ଝିଅକୁ ନେବା ପାଇଁ ଟଣାଓଟରା ଦୁଇ ମା‘, କହିଲେ ଟ୍ରେନ୍ ଲାଇନରୁ....

Поделиться
HTML-код
  • Опубликовано: 21 дек 2024

Комментарии • 849

  • @susantakupattnayak7043
    @susantakupattnayak7043 2 года назад +137

    ଗୋଟିଏ ମା ତା ଛୁଆ ଲାଗି ଭିକ ମାଗିବି ରଖି ପାରିବ କିନ୍ତୁ ତା ଛୁଆକୁ ଆଉ କାହାକୁ ବି ଦେଇପାରିବ ନି ମାଉସୀ ପାଖରେ ରଖାଜାଉ

  • @bblpbiswjit4736
    @bblpbiswjit4736 2 года назад +271

    ଯିଏ ଜନ୍ମ ଦେଇ ଥିଲା ସିଏ କୁଆଡେ ଯାଇ ଥିଲା ଝିଅ ମାଉସୀ ପାଖରେ ରହୁ

  • @srikanta671
    @srikanta671 2 года назад +201

    ମାଉସୀ ଠିକ କହିଛନ୍ତି,, ସେ ମାଉସୀ ଘରେ
    ରହିବ,, ,, ଜୟ ଜଗନ୍ନାଥ କାଳିଆ ତ

  • @rabindrasahoo5059
    @rabindrasahoo5059 2 года назад +172

    ମା ତୁମେ ଜନ୍ମ ଦେଇଥିବା ସତ କିନ୍ତୁ ଶେ ପାଳନ କରିଛନ୍ତି ଷେ ଛୁଆ ତାଙ୍କ ପାଖରେ ରହିବା ଦରକାର।

  • @pppriyadarsani30
    @pppriyadarsani30 2 года назад +102

    ଜନ୍ମ କରୀକି ୮ବର୍ଷ ହେଲା କୁଆଡେ ଯାଇଥିଲେ
    ଝିଅ ମାଉସୀ ପାଖରେ ରହୁ

  • @srikanta671
    @srikanta671 2 года назад +109

    ଝିଅ ସେ ମାଉସୀ ଙ୍କ ପାଖରୁ ରହୁ
    ଯଶୋଦା ପାଖରେ ରହୁ, ତୁମେ କୁଆଡେ
    ଯାଇଥିଲ

  • @rabindrasahoo5059
    @rabindrasahoo5059 2 года назад +98

    ତୁ ଆଉ କହନା ଭଲ କହୁଚୁ ୮ବର୍ଷ କୋଉଠି ଥିଲୁ? ତୁ ତା ମା ନୁହଁ । ଯଦି ତୁମେ ତା ମା କେବେବି ୮ବର୍ଷ ଛୁଆ କୁ କେମିତି ଛାଡ଼ିଦେଇ ପାରିଲ ।

    • @priyamohanty4202
      @priyamohanty4202 2 года назад

      Ei bapa maa hoiparanti bt michara Sahara nouchanti kahuchi maa jhia ku vala Manisha Kariba se maushi kn avab karichanti ki so Daya kariki se maushi nku jhia ku diajau 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @TofanMohantaJhumar
    @TofanMohantaJhumar 2 года назад +128

    ଯିଏ ଏତେ ବର୍ଷ ଧରି ଝିଅକୁ ପାଳନ କରିଛି ଝିଅଟି ତା'ର

  • @prafullanayak9729
    @prafullanayak9729 2 года назад +66

    ଏମାନେ ମାଉସୀ ଙ୍କ ସମ୍ପନ୍ତି ଉପରେ ନଜର ଥିଲା, ଯେତେବେଳେ ସ୍ୱାର୍ଥ ହାସଲ ନହେଲା ଏମାନେ ନାଟକ କରୁଛନ୍ତି

  • @ganeshprasadbehera1448
    @ganeshprasadbehera1448 2 года назад +89

    ଆଜି ଯାଏ କୋଉଠି ଥିଲ।
    ଆଜି ଝିଅ ମନେ ପଡ଼ିଲା। ତମ ପରି ଲୋକଙ୍କୁ ଖାଲି ମାଡ଼ ଦରକାର।

  • @pramodkumarvlogs4429
    @pramodkumarvlogs4429 2 года назад +65

    ସେ ଝିଅ ତ ଏ ମାଉଷୀ ପାଖରେ ବହୁତ ଭଲରେ ଅଛି ତମେ ସେ ଝିଅକୁ କାହିଁକି ସେ ମାଉଷୀ ପାଖରୁ ନେବ.

  • @minuteshorts5880
    @minuteshorts5880 2 года назад +195

    ଝିଅ ମାଉସୀଙ୍କ ପାଖରେ ରହୁ 🙏🙏🙏

  • @niranjanbehera2019
    @niranjanbehera2019 2 года назад +128

    ଝିଅ ଯାହା ପାଖରେ ଅଛି ଭଲରେ ଅଛି, ତାଙ୍କ ପାଖରେ ରହୁ

  • @kunisign9742
    @kunisign9742 2 года назад +39

    ଝିଅ ମାଉସୀଙ୍କ ପାଖରେ ରହୁ👍

  • @Skumar-vm1qr
    @Skumar-vm1qr 2 года назад +20

    ହାତୀ ଜଙ୍ଗଲ ରେ ଥିଲେ ରାଜା ର କହୁଛୁ ଲାଜ ଲାଗୁନି ଏତେ ଦିନ ହେଲା କଉଠୀ ଥିଲୁ ଝିଅ କେମିତି ଅଛି କେବେ ଭାବିନୁ ଝିଅ ବଡ଼ ହେଲା ପରେ ମଣିଷ କରିବାକୁ ପ୍ରେମ ଉଚ୍ଛୁଳି ପଡୁଛି ତୁ ବହୁତ୍ ମଣିଷ କରିବା ଵାଲା ଫାଲତୁ ମାଇକିନା

  • @SebastianEberhart950
    @SebastianEberhart950 2 года назад +97

    ମାଉସୀ ଙ୍କୁ ପାଖରେ ଝିଅ ରହୁ
    ଯଦି ୟାଙ୍କ ପାଖରେ ଦେବେ ଅନ୍ୟାୟ ହେବେ

  • @kanaklatasamal470
    @kanaklatasamal470 2 года назад +19

    ପାଳିତ ମାଆ ପିଲାଟିକୁ ରଖିବାକୁ ହକଦାର୍ ।
    ଗର୍ଭଧାରିଣୀ ମାଆ ୮ବର୍ଷତଳେ କୁଆଡେ ଯାଇଥିଲା। ନିଜେ କହୁଛନ୍ତି ଅସୁବିଧା ଅନାଟନ ଭିତରେ ଥିଲେ ବୋଲି। ଯେବେ ଅନାହାର ରେ ପିଲାଟି ଚାଲିଯାଇଥାଆନ୍ତା। ଜୀବନ ବଞ୍ଚାଇଥିବା ମାଆ ହେଉଛି ବଡ଼।
    ଜୟ ଜଗନ୍ନାଥ।

  • @bulipradhan2476
    @bulipradhan2476 2 года назад +14

    ଝିଅଙ୍କୁ ଯିଏ ପାଲିଛି ଛୁଆଁ ତାହାର ,ଛୁଆଁ ନେବାର ଜନ୍ମ ଦେବା ମାଆ ର ଅଧିକାର ନାହିଁ। ପ୍ରଥମ ମହିଳା କୁଆଡେ ଯାଇଥିଲେ। ସେ ମାଉସୀ ର ଛୁଆଁ ତମକୁ ଦେବେନି

  • @niranjanbehera2019
    @niranjanbehera2019 2 года назад +42

    8 ବର୍ଷ ପରେ ଝିଅ କଥା ମନେପଡ଼ିଲା
    ଏ ମହିଳା କୁ ତା ସ୍ୱାମୀ କୁ ବାଇଡଙ୍କ ଲଗେଇକି ପିଟିବା କଥା

  • @kunaswain6677
    @kunaswain6677 2 года назад +31

    ଝିଅକୁ ପଚାର ଯାଉ ସେ କାହାପାଖରେ ରହିବ,ସବୁ ସମାଧାନ ହେଇଯିବ,କୃଷ୍ଣଙ୍କର ମା ଯଶୋଧା ଦେବକୀ ନୁହେଁ।ଜୟ ଜଗନ୍ନାଥ।

  • @buduramgouda7690
    @buduramgouda7690 2 года назад +9

    ଝିଅ ମାଉସି ପାକେ ରହୀଵ ସିଏ ପାଳୀ ପସି ମଣିଷ କରୀଛି ଜନ୍ମ କଳା ମାଆଖୁ ମନେ ନାହିଁ ୮ ବର୍ଷ ଏଳା ମାଉସି ହଁ ନିଜ ମା ମା ଜୟ ଜଗନ୍ନାଥ 🙏🙏🙏♥️♥️♥️👌👌👌

  • @mrdipakcreation3683
    @mrdipakcreation3683 2 года назад +15

    ଝିଅକୁ ଯିଏ ପାଳିଥିଲେ ତାଙ୍କ ପାଖରେ ରହିବା ଦରକାର....ନାକି ଯିଏ ଜନ୍ମଦେଇ ଥିଲେ...

  • @rameshbehera4537
    @rameshbehera4537 2 года назад +14

    ଆଠବର୍ଷ ଜିଏ ପାଳିଚି ଝିଅ ନାରେ ବହୁତୁ କିଛି କରିଛି ତୁ ଜନ୍ମ ଦେଇ କଣ କରିଛୁ ଝିଅ ନାରେ କେତେ ଟଙ୍କା ରଖିଛୁ ଆଗ ପ୍ରମାଣ ଦେଖା ଛୁଆ ଜନ୍ମ ବଡକଥା ନୁ୍ହଁ ଛୁଆକୁ ଛଟରୁ ବଢକରି ଥିବା ସେ ମାକୁ ପଚାର

  • @cutekajal4068
    @cutekajal4068 2 года назад +16

    ଜନ୍ମ ଦେଲେ କିଏ ମା ହେଇଯାଏନି ଯିଏ ପାଳିଛି ସିଏ ହେଉଛି ପ୍ରକୁତ ମା ଏତେ ଦିନ କୁଆଡେ ଯାଇଥିଲ ଆଜି ଝିଅ କଥା ମନେପଢୁଛି ସେ ଝିଅ କୁ ଯିଏ ପାଳିଛି ସେ ମାଉସି ଙ୍କୁ ଦିଆଯାଉ

  • @rudranshsekharnaik1229
    @rudranshsekharnaik1229 2 года назад +10

    ଜନ୍ମ ଦେଇ ମାରିଦେବାକୁ ଯାଉଥିଲା ଯିଏ ବଞ୍ଚେଇ ରଖି ଲାଳନପାଳନ କରି 8 ବର୍ଷ ରଖିଛି ସେ ତାର ପ୍ରକୃତ ମାଆ।ତାଙ୍କୁ ଦିଆଯାଉ ।ଏତେ ଦିନ କୋଉଠି ଥିଲା ।ତାର ଜନ୍ମ କଲା ମାଆ

  • @RajendraKumar-tf9kg
    @RajendraKumar-tf9kg 2 года назад +13

    ଝିଅ ମାଉସୀ ରଖୁ ମାଉସୀ ଆପଣ ଠିକ୍ କହୁଛନ୍ତି
    ଝିଅର ସବୁ କାଗଜ କରିବାପରେ ଫେରାଇ ଦେବା ଆଗରୁ କାଗଜ ପତ୍ର ଠିକ୍ କାନ୍ସେଲ୍ଡ କାରି ଫେରାଇବା
    ଉଚିତ୍ ମାଉସୀ ଆପଣ ଆପଣଙ୍କର ବିପଦ ଆସି ପାରେ

  • @Abhaya664
    @Abhaya664 2 года назад +20

    ଜନ୍ମ କଲା ମା ଆଗରୁ ଯାଇଥିଲା କୁଆଡେ....???? ଏବେ ନବ କହୁଛି।। ଝିଅ
    ପଳାନ୍ତ। ମା ପାଖରେ ରହିବ.....ok

  • @jagannathpanigrahi5286
    @jagannathpanigrahi5286 2 года назад +28

    ବର୍ତ୍ତମାନ ପିଲାଟି ଭଲ ଅଛି ,ଥାଉ। । ଅନ୍ୟ ଜଣେ ଜନ୍ମ କରିଥିବା ଯଦି ସତ, ସେମାନେ ଆସି ଦେଖି କରି ଯାଉଥୂଵେ। ଏମିତି ଝିଅଟି ଭଲରେ ଥାଉ।

  • @swapnilraja1409
    @swapnilraja1409 2 года назад +6

    ହଉରେ ମାଆ ସେ ଛୁଆ ତାଙ୍କ ପାଖରେ ରହୁ। ତୁ ବି ତାଙ୍କ ମାଆ ଦୁଇ ଜଣ ଯାକ ପାଳନ୍ତୁ 🙏🙏🙏ସେ ବି ଗୋଟେ ଭଲ ମା ଜଣେ🙏🙏🙏🙏

  • @ramaniranjanroutray7851
    @ramaniranjanroutray7851 2 года назад +9

    ଯଦି ପାଳନ କଲା ମା କୁ ଛୁଆ ନ ଦିଆ ଯାଏ ତାହେଲେ ଆମକୁ ଧରି ନେବାକୁ ହେବ ଯେ ଆମ ଆଇନ ଗୋଟେ ଅତି ରୁଗଣ ଆଉ ବିଭତ୍ସ ଆଇନ I ଯୋଉ ଆଇନ ବ୍ୟବସ୍ଥାରେ ସ୍ନେହ ,ପ୍ରେମ ,ବାତ୍ସଲ୍ୟ , ମମତା , ଭାବାବେଗ ର ଟିକେ ବି ସମ୍ମାନ ନାହିଁ ସେ ଆଇନ ଅପେକ୍ଷା ବଣରେ ରହୁଥିବା ଆଦିମ ଅଧିବାସୀ ମାନଙ୍କ ଆଇନ ଶହେ ଗୁଣ ଭଲ ହେଇଥିବ ନିଶ୍ଚୟ I

  • @rubmks7687
    @rubmks7687 2 года назад +31

    , ମାଉସି ପାଖରେ ରହିବ

  • @srikanta671
    @srikanta671 2 года назад +29

    ଏ ତେ‌ଦିନ କୁ ଆଡେ ଯାଇଥିଲ
    8ବଷ କୁଆଡେ ଯାଇଥିଲ

  • @sureshbhoi4702
    @sureshbhoi4702 2 года назад +11

    ସେ ଯାହାହେଉ, ମାଉସୀ ଙ୍କ ମହାନତା ଆଗରେ ବାପା, ମା'ଙ୍କର କର୍ତ୍ତବ୍ୟର ମୂଲ୍ୟ ଫିକାପଡୁଛି କିନ୍ତୁ ଝିଅର ଜୀବିତ ବାର୍ତ୍ତାରେ ଜନ୍ମକଲା ମା'ର ହୃଦୟ ନିଶ୍ଚୟ କଷ୍ଟକର ହେଉଥିବ ।
    ଏଥିରେ ବାପାର ଦୋଷ ଜଣାପଡ଼ୁଛି ।

  • @sunilnahak1115
    @sunilnahak1115 2 года назад +8

    8ବର୍ଷ ହେଲା କୋଉଠେ ଥିଲ ଏବେ ଆସିକି ଦାବି କରୁଛ ଝିଅ ମାଉସୀ ପାଖରେ ରହିବ

  • @dillipkumar19
    @dillipkumar19 2 года назад +34

    ପାଳିଥିବା ଯଶୋଦା ମା ପଖରେ ରହିବ..100%

  • @vilegeboylitu..1793
    @vilegeboylitu..1793 2 года назад +19

    ସେ ମାଉସୀ ପାଖରେ ରହିବା ଦରକାର

  • @sunilsahoo7434
    @sunilsahoo7434 2 года назад +9

    Mam in green saree. Salute to you for saving a girl child. This lady in orange colour saree is a criminal.

  • @malikraju9078
    @malikraju9078 2 года назад +9

    ସେ ଝୀଅ ମାଉସୀର ହକ ହେଉଚୀ ଏତେ ଦୀନ ହେଲା ସେ ମାଇକୀନା କୁଆଡେ ଜାଇଥୀଲା ଏଵେ ସୈମି ପାଇଗଲା ପରେ ଛୁଆକୁ ଖୁଜୁଚୀ ଆଗରୁ ଖୁଜୀ ପାରୀ ଥାତା

  • @tecnolenovo7614
    @tecnolenovo7614 2 года назад +9

    ମାଉସୀ ପାଖରେ ହିଁ ରହିବା ଉଚିତ୍

  • @sasmitadas81
    @sasmitadas81 2 года назад +18

    Raktaku panikri🤱ratira nidaku anidrakari🤱chatire jabudi dhari 8barasa jou maa palana karichi sepila sehi maa pakhare rahiba🤱🤱🤱🤱

  • @shreeliptaswain3799
    @shreeliptaswain3799 2 года назад +8

    ଝିଅ ପାଳିତ ମା ପାଖରେ ରହିବା ଉଚିତ୍,---୧୦୦%

  • @sitagochhayat1901
    @sitagochhayat1901 2 года назад +8

    ମାଉସୀ ପାଖରେ ଏଇ ଝିଅ ରହୁ

  • @basantapradhan8883
    @basantapradhan8883 2 года назад +7

    ଝିଅ ମାଉସୀ ପାଖରେ ରହିବା ହିଁ ଉଚିତ୍

  • @Samiraroul045
    @Samiraroul045 Год назад +2

    ଏ ସ୍ତ୍ରୀ ଲୋକ ର କଥା ମିଛ ଲାଗୁଛି।ଝିଅ ମାଉସୀ ପାଖରେ ରହୁ.......🙏🙏🙏🙏

  • @gatikrushnadhal5232
    @gatikrushnadhal5232 2 года назад +8

    ଝିଅ ମାଆ ଯଶୋଦା ଙ୍କ ର ପାଖେ ରହିବ

  • @amitraut752
    @amitraut752 4 месяца назад

    ଯିଏ ପାଳନ କରିଥାନ୍ତି ଆଜି ପର୍ଯ୍ୟନ୍ତ ଛାଡିବ କିପରି ୮ ବର୍ଷ ପରେ, ଆସି ଛୁଆ ଖୋଜି ଲେ କାହିଁକି ଏହି ମାନେ

  • @jharanachandan7184
    @jharanachandan7184 2 года назад +15

    ଛୁଆ ମାଉସୀ ପାଖେ ରହୁ

  • @sasikantansingh1155
    @sasikantansingh1155 6 месяцев назад

    ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏🙏🙏🙏

  • @bhabanisankardas8641
    @bhabanisankardas8641 2 года назад +9

    ସ୍ୱାମୀ ନେଇକି ଆସିଲା ଭାରି ତା ମାନେ ଝିଅ କୁ ତା ବାପା ନେଇ ଆସି ସହର ରେ ରହିଲା ତା ସ୍ତ୍ରୀ କୁ ପଚାରିଲା ନି ତେଣୁ ସ୍ତ୍ରୀ ତ ବିଶ୍ୱାସ ରେ ଝିଅ କୁ ବାପା ସାଙ୍ଗେ ଛାଡିଥିଲା ଏବେ ବାପା

  • @BasantaPradhan-vs4bt
    @BasantaPradhan-vs4bt 11 месяцев назад

    ଝିଅ ଯୋଷୋଦ ମା ର❤❤

  • @jitubenua5269
    @jitubenua5269 22 дня назад +1

    Help କରନ୍ତ class ଏଇ college ରେ ହଉ ନାହିଁ please help karantu ❤❤❤

  • @susantakupattnayak7043
    @susantakupattnayak7043 2 года назад +5

    ଜନମ କରିଦେଲେ ବଡହେଇପାରିବନି ଜିଏ ପାରୁଛି ସବୁ କଷ୍ଟ ସହି ସେ ହେଉଛି ମା ଛୁଆ

  • @SradhanjaliSinghMohanty
    @SradhanjaliSinghMohanty 2 месяца назад

    ଝିଅର ଯେତେବେଳେ ଆଧାର ଓ ଅନ୍ୟାନ୍ୟ କାଗଜ ପତ୍ର ତିଆରି କରିଥିଲେ ସେତେବେଳେ ଏ ବାପ ହସ୍ତକ୍ଷେପ କଲାନି କାହିଁକି? ଆଉ ଝିଅ ହାତରୁ ରାକ୍ଷୀ କେମିତି ବନ୍ଦୁଥିଲା ମୂର୍ଖ

  • @rupalisatapathy1452
    @rupalisatapathy1452 2 года назад +5

    ଖାଲି ଜନ୍ମ କରିଦେଲେ କେହି ମା ହେଇଯିବ ନି ଯିଏ ଲାଳନପାଳନ କରିଖି ରଖିଚି ସେ ହିଁ ପ୍ରକୁତ ମା

  • @ଓଡ଼ିଆମନରଞ୍ଜନ
    @ଓଡ଼ିଆମନରଞ୍ଜନ 2 года назад +8

    8 barsa helani soethila kouthi ???

  • @sarojkumarnaik4617
    @sarojkumarnaik4617 2 года назад +14

    Abhiously jasoda nka adhikara prathame

  • @sadshayari229
    @sadshayari229 2 года назад +3

    ଶୁଣ ଗୋଟେ ଭୋଟ କରାଯାଉ online ରେ ଯାହାର ଜନ ମତ ଅଧିକ ହେବ ଝିଅ ତା ପାଖରେ ରହିବ

  • @susamajani7112
    @susamajani7112 2 года назад +9

    Mausi pakhare rahu🙏🙏🙏

  • @nityabharasagria4941
    @nityabharasagria4941 7 месяцев назад

    ସେ ମାଉସୀ ପାଖରେ ରହୁ ଜୟ ଜଗନାଥ

  • @sanjeevdash1287
    @sanjeevdash1287 Год назад

    ଏତେଦିନ କୋଉଠି ଥିଲୁ ଛୁଆ କୁ ଛାଡିଦେଲୁ ଏବେ କାହିଁକି ଛୁଆ ପାଇଁ ବ୍ଯସ୍ତ। ଏତେଦିନ ଯେତେବେଳେ ପାଳି ପୋଷୀ ବଡକଲେ ଆଜି ନେଇଯିବୁ ୱା ଭାରିସିଆଣୀ ଜଦି ଛୁଆ ମରିଯାଇଥାଆନ୍ତା ତେବେ?ଆଜି ପାଇଥାଆନ୍ତୁ ସେ ମାଉସୀ କେତେ ମହାନ ତାର ପାଦ ଧରି କ୍ଷମା ମାଗ ଛୁଆ ତୋର ଖୁସିରେ ଅଛି ଯଦି ପାରୁଛୁ କିଛି ସହାୟତା କର।

  • @swopnacreations8609
    @swopnacreations8609 2 года назад +5

    Jie palichi sei tar prakruta maa 🙏🙏

  • @RAJUPUJARI-ce3su
    @RAJUPUJARI-ce3su 8 месяцев назад +1

    ଝିଅ ଜନ୍ମ ଦେଇ କାହିଁକି ଛାଡି ଥିଲୁ

  • @benudharpal3236
    @benudharpal3236 2 года назад

    ଝିଅ ମାଉସୀ ପାଖରେ ରହିବା
    ଏ ଶଳା ହାରାମି କୁ ଜେଲରେ ରଖାଯାଉ
    ମାଆ ସିନା ଜ।ନିପରିଲାନି ହାରାମି ଆଠ ବର୍ଷ ହେଲା କୋଉଠି ସୋଇଥିଲେ ।
    ଏ ମାନଙ୍କୁ ଯଦି ଝିଅକୁ ଦିଆଯାଏ ତ ହେଲେ
    ଏ ମାନେ ତାକୁ କୁଆଡେ ଚାଲାଣ କରିଦେବେ

  • @benubehera8285
    @benubehera8285 2 года назад +3

    ମାଉସୀ ପାଖରେ ଝିଅ ରହୁ ୧୨ ବଂଶ ପରେ ନବ ଝିଅ କହିବଖାହାପାଖରେ ରହିବ

  • @luckythegamer1968
    @luckythegamer1968 2 года назад +2

    ଭଲ କାହାଣୀ ସୁଣୋଉଛି ।

  • @alokmaharana1499
    @alokmaharana1499 2 года назад +2

    ଝିଅକୁ ଭାଇ ସେ ମାଉସି ରଖୁ ଜମା ସେ ସ୍ତ୍ରୀ ଲୋକକୁ ନ ଦିଆଯାଉ 8 ଆଠ ବର୍ଷ ହେଲା ସେ କୋଉଠି ଥିଲା ତାକୁ ନେଲେ ସେ ପୁଣି ବିକିଦବ ତାକୁ ଦିଅନି

  • @ataseeaparajita1902
    @ataseeaparajita1902 2 года назад +9

    Palithiba mausi jhia ku rakhiba thik

  • @alokmalikvideo
    @alokmalikvideo 2 года назад +6

    8 barsa hela kouthi thilu

  • @alokmalikvideo
    @alokmalikvideo 2 года назад +6

    Bhala manisa karibu sethi pain chhadi deithilu

  • @satyanaik3558
    @satyanaik3558 2 года назад +6

    ଏତେ ଦିନ କୁଆଡେ ସୁଇଥିଲୁ

  • @amanstarcreation6437
    @amanstarcreation6437 2 года назад +3

    ଲୋ ଛୁଆକୁ ବିକିଥିଲୁ କାହିଁକି ଏବେ କହୁଚୁ ଛୁଆ ମୋର, ସେ ଛୁଆ କୁ ଯିଏ ପାଳିଛି ସେ ଛୁଆ ତାର ତୋର ଆଉ କିଛି ଅଧିକାର ନାହିଁ,,

  • @banumaharana4028
    @banumaharana4028 Год назад +1

    ଯଶୋଦା ମା ର

  • @manojbehera4792
    @manojbehera4792 2 года назад +5

    Daughter should stay with mausi

  • @lakshmidharmishra5837
    @lakshmidharmishra5837 2 года назад +6

    The woman who is demanding as her mother after 8 years should be punished as she had played with the life of a girl child.

  • @sameernahak5134
    @sameernahak5134 2 года назад +4

    Bhai aete Dina hela kouthi thilla ki 8/9 years hela

  • @lakhantudu2543
    @lakhantudu2543 2 года назад +1

    ମୁଁ ରାଗ ସମ୍ଭାଳି ପାରୁନି
    ଝିଅ ନେବା ପାଇଁ ଆସିଛନ୍ତି,ବିଧା, ଗୋଇଠା ସବୁ ତାଙ୍କ ଦେହରେ ପଡିବା ଦରକାର

  • @ghareluzindegisubash1269
    @ghareluzindegisubash1269 2 года назад +8

    Natak baji 8 year kuade thila bapa .maa

  • @funwithscience1996
    @funwithscience1996 2 года назад +3

    ମାଉସୀ ପାଖରେ ଝିଅ ରହିବା ଦରକାର

  • @pabitrajenapabitrajena5344
    @pabitrajenapabitrajena5344 10 месяцев назад

    ଝିଅ ମାଉସୀ ପାଖରେ ରହିବାଟା ଠିକ୍

  • @sabitaodiavlogs6006
    @sabitaodiavlogs6006 2 года назад +5

    Jiye rakhi chanti 8 barsa tanko pakhe jhio rahu

  • @sukantakalpana3274
    @sukantakalpana3274 2 года назад +5

    Mausi jhia ku jama deantu nahi

  • @ankurgiri3684
    @ankurgiri3684 2 года назад +2

    Josadar👍

  • @krushnasahoo7401
    @krushnasahoo7401 2 года назад

    Jhia Yashodara.
    Who is the mother of Lord Krushna?
    whether Debaki Or Jashoda.
    Jay Sri krishna.

  • @jambeswarjena6270
    @jambeswarjena6270 2 года назад +2

    Aare wba thanks 🙏🙏🙏
    Aaji Kali amiti hauchhi

  • @satyapandaofficial4844
    @satyapandaofficial4844 2 года назад +5

    ଆମ ସମାଜ ଏବେ ଏମିତି ହେଇଗଲାଣି ଏଠାରେ ସମସ୍ତଙ୍କ ର ଦୋଷ ଅଛି , ହେଲେ ସେ ଛୋଟ ପିଲାଟି କ'ଣ କରିବ ?

  • @__ayushman__
    @__ayushman__ 2 года назад +6

    Emiti loko jiye gote jhia ku nija pakhare rakhi parunahanti, they don't deserve to give birth to a new life 😑 sata Katha, aji jain kan soithila....I surely feel kichi gote reason acchi for which they are asking for the child.

  • @pujapriyatapanvlog8829
    @pujapriyatapanvlog8829 2 года назад +5

    Ate dina hela maa kauthi thila

  • @birensamal2050
    @birensamal2050 2 года назад +5

    ମାଇକିନା ବହୁତ ଚାଲାକ୍ ଦେଖୋଉଚି ଏତେ ଦିନ ହେଲା ଗାଣ୍ଡି ମରୋଉଥିଲୁ

  • @mausumisahoo289
    @mausumisahoo289 2 года назад +4

    ମୁଁ କହୁଚି ଏ ମାଆ ବାପାକୁ ପିଟ ଯସଦା ମାଆକୁ ଦିଅ

  • @atalpradhan2956
    @atalpradhan2956 2 года назад +2

    Maa tume mahan

  • @niranjanmangaraj5335
    @niranjanmangaraj5335 2 года назад +1

    Right didi

  • @laksheswarsahu3515
    @laksheswarsahu3515 2 года назад +9

    ତାର ବାପା କୁ ପିଟ

    • @bipramahapatro4875
      @bipramahapatro4875 2 года назад +1

      Se jhio ku biki chhanti puni au kahaku bikibe a mm bapa marijiba bhala se mausi bada kala kete tanka kharcha kari thiba

  • @alokmalikvideo
    @alokmalikvideo 2 года назад +6

    Jia palichi sia rakhiba karana tahara heuchi jhia

  • @kshireswarikishan8393
    @kshireswarikishan8393 2 года назад +4

    jhia mausi nka pakhare hi thau

  • @PradipMalik-bu6cc
    @PradipMalik-bu6cc 4 месяца назад

    ଯିଏ ଯାହା କହୁ ପାଳିତ ଯିଓକୁ ଦିଅନି
    ଯିଏ ପଳିଚି ସେ ରଖିବ ❤❤❤❤❤❤

  • @Ukstatus24
    @Ukstatus24 2 года назад +1

    ଓ ଦିଦି 8 ବରସ୍ କେନେ ଥିଲ ଗୋ ଜଦି ତମର୍ ଝିଅ ଥିଲା ତ ହେତେ ଛୋଟ ଛୁଆ କେ ହେତେ ଦିନ୍ ନାଇ ଦେଖି କରି କେନ୍ତା ରହିଗଲ । ଆମେ public ଭାଇ ମାନେ ଚାହୁଛୁ ଜେ ସେଇ ଝିଅ ଛୁଆ ମାଉସି ଙ୍କ ପଖରେ ରହିବ 🙏🙏🙏💯

  • @babulcreation5376
    @babulcreation5376 2 года назад +5

    Jhia jaha pakhare achi seithi thau

  • @pinkibaral9391
    @pinkibaral9391 2 года назад +1

    Mausi nku milu jhia plzz 🙏🙏🙏🙏🙏🙏🙏🙏🙏🙏🙏🙏

  • @evaranipadhihari5868
    @evaranipadhihari5868 2 года назад

    ମିଛ କହୁଛନ୍ତି ଏମାନେ।

  • @jitubenua5269
    @jitubenua5269 22 дня назад +1

    A i college re patha padibaku ta tike bi bhal lagu nai class jamaru ta hau nai ta paisa kharcha kari college Kie jiba