Why There is Tussle Between VK Pandian and Pradeep Panigrahi ? | Odisha Reporter

Поделиться
HTML-код
  • Опубликовано: 4 фев 2025

Комментарии • 687

  • @rajeshkumarpradhan4928
    @rajeshkumarpradhan4928 Год назад +72

    ଧନ୍ୟବାଦ ପ୍ରଦୀପ ପାଣିଗ୍ରାହୀ

  • @sagramsamal8729
    @sagramsamal8729 Год назад +160

    ପଛରେ ହେଲେବି ସତ କହିଲେ ପ୍ରଦିପ ବାବୁ.ପାଣ୍ଡିଆନ ଜାହା ଲୁଟୁଛି ଓଡ଼ିଶାକୁ ଆମେ ଜାନିଛୁ. ଜଦି କୌଣସି ମିଡିଆ ବନ୍ଦୁ ଚାହାନ୍ତି ମୁଁ ସଂଗ୍ରାମ ସାମଲ ସବୁ ପ୍ରମାଣ ସହିତ ଓଡ଼ିଶାର ଜନତାଙ୍କ ଦୃଷ୍ଟି ଗୋଚର କରି ପାରନ୍ତି

  • @saratranjanbehera6661
    @saratranjanbehera6661 Год назад +217

    ପ୍ରିୟ ପ୍ରଦୀପ sir.. 🙏.. 👌
    ଅପେକ୍ଷା କରନ୍ତୁ ପ୍ୟାରୀ ଦଶା ନିଶ୍ଚୟ ଭୋଗିବ ଏ ସୈତାନ ପାଣ୍ଡିଆନ... ଏଇ ବିଜେଡି ର ନେତା ମାନେ ଗୋପାଳ ଦାସ ହେବେ ଆଉ ପାପୀ କୁ ସେଇ ଗୋପାଳ ନିଧନ କରିବେ... 😄....

    • @subham94bgh
      @subham94bgh Год назад +8

      Dnt mark Gopal Das as hero try to understand it.... He is the criminal....

    • @saratranjanbehera6661
      @saratranjanbehera6661 Год назад

      @@subham94bgh... ଯଦି ଗୋପାଳ ଦାସ କ୍ରିମିନାଲ ତ ନବ ଦାସ କଣ ଡକାୟତ, ହତ୍ୟାକାରୀ, ଲୁଣ୍ଠନ କାରି ନୁହେଁ...?
      ଭଗବାନ ରାମଚନ୍ଦ୍ର, କୃଷ୍ଣ, ଶିବ, ଦୁର୍ଗା ଏମାନେ କଣ କ୍ରିମିନାଲ ଅଟନ୍ତି...? ଏମାନେ ରାବଣ କଂସ ମହିଷାସୁର କୁ ମାରି ସଂସାର କୁ ଉଦ୍ଧାର କରିଥିଲେ... ଗୋପାଳ ଦାସ ସେଇ ଭଗବାନ ଙ୍କର ନିଶ୍ଚୟ ପ୍ରତିରୂପ, ସେ ଯେଉଁ କାରଣ ପାଇଁ ନବ ଦାସ କୁ ହତ୍ୟା କରିଥାଉ, ସେ ଯାହା କରିଛି ତାହା ଭଗବାନ ଙ୍କର କାର୍ଯ୍ୟ

    • @sanju9661
      @sanju9661 8 месяцев назад +2

      Gopal das was a criminal or hero is not a matter. But all know that he is/was made so by ଅଣଓଡ଼ିଆ ଓ ଖଣ୍ଡିଓଡ଼ିଆ

    • @HoneyRose_Yt
      @HoneyRose_Yt 8 месяцев назад +1

      Aaji Tama Katha sata hela

    • @AkshayaSahu-w7q
      @AkshayaSahu-w7q 8 месяцев назад +1

      ପ୍ୟାରୀ ତାର ଗୁରୁ।ସିଏ ଗୁରୁ ---- ଣ୍ଡୀ ମରା। ନବୀନ ମହା ଶିଆଣା। ସିଏ କାହାକୁ ୨/୩ ବର୍ଷ ରୁ ଅଧିକ ପାଖରେ ରଖେ ନାହିଁ।

  • @rupadharthapa4215
    @rupadharthapa4215 8 месяцев назад +62

    ପ୍ରଦୀପ ଭାଇ କଥାରେ ନୁହେଁ କାମରେ ଦେଖାଇ ଦେଲେ......

  • @mamatakhillo6781
    @mamatakhillo6781 Год назад +59

    Pradeep sir jindabada 🙏🙏🙏🙏

    • @babajisahu2335
      @babajisahu2335 Год назад +1

      Banda bad

    • @satyanandasahu335
      @satyanandasahu335 8 месяцев назад

      ​​@@babajisahu2335ତୋର ମାର ଗାଣ୍ଡି ବାଦ ପୁସୀ ଖ ମାଗିହେ

  • @Edu.hub_
    @Edu.hub_ Год назад +101

    ସବୁ ସତ କଥା ଓଗାଳ
    ଯେତେ ସବୁ ଅଛନ୍ତି ସବୁ ସତ କଥା କୁହ
    ମୁହଁ ଖୋଲ ସମସ୍ତଙ୍କର କିଏ କଣ ସବୁ ଜନ ସାଧାରଣ ଙ୍କୁ ଜଣାଇ ଦିଅ

  • @saransha5937
    @saransha5937 Год назад +14

    Pradip panigrahi 👍

  • @niranjanpradhan4800
    @niranjanpradhan4800 Год назад +9

    Super Hero Pradip panigrahi

  • @bhakachannayak-bw6bv
    @bhakachannayak-bw6bv Год назад +8

    ଅଲ୍ ଦ ବେଷ୍ଟ ୟୁ ଆର୍ ରାଇଟ
    ଧନ୍ୟବାଦ୍ ପ୍ରଦୀପ ପାଣିଗ୍ରାହୀ

  • @biramkumarmandal4669
    @biramkumarmandal4669 Год назад +134

    ଏ ଶୋଳା ସ୍ବାର୍ଥନ୍ବେଷୀ ରାଜନେତା ମାନଙ୍କ ଗାଣ୍ଡୀ ଯେତେବେଳେ ଗୋଲୁ ହୁଏ ସେତେବେଳେ ସତକଥା ବଖାଣନ୍ତି।

    • @nirakarsahoo7004
      @nirakarsahoo7004 Год назад +15

      ବନ୍ଧୁ , ଏ ରାଜନେତା ମାନଙ୍କ ମଧ୍ୟରୁ ଆମ ମାନଙ୍କ ମଧ୍ୟରେ ଥିବା କିଛି ମାଗଣା ଖିଆ ଗୋଷ୍ଠୀ ଅଧିକ ଭୟଙ୍କର , ଯେଉଁ ମାନେ କି ବିଭନ୍ନ ଭାବେ ଏହି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ପ୍ରଲୋଭିତ ହୋଇ ଏ ରାଜ୍ୟକୁ ବିକ୍ରୀ କରିଦେବାକୁ ବସିଲେଣି ଓ ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ଅତ୍ୟନ୍ତ ଲଜ୍ୟା ଜନକ ଓ ଶାସକ ଦଳର ନେତା ମନ୍ତ୍ରୀ ଓ କର୍ମୀ ମାନଙ୍କ ଦ୍ଵାରା ନାନା ଭାବେ ନିର୍ଯାତିତ ଏବଂ ପରୀ ପିହୁ ମମିତା ମେହେର ଇତିଶ୍ରୀ ବେବିନା ସୁଜାତା ମାଧବିଲତା ଇତ୍ୟାଦି ଇତ୍ୟାଦି ଘଟଣା ମାନ ଏହାର ଜ୍ୱଳନ୍ତ ଉଦାହରଣ ଓ ଏସବୁ କାଳେ ଗୋଟିଏ ଗୋଟିଏ ଛୋଟିଆ ଘଟଣା ମାତ୍ର ଏହା ବିଜେଡି ଦଳର କିଛି ଆଗ ଧାଡିର ନେତା ଓ ମନ୍ତ୍ରୀଙ୍କ ବକ୍ତବ୍ୟ !!! ଆଜି ଚାଷୀ କୂଳ ହତାସ୍ , କୁଆଡେ ଗଲା ନବୀନ ବାବୁଙ୍କ ଘୋଷଣା ରାଜ୍ୟର ଲାଇଫ୍ ଲାଇନ୍ ମହାନଦୀ ଉପରେ ସାତ ସାତୋଟି ନଦୀ ବନ୍ଧ ଯୋଜନାର ରୂପରେଖ ଆଜି କେଉଁଠି ? ଆଜି ମଧ୍ୟ ଦୀର୍ଘ ତେଇଶି ବର୍ଷର ଶାସନ ପରେବି ଓଡ଼ିଆ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି ।

    • @Edu.hub_
      @Edu.hub_ Год назад +8

      ଯାହାର ଗୋଲୁ ହଉଛି ହଉ
      ଆମକୁ ସବୁ ଏମିତି ଗୋଟେ ଗୋଟେ କଥା କହି ଚାଲ
      ସମସ୍ତେ ଜାଣିବା ଦରକାର ଦଳ ଭିତରେ ହଉଛି କଣ ଆଉ ଜନ ସାଧାରଣଙ୍କୁ ଜଣା ଯାଉଛି କଣ

    • @rajeshpradhan3078
      @rajeshpradhan3078 Год назад

      ​@@Edu.hub_you

    • @raaz6283
      @raaz6283 Год назад +1

      Ye bi bahut Bodo choro

    • @bigdady1281
      @bigdady1281 Год назад

      Most of the uneducated peoples are voting again and again for genda dala

  • @subasjena1252
    @subasjena1252 Год назад +8

    Pradeep sir jinda bad

    • @dasharathi2271
      @dasharathi2271 Год назад

      Pela taa naa

    • @nirakarsahoo7004
      @nirakarsahoo7004 Год назад

      ​@@dasharathi2271ବନ୍ଧୁ , ଆପଣ ବୋଧହୁଏ ନବୀନ ବାବୁ ଓ ତାଙ୍କର ସେହି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ଗଠିତ ମାଗଣା ଖିଆ ଗୋଷ୍ଠୀ ର ସଦସ୍ୟ !!! ବନ୍ଧୁ , ଆପଣଙ୍କ ଭାଷାରୁ ଜାଣି ପାରିଲୁ ଆପଣଙ୍କ ବଂଶ ବୁନିଆଦି ଓ ଶିକ୍ଷା ଦିକ୍ଷା ବିଷୟରେ , ଧନ୍ୟବାଦ ବନ୍ଧୁ ।

  • @dularamkisku2357
    @dularamkisku2357 10 месяцев назад +6

    ଧନ୍ୟବାଦ ପ୍ରଦୀପ ପାଣିଗ୍ରାହୀ ଭାଇ 🙏

  • @aswinipradhan2237
    @aswinipradhan2237 Год назад +135

    ପାଣ୍ଡିଆନ ୧୨ ବର୍ଷ ହେଲାଗୋଟେ ପୋଷ୍ଟ ରେ ଅଛି ଏଟା ଆଇନ ନା ବେଆଇନ ଯେ

    • @melisha4236
      @melisha4236 Год назад +8

      Navin jemiti pandian semiti

    • @studywithnayak6590
      @studywithnayak6590 Год назад +4

      Eita Navin aue modi bhitare susamparka ra jhalak......Cental govt. IAS Pandian ku deputation re neini only modi pain

    • @chandrakantabehera6550
      @chandrakantabehera6550 Год назад

      V.K Pandian is right 👍

    • @adhirakumarnayak2260
      @adhirakumarnayak2260 Год назад +1

      Nabin sarakar re chaliba

    • @bhabaniprasadrana6053
      @bhabaniprasadrana6053 10 месяцев назад

      Jouthi odia loka nija address change kariki odisha governer hauchhanti sethi ata common katha

  • @ratankumarmahapatra7086
    @ratankumarmahapatra7086 Год назад +14

    ପଦିଆ ଭାଇ ପାଣ୍ଡିଆ କୁ ଫସେଇଲl

  • @TarunTakri-wd2th
    @TarunTakri-wd2th Год назад +16

    Pradeep think Kari chanti ❤❤❤

  • @munasir571
    @munasir571 Год назад +7

    Pradeep bhai tick କରିଛନ୍ତି

  • @deviprasadmishra6563
    @deviprasadmishra6563 Год назад +8

    ସେ ଦିନ ଶୁକ୍ଳପକ୍ଷ ଥିଲା ନା କୃଷ୍ଣପକ୍ଷ, ଆଉ କେଉଁ ବାର ଥିଲା।

  • @simadora3192
    @simadora3192 Год назад +8

    u r great sir

  • @khirabatisanani4319
    @khirabatisanani4319 Год назад +8

    You are grate sir n you are also correct.

  • @deviprasannaacharya1883
    @deviprasannaacharya1883 Год назад +25

    ସେ ସଳା କୁ ପ୍ରଦୀପ ପାଣିଗ୍ରାହୀ ଛାଡିଦେଲେ ମୁଁ ହୋଇଥିଲେ ଯୋତା ରେ ବାଡାଇଥାନ୍ତି।

  • @pramodnayak8590
    @pramodnayak8590 Месяц назад

    ଧନ୍ୟବାଦ ବାଦ ପ୍ରଦୀପ ଭାଇନା ଧର୍ମ ର ଜୟ ପାପର ଖେୟ ଜୟ ଜଗନ୍ନାଥ 🙏🙏🙏

  • @lovelyswain3147
    @lovelyswain3147 Год назад +58

    ଏଇଟା ଠିକ୍ କଥା ଆମେ ଜାଣିଛୁ ପ୍ରଦୀପ କହିଛନ୍ତି ବୈଜୟନ୍ତ କୁ ଏମିତି ଏହି 5ଟି କରିଛି ତା'ର ଜବାବ ଆମେ ଦବୁ 2024ରେ ତା ଘର ତାମିଲନାଡୁରେ ସିଏ ମାମତି କରିବ ଓଡ଼ିଶାରେ ଛି ଛି ଆମେ ବି ବିଜେଡ଼ି ସାଂଗେ ଅଛୁ କିନ୍ତୁ ବାହାର ଲୋକ ସାଂଗ ନୁହେଁ ନବୀନ ପଟ୍ଟନାୟକ ବଦନାମ ଆଜି 5ଟି ପାଇଁ

    • @kapilendrabehera903
      @kapilendrabehera903 Год назад +2

    • @saratranjanbehera6661
      @saratranjanbehera6661 Год назад +3

      Perfect 100%👌

    • @Vijaya070
      @Vijaya070 Год назад +1

      ବାହାର ଲୋକ ହେଲେ କଣ ହେଲା ରେ ସେ ଭଲ କାମ ତ କରୁଛନ୍ତି ନା,

    • @satyamevajayate4081
      @satyamevajayate4081 Год назад +2

      Bharatiya lokata jadi UK ra PM heiparuchhi,tahele Tamilnadu loka Odishare 5T secretary kahinki heiparibanahi???

    • @Vijaya070
      @Vijaya070 Год назад

      @@satyamevajayate4081 you are right bro

  • @HareKrushna-f3d
    @HareKrushna-f3d 8 месяцев назад +2

    ପ୍ରଦୀପ ପାଣିଗ୍ରାହୀ ଏ ଓଡିଆ ଜାତିର ମହାନ୍ ନମସ୍ୟ,ତାଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ।

  • @krushnachandramohanty5310
    @krushnachandramohanty5310 8 месяцев назад +1

    Amo ନବୀନ ପଟ୍ଟନାୟକ ସରକାର୍ ପୁଣି ଆସିବେ

  • @SUSHILARJUNNDAS
    @SUSHILARJUNNDAS Год назад +3

    ଜୟ ମାତୃଭୂମି

  • @ganeshpanigrahi5866
    @ganeshpanigrahi5866 11 месяцев назад +10

    Pradeep Panigrahi (MLA, Gopalpur) has good morality and very nice humanity...

  • @basntbeherabasntbeherayes4100
    @basntbeherabasntbeherayes4100 Год назад +3

    Greet sir

  • @anantasahu7929
    @anantasahu7929 Год назад +20

    Pradeep sir
    Aapananku request
    BJD ra sabu MLA MP and CM nku CBI enquiry karantu

  • @pawankumarpolai2164
    @pawankumarpolai2164 Год назад +10

    Civil, Mechanical, Electrical engineering ପିଲାଙ୍କ ପେନାଲ୍ system ବର୍ଷ ବର୍ଷ ଧରି ଚାଲି ଆସିଥିଲା ସେଟା ବର୍ତମାନ ୧୭ ବର୍ଷ ହେଲାଣି ସରକାର ବନ୍ଦ କରିଛନ୍ତି ଯାହାକି ଇଞ୍ଜିନିୟର ପିଲାଙ୍କ ଭାବିଶ୍ୱତ ସମ୍ପୂର୍ଣ୍ଣ ରୂପେ ଅନ୍ଧକାର ରେ ଅଛନ୍ତି ।ସରକାର କହିବେ exam ଦେଇକି ପାଇବେ ହେଲେ ସେମାନଙ୍କ ବୟସ ଗଲାଣି କେମିତି exam debe ?

    • @binodinipradhan8026
      @binodinipradhan8026 8 месяцев назад

      Khali govt chakiri ku kahinki khojuchha

    • @surjyakumarsatpathy556
      @surjyakumarsatpathy556 9 дней назад

      ପୁନଃ ପ୍ରଚଳନ ହେଉ ବହୁତ ଆଶାୟୀ ପ୍ରାର୍ଥୀ ନିରାଶ ହେବେନି ।

  • @psusantakumar4234
    @psusantakumar4234 Год назад +2

    Beautiful tips in c. M sir🎉🎉🎉🎉

  • @buluhindustani1469
    @buluhindustani1469 8 месяцев назад +2

    ପାଣିଗ୍ରାହୀ ସାର ଲେଖା ଛିଡ଼ିଲା ପରା

  • @nalinikantaacharya9741
    @nalinikantaacharya9741 Год назад +1

    2024 ରେ ମୁଁ ଆଉ vote ଦେବିନି.... କାହାକୁ ବିଶ୍ୱାସ ଆଉ ନାହିଁ
    Bjd - ଚୋର ଓ ଦଲାଲ
    ବିଜେପି - ଟାଉଟର ଓ ବାହାପିଆ
    Congress - ଅଯୋଗ୍ୟ ଓ ଅପଦାର୍ଥ

    • @chinmayasahoo6517
      @chinmayasahoo6517 8 месяцев назад

      Tahale nije thia hua au nahele swadhin ku dia

  • @SUSHILARJUNNDAS
    @SUSHILARJUNNDAS Год назад +1

    🎙️🎙️🎙️🎙️🎙️☔☔☔☔☔🗼💎🗼💎🗼💎🗼💎🗼💎🗼💎🗼💎🗼💎🗼🏹🏹🏹🏹🏹🛞🛞🛞🛞🛞🦚🦚🦚🦚🦚ଓଁ*****ବନ୍ଦେ*****ଉତ୍କଳ*****ଜନନୀ*****ଯନନୀ*****ଓଁ 🦚🦚🦚🦚🦚🛞🛞🛞🛞🛞🏹🏹🏹🏹🏹🗼💎🗼💎🗼💎🗼💎🗼💎🗼💎🗼💎🗼💎🗼☔☔☔☔☔🎙️🎙️🎙️🎙️🎙️

  • @NakulNayak-v6x
    @NakulNayak-v6x 26 дней назад

    ପାଣ୍ଡିଆନ ଯେତେ ଠକିଲେବି ଆଳୁ 15ରୁ 20ଟଙ୍କା ହେଇଥିଲା ଏବେ 7 ମାସ ହେଲାଣି ଆଳୁ 60 ଟଙ୍କା ହଉଚି କେମିତି ଓଡିଶା ପଇସା ନଉଛି କିଏ
    ପାଣ୍ଡିଆନ ସମୟରେ ଦାଦନ କମ ଲୋକ ଯାଉଥିଲେ.. ଏବେ ପ୍ରଦୀପ ସମୟରେ ଏତେ ଦରଦାମ ହେଇଚି ଘରେ ଘରେ ଦାଦନ ଯିବାପାଇଁ ବାଧ୍ୟ୍ୟ ହଉଛନ୍ତି

  • @BirupakhyaPatra-k1t
    @BirupakhyaPatra-k1t 11 месяцев назад

    ଆପଣ କଣ କହିଲେ ଆମେ ଜାଣିବା କୁ ଚାହୁଁନୁ ଓଡ଼ିଶା ଉର୍ନତି ପାଇଁ ଓଡ଼ିଆ ବୁଝିବା ପଢିବା ଶୁଣିବା କହିବା ଆବଶ୍ୟକ ଅଛି 🙏

  • @rajkishordash8353
    @rajkishordash8353 Год назад +9

    Pradip good speech. Good minister

  • @krushnachandramohanty5310
    @krushnachandramohanty5310 8 месяцев назад

    ନବୀନ ପଟ୍ଟନାୟକ ସରକାର୍ ପରି କୋଉ ସରକାର ହେଇ ପାରିବେନି

  • @niranjandangua2935
    @niranjandangua2935 11 месяцев назад

    ଶ୍ରୀ ରାମ ଆସୁଛନ୍ତି ରାବଣ ବଧ କରିବେ, ଓଡ଼ିଶା ରେ ରାମ ରାଜ୍ୟ ପ୍ରତିଷ୍ଠା ହେବ। ଆପଣ ମାନେ ପ୍ରସ୍ତୁତ ଅଛନ୍ତି ତ ?

  • @prakashswain8674
    @prakashswain8674 Год назад +33

    Gopalpur MLA Pradeep Panigahi Babu is not lying about VK Pandian Babu's conspiracy, it is proved to be true by looking at the distance of the elected people's representative MLA MP Minister of Odisha.

  • @hssasmal9369
    @hssasmal9369 10 месяцев назад

    ପ୍ରଦୀପ ଭାଇ ଭଲ କଥା କହିଛନ୍ତି

  • @pramodapradhan9257
    @pramodapradhan9257 Год назад

    ନବୀନ ବାବୁ ମୁଖ୍ୟମନ୍ତ୍ରୀ ନା ମୂର୍ଖମନ୍ତ୍ରୀ ପାଣ୍ଡିଆନ କଥାରେ ଯିଏ ଉଠ ବସ ହୁଅନ୍ତି ସେ କଣ ଓ କୀ ମନ୍ତ୍ରୀ

  • @shantanupanda1017
    @shantanupanda1017 Год назад

    ଛାଡ ମ ବିଜେପି ଵାଲା ଏତେ ଚିଲଉଛ କାହିଁକି ପାଣ୍ଡିଆନ କୁ ନେଇଯାଉନ ତମ ହାତ ରେ power ଅଛି

  • @HareKrushna-f3d
    @HareKrushna-f3d 8 месяцев назад

    ଏବେ ସେ ଦଳ ଅଉ ନାହିଁ,ଆଉ ଜିବ ଦସାରେ କେବେ ବି ଆସିବ ନାହିଁ କିନ୍ତୁ ଆପଣ ମାନେ B J P ର ଏ ବେ ସରକାର ସାସନ କରିବେ ଆପଣ ମାନେ ଆମ୍ ଓଡିଆ ଲୋକ ଆମ ମୁଖ୍ୟ ମନ୍ତ୍ରୀ ହୁଅନ୍ତୁ ଓ ଆମ ଭାଷାରେ ଆମ କୁ ସାସନ କରନ୍ତୁ ଏହା ପ୍ରତିଟି ଓଡିଆଙ୍କ ଆତ୍ମାର କଥା ।ପ୍ରଣାମ ଜଣାଉଛି

  • @BanshidharaGiri
    @BanshidharaGiri 10 месяцев назад

    Very good pradep panigarhai sir

  • @gobindamurmu-ci3ni
    @gobindamurmu-ci3ni 8 месяцев назад +2

    ଏଇସଳା ପାଣ୍ଡୁ ନବ ଦାସ୍ କୁ ମାରିଛି

  • @akhilaranjannaik3488
    @akhilaranjannaik3488 11 месяцев назад +1

    ଆପଣ ବହୁତ ଭଳ ଲୋକ ବାକି bjd ଛାଡି bjp କୁ ଯିବା ନ ଥିଲା କାରଣ ଏମାନେ ଗୋଟିଏ ଦଳ ଏବଂ ଏମାନେ ମିଶିକି mla ମନକୁ ହରେଇ ଦେବେ

  • @ajitkumarpadhi-h6w
    @ajitkumarpadhi-h6w 9 месяцев назад

    ମୋର ପ୍ରଶ୍ନ ବିଦ୍ୟୁତ ବିଭାଗର ଘରୋଇ କରଣ ର କାରଣ କ'ଣ ବର୍ତମାନ ଲୋକ ମାନଙ୍କୁ ବହୁତ ଅସୁବିଧା ହେଉଛି ବିକ୍ରି ରୁ ମିଳିଥିବା ଟଙ୍କା କ'ଣ ହେଲା କେଉଁଠି ଖର୍ଚ୍ଚ ହେଇଛି

  • @ranjankumarsahu7806
    @ranjankumarsahu7806 Год назад +1

    Bjp🎉🎉🎉🎉🎉

  • @Sarojnayak21
    @Sarojnayak21 8 месяцев назад

    Perfect fighter Pradeep Panigrahi 🎉🎉

  • @SapnaraniPatra
    @SapnaraniPatra 8 месяцев назад +2

    ପ୍ରଦୀପ ଭାଇ ଝିଅ ର ଅଭିଶାପ ପଡ଼ିଲା ନବୀନ ଉପରେ କାହିଁକି ନା ପାଣ୍ଡୁ ର କଥା ରେ ପଡ଼ି ପ୍ରଦୀପ ର ଝିଅ ବାହାଘରକୁ ଭଙ୍ଗିଦେଲ, ପ୍ରଦୀପ ଭାଇ ଭୁଲ୍ କରିଥିଲା ତ ତାକୁ ବନ୍ଦୀ କରିଥାନ୍ତ ଝିଅ କଉ ଦୋଷ କଳା ଯେ ବାହା ଘର ଭା ।

  • @asgameng.2562
    @asgameng.2562 Год назад +1

    U are the great sir 👍

  • @arundehury4906
    @arundehury4906 Год назад

    ଗୋପାଳ ବାବୁ ଯେମିତି ମଡର କରିଥିଲେ ସେମିତି ବିଜେଡି ଦଳରୁ ଗୋଟିଗୋଟି ହୋଇ ମରିବେ ଏ ଚୋରଦଳ ସେ ଷହେଲେ ଆମ ଓଡିଶା ସୁଧୁରିଯିବ ଜୟ ଜଗନ୍ନାଥ

  • @belalsensenapati1300
    @belalsensenapati1300 Год назад

    ସଂଗ୍ରାମ ବାବୁ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମିଡ଼ିଆ-ଗଣ ମାଧ୍ୟମ, କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟ ନିଜ ନିଜର ଚାନେଲ ଓ ଖବରକାଗଜର ସ୍ୱାର୍ଥହାନୀ ଭୟରେ ଓ ଅନୈତିକ ଅର୍ଥଲୋଭ ପାଇଁ ସେମାନେ ସରକାରଙ୍କର ଅସଲ ଦୁର୍ନୀତିଗୁଡ଼ିକର ପର୍ଦ୍ଦାଫାଶ କରୁନାହାନ୍ତି, ଏଣୁ ଓଡ଼ିଶାର ଦୁର୍ଗତିକୁ ଡାକିଆଣିବାରେ ଏମାନଙ୍କ ଅବଦାନ 100%. ଆଉ ମିଡ଼ିଆ ଚାହିଁବେ ସତ କଥା ପ୍ରକାଶ କରିବାକୁ? ଗୁଣ୍ଡାଗିରିର ଭୟ ଓ ପାଞ୍ଚଶହ ଟଙ୍କିଆ ଲୋଭ ଯୋଗୁଁ ନବୀନ ନାଁରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବ, ଜଳ ଜଳ ଜଣା ଗଲାଣି। କାରଣ ଓଡ଼ିଶାର ଯୁବକମାନେ ଭକୁଆ ଓ ଶକ୍ତିହୀନ।

  • @villagestarsrikanta
    @villagestarsrikanta Год назад +1

    Sir ଆପଣ କଣପାଇଁ ଜେଲ ଯାଇଥିଲେ ଟିକେ କହିବେକି ଜନ ସାଧାରଣଙ୍କୁ🙏

  • @managobindapatra4764
    @managobindapatra4764 Год назад +2

    ସବୁଠାରୁ ସ଼ହଯ Pandian snd Pravakaran କୁ ରାଜ୍ୟ ରୁ ବାହାର କରାଯିଉ

  • @chandankumar-uo4co
    @chandankumar-uo4co Год назад

    Pradeep Bhai jindabad

  • @tusarsamal8454
    @tusarsamal8454 8 месяцев назад

    Pradeep Panigrahi is a great leader no doubt

  • @learnwithbini6060
    @learnwithbini6060 8 месяцев назад +1

    We want Naveen pattnaik 💚🐚 as our CM

  • @jayadevsenapati4521
    @jayadevsenapati4521 7 месяцев назад

    Sir, This is Kaliyuga,Jsy Jagannath 🙏 Jay Achyutta mahaprabhu 🙏

  • @harishchandrapradhan8637
    @harishchandrapradhan8637 10 месяцев назад

    ଓଡ଼ିଆମାନେ ଇଂରାଜୀ ଭଲ ନ ଜନୁଥିବାରୁ ନବୀନଙ୍କ ମନକୁ ସେତିକି ଜିଣି ପାରିଲେନି ଯେତିକି ପାଣ୍ଡିଆନ ପାରିଛନ୍ତି

  • @himanshubarik4840
    @himanshubarik4840 8 месяцев назад

    I salute to sir pradeep panigrahi....❤❤❤❤❤

  • @samirbaboo3167
    @samirbaboo3167 8 месяцев назад +1

    Pradip panigrahi win

  • @rajendra9773
    @rajendra9773 8 месяцев назад

    ଆମ ମୁଖ୍ୟମନ୍ତ୍ରୀ ନମ୍ବର-1 ବୋଲି ତ ପାଣ୍ଡିଆନ ଭଳି ଲୋକ ଙ୍କୁ ବିଶ୍ୱାସ କରୁଛନ୍ତି l

  • @dhaltuna8596
    @dhaltuna8596 Год назад

    🎉🎉🎉🎉 good bhai

  • @kumaramitmohanty96
    @kumaramitmohanty96 11 месяцев назад

    ନବୀନ ର କଣ ନିଜସ୍ୱ ବୁଦ୍ଧି ସୁଦ୍ଧି ନାହିଁ। ଆରମ୍ଭରୁ ଏପର୍ଯ୍ୟନ୍ତ କାହା ନା କାହା ଦ୍ୱାରା ନିର୍ଣ୍ଣୟ ନୋଉଛି।
    ଇଏ ବି ଗୋଟେ ପ୍ରକାର ର ରାହୁଲ୍ ଗାନ୍ଧୀ

  • @pravasinirath3631
    @pravasinirath3631 8 месяцев назад

    Real Hero of Ganjam 🙏🙏
    I liked his personality.
    Congratulations 🎉🎉

  • @ok-eh3yh
    @ok-eh3yh 8 месяцев назад +1

    🙌👑🌟🌟🌟🌟🌟🌟🌟🌟🌟⭐☑National ledar...next top / best MP......🙏🙏🙏🙏🙏🙏🙏🙏🙏Sir do for nation😎best of luck...🙌

  • @KanhuPanda-x3l
    @KanhuPanda-x3l 8 месяцев назад +1

    Pradeep sir you are absolutely right 👍. Thank you so much for making the public aware . Boycott hypocrisy and Shameless Pandian 👎. A good deed always comes around 👍. Bharat mata ki jai 🇮🇳 🙏.Jai Shri Krishna 🙏🙏🙏🌺🌺🌺🕊️🕊️🕊️

  • @BikashmahapatraPatrababu
    @BikashmahapatraPatrababu 8 месяцев назад +1

    Prdeep ❤❤❤❤❤❤❤

  • @SusilSahu-yl3cn
    @SusilSahu-yl3cn Год назад +1

    ଆପଣ ଯଦି ଜାଣିଥିଲେ ଓଡ଼ିଶା ରେ ଦୁର୍ନୀତି ହେଉଛି , ତ ଆପଣ ଜାଣି ଜାଣି ଦୁର୍ନୀତି କରୁଛନ୍ତି ?

  • @RanjanSahu-zt3yf
    @RanjanSahu-zt3yf Год назад

    Pradeep Panigrahi jindabad

  • @pkmishra6256
    @pkmishra6256 Год назад +27

    Telling Truth against corruption is not accepted to 5TSecretary.
    LORD JAGANNATH SHALL SAVE ODISHA.

  • @be.logical.1st
    @be.logical.1st Год назад

    ମତେ ପଣ୍ଡିଆନ ଆଉ ପ୍ରଦୀପ ୨ ଭାଇ ଭଳିଆ ଦେଖା ଯାଉଛନ୍ତି 😂

  • @iswarpodha9919
    @iswarpodha9919 Год назад

    ଢେକାନାଲ୍ ରୁ ଅନୁଗୁଲ୍ ରାସ୍ତା କାହିଁକି ହୋଇ ପାରୁନାଇଁ ପାଣ୍ଡିଆନ୍ ବାବୁ

  • @stylestar486
    @stylestar486 10 месяцев назад

    ଏହି ସମୟରେ BJD କୁ ପୋଛିଦିଅ
    ସମସ୍ତେ ମିଶିକି 👍

  • @DiptiranjanMaharana-y2c
    @DiptiranjanMaharana-y2c 12 дней назад

    Pandian sir ❤❤❤❤❤❤❤❤❤❤❤❤❤

  • @MkNatha
    @MkNatha Год назад +2

    Jay hind ❤❤❤❤❤❤❤❤❤❤❤❤❤❤❤❤❤❤❤

  • @saratranjanbehera6661
    @saratranjanbehera6661 Год назад

    ଏଇ ଶଳା ପାଣ୍ଡିଆନ ଟା ଏମିତି କିଏ କି..?
    ସାରା ଓଡିଶା ର ଏତେ ଲୋକ ଙ୍କର ସମର୍ଥନ ପାଇଲା ପରେ ନବୀନ, ପାଣ୍ଡିଆନ କୁ ଏତେ ଭରସା କରୁଛନ୍ତି..? ଆମ ଓଡ଼ିଆ ଲୋକ କୁ ନବୀନ ଙ୍କର ଏତେ ଅବିଶ୍ୱାସ ଆଉ ଘୃଣା କାହିଁକି..? ତାହେଲେ ଆମେ ବିଜେଡି ବିଧାୟକ ମାନଙ୍କୁ ଭୋଟ ଦେବା କାହିଁକି..?

  • @Bisoyijaya
    @Bisoyijaya 8 месяцев назад +1

    This is turning point

  • @guruprasadpattnaik4538
    @guruprasadpattnaik4538 Год назад +2

    Right sir

  • @debasishnarendra7158
    @debasishnarendra7158 Год назад

    Ja heichi bhala

  • @sureshranasr21
    @sureshranasr21 Год назад +12

    This is truth I know it😢

  • @maheshpattanayak6827
    @maheshpattanayak6827 8 дней назад

    Thanks sir

  • @biswakalyandas4901
    @biswakalyandas4901 Год назад +3

    *.ଭାରତୀୟ ପ୍ରଶାସନିକ ସେବା ର ଜଣେ ସଚ୍ଚୋଟ, ଦାୟିତ୍ୱବାନ,କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ବିଷୟରେ ପ୍ରଦୀପ ପାଣିଗ୍ରାହୀ ଏପରି ଅବାନ୍ତର, ମୂଲ୍ୟହୀନ,ଭିତ୍ତିହୀନ ଟିପ୍ପଣୀ କଣ ପାଇଁ ଦେଉଛନ୍ତି?

    • @nirakarsahoo7004
      @nirakarsahoo7004 10 месяцев назад +5

      ବନ୍ଧୁ, ଆପଣ ବୋଧହୁଏ ସେହି ଅଣ ଓଡ଼ିଆ ଅଧିକାରୀ ଙ୍କ ପାଦଚଟା କୁକୁର ।

    • @biswakalyandas4901
      @biswakalyandas4901 10 месяцев назад

      @@nirakarsahoo7004 *. ଭାରତୀୟ ପ୍ରଶାସନିକ ସେବା ର ଜଣେ ଅବସରପ୍ରାପ୍ତ ସଚ୍ଚୋଟ,ଦାୟିତ୍ୱବାନ,କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କୁ କେମିତି ସମ୍ମାନ ଦିଆଯାଏ ତାହା ଆପଣଙ୍କୁ ଜଣା ନାହିଁ କି?
      *.ପବିତ୍ର ଭାରତ ବର୍ଷ କୁ ଭାଗ ଭାଗ କରିବାର ଅଧିକାର ଆପଣଙ୍କୁ ଦେଲେ କିଏ?
      *. ଆପଣଙ୍କ ର ବିବେକ ନାହିଁ କି?
      *. ଆପଣଙ୍କ ର ମାନବିକତା ନାହିଁ କି?
      *. ଆପଣଙ୍କ ର ମାନବିକ ମୂଲ୍ୟବୋଧ ନାହିଁ କି?
      *. ଆପଣଙ୍କ ର ନୈତିକତା ନାହିଁ କି?
      *. ଆପଣଙ୍କ ର ମଣିଷତ୍ୱ ନାହିଁ କି?
      *. ଆପଣଙ୍କ ର ମଣିଷ ପଣିଆ ନାହିଁ କି?
      *. ଆପଣ ବାସ୍ତବ ରେ ମଣିଷ ତ?

    • @sujitcreation1719
      @sujitcreation1719 7 месяцев назад

      ​@@nirakarsahoo7004ସତ କଥା କହିଲେ ଭାଇ 😂😂

  • @ajitkumarpatra9898
    @ajitkumarpatra9898 Год назад

    କୁମାଜ୍ଞାସରକାର,ଆସିଲେମଧ୍ୟ,ଆମ,ଓଡିଶାରଲୋକଦାଧନକଠିବାକୁଯିବେଯଦିଯିବେନାଇତକଣଅଛିଆମ,ଓଡିଶାରେ

  • @kumarranjan8793
    @kumarranjan8793 Год назад +1

    Right bat

  • @SureshNayak-ft3up
    @SureshNayak-ft3up 8 месяцев назад +5

    And today Pradeep Panigrahi won MP seat as BJP candidate.

  • @s_jshorts3470
    @s_jshorts3470 Год назад

    Right pradeep 👍👍👍👍

  • @omnamahshivay412
    @omnamahshivay412 11 месяцев назад

    ଭଗବାନ୍ କାହାର ଗର୍ବ ରଖନ୍ତି ନାହିଁ

  • @ganeshsahu7883
    @ganeshsahu7883 10 месяцев назад

    ପ୍ରଥମେ ମିଡ଼ିଆ ସ୍ୱତନ୍ତ୍ର ହୁଅ ।

  • @birajrout6831
    @birajrout6831 Год назад +5

    👍👍👍👍

  • @girijapujhari8888
    @girijapujhari8888 7 месяцев назад +1

    This man started anti Tamil neta campaign first time 9 months ago...true odia leader...

  • @sujitmajhi4538
    @sujitmajhi4538 8 месяцев назад

    Good work

  • @minatimahapatra9968
    @minatimahapatra9968 13 дней назад

    You bring all truth
    DO not skip your truth .

  • @Nano143
    @Nano143 Год назад +7

    What a logic !! An MLA cant raise question against govt !!😢

  • @damodharsahu4111
    @damodharsahu4111 Год назад +1

    BJD hatao

  • @Miss.Dali_Vlogs07
    @Miss.Dali_Vlogs07 8 месяцев назад +2

    I like you Pradip Bhai

  • @silubehera6548
    @silubehera6548 8 месяцев назад

    ଛତିସିଗଡ଼ ଶାସନ କେବେଠୁ ଚାଲିବ ଓଡିଶାରେ

  • @allinonetv4977
    @allinonetv4977 Год назад +2

    ଯଦି times of india କଥା ସତ ତୁମେ ସେଦିନ ସେ news paper ଆଣିକି ଦେଖେଇଲାଣି. ନିଜକୁ proove ସେବେ କଲାଣି. ଯଦି କହୁଛ ସେ news ଏବେ ତାଙ୍କ ପାଖକୁ ଯାଅ ସେ news paper ନେଇକି.ଏଠି କହିଲେ କଣ ହବ

  • @kkpanda4301
    @kkpanda4301 8 месяцев назад

    ଯାହା ହେବାର ଥିଲା ହେଲା ବୋହିଗଲା ପାଣି ଆଉ ଫେରିବନି କିନ୍ତୁ ଗଂଜାମ ଲୋକମାନେ ଯେପରି ଆଉ ଦାଦନ ନ ଯାଆନ୍ତୁ ଆପଣଙ୍କ ର ଡବଲ ଇଞିନି ସରକାର ହେଲା ପ୍ରଧାନମନ୍ତ୍ରୀ କହି ତା'ର ସମାଧାନ କରନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶାର କିଛି କରିପାରିଲେ ନାହିଁ ପାଞ୍ଚ ବର୍ଷ ତୂମକୁ ସମୟ ଦିଆଗଲା