ପାଣ୍ଡିଆନଙ୍କ ବାସଭବନ..... ସେତେବେଳେ ପୋଲିସ ଛାଉଣୀ, ଏବେ ଖାଁ ଖାଁ | Odisha Reporter

Поделиться
HTML-код
  • Опубликовано: 7 июн 2024
  • ଦିନ ଥିଲା ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ବାସଭବନ ସାମ୍ନାରେ ଛାଉଣୀ ହେଉଥିଲା ପୋଲିସ କିନ୍ତୁ, ଆଜି ଖାଁ ଖାଁ ପୂରା ଅଞ୍ଚଳ। ନା ଏଠାରେ ଲୋକେ ବସିପାରୁଥିଲେ, ନା ଛିଡ଼ା ହୋଇପାରୁଥିଲେ। ଆଜି କିନ୍ତୁ ପୋଲିସ ସୁରକ୍ଷା ନଥିବାରୁ ଲୋକମାନେ ବସି କଥା ହୋଇ ପାରୁଥିବା କହିଛନ୍ତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaReporteronRUclips
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #VKPandian #Bhubaneswar #House #odisha #news #police #security #odishareporter

Комментарии • 968

  • @Kumarbulu91
    @Kumarbulu91 Месяц назад +513

    ଓଡ଼ିଶା କୁ pandian କବଳ ରୁ ବଞ୍ଚେଇଥିବାରୁ ସମସ୍ତ ଲୋକ ଙ୍କୁ ମୋର ଧନ୍ୟବାଦ

    • @smrutiranjan685
      @smrutiranjan685 Месяц назад +27

      BJP ku dhanyawad

    • @eodia6475
      @eodia6475 Месяц назад +12

      Just wait and watch kon houchi dekhiba kie volo kie khorap

    • @pritampolei7087
      @pritampolei7087 Месяц назад +6

      Tamilian bansaj mane abe b odisha re achhanti

    • @user-hu7vf4tt6k
      @user-hu7vf4tt6k Месяц назад +1

      Hm bhai...

    • @mandimandi5098
      @mandimandi5098 Месяц назад +11

      ସବୁଠୁ ବଡ ବଦମାସ୍ ମଦୁଆ ନବୀନ,
      ନବୀନ ତ ପାଇକି ଏକାନ୍ତ ବାସ କରୁଥିଲା।
      ତା ପାଇଁ ପାଣ୍ଡୁ ଏମିତି ପ୍ରଭାବ ପକେଇ ସବୁ ଖଣି, ଜମି ବାଲି ପଇସା ଖାଇ ଗଲା।😂😂

  • @user-cb9vf1cx4i
    @user-cb9vf1cx4i Месяц назад +433

    ଆଜି ବହୁତ ଖୁସି ଲାଗୁଚି ଯେ ଧର୍ମ ବଳ ବଲଵାନ
    ଜଗନ୍ନାଥ ଓଡିଶା ବାସି କଁ ଦୁଃଖ ବୁଝିଲେ, ଅତ୍ୟାଚାରୀ ଶାସନ ର ଅବସାନ ହେଲା.

    • @MrShreetam
      @MrShreetam Месяц назад +17

      Pandya ku godei godei pitta

    • @eodia6475
      @eodia6475 Месяц назад +5

      @@MrShreetam ଆମର ବିଶ୍ୱାସ ଅଛି ତମେ sure ପିଟିବ।ଯୋଡ଼ି ନପିଟି ପାରିବ ତମେ କିର୍ଟିଦାସ ଲୋକ

    • @priyambadaswain4467
      @priyambadaswain4467 Месяц назад +1

      😢😢😢😢😢😢😢

    • @santoshkumarmallick6785
      @santoshkumarmallick6785 Месяц назад

      Han aaghyan 🙏🙏🙏🙏

    • @MrShreetam
      @MrShreetam Месяц назад

      @@eodia6475 aame piti deichu

  • @BalaramNath-fe8ws
    @BalaramNath-fe8ws Месяц назад +290

    ଖରାଦିନେ ମୁଁ ଥରେ ଗାଡ଼ି ସ୍ଲୋ କରିଥିଲି ଗଛ ଛାଇରେ ବସିବାକୁ ହେଲେ ମୁଁ ଯେମିତି ମଡର କରି ଆସିଛି ସେମିତି ମୋତେ ପାଟି କଲେ ଏ ଚାକର ଅଇଁଠା ଚଟା କୁକୁର ଓଡ଼ିଶା ପୋଲିସ

    • @prasantapalai4549
      @prasantapalai4549 Месяц назад +4

      🙏👍

    • @rashmiranjansethi2438
      @rashmiranjansethi2438 Месяц назад +6

      ଅତି ଗର୍ବେ ହତ ଲଙ୍କା

    • @hariharnodisha
      @hariharnodisha Месяц назад

      Police kan maridela tumara. Tanku jaha order asiba se taha karibe bhul tamar bhot thick jagare deunathila, kukura ta tumapari loka jakir hada khande pakeile taku bhot deucha, police ta chakar dharm bahan kariba tara kama.

    • @sourabhabehera
      @sourabhabehera Месяц назад

      ଭାଇ ସୁଜାତା ଗାଣ୍ଡୀ ଚଟା police 6:01

  • @jitendra33453
    @jitendra33453 Месяц назад +256

    ସବୁ ବେଳେ ଓଡ଼ିଶା ଲୋକ ଙ୍କ ରାଜସ୍ବ ଲୁଟୁଥୀଲା

  • @s.kbehera2828
    @s.kbehera2828 Месяц назад +159

    ଶଳା ପାଣ୍ଡିଆନ କୁ ଗୋଡେଇ
    ଗୋଡେଇ ପିଟ ଭୁବନେଶ୍ବର ରେ ରଖେଇ ଦିଅନା

  • @abhinashmohapatra2989
    @abhinashmohapatra2989 Месяц назад +242

    ଭଗବାନଙ୍କ ଲାଠି ରେ ଆବାଜ୍ ନଥାଏ 😊

  • @udaynathray4251
    @udaynathray4251 Месяц назад +132

    ସମୟ ଆସିଛି ଏବେ ପାଣ୍ଡୁ ଭୟବିତ୍ତ ହୋଇ ଚୋର ଙ୍କ ଭଳି ଲୁଚିକି ରହିବ. ଏ ସବୁ ଜଗନ୍ନାଥ ଙ୍କ ଲୀଳା

  • @manojkumarsahu8816
    @manojkumarsahu8816 Месяц назад +31

    ପାଣ୍ଡିଆନ କୁ Arrest କରିବା ପାଇଁ ଓଡ଼ିଶା ଲୋକେ BJP କୁ ଜିତେଇ ଛନ୍ତି। Arrest ପରେ ଓଡ଼ିଶା ଲୋକେ ଖୁସି ହେବେ।

    • @learnwithbini6060
      @learnwithbini6060 Месяц назад +1

      Kahin bjp govt asiba duidin heuchi Bhai....ama pate injustice arambha hoigalani aagku 5 barsa achi 😂

  • @Jigyanshoo
    @Jigyanshoo Месяц назад +158

    ଅହଙ୍କାର ର ଅନ୍ତ ଏମିତି ହୁଏ

  • @sanjauakumar8999
    @sanjauakumar8999 Месяц назад +156

    70 ପୋଲିସ କୁଆଡେ ଗଲେ ବାଉନସର ମାନେ କୁଆଡ଼େ ଗଲେ

    • @XyzXyz-kf9jr
      @XyzXyz-kf9jr Месяц назад +1

      Jhada jaichanti😂😂😂

    • @rakeshnayak4801
      @rakeshnayak4801 Месяц назад +3

      Pura Sarathi abasta😂😂😂😂

    • @usert-cb3ms92
      @usert-cb3ms92 Месяц назад

      Police ra kn dosa ta Katha na sunile she vigilance lagauthila

  • @sukantaranjanswain8619
    @sukantaranjanswain8619 Месяц назад +74

    ଜଗନ୍ନାଥ ବଳଭଦ୍ର ଆଉଥରେ କାଞ୍ଚି ବିଜୟ କରିଛନ୍ତି

  • @eatingranger9929
    @eatingranger9929 Месяц назад +83

    Pandian ଆଉ ବବି କୁ ଯିଏ ଯୋଉଠି ଦେଖିବ ଖାଲି ପବ୍ଲିକ ମାଡ଼ ଦେବା କୁ ଅନୁରୋଧ 🎉🎉🎉

  • @sanjaybiswal9242
    @sanjaybiswal9242 Месяц назад +62

    ବାଳ ଥିଵ ଜେ ସୁନୂପାଙୀ ଖାଇବ❤❤❤

  • @satyarasmi
    @satyarasmi Месяц назад +90

    ଯେଉଁ ମାଘିଆ ମାନେ ଯଗିଥିଲେ ସେ ଘୋଗାଘେଈ ପୁଅ କୁଆଡେଗଲେ

    • @BJPodishaa
      @BJPodishaa Месяц назад +3

      Tanka stree mana nku BJP wala neigale😅

    • @hariharnodisha
      @hariharnodisha Месяц назад

      Jiye jagithile BJP balabi tanku nei ghare rakhibe. Tuma manasikata change kara

    • @ChittaranjanDalabehera
      @ChittaranjanDalabehera Месяц назад

      Sahi bat sir....🙏 Bjp

    • @gudunaughtyboy4254
      @gudunaughtyboy4254 Месяц назад

      Semane sabu maghia ainthha khia chakara, ebe maghia bjp ra kukura hebe😅😅

  • @user-xc8ek1wj1f
    @user-xc8ek1wj1f Месяц назад +65

    VIR 7 quaterକୁ ସରକାର ନିଜ ଅଧିନକୁ ନିଅନ୍ତୁ।

  • @thirdeye9492
    @thirdeye9492 Месяц назад +39

    ବହୁତ ନୀଚ୍ଚ ଲୋକ ଉଚ୍ଚ ଆସନରେ ଅବସ୍ଥାପିତ....
    ତେଣୁ ଆଜି ସମାଜର ଚିତ୍ର ଅବ୍ୟବସ୍ଥିତ 😢😢

  • @swarajkumarbej3768
    @swarajkumarbej3768 Месяц назад +54

    ସବୁଦିନ ନାହିଁ ଚାନ୍ଦିନୀ ରାତି

  • @susantasahoo2289
    @susantasahoo2289 Месяц назад +60

    ଭଗବାନ ଜଗନ୍ନାଥ କରନ୍ତୁ ଆଉ ବିଜେଡି ସରକାର ଓଡ଼ିଶା ରେ ନଆସୁ ଜୟ ଶ୍ରୀ ଜଗନ୍ନାଥ 🙏

    • @bibekanandabarikbitu5124
      @bibekanandabarikbitu5124 Месяц назад

      ଯେତେ ଦିନ ଯାଏଁ ତୁମ ଭଳି ସାମ୍ପ୍ରଦୟିକ ଶକ୍ତି ଅଛି ସେତେ ଦିନ ଯାଏଁ ବିଜୁ ଜନତା ଦଳ ଭଳି ଗଣତାନ୍ତ୍ରିକ ଶକ୍ତି ମଧ୍ୟ ରହିବ, କାରଣ ବିଜୁ ଜନତା ଦଳ ହେଲା ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଙ୍କ ଆନ୍ଦୋଳନ ଦ୍ଵାରା ସୃଷ୍ଠି ହେଇ ଥିବା ଏକ ଦଳ, କେହି ଆକୁ ଦବେଇ ପାରି ବେନି

    • @sushantakumarbarik
      @sushantakumarbarik Месяц назад

      Jai bjp, Jai shree Ram

    • @learnwithbini6060
      @learnwithbini6060 Месяц назад

      ​@@bibekanandabarikbitu5124right kahila Bhai.....Biju janta dal kahar against re kaheni...emne communal politics karibe 😂

  • @prasantkudas3438
    @prasantkudas3438 Месяц назад +59

    ଧର୍ମର ହେଲା ଜୟ ମାଇଚିଆ ନବୀନା ଯୋଗୁଁ ପାଣ୍ଡିଆ ରାଜକରୁଥୂଲାଓଡ଼ିଶା ପୋଲିସ ବି ପାଣ୍ଡିଆର କିତ୍ରଦାସ ରହିଥିଲେ

    • @RanjanMohanta-jd2vg
      @RanjanMohanta-jd2vg Месяц назад +2

      Right Bhai, navina maicha painn

    • @learnwithbini6060
      @learnwithbini6060 Месяц назад +1

      Wait Kara....maichia kahi jeun bhul krcha seta b pravuu jagannath dkhuchnti....ktha ku lagam dia

    • @pragatisahu9479
      @pragatisahu9479 Месяц назад +1

      Tu hinjida se maichia hele

    • @prasantkudas3438
      @prasantkudas3438 Месяц назад

      @@pragatisahu9479 ତୁ ପାଣ୍ଡିଆ ର କିତ୍ରଦାସ ଟା

  • @ashokkumarchhotaray
    @ashokkumarchhotaray Месяц назад +40

    ସେ ଅଖଣ୍ଡ କ୍ଷମତାର ଅଧିକାରୀ ନବୀନ ପାଇଁ । ନବୀନର ସେ ଧର୍ମ ପୁଅ । ସବୁ ଭୁଲ୍ ନବୀନର । ଯାହା ହେଉ ନବୀନ ତାମିଲ ଶାସନର ଅନ୍ତ ହେଲା । ଧର୍ମର ଜୟ ହେଇଛି ।

  • @Chinmayap1994
    @Chinmayap1994 Месяц назад +41

    ଦେଖ ରେ ମୋର ଓଡ଼ିଆ ଭାଇ ଭଉଣୀ ମାନେ ଦେଖ.......
    ନବୀନ ଶାସନ ରେ କଣ ସବୁ ହେଉଥିଲା
    ଆଉ ଏବେ ବି କିଛି ଲୋକ କହୁଛନ୍ତି ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ।
    ଭଲ ହେଲା ନବୀନ ଗଲା ତାମିଲ ହଟିଲା

    • @user-oi5uz5ne1l
      @user-oi5uz5ne1l Месяц назад +2

      ଓଡ଼ିଶାର BJD MLA ସବୁ ପଣ୍ଡିଆର ଚାକର ଥିଲେ, ଆଉ ଓଡ଼ିଶା ର ଜନତା ବି ସବୁଠାରୁ ମୂର୍ଖ ଥିଲେ, ଅଛନ୍ତି,ଥିବେ so Tamil ଶାସନ ଚାଲିଥିଲା

  • @sambitmohanta2038
    @sambitmohanta2038 Месяц назад +45

    ଏବେ ଆସିଲେ ଗୋଇଠା ଖାଇବ MG

  • @suryadas_17
    @suryadas_17 Месяц назад +19

    ଓଡିଶା ର ସବୁଠୁ ବଡ଼ ଡକାୟତ ହେଉଛି ଓଡିଶା ପୁଲିସ

  • @chittaranjansahu8113
    @chittaranjansahu8113 Месяц назад +32

    ଉଦ୍ଧେଶ୍ୟ ମନ୍ଦ ଥିବା ବ୍ୟକ୍ତି ଏମିତି ଭୟଭୀତ ହୋଇ ଥାଏ....

  • @sureshnaik9238
    @sureshnaik9238 Месяц назад +21

    ଶଳା ସତେ ଯେମିତି ପାଣ୍ଡୁ ଗୋଟେ pm bhali z+ sicurity ରଖୁଥିଲା ଶଳା ଚର

  • @user-qr5fd4cq7r
    @user-qr5fd4cq7r Месяц назад +32

    ବହୁତ ଶୀଘ୍ର ତାର ସୁରକ୍ଷ୍ୟା ଝାରପଡ଼ା ଜେଲ୍ କତୃପକ୍ଷ କରିବେ

  • @Odiaclasic
    @Odiaclasic Месяц назад +21

    ଆପଣ ମାନେ ଯେଉଁଭଳି ଭାବେ news ଦେଖାଉଛନ୍ତି ଲାଗୁଛି ପାଣ୍ଡିଆନ ମରିଗଲା

    • @ashishmohanty4940
      @ashishmohanty4940 Месяц назад +5

      Odisha state boli banchiki achhi, aau kau state heithile pandian ku marideithante

    • @learnwithbini6060
      @learnwithbini6060 Месяц назад

      ​@@ashishmohanty4940ei katha kebala bujhi jie parantini sei Mane kahuchnti...bhala loke nae

  • @bibhutibhusannaik1245
    @bibhutibhusannaik1245 Месяц назад +17

    ଧର୍ମର ଜୟ ଜୟ ଜଗନ୍ନାଥ

  • @hridaye69
    @hridaye69 Месяц назад +28

    Arrest V K Pandiyan ASAP.....!!!!

  • @SmashEnough
    @SmashEnough Месяц назад +50

    ପ୍ରାଣୀର କଳା କର୍ମ ମାନ 😢 ବେଳହୁଁ ହୁଅ ସାବଧାନ 😢 ପାଣ୍ଡିଆ ର ଯେତେକ ଦୁଷ୍କର୍ମ 😢 ଶିକ୍ଷା ଓଡ଼ିଶା ଜନ ଗଣ 😮😮😮

    • @learnwithbini6060
      @learnwithbini6060 Месяц назад

      Pandian idea ru ate development hoithila.....Abe dkha kte khasucha

  • @mrutyunjayparichha7859
    @mrutyunjayparichha7859 Месяц назад +24

    ଅତି ଗର୍ବ ର ପରିଣାମ ଭୋଗିଲେ

  • @user-wt9xe2mw6j
    @user-wt9xe2mw6j Месяц назад +28

    Dharam ra jay hela

  • @judhisthiramohanta5862
    @judhisthiramohanta5862 Месяц назад +4

    ଲୋକ ଙ୍କର ରାସ୍ତା, ଲୋକ ମାନଙ୍କ ପାଇଁ ରାସ୍ତା, ଲୋକଙ୍କର ଟିକସ ପଇସା ରେ ରାସ୍ତା, ପାଣ୍ଡିଆନ ପାଇଁ କାହିଁକି, ଜନସାଧାରଣ ତାଙ୍କର ସ୍ୱାଧୀନତା ହରେଇବେ, ଯାହା ବି ହଉ ଉଚିତ ଜବାବ ମିଳିଲା ନିର୍ବାଚନ ରେ, ଏବେ ନବୀନ ନିବାସ ଖାଁ ଖାଁ ହବ, happy for that

  • @niranjanmishra5927
    @niranjanmishra5927 Месяц назад +3

    ମହାପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ ଙ୍କୁ କୋଟି କୋଟି ପ୍ରଣାମ ଧର୍ମ ଯୁଗେ ଯୁଗେ ଅଛି ସେ ହେଉଛନ୍ତି ଉତ୍କଳ ର ମଉଡ଼ମଣି l

  • @debadattamohanty8902
    @debadattamohanty8902 Месяц назад +4

    ଧର୍ମ ର ଜୟ ପାପ ର କ୍ଷୟ
    କଳି ଯୁଗ ରେ ପାପର ଜୟ ହୋଇଥାଏ
    ପ୍ରାଣୀ ର ଭଲ ମନ୍ଦ ବାଣିଜ୍ଯ ମରଣ କାଳେ ତାହା ଜାଣି ।

  • @Arunabh_M
    @Arunabh_M Месяц назад +8

    ଆଜି ଜାଗିଲା ସାମ୍ବାଦିକତା ? ଏତେ ଦିନ କୁଆଡେ଼ ଥିଲେ ସବୁ

  • @TapanroseBTR
    @TapanroseBTR Месяц назад +9

    କଣ ଥିଲା କଣ ହେଲାରେ ନାରଣ......
    ସମୟ ବଡ଼ ବଳବାନ

  • @successfullife6722
    @successfullife6722 Месяц назад +6

    ସମୟ ବଡ଼ ବଳବାନ l

  • @sarbanipanda6962
    @sarbanipanda6962 Месяц назад +6

    ଅତି ଦାନେ ବଳିର ବଧ , ଅତି ସର୍ବତମ ଗହୀରତମ

  • @Chinmayap1994
    @Chinmayap1994 Месяц назад +10

    ଏବେ ଯିଏ ବ ଖାଇବ ମୋ ଓଡ଼ିଆ ଭାଇ ଖାଇବ........
    ବାହାର କେହି ନାହିଁ

  • @sukantkumardas9023
    @sukantkumardas9023 Месяц назад +6

    Sabu inquiry heba darkar.kari parile hela

  • @manasranjanpatnaik6747
    @manasranjanpatnaik6747 Месяц назад +7

    ଶଳା ହାରାମି mr ପାଣ୍ଡିଆନସରକାରୀ ପୋଲିସର ଦୁରୁପଯୋଗ

  • @bibhutiparida7565
    @bibhutiparida7565 Месяц назад +3

    ❤️ଗଣତନ୍ତ୍ର ର ଏତେ ଶକ୍ତି !! 🙏

  • @somnathmohanty3557
    @somnathmohanty3557 Месяц назад +5

    Bhala hela sarkar change hela....

  • @ashokbadajena8568
    @ashokbadajena8568 Месяц назад +5

    ଶ୍ରୀ ଜଗନ୍ନାଥଙ୍କ କୋପଦୃଷ୍ଟି ରେ ଆଚ୍ଛାଦିତ ଯେଉଁ ସ୍ଥାନରେ ପଡେ,,,,,,,,,,ଏମିତି ହୋଇଯାଏ ସେହି ସ୍ଥାନ,,,,

  • @Golokavani
    @Golokavani Месяц назад +5

    ଭଲ ହୋଇଛି 😀

  • @hembramhembram1921
    @hembramhembram1921 Месяц назад +1

    Jay Odisha....aji jona podila Odisha ra shakti.....

    • @learnwithbini6060
      @learnwithbini6060 Месяц назад

      Bhae aji Jana padila odisha ra barbadi heba boli 😢😭😭😢😢

  • @chandrasekharsethi464
    @chandrasekharsethi464 Месяц назад +3

    ଧର୍ମ ର ଜୟ ହୋଇଛି।ବାକି ରହିଲା ଝାରପଡ଼ା ଜେଲ।ଜୟ ଜଗନ୍ନାଥ।

  • @geetaranisamal6638
    @geetaranisamal6638 Месяц назад +5

    ଭଲ ହୋଇଛି

  • @suryadas1087
    @suryadas1087 Месяц назад +6

    Great relief for Police as well as public. It is devine Justice.

  • @gobindakishan2922
    @gobindakishan2922 Месяц назад +33

    ସେ ପାଣ୍ଡୁ ର ପେଳ ଚଟା ପୋଲିସ ମାନେ ଏବେ କୁଆଡେ ଗଲେ

  • @soubhagyasahoo3218
    @soubhagyasahoo3218 Месяц назад +31

    Nabin hyla param maghia

  • @akhilchandrabarik6440
    @akhilchandrabarik6440 Месяц назад +3

    Why such vague news?. Please stop.

  • @geetaranisamal6638
    @geetaranisamal6638 Месяц назад +6

    ସେ pandian କୁ ପ୍ରଥମେ ଜେଲ୍ ପଠା।

  • @gangadharmandangi7757
    @gangadharmandangi7757 Месяц назад +1

    ଜୟ ଜଗନ୍ନାଥ 🙏ଧର୍ମ ର ହେଲା ଜୟ

  • @lalit98193
    @lalit98193 Месяц назад +10

    ରାଜସ୍ୱ କସ ର ପୁରା fayda uhtauthila

  • @pritamkumarpadhy6364
    @pritamkumarpadhy6364 Месяц назад +17

    ଚାକିରି ଛାଡ଼ିବା ପରେ ମଧ୍ୟ ସରକାରୀ ଘର କେମିତି ତାକୁ ମିଳିଥିଲା ?

    • @factsunloaded4808
      @factsunloaded4808 Месяц назад

      Nabeena ra utara adhikari thila... Seithi pai mili thila

    • @JyotihembramJyoti
      @JyotihembramJyoti Месяц назад

      Patho podhile janibu job chadinire velitin retard neichi au thorebi koriparibo and hobo. I A S

  • @bijayakumarmohanty8180
    @bijayakumarmohanty8180 Месяц назад +16

    ସେଥିଲା ଆତ୍ମଘୋସିତ ନେତା

  • @SantoshkumarPatra-qx4nj
    @SantoshkumarPatra-qx4nj Месяц назад +2

    Pandianku odisharu bahiskruta karajau

  • @JanakiJena-my5cr
    @JanakiJena-my5cr 20 дней назад +1

    Jai jagannath 🙏🙏 puri odisha

  • @satyamishra6576
    @satyamishra6576 Месяц назад +6

    ଆଉ ? ଅଛି ଯେ ସୁନ ପାମ୍ପୁଡ଼ି khaiba

  • @rukunibehera4211
    @rukunibehera4211 Месяц назад +3

    Jai jagannath 🙏🏻🙏🏻ye karmara fala yeita🙏🏻🙏🏻🙏🏻

  • @MahendraSunani-dj3bi
    @MahendraSunani-dj3bi Месяц назад

    ଉପସ୍ଥାପନା ପାଇଁ ବହୁତ ବହୁତ ଧନ୍ୟବାଦ।

  • @magsirasahu2050
    @magsirasahu2050 Месяц назад +1

    Jay shree Jagannath 🙏

  • @harprasadsenapati3945
    @harprasadsenapati3945 Месяц назад +3

    ED , CBI sighra tadanta karajao

  • @pravakarmishra8813
    @pravakarmishra8813 Месяц назад +4

    Sabu sei Kalia ra ichha.

  • @manojkumarpanda8990
    @manojkumarpanda8990 Месяц назад +1

    Time is great

  • @user-du3xv1kl9s
    @user-du3xv1kl9s 9 дней назад

    ଅତି ଗର୍ଭେ ହତ ଲଙ୍କା

  • @pruthvirajbalabanta6268
    @pruthvirajbalabanta6268 Месяц назад +3

    Odisha people punished him for his mentality

  • @skwaris7496
    @skwaris7496 Месяц назад +3

    ପାଣ୍ଡିଆନଠୁ ଭଲ କାମ ଯିଏ କରିବ ତାକୁ ବି ଏହି ଓଡିଶାବାଶୀ ଦେଖିବେ.

    • @learnwithbini6060
      @learnwithbini6060 Месяц назад +1

      Vk pandian nkr pain ate development hoithila sabu field re....Abe ta gujrati sasan re kana heba kjne pravu.....Jay shree jagannath 🙏🥺 Naveen pattnaik samastnku saman dekhuthile hele......e modi j kahin hindu musalman Kari ki na bhagantu

  • @ratnamanisahu3726
    @ratnamanisahu3726 25 дней назад

    ସମୟ ବଡ଼ ବଳବାନ🙏

  • @HrusikeshGhadai-lv3bz
    @HrusikeshGhadai-lv3bz Месяц назад

    ଭଲ ହେଇଛି.. ପରିବର୍ତନ ହେଇଛି

  • @satrughnamallicj8703
    @satrughnamallicj8703 Месяц назад +12

    ପାଣ୍ଡିଆ ଓଡ଼ିଶା କୁ ଲାଣ୍ଡୁ କରି ଖାଇ ପଳେଇଲେ ତାଙ୍କୁ ଧରିପରୁନାହାନ୍ତି ଓଡ଼ିଶା ପୋଲିସ .......

  • @kailashchandra4365
    @kailashchandra4365 Месяц назад +10

    Pandian ଜଣେ ଜାତି ରେ ଛୋଟ ଲୋକ aou ହାଡ଼ି ଜାତି ଥିଲା

    • @BAD_HERO14
      @BAD_HERO14 Месяц назад +1

      Hadi hela boli se kn manisha nuhna

    • @Bhuvan_sir
      @Bhuvan_sir Месяц назад +1

      Pandian means scholar

    • @maheswarpatra7950
      @maheswarpatra7950 Месяц назад

      ତୋ ପରିବାର ରୁ ଯଦି କେହି ଜରୁରୀକାଳୀନ ଅବସ୍ଥାରେ ରକ୍ତର ଆବଶ୍ୟକତା କରେ ତେବେ ରକ୍ତ ନେବା ପୂର୍ବରୁ ଜାତି ଟା ପଚାରିବୁ। ନଚେତ ତୁ ବି ହାଡ଼ି ହେଇଯିବୁ।
      ୨୦୨୪ରେ ଜାତିବାଦ, ଧନ୍ୟରେ ମଣିଷ।

    • @learnwithbini6060
      @learnwithbini6060 Месяц назад

      ​@@maheswarpatra7950bohut bhala point kahila Bhai.....sata kahibi tahele cm Naveen pattnaik samastnku saman dekhuthile emane Kan karibe....kahin ama peace ku bhangi na diantu seta dara rahilani

  • @narayanhotelandfastfood7840
    @narayanhotelandfastfood7840 Месяц назад

    ସମୟ ବଡ଼ ବଳବାନ। ଅହଙ୍କାର ର ଫଳ। ପ୍ରଭୁଙ୍କ ଅଭିଶାପ।

  • @rabisenapati7192
    @rabisenapati7192 Месяц назад +2

    Tamil Sasane ku jabab dei thibaru odisha basi nk pada tale koti prnam

  • @PradipDas-vv4qt
    @PradipDas-vv4qt Месяц назад +3

    It became a lesson for Odisha people.

  • @swarajkumarbej3768
    @swarajkumarbej3768 Месяц назад +9

    ଏ ଓଡ଼ିଶା ମାତ୍ର ବିହାର ହୋଇଥିଲେ ଖେଳ ସରନ୍ତାଣି

  • @bikramnayak9549
    @bikramnayak9549 Месяц назад

    Very nice video and good coverage and detail . Thanks for doing this video.

  • @EjazBaig-rv7ut
    @EjazBaig-rv7ut Месяц назад

    Jai asi bo Sai Kori bo

  • @chakradharmishra5274
    @chakradharmishra5274 Месяц назад +10

    ଲୁଟେରାର ଅନ୍ତ ଘଟିଛି l

  • @dr.rangadharkar5314
    @dr.rangadharkar5314 Месяц назад +3

    So long as someone is in power ,he is respected out of fear but once power is gone ,he is deserted even by insects !

  • @subratray1653
    @subratray1653 Месяц назад

    Really really perfect analysis 👌👌👍

  • @Swap3331
    @Swap3331 Месяц назад +2

    Khali se barricade kebe hatiba dekhiba rahila !

  • @rsagarkumar5503
    @rsagarkumar5503 Месяц назад +3

    ନବୀନ ଅନ୍ଧ , ଓଡ଼ିଶା ଲୋକ ବି ଅନ୍ଧ ଥିଲେ ସେଥିପାଇଁ ସେମାନେ ରଜ କଲେ ।।।ଏଇବେ ଆଉ ନାହି।।

  • @babujadab4947
    @babujadab4947 Месяц назад +3

    ସେଥିପାଇଁ, ଆଜି ଓଡିଶା ରେ ସରକାର କରିପାରିଲାନି 😂😂

    • @learnwithbini6060
      @learnwithbini6060 Месяц назад

      Hn para modi ji jepari bohut dukha kasta re centre re sarkar karichnti...puni kteble b bhangijiba dara rahilani 😅

  • @lkjena4407
    @lkjena4407 Месяц назад +1

    Odisha loka nka saralatara bahut faida uthei nela pandu..
    Aau semiti kahaku chance dia jiba nahi ..
    Loke sajag pura. E thara

  • @ranumoti8155
    @ranumoti8155 Месяц назад +1

    Sabu mo prabhunka icha

  • @runadinesh7780
    @runadinesh7780 Месяц назад +3

    ବେଧ ଛୁଆ ଗାଣ୍ଡି ମରେଇଛି ଭଲ ହେଇଚି ମାଗ୍ୟା ତାମିଲ ଶଳା

  • @priyadarshinirash
    @priyadarshinirash 24 дня назад

    Jai Jagannath 🙏🙏

  • @sivendraminyaka4429
    @sivendraminyaka4429 Месяц назад

    Madam good report I love

  • @subhrapradhan2987
    @subhrapradhan2987 27 дней назад

    Jagannnathanka leela

  • @fakiradikhit848
    @fakiradikhit848 6 дней назад +1

    Nabeen pandian ku guli kara.

  • @vikuset143
    @vikuset143 Месяц назад

    Respect to IAS officer VK pandian ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤who put education first

  • @karnakandki868
    @karnakandki868 Месяц назад +1

    ଦୁର୍ନୀତି ଅଭିଯୋଗରେ କେବେ ମୁହଁ ଖଲିବେ ଜେଲ୍ କେବେ ଯିବ pandian

  • @srikantnayak3149
    @srikantnayak3149 Месяц назад

    Ame b kebe basinu.....bt fir v ..pandian sir jindabad

  • @Lady_blogger50
    @Lady_blogger50 Месяц назад

    Vala heichi

  • @gupteswarsahu7760
    @gupteswarsahu7760 Месяц назад +1

    जैसे करनी बेइसे भरनी

  • @HemanthKumar-xh4kv
    @HemanthKumar-xh4kv 24 дня назад

    jagannath sailenahi,
    satya sanatan,

  • @jitendrakumardas3067
    @jitendrakumardas3067 Месяц назад

    Right