman in Cuttack, here's what victim says
HTML-код
- Опубликовано: 27 апр 2023
- Self-styled Godman dupes Rs 62 lakh from woman in Cuttack, here's what victim says
#ମତେ_ପାଣି_ପିଆଇ_ବଶ_କରିଦେଇଥିଲା
କଟକରେ ଗୁଣିଗାରେଡି ନାଁରେ ୬୦ ଲକ୍ଷ ଲୁଟ୍ ଘଟଣା । ପାଣି ପିଆଇ ବଶ କରି ଟଙ୍କା ନେଇଥିବା କହିଲେ ମହିଳା ।
#Hiddentreasure #Cuttack #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଯୋଉ ମାନେ ରାତାରାତି ବଡ ଲୋକ ହେବା ସ୍ବପ୍ନ ଦେଖନ୍ତି ତାଙ୍କ ଏ ଭଳି ଅବସ୍ଥା ହୁଏ।
Bilkul thik bolrhii ho bhiyaa
P00OPppppppp0p0ppp0OP00p0000000099pop
Bhai tike bikramratod rabiteja Telugu londa Kori chadithibo se video clip madam ku dekhai dio
Right
ଲୋଭ ହିଁ ସବୁ ଅନର୍ଥ ର କାରଣ... କିଛି ଅସୁବିଧା ନାହିଁ madam ଆପଣଙ୍କ ପାଖରେ ଅଜସ୍ର ପଇସା ଥିଲା ସେଥିରୁ କିଛି ପଳେଇଗଲା.. No tension.. ଜୟ ଜଗନ୍ନାଥ..
Non odia, ଲାଗୁଚି ଗୁଜରାଟୀ କିମ୍ବା ମାରୱାଡ଼ି
Right
ପାପ ଧନ ପ୍ରାୟଶ୍ଚିତ ରେ ଯାଏ....
ପିଲାଦିନେ ମୁଁ ଯୋଉ ଗପ ଶୁଣିଥିଲି
( ଅତି ଲୋଭରୁ ତନ୍ତି ମରେ ) ଆଜି ସେଇଟା ସତରେ ଦେଖିବାକୁ ମିଳିଲା, 😊😊
Right bro 🤣🤣🤣🤣🤣🤣🤣
🤔
😅😅😅
ପାପ ଅର୍ଜିତ ଧନ ପ୍ରାୟଶ୍ଚିତ ରେ ଯାଏ 👍🏾👍🏾👌
ବୋକା ଆଉ ଲୋଭୀ ମଣିଷ ଏମିତି ହୁଅନ୍ତି l
ଭଲ ଲାଗିଲା,,
କାହାଣୀ ଟା,,,
ପିଲା ବେଳେ ବୁଢ଼ୀ ମା' ଏମିତି ସବୁ କାହାଣୀ କହୁଥିଲେ,,,😮😢😮
😅😅😅
Kebe gariba lokanku khaibaku deichha
ଧନ୍ୟ ଏହି ମହିଳାଙ୍କୁ।
2023 main aap jesa Blind man.... Jay Jagannath
ଧନ ଯଉଆଡୁ ଆସିଥିଲା ସେଇ ଆଡେ ଗଲା, ଯେମିତି କର୍ମ ସେମିତି ଫଳ
ତୁମ କଥାବାର୍ତ୍ତାରୁ ଲାଗୁଚି ତମେ ବହୁତ୍ ଶିକ୍ଷିତ ହେଲେ ତୁମର ଲୋଭରୁ ଆଉ କିଛି ଅଧିକ ପାଇବା ଆଶାରୁ ଆଜି ଏ ଅବସ୍ତା ବେଳ ଅଛି ସୁଧୁରି ଜାଅ ,ଜୟ ଜଗନ୍ନାଥ
not educated.......but person with academic certificates.....there is a difference.
ଜଣେ ଉଚ୍ଚ ଶିକ୍ଷିତା ମହିଳା ଏଭଳି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
She is not educated
Madam, ଭୁତ ସଭାପତି ଙ୍କୁ ଡାକିଥାନ୍ତେ।
ସେ ଏବେ ଜେଲ୍ ରେ ଅଛନ୍ତି
ଆପଣ ଦେଖା କରି ପରିବେ
ଏଇଟା ଭୂତ ସଭାପତି ର ତୋ କାରନାମା
Good humour 😂😂😂….
1ô jio1😂 AA@@Sonali28093
ବୁଢ଼ୀ ମା ଙ୍କ କାହାଣୀ ପରି ବହୁତ୍ ମଜା ଲାଗିଲା😅😅😅
ଏମିତିକା ବିଦ୍ୟା ତ ଆପ ପ୍ରତିରକ୍ଷା ବିଭାଗ କୁ ଶିଖାଇବା କଥା ..
କ୍ଷେପାଣସ୍ତ୍ର କୁ ମାଟି ତଳେ ତଳେ . ନେଇ ଚିନ୍, ପାକିସ୍ଥାନ ରେ ନିକ୍ଷେପ କରିବା ପାଇଁ
😅😅😅😅😅😅😅😅😅😅😅
Income Tax ku inform kara first check 62 lakhs is white or not
ଏତେ ଟଙ୍କା ତୁମର ଆସିଲା କେଉଁଠୁ
ଏ ସବୁ କଳା ଧନ ନୁହେଁ ତ
Bhala sudhhi hela auu...😂😂😂😂
ଦୁନିଆ ରେ ଏ ପ୍ରକାର କୌଣସି ବିଦ୍ୟା ନାହିଁ madam.
ଏଭଳି ମାଇକିନିଆ ସଂସାରରେ ଆହୁରି ଅଛନ୍ତି
ଏପରି ସଭ୍ୟ ସମାଜରେ ଯଦି ଅନ୍ଧ ବିଶ୍ବାସ ରହିବ ତାହେଲେ ଆଦିବାସୀ ଅଧ୍ୟୁଷିତ ଲୋକମାନେ କ'ଣ ନକରିଵେ।
Bahut bhala heichi tama bhali lady nijaku educates kahuthiba murkhara parichaya daucha
ତୋର ପଇସା ଅଛି ତୁ ଦେଲୁ ତୁ ଯଦି ଗରିବ ହେଇ ଥାଆନ୍ତୁ ତାହେଲେ କଣ ତୁ ଦେଇ ଥାଆନ୍ତୁ
ଅତି ଚାଲାକ ଆଉ ବେସି ଷ୍ଟାଇଲ ରେ କଥା ହଉଥିବା ଲୋକ ତ ଏମିତି ହୁଅନ୍ତି । ଠିକ ହେଇଛି ଏମିତି ଦରକାର ଥିଲା ତୁମ ମାନଙ୍କୁ । ବହୁତଭଲ ହେଇଛି । 5 ଟଙ୍କା ଗରିବଙ୍କୁ ଦେବାକୁ ବହୁତ କଷ୍ଟ ।
Jagannath Mahaprabhuu nka ମାହାତ୍ମ୍ୟ, ସେ ଭଲ ହେଇଗଲା ।
ମାଡାମ ବି ଶୁଦ୍ଧି ହେଲେ, କେତେ ଲକ୍ଷ ଲାଗିଲା,, ଛୁଆ କରିଦେଇକି ଯିବ କିଛି ଜାଣିପାରିବ ନାହିଁ 👍ବେସ ହେଇଚି
ଦୁନିଆରେ ଆଜି ପର୍ଯ୍ୟନ୍ତ କେହି ରାତାରାତି କୋଟିପତି ହେଇ ନାହାନ୍ତି, ଆପଣ ବା କେମିତି ହେବେ, ତେଣୁ ଏଇଟା ହେଉଛି ତାହାର କରୁଣ ପରିଣତି,
ଯାହା ହେଇଛି ଭଲ ହେଇଛି
😂😂😂😂😂😂
ମହାପ୍ରସାଦ ର ମାହାତ୍ମ୍ୟ
ଠକ ଧନହୋଇଥବ ନୀଶ୍ଚୟ ଜାହାହୋଇଚ ଭଲହୋଇଚ 😁😁😁😁😁
Good job 😊
very very critically matter, for CBI investigation NECESSARY Required
ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଶରଣାପନ୍ନ ହୋଇଥିଲେ ବୋଲି ଆଜି ରକ୍ଷା ପାଇ ଗଲେ...
ଆଜିର ଯୁଗରେ ଇମିତି କା ଠକେଇ ର ଶୀକାର ହେବା ଅସମ୍ଭବ...
ଅତି ଲୋଭରୁ ମୃତ୍ୟୁ😂
Best story. Good woman.
ସେ ଲୋକ ଫଟୋ ଟିକେ ଦେଖେଇଲେ ଭଲ ହେଇ ଥାନ୍ତା.
otv re chaluchi... se loka ra aau gote clip re achhi...
ଏବେ ମଣିଷ ଯାଇ ଜହ୍ନ ରେ ପହଁଚିଲାଣି କିନ୍ତୁ ଏ ମାଡାମ ଏ ଯୁଗ ରେ ବି ଏମିତି ବିଶ୍ୱାସ କରୁଛନ୍ତି 😂😂😂😂
Very nice
ବହୁତ ପଇସା ଥିଲା madam କିଛି ପଇସା ଧନ ଲଭ ରେ ଗଲା କିଛି ଅସୁବିଧା ନାହିଁ
ଜଣେ ଦିବ୍ୟଙ୍ଗ 10ଟଙ୍କା ଦେଲେ କି ନାହିଁ ପାଇବା ଆଶାରେ ହ,,😀
Need investigation by incometax department that is black money
ତମ ମାନଙ୍କ ଟଙ୍କା ଏମିତି ହିଁ ଯିବ ।
Great 👍
Good
ବହୁତ୍ ଭଲ ହେଇଛି
Bohut bhala madam ....amiti dana chalu
Such an intelligent woman!!! Where was your intelligence when you were being fooled?
Very good
ଧନ୍ୟ ତମ ଆଶା ଧନୀ ହେବାର...
Ea Bahut Loviii badhiya heichi Maja lagila suniki 😂😂😂😂😂
Thik heichhi
You are a super madman.
ଲୋଭ ରୁ ପାପ ଆଉ ପାପ ରୁ 62 ଲକ୍ଷ loss😂
ଏବେ ଆଉ ଟିକେ ଶୁଦ୍ଧି କରିବ , ନ ହେଲେ ପୁଣି ହଇରାଣ ହେବେ 😂
Ati bhala heichi
Bhala heichi
Yes
Bhala haichi
ଅତି ଶିକ୍ଷିତ ମୂର୍ଖ ମାଇକିନା ।
JAGANNTHA SARANA PASA SABU THINK HEIJIBA
There is no remedy for foolishness.
Madam realy you are educated (Boki)
Black money tha chala geya
Bhal heichhe
ଏତେ ଟଙ୍କା କେଉଁଠୁ ଆସିଲା
ଭଲ
Jagannath 🙏
Vala heichi.....
Thik heichi tamaku,
Preplanned...
ମ୍ୟାଡ଼ାମ ଭଲ ଇଂରାଜୀ କହୁଛନ୍ତି.. କି ପାଣି ପିଇକି ଏତେ ଟଙ୍କା ଦେଇ ପକେଇଲେ.. ମ୍ୟାଡ଼ାମ ଟିକେ ଭଗବାନ ଶ୍ରୀକୃଷ୍ନଙ୍କ ଗୀତା ପଢନ୍ତୁ... ସବୁ ଲୋଭ ଛାଡ଼ିଯିବ..
Greed for getting 'GUPTA DHANA '
Madam has witnessHindi film Bhulbhuleya many times.
Badhia heichi re narana 😂😂
"religion is opium for masses".. karl marx ... jaha heichi bahut bhala heichi
Tik haechi
ଭଲ ହେଇଚି।
ଶ୍ରୀକ୍ଷେତ୍ର ପୁରୀ ମାହାତ୍ମ୍ୟ
62 lakh. 😱
Laguchi aita pura black money thila
No black money imps karihabani
ଅର୍ଧମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ
ପାଠ ପଢିବା ଲୋକ ଏମିତି କେମିତି
Power of old monk Pani 😂😂😂😂 this is so hilarious, and scary at the same time. Stay safe guys never believe any chutiya. World is full of anti social elements, prevention is better than cure.
ବହୁତ୍ ଭଲ କାହାଣୀ ଲୋ ମାଆ
September 22 ra matter aji jaye kothi thile.. Au...
BEST CANDIDATE FOR ODIA COMEDY MOVIE😂🤣🤣🤣🤣🤣🤣🤣😝😝😝😝BTW ITS THE POWER OF MAHAPRBHU 💪💪💪ସେଇଥି ପାଇଁ ବଞ୍ଚି ଗଲେ ଏ ମାଉସୀ😜 JAY JAY JAY SRI JAGANNATH SWAMI 🙏 JAY SRI KRISHNA 🌷 🐦
ଭଗବାନ ଯାହା କରନ୍ତି ପ୍ରଣୀର ମଙ୍ଗଳ ପାଇଁ. ତୁମର ଅର୍ଥ ଅଧିକ ହେଇଗଲା ତ.
ଯେତେ ପାଠୁଆ ସେତେ ଅନ୍ଧ ବିଶ୍ଵାସୀ
ତମକୁ ସେ ପଠାଣ ର ।।।।।। ଭଲ ଲାଗିଲା ସେଥିପାଇଁ ତମେ ତମ () () ((())) ଦେଇଦେଲ
କାହାଣୀ ନସୁଣେଇ ସତକଥା କୁହ ଲୋକ ବିଶ୍ୱାସ କରିବେ
ଅନ୍ଧ ବିଶ୍ବାସ ମଣିଷ କୁ ତଳିତଳାନ୍ତ କରି ଦିଏ
🎉yaku think heichi
Aga dekha 62 lakhs asila kouthu?
👍
ଅତି ଲୋଭରୁ ମ୍ରୁତ୍ୟୁ
Hihihi very goood , to muhan ku laja nahi ,
ତୁ ଏତେ ପଇସା କୁଆଡୁ ପାଇଲୁ? ED ଲାଗିକି investigation ହବା ଦରକାର୍।
ଏମାନଙ୍କ soeto ଏମିତି ହେବା ଦରକାର୍ 😂
What a fool deed!
Ete jadi tanka achi tahele gariba lokanku dana kale bhala heba madam😅😅😅
Yup
Bhal heichi
ଲୋଭ ରୁ ମୃତ୍ୟୁ
Ate paisa aasila kauthi madam