କିପରି ବିଜେଡି ହାରିବା ପଛରେ ପାଣ୍ଡିଆନଙ୍କ ବଡ଼ ହାତ ଥିଲା ସବୁ ଖୋଲି କହିଦେଲେ ମୋନାଲିସା ଗନ୍ତାୟତ VK Pandian

Поделиться
HTML-код
  • Опубликовано: 6 сен 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Комментарии • 2,4 тыс.

  • @sunilrauto5923
    @sunilrauto5923 2 месяца назад +617

    Madam ଏବେ କହୁଛନ୍ତି ଇଲେକ୍ସନ ପୂର୍ବରୁ କୁଆଡେ଼ ଯାଇଥିଲେ ନା pandian କୁ ଭୟ କରୁଥିଲେ

    • @KiyaJharna16-vl4bl
      @KiyaJharna16-vl4bl 2 месяца назад +28

      Tu thile tu b darithantu.
      Naveen pandian ku daruchhi a Kia.😂😂

    • @mitusahoo2288
      @mitusahoo2288 2 месяца назад +7

      Right

    • @RameshkumarSwain-rs1tx
      @RameshkumarSwain-rs1tx 2 месяца назад +3

      ଗଲା କଥା ଗଲା. . . .
      Pandu କୁ ଥରେ ଯୋଗାଯୋଗ କର.😂

    • @Sunsine5098
      @Sunsine5098 2 месяца назад +11

      ପାଣ୍ଡୁ ୟାର ଗାଣ୍ଡିରେ ବି ନିଆ ଲଗେଇ ଦେଇଥାନ୍ତା 🔥🔥🔥🔥🔥🔥🔥

    • @PjamesMartyn
      @PjamesMartyn 2 месяца назад +2

      ସତ କଥା. 💯

  • @megharaybaske8373
    @megharaybaske8373 2 месяца назад +112

    ଆପଣ ଶିକ୍ଷକ ମାନଙ୍କୁ କଣ କହି ଅପମାନ କରିଥିଲେ।

  • @purnachandrabiswal1159
    @purnachandrabiswal1159 2 месяца назад +121

    Madam ସେଥିପାଇଁ padian କଥାରେ ଆପଣ ପ୍ରାଥମିକ ଶିକ୍ଷକ ବିରୁଦ୍ଧରେ ବହୁତ କହୁଥିଲେ. ଠିକା ନିଯୁକି ପାଇଁ, ଶିକ୍ଷକଙ୍କ ଲୁହ ପଡିଲା ସେଥିପାଇଁ ସରକାର ହାରିଲା

  • @simanchalpujari6762
    @simanchalpujari6762 2 месяца назад +69

    ପ୍ରାଥମିକ ଶିକ୍ଷକଙ୍କୁ ଅପମାନ ଓ ନ୍ୟାର୍ଯ୍ୟ ସମ୍ମାନ ନ ଦେବାରୁ ପରିଣାମ ଜଗନ୍ନାଥ ମହାପ୍ରଭୁ ଦେଇଛନ୍ତି,ଆପଣ ଯେଉଁ ଅପମାନ ଶିକ୍ଷକ ମାନଙ୍କୁ ଦେଇଛନ୍ତି ତାହା ଅକ୍ଷମଣୀୟ ଅପରାଧ

  • @upendrakumarmishra8095
    @upendrakumarmishra8095 2 месяца назад +37

    ଦୁଇଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ଆଖିଲୁହରେ ଏ ସରକାର ଭାସିଗଲା ।

  • @debadattapattanaik2427
    @debadattapattanaik2427 2 месяца назад +114

    ବହୁତ ଡେରି ହେଇଗଲା, ସବୁ ସରିଗଲା ପରେ ଏବେ ପ୍ରତିକ୍ରିୟା ପ୍ରକାଶ କଲେ କ'ଣ ହେବ ?
    ଗୋଟିଏ ତାମିଲ ପୁରା ବିଜେଡିକୁ ଭକୁଆ ବନେଇ ଦେଲା ।

    • @sahadevdharua6904
      @sahadevdharua6904 2 месяца назад

      ବହୁତ୍ ପ୍ରଶଂସା ହୋଇ ଗଲା

    • @santoshpolai5816
      @santoshpolai5816 2 месяца назад +1

      ଏବେ ଭଉଣୀ ଙ୍କ ଜ୍ଞାନ ଆସିଲା

    • @mrsudam4787
      @mrsudam4787 2 месяца назад

      Right

    • @rajendraswainswain6878
      @rajendraswainswain6878 2 месяца назад

      Nabin is him self fool tobeguided only by a single IAS officers neglecting other IAS and other MLA.

    • @varshabaabu
      @varshabaabu 2 месяца назад

      A madam ebe pandian jaga ta nebe.

  • @nikunjasahu103
    @nikunjasahu103 2 месяца назад +185

    ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ନଜାଣି ଶିକ୍ଷକ ମାନଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ମୁହଁ ଲୁଚେଇ ରହିଥିବା ମିଡ଼ିଆ ପ୍ୟାନେଲିଷ୍ଟ, ତୁମେ ନା😢😮😅😂😊

    • @archanabarik2330
      @archanabarik2330 2 месяца назад +6

      Master mane school re Kan Karu chha nti taku tadanta kara jau .....Sabu bele prati school ku jaii dekha ntu ......

    • @manashembram6388
      @manashembram6388 2 месяца назад +1

      ​@@archanabarik2330Kie Mona kola

    • @AbhimanyuDalai-zr6yt
      @AbhimanyuDalai-zr6yt 2 месяца назад +1

      ​@@archanabarik2330😅😅😅

    • @Subhas12552
      @Subhas12552 2 месяца назад +2

      Hm hm ye 🤬

    • @Xuy788
      @Xuy788 2 месяца назад

      ​@@archanabarik2330 ପ୍ରାଥମିକ ସ୍କୁଲ ରେ ନା ଶିକ୍ଷକ ନା Building, ନା, ଶୌଚାଳୟ, ନା ଆନୁସାଙ୍ଗିକ ସୁବିଧା ଅଛି. ତାଙ୍କୁ Peon ଠୁ କମ ଦରମା ରେ ମାନସିକ ନିର୍ଯାତନା ଦିଆ ଯାଉଥିଲା ହାରାମି ପାଣ୍ଡା..

  • @Pravat.youtuber
    @Pravat.youtuber 2 месяца назад +32

    ପାଣ୍ଡୁ କୁ ବହୁତ ଉପଦେଶ ଦଉଛି କାଇଁ ଆଗରୁ ଦେଲୁନି ସବୁ ଡରି ମରି କି ଥିଲ ଏବେ ଜ୍ଞାନ ଖାଲି ପେଲୁଛ

  • @subhaschandrarout2286
    @subhaschandrarout2286 2 месяца назад +11

    BJD ରେ ବର୍ଷେ ହେବ ଯୋଗଦେଇ ପ୍ରାଥମିକ ଶିକ୍ଷାର ପରିଚାଳନା ବ୍ଯବସ୍ଥାର ତଥ୍ଯ ନବୁଝି ଶିକ୍ଷକମାନଙ୍କୁ ' ଏମାନେ' କହି ଓ ଦୂରଦର୍ଶନରେ ଅପମାନିତ କରିବାର ଫଳ ଏବଂ ଗୁରୁ ଦ୍ରୋହ ଅପରାଧର ଫଳ BJD ଭୋଗିଲ। ଆପଣ ମଧ୍ଯ ଭୋଗିବେ।

    • @varshabaabu
      @varshabaabu 2 месяца назад

      A Loko nijaku adika gyani boli bhabi teacher mananka birodhare debate karuthila.

  • @kamallochanrana3909
    @kamallochanrana3909 2 месяца назад +15

    ଗନ୍ତାୟତ ମାଡାମ ତମେ ଯୋଉଁ ଦଳ ରେ ରହିବ ସେ ଦଳ ହାରିବ...

  • @rabindrabehera7244
    @rabindrabehera7244 2 месяца назад +66

    ଏବେ ଏଇ ଭାଷଣ ରେ କଣ ମିଳିବ,ଆଗରୁ ଯଦି ଜଣିଥିଲ ତାହେଲେ ପାଣ୍ଡିଆ ସମ୍ମୁଖରେ କାହିଁକି ତର୍ଜମା କରିନଥିଲ,ବିଜେଡି ସରକାର ର 25ବର୍ଷ ମଧ୍ୟରେ ଯେତିକି ହରିଲୁଟ ହେଇଚି ପାଣ୍ଡିଆଆନ୍ କୁ ଲୋକ ସମ୍ମୁଖରେ ରଖି ହିସାବ ଦିଅ

  • @BanditteachingTrick
    @BanditteachingTrick 2 месяца назад +37

    Bjd ରହିବନି ଦେଖ ସବୁ bjp ରେ ଲୀନ ହେଇଯିବ

  • @dipfragnant
    @dipfragnant 2 месяца назад +29

    ବିଜେଡି ରେ ଭାଇ ଚାରା ଅଛି। କଣ କହୁଛୁ ନିଜେ ବୁଝି ପାରୁଛୁ ତ। ପଇସା ମିଳୁଥିଲା ବୋଲି ଏକତା ଥିଲା। ତତେ ବୋଧେ କିଛି ମିଳିଲାନି ସେଥି ପାଇଁ ତୁ ଏମିତି କହୁଛୁ। ଖଣି ଖାଦାନ ଲୁଟ୍ କରି ପାଣ୍ଡୁ ତ ନେଇଛି ସବୁ

    • @ritubehera5103
      @ritubehera5103 2 месяца назад

      Raha ebe modi naba ,odia loka bhakua aneiba

  • @sankarsansahoo6905
    @sankarsansahoo6905 2 месяца назад +11

    ମୋନାଲିସା ମାଡାମ ନିଶ୍ଚୟ ବହୁତ ଗ୍ଯାନୀ 👍🏻 କିନ୍ତୁ ଆପଣଙ୍କ ପଦକ୍ଷେପ ଡେରି ହେଲା

  • @GANESWARSAHOO-rk7zx
    @GANESWARSAHOO-rk7zx 2 месяца назад +5

    ବହୁତ ଭଲ ସମୀକ୍ଷା କରୁଛନ୍ତି ଏ ଭଉଣୀ
    ତାଙ୍କୁ କୋଟି କୋଟି ଧନ୍ୟବାଦ

  • @Jagannath-oc9ht
    @Jagannath-oc9ht 2 месяца назад +27

    ବିଜେଡି ମଧ୍ୟରେ ଭାଇଚାରା ର ଆତ୍ମୀୟତା ଅଛି ବିଜେପି ମଧ୍ୟରେ ତାହା ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ ଓଲଟା କହୁଛନ୍ତି ମାମ୍ ।ବିଜେପି ରେ ଥିବା ବହୁ ଲୋକ RSS ରୁ ଆସିଛନ୍ତି ।ଯେଉଁ ଠାରେ ଭିଇଚାରାର ମଞ୍ଜି ଅଛି। କି ରାଜନୀତି ପାଠ ପଢିଛନ୍ତି ଆପଣ , ସାରା ପାଠ ପାଣିରେ ପଡି ନଷ୍ଟ ହୋଇଗଲା ।

  • @manasranjansutar
    @manasranjansutar 2 месяца назад +50

    ଶିକ୍ଷକଙ୍କୁ ଗାଳି କଲୁ ବୋଲି ତୋ ପାଇଁ BJD ର କିଛି ଭୋଟ କମିଲା । Nonsense

  • @udechandradash6142
    @udechandradash6142 2 месяца назад +61

    ମୋଟା ମୋଟି କହିବାକୁ ଗଲେ,ପାଣ୍ଡିଆନ ପାଇଁ ହିଁ ବିଜେଡିର ଏପରି ପରାଜୟ ହେଲା ।

  • @user-vx6ob6pl6b
    @user-vx6ob6pl6b 2 месяца назад +3

    ବିଜେଡିର ଖସିଗଲା ପାଦ ତଳକୁ ତଳକୁ ..ବିଜେଡି ଶୂନ୍
    ହେଇଗଲା...ଆଉ ଉଠି ପାରିବ ନାହିଁ ..ନିଶ୍ଚିହ୍ନ ହେଇଯିବ
    ଓଡିଶାରୁ...

  • @bikramtoppo3577
    @bikramtoppo3577 2 месяца назад +4

    ବିଜେଡି ହାରିଲା ବହୁତ ବଢିଆ ହେଲା। ଯଦି ଜିତିଥାନ୍ତା ପାଣ୍ଡୁ ଇନ୍ଦ୍ର ଚନ୍ଦ୍ର ମାନି ନ ଥାନ୍ତା। ଏହି ଜଳରେ ଏଥର ଭଲଭାବରେ ଟଙ୍କା ବଣ୍ଟା ହୋଇ ନାହିଁ। ପାଣ୍ଡୁ ଓ ନାରୀ ଶକ୍ତି ଜିତାଇ ଦେବେ ଭାବି ଯାହା ପାଖରେ ଟଙ୍କା ରହିଲା ସେଠାରେ ହିଁ ରହିଗଲା ।

  • @user-np2gt4js6i
    @user-np2gt4js6i 2 месяца назад +124

    ମାଡାମ୍ ନିର୍ବାଚନପୁର୍ବରୁ କୁଆଡେ଼ ଯାଇଥିେଲ ପାଣ୍ଡୁ ଡରିଲେକି ଏବେ ଭାଷଣ ମାରୁଛ

  • @sabitarani6363
    @sabitarani6363 2 месяца назад +49

    ମାଡମ ଧନ୍ୟବାଦ ଆପଣଙ୍କୁ, ପାଣ୍ଡିଆନ କୁ ଚିହ୍ନି ପାରିଲେନି।ସେ ବିଜେପି ସହିତ ଭିତରେ ବୁଝାସୁଝା କରିଥିଲେ,କାରଣ ପଲଟିକସରେ ବିଶ୍ଵାସ ଶବ୍ଦର ସ୍ଥାନ ନଥାଏ।

    • @Jagannath-oc9ht
      @Jagannath-oc9ht 2 месяца назад +1

      ହୋଇପାରେ।

    • @dipudas5900
      @dipudas5900 2 месяца назад

      Bhagaban ku Jana rajaniti re kan sabu chalichi very denger.

    • @subhadabehera3586
      @subhadabehera3586 2 месяца назад

      😅😅😅😅😅😅😅😅

    • @jagdishnayak4523
      @jagdishnayak4523 2 месяца назад +1

      Aama panchayat re BJD ra gunda pratyeka gaan re achhanti

    • @jumarendrabehera6484
      @jumarendrabehera6484 2 месяца назад

      Right padian bjp pakharu koti koti tanka neichi bjp padian ki kebe b jail pureibani e moro challenge

  • @debashishpaikray1333
    @debashishpaikray1333 2 месяца назад +191

    ଏତେ ଗପ ନିର୍ବାଚନ ପୂର୍ବରୁ କାହିଁକି କହିନଥିଲ.

    • @Adventuresusil
      @Adventuresusil 2 месяца назад +4

      ଭୟ ଥିଲା

    • @narayandas369
      @narayandas369 2 месяца назад +3

      ଦେବାଶିଷ ବାବୁ ଧନ୍ୟବାଦ

    • @Lonelyboysilu143
      @Lonelyboysilu143 2 месяца назад +1

      Right bro hasa laguchi Katha sunila belaku

    • @subhadarsinimohanty6275
      @subhadarsinimohanty6275 2 месяца назад +1

      Ye. Madam bahut bjd ku tekanti

    • @debashishpaikray1333
      @debashishpaikray1333 2 месяца назад

      @@Adventuresusil ଭୟ ଅପେକ୍ଷା ସ୍ୱାର୍ଥ ବେଶୀ ଥିଲା. ଏବେ ସ୍ୱାର୍ଥ ହାସଲ ନ ହେଇ ପାରିବା ରୁ ମୁହଁ ଖୋଲୁଛି.

  • @LataTripathy-xp2xc
    @LataTripathy-xp2xc 2 месяца назад +1

    Very good massage madam, your point about VK Pandian is also right.

  • @bhagabanbehera2912
    @bhagabanbehera2912 2 месяца назад +1

    ପରିବର୍ତ୍ତନ ସରକାର ଟିକେ ଆଗରୁ ଦରକାର ଥିଲା ଆମ ଓଡିଶା ବାସି ଟିକେ ବିଳମ୍ବରେ ଦେଲେ ଯୋଉ ଦଳ ସରକାର କରୁ ଆମକୁ ରାଜ୍ୟର ସୋବୁକ୍ଷେତ୍ରରେ ଉନ୍ନତି ଦରକାର 🙏

  • @rashmiranjannayak2728
    @rashmiranjannayak2728 2 месяца назад +70

    ମାଡାମ ଠିକ କହିଲେ ଯେଉଁ ସରକାର ଆସୁନା କାହିଁକି ଆମ ରାଜ୍ୟର ଉର୍ନତି ହବା ଦରକାର,,, ବିଜେଡି ହାରିବା କଥା ଯାହା କହିଲେ ୧୦୦% ଠିକ,,,,, ଜୟ ଜଗନ୍ନାଥ,,,

  • @SandhyaBehera-xk6nk
    @SandhyaBehera-xk6nk 2 месяца назад +79

    ସବୁ ଭୁଲ ନବୀନ ଙ୍କ ର। ନବୀନ ମଦ, drugs ଖାଇ ସୋଇ ରହି, ପାଣ୍ଡିଆନ ଙ୍କୁ ସବୁ ସମର୍ପଣ କରିଦେଲେ।

    • @priyabehera5885
      @priyabehera5885 2 месяца назад +2

      Gote mada piba loka 24bars kamiti gote rajya chaleile khiba ki

    • @Sagar11532
      @Sagar11532 2 месяца назад +1

      ​@@priyabehera5885nabina kichi bujhunathila 24 barsa hela . Sabu officer bujhuthile ... Nabina gote madua . Tara kama ac re rahi mada pee , cigarette tani only life ku enjoy kare . Odia lokanku gruna kare . Odisha bisayare taku kichi b jana nahin . Nabina gote kulangara . Naba das , Itishree bebina kunduli pipili pari mamita mehera pihu ... Kete crime... Kehi nyaya paeleni .... Jhia nku rape kari maruthile ... Ye hauchi nabin sarakar. Jagannath parikrama gote scam 4200 koti kharcha , light vada re asithila ... 5 t gote scam ...... Bjd crime ra itihasa kahile saribani .... Nabina gote param ..

    • @priyaboe1089
      @priyaboe1089 2 месяца назад

      Dekhithile ki madam

    • @roumyaranjanshee4973
      @roumyaranjanshee4973 2 месяца назад +1

      Right kahila tysm mu jabab Debi mada piba loka ta 24 years re lututhila au mada pi sabu sign pandiyan ku deidauthila

    • @roumyaranjanshee4973
      @roumyaranjanshee4973 2 месяца назад +1

      Apana Katha re mu agree achi jai shree ram.jai jagannath 🙏 Jai new CM MOHAN CHARAN MAJHI

  • @krushnachandrachoudhury5971
    @krushnachandrachoudhury5971 2 месяца назад +17

    ତୁମକୁ କିଏ ଚିହ୍ନି ନାହିଁ , ଅଗଠୁଁ କହିବା କଥା, ବିଜୁ ଜନତା ଦଳର ହାରିବା ପାଇଁ ଦଳର ପ୍ରାର୍ଥୀ ଙ୍କ କୁକର୍ମ ହିଁ ଦାୟୀ

  • @ranunayak5735
    @ranunayak5735 2 месяца назад +1

    Madam ଆଗରୁ ବିଜେଡ଼ି ସରକାର ଥିଲାବେଳେ କାଖେଇ ଧରିଥିଲେ ଏବେ ମାଡାମ କହୁଛନ୍ତି ଖରାପ ଏ ମାଡମ ଙ୍କୁ ଚିହ୍ନି ଥାଆନ୍ତୁ ଓଡ଼ିଶା ର ଜନସାଧାରଣ ଜୟ ଜଗନ୍ନାଥ

  • @siddharthshanker6597
    @siddharthshanker6597 2 месяца назад +1

    Mr.Pandian is the ambassador of BJ..., you can understand..so Pandian Sir, did a very good job for Modi ji..i love Modi ji and BJP..

  • @bidyadharpadhan9532
    @bidyadharpadhan9532 2 месяца назад +25

    ତୋ ପାଇଁ ବି 2% vote minus ହେଇଛି, କଣ କହୁଥିଲୁ କି ଶିକ୍ଷକ ମାନଙ୍କ ବିଷୟରେ, ପୁଣି ବିଜେଡି ତରଫରୁ

    • @varshabaabu
      @varshabaabu 2 месяца назад

      Exactly. A sei loka jie junior teacher regular birodhare debate karuthila.

  • @MrRanjankumarsahoo
    @MrRanjankumarsahoo 2 месяца назад +14

    ସବୁ ତ ଠିକ୍ କିନ୍ତୁ ଆଗରୁ କଣ ପାଇଁ ଆପଣ ଚୁପ୍ ରହୁଥିଲେ କାଇଁ ସେତେବେଳ ମୁହଁ ଖୋଲିକି Pandiyan କୁ କହିଲନି . ମୁହଁ ରେ ସେତେବେଳ କଣ ପାଇଁ ବା******* ପୁରେଇକି ଚୁପ୍ ଥିଲ. ସେତେବେଳ ଡର ଲାଗୁଥିଲା, ସାହସ ନଥିଲା , ଏବେ ସବୁ ତମର ରଙ୍ଗ ବାହାରୁଚି .

  • @Nursingnotesodisha
    @Nursingnotesodisha 2 месяца назад +13

    ଏବେ ବି ପାଣ୍ଡିଆନ କୁ sir କହୁଛନ୍ତି madam .. ମାନେ ଆପଣ ଏବେ ବି ଡରୁଛନ୍ତି ତାକୁ... ସିଏ ଆଉ job re ନାହାନ୍ତି sir କଣ ପାଇଁ madam 😅 କି ଡର ଏବେବି

  • @themothermarine7152
    @themothermarine7152 2 месяца назад +3

    ଆପଣଙ୍କ ଭଳି ଜଣେ ଓକିଲ କିପରି ବିଜେଡିରେ ଯୋଗ ଦେବା ପୂର୍ବରୁ ପାଣ୍ଡିଆନଙ୍କୁ ବୁଝି ପାରିଲେ ନାହିଁ, ଏବେ ବୁଝି ପାରୁଛନ୍ତି ଯେ କିପରି ୨୪ ବର୍ଷ ହେବ ଶାସନ କରୁଥିଲେ।
    ଯାହା କରିଛନ୍ତି ଶ୍ରୀଜଗନ୍ନାଥ ହିଁ କରିଛନ୍ତି।

  • @atulyakumardas9495
    @atulyakumardas9495 Месяц назад

    Absolutely you are 100percent right god bless you

  • @Onlyvibrationdj
    @Onlyvibrationdj 2 месяца назад +8

    Vk pandian sir ଏବେ ବା କହୁଛନ୍ତି ତୁ ପାଣ୍ଡିଆନ ବି କହିପରିଥାନ୍ତେ । ହା ହା ହା

  • @user-fk2ny3zb2t
    @user-fk2ny3zb2t 2 месяца назад +8

    ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ମାନେ ନିଜର ସ୍ୱାର୍ଥପର ମନୋଭାବ ପାଇଁ ଏବଂ ଅପରାଧିକ କର୍ମପାଇଁ ବିଜେଡି ହାରିଛି l
    ଯାହା ହେଇଛି ଭଲ ହିଁ ହୋଇଛି l
    ଓଡ଼ିଶାର ଜନ ସାଧାରଣ ବିଜେଡି ନେତା ମାନଙ୍କ ଶାସନରେ ଅଣ ନିଶ୍ୱାସୀ ହୋଇ ଯାଇଥିଲେ l

  • @debendrapattanayak9683
    @debendrapattanayak9683 2 месяца назад +26

    ଏଟା ଗୋଟେ ଔକାତଲେସ ଲେଡି ତୁ କଣ କହୁଥିଲୁ ଶିକ୍ଷକ ବିରୋଧରେ ଏବେ ତୋର ଫାଟିଲା😂😂😂😂😂😂

  • @KamalakantaPanda-wg5ip
    @KamalakantaPanda-wg5ip 2 месяца назад

    Above all ur prudence is un matching . U have the adequate skill of being a people's leader. Thank you very much.

  • @sudhirchandradalai
    @sudhirchandradalai 2 месяца назад

    Thank you madam. God bless you.

  • @govtupsbanjagola6660
    @govtupsbanjagola6660 2 месяца назад +22

    ଶିକ୍ଷକ ଶିକ୍ଷୟିତ୍ରୀ ଅଭିଶାପ ପଡ଼ିଛି।

  • @ashutosh2317
    @ashutosh2317 2 месяца назад +18

    ଏ ସେହି ବାୟାଣୀ ଯିଏ ଗୁରୁଙ୍କୁ ହତାଦର କରୁଥିଲା 😅😅😅

  • @subashbehera5545
    @subashbehera5545 2 месяца назад +34

    ଏବେ କାଇଁ ଗଦ ଗଦ ହେଲେ କଣ ହେବ ହାରିଲା ପରେ ସମସ୍ତେ କହୁଛନ୍ତି , ନେତା ମାନେ ଏବେ ବି ପାଟି ଖୋଲୁ ନାହାନ୍ତି v k pandian ଙ୍କୁ ଏବେ ବି ଡରୁଛନ୍ତି ତା ବିଷୟରେ ମୁଁହ ଖୋଲ

  • @brajakishorepadhi4022
    @brajakishorepadhi4022 2 месяца назад +1

    ପାଂଡିୟାନ ଗୁଡ୍ ବୟ। ନବୀନ ପଟ୍ଟନାୟକ ସାଆନ୍ତ ଗିରି କରୁଥିଲା। ରଖ ହୋ ତୁମର ବିଜୁ ଆଦର୍ଶ। ପ୍ରପଂଚ ପ୍ରତାରକ ଛଳନା ରେ ଭରପୂର ବିଜେଡି। କୋଢିଆ, ମଦ୍ଯପ, ଜରାଗ୍ରସ୍ଥ ନବୀନ ଜମିଦାରୀ ଗେହି ଚୋଦଉ ଥିଲା। ଜଗନ୍ନାଥଙ୍କୁ ଭିକ ମଗେଇ ଭିକ ମାଗିଲା ମୁରଦାର ନବୀନ। ସବୁ ନାଟର ଗୋବର୍ଦ୍ଧନ ହଡା ନବୀନ। ପାଂଡିୟାନ କୁ ନବୀନ ଫିଟିଂଗ କରିଥିଲା। ତା ମନକୁ ପାଂଡିୟାନ ଯାଉଥିଲା ସଭା ସମିତି କୁ।

  • @user-mr7dq2ie1t
    @user-mr7dq2ie1t 2 месяца назад +2

    ଏବେ ସ୍କୁଲରେ ପିଲାଙ୍କୁ ପଚରା ଗଲା ମୁଖ୍ୟମନ୍ତ୍ରୀ କିଏ ପିଲେ କହିଲେ ନବୀନ ପଟନାୟକ 🙏ଜୟଜଗନ୍ନାଥ

  • @arabindabiswal7609
    @arabindabiswal7609 2 месяца назад +6

    ତୁ ଗୋଟେ କିଏ ଏତେ ବଡ ବଡ ଭାଷଣ ମାରୁଚୁ ତୋ ବାପା ଆଉ ପୁଅ ଝିଅ କୁ ପାଠ ପଢ଼ା ଭଲ ହେବ ❤

  • @user-vx4fd5ob6q
    @user-vx4fd5ob6q 2 месяца назад +56

    ଭୂଲକୋଉଠି ରହିଲା। ପରିବର୍ତନ ଜନତା ଚାହିଲେ ,ଏବଂ କଲେ

    • @rajendraswainswain6878
      @rajendraswainswain6878 2 месяца назад

      Nabin trying education.health.farm.factory to developed but never in zero stage.

  • @jogeshrout3257
    @jogeshrout3257 2 месяца назад +6

    ଦୁର୍ଯ୍ୟୋଧନ ର ଅହମିକା ଓ ଉଚ୍ଚାକାଂକ୍ଷା ପାଇଁ ଧୃତରାଷ୍ଟ୍ର ଦାୟୀ ନୁଁହନ୍ତି କି?

  • @lalmohansatapathy1775
    @lalmohansatapathy1775 2 месяца назад

    True message to the people of Odisha ।

  • @bijoybhaskarjena5285
    @bijoybhaskarjena5285 2 месяца назад +2

    ପାଣ୍ଡିଆନ ଯେତିକି ଦାୟୀ ତମେ ବି ସେତିକ ଦାୟୀ

  • @Prabhukrupa.
    @Prabhukrupa. 2 месяца назад +5

    ସେହି ଲୋକଟି ନା ନେବାକୁ ଚାହୁଁନି, ଚକ୍ରାନ୍ତ କରି BJD DALAKU ଓ ନବୀନ ପଟ୍ଟନାୟକ ଆଗପଟୁ ଛୁରାମାରିଛି, JAYA JAGANNATH

  • @nrusinghsahoo414
    @nrusinghsahoo414 2 месяца назад +20

    ପାଣ୍ଡିଆନ କାହିଁକି ନିର୍ବାଚନ ପରିଚାଳନା କରୁଥିଲେ ତମ ଜନପ୍ରିୟ ନେତା କେଉଁଠାରେ ଶୋଇଥିଲେ ? ଆଉ ସେ ନିଜେ କିପରି ଏକ ଅନାମଧେୟ ଠାରୁ ଏତେ ଦୟନୀୟ ଭାବେ ହାରିଲେ ? ଆମ ହିଞ୍ଜିଳି ରେ ହାରୁହାରୁ ବଞ୍ଚିଗଲେ ?

    • @user-yd7dq7ij6w
      @user-yd7dq7ij6w 2 месяца назад +1

      ଉତ୍ତର ଧିକାରୀ ପାଇଁ କୋଶିଶ କରୁଥିଲେ ତୁମେମାନେ ତାଙ୍କୁ ସାହାଯ୍ୟ କରୁଥିଲ କାହାର ଭୁଲ ନାହିଁ

  • @Jagat_Sahoo1
    @Jagat_Sahoo1 2 месяца назад +26

    Ohh ଏବେ ହାରିଗଲ ବୋଲି ସବୁ ଦୋଷ pandian କୁ, ସେତେବେଳ ସବୁ ଠିକ୍ ଥିଲା, ମୁଖ୍ୟ କଥା ହେଲା ତୁମେ bjd ଲୋକ ହାରିବା ଟାକୁ ଏତେ ସହଜ ରେ ଗ୍ରହଣ କରି ପାରୁନ ଯାହା ପାଇଁ evm machine hack,pandian ଦୋଷ, ସବୁ ଲଦି ଦଉଛ😂😂🎉

  • @sonupinkysingh8416
    @sonupinkysingh8416 2 месяца назад +1

    Pura perfect madam

  • @jagadishchandrapradhan7839
    @jagadishchandrapradhan7839 2 месяца назад

    Excellent fact & presentation
    Thanks

  • @hrushikeshsahoo5289
    @hrushikeshsahoo5289 2 месяца назад +6

    ଏ କଥା ଆଗରୁ ନଵୀନ ଵାଵୁକୁଂ ଆଗରୁ ଵୁଝାଇଥିଲେ ଭଲ ହୋଇଥାନ୍ତା।

  • @DhusasanParida-yd1mb
    @DhusasanParida-yd1mb 2 месяца назад +4

    ଜୟ ଜଗନ୍ନାଥ ଆପଣ ସାହସର ସହିତ ଏବେ
    କହୁଛନ୍ତି, କେବଳ ନବୀନ Sir ଙ୍କ ପାଇଁ।

  • @arjunmohanoram9928
    @arjunmohanoram9928 2 месяца назад +32

    ତୋର କଣ ଟା ଛିଣ୍ଡି ଗଲା ବିଜେଡି ଆଉ କେତେ ବର୍ଷ ଶାସନ କରିଥାନ୍ତା ତୁ କଣ ଜାଣିନୁ ବିଜେପି ର ବିଜୟ ସୂତ୍ର ଧର ପାଣ୍ଡୁ ଭଲ ହେଲା ନା

    • @manoranjanmongaraj6925
      @manoranjanmongaraj6925 2 месяца назад +1

      Bhai ekdam correct padiyan ku Paisa milichi bjp ru

    • @hsmarketing4006
      @hsmarketing4006 2 месяца назад +1

      Au ate garba karani re 6 masa ra athithi
      6 masa bhitare mantri mandala bhusudi jiba vhbisya bani eay dekha agaku Kan Sabu houchi

    • @deviprasadmishra6563
      @deviprasadmishra6563 2 месяца назад

      ଏଇଟା ମଝି ଗୋଡ଼ କୁ ଆଶା କରିଛି।

    • @megaasmr6829
      @megaasmr6829 2 месяца назад

      ​@@hsmarketing4006😂😂

  • @jagadishsantu9369
    @jagadishsantu9369 2 месяца назад

    Definitely You are the next chief
    minister of odisha monalisha medam 🎉

  • @hemantabiswal6472
    @hemantabiswal6472 2 месяца назад

    Rightly said regarding Bikash

  • @kailashchandramohapatra1877
    @kailashchandramohapatra1877 2 месяца назад +22

    ଏହି କଥାଟି ଆଗରୁ କହିଥିଲେ ଭଲ ହୋଇଥାନ୍ତା ମ୍ୟାଡାମ୍

  • @SmashEnough
    @SmashEnough 2 месяца назад +14

    ତୁମେ ସେତେବେଳେ କାହା ସହିତ ଶୋଇଥିଲ ମୋନାଲିସା ଗନ୍ତାୟତ ଦିଦି 😢 କାନ୍ଦିଲେ କି ହେବ ମୋନାଲିସା ଦିଦି ପାଣ୍ଡୁ କି ସହ ଜେ ଛାଡ଼ିବା😢 ଭାଙ୍ଗିଗଲା ତୁମ ବିଜେଡ଼ିର ମୋହ କାନ୍ଦି କାନ୍ଦି ଏବେ ମାରିବ😢 ହା ହା ହା

  • @BhaktabandhuSenapati
    @BhaktabandhuSenapati 2 месяца назад +9

    ଭଉଣୀ,,,, ବହୁତ,, ଅଛି
    ବିଜେଡିର, ଧର୍ମ, ମଦ ନାରୀ ସଯୁକ୍ତାମହଲ କୁନ୍ଦୁଲି ମମିତାମେହର ବେବିନା ରୁଚିକା ପରୀ ଇତିଶ୍ରୀ ଅରଚନାନାଗ

    • @TheGentleMan_Once
      @TheGentleMan_Once 2 месяца назад

      Heu ..25 years BJP ku diantu and ta pare count karantu

  • @THBReddy
    @THBReddy 2 месяца назад

    Best best best suggestion to our Odisha people. Thank you mem.

  • @lalitamohanmallick5779
    @lalitamohanmallick5779 2 месяца назад

    ବହୁତ ବହୁତ ଧନ୍ୟବାଦ୍ ମାଡମ୍

  • @aiamoodisha
    @aiamoodisha 2 месяца назад +44

    ଏବେ ଏହାର ମନେ ପଡ଼ିଲା
    ଆଗରୁ ପାଣ୍ଡୁ କୁ ଟେକୁ ଥିଲ ଏବେ କଣ ହେଲା । ପାଣ୍ଡୁ ଓଡିଶା କୁ ବର୍ବାଡ କଲ ବେଳେ ତାଳି ମାରୁଥିଲି

  • @Business-inodia
    @Business-inodia 2 месяца назад +6

    Why BJD all Senior Leader are Silent after seen all wrong things happen in BJD Govt.

  • @DillipKumar-zv5mw
    @DillipKumar-zv5mw 2 месяца назад +12

    Pandian Sir, କହୁଛ, କ୍ୟା ବାତ୍ ହୈ?Boby Das ର ଯାଜପୁର ରେ reputation ବହୁତ୍ ଖରାପ, ମୋନାଲିସା ତୁମେ ଓକିଲ ହୋଇ ଠକି ଯାଇଛ। ତୁମେ ବି ଭକୁଆ , ପାଣ୍ଡୁ ସମସ୍ତଙ୍କୁ ପଛରୁ ମାରିଛି, ଏ ଯାଏ ପୋଡ଼ୁଛି ସମସ୍ତଙ୍କର। ତୁମ ମୁଁହ କୁ ଲାଜ ଭି ଲାଗୁନି

    • @SubhenduBaliarsingh
      @SubhenduBaliarsingh 2 месяца назад

      ନାଇଁ ମ ୟାଙ୍କର କିନ୍ତୁ ଆଗ ପଛ ଉଭୟ ଆଡ଼ୁ ମାରିଚି 😂

    • @DillipKumar-zv5mw
      @DillipKumar-zv5mw 2 месяца назад

      @@SubhenduBaliarsingh 🤣🤣🤣🤣🤣🤣🤣🤣

  • @fact9365
    @fact9365 2 месяца назад

    Mam, good perception, thank u

  • @prasannkumarpani6507
    @prasannkumarpani6507 2 месяца назад

    Excellent Madam. What you told is fact.

  • @laxmidharrout5694
    @laxmidharrout5694 2 месяца назад +8

    ମନ୍ୟବର ନବୀନ ପଟ୍ଟନାୟକଙ୍କ ପା ନ୍ ଡି ଆ ନ ଙ୍କ ସହିତ କିଛି ଗୁପ୍ତ ସମ୍ପର୍କ କିମ୍ବା ବଡ଼ ଦୁର୍ନୀତି ରେ ସାମିଲ ଥିବାର ଅନୁମାନ।ସେଥିଲାଗି ତାଙ୍କ ପରାମର୍ଶ କ୍ରମେ ଶିକ୍ଷକ ବ୍ରାହ୍ମଣ ନାରୀ ଓଡ଼ିଆ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅଣଦେଖା କରି ଥିଲେ,ଏପରିକି ଦଳର ବରିଷ୍ଠ ଲୋକ ପାଲ ବାନ୍ଧି ଥିଲେ,ତଳେ ବସି ତାମିଲ୍ ବାବୁ ଙ୍କ କଥା ଶୁଣି ତାଳି ଦେଲେ।ଓଡ଼ିଆ ମାନଙ୍କ ସ୍ୱାଭିମାନ ରକ୍ଷା କରିବା ରେ ବିଫଳ ହୋଇଥିଲେ।ତେଣୁ ତାଙ୍କୁ ବିରୋଧୀ ଦଳରେ ପଛ କୁ ଦେବାକୁ ଓଡ଼ିଶା ବାସୀ ନିଷ୍ପତି ନେଲେ,ଏମିତିକି କିଛି ଦୁର୍ନୀତି ନେତା ମାନେ ଠିକଣା ଜବାବ୍ ପାଇଲେ।ଜୟ ଜଗନ୍ନାଥ...
    ସାଧାରଣ ଲୋକ,ଓଡ଼ିଆ ଲୋକ,ଓଡ଼ିଶାକୁ ଭଲ ପାଉଥିବା ଗୋଟିଏ ଅତି କ୍ଷୁଦ୍ର ଜୀବ .....

  • @biswajitdash6022
    @biswajitdash6022 2 месяца назад +20

    Excellent ତାମିଲ ପାଣ୍ଡୁ ରାଜ୍ୟରେ ଏହା ହେଲା ଓଡ଼ିଶା ପ୍ରସିଦ୍ଧ ଯାତ୍ରା । ଜୟ ଜୟ ହୋ ତାମିଲ ପାଣ୍ଡୁ ତମର ଅଗାଢ ଭକ୍ତି ବିଶ୍ୱାସ ଯୋଗୁଁ ଆଜି ଓଡ଼ିଆ ଆନ୍ତର୍ଜାତୀୟ ସ୍ତରରେ ମାନ ସମ୍ମାନ ପାଇଛି।
    ଆମେ ଓଡ଼ିଆ ବାସୀ ପଛେ ଦାଦନ ଶ୍ରମିକ ଖଟିବାକୁ ଯିବୁ କିନ୍ତୁ ତମକୁ ଏ ଓଡ଼ିଶା ମାଟିରୁ ଜମା ବି ତଡି ବୁ ନି । ଏଟିଆ ଓଡ଼ିଆ ଦାଦନ ପୁଅ ମାନଙ୍କର ପ୍ରତିଜ୍ଞା
    ତମେ ହିଁ ତାମିଲ ପାଣ୍ଡୁ ଏ ଓଡ଼ିଶା ର ଏକ ମାତ୍ର ଜଗନ୍ନାଥ।।

  • @biswajitdash6022
    @biswajitdash6022 2 месяца назад +26

    ଆଲୋ ନାନୀ ତୋ ମୁହଁ ତ ଥୋବରା ହେଇଗଲଣି କଣ ଏମିତି ଭାଣ୍ଡ ଓଡ଼ିଆ କହି ଏ ଓଡ଼ିଆ ଭାଷା କୁ ଜାତି କୁ ଆଉ ଅପମାନ କରୁଚୁ।। ଏଡ଼େ ଅଲାଜୁକ ଏ ଲୋକ ଟା ନା ।। ଛି ଛି ଛି ।। ୟାର ଦ୍ରୌପଦୀ ମୁର୍ମୁ କେଉଁ ଆଡୁ ବଇନି।। ଶଳା କୁ ଭଉଣୀ କହି ଆସୁନି । ରାଷ୍ଟ୍ରପତି କୁ ପ୍ରଧାନମନ୍ତ୍ରୀ କହୁଚି। ଭାଷଣ ଦେଲା ବେଳେ ବାଧେ ନାଲିଆ ପାଣି ପକେଇ ଆସୁଚି
    ଛି ଛି ଏଡ଼େ ବେହିଆ ଆଉ ଅଭଦ୍ର ଟେ
    କି ବାଳ ଓଡ଼ିଆ ଭାଷା ସମ୍ମିଳନୀ କରି ଥିଲୁ କେଜାଣି ଦାଦନ ପଇସା ନଷ୍ଟ କରି ।। ବେଶରମ୍ ନିର୍ଲଜଙ୍କ ଦଳ

  • @akshyakumarmishra8038
    @akshyakumarmishra8038 2 месяца назад

    You are Right 👌💐💐💐💐

  • @user-um7gb1ol1z
    @user-um7gb1ol1z 2 месяца назад

    Thank you Monalisha Gantayat for focussing the genuine issues through your valuable discussion which can be better understood by people of all categories about their role and responsibility as citizens. They should assess themselves whether they were performing for development or for their selfish interest. The time has proved that Janata Janardan is more powerful.The Administers and leaders are to respect their power.It is not wise but foolishness to underestimate and dominate them as they are the real masters.
    Ganeswar Rout.

  • @user-gg5bk7gl5d
    @user-gg5bk7gl5d 2 месяца назад +4

    Absolutely Right sis.

  • @jayakrishnapradhan-ms6tm
    @jayakrishnapradhan-ms6tm 2 месяца назад +5

    ବହୁତ ଭଲ ହୋଇଛି ମ୍ୟାଡମ

  • @dillipkumarsingh5515
    @dillipkumarsingh5515 2 месяца назад +16

    ପାଣ୍ଡୁ ବିଜେଡି ର ଅଜାଗା ଘା କୁ ବାଡ଼େଇଛି ବଲି ବିଜେଡି ର ସବୁ ନେତା ବାଉଳିଚାଉଳି ହେଉଛନ୍ତି

  • @dharanidharamansingh6456
    @dharanidharamansingh6456 Месяц назад

    Very very thanks to your opinion.

  • @parthasarathidas8570
    @parthasarathidas8570 2 месяца назад

    Madam many many thanks for your real valuabble statement about the defeat of B J D

  • @raghunathmurmu5631
    @raghunathmurmu5631 2 месяца назад +6

    ତୁ ଆଉ କଣ ଟା କରିଥିଲୁ କି ଅ ଏବେ ହାରିଲ ବୋଲି କହୁଛନା ଯଦି ଜିତିଥାନ୍ତ ଏଇ କଥା କହିଥାନ୍ତ କି

    • @karunakarmantry7435
      @karunakarmantry7435 2 месяца назад

      ଏମିତି କହିଲେ ଏକା BJP ରୁ ଆଉଥରେ ticket ହାତେଇବ ନାଁ 😂

  • @user-tk9cw3ws3p
    @user-tk9cw3ws3p 2 месяца назад +4

    ମାଡାମ ତୋମେ ମାନେ ସବୁ ପାଣ୍ଡିଆନ ପଛରେ ଥିଲେ କାହିଁକି ନା ପାଣ୍ଡିଆନ କୁ ସମସ୍ତେ ଭୋୟ କରୁଥିଲୋ ଏବେ ବିଜେଡି ରେ ପାଣ୍ଡିଆନ ନାହିଁ ତେଣୁ ପାଣ୍ଡିଆନ ର ପୁରା କାହାଣୀ କହୁଛ

  • @rajendrapati6655
    @rajendrapati6655 2 месяца назад

    💯 to 💯 percent correct posting.

  • @ramakantapanda8405
    @ramakantapanda8405 2 месяца назад

    Right mam 200% Right v k pandian all of tp Response

  • @rajasongcoolmind8226
    @rajasongcoolmind8226 2 месяца назад +1

    କିଛି ଭୁଲ୍ ନାହିଁ ପାଣ୍ଡିଆନ୍ ର ।ସବୁ ଭୁଲ୍ ଭ୍ରଷ୍ଟ ନେତାମାନଙ୍କର । ହାରିଥିବା ନେତାମାନେ ଭଲ ନେତା ହୋଇପାରନ୍ତି କିନ୍ତୁ ଭଲ ମଣିଷ ନୁହଁନ୍ତି ।

  • @user-vi6re7uy6u
    @user-vi6re7uy6u 2 месяца назад

    Your speech is very truth mem i like you

  • @PratimaTandi-vi7fx
    @PratimaTandi-vi7fx 2 месяца назад

    Thanks Monalisha Gantayat shared the information.

  • @subhransumaharana3691
    @subhransumaharana3691 2 месяца назад

    Absolutely Right Speech 👌 Ma'am Ji ❤️

  • @kedarnathpatnaik7168
    @kedarnathpatnaik7168 Месяц назад

    Wonderful speaker

  • @NarayanchandraMallick-iu7if
    @NarayanchandraMallick-iu7if 2 месяца назад

    You are praised for your thought and advice

  • @minaketandharua2116
    @minaketandharua2116 2 месяца назад +1

    Madam!
    You are cent percent correct.VK Pandian has destroyed the BJD.

  • @sailabalananda8284
    @sailabalananda8284 2 месяца назад

    You are absolutely right mam👍

  • @aratiparida2736
    @aratiparida2736 2 месяца назад

    Yes you are 100 percent right

  • @SmitarekhaSingh
    @SmitarekhaSingh 2 месяца назад

    So lively thoughts❤

  • @user-hl3ct5lu5s
    @user-hl3ct5lu5s 2 месяца назад +1

    ନବୀନ ପଟ୍ଟନାୟକ କୁ ଟିସୁନ କର ଭଲହେବ

  • @ranjanmallik4881
    @ranjanmallik4881 2 месяца назад +1

    ବିଜେପୀ କାହିଁକି ଆସି ନ ଥାନ୍ତାତା କାରଣ ଜଣେଇବେ

  • @binodkumarsahoo7355
    @binodkumarsahoo7355 2 месяца назад

    Good voice for
    God bless to U
    Thanks

  • @SkyH-bo2jw
    @SkyH-bo2jw 2 месяца назад

    Correct answer thank u madam correct advice

  • @papunadethi9371
    @papunadethi9371 2 месяца назад +1

    ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ

  • @suravibesan7443
    @suravibesan7443 2 месяца назад

    Right point👍