ରାତିରେ ଶୋଇବା ପାଇଁ ବିଲ 1 ଲକ୍ଷ 36 ହଜାର | Utkal Hospital Bhubaneswar's Sky Rocketing Charges

Поделиться
HTML-код
  • Опубликовано: 14 апр 2021
  • ରାଜଧାନୀରେ ଉତ୍କଳ ହସ୍ପିଟାଲର ଦାଦାଗିରି । ଅପରେସନ ସକ୍ସେସ କିନ୍ତୁ ପେସେଣ୍ଟ ଡେଡ୍‌ । ଏଭଳି ଫଣ୍ଡା ପକାଇ ଗରିବଙ୍କ ରକ୍ତ ଶୋଷୁଥିବା ଅଭିଯୋଗ...
    Watch latest news updates LIVE on Argus News. Your one-stop destination for news on politics, entertainment, sports, gadgets, business and more.
    Argus News is Odisha’s most popular Odia Web News Channel. In a short time, it redefined the limits and has set new standards for journalism in Indian news television through its differentiated programming and philosophy of inclusive journalism the spirit of ‘Whatever It Takes'. As per its tagline "Satyara Sandhana", it continues to tell Odisha’s window to all over the world and world’s window into Odisha.
    To stay updated on-the-go,
    Visit Our Official Website: www.argusnews.in
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    RUclips: / theargusnewsodia
    Twitter: / argusnews_in
    Instagram: / argusnewsin
    You can WhatsApp your News at - 8480612900
    ଅର୍ଗସ୍ ଓଡ଼ିଶାର ସର୍ବଶ୍ରେଷ୍ଠ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ।
    ଅର୍ଗସ୍ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ମନୋରଞ୍ଜନ, ଜୀବନଚର୍ଯ୍ୟା, ପ୍ରଯୁକ୍ତିବିଦ୍ୟା, ବ୍ୟବସାୟ ଓ ସ୍ୱତନ୍ତ୍ର ଖବର ଅତିଶୀଘ୍ର ଆପଣଙ୍କ ପାଖରେ ପହଞ୍ଚାଏ ।
    ଅର୍ଗସ୍ ସହ ଯୋଡି ହୋଇ ରୁହନ୍ତୁ |
    #ArgusNews #OdiaNews

Комментарии • 1,2 тыс.

  • @takecare9335
    @takecare9335 3 года назад +217

    ମୁଁ ଗୋଟେ ଗରିବ ପରିବାରର ପିଲା କହୁଛି ସତକଥା ଭାଇ ଯଦି ଆମକୁ ଏକ ଲକ୍ଷ ଛତିଶ ହଜାର ମିଳିଗଲେ କେତେବର୍ଷ ବଞ୍ଚିବୁ ତାର ଠିକଣା ନାହିଁ ।
    ଆମ ଭଳିଆଙ୍କୁ ଯଦି ସେତିକି ବିଲ ହେଉଛି ତା ହେଲେ ଶବ ସହିତ ନିଜର ଶବ ମଧ୍ଯ ବାହାରିବ

  • @sonumasti67
    @sonumasti67 3 года назад +274

    ନ୍ୟାୟ ନ ମିଳିବାରୁ ଲୋକ ମାଓବାଦୀ ହୋଇଯାଆନ୍ତି
    ସକ୍ଷପରେ କହୁଛି

    • @odiablogingvideo1267
      @odiablogingvideo1267 3 года назад +8

      Mor ta bahut e6a a6i maobadi habare

    • @odiablogingvideo1267
      @odiablogingvideo1267 3 года назад +3

      Kahnikina sabu bada loko nka a sabu kama khali ama bhali gariba loko nku Hairan kariba pain paisa khaiba pain

    • @guddukakitchen6666
      @guddukakitchen6666 3 года назад +2

      Bhai kichi kara maobadi heiki Sala Sabu chora hospital aau mc police marile maza asiba

    • @piratesomu7433
      @piratesomu7433 3 года назад +3

      Bhai mate bi dakiba ee duniate au maanabikata nahi Sabu dekhiki chi chi laguchi 😔

    • @razztech3946
      @razztech3946 3 года назад +1

      Right bro

  • @mohapatraliza3383
    @mohapatraliza3383 2 года назад +9

    ଏଡାଙ୍କୁ ଜିଅନ୍ତା ପେଟ୍ରୋଲ ଢ଼ାଳି ଜଳାଇଦିଆଯାଉ। ଯିଏ ଅନ୍ୟର ଜୀବନ ସହ ଖଳୁଛନ୍ତି ସେମାନେ ଆଉ କହାସହ ଖେଳିବା ପୂର୍ବରୁ।। ଗରିବ ବୋଲି ଠକିବା।।। ମରୁନ।।।।

  • @mixturemaja.starbapunu7250
    @mixturemaja.starbapunu7250 3 года назад +66

    😠😠😠ହସପିଟାଲକୁ ତୁରନ୍ତ ସିଲ କରାଯାଉ😡😡 ।ସବୁ ଚୋର ମାନେ ଏଠି ଅଛନ୍ତି ।ପ୍ରବଳ ମାତ୍ରାରେ ଶେୟାର କରନ୍ତୁ ଯେମିତିକି ଆଉ କେହି ହ୍ଇରାଣ ନହୁଅନ୍ତୁ ।🙏🙏🙏

  • @sonumasti67
    @sonumasti67 3 года назад +126

    ଥରେ ଭାବିକି ଦେଖ ଗୋଟେ ପରିବାର େର ଗୋଟେ ଲୋକ ମରିଗଲେ କେତେ କଷ୍ଟ ହୁଏ
    ଆରେ ସେଥିପାଇଁ ଲୋକ ମାଓବାଦୀ ହୋଇଯାଆନ୍ତି

    • @manasamajhi8925
      @manasamajhi8925 3 года назад +1

      Right

    • @pppp418
      @pppp418 3 года назад

      Right kahilo bhaii a manank pain sabu vl pila aji maobadi re jauchanti,mu selut karuchhi maobadi bhai mananku, sabu garibo lok mananku sahajya karuchanti

  • @sureshpatnaik6537
    @sureshpatnaik6537 3 года назад +198

    ତୁରନ୍ତ ମେଡିକାଲକୁ ସିଜ୍‌ କର

  • @pramodmanna9854
    @pramodmanna9854 3 года назад +28

    ସରକାର ଜବାବ୍ ଦିଅ

  • @ramakantamallick3574
    @ramakantamallick3574 3 года назад +11

    ଦୟାକରି ଟଙ୍କା ଫେରସ୍ତ କରି ଦିଆଯାଉ।
    ମେଡିକାଲ ସିଜ୍ କରା ଯାଉ।

  • @asimabhasswain3833
    @asimabhasswain3833 3 года назад +212

    ବହୁତ ବଡ ବଡ ମୁଣ୍ଡି ଅଛନ୍ତି Partner.. ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

    • @adityaprasadmohapatra6253
      @adityaprasadmohapatra6253 3 года назад +3

      Thik kahila bandhu...

    • @PSS-su1jw
      @PSS-su1jw 3 года назад +1

      ଠିକ୍ କହିଲେ

    • @ravijakaka7804
      @ravijakaka7804 3 года назад

      Magya mane lutuchanti

    • @manasdash2178
      @manasdash2178 3 года назад +1

      ଡାକ୍ତରଖାନାର ଲାଇସେନ୍ସ ରଦ୍‌ କରାଜାଉ

  • @biswajitsethi7008
    @biswajitsethi7008 3 года назад +326

    ଚିକିତ୍ସା ନାଁରେ କେବଳ ଲୁଟ ଚାଲିଛି... ସରକାର ଅନ୍ଧ

    • @AllinONE-gi1lm
      @AllinONE-gi1lm 3 года назад +6

      Hospital ku jali dea..

    • @nareshmaharana6786
      @nareshmaharana6786 3 года назад +10

      ଓଡ଼ିଶା ରେ ଯେତେ ପ୍ରାଇଭେଟ୍ ମେଡିକାଲ , ପ୍ରାଇଭେଟ୍ ସ୍କୁଲ କଲେଜ , ଯାତ୍ରା ପାଟି ଅଛି ସାବୁ ସରକାରଙ୍କ MLA, MP କର ,ଏଠି ସେମାନେ ଏ ସାବୁ କରି ଓଡିଶା ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି

    • @babula2011
      @babula2011 3 года назад +3

      Vai Sarkar sabu jannichhanti,maal miluchhi naaa

    • @kartikbehera4226
      @kartikbehera4226 3 года назад +5

      Government miski a sabu karuchi

    • @jyotirmayeepatro6108
      @jyotirmayeepatro6108 3 года назад

      @@nareshmaharana6786 right bhi

  • @chinmayapradhan5907
    @chinmayapradhan5907 3 года назад +23

    ଆରେ ଭାଇ ବଡି ଚେକ୍ କର ।କିଛି ପାଟ୍ ଚୋରି ହେଇନି ତ

    • @God14366
      @God14366 3 года назад +1

      Sata kahila bhai

  • @sujatapraharaj3892
    @sujatapraharaj3892 3 года назад +11

    ଶିକ୍ଷା ଓ ସ୍ୱାସ୍ଥ୍ୟ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଓ ଲାଭଦାୟକ ବ୍ୟବସାୟ । ଜନତା ସଂପୂର୍ଣ୍ଣ ଅସହାୟ, ଆଉ ଏମାନେ ପୋଖତ ବେପାରୀ । ଧର୍ମ ନ ସହୁ ଏମାନଙ୍କୁ ।

  • @bhagirathibisoyi1322
    @bhagirathibisoyi1322 3 года назад +123

    ଓଡିଶା ର ଡାକ୍ତର ମାନେ ଆଉ କେତେଦିନ ଗଲେ ମାଟି ପଥର ବି ଖାଇଯିବେ? କାରଣ ଆମ ରାଜ୍ୟର ସ୍ୱାସ୍ଥ୍ୟ ବବ୍ୟଷ୍ଟା ଠିକ ନାହିଁ

  • @chandrapanda7222
    @chandrapanda7222 3 года назад +86

    ବାଗଚି sir ଯେଉଁ ମେଡିକାଲ ଭୁବନେଶ୍ୱର ରେ ତିଆରି କରିବେ ଏହି ପରି ହେବ ନାହିଁ ତ?

  • @satyamshivam4203
    @satyamshivam4203 3 года назад +19

    ସ୍ବାସ୍ଥ୍ୟ ବିଭାଗ ତ କେବଳ ନାମକୁ ମାତ୍ର ଅଛି।

  • @Manoranjan1900
    @Manoranjan1900 3 года назад +11

    ସରକାର ଏମିତି hospital କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । Inquiry କରି step ନିଅନ୍ତୁ

  • @paramanandabehera8403
    @paramanandabehera8403 3 года назад +55

    ଏହି ହସ୍ପିଟାଲ କୁ ଗବର (Gabbar)ଦରକାର

  • @sonumasti67
    @sonumasti67 3 года назад +62

    ପୋଲିସ୍କୁ କିଛି ଲାଞ୍ଚ ଦେଇଦେବେ ଖେଳ ଖତମ
    ପୋଲିସ ମାନଙ୍କୁ ନୁହେ ମୋର ସମସ୍ତ ସରକାରି ଉପରେ ନିର୍ଭର କରି ଚଳୁ ଥିବା ଗରିବମାନଙ୍କୁ ସାହାୟ୍ଯ କରନ୍ତୁ

    • @pppp418
      @pppp418 3 года назад +1

      Odissa police fist no1 lanchuaa,sarakar aji nahi election bele sabu asibe,

  • @arunpadhan6091
    @arunpadhan6091 3 года назад +14

    ସରକାର ଙ୍କ ତରଫରୁ ତଦନ୍ତ ପାଇଁ ଅନୁରୋଧ, check the scandal 🙏

  • @odiaboydhirendra
    @odiaboydhirendra 3 года назад +8

    ହସ୍ପିଟାଲ ସିଲ ହଉ

  • @gayatrijena370
    @gayatrijena370 3 года назад +83

    Hospital ku band kara au sabu doctor nku suspend kara , gote pala chaleichanti , nija ra hele janibe

    • @smitasahoo29
      @smitasahoo29 3 года назад +4

      Han se hospital band Kariba katha

    • @jitusahu5505
      @jitusahu5505 3 года назад

      Hospital re niaa lagaeiba darkaar

    • @jitusahu5505
      @jitusahu5505 3 года назад

      @@smitasahoo29 hospital re niaa lagajaau

    • @jitusahu5505
      @jitusahu5505 3 года назад

      Medical ku podidia

    • @sachidanandaswain2556
      @sachidanandaswain2556 3 года назад

      Govt medical thau thau emane private medical januchanti kanhiki...

  • @prabhudattapadhan9696
    @prabhudattapadhan9696 3 года назад +46

    Hospital ku blasting karidiajau

  • @Public580
    @Public580 6 месяцев назад +4

    ମୋ ସହ ବି ଏମିତି ହୋଇଛି ଭୁବନେଶ୍ୱର କୀମସ ହସ୍ପିଟାଲ ରେ ସବୁ ଆଡେ ଦୁର୍ନୀତି ଚାଲିଛି ବିଜେଡି ନେତା ଓ ମେଡିକାଲ ଷ୍ଟାଫ ଏଥିରେ ସାମିଲ

  • @KNOWLEDGELEARNING89
    @KNOWLEDGELEARNING89 3 года назад +26

    Ae gote hospital nuha,Bbsr ra prya sabu hospital re emati chalechi....😭😭

  • @AjayKumar-rr2mv
    @AjayKumar-rr2mv 3 года назад +53

    ମାଳ ମାଳ ସ୍ୱାସ୍ଥ୍ୟ ଯୋଜନା କାହା ପାଇଁ?

  • @rajkumardharua3889
    @rajkumardharua3889 3 года назад +28

    Hospital Ku Pura luck Kara jau

  • @TheSibaSwain
    @TheSibaSwain 3 года назад +8

    ଉତ୍କଳ ନା ଟା କଣ ଲାଗି ବଦନାମ କରୁଛ। ତମ ନା ଲୁଟେରା ହସ୍ପିଟାଲ ଟା ଭଲ ହବ।

  • @sagarbaskey143
    @sagarbaskey143 3 года назад +7

    ଚିକିତ୍ସା ନାଁ ରେ ଚାଲିବ ଲୁଟ୍ । ସାଧାରଣ ଜନତା ଉପରେ ଏମିତି ଅତ୍ୟାଚାର ଚାଲିବ ।ଆଉ ପ୍ରଶାସନ ଶୋଇ ରହିବ ।
    ଏ ହେଲା ନବୀନ ସରକାର ର ଶାସନ ।

  • @tapandeoll.m..4840
    @tapandeoll.m..4840 3 года назад +22

    Licence of this hospital must be cancelled and the hospital building be sealed immediately .

  • @pradiptakubehera
    @pradiptakubehera 3 года назад +14

    Please inform the Health minister, 5T Secretary as well as to the Chief Minister of Odisha to check the reality of common people.

  • @jagannathgouda8585
    @jagannathgouda8585 3 года назад +3

    ଓଡ଼ିଶାରେ ନେତା ଟୂ Govt.. Pvt... ଲୋକଙ୍କୁ ଚଳୁ କରିବା ଜାଣନ୍ତି..... ଖାଇଯାଅ....
    ଏବେ ଆପଣ ମାନେ ଖୁସିତ.... କହିବାକୁ ଲାଜ ଲାଗୁଛି... ହେଲେ ବାଧ୍ୟ ହେଈକହୁଛି.... କିଛି ଚୋର ମୁହାଁ ଙ୍କ ପାଇଁ... ଏସରକାର କୁ ଯିଏ ଟାଣୁଛି.... ଦେଖ.... ଅପେରସନ ପାଇଁ price ନାହିଁ.... ଯିଏ ଯେତେ ପାରିବ ଲୁଟିବ.... ଭୁଲ କାହାର... GUIDE LINE ମୋବାପl କରିବ...
    .....

  • @chandrakumar2377
    @chandrakumar2377 3 года назад +3

    ଡାକ୍ତରଖାନା ମାଲିକଙ୍କୁ ପୋଷାକରେ ନ ଛାଡି ସହରକୁ ଘୂର୍ଣ୍ଣନ କରନ୍ତୁ

  • @jambhu5312
    @jambhu5312 3 года назад +24

    ଭୁବନେଶ୍ବରରେ samaste ଲୁଟୁଛନ୍ତି

  • @janakidash6833
    @janakidash6833 3 года назад +6

    ଅଙ୍ଗ ବିକ୍ରି କେଉଁଠି ହେଉଛି କି

  • @manojsahoo1105
    @manojsahoo1105 3 года назад +2

    ସ୍ବାସ୍ଥ୍ୟ ସେବା ପାଇଁଁ ଏକ ଜନ ଆନ୍ଦୋଳନ ଆବଶ୍ୟକ । ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତେକ ବ୍ୟକ୍ତିଙ୍କ ର ବଞ୍ଚିବା ର ଅଧିକାର ଆଛି । ଏଠି ଧନୀ ଗରିବ କିଛି ନାହିଁ ।ସ୍ବାସ୍ଥ୍ୟ ସେବା କୁ ଯଥେଷ୍ଟ ଗୁରୁତ୍ଵ ଦେବା ଉଚିତ୍ । କିନ୍ତୁ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ନ ରେ ହରିଲୁଟ୍ ଚାଲିଛି । ଗରିବ ଓ ମଧ୍ୟମ ବର୍ଗ ରେ ଲୋକ ସର୍ବସ୍ବାନ୍ତ ହେଲା ପରେ ଶବ ପାଇଁ ସଙ୍ଘର୍ଷ କରିବା କୁ ପଡୁଛି ।

  • @prananathpati9976
    @prananathpati9976 3 года назад +5

    ତୁମେ ସରକାରୀ ହସପିଟାଲକୁ ଗଲ ନାହିଁ କାହିକିଁ? ତୁମେ କଣ ଜାଣିନ ଏମାନେ ରକ୍ତ ଶୋଷକ ଯୋକ!

  • @bikrambabu2481
    @bikrambabu2481 3 года назад +32

    Nabina 1month vitare marigale mu gariba loka nku khiba ku debi ..

    • @dharmarajpatsani3395
      @dharmarajpatsani3395 3 года назад +1

      Bhai mun ama padisa gariba lokonka paein bhoji rakhibi😁

    • @mangalsingh3630
      @mangalsingh3630 3 года назад

      Hi Dr

    • @Abhijitdas-bf9ky
      @Abhijitdas-bf9ky 3 года назад +1

      @@dharmarajpatsani3395 mu chenapoda bantibi

    • @pppp418
      @pppp418 3 года назад

      Bhaii mu ta bhauchhi kebethu a buda kebe moribo,Amara a odissa ku gote odia santi milibo

  • @pintukumar-qx9fi
    @pintukumar-qx9fi 3 года назад +10

    Sabu heath minister naba Das ro kamal

  • @trilochanabhola2493
    @trilochanabhola2493 3 года назад +6

    ମୁବି ମାଓବାଦୀହିବି ଆସ ଭାଇ ମାନେ ସମସ୍ତେ ଆମ ଓଡିଶା ଗାଣ୍ଡିମାର ମାନକୁ ମାରି ଦବା ok

  • @ashispradhan5357
    @ashispradhan5357 3 года назад +2

    ପଇସା ଲୁଟ୍ ହେବା ପାଇଁ ,ମେଡିକାଲ ଖୋଲା ହେଇଛି??docter kan God??

  • @gopalchandrapuhan2194
    @gopalchandrapuhan2194 3 года назад +6

    THE STRONG ACTION SHOULD BE TAKEN FOR TO THIS MATTER & ALSO AGAINST THE HOSPITAL.

  • @bishnumirdha3904
    @bishnumirdha3904 3 года назад +3

    Thank you Argus news

  • @creatorbabu708
    @creatorbabu708 3 года назад +2

    ଡାକ୍ତର ଙ୍କୁ ଆଉ ଭଗବାନ କହିବାକୁ ଲାଜ ଲାଗୁଚି ଆଜି ର ବଡ଼ ବଡ଼ ହସ୍ପିଟାଲ୍ ରେ ।
    ଏସବୁ ଉପରେ ନଜର ପଡୁନି ଆଇନ୍ , କାନୁନ୍ ର ।
    ଖାଲି ତ ସାଧାରଣ , ଗରିବ ଉପରେ ଲୁଟିବାକୁ ନଜର

  • @pinkunayak8387
    @pinkunayak8387 3 года назад +2

    ,, ଏମାନେ ଗୁଟେ ଧନ୍ଦା ଲଗେଇଛନ୍ତି ତୁରନ୍ତ ସିଲ କରାଯାଉ

  • @satyamohanty590
    @satyamohanty590 3 года назад +20

    Sala Kanak channel au otv sikha khali bakwas jinisa dekhautha. Kebe ta gote amiti right news telecast kara.

  • @supydash
    @supydash 3 года назад +5

    Rajadhani ra sabu hospital condition seia bhai..

  • @biswaranjansahoo1713
    @biswaranjansahoo1713 3 года назад +3

    good work by team Argus

  • @RadhikaCreationRadheRadhe
    @RadhikaCreationRadheRadhe 3 года назад +3

    ଏଇ ହସ୍ପିଟାଲ୍ କୁ ସିଜ୍ କରା ଯାଉ

  • @trilochanpal8429
    @trilochanpal8429 3 года назад +3

    Well done argus media 👏

  • @Chanelowner
    @Chanelowner 3 года назад +4

    Sobu hospital ro fees gudiko govt online re available milanta i think lutera kichhi komithanta
    Second kotha sobu hospital ro treatment fee same diesese pain same heba dorkar.Hle Jay lute komibo🙏🙏🙏🙏🙏

  • @naturesparadise8859
    @naturesparadise8859 3 года назад +1

    ମୁଖ୍ୟମନ୍ତ୍ରୀ ମହାଶୟ ଙ୍କ ଚକ୍ଷୁ କୁ ଏ ସବୁ କଣ ଦୃଷ୍ଟିଗୋଚର ହେଉନାହିଁ ନ କଣ
    ନ ସବୁ ଜାଣି ଅଜଣା ହେବା ର ଅଭିନୟ କରାଯାଉଛି

  • @prasantaguru596
    @prasantaguru596 3 года назад +2

    ଏହି ହସ୍ପିଟାଲ୍ କୁ ବନ୍ଦ୍ କରାଯାଉ

  • @chakrapanipradhan2643
    @chakrapanipradhan2643 3 года назад +7

    Mg sia tama wife pakhare soithila je
    Tathu neicha mg sale🔥🔥

  • @bharatapradhan6742
    @bharatapradhan6742 3 года назад +3

    GOVERNMENT SHOULD COME FORWARD TO TAKE STRINGENT ACTION AGAINST UTKAL HOSPITAL..

  • @lipunoffical268
    @lipunoffical268 5 месяцев назад +1

    ସତ କଥା ଆଜ୍ଞା ଉତ୍କଳ ହସ୍ପିଟାଲ ରେ ବହୁତ ଠକାମି ହୁଏ

  • @tribhubandas7839
    @tribhubandas7839 3 года назад +4

    ଏ ଶଳା doctor କୁ
    କୁକୁର ଭଳି ପିଟିବା କଥା

  • @arunajena8529
    @arunajena8529 3 года назад +3

    ୟା ଉପରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶାବାଦୀ।😭

  • @jimalmurmu915
    @jimalmurmu915 3 года назад +3

    Akshay Kumar film style. Tanka pain world lop binasha heijiba. Jay Jagannath.

  • @byasadevrana1902
    @byasadevrana1902 Год назад +1

    ଅତିଶୀଘ୍ର ଏହି ହସପିଟାଲ କୁ ସିଲ କରାଯାଉ

  • @bhajaharimohanta1305
    @bhajaharimohanta1305 3 года назад

    ହେ ଭଗବାନ

  • @devanshdas5127
    @devanshdas5127 3 года назад +4

    Hospital ku band karajau...band kale Jai Anya hospital au doctor nka cheta pasiba

  • @soumyaranjan6709
    @soumyaranjan6709 3 года назад +4

    Gotia word re kuhajiba sosana

  • @Mr_Krish266
    @Mr_Krish266 3 года назад +1

    Yaahan par sirf koi ek Gabbar kam aayega.... specially thank you Argus news..... please keep supporting all the needful people....we are always with your side.....

  • @ashokbadajena8568
    @ashokbadajena8568 4 месяца назад +1

    ଏମିତି ଲକ୍ଷ ଲକ୍ଷ କେଶ୍ ଦୀର୍ଘ ୨୦ ବର୍ଷ ହେଲା,,ମଦୁଆ ସରକାର୍ କୁ ଆହୁରି ଭୋଟ ଦେଇ ପୁଣି ପ୍ରେମ କର ,,,,,,,,, ହା ହା ହା,, ବା ବା ରେ ମୁର୍ଖ ଭୋଟର

  • @prasantkumarsahoo1054
    @prasantkumarsahoo1054 3 года назад +3

    Sabu adeye mala loka nku tanka adaya hauchi,arey chandala Bagchi sir nka Tharu shika,dakayat bhaliya kahiki haucha,tama bapa maa kn chora karibaku pdhaithiley

  • @ppratappatra2890
    @ppratappatra2890 3 года назад +3

    Aare mageia hospital re tamar maa auo bhauni ku ani kari dhanda kara ta paisa Miliba

  • @kalicharanmahapatra885
    @kalicharanmahapatra885 5 месяцев назад

    ଜୟ ଶ୍ରୀ ରାମ ,ଜୟ ହନୁମାନ ହେ ପ୍ରଭୁ ଏ ସୈତାନ୍ ମାନଙ୍କୁ ଉଚିତ୍ ଶାସ୍ତି ଦିଅ ପ୍ରଭୁ ,ସରକାରଙ୍କୁ କହିହାଉନି କାରଣ ଏ ଇ ସରକାର ସୈତାନ୍ ଠୁ ଆହୁରି ଭୟଙ୍କର

  • @mrbaburoutsbp8076
    @mrbaburoutsbp8076 3 года назад +1

    Plz take immediate action of these case and closed this hospital

  • @santoshkumarmishra2620
    @santoshkumarmishra2620 Год назад +1

    ରୋଗୀକୁ ଲୁଟୁଥିବା ଲୋକକୁ କେବଳ ମାଡ ମରାଯାଉ.

  • @ommnamhashivayaharharmahad7688
    @ommnamhashivayaharharmahad7688 3 года назад +1

    Jay jagannatha

  • @chittaranjanadek264
    @chittaranjanadek264 3 года назад +1

    ଏଇ କିଛି କାରଣ ପାଇଁ ଆଜି ଭାରତ ରେ ଏତେ ମାତ୍ରା ରେ ମହାବାଦୀ .... ସରକାର କିଛି ବୁଝିବେନି ଖାଲି ଭୋଟ ନେବେ.....

  • @sagarsanju1279
    @sagarsanju1279 3 года назад +1

    Shantosh bhai ,,god bless you,,

  • @routcreation6266
    @routcreation6266 3 года назад

    ଚିକିତ୍ସା ନାରେ କେବଳ ଠକେଇ... ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର

  • @kanhamiravlogs2163
    @kanhamiravlogs2163 3 года назад

    My favorite news channel. I love it

  • @sushikumarpadhanskp6395
    @sushikumarpadhanskp6395 3 года назад

    Thank Argus New

  • @bhaktimarga853
    @bhaktimarga853 2 месяца назад

    ଦୟାକରି ଏହି 😮ହସ୍ପିଟାଲ କୁ କେହି ଯାଆନ୍ତୁନି. ଏଠି ଏମାନଙ୍କର ଉଦ୍ୟେଶ ପଇ ସା ଟାଣିବା.

  • @sanvideo1480
    @sanvideo1480 5 месяцев назад +1

    Kidini chori hoithiba dekhantu sir

  • @explorewithmayadhar7055
    @explorewithmayadhar7055 3 года назад

    ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନିଅନ୍ତୁ,ନଚେତ ନିରୀହ ଲୋକମାନେ ଏଇପରି କରୋନ ସମୟରେ ବଳି ପଡିଯିବେ, ଏ ବିପଦରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଙ୍କୁ ସମାଜର ମଙ୍ଗଳ ପାଇଁ ନିବେଦନ ।

  • @pramodapradhan9257
    @pramodapradhan9257 Год назад

    କାହିଁକି ସରକାରୀ ମେଡିକାଲ ନଥିଲା ଆପଣ କାହିଁକି ପ୍ରାଇଭେଟ ମେଡିକାଲ ଯାଇଥିଲ ଏକ ନମ୍ବର ମୁଖ୍ୟମନ୍ତ୍ରୀ କଣ ମେଡିକାଲ କରି ନାହାନ୍ତି କି

  • @batunudulgood3879
    @batunudulgood3879 3 года назад +2

    ତୁରନ୍ତ ବନ୍ଦ କରାଯାଉ

  • @somanathpani7504
    @somanathpani7504 3 года назад

    ଓଡ଼ିଶାରେ ବହୁତ୍ ହସ୍ପିଟାଲ୍ ରେ ଏମିତି ହେଉଛି

  • @bulliswetha9026
    @bulliswetha9026 3 года назад +1

    Mu sarkar ku anurodh karuchi aei Case ku najar rakhanthu plz

  • @izireal-estate3619
    @izireal-estate3619 3 года назад

    Thank u argus news

  • @millankumarmuduli912
    @millankumarmuduli912 3 года назад

    Thank you Argus news for this....

  • @balarammalik4185
    @balarammalik4185 3 года назад

    କୁଆଡେ ଗଲେ ଭଗବାନ ଏତେ କେମିତି ହେଉଛନ୍ତି ନିର୍ଦୟ Returned Gabar is back

  • @gaurapadhan8928
    @gaurapadhan8928 3 года назад

    ଏମିତି କିଛି ବଡ଼ ବଡ଼ ହସ୍ପିଟାଲ ପଇସା ଲୁଟିବା ପାଇଁ ସରକାର କୁ ଟିକସ ଦେଉଛନ୍ତି, ଆଉ ମଣିଷ ମାରି ପାରୁଛନ୍ତି, ତାଙ୍କୁ ସିବିଆଇ ଧରିବ ନହିଁ

  • @nnslibrary1395
    @nnslibrary1395 3 года назад +1

    Pura GABBAR MOVIE ra medical scene re-create kale aau.Jay jagannath.

  • @santoshkumarmohapatra78
    @santoshkumarmohapatra78 Месяц назад

    ସବୁ ତକ Pvt hospital ଅବସ୍ଥା ଏଇଭଳି, ରୋଗୀକୁ ମାରି ଏମାନେ ପଇସା ନିଅନ୍ତି , ଡକ୍ଟର ନ ଥାଆନ୍ତି , ନର୍ସଙ୍କ ଦ୍ଵାରା ଏଙ୍କ ଡାକ୍ତର ଖନ ଚାଲେ ,ଏବେ ନୂଆ ସରକାର ଯଦି ଦୃଷ୍ଟି ଦେବେ ,କିଛି ହେବ

  • @bhabanishankarpati466
    @bhabanishankarpati466 4 месяца назад +1

    Immediately taken strictly action against that Utkal Hospital..

  • @sriramartcraft5752
    @sriramartcraft5752 3 года назад

    ଛି ଏତେ କଦର୍ଯ୍ୟ ମଣିଷ ଦୁନିଆରେ ଜନ୍ମ ହେଇଛନ୍ତି କାହିଁକି ଏମାନଙ୍କ ପିଲାମାନେ କେବେବି ଭଲ ମଣିଷ ହେବେନି ଏଭଳି ଲୋକଙ୍କ ପାଇଁ ଡାକ୍ତର ଖାନାକୁ ଯିବାପାଇଁ ଭୟ ଲାଗୁଛି

  • @sangitasamal
    @sangitasamal 4 месяца назад +1

    Odisha kebe shikhiba

  • @yoursagarfriend694
    @yoursagarfriend694 2 года назад

    Thanks Argues news

  • @jagatjeetsahoo2306
    @jagatjeetsahoo2306 3 года назад +2

    Utkal hospital ku boma pakaedea 😡😡😡😡😡😡😡

  • @PSS-su1jw
    @PSS-su1jw 3 года назад +1

    ଏ ସବୁ ଘରୋଇ ହସ୍ପିଟାଲ ଏମିତି ହିଁ ଲୋକଙ୍କୁ ଲୁଟୁ ଛନ୍ତି

  • @satyabratananda4815
    @satyabratananda4815 3 года назад

    ଏପଟେ କୂଅ ସେପଟେ ଗାତ , ସରକାରୀ ହସ୍ପିଟାଲ ରେ ଜାଗା ନାହିଁ ଆଉ ପ୍ରାଇଭେଟ୍ ହସ୍ପିଟାଲ ଲୁଟୁ ଛନ୍ତି । ସରକାର ଶୋଇ ଛନ୍ତି

  • @dr.debaprasadpatra4098
    @dr.debaprasadpatra4098 3 года назад +2

    *😡😡😡😡ଅପେକ୍ଷା କର ମୋର ଓଡିଶା ବାସି ଏ ଚୋର ଗୁଡାକୁ କେମିତି ଶାସ୍ତି ଦେବି ଦେଖିବ....ଖାଲି ଆଖିରେ ଦେଖିବ TV ରେ ଆହୁ ଶୁଣିବ ମୁଁ କଣ କରୁଛି...2030 କୁ ଅପେକ୍ଷା ରେ ରୁହ...ଭାବି ଥିବ ଭାରତରେ ଏମିତି ସରକାର ଦେଶର ସ୍ୱାଧୀନତା ଠାରୁ ଦେଖି ନ ଥିବ..India ରେ କୌଣସି ରାଜ୍ୟ ରେ ଏମିତି ଆଇନ ନ ଥିବ..ଆମ ଓଡିଶା ବାସି ବହୁତ କୋଷ୍ଟ ପାଉଛି...ମୁଁ ଯଦି ଏହି ସମୟରେ ସରକାର ଥାନ୍ତି ନା ଏ ଚୋର hospital କୁ କେମିତି ହଟାଇ ଥାନ୍ତି ଦେଖିଥାନ୍ତ*

  • @bhaktimarga853
    @bhaktimarga853 2 месяца назад

    ଯେଉଁ ବ୍ୟକ୍ତି ଏହିପରି ହସ୍ପିଟାଲ କରିଛନ୍ତି ସେ ଦୀର୍ଘଦିନ ଜନସେବା କରି ଏହିପରି ହସ୍ପିଟାଲ କରିଛନ୍ତି. ତାଙ୍କର ଜନସେବାରେ ଅଭିଜ୍ଞାତା ଅଛି. ତେଣୁ ସେ ଜନସେବା କରି ଟଙ୍କା ନେବେ. ରୋଗୀ ମାରୁ ଅବା ବଞ୍ଚୁ.

  • @ranjanbehera5113
    @ranjanbehera5113 3 года назад

    ଏ କଳି କାଳ ରେ ଆଉ ମାନବିକତା ନାହିଁ , ଟଙ୍କା ଲୋଭ ରେ ଶବ କୁ ବି ଛାଡୁ ନି, ଧୀକ୍ ମଣିଷ ପଣିଆ ।

  • @jagabandhubehera3094
    @jagabandhubehera3094 3 года назад

    ଏବେ ନ୍ୟାୟ ପାଇବା ପାଇଁ କଳମ ର ଦରକାର ନାହିଁ ।। ଅସ୍ତ୍ର ଉଠାଇବାର ସମୟ ଆସି ଯାଇଛି।।

  • @mohanhati7537
    @mohanhati7537 3 года назад

    ସବୁ ଥିରେ ସରକାର ର ଭୁଲ ଲାଇସେନ୍ସ ଦେଉ ଛି କାହିଁ କି ପ୍ରାଇଭେଟ୍ ହସ୍ପିତାଲ ପ୍ରାଇଭେଟ୍ ସ୍କୁଲ କୁ