ବିନା ଦୋଷରେ ମଧ୍ୟ ଆଜି ମୁଁ ଦୋଷୀ | Advocate Byomkesh Tripathy
HTML-код
- Опубликовано: 1 ноя 2024
- 'ଆଜି ମୋର ପରିବାର ମୋ ପାଖରେ ନାହି, ମୁଁ ବିନା ଦୋଷରେ ମଧ୍ୟ ଆଜି ଦୋଷୀ । ନିଜ ଆଖିର ଲୁହ ଆଉ ଛାତିର କୋହକୁ ନିଜ ଭିତରେ ଚାପି ରଖି ଆଜିବି ହସୁଛି '
LIKE | SHARE | SUBSCRIBE
#Dharitri #DharitriLive #Odisha
Also Watch:
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍...
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 RUclips: / dharitrilive
👉 Instagram: / dharitrilive
ସାର ଙ୍କ ଖୋଲା କଥା କାହାକୁ ଭଲ ଲାଗେ like kara Good person
My favorite sir
ଆତ୍ମାକୁ ବାଧିଲା ଭଳିଆ ସେଭଳି କିଛି ନହେଲେ,ଜଣଙ୍କ ଆଖିରୁ ଏଭଳି ଲୁହ ବାହାରିବନି। ଏ ଲୁହ ଅନ୍ତରାତ୍ମାର ଲୁହ,ଅଭିନୟର ଲୁହ ନୁହେଁ । ଆଇନ ବ୍ଯବସ୍ଥା କ'ଣ ଏଭଳି ଲୁହ ଗଡ଼ାଇବାପାଇଁ ଉଦ୍ଦିଷ୍ଟ ? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ତୁମରି ଭଳି ଆଉ ୧୦ ଜଣ ହେଲେ ଏ ଆଇନ ବଦଳୀ ଜିବ 😂
❤❤❤❤❤ Thanks 🙏🙏🙏🙏
Good person Nku Hi Amti Karonti Au Kn Kariba Kuho Sabu Se Kalia Ro Lilla..
"ଏକୁଟିଆ ମଣିଷ ହିଁ ଜୀବନରେ କିଛି ମହତ କାର୍ଯ୍ୟ କରିପାରେ । "
- ସ୍ବାମୀ ବିବେକାନନ୍ଦ
👍
❤
You are 100 % true
H yiiioe y 9:11u ji. In😅@@rajibmahakud1259
ବ୍ୟୋମକେଶ ତ୍ରୀପାଠୀ ମହୋଦୟ ମୋର ହୃଦୟରୁ ଅଭିନନ୍ଦନ ଜଣାଏ😮 ପ୍ରଥମରୁ କରିଥିବା କର୍ମର କଷଟି ପଥରରେ ନିଜକୁ ସମ୍ଭାଳି ନେବାର କ୍ଷମତା ହାସଲ ନେଇ ନିଜର ମତ ଅତି ମର୍ମପର୍ଶି .ଏବଂ ଭଗବାନ ଏକମାତ୍ର ଭରଷା😮
ସତ୍ୟ ର ପଥ ସବୁବେଳେ କଷ୍ଟ ହୋଇଥାଏ..ଶେଷରେ ସତ୍ୟ ର ଜିତ୍ ହୋଇଥାଏ!! You are a great person sir...🙏
Right
Right
ଜିତିଲା ବେଳ କୁ ଆଉ ଚପା ଥିବ।
Right
Right
ବ୍ୟାମକେଶ ଭାଇକୁ ହୃଦୟ ରୁ ନମସ୍କାର ଯେତେ କହିଲେ ଶବ୍ଦ କମ ପଡିବ ଆପଣ ଆଗକୁଆଗାଁକୁ ଯାଆନ୍ତୁ ପ୍ରଭୁ ଜଗନାଥ ଙ୍କ ପାଖରେ ପ୍ରାଥନା କରୁଛୁ
ଏମିତି Hero ଜଗତେ ନାଇ
ଆପଣ ଙ୍କୁ ମୋର salute🎉
ଭାଇ ଙ୍କୁ ହୃଦୟରୁ ସମ୍ମାନ କରେ, ଏବଂ ତାଙ୍କ ଲୁହର କାରଣ ଯିଏ ହୋଇଥିବ,ତାଙ୍କ ପରିବାର ରେ ଏମିତି ଝଡ଼ ଆସିବ ଆଉ ସିଏ ଦିନେ ଏକୁଟିଆ ମୁହଁ ଲୁଚେଇ କାନ୍ଦିବ,,ଲୁହ ପୋଛି ବାକୁ ତା ପରିବାର ରେ କେହି ନଥିବେ, ଓକିଲ ଭାଈ ଙ୍କ ପାଇଁ ତ ବହୁତ ଲୋକ ଅଛନ୍ତି, ତାଙ୍କ ଲୁହ ର ମୂଲ୍ୟ ଦେବାକୁ ପଡିବ ନିଶ୍ଚିତ
❤❤❤❤❤❤
ତୁମକୁ ଶତ ଶତ ପ୍ରଣାମ ବ୍ୟାମୋକେଶ ସାର..... ଆଜି ଅନୁଭବ ହେଲାକି "All that glitters is not gold " ଆପଣଙ୍କ ବାଗିଆ ମଣିଷ ଟି ଭିତରେ ଏତେ ଯେ ଦୁଃଖ ଥାଇପାରେ, ଜଣା ନଥିଲା l ଆହୁରି ଜୋସ ରେ, ଆହୁରି ଅଧିକା ଶକ୍ତି ନେଇ ଲୋକଙ୍କୁ ନ୍ୟାୟ ଦେବାରେ ଲାଗି ପଡନ୍ତୁ l ସମାଜ ଆପଣଙ୍କ ଠାରୁ ବହୁତ କିଛି ପାଇବା ପାଇଁ ଅପେକ୍ଷ୍ୟା କରି ବସିଚି l ଆମେ ଆପଣଙ୍କ ପଛରେ ଅଛୁ, ଆମର ଭଲ ପାଇବା ଆପଣଙ୍କ ପଛରେ ଅଛି, ଆମର 100% ସପୋର୍ଟ ଆପଣଙ୍କ ପାଇଁ ଅଛି l We love you thee Byamokesh bhai...❤❤❤❤
ଧର୍ମ ର ଜୟ ପାପ କ୍ଷୟ ହୁଏ ଧର୍ଯ୍ୟ ଧରନ୍ତୁ ଆଜ୍ଞା ଆଗକୁ ମାଡି ଚାଲନ୍ତୁ
ଠିକି କହିଛ ଭାଇ
🙏🙏🙏👌👌👌👌👌👌
Sir ଯେବେ ଆପଣଙ୍କୁ ମୁଁ social media ରେ ଦେଖିଥିଲି ଆପଣ ଙ୍କୁ ମୁଁ ସେବେଠୁ ହୃଦୟ ରୁ ସମ୍ମାନ କରେ , ଆପଣ ସବୁବେଳେ ନ୍ୟାୟ କଥା କୁହନ୍ତି, କିଏ କହିଲା ଆପଣଙ୍କର କେହି ନାହାନ୍ତି, ଥରେ ଆସି କମେଣ୍ଟ ପଢନ୍ତୁ ଆପଣଙ୍କର କେତେ ବଡ଼ ପରିବାର ଆଉ ଆପଣଙ୍କୁ କେତେ ଭଲପାଆନ୍ତି ଟିକେ ଦେଖନ୍ତୁ,, ବହୁତ୍ ଦୁଃଖ ଲାଗିଲା sir ଆପଣଙ୍କ ଆଖିରେ ଲୁହ ଦେଖି, କେବେ ବି ନିଜକୁ ଏକଲା ଭାବନ୍ତୁ ନାହିଁ plz🙏🎉❤।
ବ୍ୟୋମକେଶ ତ୍ରିପାଠୀ ସବୁବେଳେ ପୁରୁଷଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ କରି ଆସିଛନ୍ତି । ତାଙ୍କୁ ମୋ ତରଫରୁ ତଥା ସୋନପୁର ଜିଲ୍ଲା ତରଫରୁ ଅଶେଷ ଧନ୍ୟବାଦ୍ ।
Sonepur zilla lekhbar jaruri thila bhail
ଆପଣଙ୍କୁ କୋଟି କୋଟି ପ୍ରଣାମ ଆଗକୁ ଆଗକୁ ଏମିତି ବଢ଼ି ଚାଲନ୍ତୁ ଆଉ ଅନ୍ୟାୟ ବିରୁଦ୍ଧରେ ଲଢି ଚାଲନ୍ତୁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସାହା ଭରଷା ହୁଅନ୍ତୁ salute 🫡🫡🫡 sir ଆପଣଙ୍କୁ
Honest re sabubele JAY..
ବିରଳ ବ୍ୟକ୍ତିତ୍ବ, ଅନ୍ତରରୁ କୋଟି କୋଟି ପ୍ରଣାମ ଆଗକୁ ଚାଲନ୍ତୁ ଦିନେ ନା ଦିନେ ଆପଣ ନିଶ୍ଚୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ, ଜୟ ଜଗନ୍ନାଥ 🎉🎉🎉
ସତ୍ୟ ଧର୍ମ ନ୍ୟାୟ ଏ କଳିଯୁଗରେ ଲୁଚିଯାଏ |ଏଠି ଅନ୍ୟାୟ ରେ ଦଣ୍ଡ ପାଏ ,କେବଳ ଆକ୍ଷି ରୁ ଲୁହ ଝରାଇବା ସାର ହୋଇଥାଏଁ |ତେବେ ପରିବାର ଆପଣଂକୁ ଭୁଲ ଭାବି ପାରନ୍ତି, କିନ୍ତୁ ଆପଣଂକୁ ଏ ସମାଜରେ ନିଶ୍ଚୟ ସମ୍ମାନ ମିଳିବ |କାରଣ କୁଚକ୍ରୀ ସିନା
ଚକ୍ରବ୍ୟୁହ ସଜାଇ ଅଭିମନ୍ୟୁ କୁ
ମାରିବା ପରି କାର୍ଯ୍ୟ କରିଥାନ୍ତି |
ହେଲେ ସତ ଯାଜୁଲ୍ୟମାନ ହୋଇ
ରହିଥାଏ |ଆପଣଂକର ଜୟ ନିଶ୍ଚିତ |
ଜୀବନ ରେ ଏମିତି ସମୟ ଆସେ ଭୂଲ ନ ଥିଲେ ବି ଦୋଷ ଲଦି ଦିଆଯାଏ
ଏ ଭଳି ନାରୀ ପ୍ରାଧାନ୍ୟ ସମାଜ ରେ ମଧ୍ୟ ଆପଣ ଆମ ପୁରୁଷ ମାନଙ୍କ ପାଇଁ ଲଢ଼ୁଛନ୍ତି ଆପଣଙ୍କୁ ଭଗଵାନ ଖୁସିରେ ରଖନ୍ତୁ 🙏
Ladhuchanti ladhantu but gote request nyaya paain he ladhantu jemity tripathy sirnka paain kou jhio jemity bali na padijau
ବ୍ୟୋମକେଶ ତ୍ରିପାଠୀ ଜଣେ ହୃଦୟବାନ ଏବଂ ଖୋଲା ଲୋକ।
ଯେତେ ଧନ୍ୟବାଦ ଦେଲେ ବି କମ ପଡିବ ।ସାର ଆପଣ ମହାନ ପ୍ରଭୁ ଜଗନ୍ନାଥ ଶକ୍ତି ଦିଅନ୍ତୁ
।
Right
😢ଭାଇ ଙ୍କୁ ହୃଦୟରୁ ସମ୍ମାନ କରୁଛି 🙏👍
ବ୍ୟୋମକେଶ ସାର୍ ଜଣେ ଭଲ ଖୋଲା ହୃଦୟ ଲୋକ , ତାଙ୍କର ସମାଜ ପାଇଁ ହିତକର ବାର୍ତ୍ତା ମୋତେ ବୋହୁତ ଭଲ ଲାଗେ ।
ଭାଇ ମାନଙ୍କ ମଧ୍ୟରେ ସର୍ବ ଶେଷ୍ଠ, ପୁଅମାନଙ୍କ ମଧ୍ୟରେ କୁଳର ଉଜ୍ୱଳ ତାରକା
ମଣିଷ ମାତ୍ର କେ ଦୁଃଖ କ କାହା ଜୀବନ ରେ ରହିଥାଏ! କିନ୍ତୁ ,ଯିଏ ଦୁଃଖ କଷ୍ଟ ଦେଇ ବଞ୍ଚିବି ଶିଖୀ ଥାଏ ସେ ପାକୃତି ମଣିଷ! ଠାକୁର ମଙ୍ଗଳ କର ନ୍ତୁ?
@sabitaprusty8035 Right
i like u sir
ଆପଣ ଲଢନ୍ତୁ ସାର୍।ଦୁନିଆଁ ଦିନେ ଆପଣଙ୍କୁ Salute ମାରିବ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।ଜୟ ଜଗନ୍ନାଥ ସ୍ୱାମୀ❤
ପରିବାର ଲୋକ ଆପଣଙ୍କ ସହ ନାହାନ୍ତି ଶତ, ହେଲେ ଓଡ଼ିଶା ର ପ୍ରତିଟି ପରିବାର ରେ ଆପଣ ଆଜି ଜଣେ ଭଲ ମଣିଷ ଭାବେ ପରିଚିତ ।
ହୁଏତ ଏହାହିଁ ଭଗବାନ ଙ୍କ ଇଚ୍ଛା ଥିଲା, ଏହା କୁ ଜାଣି ବାକିତକ ଜୀବନ ଖୁସି ରେ ରୁହନ୍ତୁ ସାର ।
God bless you
Go ahead 👍
ହୃଦୟରୁ ଆପଣଙ୍କୁ ସମ୍ମାନ କରୁଛି, 🙏ପରିବାରକୁ ନିଵେଦନ ଭାଇଙ୍କ ପାଖରେ ଛିଡା ହୁଅନ୍ତୁ। 🙏
Right
Right
ଏ ଦୂନୀୟାରେ ଅନ୍ୟମାନେ ସିନା ବିନା ଦୋଷରେ ଦେଷୀ ସଜେଇ ଦେଇଥାନ୍ତି , ହେଲେ ନିଜ ଲୋକେ ଯେବେ ଦୋଷି ବୋଲି କହିଥାନ୍ତି ଭାରି କଷ୍ଟ ଲାଗେ ମୃତ୍ୟୁର ପାହାଚ ପାଖେ ଛଡ଼ା ହେଲା ପରି ଲାଗେ । ଭାଇନାଙ୍କୁ ଏତେ କଷ୍ଟ ଦିଅ ନାହିଁ । ଭାଇନାଙ୍କ ପରିବାରକୁ ଅନୁରୋଧ . . . ଜୟ ଜଗନ୍ନାଥ
Correct
ଆପଣ ଏକା ନୁହନ୍ତି ସାର୍ ଆପଣଙ୍କ ସାଙ୍ଗରେ ସତ୍ୟ,ଧର୍ମ ଏବଂ ଭଗବାନ ଅଛନ୍ତି
ସତ କହିବା ଲୋକ ସମସ୍ତ ଙ୍କ ଶତ୍ରୁ ।ସାହାସ ର ସହିତ ଆଗେଇ ଚାଲନ୍ତୁ । ଜଗନ୍ନାଥ ନିଶ୍ଚୟ ସହାୟ ହେବେ।
ମୁଁ ଏଇ ଭାଇଙ୍କୁ ବହୁତ୍ ଥର ଅନୁଭବ ମହାନ୍ତି ଙ୍କ କେସ ରେ ଦେଖିଛି but ଏଇ ତାଙ୍କର ଜୀବନ ବିଷୟରେ ଜାଣି ସତରେ ଦୁଃଖ ଲାଗିଲା।
ଆଉ ସେ ଜଣେ ବହୁତ୍ ଭଲ ମଣିଷ ଟେ ଜାଣିବାକୁ ମିଳିଲା।
Thank you ଧରିତ୍ରୀ
Up siba niganatya
Ajsibanig aba MB atta
Yes ..they will be ruined...tears of innocent men do not go waste....you stand for a cause n that cause will be your strength...Stay blessed n protected....
Sir ଙ୍କ ଜୀବନ ର କୁ ନେଇ ସିନେମା କଲେ ଭଲ ଲାଗିବ । ଦୁନିଆ ଲୋକ କିଛି ଶିଖିବେ ।sir is strong man ଜୟ ଜଗନ୍ନାଥ।
❤
ଆଲୋଚନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ବହୁତ ଭଲ ଲାଗିଲା ମଧ୍ଯ ...👏👏👏
You are the real hero....nobody can take your place sir ...who said you are alone ...lakhs of people are with you
ସାର୍ ଜଣେ ସଚ୍ଚୋଟ ଓ ରୋକ୍ ଠୋକ୍ କହିବା ସହୃଦୟ ବ୍ୟକ୍ତି ❤❤💐💐👍👍
ସାର୍ ଆପଣ ଙ୍କ ଚଲାପଥ କୁସୁମିତ ହେଉ ।ଏହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ପ୍ରଥାନା ।ମୁଁ ଅଛି ଅପଙ୍କ ସହିତ
ଆପଣଂକୁ ହୃଦୟରୁ ନମସ୍କାର.. ଅପଣଙ୍କ ଅଜାଣତରେ ଅପଣଙ୍କ ସହିତ ବହୁତ ବଡ ପରିବାର ଅଛନ୍ତି.. ଓଡିଶା ର ବହୁତ ଲୋକ ଆପଣଙ୍କୁ ଭଲ ପାନ୍ତି... ସଂଗ୍ରାମ ଜାରି ରଖନ୍ତୁ ସାର... ଜୟ ଜଗନ୍ନାଥ 🙏🙏🙏
ମଣିଷ ଜୀବନ ହିଁ ସଂଘର୍ଷ ଜୀବନ, ଏଇଥିରେ ହିଁ ଖୁସି ଥାଏ.. 🙏🙏🙏🙏
ଏତେ ସୁନ୍ଦର୍ ଓକିଲ କଥାରେ ମଧୁର
You are great Tripathi babu
ଭଲ ଲୋକ ସବୁବେଳେ କଷ୍ଟ ପାଏ
ଜୟ ଜଗନ୍ନାଥ ଙ୍କ ପାଖରେ ମୋର ପ୍ରାର୍ଥନା ବ୍ୟୋମକେଶ ଭାଇ ଙ୍କୁ ସୁବୁ ସଘର୍ଷ ରେ ସଫଳତା ଦିଅ ପ୍ରଭୁ 🙏🙏🙏
ବହୁତ ହୃଦୟ ବିଦାରିକ କଥା ,ମା ଆପଣଙ୍କୁ ସାହାଯ୍ୟ କରିବେ ନିଶ୍ଚିତ ।
Byomakesh Sir Is A Good Person
Real Hero in Odisha
Salute 🙏 Byomkesh Sir
I Am Proud Of You ki Apana Bhali Manisha Ama Odisha Re Janma Hoichhanti
ସତରେ ଶୁଣିକି ବହୁତ ଦୁଃଖ ଲାଗିଲା. ଏ ଲୁହ ମିଛର ଲୁହ ନୁହେଁ. God bless you
Right
ସବୁ ସମସ୍ୟା ର ସମାଧାନ, ଜାଣିଥା ଇଷ୍ଟ ପ୍ରତିଷ୍ଠାନ। ଧର୍ଯ୍ୟ ଧରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍। ଖୁବ୍ ଶୀଘ୍ର ମଙ୍ଗଳ କୋଳରେ ବସିବାକୁ ଯାଉଛନ୍ତି। 👍
ବହୁତ ଦୁଃଖିତ...😢
ଏ ସମାଜ ବଡ଼ ବିଚିତ୍ର.. ସାର 🙏
ଜୟ ଜଗନ୍ନାଥ ଜୟ
ସାରେ ଆପଣ ଧର୍ମ ଯଦି ଥୀଵେ ଆଗାମୀ ଦିନରେ ଆପଣଙ୍କର ଜୟ ଜଗନ୍ନାଥ ହେବ ଜୟ
ସାର ଧର୍ଯ୍ୟ ଧରନ୍ତୁ ଆଜ୍ଞା 🙏🏿😭
ପୁରୁଷ କୁ କେହି ବୁଝି ପାରନ୍ତି ନାହିଁ କଣ କରିବା ..ହେଲେ ବି sir ଆମର ବାଘ ଫରି ବନ୍ଛିଛି ବାଘ ସବୁ ବେଳେ ଏକୁଟିଆ ...❤❤
ଦୋଷୀ ପଛେ ଖସି ଯାଉ ନିର୍ଦ୍ଦୋଷ ଦଣ୍ଡ ନପାଉ, ଆମ ସମ୍ବିଧାନ ର ମୂଳମନ୍ତ୍ର, କିନ୍ତୁ ବ୍ୟତିକ୍ରମ.
ଆପଣଙ୍କୁ ହୃଦୟରୁ କୋଟି ପ୍ରଣାମ ସାର୍ 🙏🙏
A big mystery behind this brave person... Salute to u sir🙏... Justice to be justified definitely... ଜୟ ଶ୍ରୀଜଗନ୍ନାଥ 🙏🙏🙏...
ଜଗନ୍ନାଥ ସାହସ ଓ ଶକ୍ତି ଦିଅନ୍ତୁ ।ଜୟ ଜଗନ୍ନାଥ
ମିଛ ମାୟା ଏ ସଂସାର କେହି ନୁହଁଇ କାହାର।।
ଏ କଳଙ୍କିତ ସମାଜ୍ ରେ ସତ୍ୟ ର ସ୍ଥାନ ନାହିଁ।
ବଞ୍ଚି ଥିବା ପର୍ଯ୍ୟନ୍ତ ସଙ୍ଘର୍ଷ କରିବାକୁ ପଡ଼ିଥାଏ।
ଧର୍ମ ଆଶ୍ରିତ ମଣିଷ ଏ ସଂସାର ରେ କଷ୍ଟ ପାଇଥାଏ। ଜୟ ଜଗନ୍ନାଥ 🙏🙏
Sir ଆଜି ଆପଣଙ୍କ ଅତୀତର ଘଟଣା ବିଷୟରେ ଶୁଣି ମୁଁ ମର୍ମାହତ sir ଆପଣ ଏକା ନୁହନ୍ତି ମୋ ଭଳିଆ ଓଡିଶାର ଅଗଣିତ ବୋମକେଶ ପ୍ରେମୀ ଆପଣଙ୍କ ସହିତ ଛିଡା ହୋଇ ରହିଥିବ ❤️❤️❤️❤️❤️🙏🙏🙏🙏🙏
ପ୍ରତ୍ୟେକ ମଣିଷ ର ନିଜ ବ୍ୟକ୍ତିଗତ ଜୀବନ ଅଛି ବ୍ୟୋମକେଶ sir ଜଣେ ବି ମଣିଷ ଆଜି ବି ସେ ଗୋଟେ ଛାତିରେ ପଥର ରଖି ବଞ୍ଚିଥିବା ମଣିଷ ଆଉ ଜୀବନ ରେ ସଂଘର୍ଷ କଣ ଆଉ ସଫଳତା କଣ ତାଙ୍କ ପାଦ ଚୁମୁଛି ଆଉ ତାଙ୍କ ଆଦର୍ଶ ରେ ମୁ ଅନୁପ୍ରଣୀତ
ବ୍ୟୋମକେଶ ତ୍ରିପାଠୀ ଙ୍କୁ କୋଟି କୋଟି ନମନ୍ ଓ ଶୁଭେଚ୍ଛା ଜଣାଉଛୁ , ଆଗକୁ ବଢିବା ନିମନ୍ତେ ପ୍ରଭୁ ସହାୟ ହୁଅନ୍ତୁ !
Sir don't cry .You don't fill along. You have GOD with you. You are a real Hero.
ଧନ୍ୟ ବାଦ ବୋମକେସ ତ୍ରିପାଠୀ ଜଜ୍
ଆପଣଙ୍କର ବ୍ୟକ୍ତିତ୍ୱ ମହାନ୍😢 🙏ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ ଆଶୀର୍ବାଦ କରନ୍ତୁ ଯେମିତି ଆପଣ ଆହୁରି ଆଗକୁ ବଢ଼ନ୍ତୁ। ଜୟ ଜଗନ୍ନାଥ 🙏
ଭଦ୍ରବ୍ୟକ୍ତିଙ୍କ ସ୍ପଷ୍ଟ କଥାବାର୍ତ୍ତା ଶୁଣିବାକୁ ଖୁବ ଭଲଲାଗେ
"ଜୟ ଜଗନ୍ନାଥ"
Very brave and right person......
Salute you Sir 🙏
Very brave sir
God bless you 🙏🙏🙏
Bemokes Babu nkara bahuta dharjya Dhanya Bad
ଆପଣଂକ ସାହାସ ଓ ଦୃଢ଼ତା କୁ ହୃଦୟରୁ ସମ୍ମାନ ପ୍ରଦାନ କରୁଛି
ପ୍ରଭୁ ସାଇ ରାମ ତୁମ କୁ ସହାୟକ ହେବେ। ମୋର ସାଇ ଙ୍କ ପାଖରେ ପ୍ରଥନା।
ଜୟ ଶ୍ରୀ ସାଇ ରାମ
ଜୟ ଶ୍ରୀ ସାଇ ରାମ
ଜୟ ଶ୍ରୀ ସାଇ ରାମ
ଆପଣଙ୍କର ବିଚାର ଧାରା ପ୍ରଶଂସନୀୟ ଭାଈ
ଆପଣଙ୍କୁ ମାନିଗଲି ..sir...ଆପଣ ଆଗେଇ ଚାଲିଛନ୍ତି....ପଛ କୁ ଫେରି ଚାହିଁନାହାନ୍ତି ଆପଣ ମହାନ୍ love you sir..🎉🎉🎉
କିଏ ନଥିଲେ ମୁ ଅଛି ସାର, ପୁରା ଓଡିଶା ର ଲୋକ ଆପଣଙ୍କ ପାଖରେ ଅଛନ୍ତି l ଆମେ ଆପଣଙ୍କ ପରିବାର l ଆପଣ ମନ ଦୁଃଖ କରନ୍ତୁନି l 🙏🏻🙏🏻
ନିରାଟ ସତ୍ୟ ଓ ହୃଦସ୍ପର୍ଶୀ କଥା କହିଛନ୍ତି ଆଜ୍ଞା great sir
Sir ଙ୍କର ସତ ଖୋଲା କଥା ଆଖି ଲୋହ ରୁ ସ୍ପଷ୍ଟ କରିଦେଇଛନ୍ତି ହୃଦୟ ଭଙ୍ଗା 💔💔💔😭😭🏆💔👍👍👍👍
ଭାଇ ଆଜିକାଲିର ଦୁନିଆଁରେ ଖୋଲା ଲୋକ ତୁମ ପରି ବିରଳ .... ମୁଁ ଭାବୁଛି ଜଣେ ଯଦି କିଏ ତୁମ ହାତ ଧରେ ବହୁତ ଭଲ ହୁଅନ୍ତା ... ଏକା ଚାଲିବା ବହୁତ କଷ୍ଟ ତଥାପି ଆପଣ ଜଣେ ସମାଜ ସଂସ୍କାରକ ...
You are the real Hero good sir 👍💯 Jai shree Ram 🙏
ଏଇଟା 100% ସତ କଥା ଯେ ଜେଲରେ ନିର୍ଦୋଷ ଲୋକ 60% ଅଛନ୍ତି. ବିନା ଦୋଷରେ ଜେଲ ଭୋଗୁଛନ୍ତି 🙏🙏🙏
Mu v nije jail jaichi bina doso re
thik bhai mu bina doshare jail jaichhi
Thik katha sir
Police investigation thick na kari paisa nei court chalan kari diyanti
60% nuhen 80% nirdosh re achhanti. Only for the cause currpted ladies so govt should take immediate action
ସାର ଆପଣଙ୍କ ଚଲାପଥ ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🌹
You are Great Sir🙏
You r a great person for this society....Salute to you sir ..
Right
I request all Writers, Producers & Directors to make a film about the life history of Byomakesh Sir.
ଭାଙ୍ଗିଯିବାର ଚମକରେ ଆପଣ ଦୀପ୍ତିମାନ ହେଇଛନ୍ତି ।ଆପଣଙ୍କ ପ୍ରତି ଆମର ଭଲପାଇବା ଓ ସମ୍ମାନବୋଧ ଚିର ଅକ୍ଷୁର୍ଣ୍ଣ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ସଦା ସହାୟ ହୁଅନ୍ତୁ ।
ହୃଦୟରୁ ପ୍ରଣାମ ସାର୍
ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଧର୍ଯ୍ୟ, ଶକ୍ତି, ସାହସ ଦିଅନ୍ତୁ ଓ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ , ଜୟ ଜଗନ୍ନାଥ q🙏
Sir you're not alone, God is with you.
ପ୍ରଭୁ ଜଗନାଥ ବାମକେଶ ଭାଇ ଙ୍କର ମଙ୍ଗଳ କରନ୍ତୁ ଭାଇ ତମ ସାଥିରେ ଆମେ ଅଛୁ
Don't say you have no family or you are alone...you don't know how much people love, admire and trust you. Everything happens for a reasons. The people who conspire agsinst you must be going through hell by this time. Lots of love and respect ❤🙏
After BR Ambedkar, you are the real hero from Odisha who always wants lingual equalisation. Keep it up, go ahead, ବ୍ୟୋମକେଶ sir, Salute you from my inner most part of my heart. 🙏🙏🙏🙏
ବହୁତୁ ବଢିଆ. ବହୁତୁ ଭଲ ମଣିଷ . Good human being. ଓଡିଶାରେ ଏପରି ଲୋକ ବିରଳ. 🙏
Don't cry Byomkesh babu.Your tears flows in my heart.Please...please
Sir you are great
ମୁଁ ମଧ୍ୟ ବିନା ଦୋଷ ଦୋଷୀ ହୋଇଯାଇଛି,, ଆପଣଙ୍କ ସାହାଯ୍ୟ ବିନା ମୁଁ ଅଧୁରା,,
ଭାଇ ଆପଣଙ୍କୁ ଭଗବାନ ସାହା ପ୍ରଭୁଙ୍କ ପାଖରେ ପାର୍ଥନା ଆପଣ ବହୁତ ଭଲରେ ରହିବେ 🙏🙏🙏🙏
You are great person sir
ଅକ୍ଷୟ ହେଉ ପୁଣ୍ୟ ଜଗତେ, ସତ୍ୟର ହେଉ ଜୟ I
🙏🏾ଜୟ ଶ୍ରୀ ଜଗନ୍ନାଥ 🙏🏾
🙏🙏🙏🙏
ଜୟ ଜଗନ୍ନାଥ ସାର ସାର ଆପଣ ଙ୍କ life ବିଷୟରେ ଜାଣି ବହୁତ ଦୁଃଖ ଲାଗିଲା ସରଳ ଲୋକଙ୍କୁ ସବୁବେଳେ ପରୀକ୍ଷା ଦେବାକୁ ପଡ଼େ ଡେରି ହେଲେ ପଛେ ସତ୍ୟ ର ସବୁବେଳେ ଜିତ ହୋଇଥାଏ ଆପଣ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ସାର ଭଗବାନ ଆପଣ ଙ୍କୁ ସବୁ ବେଳେ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ sir
Bomekes. Sir nku. KOTI. KOTI. Hrudayru. Salut. Namaskar
Don't worry Nana.We all are with you.(Jai Shree Jagannath)
ଭଗବାନ୍ ତୁମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ❤❤❤
Sir people's will tell about you many things but you only know very well about yourself be always happy and those who have condemned you God will take action on them. I am a student I am very sad after seeing your droops of tears from your eyes love you sir.
ଜଣେ ଅନୁଭବୀ ହିଁ ଆପଣଙ୍କ ଦୁଃଖ ବୁଝିପାରିବ ସାର ।
ଅତି ସୁନ୍ଦର ବ୍ୟକ୍ତିତ୍ଵ ଆକର୍ଷଣୀୟ ମଣିଷ ଟିଏ ମୁ ମୋ ନନା ଙ୍କ ମାଧ୍ୟମ ରେ ଚିହ୍ନି ଥିଲି ପୁରୁଷ ଙ୍କ ପାଇଁ ଜୀବନ ଦାତା ୨୦୨୪ ଅନ୍ତତ ପରିୱାର ଲୋକ ନିହାତି ଆବଶ୍ୟକ ଅତି ସୁନ୍ଦର ଚରିତ୍ର ବିଶିଷ୍ଟ ବ୍ୟକ୍ତିତ୍ୱ 🎉🎉🎉🎉❤🎉🎉🎉🎉
Very good bite sir thank you God bless you byomakesh
କଣ କହିବି ଭାଇ ତମେ ବହୁତ୍ ମହାନ ଲୋକ ଭଗବାନ୍ ତମକୁ ଭଲରେ ରଖନ୍ତୁ
Sir you Are great God has been with you don't Fear I like you God bless you
ଆପଣଙ୍କ ଭଳି ଜଣେ ଅନୁଭବୀ ଲୋକ ଓ ସେ ପୁଣି ଓକିଲାତି ପେସାରେ ଥାଇ କି ବି, ଏ ପୁରୁଷ ମାନଙ୍କ ପାଇଁ ନ୍ୟାୟ ର ଲଢେଇ ଲଢୁଛନ୍ତି ତା ଠାରୁ ବଡ଼ କଥା ଆମ ପାଇଁ ଆଉ କଣ ଅଛି, ଆମେ ସମସ୍ତେ ଆପଙ୍କ ସହିତ ପାଖରେ ଅଛୁ. ଆପଣ ନିଶ୍ଚିତ ଜିତିବେ👌💪
Salute to Sir 🙏, The truth is always stronger than the lie.
Byomkesh Bhai! Dont cry. Don't feel sad.Since you are fighting for a noble cause, God is with you.
God bless you sir, you are great 🙏
Apana hauchanti sir jane ପ୍ରକୃତ ଯୋଦ୍ଧା😢😢,I really salute sir
Byomokesh sir your are not culprit sir I will salute you and salute your presence sir you are the bright future of our you ❤❤❤❤❤🎉🎉🎉 sir my heart