Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଯଦି ଜଣେ ଗରିବ ଦିନକୁ@୩୦୦/- ଟଙ୍କା ରେ ନିଜକୁ ସନ୍ତୁଷ୍ଟ କରି ପାରୁଛି,ଏମାନେ ଲକ୍ଷେ ଲକ୍ଷେ ଟଙ୍କା ପାଇଲେ ବି ତଥାପି ଏ ମାନଙ୍କ ପେଟ ପୁରୁନି,ଧିକ ତମ ମଣିଷ ପଣିଆ କୁ
❤❤😔👍
Right
ଧନ୍ୟବାଦ ପାତ୍ର।ଲୋଭ ସମ୍ବରଣ କରିପାରିଲାନି।
ତା ଚାକିରି। କି। ଖାଆ। ସରକାରଙ୍କୁ। ଅନୁରୋଧ❤❤❤❤❤❤❤❤❤❤❤
ତଡ଼ି ତଡ଼ି ସବୁ ଲାଞ୍ଚୁଆଙ୍କୁ ଧରି ଉଦାହରଣଯୋଗ୍ଯ,ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ନେବା ଅତ୍ଯନ୍ତ ଜରୁରୀ ହୋଇଗଲାଣି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
Odia loka maghiya
Should be punished
ପୁରା ଭଲ ହେଇଚି। ଓଡ଼ିଶା ରେ extortion ବଢ଼ି ଗଲାନି yi ବିଷୟରେ ଭି ସରକାର step law ଅନୁସାରେ ନିଅନ୍ତୁ।
ନେତା ସ୍ବଚ୍ଛତା ରହିଲେ,,,ଅଫିସର ସିଧା ବାଟକୁ ଆସି ଯିବେ,,,
ଚାକିରୀ ରୁ ବହିଷ୍କାର କରାଯାଉ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବେ ରେଡ କରାଯାଉ ରେଡ ସମ୍ପତି କୁ ରାଜକୋଷ କୁ ପଠାଯାଉ jaisriram 🙏
Thik 👍👍
ସବୁ pandiyan ଚେଲା
ଯୋଗାଣ ବିଭାଗ ର ପିଅନ ବି କୋଟିପତି , ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହେଲେ ବହୁ ଧରା ପଡ଼ିବେ
ଧନ୍ୟବାଦ ପାତ୍ର ବାବୁ ତୁମ ଭଳି 50/ ଲାଞ୍ଚୁଆ କମି ଗଲେ ଓଡ଼ିଶା ବାସୀ ଙ୍କୁ ଟି କେ ଶାନ୍ତି ମିଳିବ
ଧନ୍ୟବାଦ sir 🙏
ଏପରି officer ମାନଙ୍କୁ ଚାକିରୀ ରୁ ବାହାର କରି ନୂଆ ନିଯୁକ୍ତି କରିଲେ officer ବାବୁ ମାନେ ସୁଧାରି ଯାନ୍ତି ଆଉ ଏପରି ହୁଅନ୍ତାନି
100%👍👍👌👌
Fashi
ଏମାନଙ୍କୁ heavy punshiment ଦରକାର
ଏଥର ନାମ ସଙ୍କୀର୍ତ୍ତନ କରିବୁ
ପ୍ରଥମେ ଚାକିରି ରୁ ବାହାର କର ପରେ ଜେଲ ।
Excellent work done by U sir.keep continue.
ସିଏ ଯେମିତି କହୁଥିଲା ରେଡ କରିବାକୁ ତାର ଘରକୁ ରେଡ୍ କରାଯାଉ। ମନ୍ତ୍ରୀ ଙ୍କୁ ଅନୁରୋଧ।
ଏ ଭଳି ଲାଂଚୁଆ officer ଚାକିରୀ ରୁ ବିଦା ହେବେ ତ ହେବେ,,,,ଏ ମାନଙ୍କୁ non bail କରିବା ଦରକାର,,ତେବେ ଯାଇ ଲାଞ୍ଚ ନେଉଥିବା କର୍ମଚାରୀ କିଛି ଶିଖିବେ,,,,,
Chaakiri jiba nahi. Kebala nilambana. Seta puni temporary.
Mora Angul Odisha Forest department 6treep sige permit timber nyegly and 1ochaka Truck namaste 🙏
ଜେଲ୍ରେଫୁରାଇଘାଟିଦିଅ ସତବାରିବ❤❤❤
ଚାକିରିରୁବାରକର❤❤❤❤
ହାରାମିକୁ ଡ କାୟତ ପରି ସମସ୍ତ ସମ୍ପୟୀ ବାଜ୍ଞପ୍ତି କରି ଜେଲରେ ଠୁଙ୍କି ଦିଆ ଯାଉ.
ଆପଣ ଖୁବ୍ ଶୀଘ୍ର cm ହୁଅନ୍ତୁ
ଲାଞ୍ଚୁଆ ଙ୍କୁ ସସ୍ପେଣ୍ଡ ନାଇଁ, ଡାଇରେକ୍ଟ ଚାକିରୀ ରୁ ବାହାର କର. ତା ସହ ଜେଲ ଜୋରିମାନା
System transparent n time bound ହେଲେ PC ବନ୍ଦ ହେଇପାରିବ. ନ ହେଲେ ଏମିତି କହୁଥିବେ କିନ୍ତୁ PC ଚାଲିଥିବ.
ମା ଘିଆ କୁ ଚାକିରି ରୁ ବାହାର କରାଯାଊ
Very good 👌news
ଲାଂଚ ଦଉଥିବା ଲୋକ କୁ ମଧ୍ୟ ଧରା ଯାଉ
ପାତ୍ର ବାପାଙ୍କୁ ପଚାର ଏତାଙ୍କ ପୁଅ ଟି, ସଳା ପାତ୍ର ପୁଅ ଝିଅ ବୋପା ଉପୁରି ପଇସାରେ ରଙ୍ଗିଲା ହେଉଥିବେ ଆଉ ସ୍ତ୍ରୀ ସାଢି ଛାଡି ଚୁଡିଦାର ଗଜରା ରେ ରଙ୍ଗିଲା ଘୋର ଲଜ୍ଜା,ଜୋଉ ମାନେ ଲାଞ୍ଚ ନେଉଛନ୍ତି ତାଙ୍କ ବାପା ଠିକ୍ ନାହିଁ
ସାର୍ କିଶାନନଗର ତହସିଲଦାର ବହୁତ ଲାଞ୍ଚ ନେଉଛନ୍ତି ଆପଣ ଟିକିଏ ଧ୍ୟାନ ଦିଅନ୍ତୁ 🙏🙏
ଯୋଗାଣ ବିଭାଗ ସରକାର ଂକୁ ମାଲ୍ ଯୋଗାନ୍ତି। ସେଥିରେ mla , ମନ୍ତ୍ରୀ ଚଳନ୍ତି।
Good Govt Go up
Very good effort.All public should follow this path.God will bless such public.
ବିନାଶ କାଳେ ବିପରୀତ ବୁଦ୍ଧି
ରାମ ରାଜ୍ୟ ପ୍ରତିଷ୍ଠା ହେବ
ସରକାରୀ ଅିସରମାନେ ବିଜେଡ଼ି ଶାସନ ରେ କେତେ ଟଙ୍କା ଲାଞ୍ଚ ଖାଇ ଥିବେ ଚିନ୍ତା କରନ୍ତୁ।
ସିଧା ଏ ଲୋକକୁ ଚ଼ାକିରୀ ରୁ ବିଦା କର।ଓ ଜେଲ ରେ ପୁରାଅ ।ଏହିଭଳି ଲୋକ ଦେଶ ପାଇଁ ବିପଦ।ଜୟ ଜଗନ୍ନାଥ ।
ଏ ହେଉଛି ଛୋଟ ମୂଷା, ଆହୁରି ବଡ ବଡ ମୂଷା ଅଛନ୍ତି, ତାଙ୍କୁ ଧରାଯାଉ, ଓଡ଼ିଶାର ଲୋକଙ୍କ ସମ୍ପତ୍ତି, ଲୋକ ଖୁସି ହେବେ,
Se eka CSO. nuhanti, Odisha re jete CSO. achhanti kehibi baad jibeni. Dhanyavaad.
Jai shreeram
BJD ସରକାର ଥବା ସମୟରୁ ଅଭ୍ୟାସ ରହିଛି , ସେ ଶଳା କୁ ବହେ ଛେଚା ଦିଅ ଜେଲ୍ ରେ
ଲାଞ୍ଚ ନେବା ଏକ addiction ରେ ପରିଣତ ହେଇଯାଇଛି, ସେ କଣ କରିବେ 😮ଏମାନଂକୁ service ରୁ ବିଦା ଓ jail 😮
TRUE
Jai ho odisha reporter ur working hard to root out corruption in our soil God bless you
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ବହୁତ ଭଲ କଥା କହିଛନ୍ତି ଓ ଭଲ କାମ କରୁଛନ୍ତି ପିସି ବନ୍ଦ କଲେ ଇତିହାସ ହେବ
ଭଗବାନ ଅଛନ୍ତି ନ। ,,,,,ଠିକ୍ ହୋଇଛି ଏ ସଲ ପାତ୍ର କୁ। ।।
Thanksupaministersir
🙏ଜୟ ଶ୍ରୀ ରାମ🙏🕉️🇮🇳🚩
badhiya hoichhi
ଗୋଟିଏ ଲାଞ୍ଚୁଆ, ଗୋଟିଏ ମିଛୁଆ, ଗୋଟିଏ ମାଡୁ ଆ ଆଉ ଜଣେ ତା ମନ ଯାହା ହେବ କାହାର ସତ୍ ଉପଦେଶ ନ ମାନି ଅପକର୍ମ କରି ଚାଲିଥିବ। କଥାରେ ଅଛି ମୋତେ ଯେତେ ମାଠିବୁ ମାଠେ, ମୁଁ ତ, ସେ ଇ ଦରପୋଡା କାଠେ । ଜୟ ଜଗନ୍ନାଥ। ନୂଆ ବଜାର, ନୂଆ ପଡା କଟକ।
ଏ ଜେଲ ରୁ ଆସିଲେ ବି ଲାଞ୍ଚ ନେବ ପୁରା ଚାକିରିରୁ ବିଦା ହେଉ😂😅😂😂😂
ସବୁ ଜିଲ୍ଲା ଅଧିକାରୀ ଅଫିସ ରେ ସିସିଟିଭି କାମେରା ଲାଗୁନି କାହିଁକି....
ଆମ ଓଡ଼ିଶା ମୋହନ ଓଡ଼ିଶା 😊❤
ଯଦି କୌଣସି ଲୋକ ଙ୍କ ସହିବା ଶକ୍ତି ପାର ହେଲା ପରେ ସେ ବାଧ୍ୟ ହୋଇ ଶେଷରେ ଏମିତି ଭିଜିଲାନ୍ସ ବିଭାଗ କୁ ଦେବାକୁ ବାଧ୍ୟ ହୋଇଥାନ୍ତି
Good 🎉
ଲୋଭ ବୋହୁତ ଆମ ଅଫିସର ଙ୍କର
Jay jagannath chinhata karajai karyanusthan habadarkar jay sriram🎉🎉🎉
G pravakar patra, ପୁରା ଲାଞ୍ଚୂଆ ଅଧିକାରୀ, ତାକୁ ଚାକିରୀ ରୁ ଅବିଳମ୍ବେ ଛୁଟି ଦିଆଯାଉ, ନହେଲେ ଏପରିଆଫିସର୍ ରାଜ୍ୟ କୁ ଖାଇଦେବେ। ତା ଘରକୁ ବୁଲ୍ଡୋଜର ରେ ଭଙ୍ଗା ଯାଉ।
Sir lancha nauthiba lokanku direct chakiri ru dismis karantu suspend nuhe RI office re prabala lancha nauchanti seitaku tike dekhantu
ଲଜ୍ୟା
Thank you odisha prashasan ❤❤❤
Puni join Kariba kichi dina pare.
Very good action
Jail
ଶଳା ଲଜ୍ୟା ଲାଗୁନି
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଦୁଃଖିତ। ଦୁଃଖିତ। ଦୁଃଖିତ।ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ।BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ।ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଜୟା ଜଗନ୍ନାଥ 🕉🚩🇮🇳🙏
ଏ ଶଳା ଙ୍କ ମୁହଁରେ ହଗିଲେ ବି ଲାଜ ନାହିଁ
Maximum punishment Diya jaye
Very Very nice Work
Thanks 👍 Sir
ନମସ୍କାର ସାର୍
Very good 👍👍 news odisa
Very good sir
U r right sir......
6mas rakhidia pura saigi heijib
Jay jagannath jay odisha jay CM mohan❤🎉
Thanks Vigilance
Very nice
ଯେଉଁ ମାନେ ଧରା ପଡ଼ୁଛନ୍ତି,ସେମାନଙ୍କୁ ମାଡ ହୁଏ କି ନାହିଁ।
ଚାକିରିରୁ ବହିଷ୍କୃତ ନକଲା ପର୍ଯ୍ୟନ୍ତ ଏମିତି ଏ ଭିକାରୀଙ୍କର ଏମିତିଆ ଲୀଳା ଚାଲିଥିବ।
ଗଞ୍ଜାମ ର ବୋଧେ ପାତ୍ର ବାବୁ 👍
ଠିକ୍ ହୋଇଛି।
Patra babu mor power tiler chaliba j paisa sabu firima karan tumar bagil officers manku salary paisa kam hauchha sir
ସସପେଣ୍ଢ ନୁହେଁ ବହିଷ୍କାର କରାଯିବା ଆବଶ୍ୟକ।
Very good dission
ଏ ସବୁ ବିଜେଡିର କୁକୁର ଥିଲେ ଏସବୁ ନିତିଦିନର କାମ ଥିଲା
Very good step
❤❤❤😂😂eha tho small fish bhai😂😂prathyek block nuho pratyek village re achanti ❤❤big fish 🐠 ku kebe dharibe❤❤odisha Andhra exact border re crore crore crore rupees re jua ..illigal activity houchi Kia dhoruchanti ki....❤❤❤
Saab kuch japt hoga Uskey bad buldjor action
Very good
Thanks 🙏🙏👍. Bhai
ଏ ବାବୁ ମାନକୁ ସିଧା ପାଣ୍ଟ ଖୋଲି ପେଲୋ ।
Good news
Nice
Ye 25 Varsha experience ra Jeeva lala, kana Kariba sahajare chhadi heuni 😂😂😂
Bahot bhala educational pila achnti amnku kn pai service re rakhichnti
ଏନ୍ତା ଅଫିସର୍ କେ ଜଲଦି ଡିସମିସ୍ କରନ୍ତୁ ସରକାର,
My mother used to say the same " mate jete mathibu mathe, mu sei darapoda kath" thank you. ❤🙏
ସିଧା ଝାରପଡା ଜେଲକୁ ପଠାଇ ଦିଆଯାଉ।
No1repoter
ଯଦି ଜଣେ ଗରିବ ଦିନକୁ@୩୦୦/- ଟଙ୍କା ରେ ନିଜକୁ ସନ୍ତୁଷ୍ଟ କରି ପାରୁଛି,ଏମାନେ ଲକ୍ଷେ ଲକ୍ଷେ ଟଙ୍କା ପାଇଲେ ବି ତଥାପି ଏ ମାନଙ୍କ ପେଟ ପୁରୁନି,ଧିକ ତମ ମଣିଷ ପଣିଆ କୁ
❤❤😔👍
Right
ଧନ୍ୟବାଦ ପାତ୍ର।ଲୋଭ ସମ୍ବରଣ କରିପାରିଲାନି।
ତା ଚାକିରି। କି। ଖାଆ। ସରକାରଙ୍କୁ। ଅନୁରୋଧ❤❤❤❤❤❤❤❤❤❤❤
ତଡ଼ି ତଡ଼ି ସବୁ ଲାଞ୍ଚୁଆଙ୍କୁ ଧରି ଉଦାହରଣଯୋଗ୍ଯ,ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ନେବା ଅତ୍ଯନ୍ତ ଜରୁରୀ ହୋଇଗଲାଣି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
Odia loka maghiya
Should be punished
ପୁରା ଭଲ ହେଇଚି। ଓଡ଼ିଶା ରେ extortion ବଢ଼ି ଗଲାନି yi ବିଷୟରେ ଭି ସରକାର step law ଅନୁସାରେ ନିଅନ୍ତୁ।
ନେତା ସ୍ବଚ୍ଛତା ରହିଲେ,,,ଅଫିସର ସିଧା ବାଟକୁ ଆସି ଯିବେ,,,
ଚାକିରୀ ରୁ ବହିଷ୍କାର କରାଯାଉ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବେ ରେଡ କରାଯାଉ ରେଡ ସମ୍ପତି କୁ ରାଜକୋଷ କୁ ପଠାଯାଉ jaisriram 🙏
Thik 👍👍
ସବୁ pandiyan ଚେଲା
ଯୋଗାଣ ବିଭାଗ ର ପିଅନ ବି କୋଟିପତି , ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହେଲେ ବହୁ ଧରା ପଡ଼ିବେ
ଧନ୍ୟବାଦ ପାତ୍ର ବାବୁ ତୁମ ଭଳି 50/ ଲାଞ୍ଚୁଆ କମି ଗଲେ ଓଡ଼ିଶା ବାସୀ ଙ୍କୁ ଟି କେ ଶାନ୍ତି ମିଳିବ
ଧନ୍ୟବାଦ sir 🙏
ଏପରି officer ମାନଙ୍କୁ ଚାକିରୀ ରୁ ବାହାର କରି ନୂଆ ନିଯୁକ୍ତି କରିଲେ officer ବାବୁ ମାନେ ସୁଧାରି ଯାନ୍ତି ଆଉ ଏପରି ହୁଅନ୍ତାନି
100%👍👍👌👌
Fashi
ଏମାନଙ୍କୁ heavy punshiment ଦରକାର
ଏଥର ନାମ ସଙ୍କୀର୍ତ୍ତନ କରିବୁ
ପ୍ରଥମେ ଚାକିରି ରୁ ବାହାର କର ପରେ ଜେଲ ।
Excellent work done by U sir.keep continue.
ସିଏ ଯେମିତି କହୁଥିଲା ରେଡ କରିବାକୁ ତାର ଘରକୁ ରେଡ୍ କରାଯାଉ। ମନ୍ତ୍ରୀ ଙ୍କୁ ଅନୁରୋଧ।
ଏ ଭଳି ଲାଂଚୁଆ officer
ଚାକିରୀ ରୁ
ବିଦା ହେବେ ତ ହେବେ,,,,ଏ ମାନଙ୍କୁ non bail କରିବା ଦରକାର,,ତେବେ ଯାଇ ଲାଞ୍ଚ ନେଉଥିବା କର୍ମଚାରୀ କିଛି ଶିଖିବେ,,,,,
Chaakiri jiba nahi. Kebala nilambana. Seta puni temporary.
Mora Angul Odisha Forest department 6treep sige permit timber nyegly and 1ochaka Truck namaste 🙏
ଜେଲ୍ରେଫୁରାଇଘାଟିଦିଅ ସତବାରିବ❤❤❤
ଚାକିରିରୁବାରକର❤❤❤❤
ହାରାମିକୁ ଡ କାୟତ ପରି ସମସ୍ତ ସମ୍ପୟୀ ବାଜ୍ଞପ୍ତି କରି ଜେଲରେ ଠୁଙ୍କି ଦିଆ ଯାଉ.
ଆପଣ ଖୁବ୍ ଶୀଘ୍ର cm ହୁଅନ୍ତୁ
ଲାଞ୍ଚୁଆ ଙ୍କୁ ସସ୍ପେଣ୍ଡ ନାଇଁ, ଡାଇରେକ୍ଟ ଚାକିରୀ ରୁ ବାହାର କର. ତା ସହ ଜେଲ ଜୋରିମାନା
Right
System transparent n time bound ହେଲେ PC ବନ୍ଦ ହେଇପାରିବ. ନ ହେଲେ ଏମିତି କହୁଥିବେ କିନ୍ତୁ PC ଚାଲିଥିବ.
ମା ଘିଆ କୁ ଚାକିରି ରୁ ବାହାର କରାଯାଊ
Very good 👌news
ଲାଂଚ ଦଉଥିବା ଲୋକ କୁ ମଧ୍ୟ ଧରା ଯାଉ
ପାତ୍ର ବାପାଙ୍କୁ ପଚାର ଏତାଙ୍କ ପୁଅ ଟି, ସଳା ପାତ୍ର ପୁଅ ଝିଅ ବୋପା ଉପୁରି ପଇସାରେ ରଙ୍ଗିଲା ହେଉଥିବେ ଆଉ ସ୍ତ୍ରୀ ସାଢି ଛାଡି ଚୁଡିଦାର ଗଜରା ରେ ରଙ୍ଗିଲା ଘୋର ଲଜ୍ଜା,ଜୋଉ ମାନେ ଲାଞ୍ଚ ନେଉଛନ୍ତି ତାଙ୍କ ବାପା ଠିକ୍ ନାହିଁ
ସାର୍ କିଶାନନଗର ତହସିଲଦାର ବହୁତ ଲାଞ୍ଚ ନେଉଛନ୍ତି ଆପଣ ଟିକିଏ ଧ୍ୟାନ ଦିଅନ୍ତୁ 🙏🙏
ଯୋଗାଣ ବିଭାଗ ସରକାର ଂକୁ ମାଲ୍ ଯୋଗାନ୍ତି। ସେଥିରେ mla , ମନ୍ତ୍ରୀ ଚଳନ୍ତି।
Good Govt Go up
Very good effort.All public should follow this path.God will bless such public.
ବିନାଶ କାଳେ ବିପରୀତ ବୁଦ୍ଧି
ରାମ ରାଜ୍ୟ ପ୍ରତିଷ୍ଠା ହେବ
ସରକାରୀ ଅିସରମାନେ ବିଜେଡ଼ି ଶାସନ ରେ କେତେ ଟଙ୍କା ଲାଞ୍ଚ ଖାଇ ଥିବେ ଚିନ୍ତା କରନ୍ତୁ।
ସିଧା ଏ ଲୋକକୁ ଚ଼ାକିରୀ ରୁ ବିଦା କର।ଓ ଜେଲ ରେ ପୁରାଅ ।ଏହିଭଳି ଲୋକ ଦେଶ ପାଇଁ ବିପଦ।ଜୟ ଜଗନ୍ନାଥ ।
ଏ ହେଉଛି ଛୋଟ ମୂଷା, ଆହୁରି ବଡ ବଡ ମୂଷା ଅଛନ୍ତି, ତାଙ୍କୁ ଧରାଯାଉ, ଓଡ଼ିଶାର ଲୋକଙ୍କ ସମ୍ପତ୍ତି, ଲୋକ ଖୁସି ହେବେ,
Se eka CSO. nuhanti, Odisha re jete CSO. achhanti kehibi baad jibeni. Dhanyavaad.
Jai shreeram
BJD ସରକାର ଥବା ସମୟରୁ ଅଭ୍ୟାସ ରହିଛି , ସେ ଶଳା କୁ ବହେ ଛେଚା ଦିଅ ଜେଲ୍ ରେ
ଲାଞ୍ଚ ନେବା ଏକ addiction ରେ ପରିଣତ ହେଇଯାଇଛି, ସେ କଣ କରିବେ 😮
ଏମାନଂକୁ service ରୁ ବିଦା ଓ jail 😮
TRUE
Jai ho odisha reporter ur working hard to root out corruption in our soil God bless you
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ବହୁତ ଭଲ କଥା କହିଛନ୍ତି ଓ ଭଲ କାମ କରୁଛନ୍ତି ପିସି ବନ୍ଦ କଲେ ଇତିହାସ ହେବ
ଭଗବାନ ଅଛନ୍ତି ନ। ,,,,,ଠିକ୍ ହୋଇଛି ଏ ସଲ ପାତ୍ର କୁ। ।।
Thanksupaministersir
🙏ଜୟ ଶ୍ରୀ ରାମ🙏🕉️🇮🇳🚩
badhiya hoichhi
ଗୋଟିଏ ଲାଞ୍ଚୁଆ, ଗୋଟିଏ ମିଛୁଆ, ଗୋଟିଏ ମାଡୁ ଆ ଆଉ ଜଣେ ତା ମନ ଯାହା ହେବ କାହାର ସତ୍ ଉପଦେଶ ନ ମାନି ଅପକର୍ମ କରି ଚାଲିଥିବ। କଥାରେ ଅଛି ମୋତେ ଯେତେ ମାଠିବୁ ମାଠେ, ମୁଁ ତ, ସେ ଇ ଦରପୋଡା କାଠେ । ଜୟ ଜଗନ୍ନାଥ। ନୂଆ ବଜାର, ନୂଆ ପଡା କଟକ।
ଏ ଜେଲ ରୁ ଆସିଲେ ବି ଲାଞ୍ଚ ନେବ ପୁରା ଚାକିରିରୁ ବିଦା ହେଉ😂😅😂😂😂
ସବୁ ଜିଲ୍ଲା ଅଧିକାରୀ ଅଫିସ ରେ ସିସିଟିଭି କାମେରା ଲାଗୁନି କାହିଁକି....
ଆମ ଓଡ଼ିଶା
ମୋହନ ଓଡ଼ିଶା 😊❤
ଯଦି କୌଣସି ଲୋକ ଙ୍କ ସହିବା ଶକ୍ତି ପାର ହେଲା ପରେ ସେ ବାଧ୍ୟ ହୋଇ ଶେଷରେ ଏମିତି ଭିଜିଲାନ୍ସ ବିଭାଗ କୁ ଦେବାକୁ ବାଧ୍ୟ ହୋଇଥାନ୍ତି
Good 🎉
ଲୋଭ ବୋହୁତ ଆମ ଅଫିସର ଙ୍କର
Jay jagannath chinhata karajai karyanusthan habadarkar jay sriram🎉🎉🎉
G pravakar patra, ପୁରା ଲାଞ୍ଚୂଆ ଅଧିକାରୀ, ତାକୁ ଚାକିରୀ ରୁ ଅବିଳମ୍ବେ ଛୁଟି ଦିଆଯାଉ, ନହେଲେ ଏପରିଆଫିସର୍ ରାଜ୍ୟ କୁ ଖାଇଦେବେ। ତା ଘରକୁ ବୁଲ୍ଡୋଜର ରେ ଭଙ୍ଗା ଯାଉ।
Sir lancha nauthiba lokanku direct chakiri ru dismis karantu suspend nuhe
RI office re prabala lancha nauchanti seitaku tike dekhantu
ଲଜ୍ୟା
Thank you odisha prashasan ❤❤❤
Puni join Kariba kichi dina pare.
Very good action
Jail
ଶଳା ଲଜ୍ୟା ଲାଗୁନି
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଦୁଃଖିତ। ଦୁଃଖିତ। ଦୁଃଖିତ।
ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ।
ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ।
ନଚେତ୍ ଆମେ ଭାବିବୁ ଯେ ଆମେ ଆମର
ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ।
BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ।