Mohan Majhi & Police IIC, Captured Interaction Sparks Widespread Attention | Police IIC Reaction

Поделиться
HTML-код
  • Опубликовано: 28 сен 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #MohanMajhi #PoliceIIC #ViralVideo

Комментарии • 856

  • @Aparna02489
    @Aparna02489 3 месяца назад +598

    ଗୋଟେ MLA କୁ ଯଦି ଏମିତି ବ୍ୟବହାର ତ ସାଧାରଣ ଲୋକ ର ଅବସ୍ଥା କଣ ହେବ,,

    • @rakeshparidaparidrakeha8877
      @rakeshparidaparidrakeha8877 3 месяца назад +12

      Right

    • @kumartiki6550
      @kumartiki6550 3 месяца назад +5

      Your right bother

    • @Govindasoren
      @Govindasoren 3 месяца назад

      ruclips.net/video/GF9yQWbXgsk/видео.html

    • @Kalia-143-U
      @Kalia-143-U 3 месяца назад +3

      👍👍👍👍

    • @ranjankumarprusti7950
      @ranjankumarprusti7950 3 месяца назад

      ଏ ମାଗିଆ ପୋଲିସ କୁ ବରଖାସ୍ତ କରିବା ସହିତ, ଏଇଟା କୁ କୋରାପୁଟ ବଦଳି ଦରକାର। କାରଣ ଲୋକ ପ୍ରତିନିଧି କୁ ତ ଏଭଳି ବ୍ୟବହାର, ସାଧାରଣ ଲୋକଙ୍କୁ କିଭଳି ହେଉ ନଥିବ।25 ବର୍ଷ ବିଜେଡି ସରକାର ପାଇଁ ତ ଆଜି ସବୁ ପ୍ରସାଶନିକ କ୍ଷେତ୍ରରେ ଏଭଳି ଅଵସ୍ତା।

  • @parthasarathimallick5767
    @parthasarathimallick5767 3 месяца назад +319

    ଓଡ଼ିଶାର ପୋଲିସ ମାନେ ନ୍ୟାୟ ଜାଣି ନାହନ୍ତି କେବଳ ପଇସା ଜାଣି ଛନ୍ତୀ

  • @Shree_910
    @Shree_910 3 месяца назад +558

    କିଏ କିଏ ଚାହଁ ଏଇ ଅଂହକାରୀ ପୋଲିସ୍ କୁ ଦଣ୍ଡ ମିଶୁ ବୋଲି👍🏻

  • @lipsabehera9174
    @lipsabehera9174 3 месяца назад +88

    ଓଡ଼ିଶାର ପୋଲିସ କୁ ଲଙ୍କା ଧୁଆଁ ଦରକାର

    • @ajitakar4373
      @ajitakar4373 3 месяца назад +1

      Police mananku uchit sikhya darkar.khara re antheba darkar.

    • @sourabhasahoo40
      @sourabhasahoo40 3 месяца назад

      Hmm pant kholiki.purao

    • @smile-op2yq
      @smile-op2yq 3 месяца назад

      ତ୍ରିନାଥ ସେଠୀ ଗlଣ୍ଡି ରେ ଗରମ ଲୁହା ରଡ ପୂରେଇ ଦିଅ l😂😂

    • @nothingelse1521
      @nothingelse1521 3 месяца назад

      😂😂😂😂

    • @BadaikShorts
      @BadaikShorts 3 месяца назад

      ଯାଉନୁ ଦେବୁ ଲୁଙ୍କା ଧୂଆଁ

  • @AntaryamiSamal-nc6uo
    @AntaryamiSamal-nc6uo 3 месяца назад +31

    କେମିତି କଥା ହେଉଛି ମିଡ଼ିଆ ଆଗରେ ଜେମିତି ପୁରା ସତୀ ସାବିତ୍ରୀ ଟା ସଳା ଲାଞ୍ଜୁଆ

  • @gyanendranayakkumar5071
    @gyanendranayakkumar5071 3 месяца назад +168

    ଓଡିଶାରେ ବ୍ରିଟିସି ଶାସନ ପୋଲିସି

  • @rkbiswal621
    @rkbiswal621 3 месяца назад +18

    ଏ ଶଳା iic ଟା ଗୋଟେ si ପାଇ 6 ବର୍ଷ ପରେ କଣ ଗୋଟେ inspector ହୋଇଯାଇଛି, ତେଣୁ ଯାହା ଆସ କରା ଯାଏ!

  • @samaruhernna4118
    @samaruhernna4118 3 месяца назад +31

    ଗୋଟିଏ MLA ଙ୍କୁ ଏମିତି ବ୍ୟବହାର ତାହେଳେ ସାଧାରଣଲୋକ ଙ୍କୁ ଏ ଇ ଭଳି ପୋଲିସ ମାନଙ୍କ ଖାତିର ନାହିଁ ଏ ପୋଲିସ କୁ ବୋଡର କେ ପଠାଯାଉ

  • @bijayakumarpradhan1988
    @bijayakumarpradhan1988 3 месяца назад +93

    ବିଜେଡି ର ପୋଷା କୁକୁର ଭଳି କାମ କରୁଥିଲେ ସବୁ ପୋଲିସ

  • @padmanava1000
    @padmanava1000 3 месяца назад +79

    ଥାନାବାବୁ ହରଡ଼ଘଣାରେ ପଡ଼ିଛି

  • @madhabdashcreations820
    @madhabdashcreations820 3 месяца назад +68

    A police man ku uchit shikhya diajau

  • @NilandriNaik-o8c
    @NilandriNaik-o8c 3 месяца назад +14

    Action should be taken against iic.

  • @BikashNaik-nc4le
    @BikashNaik-nc4le 3 месяца назад +14

    Icc ku. Gate out kar

  • @DontMindDost
    @DontMindDost 3 месяца назад +9

    ଓଡ଼ିଶାରେ Home dept. Security Officer ଠାରୁ ହିନ...

    ଥାନା ବାବୁ ନିଜକୁ ଦାଦା ଭାବନ୍ତି... ବଟି ବି ନିଅନ୍ତି....
    ସେଥିପାଇଁ ଓଡିଶାରୁ DG, DIG, IG, ଙ୍କୁ ବାହାର କରି ସେମାନଙ୍କ ଜାଗାରେ Security (Group4) କିମ୍ବା ISI ର ex- Army ଅଫିସରକୁ ରଖନ୍ତୁ କମ ଟଙ୍କାରେ ଅଧିକ ଉନ୍ନତି ହେବ....😢😢😢
    କଥା ତେଢ଼ା ଲାଗିଲେ ବି ସତ... କାରଣ ଚା ଵାଲା ରୁ ପ୍ରଧାନ ମନ୍ତୀ, ଏବଂ ଶିକ୍ଷକ ରୁ ପ୍ରଧାନ ମନ୍ତୀ... ହେଲେ security officer ରୁ DG, DIG, IG କିଛି ଅସମ୍ଭବ ନୁହଁ... ବରଂ ଭଲ...😢😢😢😢

  • @basantarout9538
    @basantarout9538 3 месяца назад +4

    କେବଳ ଥାନା କାହିଁକି, ବ୍ଲକ, ତହସିଲ୍, ସରକାରୀ ଡାକ୍ତରଖାନା ଇତ୍ୟାଦି ଇତ୍ୟାଦି ରେ କର୍ମ ଚାରି ମାନଙ୍କ ଦୁର୍ବ୍ୟବହାର ମୁଁ ନିଜେ ଦେଖିଛି ଓ ଅନୁଭବ କରିଛି,

  • @newstarsvision7754
    @newstarsvision7754 3 месяца назад +4

    କିଛି ପୋଲିସ ଷ୍ଟେସନରେ ଆମେ ଦେଖିଛୁ । ଜଣେ ସାଧାରଣ ଲୋକ ବି ଯିବାକୁ ଡରିବ । ତାକୁ ଏମିତି ବ୍ୟବହାର କରିବେ ଯେମିତି ସେ ମଣିଷ ମାରିକି ଆସିଛି । ଆଗ ସମସ୍ୟାଟା କଣ ପଚାରି ବୁଝିବା ଦରକାର ।ତାକୁ ଆଗ ଗୁଡେ question କରି ଡରେଇ ଦେବେ ସେ ବିଚରା ମଣିଷ ନ ମାରିଥିଲେ ବି କହିଦବ ହଁ ମୁ ମାରିଛି 😂😂ଏଇ ହଉଛି ଆମର ଆଇନ୍

  • @PravatPradhan-i5t
    @PravatPradhan-i5t 3 месяца назад +12

    Suspend karajau

  • @MaunabatiBiswal
    @MaunabatiBiswal 3 месяца назад +1

    Good disision for odisha C.M
    Thank you so much sir

  • @daitaryjena6661
    @daitaryjena6661 3 месяца назад +3

    କାହା ବଳରେ ବଳିଆନ୍ ପୋଲିସ୍ ଅଫିସର୍ ।

  • @tusarkantasahu1064
    @tusarkantasahu1064 3 месяца назад +9

    ଓଡିଶା ପୋଲିସ କ୍ରିମିନାଲ୍, ଖଳ ପ୍ରକୃତିର ଲୋକୋ ଙ୍କୁ ଭଲ ବ୍ୟବହାର କରେ କିନ୍ତୁ ସରଳ ସାଧାସିଧା ଲୋକଟିଏ ଥାନା ର ଦ୍ଵାରସ୍ଥ ହେଲେ ଏମିତି ହତାଦର, ଟରଚର କରନ୍ତି କି ନ୍ୟାୟ ପାଇବା ତ ଦୂରେ ଥାଉ, ଆଉ ଦିନେ ପୁଲିସ ର ସାହାର୍ଯ୍ଯ ନେବାକୁ ମନ ଯିବନି....

    • @laxmanmeher484
      @laxmanmeher484 3 месяца назад

      Aau
      Police ku
      Sabudinapain
      Aenthaachata KuKURA
      Kahiba

  • @DuateGameing
    @DuateGameing 3 месяца назад +3

    Suspend police officer

  • @spsproduction8514
    @spsproduction8514 3 месяца назад +4

    ମୁଁ ବି ଚାହୁଁଚି ସେ ଦଣ୍ଡ ପାଉ

  • @BanamaliBanamali-y6m
    @BanamaliBanamali-y6m 3 месяца назад +5

    ଏ ଶଳା ଜୁଜୁର ପୋଲିସ ଫାସିଦିଆଯାଉ

  • @Srvision615
    @Srvision615 3 месяца назад +2

    ଯୋଉ ପୋଲିସ୍ ବାବୁ ମାନେ ବିଜେଡି ପାଇଁ ଖୋଲା ଖୋଲି କାମ କରୁଥିଲେ ସେମାନେ ଛୁଟି ରେ ଯାଇଛନ୍ତି.

  • @BapujiMLT
    @BapujiMLT 3 месяца назад +1

    ଜଣେ ଜନ ପ୍ରତିନିଧି ଙ୍କୁ ଯଦି ଏମିତି ବ୍ୟବହାର ତାହେଲେ ଓଡ଼ିଶା ର ଜନ ସାଧରଣଙ୍କ ଅବସ୍ଥା ଆପଣ ନିହାତୀ ଜାଣି ପାରୁଥିବେ l

  • @ShankarHembram-b7p
    @ShankarHembram-b7p 3 месяца назад +2

    ଆଇଆଇସି ତ୍ରିନାଥ ସେଠୀ ଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଜାରି କରନ୍ତୁ ଏବଂ ତାଙ୍କୁ ଜେଲ୍ ପଠାଇ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ୍ କରନ୍ତୁ ।

  • @deepakthecomedywala1828
    @deepakthecomedywala1828 3 месяца назад +4

    Police Mane public nku maa vauni neiki sodhuchanti .. action niaajau semiti avdra police officer mananka upare

  • @dasjagandas6532
    @dasjagandas6532 3 месяца назад +2

    Sir mor apoanku request karuchi ethi pai tike all police station re tike carefully rakhantu

  • @sriramsamarendrasinghbarik1477
    @sriramsamarendrasinghbarik1477 3 месяца назад +2

    ओड़िशा में पुलिस का लोगो के प्रति व्यवहार बहुत खतरनाक ये सब सुधार की जरूरत ओ अपने आपको किंग मानते है

  • @my_thouht
    @my_thouht 3 месяца назад +12

    Sabas! Ebe sabu babu nka babu giri sudhuri jiba. 😅 Jai Hind... 🚩 🇮🇳

  • @hrushikeshbiswal4305
    @hrushikeshbiswal4305 3 месяца назад +2

    ପୋଲିସ ବାଲାଙ୍କୁ ମୁଖ୍ୟମନ୍ତୀ ସାର ସାବାଡ କରନ୍ତୁ

  • @PratimaDehuri-td5up
    @PratimaDehuri-td5up 3 месяца назад

    ଧନ୍ୟ ବାଦ ଆମ ଓଡ଼ିଆ ସିଏମ୍ ସବୁ ପୋଲିସି ଏମିତି

  • @rasanandasethy
    @rasanandasethy 3 месяца назад +24

    ଏ ପୋଲିସ ଅଧିକାରୀ ନିଲମ୍ବିତ କର ସେବା ନାହିଁ lek କଦୁଛ ତି 😂

  • @pujamohapatra2545
    @pujamohapatra2545 3 месяца назад +1

    ଓଡ଼ିଶା ର buldazar ବାବା ମୋହନ ମାଝୀ ସାର୍

  • @rajmandal2634
    @rajmandal2634 3 месяца назад

    Super Bhai

  • @tkmahanta
    @tkmahanta 3 месяца назад +3

    Trinatha Sethy to bhalia jetiki hauchhanti sabu jibe ethara

  • @gangabhumia1506
    @gangabhumia1506 3 месяца назад +2

    ପୋଲିସ କୁ dismissed

  • @statonemed
    @statonemed 3 месяца назад +2

    One of the most corrupt department.
    ସାଧାରଣ ଜନତାଙ୍କୁ ଏମାନେ ମୂର୍ଖ ଭାବନ୍ତି ଆଉ ଯଦି କେହି ୟାଙ୍କ ମୁହଁରେ ଜବାବ ଦିଏ ଏମାନଙ୍କର ego କୁ hurt ହୁଏ।

  • @Su-wq4wc
    @Su-wq4wc 3 месяца назад +2

    IIC ବେଶୀ କୁଣ୍ଡେଇ ହେଉଥିଲା ଏବେ ମନମୋହନ ଯାଦୁମଲମ୍ ସରକାର ଆସିଲା ଏବେ ଠିକ୍ ସେ ଲଗେଇ ଦବ 🤣🤣🤣

  • @pankajrout89
    @pankajrout89 3 месяца назад +1

    Keonjhar police personnel were very arrogant and experienced it when I went to lodge an FIR regarding a theft from my house.

  • @ArunDas-q6m
    @ArunDas-q6m 3 месяца назад

    Right sir

  • @prasantahota6659
    @prasantahota6659 3 месяца назад +1

    ପୋଲିସ ଅନ୍ୟ ନାମ ପଇସା

  • @sureshchandradas88
    @sureshchandradas88 3 месяца назад +8

    If a sitting MLA , who represents a whole constituency is misbehaved like this in public by an IIC , what good can a common man expect from the police ?

  • @chhabindramansingh73
    @chhabindramansingh73 3 месяца назад +3

    Cm ତ କିଛି କରିବେନି ତାଙ୍କର ମହାନତା, କିନ୍ତୁ ତମେ ପୋଲିସି ଵାଲା ଉତ୍ତମ ବ୍ୟବହାର କର, ସେତେବେଳେ ପୋଲିସି bjd ଚାମଚା ଥିଲା

  • @banshidharasahoo5669
    @banshidharasahoo5669 3 месяца назад +1

    ଏ ମାଫିଆ ପୋଲିସ ମାଓ ଏରିଆରେ ଛାଡନ୍ତୁ ଏମାନଙ୍କୁ ଭଗବାନ ଦଣ୍ଡ ଦେବେ

  • @sarojmohapatra5563
    @sarojmohapatra5563 3 месяца назад +1

    Should suspend

  • @akpanda833
    @akpanda833 3 месяца назад

    What is % of mark secured to get appointment

  • @MalayaPradhan-z4i
    @MalayaPradhan-z4i 3 месяца назад +2

    Sabu police officer mane sadharana lokanku kharap byabahar dianti,

  • @KuraSahu-d6m
    @KuraSahu-d6m 3 месяца назад

    Keep respect news every media

  • @MukundaShoo
    @MukundaShoo 3 месяца назад +1

    ତ୍ରିନାଥ ସେଠୀ ପୋଲିସ IIC, ମାଲ କାନା ଗିରି (ମୋଟୁ) ଯିବାକୁ ପ୍ରସ୍ତୁତ ରୁହନ୍ତୁ

    • @sonusamantaray4190
      @sonusamantaray4190 3 месяца назад

      Police transfer hele police station jiba bana basa nuha😅

  • @RavatPrashant-lo4xz
    @RavatPrashant-lo4xz 3 месяца назад

    M,M,C,M,,,,,,,,,,,,, great job,,,,,sir

  • @miniTV4
    @miniTV4 3 месяца назад

    Right Sir .... I love mahon sir

  • @jugajyotimahanta3096
    @jugajyotimahanta3096 3 месяца назад +1

    If he is behaving such manner to a mla .His attitude to poor keonjhar people must be harsh

  • @yeshsahoo6027
    @yeshsahoo6027 3 месяца назад +3

    ସୁଧରି ଯାଅ ପାଣ୍ଡୁ ଗଲା, ମୋ ସହିତ ବି ଏ ମେତି ହେଇଥିଲା

  • @PrasannaKumarNayak-zi9li
    @PrasannaKumarNayak-zi9li 3 месяца назад +1

    ପାଟିରୁ କଥା ବାହାରୁ ନି

  • @shankarjana20
    @shankarjana20 3 месяца назад

    Ai video ku au kte thra dekheibe.. ❤❤❤, a channel bore hauni❤

  • @bishnuprasadbehera5350
    @bishnuprasadbehera5350 3 месяца назад

    ଭାଗ୍ୟ ଭଲରେ ବାବୁ

  • @PitabasaSenapati
    @PitabasaSenapati 3 месяца назад +2

    ସରକାରୀ କରମ ଚାରି ହୋଇକି ଏତେ ସାହସ କୋଉଟି ଆସିଲା

  • @manasranjanrout4749
    @manasranjanrout4749 3 месяца назад

    ଲୋକଙ୍କୁ ବୁଝାଅ ସେ ନବୁଝିଲେ ଏକ୍ଟେସନ

  • @jayaramkandi8797
    @jayaramkandi8797 3 месяца назад +1

    ନିଶ୍ଚିତ ଦଣ୍ଡ ମିଳିବା ଦରକାର

  • @madhugouda2974
    @madhugouda2974 3 месяца назад +2

    Sar sabujagare a bhalia heuchi mo jibanare Aya ghatichi kintu mu gariba

  • @hariharnayak3340
    @hariharnayak3340 3 месяца назад

    Maximum police officers'behaviour toward ordinary people are like this.

  • @amarendratripathy4723
    @amarendratripathy4723 3 месяца назад

    Dont expect anything. 🎉🎉🎉

  • @MisGita-fg1oj
    @MisGita-fg1oj 3 месяца назад

    Jai mohan sir Jai jagannath 🙏❤❤❤❤🎉🎉🎉

  • @ranjankumarmohanta2003
    @ranjankumarmohanta2003 3 месяца назад

    ଏ ପୋଲିସ୍ ମାନେ ପ୍ରକୃତ ନ୍ୟାୟ ତାଙ୍କୁ ଦିଅନ୍ତି ଯାହା ପାଖରୁ ଟଙ୍କା ଖାଇଥାନ୍ତି ....

  • @pravkakarnayak9117
    @pravkakarnayak9117 3 месяца назад +1

    ଏ ଓଡ଼ିଶା ପୋଲିସ ହଉଛନ୍ତି ଚୋର ଆଉ ମନମାନି, ଯଦି ଜଣେ ଜନ ପ୍ରତିନିଧି ବିଧାୟକ ସାଙ୍ଗରେ ଏମିତି ବେବହାର ତାହେଲେ ସାଧାରଣ ଲୋକଙ୍କ ସାଙ୍ଗରେ କେମିତି

  • @Shree_910
    @Shree_910 3 месяца назад +1

    ଅତି ଅହଂକାରୀ ମଣିଷ IIC 😡👍🏻

  • @abhijitexpressdp9939
    @abhijitexpressdp9939 3 месяца назад +2

    ଆଇଆଇସି ପରମ ମଗିହା

  • @suryakantaguru4665
    @suryakantaguru4665 3 месяца назад

    Hmmm , kichhi nai , tk khali uparu order thila...

  • @prakashmahapatra2182
    @prakashmahapatra2182 3 месяца назад

    ସତ କଥା ଆଜ୍ଞା.

  • @Bharati50140
    @Bharati50140 3 месяца назад +2

    good new

  • @ranjitsatapathy5951
    @ranjitsatapathy5951 3 месяца назад +1

    His grandmother phons to take police training again

  • @beishikuo4446
    @beishikuo4446 3 месяца назад +1

    Police bhai mane helmet check kariba sahita
    Behaviour thik rakhantu bhala loka nka pain
    Aau strict huantu gundagiri dadagiri dadabati
    Maguthiba loka nka pain

  • @srustidhardey5817
    @srustidhardey5817 3 месяца назад

    Right speech mohan Majhi ❤❤❤❤

  • @dipuranjanpal7750
    @dipuranjanpal7750 3 месяца назад +15

    ବିନା ଲାଇସେନ୍ସ ବେଆଇନ ମଦ ଦୋକାନ କେବେ ବନ୍ଦ ହେବ

    • @BijayKumarSoren-tp2yc
      @BijayKumarSoren-tp2yc 3 месяца назад

      Licence heai thiba modo dokan guda deso seba koruchonti ki bhai🤔🤔🤔🤔

  • @dr.surendranathdash8861
    @dr.surendranathdash8861 3 месяца назад +4

    He may be excused by our kind hearted Chief minister

  • @laxmanmeher484
    @laxmanmeher484 3 месяца назад

    ESTIME
    CHIEF MINISTER
    PLEEASE PLEASE
    SEE TO ALL PS
    SITUATION
    SEPARETLY
    SSINAPALI
    NUAPADA
    ODISHA
    POLICESTATION

  • @ashokkumarpal596
    @ashokkumarpal596 3 месяца назад +1

    ଅଫିସର ରାଜ ଶାସନ ବ୍ୟବସ୍ଥା .

  • @sushantsabat1505
    @sushantsabat1505 3 месяца назад

    ତାକୁ କ୍ଷମା କରି, ଉଚିତ୍ ବା strict କାର୍ଯ ଦିଆ ଯାଉ

  • @SubadhaBehera
    @SubadhaBehera 3 месяца назад

    👍👍👍💯💯💯🙏

  • @manojsahoo7449
    @manojsahoo7449 3 месяца назад

    Why this video is being telecasted unnecessary

  • @brundabanchoudhury8944
    @brundabanchoudhury8944 3 месяца назад

    No issue. Nothing. All is well.

  • @nabakishoremallick984
    @nabakishoremallick984 3 месяца назад

    Bharat swadhinatar 75 Barshare Azadika Amrut mohachab kalare puri saharare Thiba mahapurush nku koti koti pranam jay Hind

  • @manojkumarmohanty1866
    @manojkumarmohanty1866 3 месяца назад

    Mohan Majhi is a true leader. He has a readership voice.He will prove himself as a very capable CM of Odisha.

  • @NandaMadkami-pq9vg
    @NandaMadkami-pq9vg 3 месяца назад

    Malkangiri police manku bhi rules shikai diya jau

  • @akshaykumarjena8486
    @akshaykumarjena8486 3 месяца назад +2

    Sethi babu ....... Sudhiri jao .

  • @Dreamvlog262
    @Dreamvlog262 3 месяца назад

    Mote tike support karantu 😢😢😢😢😢

  • @sanjubehera6037
    @sanjubehera6037 3 месяца назад

    Sir taku volo sae diontu

  • @amulyaamulya4101
    @amulyaamulya4101 3 месяца назад

    Action niajau police nk upare

  • @jungudepilseries294
    @jungudepilseries294 3 месяца назад

    ପୋଲିସ ପାୱାର ଦେଖାଇଥିଲେ ଆଉ ଏବେ????

  • @akashyakumar2661
    @akashyakumar2661 3 месяца назад

    ହିଁ ନ ଲୋକ ଉପରକୁ ଯାଇଚି ହେବସେ ଇ ଭଳି

  • @MeeRan-b6z
    @MeeRan-b6z 3 месяца назад

    Sidha dismiss karantu sir ......aku dekhiki Anya iic mane sudhurijibe ........sir pls kindly immediately action niantu .....chadantu nahi pls .......sir

  • @PublicMood1
    @PublicMood1 3 месяца назад

    Immediate action is demanded aginst Trinath Sethy the guilty IIC

  • @abhijitmohanty2497
    @abhijitmohanty2497 3 месяца назад +1

    police manankara byabahar thik nuhe Khali paisa pachare godeile

  • @hi-yx8fc
    @hi-yx8fc 3 месяца назад

    Kichi nathila,agaya UT pahar ke niche, PS ko nija ghara karichhanti jiye jau ta upare dada Giri.

  • @ByamokeshRath-fb3cj
    @ByamokeshRath-fb3cj 3 месяца назад

    We common people are harassed in Gondia police station (Dhenkanal). No body listen to us.

  • @psssaren90
    @psssaren90 3 месяца назад

    Suspend kora jau

  • @aspirant68889
    @aspirant68889 3 месяца назад +1

    IIC ku suspend nahi ..pura dismiss karideo

    • @sonusamantaray4190
      @sonusamantaray4190 3 месяца назад

      Kadali haba 😅

    • @aspirant68889
      @aspirant68889 3 месяца назад

      @@sonusamantaray4190 cm ra daya....nahele kadali kan baigana haba😄

    • @sonusamantaray4190
      @sonusamantaray4190 3 месяца назад

      @@aspirant68889 transfer chada kichi habani babua

  • @Actorchinmayvlogs
    @Actorchinmayvlogs 3 месяца назад +1

    Criminal means police

  • @hi-yx8fc
    @hi-yx8fc 3 месяца назад

    90 Percentage rakhithiba general pila au quota payee 40 percentage rakhi job Kariba farak achhi.