Tu janichu 25 barsa tale odisha ra abasta kn thila sabuthu gariba rajya thila 70% garibi thila odisha re ebe only 10% achi tate aau kemiti odisha darkar thila re naveen Patnaik odisha ku kouthu neiki kouthi pahancheichanti world map re odisha ku parichay dele aau tu kahuchu 50 barsa talaku neijaichi aji Bihar up chattisgarh Assam a sabu India ra sabuthu nicha talua rajya a sabu re bjp sarkar kebethu kain uparaku utheiparileni nija rajya ku bt odisha 24 barsa agaru sabuthu nicha re thila re ebe 14/15 re achi aau tu bjp supporter boli kn andha murkha nka bhali katha kahuchu olta odisha ebe again 24 barsa talaku chalija aei bjp sasana re puni gariba rajya heijiba
@@biswajeetray1296 bjp aau OTV Argus ra micha apaprachara jogu harichi je pandian cm haba Naveen sir hebeni jouta kebe v possible heinathanta kahinki na election re pandian chida hei nathila so janaka badalare aau kahaku se pada nabaku hele ta pain aau thare voting karajae bt Naveen aau pandian bhalase janithile pandian ku ete votes milinathanta aau semtire Naveen nije kahithile pandian only job karuchi tanka pakhare kichi padabi re nathila taku kebe b utaradhikari karnathante seita odisha loka jahaku bachithante tanka pare.. semtire b pandian odisha loka nuhan ta se kebe b heiparinathanta bt ama murkha boka odisha lokanku kiye buheiba a katha tanka brain wash karila bjp..aau I think evm machine re kichi gadbadi karaheichi kahinki na Instagram re 90% loka Naveen Patnaik nku support karuchanti
ସତ କହିଲେ ନବୀନ କହିବ ଦଳରେ ନାହାନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ସତ କହିବାରୁ ତାଙ୍କୁ ହଟା ଗଲା
ନବୀନ ହେଲା ଅସଲ ସୈତାନ୍। ଭାରି ଆଇଲା ନବୀନ ପ୍ରେମୀ ଟା। ତୋ ଦଳରୁ ନିର୍ବାସନ ନୋଟିସ କଣ ନବୀନ ଅଜାଣତରେ ଆସିଲା ? ପେରେମ ଦେଖଉଛି। ଶଳା ମଣିଷ ମରା ଦଳ । ନବୀନ ହେଲା ଭୟଙ୍କର ରାକ୍ଷସ।ଡକାୟତ ଶଳେ ବିଜେଡି। ଆଉ ଗୋଟିଏ ଭୋଟ ପାଇବନି।
👍
Bhai badhia
Right
Ahuri bjd ku pela bro
ଏ.ଦଳ ମାନେ ସବୁ ମର୍ଡର ଆସାମି
ମାନସ ବାବୁ ନବୀନ ପ୍ରେମୀ କିନ୍ତୁ ନବୀନ ପାଣ୍ଡୁ ପ୍ରେମୀ
Tu sala gabagandu
ଯେ ପର୍ଯ୍ୟନ୍ତ Pandian କୁ ଓଡ଼ିଶା ରୁ ବାହାର କରାଯାଇନାହିଁ ସେ ପର୍ଯ୍ୟନ୍ତ BJD ଦଳ ସୁରକ୍ଷିତ ନୁହେ
ଆଉ ପାଞ୍ଚ ବର୍ଷ ପରେ BJD ରହିବ ତ ଓଡିଶା ରେ
ଧନ୍ୟବାଦ୍ ମନୋଜ ବସ୍ତିଆ l ଅନ୍ୟାୟ ଵିରୁଦ୍ଧ ରେ ଲଢ଼ିବାରେ ସେ ଜଣେ ହିରୋ l ବିଜୁ ଜନତା ଦଳର ସେ ଜଣେ ସଛା କର୍ମୀ l
ଆରେ ବାବୁ, ଅଞ୍ଜନା କେସ ତମ ନେତାଙ୍କ ପ୍ରାୟୋଜିତ କାର୍ଯ୍ୟକର୍ମ ଥିଲା।
ମାନସ ବସ୍ତିଆ ସଠିକ୍ ତଥ୍ୟ ପାଇଁ ଅଶେଷ ଧନ୍ୟବାଦ୍ ଜଣାଉଛୁ ❤
Right
ଆଉ କେହି ସାମ୍ନା କୁ ଆସୁ ନାହାନ୍ତି,
ସବୁ ଚୁପ୍ ଚାପ୍ କୁକୁର ଭଳି ପଣ୍ଡିଆନ ପାଦ ଚା ଟୁଛନ୍ତି,
ମାନସ ବସ୍ତିଆ ଦଳ ର ପତନ ର କାରଣ ବୁଝି ପାରିଛନ୍ତି,
BJD ଦଳ ର ଦ ଏଣ୍ଡ
Odisha ରୁ BJD କୁ ହଟେଇ ଦିଅ, ଓଡିଶା କୁ ପୁରା 50 ବର୍ଷ ତଳକୁ ନେଇଯାଇଛି BJD, odisha କୁ ପୁରା ଶୋଷି କି ଖାଇଛନ୍ତି BJD ର ନେତା କୁଜି ନେତା, ଆଉ ସରକାରି ଅଫିସ
Tu janichu 25 barsa tale odisha ra abasta kn thila sabuthu gariba rajya thila 70% garibi thila odisha re ebe only 10% achi tate aau kemiti odisha darkar thila re naveen Patnaik odisha ku kouthu neiki kouthi pahancheichanti world map re odisha ku parichay dele aau tu kahuchu 50 barsa talaku neijaichi aji Bihar up chattisgarh Assam a sabu India ra sabuthu nicha talua rajya a sabu re bjp sarkar kebethu kain uparaku utheiparileni nija rajya ku bt odisha 24 barsa agaru sabuthu nicha re thila re ebe 14/15 re achi aau tu bjp supporter boli kn andha murkha nka bhali katha kahuchu olta odisha ebe again 24 barsa talaku chalija aei bjp sasana re puni gariba rajya heijiba
ଓଡିଶା ଏବେ ୫୦ ତଳକୁ ଖସିଯିବ
@@auromita777hariba ra karana kan, ete kama karicha jadi
@@auromita777ଓଡ଼ିଶା ର କଣ ବିକାଶ ହୋଇଛି । ବିଜୁ ଜନତା ଦଳ ଯୋଉ କଥା କଉଛି ଆମେ ଓଡ଼ିଶା ରୁ ଗରିବୀ କମ୍ କରିଛୁ । ତାହା ସଂପୂର୍ଣ୍ଣ ମିଛ । ବିଜୁ ଜନତା ଦଳ ଗରିବୀ କମେଇବା ଜାଗାରେ ଗରିବ ମାନଙ୍କୁ ନିଜ ଉପରେ ନିର୍ଭଶୀଳ କରେଇଛି । ନିର୍ଭଶୀଳତା କୁ ଆମେ ବିକାଶର ନାଁ ଦେଇ ପାରିବ ନାହିଁ ।
@@biswajeetray1296 bjp aau OTV Argus ra micha apaprachara jogu harichi je pandian cm haba Naveen sir hebeni jouta kebe v possible heinathanta kahinki na election re pandian chida hei nathila so janaka badalare aau kahaku se pada nabaku hele ta pain aau thare voting karajae bt Naveen aau pandian bhalase janithile pandian ku ete votes milinathanta aau semtire Naveen nije kahithile pandian only job karuchi tanka pakhare kichi padabi re nathila taku kebe b utaradhikari karnathante seita odisha loka jahaku bachithante tanka pare.. semtire b pandian odisha loka nuhan ta se kebe b heiparinathanta bt ama murkha boka odisha lokanku kiye buheiba a katha tanka brain wash karila bjp..aau I think evm machine re kichi gadbadi karaheichi kahinki na Instagram re 90% loka Naveen Patnaik nku support karuchanti
ମାନସ ଭାଇ ଠିକ କହୁଛନ୍ତି 💚ଜୟ ନବୀନ
ପବନା ପଟନାୟକ କୁ ଯଦି 4.5 କୋଟି ଲୋକ ଭଲ ପାଉଥାନ୍ତେ ତାହେଲେ ଗେଣ୍ଡା ଦଳକୁ 147/147 ଏବଂ 21/21 ପାଇଥାନ୍ତା
ଦମ୍ ର ସହିତ target କରି ଥିବା ରୁ ଧନ୍ୟବାଦ୍
Naveen patniak is a very dangerous man... ସେ କାହାର ନୂହେଁ... ସ୍ଵାର୍ଥପର .
ମାନସ ବସ୍ତିଆ ଜଣେ ସଛ୍ଛା ବିଜେଡି ନେତା ଏହା ଆମେ ବହୁ ବର୍ଷ ହେଲା ଦେଖି ଆସିଛୁ
ତାକୁ ଦେଖିଲେ ଆଉ ତା କଥା ଶୁଣିଲେ ଜଣା ପଡୁଛି 😂
Right
ବିଜେଡି ର ସମୟ ସରିଛି। ଅଲଗା ଦଳ ଦେଖ।
ପୁଣି ଆରମ୍ଭ ହେଲା ପାଣ୍ଡୁ ର ଖେଳ। କେବଳ ପଣ୍ଡୁକୁ ବିରୋଧ କରିବାରୁ ଏହି ବ୍ୟକ୍ତିଙ୍କୁ ଅଣଦେଖା କରାଗଲା।
ଏ ମହାନ ବ୍ୟକ୍ତିକୁ ବିଜେଡି ଦଳର ଏବେ ସଭାପତି ନିଯୁକ୍ତ କରାଯିବା ଦରକାର 😂
Real ସଇତାନ ଓ କଳlପଥର ନବୀନ ପଟ୍ଟନାୟକ
ମାନସ ବସ୍ତିଆ ସ୍ୱୟଂ ଘୋଷିତ ବିଜେଡି ନେତା ଆଉ ପରମ ଭକ୍ତ l ତାଙ୍କ ଶରୀର ସାରା ଖାଲି ଶଙ୍ଖ, ନବୀନ ଆଉ ବିଜୁ ବାବୁଙ୍କ ଟାଟୁ 😂
ନବୀନ ହେଲା ଗୋଟେ ହିଞ୍ଜଡ଼ା। ପାଣ୍ଡିଆନ ହେଲା ସ୍ବାମୀ।
Na na,,panda is hinjda, nabin swamo
ଆଉ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ ନବିନ ଵାଵୁ
ଭାଇ ପାଳ ପକେଇ କାହିଁ ବିଜେଡି ରେ ଉଚ୍ଚା ହଉଥିଲା
ସେ କାହାର ନୁହନ୍ତି
ଓଡ଼ିଶା ର କଣ ବିକାଶ ହୋଇଛି । ବିଜୁ ଜନତା ଦଳ ଯୋଉ କଥା କଉଛି ଆମେ ଓଡ଼ିଶା ରୁ ଗରିବୀ କମ୍ କରିଛୁ । ତାହା ସଂପୂର୍ଣ୍ଣ ମିଛ । ବିଜୁ ଜନତା ଦଳ ଗରିବୀ କମେଇବା ଜାଗାରେ ଗରିବ ମାନଙ୍କୁ ନିଜ ଉପରେ ନିର୍ଭରଶୀଳ କରେଇଛି । ନିର୍ଭରଶୀଳତା କୁ ଆମେ ବିକାଶର ନାଁ ଦେଇ ପାରିବ ନାହିଁ ।
ଆଉ to bopa କରିଚି ଓଡ଼ିଶାରେ ସବୁ
@@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢ଼ିନି । ଅଶିକ୍ଷିତ ଲୋକଙ୍କ ସଂଖ୍ୟା ବି ବହୁତ୍ ପରିମାଣରେ ବଢ଼ିଛି । ତୁମ ଉତ୍ତର ହଉଛି ଏହାର ପ୍ରମାଣ ।
@@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢିନି ଅଶିକ୍ଷିତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିଛି। ତୁମ ଉତ୍ତର ହେଉଛି ଏହାର ପ୍ରମାଣ ।
@@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢିନି ଅଶିକ୍ଷିତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିଛି। ତୁମ ଉତ୍ତର ହେଉଛି ଏହାର ପ୍ରମାଣ ।
ହାୟ,ଆଜି ଯଦି ବିଜେଡି ସରକାରରେ ଥାଆନ୍ତା,ଏ ବାବୁଙ୍କ ଅବସ୍ଥା ପ୍ରଦୀପ ପାଣିଗ୍ରାହୀ, ସୌମ୍ୟରଞ୍ଜନଙ୍କ ଠାରୁ ଅଧିକ ଶୋଚନୀୟ ହୋଇପଡ଼ନ୍ତା।
ଏ କଳା ହନୁ କୁ କିଏ ପଚାରେ
ଯିଏ ସଚ୍ଚା ବିଜେଡି ଆଉ ବିଜୁ ଏବଂ ନବୀନ ବାବୁଙ୍କ ଭକ୍ତ, ତାକୁ ନିଜ ଦେହରେ ଟାଟୁ ଦେଖେଇବାକୁ ହେବ 😂😂
Right😂😂😂😂
ମାନସ ବାବୁ ଆପଣଙ୍କୁ ନବିନ ବାବୁ ଜାଣି ଛନ୍ତି ତ ଦେଖ Pandian ତାମିଲ ବିରୋଧ ରେ କହିବା ରୁ ମାନସ ବସ୍ତିଆ ଦଳ ର କେହି ନାହିଁ କହୁ ଛନ୍ତି ସବୁ ପାଣ୍ଡୁ ର ଖେଳ ଆପଣ ଆଉ ଅନ୍ଧ ଭକ୍ତ ପରୀ ହୁଅନ୍ତୁ ନାହିଁ ଦଳରୁ ବାହାରକରି ଦେବେ ଏ ବି Pandian କଥା ରେ BJD ନବୀନ ବାବୁ ଚାଲୁ ଛନ୍ତି ଜୟ ଜଗନ୍ନାଥ
ମୁଁ ମାନସ ବସ୍ତିୟା ଙ୍କ ମତାମତ କୂ ସମୂର୍ଣ୍ଣ ସମର୍ଥନ କରୁଛି
ସ୍ପଷ୍ଟ ଜଣାପଡୁଛି ନବୀନ ଏବେବି ତାମିଲ ପାଣ୍ଡୁର ଜେଲଖାନାରେ ବନ୍ଦୀ ! ବିଜେଡି ର ସର୍ବେସର୍ବା ଲୁଟେରା ତାମିଲ ! ନବୀନଙ୍କର କୌଣସି କଳାକାରନାମାର ଭିଡିଓ କ୍ଲିପ ପାଣ୍ଡିଆ ହାତରେ ଲାଗିଛି ଯାହାକୁନେଇ ନବୀନଙ୍କୁ ବ୍ଲାକମେଲିଙ୍ଗ କରୁଛି ! ଆଉ ତାହା ଭାଇରଲ ହୋଇଗଲେ ନବୀନଙ୍କ ଚରିତ୍ରରେ ସାଙ୍ଘାତିକ କଳାଦାଗ ଲାଗିଯିବା ଭୟରେ ନବୀନ ଭୟଭୀତ ! ଭିଡିଓ ମିଥ୍ୟା ହୋଇନଥିବେ, 100%ସତ୍ୟ ଘଟଣାର ଭିଡିଓ ନିଶ୍ଚୟ ହୋଇଥିବ !
ମାନସ ବସ୍ତିଆ ବାବୁ ସୌମ୍ୟରଞ୍ଜନଙ୍କ ପରି ଆପଣ BJD ଛାଡ଼ି BJPରେ ସାମିଲ ହୋଇ ନିଜର ସମ୍ମାନ ରକ୍ଷା କରନ୍ତୁ।ଥରେ ଚିନ୍ତା କରନ୍ତୁ।
ମାନସ ବାବୁ ଆପଣଙ୍କୁ ଦଳ ଗ୍ରହଣ କରୁନି ଏକପାଖିଆ ପ୍ରେମ କାହିଁକି?ଅନ୍ୟ କିଛି କାମରେ ସମୟ ଦିଅନ୍ତୁ ପ୍ରକୃତ ସମାଜସେବା କରନ୍ତୁ
Nabin jindabad
ମାନସ୍ ବାବୁ ଠିକ୍ କହିଛନ୍ତି ଯେବେଠୁ ପାଣ୍ଡିଆଁ ଅମିତସ୍ସା ସହ ରୁଦ୍ଧ ଦ୍ଵାର ଆଲୋଚନା କରିଥିଲେ ସେବେଠୁ ବିଜୁବାବୁ ଙ୍କୁ ପୋଷ୍ଟରୁ ହଟାଗଲା ତାପରେ ବିଜୁ ଜନତା ଦଳକୁ ହଟା ଗଲା 😂
ତାଙ୍କ କଥାରୁ ଜଣାପଡୁଛି ଏ ବାବୁ ବିଜେଡି ଦଳକୁ ଏକା ଟେକିଧରିଛନ୍ତି 😂
କୁହାଳିଆ ପୋଷ୍ଟର ମରା ଗେଣ୍ଡା
Ha,ha,ha
ଖାଲି ସେତିକି ନୁହେଁ,,,,, ମା ଠୁ ଜନ୍ମ ହେଲା ବେଳେ ବିଜେଡି ଷ୍ଟାମ୍ପ, ନବୀନ ଟାଟୁ, ବିଜୁ ବାଜୁ ଙ୍କ ଟାଟୁ ଲାଗିକି ଜନ୍ମ ହେଇ ଥିଲା
Aau pura sabu bjd balanka pelaku tekiki dharichi. Nahele samastankara pela jhulipadiba😛😛😛😛
@@saubhagyaranjanbiswal3052 Ha ha ha...
ପଣ୍ଡିଆଣ୍ଣ ବିଜେଡି ଠାରୁ ଦୂରରେ ରହିବା ଦରକାର
ଡାମରା କାଉ ଆଗରୁ ରାଉ ରାଉ ହେଉନଥିଲ ଆଜି କଣ ପାଇଁ ତୁମଦଳ ଲୋକେ ଆଉ ଶାଗୁଆ ଗାମୁଛା ପକାଇବାର ଦେଖାଯାଉନାହିଁ ।
ତୁମ ଭଳି ନବିନର୍ ଅନ୍ଧ ଭକ୍ତମାନଙ୍କପାଇ ଆଜି ଓସିଷା ରସାତଲଗାମି ହୋଇଛି
Thanks 🙏🙏🙏👍. Bhai. Bhalakatha. Kahila
ନବୀନ ଚିଟଫଣ୍ଡ, ରତ୍ନ ଭଣ୍ଡାର, କୋଇଲା ଚୋରି ରେ ଗିରଫ ହୋଇ ଜେଲ୍ ଯିବ ଅପେକ୍ଷା କର ଢାହୁକ। ନବୀନ ଗାଣ୍ଡି ରେ କୁକୁର ଗେହିବେ ତୁ ନିଜେ ଦେଖିବୁ।
ଦଳ ସରକାର ରେ ଥିବା ବେଳେ ଏହି ମାନସ ବସ୍ତିଆ ପ୍ରମୁଖ ଟେଲିଭିଜନ ରେ ନିୟମିତ ବକ୍ତବ୍ୟ ରଖୁଥିଲେ ସେତେବେଳେ ତାଙ୍କୁ କାହିଁକି ମନା କଲେନି? ଏବେ ଦଳ ହାରିବାରୁ ସେ ସତକଥା କହିବାରୁ ତାଙ୍କ ପ୍ରତି ଏଭଳି ଅବିଚାର କାହିଁକି?
ପାଣ୍ଡୁ ତାମିଲ ସରକାର ଯୋଜନା ଯୋଗୁଁ ଏ ବିଜେଡି ନେତାଙ୍କୁ ବାହାର କରାଯାଉଛି। ବିଜୁ ଜନତା ଦଳ ନୁହେଁ ତାମିଲ ଜନତା ଦଳ😂😂😂😂😂😂😂😂😂😂😂😂😂😂😂😂😂😂😂😂😂ପାଣ୍ଡୁ ବିରୋଧରେ ଯିଏ ମୁହଁ ଖୋଲିବ ସିଏ ତାମିଲ ଜନତା ଦଳରୁ ବହିଷ୍କାର ହେବ😂
କାଳିଆ ଷଣ୍ଢ ଆପଣ ଟିକେ ଚୁପ ରୁହ
ସତ କହିଲେ ବାମ୍ଫ ନବ , ତା ମାନେ vote ପୂର୍ବରୁ ତମେ ଭୁଲ କହୁଥିଲ
ମାନସ ବସ୍ତିଆ ଗୋଟେ ପାଗଳ.....
କେବଳ ଗଣମାଧ୍ୟମ ମାନସ ବସ୍ତିଆ କୁ ଜାଣନ୍ତି ନଚେତ ଅଙ୍କୁ ଜାଣେ କିଏ।
କେହି କୁଚକ୍ରୀ ନୁହେଁ ରେ ବେଧ ଛୁଆ ବସ୍ତିଆ, ନିଜେ ନବୀନ ପଟନାୟକ ଗୋଟେ କୁଚକ୍ରୀ, ହତ୍ୟାକାରୀ, ରେପିସ୍ଟି, ଚୋର, ଗୁଣ୍ଡା, ଦୁର୍ନୀତିଖୋର x ମୂର୍ଖ ମନ୍ତ୍ରୀ ଥିଲା, ଏବେ ଗୋଟେ କଏଦୀ ହେଇକି ଜେଲରେ ରହିବ
ଏ ବ୍ୟକ୍ତିଜନଙ୍କ ବିଜେଡ଼ି ସରକାରରୁ ଗଲାପରେ ହଠାତ ଉଭା କୋଉଠୁ ହେଲେ ତାହା ସିଏ ଜାଣିଥିବେ। ଲାଗୁଛି ମୁହଁ ଚିହ୍ନଇବାକୁ କିଛି ଏମିତି କଥା କହି ଫାଇଦା ନେବାକୁ ବାହାରିଗଲେ।କାଇଁ କେବେ ତ ଦଳୀୟ କାର୍ଯ୍ୟଳୟ ପ୍ରେସ ବିଜ୍ଞପ୍ତିରେ ଆମେ ଦେଖିନୁ ତ।ଆପଣ ଯଦି ଦଳର ଶୃଙ୍ଖଳିତ କର୍ମୀ ତାହାଲେ ଦଳ ଓଟିଭି କୁ ବୟକଟ କରିଛି ହେଲେ ଆପଣ ଦଳୀୟ ଶୃଙ୍ଖଳ ଭଙ୍ଗ କରି ଡିବେଟରେ ଭାଗ ନେଉଛନ୍ତି କଣ ପାଇଁ?
ଶଳା ଅଖା ନାହିଁ ନା...... ଗୋଟେ ଟାଉଟର ତୋତେ ମିଡ଼ିଆ ଵାଲା ତୋ ବାଇଟି ନେଲେ ବୋଲି..... ଲୋକ ତୋତେ ଚିହିଁଲେ........ ତୋ ଛାତିରେ ବାଳ ଅଛି
ଏଥର mla vote BJP re ଦେଇଛି
ସୁର ଭାଇ ଙ୍କୁ ବେଶୀ ବାଜିବ
BJP ସରକାର ନବୀନ ପଟ୍ଟନାୟକ ଙ୍କୁ କେବେ ଜେଲ ରେ ପୁରେଇବ
ଯିଏ ପ୍ରେସ ରିଲିଜ କରିଛନ୍ତି ସେ ଦଳର କେଉଁ ପଦବିରେ ଅଛନ୍ତି ପ୍ରକାଶ କଲେନି ଯେ।ମାନସ ବସ୍ତିଆ ଦଳର ସଭ୍ୟ ନୁହଁନ୍ତି
କହୁଛନ୍ତି କାରଣ ସେ ମରମ କଥାଟି କହି
ଦେଉଛନ୍ତି।ପ୍ରେସ ରିଲିଜ ନ କରି ଗଣମାଧ୍ୟମ
ସାମ୍ନାରେ ଛିଡ଼ା ହୋଇ ସଫେଇ ଦେଉନାହାନ୍ତି କାହିଁକି ? କ'ଣ ଲଜ୍ଜ୍ୟା ଲାଗଛି? ବିଜୁ ଜନତା ଦଳଟା କ'ଣ ତାଙ୍କର ନିଜସ୍ୱ ସଂପତ୍ତି ? ପ୍ରକୃତ ସମାଲୋଚନାଟା
ବାଧୁଛି ବୋଧହୁଏ।"ଚୋର ମୁହଁ ଟାଣ"।ମନେରଖିବା ଉଚିତ୍ ଯେ ନବୀନ ପ୍ରେମୀ ଯେତେ ଅଛନ୍ତି ସମସ୍ତେ ଏହିଭଳି ସମାଲୋଚନା କରିବେ ହିଁ କରିବେ।ଦଳକୁ
ହରେଇ ଆହୁରି ଚାତର କଥା କହୁଛ।
ନବୀନ ପଟ୍ଟନାୟକ ପଛରୁ ଛୁରୀ ମରା ସଇତାନ। ତା ପାଖ ରେ ଯିଏ ରହିବ ସେ ସଇତାନ ହୋଇଯିବ। ସେ ଓଡ଼ିଶା ବାସି କୁଂ କେବେ ଭଲ ପଆନ୍ତି ନାହିଁ। ତାଙ୍କର ଦେହ ରେ ଓଡ଼ିଆ ର ବୀର ରକ୍ତ ନାହିଁ । ମାନସ ବାବୁ ବାହାରେ ବାହାରେ ଅଛନ୍ତି ବୋଲି ଠିକ୍ ଠିକ୍ କଥା କହୁଛନ୍ତି।
ପାଣ୍ଡୁ ନବିନ ଯୋଡ଼ି କୁ ବିଜେପି ଭୟ କରୁଛି କାହିଁକି?
ନବୀନ ପଟ୍ଟନାୟକ ସବୁଥିରେ ଦାୟୀ।
ଆମେ ଆସ୍କାବାସୀ ନବୀନ ପଟ୍ଟନାୟକ କୁ ପ୍ରଥମେ ଭୋଟ ଦେଇ ନେତା କରିବା ଆମର ପ୍ରଥମ ଦୋଷ
BJD ହାତ ହେଲେ ନବୀନ ବାବୁ ହେଲେ ପାପୁଲି।
ପାପୁଲି ଟା ଭଲ ହେଲେ କଣ ହବ, ଆଙ୍ଗୁଟି ତ ସବୁ ମାଗିଆ
ମାନସ ଭାଇ ଆପଣଙ୍କ ସହିତ ଆମେ ଅଛୁ ମୁଁ ମଧ୍ୟ ଗାଁ ରେ ପାଣ୍ଡୁ ବିରୋଧ ରେ କହି ଆକ୍ରୋଶ ର ଶିକାର ହୋଇଛି
ପାଣ୍ଡୁ ହଟାଅ ବିଜେଡ଼ି ହଟାଅ
ହରେ ଶଳା ଏବେ ଗୋବର ହେଇଗଲା, ଆଗୁରୁ ତା ଗୋବର ଖାଉଥିଲୁ
BJD ଦଳରେ ଯିଏ ସତ କଥା କହିବ ସେ ଦଳରୁ ବହିସ୍କାର ହେବ।
ଭାଇ ଏଠି କେହି କାହାର ନୁହନ୍ତି। କାଇଁକି ନା ଲୋକ କମ ଥିଲେ ବେଳେ ବେଳେ ହିରୋ ବି 2 ଟା ରୋଲ କରେ। ଆଜି ମାନସ ଭାଇଙ୍କୁ ମୋର ପ୍ରଶ୍ନ ଯଦି ଆଜି ଓଡିଶା ରେ ବିଜେଡି ସରକାର କରିଥିଲେ ତମେ କଣ ଦଳ ବିତରେ ଚାଲି ଥିବା ଅନ୍ୟାୟ କୁ ମେଡ଼ିଆ ରେ ପ୍ରକାଶ କରି ପାରିଥାନ୍ତ କି? ଯଦି ହଁ ଯାହା ବିରୋଧ ରେ ଆଜି କହୁଛ ସେମାନେ ତମ ଦଳ ରେ ମିଶିବା 10 ରୁ 15 ବର୍ଷ ହେଲାଣି। ତା ହେଲେ ଆଗରୁ କାଇଁ ଜଣେଇ ଲେଣି ମେଡ଼ିଆ ରେ।
ଯାଉନୁ ନବୀନ କୁ ଦେଖା ହବୁ
ଆଜି ବଦ୍ଧେ ନିଦ ଭାଙ୍ଗିଲା
Biju ଜନତା ଦଳ,
ଓଡ଼ିଶାକୁ କଲା ଖୋଳ
ଆମ ଓଡ଼ିଶାର କାଳ
ଆଗକୁ ବୋହିବ ଝାଳ
ନବୀନ ଛାଡ, bjd ଛାଡ ଜଣେ ସଚା ଓଡିଆ ଭାବେ ସମ୍ମାନର ସହ ଜିଇଁ,ଏଇଟା ବାୟା ହୋଇଗଲାଣି।
Nabina chora nka headmaster
ମାନସ ଭାଇ ପ୍ରକୃତ BJD ଲୋକ, କିଛି ପ୍ରେସ release ର ମାନେ ନାହିଁ.
ନବୀନ ବାବୁ। ଯଦି। ନିର୍ଦ୍ଦୋଷ। ତେବେ ସେ ଏକାଧିକ ନିର୍ବାଚିତ। ବ୍ୟକ୍ତିଙ୍କୁ ବିଶ୍ୱାସ। ନା କରି। ଜଣଙ୍କୁ ବିଶ୍ୱାସ। କରି। ସବୁକାମ। କରିପାରୁଥିଲେ। କେମିତି???ସମସ୍ତେ। ଖାଲି। ପାଣ୍ଡିଆଁ ଦୋଷ। ଦେବାରେ। ଲାଗିଛନ୍ତି। ଏ ସବୁ। ବେକାର
ଏ ହନୁମୁହାବାବୁ ଏପଯର୍ଯନ୍ତ କେଉଁଠିଥିଲେ 😅
ନବୀନ ପଟ୍ଟନାୟକ ଅସଲ ସୈତାନ 😂😂😂
ଟାଟୁ ଦେଖାଓ ଦେଖାଓ କେମିତି ଟାଟୁ ଅଛି ଦେଖିବା 😄😄😄
କାହିଁ ନବୀନ ପଟ୍ଟନାୟକ କଣ ଛୋଟ ଚୁଆ ,ବୁଢ଼ା ଜାଣି ପାରୁ ନାହିଁ, ବୁଦ୍ଧି ଭ୍ରାଷ୍ଟ ଥିଲା, ତାମିଲ ଠାରୁ ମନ୍ତ୍ରୀ ବୁଦ୍ଧି ନେଉଥିଲେ , ଏବେ ଯେତେ ଘୋଡ଼ାଇ ବୁ ସେତେ ବାହାରିବ😊😊😊
Bhai you are 💯 right. I am with U
ମୁଁ କହିବାକୁ ଚାହେଁ bjd ଓଡ଼ିଶାର ଭଲ ବିକାଶ କରିଥିଲା ମୂଳ ରୁ ଗଲା କାହିଁକି
You are absolutely right. You are the real asset of B J D
Thank you Manas Babu.
କଂଗ୍ରେସକୁ ହରେଇବା ପାଇଁ ବିଜେପି ଦ୍ୱାରା ଗୋଡ଼ିତ ଏ ଦଳ, ବିଜେଡିକୁ ଭାଙ୍ଗିବା ପାଇଁ କଂଗ୍ରେସର ଷଡଯନ୍ତ୍ର ହେଇଥିବ, ବସ୍ତିଆ ବାବୁ ଠିକ କହୁଛନ୍ତି, ଏବେ ବିଜେଡିର ମୂଳପଚ ହେଲା MP ଏବେ ବିଜେପି କଂଗ୍ରେସ ଫାଇଟ ହେବ,
You are dedicated. God bless you. Go ahead.
ମାନସ ବସ୍ତିଆ ତମେ ତିନି ପାଞ୍ଜିରୁ ଗଲ, ଗଣତନ୍ତ୍ର କୁ ସମ୍ମାନ କର ,କିନ୍ତୁ କାହାର କ୍ରୀତଦାସ ହୁଅନାହିଁ ,
ସେ ନବିନ, ହୁଅନ୍ତୁ କି ବିଯୁ ହୁଅନ୍ତୁ ,ରାହୁଲ ଖାଁ କିମ୍ୱା
ନରେନ୍ଦ୍ର ମୋଦୀ ହୁଅନ୍ତୁ , କାହାରି କ୍ରୀତଦାସ ହୁଅ ନାହିଁ, ଦୁନିଆଁ ପରିବର୍ତ୍ତନ ଶିଳ ପରିବର୍ତ୍ତନକୁ ସମ୍ମାନ
କର ପ୍ରକୃତୀ ପ୍ରେମିହୁଅ,ଏଵଂ ପ୍ରକୃତି ନିୟମ ମ।ନ
ବିଜେଡି ଓଡ଼ିଶାରୁ ଗଲା ବୋଲି ଜାଣ।😂😂😂
ତମ କଥା ରେ କେହି ବାହାରିବେ ନାହିଁ ମାନସ ବସ୍ତିଆ ।
ଆରେ ଭାଇ ନବୀନ sir କଣ ଛୋଟ ଛୁଆ,
Bhai right
You are right person
ତୋ ନବୀନ ବାବୁ ହଉଚି ସବୁ ନାଟକ ର ମୂଳ ମଞ୍ଜି,, ଟିକେ ଆଖି ଖୋଲି କି ଦେଖେ,, ଜାଣି ପାରିବୁ,,
ଖାଲି ଟାଟୁ ଦେଖାଇଲେ କଣହବ ଆପଣଜିତୀକି ଦେଖାନ୍ତୁ ବସ୍ତିଆବାବୁ
ମାନସ ବସ୍ତିଆ ଙ୍କ ମନ୍ତବ୍ୟ BJP କୁ ଭଲ ସୁହାଇବ
ଘୁଷୁରୀ ଟା କିଏ, ଗଣ୍ଡା ଭଳିଆ ଲାଗୁଚି କାଜିରାଙ୍ଗା ନେଇଯାଅ, ତୋ ମୁହଁ ରେ କିଏ ଝାଡା ଫେରୁନି
ଏବେ ପୁଡ଼ୁଛି ତମର ଆହୁରି ପୁଡ଼ିବ ☝️
ନବୀନ ପଟ୍ଟନାୟକ ପାଣ୍ଡୁ ବ୍ୟତୀତ କାହାକୁ ବିଶ୍ୱାସ କରନ୍ତି ନାହିଁ।
😂😂😂😂
ନବୀନ ପଟ୍ଟନାୟକ କେତେ ଭଲ ଏଇ କଥାଟି ତାର ପ୍ରମାଣ,ଏବେବି ପାଣ୍ଡିଆଁ ପ୍ରେମରେ ନବୀନ, ଅଣ ଓଡ଼ିଆ ପ୍ରେମ ରେ ଓଡିଶା କୁ ଟେକି ଦେବାର ପ୍ରୟାସ
ତମ ତମ ଭିତରେ ଜୋର୍ ରେ ପେଲା ପେଲି ହୁଅ,😭👎 ଆମେ ମଝି ମଝି ରେ ତେଲ ଟିକିଏ ଦଉ ଥିବୁ ,🤪 ଯେତେ ବେଳେ ପର୍ଯ୍ୟନ୍ତ ଗୋଲାପ ହୋଇ ନ ଛିଡିଚି 🖕👎😭🤪😂🤣😂🤪
😂😂😂
@@Jitu-k6r ଧନ୍ୟ ବାଦ ଭାଈ 👌👏🫶👍🤪😂🤣
ୟାକୁ ଗିରଫ କରାଯାଉ. କାହିଁକି ବିତର୍କ ରେ ମିଛ କହୁଥିଲେ?
I love naveen sir, manash bahi your speech is power ful,pandiyan ku hatao ,my big brother,
Janatankara seba kariba nabin patnaik amara neta
ବିଜେଡି ନାମ ଖରାପ ନୁହେଁ କର୍ମୀ ଗୁଡାକ କରପା
ଯା' .... "ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ" ଗଲା,,,,,,😅
Sata kahila Bhai bastia
ନବୀନ ପାଣ୍ଡୁ ବିଷଦୋଷ ରହସ୍ୟ ଉଦ୍ଘାଟନ ଶୀଘ୍ର ସି ବି ଆଇ, ଇ ଡି ତଦନ୍ତ ଆଦେଶ ଦିଆଯାଉ ଓଡ଼ିଶା ଜନତା ଜାଣିବାକୁ ଆତୁର କିଏ ସେହି ସୁତ୍ରଧର ପାଣ୍ଡୁ କି ସାହା ର ମିତର।
ମାନସ ବସ୍ତିଆ କୁ କେବେ ଆମେ BJD ମୁଖ୍ୟଙ୍କ ସହିତ କେବେ ଦେଖିନୁ। ତେଣୁ ଯାହା କୁହାଯାଇଛି ସମ୍ପୂର୍ଣ୍ଣ ଠିକ।