🔵 One To One With BJP Leader Mohan Charan Majhi || Kanak News

Поделиться
HTML-код
  • Опубликовано: 27 ноя 2024

Комментарии • 266

  • @sashi184
    @sashi184 5 месяцев назад +140

    ମୁଖ୍ଯମନ୍ତ୍ରୀ ହେବା ପରେ କେଉଁମାନେ ଦେଖୁଛନ୍ତି ଏହି ଭିଡିଓ.....

  • @BalaramPradhan-wr4eu
    @BalaramPradhan-wr4eu Год назад +45

    ପାଗଳାମି ବାଚସ୍ପତି ପ୍ରମିଳା ମଲ୍ଲିକ କିଛି ନ ବୁଝି ଆକ୍ସନ ନେଉଛନ୍ତି,ଜୟ ମୋହନ ମାଝି,ଜୟ ଆଦିବାସୀ

  • @Bidya-Bhadrak9pj1ew3d
    @Bidya-Bhadrak9pj1ew3d Год назад +33

    ଡାଲି ଉପହାର ଠିକ୍ ଥିଲା । ହେଲେ ରୋଷେଇ କରି ଡାଲି ଦବାର ଥିଲା । ବିଧାନ ସଭାରେ ଅଯୋଗ୍ୟ ହାତରେ ଶାଳଗ୍ରାମ ।

    • @nabakishorelenka1915
      @nabakishorelenka1915 5 месяцев назад

      ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା

    • @nabakishorelenka1915
      @nabakishorelenka1915 5 месяцев назад +1

      ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା

  • @krutibashmohanta968
    @krutibashmohanta968 5 месяцев назад +7

    ମିଛ ଆଉ ପାପ କେବେବି ଲୁଚି ରୁହେନି ଆଜି ଧର୍ମର ଜୟ ହେଇଛି ମୋହନ ସାର ଜିନ୍ଦାବାଦ

  • @raj_creativity8040
    @raj_creativity8040 Год назад +27

    Great answer majhi sir super

  • @jogeswarmajhi4529
    @jogeswarmajhi4529 Год назад +9

    ଯାହା ଆପଣ ପୋଷ୍ଟ ଦେଖେଇ ଲେ ତାହା ବିଜେଡି ଚାକର ମାନଙ୍କର କାରନାମା ଓଡ଼ିଶା ବାସୀ ଠିକ୍ କଣ ଭୁଲ କଣ ହିସାବ ଦେବେ।

  • @anantaroula3407
    @anantaroula3407 5 месяцев назад +26

    ଆପଣ କାହିଁକି ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ଆପଣଙ୍କ ମିଡ଼ିଆକୁ ଡାକିନଥିଲେ' ବୋଧେ ଡରୁଛନ୍ତି।

    • @radhakantasenapati4610
      @radhakantasenapati4610 5 месяцев назад

      Purbatana cm ku daki ki interview naba pai ye sala ra oukat nathila ,kintu Amara bartamana ra CM jane sadha rana adivasi loko sethi pai besi gapuchi a sala ,odisha basi sabu jani chanty ye sala ankor ra oukat kan , mu kebe bi kanak news para kete jana ankor nku mu pasand kare ni ,karana amena sabu Paisa juade amane siade ,sala chora jako

    • @Rashje
      @Rashje 5 месяцев назад +1

      ନବୀନ କୁ ପାଣ୍ଡୁ ମଦ ଦେଇକି ଶୋଇପକେଇଛି.... ତା ହୋସ ଥିଲେ ସିନା interview ଦବ 🤣🤣🤣

  • @ganeswarbehera-fj6yu
    @ganeswarbehera-fj6yu 5 месяцев назад +14

    ଧନ୍ୟବାଦ ମୋହନ ଭାଇ । ଜୟ ଶ୍ରୀରାମ ।

  • @rasmikingr.r.r.3885
    @rasmikingr.r.r.3885 5 месяцев назад +42

    Congratulations new CM 💐💐

  • @sagarsahu6959
    @sagarsahu6959 5 месяцев назад +121

    Who are there after CM

  • @nabakishorelenka1915
    @nabakishorelenka1915 5 месяцев назад +35

    ମନୋରଞ୍ଜନ ସାର୍ BJD ସରକାର ଙ୍କ ଦୁର୍ନୀତି କାର୍ଯ୍ଯ କଳାପ ବିଷୟରେ କିଛି ଜାଣି ନାହାଁନ୍ତି ନା ଜାଣି କି ଅଭିନୟ କରୁଛନ୍ତି

  • @BudhuDandpat
    @BudhuDandpat 5 месяцев назад +19

    ନବୀନ ପଟ୍ଟନାୟକଙ୍କୁ ଏମିତି ତ କେବେ ପଚାରି ଛ କି ବାଚସ୍ପତି କୁ ବି ପଚରାଯାଉ

  • @ratnakarmohapatra4
    @ratnakarmohapatra4 Год назад +24

    Great MLA

  • @kuanrtudu9960
    @kuanrtudu9960 Год назад +13

    ପ୍ରମିଳା ମଲ୍ଲିକ ଶିଶୁ ମାନଂକ ଡାଲି କୁ ଚୁରି କରିଥିଲେ ବଲୀ ସେ ଡାଲି କୁ ଦେଖି ଡରୁଛନ୍ତି । ଏଇଟା ଯଥେଷ୍ଟ ପ୍ରୋମାଣ ।

  • @mc.videotape1495
    @mc.videotape1495 5 месяцев назад +13

    Salute your bravery... Sir.... Love❤ from Mayurbhanj, baleswar

  • @uttamkumarbarik552
    @uttamkumarbarik552 Год назад +19

    Mohan majhi is correct person.

  • @subalparida
    @subalparida 5 месяцев назад +69

    Who came here after Chief Minister ❤

  • @niharpalai3774
    @niharpalai3774 5 месяцев назад +8

    E chora ମନୋରଞ୍ଜନ ସବୁ ଜାଣିଛି BJD thu ଟଙ୍କା ଖାଇଛି

  • @Bou.com1437
    @Bou.com1437 5 месяцев назад +9

    ସିଂହ ଜାତକ
    ମୁଖ୍ୟ ମନ୍ତ୍ରୀ

  • @JasobantaNayak-v6t
    @JasobantaNayak-v6t 5 месяцев назад +5

    ଏ ଭଳି କେବେ ନବୀନ ବାବୁଙ୍କୁ ପଚାରିଛନ୍ତି,,, ଲଜ୍ୟା ଲାଗୁନି

  • @kishankisku1196
    @kishankisku1196 Год назад +9

    ଡାଲି ଚୁରୁଣୀ କୁ ଡାଲି ରାନ୍ଧି କି ଦେବା କଥା 😅😅😅😅

  • @RajuRaju-tf5zd
    @RajuRaju-tf5zd Год назад +5

    Cm ବିରୁଦ୍ଧରେ ସ୍ୱାଧିକାର ନୋଟିସ୍ ଆଣିଲ ସେଥିପାଇଁ ସେମିତି କଲେ

  • @umakantadas1325
    @umakantadas1325 5 месяцев назад +7

    ଆଜି ଉତ୍ତର ପାଇଲେ ପୂର୍ବତନ ବାଚସ୍ପତି
    ମନୋଜ ବାବୁ ଆପଣଙ୍କ ପ୍ରଶ୍ନର ଉତ୍ତର
    ବାଚସ୍ପତି ସିନା ନୂଆ ହେଲେ ସେ ଜଣେ ବରିଷ୍ଠ ନେତ୍ରୀ ହୋଇ ସେହି ସମୟର ଘଟଣା ବଳିରେ ପ୍ରକୃତ ବିଚାର ତ କରିବାର ଥିଲା ।

  • @janardanpanda5378
    @janardanpanda5378 5 месяцев назад +3

    ଆପଣ ସାମ୍ବାଦିକ ହୋଇ ନିରପେକ୍ଷ ଭାବରେ ରୁହନ୍ତୁ

  • @ckmeatngfarmer836
    @ckmeatngfarmer836 5 месяцев назад +10

    ମନୋଜ୍ ଗୋଟିଏ ହିଞ୍ଜିଡା। ନବୀନ ସାର କୁ କେବେ ନ୍ୟୁଜ ରୁମ୍ କୁ ଡାକିଛକୀ। ଆପଣଙ୍କୁ ଇଂରାଜୀ ଆସେନି ସେଥିପାଇଁ ନବିନ ସାର୍ କୁ ଡାକୀ ବାକୁ ଡରୁଥିଲେ

    • @diptimayeesahoo1401
      @diptimayeesahoo1401 5 месяцев назад

      Bala , se dakini nuhe Naveen Pati re banda achi se asuni .....be chodi pua odia Channel re odia re Katha hebani au kouthire Katha heba ?

    • @Kalingatraveller636
      @Kalingatraveller636 2 месяца назад

      ତତେ ଇଂରାଜି ଆସେ କି ବିଜେଡ଼ି ପାଦ ଚଟା ??? ଶଳା ଦାଦନ ଖଟିବା ତୋ କାମ ତୁ ଶଳା ଇଂରାଜି ଉପରେ କଣ କମେଣ୍ଟ କରି ଦେଉଛୁ...😂 ନବୀନ କୁ ଓଡ଼ିଆ ଆସେନି କିନ୍ତୁ ମାଗଣା ଯୋଜନା କରି ଭୋଟ ହାତେଇବା ଟା ଆସେ

  • @SunakarNayak-cj8qv
    @SunakarNayak-cj8qv 5 месяцев назад +7

    କନକ ଟିଭି ନିଉଜ ସାରଙ୍କୁ ମୋର ଅଭିନନ୍ଦନ ଜଣାଉଛି,,,, ଓଡିଶା ରପୂର୍ବତାନ ମୁଖ୍ୟ ମନ୍ତ୍ରୀ ଙ୍କୁ କେବେ ପ୍ରଶ୍ନ କରି ନାହାନ୍ତି ।ଆପଣ ତାଙ୍କୁ ଡରୁ ଥିଲେ ।

  • @pramodkumarrout7641
    @pramodkumarrout7641 5 месяцев назад +6

    During one to one discussion,Sri Mohan Majhi now Chief minister had confidently told for formation of Government after winning next election.
    Now he became Chief Minister,Odisha.
    Congratulations Hon'ble Chief mini😮ster.
    Jay jagannath,Jay Maa Tarini.

  • @pradeeporam7585
    @pradeeporam7585 5 месяцев назад +7

    Perfect person selected as CM of Odisha

  • @biswachinmayaacharya2543
    @biswachinmayaacharya2543 5 месяцев назад +13

    well Deserved Chief Minister👍👍

  • @basantibalapanigrahi5289
    @basantibalapanigrahi5289 Год назад +6

    You are correct

  • @manmathsatapathy447
    @manmathsatapathy447 5 месяцев назад +7

    ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ କୌଣସି ପଦ ପଦବୀରେ ଯୋଗଦାନ
    କରିବାବେଳେ ନିଜର ଯୋଗ୍ୟତା ସଂପର୍କ ରେ ସଚେତନ ହେବା ଦରକାର। ଅନେକ ସମୟରେ ପ୍ରେସ ମିଡିଆର ସାମ୍ବାଦିକ ମାନେ ସବୁ ଜାଣିବି ଅଭିନୟ କରି
    ଥାଆନ୍ତି। ଆଜିର ସମାଜରେ
    ଜଣେ ସାଧାରଣ ମଣିଷ ଶୀର୍ଷ
    ସ୍ଥାନରେ ବସିବାବେଳେ ଅନେକ ପ୍ରଶ୍ନର ସମ୍ମୁଖୀନ ହୁଏ।ମୋର ଦୃଢ ବିଶ୍ବାସ ମାନ୍ୟବର ମୁଖ୍ୟମନ୍ତ୍ରୀ
    ଜଣେ ଦକ୍ଷ ଶାଷକଭାବେ
    ନିଜକୁ ଗୌରବାନ୍ୱିତ କରିବେ।
    ଜୟ ଜଗନ୍ନାଥ।

  • @nabakishorelenka1915
    @nabakishorelenka1915 5 месяцев назад +10

    ଶାସନ ଗାଦି ରେ ଥିବା ମନ୍ତ୍ରୀ ଓ ନେତା ମାନେ ଯଦି ସାମ୍ବିଧାନିକ ବ୍ୟବସ୍ଥା କୁ ଉଲଂଘନ କରିବେ ତହେଲେ ଅନ୍ୟମାନେ କରିଥିବା କିଛି ମାତ୍ରା ର ତୃଟି କୁ ଆପଣ ଏତେ ପରିମାଣ ରେ ତର୍ଜମା କରିବା ସମିଚୀନ ନୁହେଁ।

  • @dushmantakhuntia2477
    @dushmantakhuntia2477 5 месяцев назад +11

    Kanak niwus 😮bjd Gulam

  • @mrhimanshu7589
    @mrhimanshu7589 5 месяцев назад +8

    Congratulations sir for odisha cm

  • @Veer4u
    @Veer4u 5 месяцев назад +2

    ମନୋରଞ୍ଜନ ବାବୁ କନକ ଟିଭି ର ସତ୍ ସାହସ ଅଛି ତ ଥରେ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କୁ ଏମିତି ପ୍ରଶ୍ନ କରିକି ଦେଖା। ସେଥିରେ ତୁମର ପାରିବ ପଣ ଜଣା ପଡନ୍ତା। ମନୋରଞ୍ଜନ ବାବୁ, ତୁମେ ଭୁଲି ଯାଉଚ ଯେ ତୁମେ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରୁଚ, ତୁମ ଶରୀର ର ଭାଷା ଜମା ଶୋଭନୀୟ ନୁହେଁ।

  • @hatiahatia9298
    @hatiahatia9298 5 месяцев назад +9

    ଏଇ ନିୱଜ଼ ଵାଲା ପକା ଟାଉଟର

  • @sureshmajhi3488
    @sureshmajhi3488 Год назад +5

    ଭିଜୁଆଲ ଦେଖି ବାର ଥିଲା।

  • @DipakRoky1234
    @DipakRoky1234 5 месяцев назад +3

    ଜୟ ଓଡ଼ିଶା

  • @adumallick2027
    @adumallick2027 5 месяцев назад +1

    ଠିକ୍ କହିଛନ୍ତି ସାର ଧନ୍ଯବାଦ

  • @AbhayakumarMahunta
    @AbhayakumarMahunta 5 месяцев назад +7

    Mahon majhi the super

  • @janardanpanda5378
    @janardanpanda5378 5 месяцев назад +3

    ମହିଳା ହେଲେ କଣ ହେଲା ନିରପେକ୍ଷ ଭାବରେ ରହିବା ଆବଶ୍ୟକ

  • @AshutoshBehera-qd3gd
    @AshutoshBehera-qd3gd 3 месяца назад +1

    ଆପଣ ଆମ ମାନଙ୍କୁ3500 ଦିଆଯାଉ

  • @prakashotta3538
    @prakashotta3538 5 месяцев назад +1

    ଧର୍ମ ର ହେବ ଜୟ......jay jagarnatha jay mohan bhai..

  • @SstarRajesh
    @SstarRajesh 6 месяцев назад +8

    Mohon bhai jindabad ❤❤❤🎉🎉🎉

  • @KhageswarMajhi-e1f
    @KhageswarMajhi-e1f 5 месяцев назад +5

    Good desion

  • @debendranarayandash9040
    @debendranarayandash9040 5 месяцев назад +1

    ଜୟ ଶ୍ରୀ ଜଗନ୍ନାଥ 🙏 ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ଅଭିନନ୍ଦନ 🇹🇯

  • @HemantaNaik-c1p
    @HemantaNaik-c1p 5 месяцев назад +4

    Congratulations new cm

  • @AshutoshBehera-qd3gd
    @AshutoshBehera-qd3gd 3 месяца назад +1

    ସିଏମ୍ ସାର୍ ଆପଣଙ୍କୁ ମୋର ଅଶେଷ ପ୍ରଣାମ
    ମୁଁ ଗୋଟିଏ ବିଧବା ପିଲା କୁ ଧରିକି ଚଳିବା ଵହୁତ କଷ୍ଟ ସେଥିପାଇଁ ଆପଣ ଙ୍କୁ ଅନୁରୋଧ ବିଧବାଙ୍କୁ ସବୁ ଦିଆଯାଉ

  • @balabhadratantytanty8917
    @balabhadratantytanty8917 5 месяцев назад +1

    Face to face correct 👏👏👏👏 imandari Mukhyamantri is Mahan sir 🙏🪔🙏🙏🇮🇳🇮🇳🇮🇳

  • @Mahakal123g
    @Mahakal123g 5 месяцев назад +7

    Cm Odisha

  • @ashalatajena9035
    @ashalatajena9035 5 месяцев назад +12

    Manoj sir ଆପଣଙ୍କର କହିବାର କଥା ଟା ବହୁତ୍ କର୍କସ ଅଛି ଆମେ ଜାଣିପାରିଛୁ

  • @BachanPradhan-ob7op
    @BachanPradhan-ob7op Год назад +5

    BJ P Netankara thike Bichardhara Achi

  • @sudamhelp9917
    @sudamhelp9917 5 месяцев назад +2

    ସବୁ ଠିକ୍ ଅଛି କିଛି ଭୁଲ ନାହିଁ

  • @udhura224
    @udhura224 5 месяцев назад

    ଅତି ସୁନ୍ଦର CM ❤❤❤

  • @Kalingatraveller636
    @Kalingatraveller636 5 месяцев назад +1

    ନବୀନ - ଓଡିଶା ରେ ଓଡ଼ିଆ ଆସେ ନାହିଁ ❌
    ମୋହନ ମାଝି - ଓଡିଶା ରେ ହିନ୍ଦୀ ଆସେ ନାହିଁ ✅

  • @meghamalanayak3845
    @meghamalanayak3845 Год назад +4

    Durniti gratsth minister damega hebe ni.mohan majhi damega hebakan kahu chhanti.Manoranjan babu. Tike chinta kar.

  • @chandanhansdah1313
    @chandanhansdah1313 Год назад +5

    Joy mahon sir

  • @abhisekmishra6603
    @abhisekmishra6603 5 месяцев назад +4

    New cm sir🎉🎉

  • @RabindarKumar-s7k
    @RabindarKumar-s7k 5 месяцев назад

    ମୋର ଗୋଟେ request ସାର ଆପଣ ସବୁେବେଳ news ବାଲାକ୍ ସାଗରେ constant ରଖନ୍ତୁ ତେବେ ଭଲ ଖରାପ ଜାଣି ପାରିବେ କିନ୍ତୁ pandian ଭଳି କମॆ ଚାରି ରଖନ୍ତୁ ନାହିଁ ଜଉଟା ଜାଣି ପାରିବେ ତାର ତୁରନ୍ତ action ନିଈଯାଉ ଦୂତ ରାଷ୍ଟ୍ର ଭଳି ବସିଯିବେନି ଦଶରଥଙ୍କ ପୁଅ ରାମ ଭଳି କାମ କରନ୍ତୁ

  • @JADUMANIPATRA-ks1vb
    @JADUMANIPATRA-ks1vb 5 месяцев назад +2

    ମନରଞ୍ଜନ ମିଶ୍ର ଚାକର ବାକର ଙ୍କୁ ପଚାରିଲା ଭଳିଆ ପଚାରୁଛନ୍ତି ଜଣେ ନେତାଙ୍କୁ ତାଙ୍କ କଥା ବାର୍ତା ଗୁଣ୍ଡା ଗିରିଆ ଭଳିଆ

  • @shortvideo9192
    @shortvideo9192 5 месяцев назад +3

    Super our cm❤❤❤

  • @PuteleKulamani
    @PuteleKulamani 5 месяцев назад +1

    C.M sir sir amane katha ku bulauchhanti❤❤❤❤❤

  • @riteshkumarsahoo365
    @riteshkumarsahoo365 5 месяцев назад +7

    Who Come After Cm

  • @Satyaranjan-S
    @Satyaranjan-S 5 месяцев назад +2

    Congratulations sir sri Mohan Charan Majhi

  • @ashokkumarmaharana781
    @ashokkumarmaharana781 5 месяцев назад +2

    Strong fight ..Manoranjan babu ete deeply question karuthile but answer ta jabardast thila Mohan majhi sir nkara sei time re....ebe ta se CM 🤙 🎉🎉🎉kemiti dekhuchanti esabu old conversation ku?hadbadi jaunahanti ta Manoranjan babu 😂

  • @tanisha716
    @tanisha716 5 месяцев назад +10

    Mohan majhi will not be a puppet CM, i realised after seeing this interview

  • @Koslikala
    @Koslikala 5 месяцев назад +3

    Mohan Majhi

  • @MinoGadaba-yq6ge
    @MinoGadaba-yq6ge 5 месяцев назад +2

    जय जगन्नाथ

  • @kuidinakandhamal7070
    @kuidinakandhamal7070 5 месяцев назад +1

    Odisha re kebala mohan sir nkara sasan abasyaka

  • @DhirenMohanta-kb6wc
    @DhirenMohanta-kb6wc 5 месяцев назад +5

    LLB ର talent
    ସାଧାରଣ ଲୋକର ନୁହେଁ 👌

  • @niranjanbehera9276
    @niranjanbehera9276 5 месяцев назад +1

    ତାବିଚାର ଜନସାଧାରଣ କରିସାରିଛନ୍ତି

  • @SstarRajesh
    @SstarRajesh 6 месяцев назад +4

    Jai Bjp Jai keonjhar jai maa tarini 🙏 ❤❤❤🎉🎉🎉🎉

  • @atulyakumar9186
    @atulyakumar9186 5 месяцев назад +6

    CM Sir🫡

  • @ratancakrboty5919
    @ratancakrboty5919 5 месяцев назад +1

    Jay ho Mohan Majhi

  • @tapasrout43z
    @tapasrout43z Год назад +8

    Mohan sir is the best.... MLA

    • @krupasahu564
      @krupasahu564 Год назад

      You are very brave MLA sir

    • @PrasantkumarPradhan-m3r
      @PrasantkumarPradhan-m3r 7 месяцев назад

      Do. not play the role of adivasi. Now u r MLA. You play role of MLA. Do not be. Show man You are my junior and student of my father.

  • @nabinlaguri6917
    @nabinlaguri6917 Год назад +5

    Right mohan

  • @chinup3599
    @chinup3599 5 месяцев назад +5

    Congratulations to our new CM🎉

  • @rakeshsahooofficial2402
    @rakeshsahooofficial2402 5 месяцев назад +4

    ମାଡୁଆ ମନୋରଞ୍ଜନ😂😂😂

  • @sudhalsahoo6422
    @sudhalsahoo6422 5 месяцев назад +1

    Good sepike

  • @rajkishorsahu7686
    @rajkishorsahu7686 4 месяца назад

    ଏ reprter ମାନେ ନବୀନ ପଟ୍ଟନାୟକଙ୍କ ସାକ୍ଷାତ୍ ନେବାକୁ କେବେ ସାହସ କରିନଥିଲେ କିନ୍ତୁ ସେ ଖୁବ୍ ଭଲ ବୋଲି ପ୍ରଚାର କରି ଚାଲିଥିଲେ

  • @milumilu5517
    @milumilu5517 5 месяцев назад +1

    There are no questions except Dali Dali dali......

  • @padminibankara8222
    @padminibankara8222 5 месяцев назад +5

    ଏ ବାବାରେ e ଲୋକ ବହୁ dengar

  • @Sumit.yyy222
    @Sumit.yyy222 5 месяцев назад +2

    BJP bahut bhala party.adibasi ku bahut guruta deu chhanti.odisha adibasi janiba katha.jay bharat maata Jay sriram Jay jagannath.

  • @GangadharSahu-ve1jn
    @GangadharSahu-ve1jn 5 месяцев назад

    Honourable chief minister sir pranam .anew course was started in all medical colleges of odisha i.e.o.t technician whoch is most essential for operation theatre in all hospital.so i pray to your gracious enough through this channel to take early action for appointment of o.t.technician

  • @JhadeswarSarabu
    @JhadeswarSarabu 5 месяцев назад

    ଅନ୍ୟା କୁ ଆନ୍ୟା ମାରିବା ହିଁ ନିୟା

  • @iswarnayak1383
    @iswarnayak1383 Год назад +3

    Ete bhasan mariba purbaru ,fast visual dekha jau, ta pare, Katha barta ,mohan babu is the best. ,,?

  • @HareKrushna-f3d
    @HareKrushna-f3d 5 месяцев назад +1

    ଏସବୁ ଭିଡିଓ କୁ ତୁରନ୍ତ ଅପସାରଣ କର ,ବର୍ତ୍ତମାନ ମୋହନ ମାଝୀ ମୁଖ୍ୟ ମନ୍ତ୍ରୀ

  • @manoranjanmaharathy6126
    @manoranjanmaharathy6126 5 месяцев назад

    Apana nku Dhanyabad 🙏🙏🙏

  • @abhijit1455
    @abhijit1455 Год назад +2

    Kanak news r editor manage heichi bjd dwara , kehibele sarkar nku tana deiki katha sunipariluni aji jaen

  • @himanshubhoi8375
    @himanshubhoi8375 5 месяцев назад

    True fact odisha shall developed in majhi govt now

  • @ahalyaSahu-ch9bz
    @ahalyaSahu-ch9bz 5 месяцев назад

    Jaye sirRam. 🙏🙏🙏

  • @jagannathpanigrahi5286
    @jagannathpanigrahi5286 Год назад +2

    ପାର୍ଲ୍ୟାମେଣ୍ଟରେ ଅନେକ ପ୍ରକାର ଘଟଣା ଘଟୁଛି। ବାଚସ୍ପତି କହି କହି ହାଲିଆ‌ ହୋଇ ଯାଉଛନ୍ତି। ହଠାତ୍ ସସ୍ପଣ୍ଡ କରାଯାଉନାହିଁ।

  • @Twins_Lifestyle
    @Twins_Lifestyle 5 месяцев назад

    ନୂଆ ବାଚସ୍ପତି ହେଲେ ବି ସେ କ'ଣ ନିୟମ କାନୁନ ପଢ଼ିକି ସେ ଅନୁସାରେ କାର୍ଯ୍ୟ କରିପାରିବନି ନା କ'ଣ...?

  • @KameshKadraka-dh6ml
    @KameshKadraka-dh6ml 5 месяцев назад

    Very good pm sir Jay adhivasi jay

  • @Manu-nz8gx
    @Manu-nz8gx 5 месяцев назад

    07:31 ଉତ୍ତର ଦେଇଦେଲେ

  • @tunnabeshra9049
    @tunnabeshra9049 5 месяцев назад

    Very nice mohan sir ❤❤❤❤❤❤❤❤❤❤

  • @SUBHANARAYANRATH
    @SUBHANARAYANRATH 5 месяцев назад

    Thanks Mohan sir

  • @jagadeeshchoudhury8354
    @jagadeeshchoudhury8354 5 месяцев назад

    Manoranjan Mishranku amara priya Mukhyamantri thik uttar deichhanti. Ati sunder. Mohan babunku CM heba abasarare bahut subhakamana janauchhi. Jai Shree Ram 👏👏👏👏👏👏👏👏👏👏

  • @sureshkumarbagh1458
    @sureshkumarbagh1458 5 месяцев назад

    Super se upper chief minister of odisha

  • @khageswarrout8004
    @khageswarrout8004 5 месяцев назад

    Sir, Implement OPS and other demands of teachers soon.