Rok Thok Live | କୁସୁମା-କେଳେଙ୍କାରୀର ଅଟ୍ଟାଳିକା | 04 Jul 2024 | Argus News

Поделиться
HTML-код
  • Опубликовано: 3 июл 2024
  • Rok Thok Live | କୁସୁମା-କେଳେଙ୍କାରୀର ଅଟ୍ଟାଳିକା | 04 Jul 2024 | Argus News
    #ArgusNews #RokThok #Bobbydas #controversy #Kusuma #OdishaNews #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    RUclips : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Комментарии • 230

  • @sritansws
    @sritansws 10 дней назад +32

    ଏଠି BJD ନାରୀ ନେତ୍ରୀ ମାନଙ୍କୁ ସଂମାନ ଦିଅ ହେଉଥିଲା 😂 ଧନ୍ୟବାଦ argus tv

  • @jitendraupadhyaya9397
    @jitendraupadhyaya9397 10 дней назад +27

    ମୂଁ ଆପଣ ଙ୍କ ଭଳି ହେବାକୁ ଚାହଁଉଛି. ସାମ୍ବାଦିକ ଭାଇ 🙏

    • @user-ko4je2ki3w
      @user-ko4je2ki3w 10 дней назад

      ଚେଷ୍ଟା କରନ୍ତୁ ଭାଇ

    • @sdash6242
      @sdash6242 7 дней назад

      start with making local reports from your area

  • @prataprath3632
    @prataprath3632 10 дней назад +24

    Real fighter Argus TV

  • @98533gunan
    @98533gunan 10 дней назад +49

    ଅରଗସ କୁ ଧନ୍ୟବାଦ

  • @biswajitsethi7008
    @biswajitsethi7008 10 дней назад +33

    ଚୋର ମାନଙ୍କର ଚୋରୀ ଆଜି ଧରାପଡ଼ିଯାଇଛି... ଧନ୍ୟବାଦ୍ ଅର୍ଗସ୍ ଟିଭି ❤ ଧନ୍ୟବାଦ୍ ଦୁର୍ଗାଶିସ ବାବୁ... ଆପଣଙ୍କର ସଚ୍ଚୋଟତା ଓ ସାହସିକତାକୁ ମୋର ସେଲ୍ୟୁଟ୍

  • @panchanannayakpanchanannay7944
    @panchanannayakpanchanannay7944 10 дней назад +9

    କିନ୍ତୁ ଘର ଗୋଟେ ଗରିବ ପରିବାରକୁ ମିଳୁନି ଆଲେଶନ୍ ଘରେ ଅୟେଶ କରୁଛନ୍ତି ଠକ

  • @indramanisahu4595
    @indramanisahu4595 10 дней назад +52

    ଓଡ଼ିଶା କୁ କାଙ୍ଗାଳ କରିଛନ୍ତି। ବିଜେଡ଼ି ବାଲା ଦେଖରେ।

    • @pradeepnayak582
      @pradeepnayak582 10 дней назад

      ମାଗିଆ ବିଜେପି ଚାମଚା

    • @Santali.Park-
      @Santali.Park- 8 дней назад

      ​@@pradeepnayak582Gandi more he 😅😅😅😅😅😅

  • @kushadhwajanahak186
    @kushadhwajanahak186 10 дней назад +19

    ଭାଗ୍ୟ ଭଲ ଓଡିଶା ବାସୀ ଙ୍କର ଠିକ୍ ସମୟରେ ସରକାର ପରିବର୍ତ୍ତନ କରିଦେଲେ ନ ହେଲେ ବିଜେଡି ନେତା ଓଡିଶା କୁ ବିକି ସବୁ ନିଜ ନାମ ରେ କରି ଦେଇଥାନ୍ତେ, ଧନ୍ୟବାଦ ଅର୍ଗସ

  • @pratapchandramohapatra2118
    @pratapchandramohapatra2118 10 дней назад +12

    ବବି ଦାସ ଗୋଟିଏ ନିହାତି ମୁର୍ଖ ଶ୍ରେଣୀର ଲୋକ

    • @krushnadash7616
      @krushnadash7616 10 дней назад +1

      ଦେଖାଯାଉଛି ତ ଗଜ ମୂର୍ଖ ଭଳି ପଇସା ତାକୁ ଚାଲାକ କରିଦେଇଛି

  • @AntarjyamiSusanta
    @AntarjyamiSusanta 10 дней назад +15

    Good news argus news

  • @ashwinisahu6584
    @ashwinisahu6584 10 дней назад +15

    DURGASHISH BHAI BAHU. ...KHULASA KALE. ....ODISHARA DURNITI BISAYARE

  • @sanjaytudu5788
    @sanjaytudu5788 10 дней назад +28

    ବବି ଦାସ କୁ ଗିରଫ କରାଯାଉ

  • @user-ye6mn5fi1g
    @user-ye6mn5fi1g 10 дней назад +9

    Bhai ଏମାନଙ୍କୁ ଦୋଷ ଦିଅନ୍ତୁ ନାହିଁ ।mg Naveen ଏସବୁ kelenkari ର ମୂଳ ।mg ku ଝାରପଡ଼ା ପଠାଇବା ଦରକାର ।

    • @user-ko4je2ki3w
      @user-ko4je2ki3w 10 дней назад

      ଭାଇ ନବୀନ ବାବୁ ସବୁ ଜାଣନ୍ତି କିନ୍ତୁ ପାଟି ପାଇଁ ସପଟ କରନ୍ତି ଯେତେବେଳେ ବିଜେପି ଜିତଲା ନବୀନ ବାବୁ ଆସଥିଲେ ମନରେ ଟିକେ ଦୁଖ ନ ଥିଲା ସେ ଜାଣିଥିେଲ କି ଏମନେ ଓଡ଼ିଶା କୁ ଖୋଳ କରିବାକୁ ଲାଗିଛନ୍ତି

  • @Jagan-b5c
    @Jagan-b5c 10 дней назад +8

    Argos dhanyabad

  • @ashwinisahu6584
    @ashwinisahu6584 10 дней назад +13

    NABINA SARKAR SCHOOL KU TEACHER DEI PARILENI ...BEKAR BARBAD KALE TANKA

  • @HemantBehera-ve7mu
    @HemantBehera-ve7mu 10 дней назад +13

    ଏଟା ନବୀନ ବାବୁଙ୍କ ଅସଲ ସ୍ୱଚ୍ଛ ଶାସନ ।ନବୀନ ବାବୁ ଉତ୍ତର ରଖନ୍ତୁ

  • @BerendraMahapatra-ur1xj
    @BerendraMahapatra-ur1xj 10 дней назад +12

    Your great

  • @AdvJKDas
    @AdvJKDas 10 дней назад +6

    ଗଣତନ୍ତ୍ର ରାଷ୍ଟ୍ରରେ ଏକ ଟଙ୍କା ଖର୍ଚ୍ଚ ହେଲେ ତାହାର ହିସାବ ସରକାରଙ୍କୁ ଦେବାକୁ ପଡ଼େ କିନ୍ତୁ ବଡ଼ ବିଡମ୍ବନାର ବିଷୟ ଏଠାରେ ଅତି ପଛୁଆବର୍ଗ ଓ ଭୂମିହୀନ ଜନତାଙ୍କ ପାଇଁ ଯଦି ଦେଢ଼ ଡ଼ିସିମିଲି ଜାଗା ସରକାର କରେଇ ଦେଇଥାନ୍ତେ ତାହେଲେ ଲୋକମାନେ ଥଇଥାନ ହେଇଯାଇଥାନ୍ତେ କିନ୍ତୁ ଯେଉଁ ନେତା ମନ୍ତ୍ରୀଙ୍କୁ ବିଶ୍ୱାସକରି ତାଙ୍କୁ ପାୱାରଫୁଲ କରେଇଲୁ ଶେଷରେ ସେମାନେ ଏହିପରି କାର୍ଯ୍ୟ କରିବେ ବୋଲି ଆମେ କେବେ ଭାବି ନଥିଲୁ ଓ ନିଜକୁ ଅନ୍ୟ ପାଖରେ ଯାଜପୁର ଜିଲ୍ଲାର ନିବାସୀ ବୋଲି ପରିଚୟ ଦେବାକୁ ମଧ୍ୟ ଆମକୁ ଖରାପ ଲାଗୁଛି, ମୁଖ୍ୟ କଥା ହେଉଛି ଆଜିବି ଭାରତୀୟ ନାଗରିକ ଭାରତୀୟ ସମ୍ବିଧାନ କଣ ଜାଣି ନାହାନ୍ତି ଯଦି ଜାଣି ଥାଆନ୍ତେ ତାହେଲେ ଆଜି ଏହିସବୁ କେଳେଙ୍କାରୀ କେବେ ହେଇ ନଥାନ୍ତା କାରଣ ଭାରତୀୟ ଜନତା ସମ୍ବିଧାନ ପଢି ତାଙ୍କର ହକ ଅଧିକାର ଜାଣି ପାରିଥାନ୍ତେ ଓ ସରକାରଙ୍କୁ ପ୍ରଶ୍ନ କରିଥାନ୍ତେ ଯାହା ସରକାର କୌଣସି ଦୁର୍ନୀତି କରିବା ପୂର୍ବରୁ 100 ଥର ଚିନ୍ତା କରିଥାନ୍ତା ତାସହିତ ବିରୋଧୀ ଦଳ ପୁରା ଚୁପଚାପ ହେଇଯାଇଛନ୍ତି ସେଥିପାଇଁ ସତ୍ତାଧାରୀ ନିଜ ମନ ଇଚ୍ଛା କାର୍ଯ୍ୟକ୍ରମ କଲେ ଓ ବିଜେପି ସରକାର ଯେଉଁସବୁ କଥା କହି ଓଡ଼ିଶାରେ ସରକାର ଗଠନ କରିଛନ୍ତି ତାହା ଯଥାଶୀଘ୍ର ସଫଳ କରିଲେ ଆମେ ଓଡିଶାବାସୀ ବିଜେପି ସରକାରଙ୍କ ପ୍ରତି ଚିରପକୃତ ହେବୁ। ଧନ୍ୟବାଦ 🙏🏻

  • @niharikamohanty4691
    @niharikamohanty4691 10 дней назад +7

    Argus is great media

  • @hadibandhubeshra7818
    @hadibandhubeshra7818 10 дней назад +6

    Thank you Durga sing Babu.

    • @Jaysriram34680
      @Jaysriram34680 10 дней назад

      ଦୁର୍ଗାଶିଷ, ଦୁର୍ଗା ସିଂ ନୁହେଁ

  • @sarojparida7800
    @sarojparida7800 10 дней назад +5

    No 1 news editor Durgasish bro

  • @sadanandmohanty3537
    @sadanandmohanty3537 10 дней назад +6

    Govt should looking into this please

  • @user-fq5gb9ep9e
    @user-fq5gb9ep9e 10 дней назад +3

    ପ୍ରକୃତରେ ତଦନ୍ତ ହେଉ ।ଏହା ଏକଦମ ଠିକି ।

  • @laxmanmurmu3285
    @laxmanmurmu3285 10 дней назад +5

    Thanks 👍

  • @suvendukumardash1976
    @suvendukumardash1976 10 дней назад +6

    Collector also involved

  • @user-it2qz8pv3y
    @user-it2qz8pv3y День назад +1

    Argus news ra samata team ku mora koti koti pranam,sata kene luchi rahena🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏♥️♥️♥️♥️♥️♥️♥️♥️♥️🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳👍👍👍👍👍👍👍👍👍 love from deogarh district.

  • @rameshrao6605
    @rameshrao6605 10 дней назад +6

    Anku jail re pura nala odisha basi mana santi hbani😡😡

  • @grammartia1234
    @grammartia1234 10 дней назад +8

    ଏ ପର୍ଯ୍ୟନ୍ତ କ'ଣ କରୁଛି ମୋହନା

    • @Jaysriram34680
      @Jaysriram34680 10 дней назад +3

      ଉହୁଁ ବିଲକୁଲ ଭୁଲ, ମୋହନା କିଏ? ମୋହନବାବୁ କଣ ତମର ସାଙ୍ଗ? ସେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ, ସମ୍ମାନ ସହିତ ତାଙ୍କର ନାମ ନେବା ଦରକାର, ମୁଁ ଭାବୁଛି ଆବେଗ ବଶତଃ କହିଦେଇଛ, କିନ୍ତୁ ସରକାର ହେବାର ଏକ ମାସବି ହୋଇନି ଟିକେ ଧୈର୍ଯ୍ୟ ଧର ସବୁ ଠିକ ହୋଇଯିବ

    • @sudhanshusekharapadhy9436
      @sudhanshusekharapadhy9436 10 дней назад

      Majhi ta bokacha buha ta.... Modi ra bokacha bohiba

    • @sdash6242
      @sdash6242 7 дней назад

      Mohan Laxmi bus ra colour change karuchhi

  • @maheshkumar-py1ws
    @maheshkumar-py1ws 10 дней назад +4

    ବବି କୁ ଆରେଷ୍ଟ କରାଯାଉ ତୁରନ୍ତ

  • @user-um7gb1ol1z
    @user-um7gb1ol1z 10 дней назад +3

    Thank you ARGUS news to highlight the genuine issues for sensitisation of people and realise the truth what is happening in a democratic country .Please people think consciously applying conscience as enlightened citizens whether it is destruction or development of society ?
    Ganeswar Rout.

  • @purusottamsukla8315
    @purusottamsukla8315 9 дней назад +1

    Argus kahe sata dekhae sata ❤❤❤❤❤

  • @michel8689
    @michel8689 2 дня назад

    Thanks argus News

  • @chinmaydas460
    @chinmaydas460 10 дней назад +5

    Sobu bhagban nka icha sethipsin bjd harila bhagban sahileni tanko karma

  • @narayannayak3068
    @narayannayak3068 5 дней назад +2

    CBI should be investigated in construction of building.

  • @santoshnayak2083
    @santoshnayak2083 7 дней назад

    Dhnybada argus dhrmar ra heba jay ..best up lock bhai pura odisha 4.50 koti loka achnte tuma pachreee

  • @SubhadraPattanayak-cx6il
    @SubhadraPattanayak-cx6il 6 дней назад +1

    ଧନ୍ୟଵାଦ ଅରଗସ୍ ଟି ଭି। ଏ ଯାଯପୁର ବାସୀଙ୍କୁ ମଧ୍ଯ ଅଶେଷ ଧନ୍ୟବାଦ ସେମାନଙ୍କ ସାହାସ ପାଇ଼଼। ଆଦୈ। ଛାଡ଼ନ୍ତୁ ନାହିଁ।

  • @narayanchandrabehera6466
    @narayanchandrabehera6466 10 дней назад +3

    Chiti fond tanka garib lokank tank refond kar

  • @subhasmitasingh8434
    @subhasmitasingh8434 10 дней назад +2

    Jajpur collecter bi seia
    Sabu chora tautar

  • @banditabarik2872
    @banditabarik2872 10 дней назад +2

    Baby Das ku Mohan sarkar shighra tadanta kari arrest kari thik katha lok lochan ku anantu.Lok nka tanka re tiyari ae ghare kan chalithila tar tadanta kariba uchhit.Baby lok nka tanka pani pari kharcha kari Kritadas hela kipari ?Se ta raja nka pari jiban japan karuthila lok nka tanka re. Sabu tanka ta pakharu recovery kariba uchhit.. Sister apan Mohan sarkar nku Monday ku jai abhijog karantu nija hak pain.Gundraj Odisha ru banda karajau.

  • @niranjankhandual3180
    @niranjankhandual3180 10 дней назад +1

    Drugasish sir I'm salute you

  • @narayannayak3068
    @narayannayak3068 5 дней назад +1

    CBI investigation must be essential to bring the facts and involvement in corruption for spending huge amount in construction before the public.

  • @saunamarndi6321
    @saunamarndi6321 6 дней назад

    Argus news brother is Right

  • @liveforever6998
    @liveforever6998 7 дней назад +1

    Tourist Place ହେଉ....

  • @laxmidharsenapati3313
    @laxmidharsenapati3313 6 дней назад +2

    ଏସଳା ବବି ଦାସ ପାଣ୍ଡିଆ ଆଉରି ଅନେକ ଭକୁଆ ନେତା ମନ୍ତ୍ରୀ ଅଛନ୍ତି। ଏମାନଙ୍କୁ ତୁରନ୍ତ ଗିରଫ କରି ଜେଲ ହାଜତକୁ ପଠାନ୍ତୁ ନଚେତ୍ ଜନସାଧାରଣ ଏମାନଙ୍କୁ ଗୋଡ଼େଇ ଗୋଡ଼େଇ ବାଡାନ୍ତୁ। ଅନେକ ମା ଭଉଣୀ ମାନଙ୍କୁ ଧର୍ଷଣ କରି ମାରି ଛନ୍ତି କାହାରି କୁ ନ୍ୟାୟ ମିଳିନାହିଁ।ଆମ ମହା ପ୍ରଭୁ ଜଗନ୍ନାଥଙ୍କୁ ବି ଛାଡ଼ିଲେ ନାହିଁ।ଏ ସଳା ଭଡୁଆ ନେତା।

  • @manoranjsahoo9197
    @manoranjsahoo9197 10 дней назад +2

    Buldjor action kab hoga
    Pandu Bobby das Arrest kab Hongey

  • @rakeshsahani314
    @rakeshsahani314 10 дней назад +2

    Anku subu Direct incounotor kar odisha ank pai barbad hela

  • @bijayrout3629
    @bijayrout3629 5 дней назад +1

    What the police administration was doing .. Besides this how the clever people of our area were cheated.Thanks a lot to our officers.

  • @user-it2qz8pv3y
    @user-it2qz8pv3y День назад +1

    I love Argus news channel 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👍👍👍👍👍👍👍👍

  • @purnanayak5383
    @purnanayak5383 10 дней назад +1

    ଯେଉଁ ଜାଗାରେ ଜଣେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ସେହି ଜାଗାରେ ନିଶ୍ଚିତ ଭାବେ କୋୖଣସି ନା କୌଣସି ଅନୈତିକ ଓ ବେଆଇନ କାମ ଚାଲିଥିବାରୁ କାଳେ ଭଦ୍ର ମୁଖା ଖୋଲି ଯିବ ,, ଚୋର ଚାଣ୍ଡାଳ ମାନଙ୍କ ନିଷ୍ପତ୍ତି ରେ ଲାଗୁ କରାଯିବା ରାଜ୍ୟର ଦୁର୍ଭାଗ୍ୟ !!

  • @subhasmitasingh8434
    @subhasmitasingh8434 10 дней назад +2

    Ama jajpur re emti place achhi ame ebe dekhuchu
    Dis ground look like Rastrapati bhawan

    • @sdash6242
      @sdash6242 7 дней назад

      jaaiki buli aasa

  • @mohannaik5407
    @mohannaik5407 10 дней назад +2

    Aragasa prutibira no 1 chebal

  • @SantoshKumar-rq1wh
    @SantoshKumar-rq1wh 10 дней назад +2

    Maa giha ku aaga bandha

  • @SubhadraPattanayak-cx6il
    @SubhadraPattanayak-cx6il 6 дней назад +1

    ଗୁମର ଖୋଲ ।

  • @samirparida4209
    @samirparida4209 9 дней назад +2

    Sir apna ku BJD ra hall bhaya😂😂

  • @kedarnathbehera711
    @kedarnathbehera711 5 дней назад +1

    Tu no 1 g.

  • @user-nt5qc1wh5j
    @user-nt5qc1wh5j 9 дней назад +1

    ସବୁ ଚୋରଙ୍କର ଗୁମୋର ଖୋଲିଲେ ଦୂର୍ଗାସିଶ ଭାଇ ଅର୍ଗୁସ ଚାନେଲ କୁ ଅନେକ୍ ଅନେକ୍ ଧନ୍ୟବାଦ୍, ବର୍ତ୍ତମାନ ଆକ୍ସନ ଏଣ୍ଡ ଆକ୍ସନ ନେବେ ମୋହନ ସାର୍,କେତେ ଲୁଟିଚ ବେ ଶଳା ମାନେ, ବାପର ସମ୍ପତ୍ତି ଭାବିଲ ନା କଣ,ସବୁ ଜେଲ୍ ରୋ ଚାରିକାନ୍ଥ ଭିତରେ ମୋରେଇ ହେବ।

  • @SasmitaSethi-zs1ew
    @SasmitaSethi-zs1ew 10 дней назад +2

    Babi govt rajocosa chit 20000cr return money Pradip s.n.s.s99 vary bad patical lider BjD

  • @kidstvorissa7342
    @kidstvorissa7342 10 дней назад +2

    ବିରଜା ମନ୍ଦିର ପାଖକୁ ଟିକେ ଆସି ବୁଲି ଯାଓ

  • @bijaykumarhembram3424
    @bijaykumarhembram3424 4 дня назад +1

    BJP CM Mahan Sir ku anurod koruchi immediately Bobby Das ku arrest korajau.sola maghia Gariba lokonku help nokori ki Nije Don saji Odisha ro Raja boli Enjoy koruthila.jodi 2024 Election jitithile Odisha ku kholo korideithanta au khai sarithanta.sethipai mahaprobhu Jagarnath sohi no pari athoro baji paltigola,sesore BJP sarkar asila.

  • @bijayineesuna4308
    @bijayineesuna4308 8 дней назад

    Sir aap ko to man,naa padegaa 🙏🙏🙏🙏

  • @user-mj8uf9bh5b
    @user-mj8uf9bh5b 9 дней назад

    Durgashis Babu is one and only fearless person in Odisha

  • @JitendraSamantaray-uu3gy
    @JitendraSamantaray-uu3gy 7 дней назад

    This Govt will destroy May allow to public use it. No kalakari. Good work for jajpur

  • @JitendraSamantaray-uu3gy
    @JitendraSamantaray-uu3gy 7 дней назад

    Present MLA do one work for jajpur, then raise finger to other work

  • @CreativeNatureLife
    @CreativeNatureLife 8 дней назад

    Argus media bhai sadharan lokanku kahiki expose karuchanti,

  • @santoshrout2599
    @santoshrout2599 10 дней назад

    Vai valse ghanti baharikar

  • @bhabaniprasadsahoo8335
    @bhabaniprasadsahoo8335 10 дней назад

    Jajpur collector aau sp ku dhari chhakaa treatment kale sabu front ku aasiba.

  • @jyotiprakashlenka8022
    @jyotiprakashlenka8022 10 дней назад +1

    Jahara katha kahibare transparency nahi se kn gapiba

  • @NaliniPattnatak
    @NaliniPattnatak 10 дней назад

    Chief minister mukhyamantri aviejogaprakuosta,odeashara,raurkela,sector,anchallarekebekholeba?

  • @kalicharanpanda4079
    @kalicharanpanda4079 10 дней назад

    NAVEEN, Collector,Tahasildar,Chairman, Executive officer aau jeun maane involve achhanti semananku turanta phasi dia jau ❤❤❤❤❤❤❤❤❤❤❤

  • @rakeshsahani314
    @rakeshsahani314 10 дней назад +1

    Rang Mahal thila

  • @anantacharansahoo658
    @anantacharansahoo658 9 дней назад

    Pratap nana delhi ghara tike dekhaile bhal heba

  • @SasmitaSethi-zs1ew
    @SasmitaSethi-zs1ew 10 дней назад +1

    Babi money lutera chitr Bjd patical lider 10000 cr jojana govt economy and rajocosa Odessa tax lutara Babi vary bad patical lider guru sayas trust 9

  • @pkp4793
    @pkp4793 10 дней назад +1

    Bisyostariyo Besaloyo chalithila 😂

  • @santoshnayak2083
    @santoshnayak2083 7 дней назад

    Sarkar selints kan pai... Achi

  • @prafullapradhan3860
    @prafullapradhan3860 9 дней назад

    100 Koti ru Adhik Heba

  • @user-bt3wy6ej4i
    @user-bt3wy6ej4i 5 дней назад

    Jay.jaganath.qrgus

  • @shibashankardas4633
    @shibashankardas4633 8 дней назад

    Ete sabu avijuga pare Kan karuchanti chief minister,,sadharan Luka haithile ete belaku police bandhi sarantani,, babidas bipkhre kn action heuchi taha Sara odisha anei basichi,aha pramanita Kariba CM dhani lokara na garibara sathi,,
    A

  • @surendrakumargochhayat5086
    @surendrakumargochhayat5086 8 дней назад

    Thanks Durga babu

  • @subhasmitasingh8434
    @subhasmitasingh8434 10 дней назад

    Chhoto chhua khelu thile se sabu bhala lagilani
    Sethi pai e ghara
    Koresa bibi nka ghara bhabila town ra bahut loka nka sahita emti kale
    Au kusuma bhitare room 🙏

  • @kalicharanpanda4079
    @kalicharanpanda4079 10 дней назад

    Raati re taati baharu thila.. ❤❤❤❤❤

  • @kalicharanpanda4079
    @kalicharanpanda4079 10 дней назад

    Jajapur COLLECTOR ku dharibaku heba. ❤❤❤❤❤❤

  • @purusottamsukla8315
    @purusottamsukla8315 9 дней назад

    ମୁହଁ ରେ ତୁଣ୍ଡି ଲାଗିଛି ପରା ❤❤❤❤❤

  • @surendramoharana6643
    @surendramoharana6643 10 дней назад

    Dekha jajpur basi Dekha jajpur re Bikash pachara nikhuna sataa.

  • @sanjaybehera1724
    @sanjaybehera1724 2 дня назад

    CM Mohan Majhi be brave to inquire fact.

  • @samirparida4209
    @samirparida4209 9 дней назад

    Security Bhai manku bada Mg

  • @gajendranathjena356
    @gajendranathjena356 9 дней назад

    ବବୀ ଦାସ ପାଣ୍ଡିଆ ବହୁତ ମାଇକିନା ଖେଳ ଖେଳିଛନ୍ତି ନବିନ ସେଶରେ ଶର୍ଦ୍ଧାନନଙ୍କୁ ଡାକିଲେ କଲେ ଫିଜଥେରାପବନୀଦରବାର ପାଣ୍ଡିଆ ଦରବାର ନବିନ ଦରବାର ବହୁତ ପାପ କାମ କରିଥାଇପାରନ୍ତି ବିଚିତ୍ର ବିଜେଡି ଓଡ଼ିଶାର ଏମିତି ମନଘିହାଁ ସରକାର ଆଉ କେବେ ଦେଖିବାକୁପାଇବନି ବବୀ ଦରବାର

  • @manaranjanmuna
    @manaranjanmuna 5 дней назад

    ବିଜେଡି ର ଖଣି ଲୁଟୁ ମାଫିଆ ଙ୍କୁ ସରକାର ଙ୍କୁ ମୋ ର ଅନୁରୋଧ ତାଙ୍କୁ ଜେଲ ପଠାନ୍ତୁ

  • @user-fq5gb9ep9e
    @user-fq5gb9ep9e 10 дней назад

    ସେ ସଳା କଣ ଯାଯପୁରର ରଜା ।ମୁ ଏଡେ ମୁଣ୍ଡା କମ୍ୟୁନିଷ୍ଠି ମୋ ଋପ ଏଥର ଦେଖିବ ରହରେ ଶଳା ,ଜିବୁକୂଆଡେ ।

  • @rameshsaw7028
    @rameshsaw7028 9 дней назад

    Babi das nk bopa paisa re A Alisan bangala tiarie hoine, kebal gariba khati khia nk paisare ba janatank paisa re tiarie karanaichi, kebal babi das nunha pranab balbanta ray A, E pari b, j, d, lidar mane mandhya koti koti kaladhan rakhi chhanti, A, E manku b, j, d ra jetak dagi neta achhanti samstanku jell patha jau,

  • @samirparida4209
    @samirparida4209 9 дней назад

    Sir apna ta BJD pachha maridab😂😂😂 Jay Argus sir

  • @rameshchandranayak575
    @rameshchandranayak575 9 дней назад

    ଦେଖିଲେ ଆଜ୍ଞା ନବୀନବାବୁ କେତେ ଭଦ୍ର। ସେ ତାଙ୍କ ନେତାଙ୍କ ପାଇଁ କେତେ ରଂଗଶାଳା କରିଛନ୍ତି। ବବି ପାଣ୍ଡିଆ ଓ ବିଜେଡି ଵାଲା ନବୀନଙ୍କୁ ଚିତା କାଟିଲେ, ଏବେ ମସୁଧା ଚାଲିଛି ନବୀନଙ୍କ ପୁତୁରା ଆସିବ। ଓଡ଼ିଶାରେ କି ପାଲା ଚାଲିଛି।

  • @basudevpatra1870
    @basudevpatra1870 10 дней назад

    Agaru kanakaruthila

  • @CreativeNatureLife
    @CreativeNatureLife 8 дней назад

    Kehi kichi dekhi nahanti,kua udigale loke kahibe chua udigala boli.

  • @SujitKumar-if9os
    @SujitKumar-if9os 5 дней назад

    Durgasis ku be BJD ru kiche milini bodhe saethe pain emeti pagala bhalia hauchee milithile sea be chup haethanta .....💯

  • @mandakinimohanta9069
    @mandakinimohanta9069 7 дней назад

    Pramila maliku pata raha uttar deba say

  • @user-cb9vf1cx4i
    @user-cb9vf1cx4i 10 дней назад

    ଅତିଶୀଘ୍ର ଏ ବଙ୍ଗଳା ଗୁଡିକୁ ସରକାର ହାତକୁ ନେବା ଉଚିତ ନଚେତ ବବି ଏଥିରେ ଥିବା ଆସବାବପାତ୍ର ନେଇଯାଇପାରନ୍ତି.

  • @ajaysamantaray4589
    @ajaysamantaray4589 9 дней назад

    jaunu amit saha ra pua ta 10yr bhitare kibbala bussines kala ete paisa rakhichi taku dekheibu

  • @bamadevjena3571
    @bamadevjena3571 10 дней назад +1

    Saburi mula Jada hehuchhi nabin,

  • @abhijitmohanty8284
    @abhijitmohanty8284 10 дней назад

    Khali kelenkari dekhaucha but action zero,Ame Kan bjp ku vote deithilu,chup basiba pain,Ame jeteilu 2024 re,au 2029 re harei bi paribu

  • @debasisjyotish9733
    @debasisjyotish9733 10 дней назад

    Kana panchi kohucha