ସରକାରୀ ଜମି: କେବଳ ଗରିବଙ୍କୁ ଉଚ୍ଛେଦ ? | Odisha Reporter
HTML-код
- Опубликовано: 21 ноя 2024
- କେବଳ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ଆଉ କେତେ ମାମଲା ହୋଇଛି? ଭୁବନେଶ୍ବରରେ 479.044 ଏକର ସରକାରୀ ଜମି ଜବରଦଖଲ ହୋଇଥିବାବେଳେ 10,663 ମାମଲା ହୋଇଛି। ସବୁଠାରୁ ଅଧିକ 148.143 ଏକର ଜମି ଜବରଦଖଲ ହୋଇଛି ଜୟଦେବ ବିହାର ମୌଜାରେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #GovtLand #bmc #Bhubaneswar #odisha #news #odishareporter
ଧନୁଶର ଧର ସରକାରକୁ ମାର ମୋ ବାଳ ସରକାର ଆମ ଗରିବମାନଙ୍କୁ ହିଁ ମାରୁଛି।
Actual re vai...
Besi dino tistiba nahin bjp sarkar odisha re age cm moriba
Bhala heichi Bhai hele bi Andhabhakta akheel kholi ki dekhi parunahanty.
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath.
Sarkar Jaga Pai jaichho to Sethi pain
ଯାହା ହେଉଛି ସବୁ ଗରିବ ଲୋକଙ୍କ ଦୁଃଖର କାରଣ,ଧନୀ ଓ ବଡ ବଢିଆ ଙ୍କ ପାଇଁ ସବୁ ଛାଡ଼
Nai agya bhula katha athi dhaneka munda kaharap bareba chatu ra haila
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
Kana heichhe bhai Jen dhani lok achhan samku local public support karuchhan dhani lok an mui tahaku chinhichhe bali dekhei hebar lagi bele indirectly public hi support karuchhe against re ne jibar amar Babu ki Malik an bali
ସରକାରଗରିବଲୋକଙ୍କ ସୁବିଧାକରିପାରୁନାହିଁ ଅସୁବିଧାକଣପାଇଁକରୁଛି ଏସରକାର5ବର୍ଷରୁ ଅଧିକାରହିପାରିବିନି
ମୋହନ ମାଝୀ ପାଗଳ ହେଲାଣି
Tui next election ra cm hebu dekhiba kemiti kama karibu
@@vlog...7777tamane tame bjp. Chamcha budhe ,sala gariba lukonko ghara bhagiba start karilani Bala sarkar dekhei heuchhi ,
Bakarcmmaduacm
Pagala se nuha pagala amemane
ତୁ ବି ସେ ପାଗଳ @@vlog...7777
ବିଜେପି ଧନୀ ମାନଙ୍କର ସରକାର
Right
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
BJD Jindabaad 🇮🇳
ଆଗ କୋଟିପତି ଙ୍କ ପାଖରୁ ଆରମ୍ଭ ହେଉ
ବଡ଼ ବଡ଼ ପୁଞ୍ଜିପତିଙ୍କ ଠାରୁ ଆରମ୍ଭ ହେଉ ।
Right 👍
Right
Koti pati mane chanda dei khasi jibe durdasa bhogiba middle class ru talaku thiba lokamane😮
@@rajasuna2720 absolutely right...
ପ୍ରଥମେ ସହରାଞ୍ଚଳ ରେ କାର୍ଯ୍ୟକାରୀ କରନ୍ତୁ.
ଯୋଉ ଗାଁ ର ଲୋକମାନେ ରୋଜଗାର ଆଶାରେ ସହର କୁ ଆସି ବସ୍ତି କରି ରହୁଛନ୍ତି, ତାଙ୍କର ଆଗ 1 କୋଟିର ବୀମା ଯୋଜନା ଦିଆଯାଉ ଆଉ ଗ୍ରାମରେ ରୋଜଗାରର ବ୍ୟବସ୍ଥା ଦିଆଯାଉ । ତାପରେ ତାଙ୍କୁ ବସ୍ତିରୁ ଉଚ୍ଛେଦ କରାଯାଉ । ବିନା suitable compensation ରେ ଉଚ୍ଛେଦ ନ କରାଯାଉ ।
ଯେଉଁ ଲୋକ ମାନଙ୍କର ଜମି ହୀନ ସେମାନଙ୍କ ପାଇଁ ଏହି ସରକାର କଣ କରିବ ଭାବୀ ଚିନ୍ତୀ କରନ୍ତୁ
Gariba nku pm abasa dia jauchhi 👍 bhuli hina ku apartment kariki dia jauchhi 👍👍
Correct sir
@@Thebestodisabanda Kariba bjp sarkar aga gariba ଲୋକଙ୍କୁ ଘର ଦେଉ ତାପରେ ଯାଇ ଘର ଭାଙ୍ଗିବା
Right
M sarkar
ଆଗେ ଧନୀ ଲୋକଙ୍କୁ ଉଛେଦ କର.😊😊
ସବୁ ସରକାର ଗୋଟିଏ ଲାଉର ମଞ୍ଜି ଆଉ କଣ ଅଧିକ ଆଶା ନୂଆ ସରକାର ଠାରୁ ନା କଣ...
ଜମି ପାଇ ଉତ୍ତରପ୍ରଦେଶ ରେ BJP ହାରି ଗଲା
ସତ କଥା ଭାଈ ତାମିଲନାଢୁରେ ବି ହାରିଲା ବିଜେପି ଆଉ କେରଳବି ହାରିଛି
@@gobardhanbehera7908South re BJP Jitiba muskil bhai
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@@bimalhansdah3927 କାହିଁକି BJD kou Bala bhala je ,,,BJP 100 ଗୁଣରେ bjd thu bhala ,,,nabin babu nija neta nka କୁକର୍ମ କୁ ଦେଖିକି ବି ଅଣଦେଖା କରୁଥିଲେ ।ସବୁ dept scam କରୁଥିଲେ rti mageiki dekhinia । ତମେ ସବୁ ମାଗଣା ଖିଆ ,ଖାଲି free re ମିଳିଲେ ପାଦ ଚାଟିବା ଲୋକ ତମେ ।
ଭୁବନେଶ୍ବର ଆରମ୍ବ କର
ଆମ ସରକାରଙ୍କ କଥା କଥାରେ କାମରେ ନୂହେଁ! ଏହା ଧନୀମାନଙ୍କର ସରକାର! 😅😊😂
ଯାହା କଥାରେ ଅଛି ଗରିବ ମାଇପ ସମସ୍ତଙ୍କ ଶାଳୀ।ଏ କଥା କିଏ ଟାଳିବ ଦେଖାଯାଉ।
ସମସ୍ତଙ୍କ ପାଇଁ ସମାନ ନ୍ୟାୟ କରାଯାଉ।
ବଡ଼ ବଡିଆ ଠାରୁ ଆରମ୍ଭ ହେଇ ଗରିବ ଲୋକମାନଙ୍କ ପାଖରେ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହେଉ ।ଧନୀ ଲୋକଙ୍କର ଉଛେଦ ବେଳେ ଶହ ଶହ ପୋଲିସ ମୁତୟନ ହେଉଛନ୍ତି ଗରିବ ଲୋକଟି ଯଦି ହେଇଥିବ ସ୍ଥାନୀୟ ଗ୍ରାମବରକ୍ଷୀ ଠିଆ ହେଲେ ଉଛେଦ ପ୍ରକ୍ରିୟା ସୁରୁଖୁରୁରେ ହେଇଯିବ । ତେଣୁ ଲୋକଙ୍କ ଠାରୁ କାର୍ଯ୍ୟ ଆରମ୍ଭ ହେଉ
Nirat sata katha
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
ଗରିବର ସେବା କରନ୍ତୁ
ନେତାଙ୍କ ଠାରୁ ଆରମ୍ଭ ହଉ
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath.
ଜଣେ ଗରିବ କୁ 4 ଡିସମିଳ ଦିଆ ଯାଉ ଜମି ସମସ୍ତ କର ଅଧିକାର ଅଛି..
ସରକାର ଆଗେ ଧନୀ ମାନଙ୍କୁ ଉଛେଦ କରୁ ଦେଖିବା କେତେ ଦମ ଅଛି l
SALUTE
BHAI
Mardoowalibaat
KALIYUGG
SARAKAR
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
ଗ୍ରାମାଞ୍ଚଳ ରେ ଉଛେଦ ହେଲେ ବି ଜେ ପି ଡୁବିଵ
Sabuthi heu, gaon aau sahara
ତମେ କେତେ ଦଖଲ କରିଛ।
Sabuthi hau... good decision
@@RatiSuchi123bhai gaa gahali re bhumihina mane bahut rahuchanti semane jibe kuade
Sabu sarakari jami jabar dakhal mukta kari sethire gachha laga jau
ସରକାର ଭୂମିହୀନ ମାନଙ୍କୁ ଘରଦିହ ଏବଂ କୃଷିପାଇଁ ଜମି ଯୋଗେଇଦିଅନ୍ତୁ ତାପରେ ଜମି ଜବରଦଖଲ ହଟାନ୍ତୁ ନହେଲେ ଆଗାମୀଦିନରେ ଗରିବ ଭୂମିହୀନ ମାନେ ସରକାରଙ୍କୁ ହଟାଇବାକୁ ବାଧ୍ୟ୍ୟହେବେ 🙏
Baharu rohingya aau anya rajya ra loka asi sarkari jami madi basi rahichanti, tanku kana sarkaar jami deiki odisha ra basindha kariba naa kana?
ଠିକ୍ କଥା ଭାଇ
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
ଯିଏ ଆସୁ ଜମି ଖାଲି କରିବା ପାଇଁ ଯିଏ ଆସିବ ସିଏ ମରିବ ଆମେ ଗରିବ ଲୋକ ଆମର କିଛି ନାଇ ମାରିବୁ ଆଉ ମରିବୁ
ଘୋର ଅନ୍ୟାୟ
ଭୂମି ହିନ ଯିବେ କୁଆଡେ?
@saikalyan4918 ଭାଇ ପଇସା ଥିଲେ ଆମେ ଏଠି କିଣି ନ ଥାନ୍ତୁ
ଆମ ଗରିବ ଲକ
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
ଆଗ ଭୁବନେଶ୍ୱର ରୁ ଆରମ୍ଭ କରା ଯାଉ
ଆମର ଆଶା ଯେ ମାଝୀ ସରକାର ଠିକ ପଦକ୍ଷେପ ନେବେ । ଧନୀ ଗରିବ ସମସ୍ତଙ୍କ ପାଇଁ ସମାନ ନିୟମ ହବା ଉଚିତ । ନହେଲେ ସରକାର ବଦଳିବାକୁ ସମୟ ଲାଗିବନି । ଲୋକ ଯଦି 25 ବର୍ଷ ର ସରକାରଙ୍କୁ ହଟେଇ ପାରୁଛନ୍ତି 5 ବର୍ଷ ର ସରକାରଙ୍କୁ ହଟେଇବାକୁ ବେସି ସମୟ ଲାଗିବନି
ସିଏ ଆଉ କିଛିକରିପାରିବ ନାହି ଖାଲି କଥା ବଡ ବଡ ହେବ ସିନା କିଛି କରିପାରିବ ନାହି
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
କେବଳ ଗରିବ ଲୋକଙ୍କୁ ଉଠାଇ ଦିଆଯାଉଛି
ଧନୀ ବଞ୍ଚାଅ ଗରୀଙ୍କୁ ମାରି ପକାଅ ଏହି କମ୍ ମାଝି ବାବୁ କରୁଛନ୍ତି, ଭୁଷୁଡି ବଲା ମନ୍ତ୍ରୀ
ସୁନାର ଓଡ଼ିଶା ଅବସ୍ଥା ଏବେ କ'ଣ ହେବ ?
ଏଇ ଆମ ମୁଖ୍ୟମନ୍ତ୍ରୀ
Sir right kahila
ଅନ୍ଧ ସରକାର
ଆଗେ ଧନୀ ବେପାରୀ,officer ମାନଙ୍କ ଦଖଲ କୁ ଭାଙ୍ଗି ଦିଅ
Tumara best news
ପ୍ରାଏଭେଟ ଲିମିଟେଡ଼ (ପ୍ଲେଟ ପ୍ଲାଣ୍ଟ )
ସବୁ ସରକାର ଙ୍କ ଜମି
🤣🤣🤣🤣🤣🤣🤣(ସ୍ଥାନୀୟ ନିୟୁକ୍ତି ଆଉ କେବେ )
ଆଗରୁ ସରକାରୀ ଅଫିସର ମାନେ କଣ କରୁଥିଲେ
ସେ ସମୟରେ ସରକାର ନିଘୋଡ଼ ନିଦ୍ରାରେ ଶୋଇ ପଡ଼ିଥିଲେ କି, ଏ ପ୍ରଶ୍ନ ଜନ ସାଧାରଣ ଙ୍କ ପ୍ରଶ୍ନ,
ଏବେ ଆମ ମିଡ଼ିଆ ଭାଇ ମାନେ ଚିତ୍କାର କରୁଛନ୍ତି କଣ ପାଇଁ ପୂର୍ଵ ରୁ ଚିତ୍କାର କରିବା ଜାଣି ନଥିଲେ,
Absolutely right question answer sir ❤❤❤
ଗରିବ ଲୋକ ଗରିବ ହଁ ରହିବ ଧୋନୀ ଲୋକ ମାନଙ୍କୁ ଆଉରି ଧନୀ କରିବ
ସୁନ୍ଦରଗଡ଼ ଜିଲ୍ଲା ରେ ବି ସବୁ ବ୍ଲକ ରେ ସରକାରୀ ଜାଗା , ଆଉ ଜଙ୍ଗଲ ଜାଗା ବେଆଇନ୍ ଭାବେ କାର୍ଯ୍ୟ ଚାଲିଛି କିଣା ବିକା ଚାଲିଛି.. କେବେ ଓଡିଶା ସରକାର ଦେଖିବ ଆଉ ଗରିବ ଲୋକଙ୍କୁ କେବେ ଚାଷ ପାଇଁ ଦବ..🇮🇳🙏
ବଡ ବଡ କୋଟିପତି ଙ୍କୁ ଆଗ ଜବର ଜସ୍ତ ଉଛେଦ କରାଯାଉ
ସରକାର ଅଗ ନା ଆଦିବାସୀ ଆଗ
ନବୀନ ସରକାର ଭଲ ଥିଲା ମୋହନ ମାଝୀ ବେକାରିଆ ସରକାର । ଜନତାଂକ କଣ ତାହେଲେ ଭଲ କରୁଛି?
Nabin sarkar choronka pain bhala thila ...ebe parda uthuchi
Garib chor amir mane sahukaar.tuma kahi bara hisab re
@@alokrout7968
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
Good discussion 🎉🎉🎉
Bala discussion
ଯାହା ବି କରନ୍ତୁ ଭାବିଚିନ୍ତି କରନ୍ତୁ
ଗରିବ ଲୋକ ଝାଗା ଛାଡ଼ିଭେ ଧନୀ ଲୋକ ମଦିହ୍ ଜାଗା ଛାଡ଼ ଧନୀ ଲକର୍ 67 ମହଲାଗର ଗର। ଚାତ ଗର ନତିଲେ ହାମର ଜିଲିର ଗର ଅଚି ନା ସରକାରୀଜମି ରେ ସମ୍ତକର ହଦିକାର ଅଛି ମହାନ ଭାବୁ
❤️🌹🌷🌺💐🥀💝🇮🇳👍👍
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
CMC ୱାର୍ଡ 48 ଓ 49 ରେ କିଛି ଧନୀ ଲୋକ ବିଜେଡି ପଦ ପଦବୀ ରେ ଥାଇ ରୋଡ ସାଇଡି ରେ ଘର ଓ ହୋଟେଲ୍ କରି ବ୍ୟବସାୟ କରୁଛନ୍ତି
ଆପଣ କୁ ଅନୁରଧ ପହିଲା idco company ତଥା ବଡ କମ୍ପାନୀ କୁ lease ରେ କଣ ପାଇଁ ସରକାର ଦେଉଛନ୍ତି ଏବଂ ତାଙ୍କ ଉପରେ ହସ୍ତ କ୍ଷେପ ନାହିଁ. ଛୋଟ ମୋଟ ଜମି ହୀନ ମାନଙ୍କୁ ହୋଇ ରାଣ କରୁଛନ୍ତି
ଅପେକ୍ଷା କର ଆଜ୍ଞା ହରବର ହେଲେ କଣ ହେବ ଏତେ ଛାନିଆଁ ହୁଅନ୍ତୁନି ନଇନଦେଖୁଣୁ ନଙ୍ଗଲା କାହିଁକି ହଉଛନ୍ତି ସବୁ ସରକାରୀ ଜମି ଜବରଦଖଲ୍ କୁ ବୋଲ୍ଡୋଜୋର୍ ଲଗେଇ ଭାଙ୍ଗି ଦିଆଜିବ ସେଟା ଧନୀ କି ପ୍ରଭାବଶାଲି ଲୋକ ହେଲେ ମଧ୍ୟ ଏଇଥିରୁ ବାଦ୍ ପଡ଼ିବନୀ ଆଜ୍ଞା ଏଇଟା ନବୀନ ସରକାର ନୂହଁ ଏଇଟା ମୋହନ ସରକାର କାହାକୁ ଛଡ଼ାଜିବ ନାହିଁ
ଲୋକେ ରହିବେ କେଉଁଠି ?
जय हिंदुस्तान जय संविधान जय कांग्रेस 🙏
Bilkul right kahile bhai sambadika bhai
Right kahela DaDa
Jaha kahile sir apana thik kahile gariba mananka paain chinta kale dhanyabad
ଏମାନେ ବି ନୁଆ ଆସିଛନ୍ତି କିଛି ହାତେଇ ବେ
ଆଗେ ଭୁବନେଶ୍ୱର ରେ ବଡ ଜାଗା ଗୁଡିକୁ ବାହାର କର. ତା ପରେ ଅନ୍ୟ ଜିଲ୍ଲା କାମ ହେବ
ଯଦି ଏମିତିକାରିବ ତାହେଲେ bahut ବଡ bhul kariba
ସରକାର ସମସ୍ତଙ୍କ ପାଇଁ ସମାନ ରହିବା ଉଛିତ୍, ନା କାଲି ଧନୀ ପାଇଁ ନା କାଲି ଗରୀବ ପାଇଁ? ଯ୍ୟାଦପି ବେ ନିୟମ କରିବ/ବେଧ ଭାବ କରିବ (କରୁଛି) ତାହା ହେଲେ ସେ ସରକାର କୁ ଡାଇରେକ୍ଟ ଫାୟାରିଂ, ଗୋନ୍, ବୁଲେଟ, 🔪 ଚଲାଇ ରଖନ୍ତୁ ଯାହା ହେବ ପରେ ଦେଖା ଯିବ। ଧନୀ ହିଁ ମଣିଷ ଆଉ ଗରୀବ କୁକୁର ....Laws are the same for all, rich or poor, and government is the same for rich or poor .✅🇮🇳
Good dicition
ସେ ଲୋକ ମାନଙ୍କୁ କଣ ସରକାର ମାରିଦେବେ ନା କଣ
ଜାହାବି ହେଉଛି ଠିକ୍ ଆମେ ସାଙ୍ଗରେ ଅଛୁ ଜୟ ଜଗନ୍ନାଥ 🙏🙏🙏🙏🙏🙏
100/ right speech sir
ଏହା ଠିକ ନୁହେଁ
ସରକାର ଯଦି ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କଲେ କଣ କରା ଯିବ।
Sarkaar chahile tama jami nei pariba kichi bi project kama kariba pain. Kichi bi byakti gata jami nahi. Paisa daba abasya.
Mora jamire 40 dismil Rasta achhi ,,,kana karibi,dayakari kuhantu
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
Sata Katha Bhai gariba upare chapa dhani upare nahi
Vari kadhuata Mohan Sarkar agaku au bandavotepaibu
ସରକାର ଧନୀ ବ୍ୟକ୍ତିଙ୍କ ପୋଷା କୁକୁରର
ଗରିବ ଉପରେ ନାଲି ଆଖି
Har har mahadev
ମୋହନ ମାଝୀ ସରକାର ଏଥିରେ ଫେଲ ହେବାର ପ୍ରଥମସ୍ବାଦ ଚାଖିବେ। ତା ପରେ ଅଭ୍ୟାସ ରେ ପରିଣତ ହୋଇଯିବ
Right 👍
ଏହି ଭଳିଆ ଖବର ଳେକ ଜାଣନ୍ତୁ ସରକାର କଥା ଧନ୍ୟବାଦ
ମାଇଚିଆ ନବୀନା ଯୋଗୁଁ ଏସବୁ କାରଣ,
ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ!! ଗରିବ ପାଇଁ ତ ଏ ସବୁ ଯୋଜନା ହେଲେ ଗରିବ ନାଆଁ ରେ ସବୁ ଖାଇଗଲ "ହେଲେ ଧନୀ ପେଟ କିଆଁ ବଢୁଛି?????😅😅😅😅
ଏବେର ଅନେକ ବିଜେପି ନେତା, ଯେଉଁମାନେ ପୂର୍ବରୁ କଂଗ୍ରେସ ରେ ନେତା ଥିଲେ, ସେଇମାନେ ଅଧିକ ସରକାରୀ ଜମି ଦାଖଲ କରିଛନ୍ତି, ଅନେକ ଗୋଚର ଓ ସ୍ମଶାନ ଜାଗା, ସେମାନେ ଦାଖଲ କରିଛନ୍ତି. ଯଥାଶୀଘ୍ର ସେମାନଙ୍କୁ ବେଦଖଲ କରାଯାଉ.
Right
ସେଟେଲ ମେଣ୍ଟ କ୍ୟାମ୍ପ କାର୍ଯ୍ୟ କେବେ ଠାରୁ
ଆରମ୍ଭ ହେବ ରାଜସ୍ବ ବିଭାଗ ର ସଚିବ ଓ ମନ୍ତ୍ରୀ ତୁରନ୍ତ ଜନସାଧାରଣ ଙ୍କୁ ଜଣାନ୍ତୁ
Cm.ku.anurdha.garibalokanku.hairankarntunai
Action taken of c.m of Odisha.
Good, ମୋହନ ସରକାରଙ୍କ ଭଲ ନିଷ୍ପତି।ଧନ୍ୟବାଦ sir
Good decision
Right kahuchanti sir
ଭଲ ହେଇଛି ସରକାରଙ୍କ ବୟାନ
Jay Mohan Sir❤
🙏Jay Jagannath 🙏
🙏Jay Jagannath 🙏
BJP ସରକାରଙ୍କୁ ମନେ ରଖିବାକୁ ହେବ ଯେ ଓଡିଶାର ଜନସାଧାରଣ ଦୁର୍ନୀତି, ନାରୀ ଧର୍ଷଣ, ଗୁଣ୍ଡାରାଜ, ମାଫିଆ ରାଜ, ଜଙ୍ଗଳ ରାଜରୁ ମୁକ୍ତ କରିବାପାଇଁ ଓଡିଶାର ଆରାଧ୍ଯ ଦେବତା, ଗର୍ବ ଗଞ୍ଜନବାନା ଉଡାଉଥିବା, ଦୁଃଖୀ ଦରିଦ୍ରର ବନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଏଥର ଓଡିଶାର ଶାସନ ଭାର ଅର୍ପଣ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସଦାସର୍ବଦା ମନ ଭିତରେ ରଖିବା ଉଚିତ।
ବର୍ତ୍ତମାନର ବିଜେପି ସରକାର ଯଦି ପୂର୍ବରୁ ଥିବା BJD ସରକାରଙ୍କ ମାର୍ଗକୁ ଅନୁସରଣ କରନ୍ତି, ତେବେ ବିଜେପି ସରକାର ୧୦୦ ବର୍ଷ ଶାସନରେ ରହିଲେବି କୌଣସି ଦୁର୍ନୀତି ଓ ବେକାର ସମସ୍ୟାକୁ କସ୍ମିନ କାଳେ ସମାଧାନ କରିପାରିବେ ନାହିଁ।କାରଣ ପୂର୍ବ ସରକାର ଲୋକ ଦେଖାଣିଆ ହିସାବରେ କେତେଜଣ ହାତଗଣତି ଦୁର୍ନୀତିଗ୍ରସ୍ତ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କେବଳ ସ୍ଥାନାନ୍ତର ଓ ନିଲମ୍ବନ କରି ଚୁପଚାପ ବସିଯାଉଥିଲେ। "0" TOLERANCE ନୀତି ଆପଣାଇବାକୁ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କାରଣ " ସ୍ଥାନାନ୍ତର ଏବଂ ନିଲମ୍ବନ କରିବା ଏକ ଲଲିପପ୍ ପରି ". ଏହାଦ୍ବାରା ଭ୍ରଷ୍ଟ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ଦୁର୍ନୀତି ଏବଂ ଲାଞ୍ଚ ଓ ବେଆଇନ କାର୍ଯ୍ୟକଳାପ କରିବାପାଇ ପ୍ରେତ୍ସାହନ କରାଉଛି ।
(1) କୌଣସି ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ।
(2)କୌଣସି ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ବେଆଇନ କାର୍ଯ୍ୟକଳାପ ବିରୋଧରେ କୌଣସି ବଦଳି କିମ୍ବା ନିଲମ୍ବନ ଆଦେଶ ଦିଆ ନ ଯାଇ,କେବଳ ଘଟଣାସ୍ଥଳରେ ହିଁ ତୁରନ୍ତ ବହିଷ୍କାର କରାଯିବା ଉଚିତ।
(3) ଦୋଷୀ ସରକାରୀ କର୍ମଚାରୀଙ୍କ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯାଇ, 100 ଗୁଣା ଜରିମାନା ଦେୟ ଆଦାୟ କରାଯିବା ଉଚିତ। ।
(4) ମାମଲା ପ୍ରକ୍ରିୟା ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ ଯେଉଁଠି ଦୃଢ ପ୍ରମାଣ ସହ ଭିଜୁଆଲ୍ ରେକର୍ଡିଂ |ଏବଂ ଦସ୍ତାବିଜ ଉପଲବ୍ଧ ରହୁଛି।। ଏହାଦ୍ୱାରା ବେକାର ସମସ୍ୟାର ସମାଧାନ ହୋଇପାରିବ।
(5) ଅବସର ପରେ କାହାରିକୁ ପୁନର୍ବାର ସେହି ସେବାର ଅବସ୍ଥାପିତ କରା ନ ଯାଉ। । କାରଣ ଏହାଦ୍ୱାରା ବେକାର ସମସ୍ୟାର ସମାଧାନ ହୋଇପାରିବ।
(6)ଦୃଢ ହସ୍ତରେ ଗୁଣ୍ଡାରାଜ, ବାଲି ମାଫିଆ, ଖଣି ମାଫିଆ, ଜଙ୍ଗଳ ମାଫିଆ ଇତ୍ୟାଦି ଇତ୍ୟାଦିଙ୍କୁ ତୁରନ୍ତ ଦମନ କରାଯିବା ଉଚିତ।
ଯାହାଦ୍ୱାରା ମୁଁ ଅନୁଭବ କରୁଛି ଯେ ନିଶ୍ଚିତ ଭାବରେ ଦୁର୍ନୀତି ଏବଂ ବେକାରୀ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବ । ଏହାଦ୍ୱାରା ଯେଉଁସବୁ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ/ ମନ ବଳାଇବେ ସେମାନଙ୍କ ମନରେ ଭୟଙ୍କର କୋକୁଆ ଭୟ ସୃଷ୍ଟି କରିବ।
🙏Jay Jagannath 🙏
🙏Jay Jagannath 🙏
ଧନୀକ ଶ୍ରେନୀଙ୍କ ନଭଙ୍ଗି ଗରିବଙ୍କ ଭଗାଈ ଦିଅ ଯାଉଚି ଏ ଭଳି ଛିଗୁଲେଇବା ବନ୍ଦ କରି ଧନୀକ ଯୋଉ ଘର୍ କରି ଛନ୍ତି ତାକୁ ଭାଙ୍ଗିଲେ କୋଟି କୋଟିର ଧନ ବରବାଡ ହେବ ସେ ଘର୍ କୁ ନଭାଙ୍ଗି ସରକାର ତାକୁ ହାତକୁ ନେଇଦଖଳ କରନ୍ତୁକିମ୍ବା ସରକାରୀ ଚାକେରିବଳଙ୍କୁ ଭଡ଼ା ଦିଅନ୍ତୁ କିନ୍ତୁ ଗରିବ ଧନୀ କାହାକୁ ନ ଛାଡନ୍ତୁ
Sarkar amar darkar
ଗରିବଙ୍କୁ ଜମି ସରକାର ଦେଇଥିଲେ ବି ପରେ ସେ ଜମି ବଡ ବଡିଆ ହାତେଇଛନ୍ ତାପରେ ସେଇ ଗରିବମାନେ କହୁଛନ୍ ଆମେ ଭୂମୀହୀନ ।
Nice video🎉from lipsa wisdoms❤❤❤
Strict policy for illegal encroachment.
Please gives land to poor people and landless people 🙏
କେମିତିକା ସରକାର ହେ, ଏମିତି କାମକୁ ବିରୋଧ କରୁ ନଥିଲା ,ମନ ଇଛା ଜବରଦସ୍ତ ଅଧିକାର କରୁଛନ୍ତି ପଶୁ ଶଳା ବୁଦ୍ଧି ର ମଣିଷ।
ବିଚାର କରି ଏସବୁ କଥା କହିବା ଉଚିତ୍ ଆସୁ ଆସୁ ଏପରି କରିବା ଭଲ ହେବ ନାହିଁ
ଗରିବ ଲୋକଙ୍କ କଥା ବୁଝି ସରକାର ନିଷ୍ପତି ନେଲେ ଭଲ
ବିଜେପି ସାରକାର ବଡ଼ ବଡ଼ିଆ ଲୋକ ଙ୍କ ସରକାର ଆମ ଗରିବ ଲୋକଙ୍କ ନୂଅ
ଓଡ଼ିଶାରେ ଜନ ସଂଖ୍ୟାର ବୃଦ୍ଧି ଦିନକୁ ଦିନ ବଢୁଥିବାରୁ ନିରିହ ଜନସାଧାରଣ ସରକାରୀ ଜମି ଉପରେ ଜବରଦଖଲ କରି ରହିବା ପାଇଁ ବାଧ୍ୟ ହେଉଛନ୍ତି। ପୂର୍ବତନ ବିଜେଡିର ନବୀନ ସରକାର ଭୁମିହିନ ଜନ ସାଧାରଣଙ୍କ ପାଇଁ ଜାଗା ମିଶନ ଏବଂ ବସ୍ତି ବାସିନ୍ଦା ଅଧି ନିୟମ ୨୦୧୭, ଅନୁସାରେ ଥଇଥାନ କରିବା ପାଇଁ ବିଭିନ୍ନ ଯୋଜନା କରିଥିଲେ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ବିଜେପିର ମହୋନ ସରକାର ଗୋଟିଏ ମାସ ନ ପୁରୁଣୁ ନିରିହ ଜନସାଧାରଣଙ୍କ ଭିଟାମାଟି ଉଛେଦ କରିବା ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜାହା ଫଳରେ ନିରିହ ଜନସାଧାରଣ ସରକାର ପରିବର୍ତ୍ତନ କରିବା ଭୁଲ୍ ହେଲା ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ଏହା ଉପରେ ରାଜ୍ୟ ସରକାର ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଜାଗା ମିଶନ ଯୋଜନାକୁ କାର୍ଯ୍ୟକାରୀ କରିବା ଦରକାର ନଚେତ୍ ବିଜେପିର ମହୋନ ସରକାର ଖୁବଶୀଘ୍ର ବଦନାମ ହେବାକୁ ଯାଉଛି। ଧନ୍ୟବାଦ।
Ago bhumi hina manku jami dio
ପଟିଆ ରେ ବହୁତ ଲୋକାଲ ଲୋକ.. Govt land ରେ ମାଳ ମାଳ ଘର ତିଆରି କରି ଚାଲିଛନ୍ତି ଆଉ ଭଡା ଆକାରରେ ମୋଟା ଅଙ୍କ ରେ ପଇସା କମେଇ ଦାମୀ ଦାମୀ car ର installment ପେମେଣ୍ଟ କରୁଛନ୍ତି..ମହାବିନାୟକ ପୁରମ ଅଞ୍ଚଳ ପଥର ଖଣି ସାଇଡ୍ ରେ ଟିକେ ନଜର ଦେବେ
ଆମର ଆଇନ୍ ଏପରି ଭାବେ ତିଆରି ହେଇଛି , ହାତୀର ଖାଇବା ଦାନ୍ତ ଅଲଗା , ଦେଖେଇବା ଦାନ୍ତ ଅଲଗା ।ଯେତେ କହିଲେ ଭାଗବତ , ତୋଷ ନହିଲା ମୋର ଚିତ୍ତ ।