Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଓଡ଼ିଶାର ଉନ୍ନତି କେବଳ bjd ପାଇଁ ହୋଇଛି। BJP ପାଇଁ ନୁହେଁ। ଯଦି ଉନ୍ନତି କୁ ୧୦୦% ଧରାଯାଏ,99% bjd ଦଳ କରିଛି। Bjp only subhadra। ଅନେକ ପ୍ରତିଶ୍ରୁତି ଦେଇଥିଲା BJP, କିନ୍ତୁ ସମସ୍ତ ଜିନିଷର ଦାମ୍ ବଢ଼ାଇ ଦେଇ କେବଳ ସୁଭଦ୍ରା ଯୋଜନା କୁ କାର୍ଯ୍ୟକାରୀ କରି ଓଡ଼ିଶାର ଜଣ ସାଧାରଣଙ୍କୁ ସୋଷିବାରେ ଲାଗିଛି।
govt knn sabu Tama ku magana deba ki
ଧର୍ମେନ୍ଦ୍ର ବାବୁ ତୁମେ କହିବକି ଛାଡ଼ହୋ 300 ୟୁନିଟ ଗଲା କୁଆଡେ ତୁମେ କେବଳ କଥା କୁହା କପିଳା ତୁମର ଓକାତ ନାହିଁ ନବୀନ ବାବୁ ଙ୍କ ସମକକ୍ଷ ହେବା ଯେମିତି ଜାଲିଆତି କରି ତୁମେ ଜିତିଛ ଯଦି ଆଉ ଥରେ ନିର୍ବାଚନ ହୁଏ ତୁମର ସତା ରହିବନି ଅଲାଜୁକ ଭଳି ନବୀନକୁ କାଉଣ୍ଟର କରୁଚ ଲଜ୍ୟା ଲାଗୁନି
Bhai full Right
ଠିକ୍ ଠିକ୍ ସେହିପରି ଭାବେ ପରିଚିତ ଟାଉତର
Right bhai
@@BJYOTIheheh jaha kahuthile seya dhire dhire purana heuchhi BJP ra ghosana patra dekh aau Naveen ta 24 barsa rahi sabu kariparileni aau BJP ku kahuch 6 masare sabu karidia wa wa
@@rabindrasahu4316 ମାଗଣା ଖିଆ ଖଟି ଖା ବେ
300 unit ଆଉ 3000 ଭର୍ତା କୁଆଡ଼େ ଗଲା ମନଛୁଆଁ BJP ନୁହେଁ ତ ଆଉ କଣ ଟାଉତର BJP
ପେଲେଇପୁଅ ମାଗଣା ଖିଆ
BJP ସରକାର ଙ୍କ ଖାଲି ମିଛ ପ୍ରତିଶ୍ରୁତି ଦିଅନ୍ତି
Maha Galua D Pradhan
Jay naveen sir Jay jagannath
300 unit ବିଜଳି କେବେ ଦବ Dharama 😅😅😅
Michhua
Michhua dharma daba 300 unit electric bill free miliba
One and only king of odisha Sri naveen patanaik sir ❤❤
ସେ କେନ୍ଦ୍ର ମନ୍ତ୍ରୀ ନା ଡହରା ମନ୍ତ୍ରୀ ନିଜେ କହିଥିବା କଥା କହୁନାହାନ୍ତି ସେ ଭାବୁଛନ୍ତି ଲୋକେ ଭୁଲି ସାରିଛନ୍ତି ସମୟ ଲୋକେ ଅପେକ୍ଷା କରିଛନ୍ତି
Chhada ho aame 300 unit 🆓 re debu kuade gala ho dharama
ଛାଡ଼ ହୋ ମୋଦି ଦେବେ 300 ୟୁନିଟ୍ ବିଜୁଳି 😂😂😂
ନାବିନ୍ ବାବୁ ଜିନ୍ଦା ବାଦ୍❤️ |
Dhamendra oil malish politics
Navin jindabad ❤❤❤❤
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏❤️💎🌹🚩
ପ୍ରଧାନ ଗାଲୁଆ ଗୋଟେ
ଯେତିକି ଯୋଜନା କହିଥିଲା ଗୋଟେ ବି ଠିକ ସେ ଦେଇପାରଲାନି ଛି ଆଉ ଜିତିପାରିବନି
ଧର୍ମେନ୍ଦ୍ର ପ୍ରଧାନ, କହିଥିଲେ ଏଲେକ୍ଟ୍ରି ଚାଳ,3000, ଭତ୍ତା କୁଆଡେ ଗଲା ବିଜେଡି କୁ ଆଣିବୁ,।
୩୦୦ ୟୁନିଟ କେବେ ମିଳିବ ହୋ ମିଛୁଆ ଧର୍ମେନ୍ଦ୍ର ବାବୁ
ଧର୍ମେନ୍ଦ୍ରବାବୁ କେନ୍ଦ୍ରମନ୍ତ୍ରୀ ଥିଲ ଗଞ୍ଜାମକୁ କଣ ଦେଇଛ ବିଜେପି କର୍ମୀ ନଥିଲେ କିହୋ,,,,
Naveen 24 barsa CM rahi kn dele Ganjam ku
କଦଳି @@crimefiles153
ନବୀନ ଜିଦାବାଦ 🌹💐⭐🙏✅
ନବୀନ ତ ଓଡିଶା ବିଜେପି ସରକାର ଉପରେ ଟିପିଣୀ ଦେଇଥିଲେ. ଓଡିଶା ବିଜେପି ସରକାର ତରଫରୁ କେହି ଉତ୍ତର ଦେଇ ପାରିଥାନ୍ତେ. କିନ୍ତୁ କପିଳା ଉତ୍ତର ଦେଇ ନିଜକୁ ଓଡିଶା ବିଜେପି ର ଶକୁନି ବୋଲି ଜଣେଇ ହେଉଛି ନା କଣ
ଧମେନ୍ଦ୍ର ପ୍ରଧାନ କୁ ଓଡିଶା ଵାସୀ ପଚାରୁଛନ୍ତି 300 ଇଉନିଟି ଵିଜୁଳି କେଉଦିନ ମିଳିଵ ଚିଟିଫଣ୍ଡ ଟଙ୍କା କେଵେ ଫେରେଇଵ 3000 ହଜାର ଭତା କେଵେଦଵ ପିଲାଙ୍କ ଭଵିଷତ ନଷ୍ଠକଲ ଦର ଦାମ ଆକାଶ ଛୁଆ କଲ ଜାତି ଜାତି ଭିତରେ ଦଙ୍ଗା ସୃଷ୍ଠକରୁଛ ଗରିଵଲୋକ କାନ୍ଦୁଛନ୍ତି ତମେ ଉତର ଦିଅ ଧମେନ୍ଦ୍ର ଵାଵୁ ଆଉ ରହିଲା ଆମର ଜମିଵାଡି ଆଦାନି ହାତକୁ ଟେକିଦବା ପାଈ
ସବୁ ମାଗଣା ଖିଆ ଛାଡ଼ ,ବିଜୁଳି free conection କିଏ କହିଲା 2012-13ରେ bpl conection ଦେବା ଆଜି ପର୍ଜନ୍ତ 40ଟଙ୍କା ମିଟର ରେଣ୍ଟ ,fixses ଚାର୍ଜ 40ରୁ 60ଟଙ୍କା ମାସକୁ ଦେଉଛନ୍ତି ଯାହା 60ମାସ ଦେବକଥା
ଏପଟେ ମାନ ସେପଟେ ଆଳୁ ,ପିଆଜ ଡାଲି ତେଲ ରିଫାଇନ ରେଟ ବଢ଼ି ବଢ଼ି ଚାଲିଛି ।ଘର, ବିଜୁଳି ପାଣି,ଚାଉଳ, କୃଷି ଯନ୍ତ୍ରପାତି ସବ୍ସିଡି,ବିହନ ଔଷଧ ମାଗଣା ,loan ଛାଡ଼ ମୋ ବାସ, ଲକ୍ଷ୍ମୀ ବସ ,ବିଜୁ ଗାଁ ଗାଡି ଏସବୁ ଆଣିବ କଉଠୁ ରିଫାଇନ90-100ରେ,ସୁରିସତେଲ 140-160ମିଳୁଥିଲା ଆଜି ରିଫାଇନ 140-50,ସୋରିଷ ତେଲ 200/ ଗଦରା ଗୋଡେ ଯେତେ ମାଡେ ସେତେ , ଖାଇବ ଯେତେ ହାଗିବ ସେତେ
Bjp ସରକାର ମିଛୁଆ ସରକାର, ସୁଭଦ୍ରା ଦେଉଛନ୍ତି ବୋଲି bjpଆଜି ଅତିଆବଶ୍ୟକ ସାମଗ୍ରୀର ଆକାଶଛୁଆଁ, bjp ଓଡିଶାପାଇଁ ବିପଦ
ନବୀନ ବାବୁ ଜାହା ଲେଖା ହୋଇଛି ତାହା ପଢ଼ି ସୁଣାଉ ଛନ୍ତି ଧନ୍ୟବାଦ୍
Mohan majhi dekhike kahuniki aau baharaku gale hindi re katha hoe paruchhanti na
ଛାଡ଼ ହୋ 300 ୟୁନିଟ ଫ୍ରୀ
ଧର୍ମେନ୍ଦ୍ର ବାବୁ, ଛାଡ଼ହୋ ମୋଦୀ ଙ୍କ ଗ୍ୟାରେଣ୍ଟି। ବାଦାମବାଡି ଫୁଟ ପାଥ ଗ୍ୟାରେଣ୍ଟି ସହିତ ସମାନ। ଲାଜ ମାଡୁନାହିଁ?
କେବଳ ୫ ହଜାର ଟଙ୍କା ଦେଲେ ଓଡ଼ିଶା ର ବିକାଶ ହୋଇଯିବ କି
Pm shree school କୁଆଡେ ଗଲା Mr Dharmendra Pradhan ମିଛୁଆ ରାଧୁଆ🎉😊😅😂
ଏ ବଡ଼ ପାଗଳ 40 ବର୍ଷ ତଳକୁ ନେଇଯାଇଛି ନବୀନ ଓଡିଶା କୁ ଏବେ ସୁଧା ହାରିବା କାରଣ ର କାରଣ ଓଡିଶା ବାସୀଙ୍କୁ କହି ପାରୁନାହିଁ,
ପ୍ରଧାନ ସାର, ଚବିଶ ବର୍ଷ ତଳେ ଓଡ଼ିଶା ର ଆର୍ଥିକ ପରିସ୍ଥିତି କଣ ଥିଲା ? ଦରମା କର୍ମଚାରୀ ମାନଙ୍କୁ ମିଳୁ ନଥିଲା, ଆପଣ ମାନେ ନ ବର୍ଷ ଧରି ଥିଲେ, ପ୍ରଧାନମନ୍ତ୍ରୀ ଙ୍କ ସହିତ ଅନେକ ବିଜେପି ନେତା ସଂସଦ ରେ ପ୍ରଶଂସା କାହିଁକି କରୁଥିଲେ।
ଧର୍ମେନ୍ଦ୍ର ପ୍ରଧନ ଙ୍କ ଭାଷଣ ବେଶୀ
ବାକ୍ୟ ବୀର ସରକାର ଖାଲି ଭାଷଣ, ଲୋକେ ଠିକ୍ ଚିହ୍ନ ଗଲେଣି,
ଛାଡ ହୋ ମୋଦି ଦବ 300 ୟୁନିଟ ଦିଅ ଆଗ
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 300ୟୁନିଟ ବିଜୁଳି କେବେ ଦେବେ ?
ହଇଓ ଧରମା ସୁଭଦ୍ରା ଯୋଜନା ରେ ସବୁ ମହିଳା ଙ୍କୁ ୫୦ ହଜାର ଦବ କହିଥିଲ ନା ୫ ହଜାର
ମିଛୁଆ ଙ୍କୁ ଗୁରୁତ୍ୱ ଦେବା ଅନୁଚିତ
କେନ୍ଦ୍ର ରେ ଠେକ ଖସିଲାଣି। ସେ ପଟକୁ ଟିକେ ନଜର ଦିଅ, ବିରନଚିବାବୁ।
ତୁମ୍ଭର ଚ୍ୟାନେଲ ବିଜେପି ଚ୍ୟାନେଲ, ତେଣୁ ତୁମେମାନେ ବିଜେପି ର ଚାଟୁକାର ହୋଇଛ l
ଗାଲୁଆ ଶିକ୍ଷାମନ୍ତ୍ରୀ
Laja laguni micha pratisruti daucha 300unit electric bill free👎👎
ବିଜେପି, ବାଲା, ତମକଥାରେ, ଟିକେବି, ସତନାହି
ପ୍ରଧାନ ସାର, ନିର୍ବାଚନ ରେ PM କଣ ମିଛ କହି ନାହାଁନ୍ତି,
Dharmendra ବୋଧେ ଭୁଲିଗଲେ କେନ୍ଦ୍ର ସରକାର ଓଡ଼ିଶାକୁ ପାଣି panchayat ପାଇଁ ପୁରସ୍କାର ଦେଇଛନ୍ତି ସେତେବେଳେ ଶୋଇ ଥିଲେ ବୋଧେ ମିଛ ପ୍ରତିଶ୍ରୁତି ପାହାଡ଼ ଥୋଇ ତମେ ଶାସନ କୁ ଆସିଲ ପ୍ରତିଶ୍ରୁତି ପାଳନ ରେ fail ହେବାରୁ କହିଥିଲେ ନା ଆମେ ଜାଣି ନଥିଲୁ ଜିତିବୁଁ ବୋଲି ତେଣୁ ଅନେକ ପ୍ରତିଶ୍ରୁତି ଦେଇ ଥିଲୁଁ ଜାଣିବେ କେମିତି ଉପର ବାଲା EVM jaliati କରିଥିଲେ ଭୋଟ ଗଣତିରେ ପ୍ରକୃତ ଭୋଟ ଠୁଁ ଲକ୍ଷ ଲକ୍ଷ ଭୋଟ ଅଧିକ ଦେଖା ଯାଉଛି Election commissioner pocketre ରହିଛନ୍ତି😂F
D pradhan ଗୋଟେ ଦେଶ ଦଲାଳି, ଛାଡ଼ହ ମୋଦି ଦେବ 300 ୟୁନିଟ.
Aparajita next ❤
ଜଳ ହିଁ ଜୀବନ,ଜଳ ହେଲା ବିଜେଡି ପାଇଁ କାଳ।
ପାଞ୍ଚ ବର୍ଷ ଧର୍ଯ୍ୟ ଧରନ୍ତୁ ।
🙏
ନୂଆ ବର୍ଷରୁ ୩୦୦ ୟୁନିଟ ବିଜୁଳି ମୁଁ ଦେବିମୁଁ ଅଲାଜୁକମୁଁ ଠକ
ଛାଡ଼ ହୋ, ନବିନ ୧୦୦ୟୁନିଟ୍ ବିଦ୍ୟୁତ ମାଗଣା ଦେବେ,ଆମେ ବାହାପିଆ 300 ୟୁନିଟ୍ ଦେବୁ, ହଁ ,!
ଆଉ କେବେ ?
300 unit electricity free😂😢😢😅Jumla dharmendra
Good evening sir 🇮🇳🇮🇳🙏 good evening sir odisha Jay Jagannath
ପୂର୍ବତନ ମୁଖ୍ୟ ମାନ୍ତ୍ରୀ କହିଲେ ଓଡ଼ିଶା କୃଷିରେ ସମୃଦ୍ଧି ଲାଭ କରିଛି, ତେଣୁ ବାହାରକୁ ରପ୍ତାନି କରୁଛି, ତେଣୁ ଆଳୁ ଦର ଓଡିଶାରେ ବୃଦ୍ଧି ପାଉଛି 😂😂😂
ଭାରତୀୟ ଯାତ୍ରା ପାର୍ଟି BJP ଶାସନ କରି ପାରୁନି ବୋଲି କେବଳ ଅନ୍ୟ ଦଳକୁ ସମାଲୋଚନା କରିଛନ୍ତି
Advertise govt who
Great CM Nabin Sir always in everyone's heart ❤️ Jay BJD
ତୁମେ ଯଦି ଖାଦ୍ୟ ଅନ୍ୟ ରାଜ୍ୟକୁ ପଠାଉଛ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛ କାହିଁକି ?
2029 କୁ ଅପେକ୍ଷା କର କିଏ କାଚ ଓ କିଏ ମଣି ଜଣା ପଡିବ। କଥା କୁହା କପିଳା **ଜୁମୁଲା ପାର୍ଟି ସତା ହରାଇବ ***
D pradhan gota bala mp
ଧର୍ମେନ୍ଦ୍ର ପ୍ରଧାନ ଗୋଟେ ମିଛୁଆ ନବୀନ ପଟ୍ଟନାୟକ ଓଡ଼ିଶା ର ହୀରା
ପନି ପରିବା ସବୁ ବର୍ଷ ଭଳି ଏ ବର୍ଷ ବଢିଛି, ଏଥିରେ କିଛି doubt ନାହିଁ
ଆଳୁ କେବେ 60 hei thila ki au oil 140 hei thila ki
ଚୁଡ଼ା କିଲୋ ୫୦ ଟଙ୍କା 😢
Tumara adhika paesa achhhue pune tike ama gaan asi dekha khaebaku pau nahanti
ଆରେ ଲୁଟେରା ଗ୍ୟାଙ୍ଗ ପାଣ୍ଡୁ ନବୀନ ଯୋଡ଼ି ଓଡ଼ିଶା ରାଜ କୋଷ ଖୋଳ କରି ଥିବାରୁ ଦର ଦାମ ବୃଦ୍ଧି ହେଲା।
☀️ ଧନ୍ୟବାଦ୍ 👌👌🌷 ଜେନା ବାବୁ.. 👍
Tu bjp thu kete khaechhu tu bhala na be
Navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin ❤❤❤❤❤❤❤❤❤❤❤❤❤❤❤❤❤❤
କଟନୀ ଛଟନୀ ବନ୍ଦ ହେଲାକି ବଜେପି କହୁମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଳା କେନ୍ଦୁଝର ରେ ୪ କିଲୋ କଟନୀ ଛଟନୀ ହେଉଛି
ଛାଡ଼ ହୋ ବର୍ତ୍ତମାନ କିପରି ଶିକ୍ଷିତ ବେକରୀଙ୍କୁ ସରକାରୀ ନିଯୁକ୍ତି ଦେବ ସେହି କଥା ଚିନ୍ତା କରନ୍ତୁ ଜଣେ 24 ବର୍ଷ ନେଲ। ଆଉ ଜଣେ 5ବର୍ଷ ନଉ ଦେଖିବା କଣ କରୁଛି କେତେ ବେକରୀଙ୍କୁ ନିଯୁକ୍ତି ଦଉଛି ।କେତେ ଓଡ଼ିଶା ର ଉନ୍ନତି ହଉଚି ଦେଖିବା ଯଦି 5 ବର୍ଷ ଭିତରେ 24 ବର୍ଷକୁ ଟପି ଗଲେ ପୁଣି ଲୋକ ଚାହିବେ ଏହି ସରକାର ଆସୁ ବୋଲି । ବର୍ତ୍ତମାନ କଥା ହେଲାକି ଓଡ଼ିଶାରେ ସବୁ ସ୍କୁଲ୍ କଲେଜରେ ସବୁ ପ୍ରକାରର ଶିକ୍ଷକ ନିଯୁକ୍ତି ଦରକାର ।ପ୍ରଥମେ ଶିକ୍ଷା ସ୍ବାସ୍ଥ୍ୟ, କୃଷି, ବିଜ୍ଞାନ ଏହି ଚାରି ଟା ଆଗ ସର ଓଡ଼ିଶାରେ ଭାରତ ବର୍ଷରେ ଆଗରେ ରହିବା ଦରକାର । ବେଶୀଦିନ ଶାସନରେ ସରକାର ରହିଲେ ଏମିତି ପରିସ୍ଥିତି ହୁଏ ଯେତେ ଭଲ କଲେ ମଧ୍ୟ ଲୋକ ଯେତେବେଳେ ପରିବର୍ତ୍ତନ କରିବାକୁ ଚାହିବେ ତାକୁ କେହି ଅଟକାଇ ପାରିବେନି ଏମିତି ଦୁଇ ଦଳ କଳି କଜିଆ ଲାଗିଲେ କିଛି ହେବନାହିଁ ।ଯିଏ ଗଲାଣି ତାକୁ ପଛକୁ ପକାଇ ଦିଅ ଯିଏ ଶାସନରେ ଅଛି ତାକୁ ନେଇ ଚାଲ।କେହି ରହି ନାହିଁ ରହିବନାହିଁ ଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜନିଜ ଅଭିନୟ ସାରି ବାହୁଡ଼ିବେ କ।ଳବଳେ ।
Jay Nabin sir
Jai Naveen
Jay Naveen ❤Jay bjd❤Jay sankha ❤
ପରମ ମିଛୁଆ b j p
ଡ୍ରାମା ପ୍ରଧାନ
Naveen sir No1 cm
Gariba loke khali Pani pi rahibe khaibaku paibeni chhi chhi BJP😡😡😡 ❤❤❤jay Naveen sir❤❤❤
300 ୟୁନିଟ ଇଲେକ୍ଟ୍ରି bill କେବେ ଛାଡ଼ ହବ
Naveen ❤
Odisha kebala bjd pain Naveen babu jinda bad 😍😍
❤❤ bjd jindabad.❤❤❤
Jay bjd
ନବୀନ କଣ ପାଈଁ ବିତର୍କରେ ଭାଗ ନେଉନାହାନ୍ତି
ତମେ ଅଧିକ କହୁଛ, ମଦ କଥା ଟିକିଏ କୁହ 🎉
Strong odia kahu chanti manyabar chief minister N .k pattanik 🙏🍍🍍🍍👍🏻👌
Naveen babu always correct BJP mecho government jai Naveen babu jai BJD
ନବୀନ ବାବୁ କହିଥିଲେ 100 ୟୁନିଟ୍ ଦେବେ ବୋଲି ହେଲେ ଧରମା ଆସି ମିଛ କହିଲେ ଛାଡ଼ ହୋ ମୋଦି ଦବ 300 ୟୁନିଟ୍ 😂😂😂😂
ଏକୋଇଶି ବର୍ଷ ତଳକୁ ଯୁବତୀ ଷାଠିଏ ବର୍ଷ ଉପରକୁ ବୁଢ଼ୀ ଏକୋଇଶି ରୁ ଷାଠିଏ ହେଉଛନ୍ତି ମହିଳା, ମହିଳା ମାନେ ପାଇବେ ସୁଭଦ୍ରା ଟଙ୍କା, PM କଣ କହି ଗଲେ କୁହନ୍ତୁ।
ଆରେ ନବି ନାହାକ କୁ ରତ୍ନ ଭାରତ ପୁରସ୍କାର ଦବା କଥା କଣ ହେଲା?
A fraud party in Odisha to Odia People. This is the mistake of Not the leader of Odisha. We Odia people are really VAKUA ODIA. ANon Odia leader loots Odisha for 25 years.
ସବୁଠୁ ବଡ ମିଛୁଆ ନବୀନ ବାବୁ, ଇଲେକ୍ସନ ଆସିଲେ କହିଲେ ଧାମନଗର, ବାଲେଶ୍ୱର,,ପଦ୍ମପୁର ଦାୟିତ୍ଵ ମୁଁ ନେଲି ,ଭାଇ ଧାମନଗର ଆଉ ବାଲେଶ୍ୱର ରେ ମାଟି ସୁଳେ ବି ପକେଇ ନାହାନ୍ତି ,ପଦ୍ମପୁର କୁ ଜିଲ୍ଲା କଲେ କି?, ଧାନ ର ବୋନସ ଦେବେ କହି ଦେଲେକି?, ପାଟ୍ଟଶାଣୀ ବାବୁ ଙ୍କୁ ରାଜ୍ୟ ସଭା କୁ ପଠେଇଲେ କି? ଚିଟ୍ ଫଣ୍ଡ ଟଙ୍କା ଫେରିବେ କହି ଦେଲେ କି?,ଆଇନ୍ ତା ବାଟରେ ଯାଉଛି କହି ପରୀ, ମାମିତା, ସ୍ମିତା ରଣି, ପୀହୁ,କୁଣ୍ଡୁଲି, ନବ ଦାସ୍ କୁ ନ୍ୟାୟ ମିଳିଲା କି ,ଯିଏ ସରକାର ବିରୋଧରେ କହିବ ତାକୁ ଜେଲ୍ ,। ପ୍ରଦୀପ ପାଣିଗ୍ରାହୀ, ସୋମିୟରଞ୍ଜନ୍ ପଟ୍ଟନାୟକ କୁ ମୀଛରେ ଜେଲ୍ ପଠେଇ ଥିଲେ ,ଆହୁରି ବହୁତ୍ ଅଛି.............।
☀️ ଅମଲାତନ୍ତ୍ର🔥ହାତକୁ ଶାସନ ଟେକିଦେଇ ସବୁଠୁ ଅଯୋଗ୍ୟ ଅପାରଗ ହେଉଛି ନବୀନ ପଟ୍ଟନାୟକ..୨୪ ବର୍ଷରେ ଓଡ଼ିଶାକୁ ନା ଦାଦନ ମୁକ୍ତକଲା ନା ଚାଷୀଙ୍କୁ ଜଳସେଚନ କି ଶିତଳଭଣ୍ଡାର ବ୍ୟବସ୍ଥାକଲା.. ଗାଁ ଗହଳିରେ ମଦ' ର ବନ୍ୟା.. ଶିକ୍ଷା ବ୍ୟବସ୍ଥା ନକହିବା ଭଲ.. ବର୍ଷ ବର୍ଷ ଧରି ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିଚାଲିଲା.. ଯାହା ପାଇଁ ନବିନା ଗାଦିଚ୍ୟୁତ ହେଲା....
ବିଜେପି କେତେ ପାରିବା ପଣିଆ ଜା ଣିପରୁଥିବୁ ସବୁ ର ମୂଲ୍ୟ ଆକାଶ ଛୁଆଁ ବ୍ୟସ୍ତ ହେବାର କିଛିନାହିଁ ବିଜେପି ପ୍ରତି ଗାଁ ରେ ପାଣି ଓଡିଶା ରେ ହେବା ଦାଦନ ମୁକ୍ତ ପ୍ରତି ଗାଁ ହବ ଶୀତଳ ଭଣ୍ଡାର ଯାହାର ଭାଷଣ ଅଧିକ କାମ ଦୁର୍ବଳ ବାଜେ ଯାତ୍ରା ପାର୍ଟିଧନ୍ୟବାଦ୍
Tuma Sarak Micha Titur e.v.m chura Sarakar
1999ମହାବାତ୍ୟା ପରେ ଓଡିଶା ଛୀନବୀନ ହେଇଯାଇଥିଲା ତା ପରେ ଓଡିଶା କୁ ଏକ ନୂଆ ଦେଇଛନ୍ତି ନବୀନ
@akashdas477 ☀️ ବାଜପେୟୀଙ୍କ ଦୟାରେ ନବିନ କୁ ମୂଖ୍ୟମନ୍ତ୍ରୀ କରାଗଲା (BJP+BJD) alliance. ନବିନା ରାଜନିତୀ ଜାଣିନଥିଲା.. କେନ୍ଦ୍ରୀୟ ସହାୟତାରେ ଓଡ଼ିଶାର ଦୁର୍ବିପାକ ଦୂର ହୋଇଥିଲା....
Abe bjp sabu karidelani puni aau kahile kahiba 6month hoechha haba haba
ନବୀନ ଥିଲାବେଳେ କିଛି ବଢି ନ ଥିଲା କିଲୋକ କେତେହାଇରାନ ହେଉଥିଲେ ତାହାର ଜବାବ ଦେଇ ବିଜେଡି
୩୦୦ ୟୁନିଟ କାଇଁ?
Allu kg 35Dharma bhai dhana katha kahuchiAllu kg 20 Naveen
ନବୀନ ତୁ ଆଉ ଜିତିବୁ ନା ଆଉ କହିବୁଅପନ୍ ମାନେ ଖୁସିତ 😂😂😂😂
Tu bjp thu kete khaechhu marae belani rate khae ahuri heba
ଗାଲୁଆଙ୍କ ଗୁରୁ ହେଉଛି ଧର୍ମେନ୍ଦ୍ର ପ୍ରଧାନ
Naveen sir 💚💚✅ BJP❌❌❌❌❌❌
ଓଡ଼ିଶାବାସୀକହିଲେଣି b j p 300unitbijlikebedaba
Dharmendra is a West person
Navin sir 🙏
କାଗଜରେ ପଡି କି କହୁଛନ୍ତି ଯେଉଁ ଲୋକ୨୪ ବଷଁ ଶାସନ ରେ ରହଲେ ନିଜ ଓଡ଼ିଆ ଭାଷା ସିଖିପାରିଲ ନାହିଁ ସେ କହିବାର ମୂଲ୍ଯନାହିଁ କାଗଜରେ ପଡି କି କହି କି ଲାଭ ନାହିଁ
ଓଡ଼ିଆ କହି ପାରୁଥିବା ମୁଖ୍ୟମନ୍ତ୍ରୀ ସମ୍ବିଧାନ ଦିବସକୁ ସ୍ଵାଧିନତା ଦିବସ କହୁଛନ୍ତି 😅😅😅😂😂😂
Mohan majhi odia bhasana aau hindi bhasana dekhike kahunahnti pune
ବିଜେଡି ସରକାର ଏକ ଅହଙ୍କାର ସରକାର ଥିଲା MP,MAL, ସରପଞ୍ଚ ସମିତି ସଭ୍ୟ ଏବଂ ୱଡମେମ୍ବର ମାନଙ୍କୁ ଆମେ ଜବାବ୍ ଦେଇପାରୁନଥିଲୁ ।ଟିକେ ଟିକେ କଥା ରେ ଖଣ୍ଡା ଥରୁଆଲ୍ ବାହାର୍ କରୁଥିଲେ ଏ କଥା କ'ଣ ମିଛ ।ଆମ ନିର୍ବାଚନ ମଣ୍ଡଳୀ ରେ ଅନେକ ଲୋକ ଅଶାନ୍ତି ରେ ଥିଲେ। ବିଜେଡି ରେ ଯଦି ମିସିବୁ ଘର 🏠 ମିଳିବ ଭତ୍ତା ମିଳିବ ନଚେତ୍ ତୁ କଂଗ୍ରେସ ଦଳର କହି ଲୋକଙ୍କୁ ଭୁଆଁ ଭୂଲାଉ ଥିଲେ ୧୦୦+୧୦୦%ରେ ସତକଥା ଜୟ ହିନ୍ଦ୍ ଓଡ଼ିଶା ବାସୀଙ୍କ ର ଜୟହଉ ❤❤❤
Tu bjp thu kete paesa khaechhhu bjp bjp hauchhu sabu michhua aau suffer karuchhanti jananta amanka pae kehi chinta Karu nahinti ame gariba shreni hanta Santa hauchhu
ଅଲାଜୁକ _ ରେ ଗଛ ଉଠିଲେ ବଂଶ ଯାକ ଛାଇ ।ସେହି ଭଳି ନବୀନ
ଦୁର୍ନିତିର ସୌଦାଗର ନବୀନ ।ତୁମେ ଓଡିଶାବାସିଙ୍କୁ 24. ବର୍ଷ ଧରି ମିଛ କହିଲ ।ଏବେ ଲୋକେ ବୁଝିଲେ,ଲେଖା ଛିଡିଗଲା ,ମୁଳ ବୁଡିଯିବ
ଓଡ଼ିଶାର ଉନ୍ନତି କେବଳ bjd ପାଇଁ ହୋଇଛି। BJP ପାଇଁ ନୁହେଁ। ଯଦି ଉନ୍ନତି କୁ ୧୦୦% ଧରାଯାଏ,99% bjd ଦଳ କରିଛି। Bjp only subhadra। ଅନେକ ପ୍ରତିଶ୍ରୁତି ଦେଇଥିଲା BJP, କିନ୍ତୁ ସମସ୍ତ ଜିନିଷର ଦାମ୍ ବଢ଼ାଇ ଦେଇ କେବଳ ସୁଭଦ୍ରା ଯୋଜନା କୁ କାର୍ଯ୍ୟକାରୀ କରି ଓଡ଼ିଶାର ଜଣ ସାଧାରଣଙ୍କୁ ସୋଷିବାରେ ଲାଗିଛି।
govt knn sabu Tama ku magana deba ki
ଧର୍ମେନ୍ଦ୍ର ବାବୁ ତୁମେ କହିବକି ଛାଡ଼ହୋ 300 ୟୁନିଟ ଗଲା କୁଆଡେ ତୁମେ କେବଳ କଥା କୁହା କପିଳା ତୁମର ଓକାତ ନାହିଁ ନବୀନ ବାବୁ ଙ୍କ ସମକକ୍ଷ ହେବା ଯେମିତି ଜାଲିଆତି କରି ତୁମେ ଜିତିଛ ଯଦି ଆଉ ଥରେ ନିର୍ବାଚନ ହୁଏ ତୁମର ସତା ରହିବନି ଅଲାଜୁକ ଭଳି ନବୀନକୁ କାଉଣ୍ଟର କରୁଚ ଲଜ୍ୟା ଲାଗୁନି
Bhai full Right
ଠିକ୍ ଠିକ୍ ସେହିପରି ଭାବେ ପରିଚିତ ଟାଉତର
Right bhai
@@BJYOTIheheh jaha kahuthile seya dhire dhire purana heuchhi BJP ra ghosana patra dekh aau Naveen ta 24 barsa rahi sabu kariparileni aau BJP ku kahuch 6 masare sabu karidia wa wa
@@rabindrasahu4316 ମାଗଣା ଖିଆ
ଖଟି ଖା ବେ
300 unit ଆଉ 3000 ଭର୍ତା କୁଆଡ଼େ ଗଲା ମନଛୁଆଁ BJP ନୁହେଁ ତ ଆଉ କଣ ଟାଉତର BJP
ପେଲେଇପୁଅ ମାଗଣା ଖିଆ
BJP ସରକାର ଙ୍କ ଖାଲି ମିଛ ପ୍ରତିଶ୍ରୁତି ଦିଅନ୍ତି
Maha Galua D Pradhan
Jay naveen sir Jay jagannath
300 unit ବିଜଳି କେବେ ଦବ Dharama 😅😅😅
Michhua
Michhua dharma daba 300 unit electric bill free miliba
One and only king of odisha Sri naveen patanaik sir ❤❤
ସେ କେନ୍ଦ୍ର ମନ୍ତ୍ରୀ ନା ଡହରା ମନ୍ତ୍ରୀ ନିଜେ କହିଥିବା କଥା କହୁନାହାନ୍ତି ସେ ଭାବୁଛନ୍ତି ଲୋକେ ଭୁଲି ସାରିଛନ୍ତି ସମୟ ଲୋକେ ଅପେକ୍ଷା କରିଛନ୍ତି
Chhada ho aame 300 unit 🆓 re debu kuade gala ho dharama
ଛାଡ଼ ହୋ ମୋଦି ଦେବେ 300 ୟୁନିଟ୍ ବିଜୁଳି 😂😂😂
ନାବିନ୍ ବାବୁ ଜିନ୍ଦା ବାଦ୍❤️ |
Dhamendra oil malish politics
Navin jindabad ❤❤❤❤
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏❤️💎🌹🚩
ପ୍ରଧାନ ଗାଲୁଆ ଗୋଟେ
ଯେତିକି ଯୋଜନା କହିଥିଲା ଗୋଟେ ବି ଠିକ ସେ ଦେଇପାରଲାନି ଛି ଆଉ ଜିତିପାରିବନି
ଧର୍ମେନ୍ଦ୍ର ପ୍ରଧାନ, କହିଥିଲେ ଏଲେକ୍ଟ୍ରି ଚାଳ,3000, ଭତ୍ତା କୁଆଡେ ଗଲା ବିଜେଡି କୁ ଆଣିବୁ,।
୩୦୦ ୟୁନିଟ କେବେ ମିଳିବ ହୋ ମିଛୁଆ ଧର୍ମେନ୍ଦ୍ର ବାବୁ
ଧର୍ମେନ୍ଦ୍ରବାବୁ କେନ୍ଦ୍ରମନ୍ତ୍ରୀ ଥିଲ ଗଞ୍ଜାମକୁ କଣ ଦେଇଛ ବିଜେପି କର୍ମୀ ନଥିଲେ କିହୋ,,,,
Naveen 24 barsa CM rahi kn dele Ganjam ku
କଦଳି @@crimefiles153
ନବୀନ ଜିଦାବାଦ 🌹💐⭐🙏✅
ନବୀନ ତ ଓଡିଶା ବିଜେପି ସରକାର ଉପରେ ଟିପିଣୀ ଦେଇଥିଲେ. ଓଡିଶା ବିଜେପି ସରକାର ତରଫରୁ କେହି ଉତ୍ତର ଦେଇ ପାରିଥାନ୍ତେ. କିନ୍ତୁ କପିଳା ଉତ୍ତର ଦେଇ ନିଜକୁ ଓଡିଶା ବିଜେପି ର ଶକୁନି ବୋଲି ଜଣେଇ ହେଉଛି ନା କଣ
ଧମେନ୍ଦ୍ର ପ୍ରଧାନ କୁ ଓଡିଶା ଵାସୀ ପଚାରୁଛନ୍ତି 300 ଇଉନିଟି ଵିଜୁଳି କେଉଦିନ ମିଳିଵ ଚିଟିଫଣ୍ଡ ଟଙ୍କା କେଵେ ଫେରେଇଵ 3000 ହଜାର ଭତା କେଵେଦଵ ପିଲାଙ୍କ ଭଵିଷତ ନଷ୍ଠକଲ ଦର ଦାମ ଆକାଶ ଛୁଆ କଲ ଜାତି ଜାତି ଭିତରେ ଦଙ୍ଗା ସୃଷ୍ଠକରୁଛ ଗରିଵଲୋକ କାନ୍ଦୁଛନ୍ତି ତମେ ଉତର ଦିଅ ଧମେନ୍ଦ୍ର ଵାଵୁ ଆଉ ରହିଲା ଆମର ଜମିଵାଡି ଆଦାନି ହାତକୁ ଟେକିଦବା ପାଈ
ସବୁ ମାଗଣା ଖିଆ ଛାଡ଼ ,ବିଜୁଳି free conection କିଏ କହିଲା 2012-13ରେ bpl conection ଦେବା ଆଜି ପର୍ଜନ୍ତ 40ଟଙ୍କା ମିଟର ରେଣ୍ଟ ,fixses ଚାର୍ଜ 40ରୁ 60ଟଙ୍କା ମାସକୁ ଦେଉଛନ୍ତି ଯାହା 60ମାସ ଦେବକଥା
ଏପଟେ ମାନ ସେପଟେ ଆଳୁ ,ପିଆଜ ଡାଲି ତେଲ ରିଫାଇନ ରେଟ ବଢ଼ି ବଢ଼ି ଚାଲିଛି ।ଘର, ବିଜୁଳି ପାଣି,ଚାଉଳ, କୃଷି ଯନ୍ତ୍ରପାତି ସବ୍ସିଡି,ବିହନ ଔଷଧ ମାଗଣା ,loan ଛାଡ଼ ମୋ ବାସ, ଲକ୍ଷ୍ମୀ ବସ ,ବିଜୁ ଗାଁ ଗାଡି ଏସବୁ ଆଣିବ କଉଠୁ ରିଫାଇନ90-100ରେ,ସୁରିସତେଲ 140-160ମିଳୁଥିଲା ଆଜି ରିଫାଇନ 140-50,ସୋରିଷ ତେଲ 200/ ଗଦରା ଗୋଡେ ଯେତେ ମାଡେ ସେତେ , ଖାଇବ ଯେତେ ହାଗିବ ସେତେ
Bjp ସରକାର ମିଛୁଆ ସରକାର, ସୁଭଦ୍ରା ଦେଉଛନ୍ତି ବୋଲି bjpଆଜି ଅତିଆବଶ୍ୟକ ସାମଗ୍ରୀର ଆକାଶଛୁଆଁ, bjp ଓଡିଶାପାଇଁ ବିପଦ
ନବୀନ ବାବୁ ଜାହା ଲେଖା ହୋଇଛି ତାହା ପଢ଼ି ସୁଣାଉ ଛନ୍ତି ଧନ୍ୟବାଦ୍
Mohan majhi dekhike kahuniki aau baharaku gale hindi re katha hoe paruchhanti na
ଛାଡ଼ ହୋ 300 ୟୁନିଟ ଫ୍ରୀ
ଧର୍ମେନ୍ଦ୍ର ବାବୁ, ଛାଡ଼ହୋ ମୋଦୀ ଙ୍କ ଗ୍ୟାରେଣ୍ଟି। ବାଦାମବାଡି ଫୁଟ ପାଥ ଗ୍ୟାରେଣ୍ଟି ସହିତ ସମାନ। ଲାଜ ମାଡୁନାହିଁ?
କେବଳ ୫ ହଜାର ଟଙ୍କା ଦେଲେ ଓଡ଼ିଶା ର ବିକାଶ ହୋଇଯିବ କି
Pm shree school କୁଆଡେ ଗଲା Mr Dharmendra Pradhan ମିଛୁଆ ରାଧୁଆ🎉😊😅😂
ଏ ବଡ଼ ପାଗଳ 40 ବର୍ଷ ତଳକୁ ନେଇଯାଇଛି ନବୀନ ଓଡିଶା କୁ ଏବେ ସୁଧା ହାରିବା କାରଣ ର କାରଣ ଓଡିଶା ବାସୀଙ୍କୁ କହି ପାରୁନାହିଁ,
ପ୍ରଧାନ ସାର, ଚବିଶ ବର୍ଷ ତଳେ ଓଡ଼ିଶା ର ଆର୍ଥିକ ପରିସ୍ଥିତି କଣ ଥିଲା ? ଦରମା କର୍ମଚାରୀ ମାନଙ୍କୁ ମିଳୁ ନଥିଲା, ଆପଣ ମାନେ ନ ବର୍ଷ ଧରି ଥିଲେ, ପ୍ରଧାନମନ୍ତ୍ରୀ ଙ୍କ ସହିତ ଅନେକ ବିଜେପି ନେତା ସଂସଦ ରେ ପ୍ରଶଂସା କାହିଁକି କରୁଥିଲେ।
ଧର୍ମେନ୍ଦ୍ର ପ୍ରଧନ ଙ୍କ ଭାଷଣ ବେଶୀ
ବାକ୍ୟ ବୀର ସରକାର ଖାଲି ଭାଷଣ, ଲୋକେ ଠିକ୍ ଚିହ୍ନ ଗଲେଣି,
ଛାଡ ହୋ ମୋଦି ଦବ 300 ୟୁନିଟ ଦିଅ ଆଗ
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 300ୟୁନିଟ ବିଜୁଳି କେବେ ଦେବେ ?
ହଇଓ ଧରମା ସୁଭଦ୍ରା ଯୋଜନା ରେ ସବୁ ମହିଳା ଙ୍କୁ ୫୦ ହଜାର ଦବ କହିଥିଲ ନା ୫ ହଜାର
ମିଛୁଆ ଙ୍କୁ ଗୁରୁତ୍ୱ ଦେବା ଅନୁଚିତ
କେନ୍ଦ୍ର ରେ ଠେକ ଖସିଲାଣି। ସେ ପଟକୁ ଟିକେ ନଜର ଦିଅ, ବିରନଚିବାବୁ।
ତୁମ୍ଭର ଚ୍ୟାନେଲ ବିଜେପି ଚ୍ୟାନେଲ, ତେଣୁ ତୁମେମାନେ ବିଜେପି ର ଚାଟୁକାର ହୋଇଛ l
ଗାଲୁଆ ଶିକ୍ଷାମନ୍ତ୍ରୀ
Laja laguni micha pratisruti daucha 300unit electric bill free👎👎
ବିଜେପି, ବାଲା, ତମକଥାରେ, ଟିକେବି, ସତନାହି
ପ୍ରଧାନ ସାର, ନିର୍ବାଚନ ରେ PM କଣ ମିଛ କହି ନାହାଁନ୍ତି,
Dharmendra ବୋଧେ ଭୁଲିଗଲେ କେନ୍ଦ୍ର ସରକାର ଓଡ଼ିଶାକୁ ପାଣି panchayat ପାଇଁ ପୁରସ୍କାର ଦେଇଛନ୍ତି ସେତେବେଳେ ଶୋଇ ଥିଲେ ବୋଧେ ମିଛ ପ୍ରତିଶ୍ରୁତି ପାହାଡ଼ ଥୋଇ ତମେ ଶାସନ କୁ ଆସିଲ ପ୍ରତିଶ୍ରୁତି ପାଳନ ରେ fail ହେବାରୁ କହିଥିଲେ ନା ଆମେ ଜାଣି ନଥିଲୁ ଜିତିବୁଁ ବୋଲି ତେଣୁ ଅନେକ ପ୍ରତିଶ୍ରୁତି ଦେଇ ଥିଲୁଁ ଜାଣିବେ କେମିତି ଉପର ବାଲା EVM jaliati କରିଥିଲେ ଭୋଟ ଗଣତିରେ ପ୍ରକୃତ ଭୋଟ ଠୁଁ ଲକ୍ଷ ଲକ୍ଷ ଭୋଟ ଅଧିକ ଦେଖା ଯାଉଛି Election commissioner pocketre ରହିଛନ୍ତି😂
F
D pradhan ଗୋଟେ ଦେଶ ଦଲାଳି, ଛାଡ଼ହ ମୋଦି ଦେବ 300 ୟୁନିଟ.
Aparajita next ❤
ଜଳ ହିଁ ଜୀବନ,ଜଳ ହେଲା ବିଜେଡି ପାଇଁ କାଳ।
ପାଞ୍ଚ ବର୍ଷ ଧର୍ଯ୍ୟ ଧରନ୍ତୁ ।
🙏
ନୂଆ ବର୍ଷରୁ ୩୦୦ ୟୁନିଟ ବିଜୁଳି ମୁଁ ଦେବି
ମୁଁ ଅଲାଜୁକ
ମୁଁ ଠକ
ଛାଡ଼ ହୋ, ନବିନ ୧୦୦ୟୁନିଟ୍ ବିଦ୍ୟୁତ ମାଗଣା ଦେବେ,ଆମେ ବାହାପିଆ 300 ୟୁନିଟ୍ ଦେବୁ, ହଁ ,!
ଆଉ କେବେ ?
300 unit electricity free😂😢😢😅
Jumla dharmendra
Good evening sir 🇮🇳🇮🇳🙏 good evening sir odisha Jay Jagannath
ପୂର୍ବତନ ମୁଖ୍ୟ ମାନ୍ତ୍ରୀ କହିଲେ ଓଡ଼ିଶା କୃଷିରେ ସମୃଦ୍ଧି ଲାଭ କରିଛି, ତେଣୁ ବାହାରକୁ ରପ୍ତାନି କରୁଛି, ତେଣୁ ଆଳୁ ଦର ଓଡିଶାରେ ବୃଦ୍ଧି ପାଉଛି 😂😂😂
ଭାରତୀୟ ଯାତ୍ରା ପାର୍ଟି BJP ଶାସନ କରି ପାରୁନି ବୋଲି କେବଳ ଅନ୍ୟ ଦଳକୁ ସମାଲୋଚନା କରିଛନ୍ତି
Advertise govt who
Great CM Nabin Sir always in everyone's heart ❤️
Jay BJD
ତୁମେ ଯଦି ଖାଦ୍ୟ ଅନ୍ୟ ରାଜ୍ୟକୁ ପଠାଉଛ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛ କାହିଁକି ?
2029 କୁ ଅପେକ୍ଷା କର କିଏ କାଚ ଓ କିଏ ମଣି ଜଣା ପଡିବ। କଥା କୁହା କପିଳା **ଜୁମୁଲା ପାର୍ଟି ସତା ହରାଇବ ***
D pradhan gota bala mp
ଧର୍ମେନ୍ଦ୍ର ପ୍ରଧାନ ଗୋଟେ ମିଛୁଆ ନବୀନ ପଟ୍ଟନାୟକ ଓଡ଼ିଶା ର ହୀରା
ପନି ପରିବା ସବୁ ବର୍ଷ ଭଳି ଏ ବର୍ଷ ବଢିଛି, ଏଥିରେ କିଛି doubt ନାହିଁ
ଆଳୁ କେବେ 60 hei thila ki au oil 140 hei thila ki
ଚୁଡ଼ା କିଲୋ ୫୦ ଟଙ୍କା 😢
Tumara adhika paesa achhhue pune tike ama gaan asi dekha khaebaku pau nahanti
ଆରେ ଲୁଟେରା ଗ୍ୟାଙ୍ଗ ପାଣ୍ଡୁ ନବୀନ ଯୋଡ଼ି ଓଡ଼ିଶା ରାଜ କୋଷ ଖୋଳ କରି ଥିବାରୁ ଦର ଦାମ ବୃଦ୍ଧି ହେଲା।
☀️ ଧନ୍ୟବାଦ୍ 👌👌🌷 ଜେନା ବାବୁ.. 👍
Tu bjp thu kete khaechhu tu bhala na be
Navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin ❤❤❤❤❤❤❤❤❤❤❤❤❤❤❤❤❤❤
କଟନୀ ଛଟନୀ ବନ୍ଦ ହେଲାକି ବଜେପି କହୁ
ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଳା କେନ୍ଦୁଝର ରେ ୪ କିଲୋ କଟନୀ ଛଟନୀ ହେଉଛି
ଛାଡ଼ ହୋ ବର୍ତ୍ତମାନ କିପରି ଶିକ୍ଷିତ ବେକରୀଙ୍କୁ ସରକାରୀ ନିଯୁକ୍ତି ଦେବ ସେହି କଥା ଚିନ୍ତା କରନ୍ତୁ ଜଣେ 24 ବର୍ଷ ନେଲ। ଆଉ ଜଣେ 5ବର୍ଷ ନଉ ଦେଖିବା କଣ କରୁଛି କେତେ ବେକରୀଙ୍କୁ ନିଯୁକ୍ତି ଦଉଛି ।କେତେ ଓଡ଼ିଶା ର ଉନ୍ନତି ହଉଚି ଦେଖିବା ଯଦି 5 ବର୍ଷ ଭିତରେ 24 ବର୍ଷକୁ ଟପି ଗଲେ ପୁଣି ଲୋକ ଚାହିବେ ଏହି ସରକାର ଆସୁ ବୋଲି । ବର୍ତ୍ତମାନ କଥା ହେଲାକି ଓଡ଼ିଶାରେ ସବୁ ସ୍କୁଲ୍ କଲେଜରେ ସବୁ ପ୍ରକାରର ଶିକ୍ଷକ ନିଯୁକ୍ତି ଦରକାର ।ପ୍ରଥମେ ଶିକ୍ଷା ସ୍ବାସ୍ଥ୍ୟ, କୃଷି, ବିଜ୍ଞାନ ଏହି ଚାରି ଟା ଆଗ ସର ଓଡ଼ିଶାରେ ଭାରତ ବର୍ଷରେ ଆଗରେ ରହିବା ଦରକାର । ବେଶୀଦିନ ଶାସନରେ ସରକାର ରହିଲେ ଏମିତି ପରିସ୍ଥିତି ହୁଏ ଯେତେ ଭଲ କଲେ ମଧ୍ୟ ଲୋକ ଯେତେବେଳେ ପରିବର୍ତ୍ତନ କରିବାକୁ ଚାହିବେ ତାକୁ କେହି ଅଟକାଇ ପାରିବେନି ଏମିତି ଦୁଇ ଦଳ କଳି କଜିଆ ଲାଗିଲେ କିଛି ହେବନାହିଁ ।ଯିଏ ଗଲାଣି ତାକୁ ପଛକୁ ପକାଇ ଦିଅ ଯିଏ ଶାସନରେ ଅଛି ତାକୁ ନେଇ ଚାଲ।କେହି ରହି ନାହିଁ ରହିବନାହିଁ ଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜନିଜ ଅଭିନୟ ସାରି ବାହୁଡ଼ିବେ କ।ଳବଳେ ।
Jay Nabin sir
Jai Naveen
Jay Naveen ❤
Jay bjd❤
Jay sankha ❤
ପରମ ମିଛୁଆ b j p
ଡ୍ରାମା ପ୍ରଧାନ
Naveen sir No1 cm
Gariba loke khali Pani pi rahibe khaibaku paibeni chhi chhi BJP😡😡😡 ❤❤❤jay Naveen sir❤❤❤
300 ୟୁନିଟ ଇଲେକ୍ଟ୍ରି bill କେବେ ଛାଡ଼ ହବ
Naveen ❤
Odisha kebala bjd pain Naveen babu jinda bad 😍😍
❤❤ bjd jindabad.❤❤❤
Jay bjd
ନବୀନ କଣ ପାଈଁ ବିତର୍କରେ ଭାଗ ନେଉନାହାନ୍ତି
ତମେ ଅଧିକ କହୁଛ, ମଦ କଥା ଟିକିଏ କୁହ 🎉
Strong odia kahu chanti manyabar chief minister N .k pattanik 🙏🍍🍍🍍👍🏻👌
Naveen babu always correct BJP mecho government jai Naveen babu jai BJD
ନବୀନ ବାବୁ କହିଥିଲେ 100 ୟୁନିଟ୍ ଦେବେ ବୋଲି ହେଲେ ଧରମା ଆସି ମିଛ କହିଲେ ଛାଡ଼ ହୋ ମୋଦି ଦବ 300 ୟୁନିଟ୍ 😂😂😂😂
ଏକୋଇଶି ବର୍ଷ ତଳକୁ ଯୁବତୀ ଷାଠିଏ ବର୍ଷ ଉପରକୁ ବୁଢ଼ୀ ଏକୋଇଶି ରୁ ଷାଠିଏ ହେଉଛନ୍ତି ମହିଳା, ମହିଳା ମାନେ ପାଇବେ ସୁଭଦ୍ରା ଟଙ୍କା, PM କଣ କହି ଗଲେ କୁହନ୍ତୁ।
ଆରେ ନବି ନାହାକ କୁ ରତ୍ନ ଭାରତ ପୁରସ୍କାର ଦବା କଥା କଣ ହେଲା?
A fraud party in Odisha to Odia People. This is the mistake of Not the leader of Odisha. We Odia people are really VAKUA ODIA. ANon Odia leader loots Odisha for 25 years.
ସବୁଠୁ ବଡ ମିଛୁଆ ନବୀନ ବାବୁ, ଇଲେକ୍ସନ ଆସିଲେ କହିଲେ ଧାମନଗର, ବାଲେଶ୍ୱର,,ପଦ୍ମପୁର ଦାୟିତ୍ଵ ମୁଁ ନେଲି ,ଭାଇ ଧାମନଗର ଆଉ ବାଲେଶ୍ୱର ରେ ମାଟି ସୁଳେ ବି ପକେଇ ନାହାନ୍ତି ,ପଦ୍ମପୁର କୁ ଜିଲ୍ଲା କଲେ କି?, ଧାନ ର ବୋନସ ଦେବେ କହି ଦେଲେକି?, ପାଟ୍ଟଶାଣୀ ବାବୁ ଙ୍କୁ ରାଜ୍ୟ ସଭା କୁ ପଠେଇଲେ କି? ଚିଟ୍ ଫଣ୍ଡ ଟଙ୍କା ଫେରିବେ କହି ଦେଲେ କି?,ଆଇନ୍ ତା ବାଟରେ ଯାଉଛି କହି ପରୀ, ମାମିତା, ସ୍ମିତା ରଣି, ପୀହୁ,କୁଣ୍ଡୁଲି, ନବ ଦାସ୍ କୁ ନ୍ୟାୟ ମିଳିଲା କି ,ଯିଏ ସରକାର ବିରୋଧରେ କହିବ ତାକୁ ଜେଲ୍ ,। ପ୍ରଦୀପ ପାଣିଗ୍ରାହୀ, ସୋମିୟରଞ୍ଜନ୍ ପଟ୍ଟନାୟକ କୁ ମୀଛରେ ଜେଲ୍ ପଠେଇ ଥିଲେ ,ଆହୁରି ବହୁତ୍ ଅଛି.............।
☀️ ଅମଲାତନ୍ତ୍ର🔥ହାତକୁ ଶାସନ ଟେକିଦେଇ ସବୁଠୁ ଅଯୋଗ୍ୟ ଅପାରଗ ହେଉଛି ନବୀନ ପଟ୍ଟନାୟକ..୨୪ ବର୍ଷରେ ଓଡ଼ିଶାକୁ ନା ଦାଦନ ମୁକ୍ତକଲା ନା ଚାଷୀଙ୍କୁ ଜଳସେଚନ କି ଶିତଳଭଣ୍ଡାର ବ୍ୟବସ୍ଥାକଲା.. ଗାଁ ଗହଳିରେ ମଦ' ର ବନ୍ୟା.. ଶିକ୍ଷା ବ୍ୟବସ୍ଥା ନକହିବା ଭଲ.. ବର୍ଷ ବର୍ଷ ଧରି ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିଚାଲିଲା.. ଯାହା ପାଇଁ ନବିନା ଗାଦିଚ୍ୟୁତ ହେଲା....
ବିଜେପି କେତେ ପାରିବା ପଣିଆ ଜା ଣିପରୁଥିବୁ ସବୁ ର ମୂଲ୍ୟ ଆକାଶ ଛୁଆଁ
ବ୍ୟସ୍ତ ହେବାର କିଛିନାହିଁ ବିଜେପି ପ୍ରତି ଗାଁ ରେ ପାଣି ଓଡିଶା ରେ ହେବା ଦାଦନ ମୁକ୍ତ ପ୍ରତି ଗାଁ ହବ ଶୀତଳ ଭଣ୍ଡାର
ଯାହାର ଭାଷଣ ଅଧିକ କାମ ଦୁର୍ବଳ ବାଜେ ଯାତ୍ରା ପାର୍ଟି
ଧନ୍ୟବାଦ୍
Tuma Sarak Micha Titur e.v.m chura Sarakar
1999ମହାବାତ୍ୟା ପରେ ଓଡିଶା ଛୀନବୀନ ହେଇଯାଇଥିଲା ତା ପରେ ଓଡିଶା କୁ ଏକ ନୂଆ ଦେଇଛନ୍ତି ନବୀନ
@akashdas477 ☀️ ବାଜପେୟୀଙ୍କ ଦୟାରେ ନବିନ କୁ ମୂଖ୍ୟମନ୍ତ୍ରୀ କରାଗଲା (BJP+BJD) alliance. ନବିନା ରାଜନିତୀ ଜାଣିନଥିଲା.. କେନ୍ଦ୍ରୀୟ ସହାୟତାରେ ଓଡ଼ିଶାର ଦୁର୍ବିପାକ ଦୂର ହୋଇଥିଲା....
Abe bjp sabu karidelani puni aau kahile kahiba 6month hoechha haba haba
ନବୀନ ଥିଲାବେଳେ କିଛି ବଢି ନ ଥିଲା କି
ଲୋକ କେତେହାଇରାନ ହେଉଥିଲେ
ତାହାର ଜବାବ ଦେଇ ବିଜେଡି
୩୦୦ ୟୁନିଟ କାଇଁ?
Allu kg 35
Dharma bhai dhana katha kahuchi
Allu kg 20 Naveen
ନବୀନ ତୁ ଆଉ ଜିତିବୁ ନା ଆଉ କହିବୁ
ଅପନ୍ ମାନେ ଖୁସିତ 😂😂😂😂
Tu bjp thu kete khaechhu marae belani rate khae ahuri heba
ଗାଲୁଆଙ୍କ ଗୁରୁ ହେଉଛି ଧର୍ମେନ୍ଦ୍ର ପ୍ରଧାନ
Naveen sir 💚💚✅ BJP❌❌❌❌❌❌
ଓଡ଼ିଶାବାସୀ
କହିଲେଣି b j p 300unitbijlikebedaba
Dharmendra is a West person
Navin sir 🙏
କାଗଜରେ ପଡି କି କହୁଛନ୍ତି ଯେଉଁ ଲୋକ
୨୪ ବଷଁ ଶାସନ ରେ ରହଲେ ନିଜ ଓଡ଼ିଆ ଭାଷା ସିଖିପାରିଲ ନାହିଁ ସେ କହିବାର ମୂଲ୍ଯ
ନାହିଁ କାଗଜରେ ପଡି କି କହି କି ଲାଭ ନାହିଁ