‘ବିଜେପିକୁ ଯୋଉ ମାଡ’ | Odisha Reporter

Поделиться
HTML-код
  • Опубликовано: 19 сен 2024
  • ବିଜେପି ରାଲିରେ ପୋଲିସ ଉପରେ ଢେଲା ବର୍ଷା । ବିଜେପି ପକ୍ଷରୁ ବିଧାନସଭା ଘେରାଉ ବେଳେ ପୋଲିସ ଉପରେ ବିଜେପିର ଢେଲାମାଡ ହୋଇଥିଲା। ଏନେଇ ଶୁଣନ୍ତୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା...
    #BjpProtest #Odisha #SuraRoutray #OdishaReporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

Комментарии • 344

  • @jayanteenanda768
    @jayanteenanda768 2 года назад +87

    ସବୁଜାଣି ଅଜଣା ନବୀନ ଚୁପ୍ ସଇତାନ୍ ତଳମୁହା କାଙ୍କ ଚରମ ବେଇମାନ୍

    • @priyacharandas7352
      @priyacharandas7352 2 года назад

      ନବୀନ ପଟ୍ଟନାୟକ ମଦୁଆ ହିନ୍ଦୁ ବିରୋଧୀ ସେ ଖ୍ରୀଷ୍ଟିଆନ ଚିନ୍ତାଧାରା କୁ ଭଲ ପାଏ

    • @thakurprati5580
      @thakurprati5580 2 года назад

      @@priyacharandas7352 hindu nkara kebe gandi marila se?

  • @itsUmacreations
    @itsUmacreations 2 года назад +110

    ଓଡ଼ିଶା ବାସୀଙ୍କ ଦୁର୍ଭାଗ୍ୟ ...ନବୀନ ଭଳି ଅଣ ଓଡ଼ିଆ ନେତା CM ହୋଇଥିବା ଯୋଗୁଁ
    ଆମ ଓଡ଼ିଆ ଭାଷା ଜାଣି ପାରୁନି ...କେବଳ କାଲ ଆଗରେ ମୂଳା ଚୋବେଇବା କଥା
    ଛି କି ଲଜ୍ୟା 🤦🤦🤦🤦

  • @nirakarsahoo7004
    @nirakarsahoo7004 2 года назад +84

    ସ୍ପଷ୍ଟବାଦିତା ପାଇଁ ସୁର ଭାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

  • @prasantapanda1703
    @prasantapanda1703 2 года назад +69

    ମାଗିହା ପୋଲିସ କୁ ପରମ ମାଗିହା ନବୀନ ବିଜେଡି

  • @aswinibehera8009
    @aswinibehera8009 2 года назад +79

    ଓଡ଼ିଶା ର ଦୁର୍ଭାଗ୍ୟ ଏମିତି ମୁଖ୍ୟମନ୍ତ୍ରୀ ଅଛନ୍ତି

    • @priyacharandas7352
      @priyacharandas7352 2 года назад +1

      ନବୀନ ପଟ୍ଟନାୟକ ମଦୁଆ ହିନ୍ଦୁ ଧର୍ମ ବିରୋଧୀ

    • @qqqkrishna5289
      @qqqkrishna5289 2 года назад +1

      Tumaku gandi marila ki

    • @manamohanmohapatra4665
      @manamohanmohapatra4665 2 года назад

      @@qqqkrishna5289 aau gote gandi mara bansh pila miligala

  • @pabitramohandas6943
    @pabitramohandas6943 2 года назад +79

    ଓଡ଼ିଶାର ଦୁର୍ଭାଗ୍ୟ !

  • @gandhisahoo8180
    @gandhisahoo8180 2 года назад +42

    ଆମ ରାଜ୍ୟ ସରକାର ନାରୀ ନିର୍ଯୟାତନାର ଗନ୍ତା ଘର ହୋଇ ଗଲାଣି ଏବଂ ଅରାଜକତା ପରିସ୍ଥିତି ପୁଣି ପୋଲିସ୍ ଲଗାଇ ମାଡ଼ ମାରିଲେଣି ଜଗତର ନାଥ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ହରି ଲୁଟ କଲେଣି ଏ BJD ସରକାର କୁ ଧର୍ମ ଛାଡ଼ିଲେଣି

    • @qqqkrishna5289
      @qqqkrishna5289 2 года назад

      Sabu rajya re emiti hauchi tame gandi mariba Nabin ra dosa

    • @gandhisahoo8180
      @gandhisahoo8180 2 года назад +1

      @@qqqkrishna5289 next time sure mariba 👍

    • @nihardalai735
      @nihardalai735 2 года назад

      କେନ୍ଦ୍ର ରେ ଚାଷୀ ଆତ୍ମହତ୍ୟା କଲେ ପ୍ରଧାନମନ୍ତ୍ରୀ ଙ୍କୁ ଇସ୍ତଫା ମାଗିବା କଥା

    • @gandhisahoo8180
      @gandhisahoo8180 2 года назад +1

      @@nihardalai735 କୋଉ ରାଜ୍ୟ ରେ ହଉଚି ସେ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ଙ୍କୁ ବିରୋଧ କରିବା ସେଠାରେ ଥିବା ଜନତା ଙ୍କର

    • @nihardalai735
      @nihardalai735 2 года назад +1

      କଣ ଏହି ଭଳି ଗୋଟିଏ ପ୍ରସଙ୍ଗ କୁ ନେଇକି ରାଜ୍ୟ ସବୁ ପ୍ରସଙ୍ଗ ଭୁଲିକି । ଛି ଏଗୁଡ଼ା କାହାର ସ୍ବାର୍ଥ ପାଇଁ ନୁହ ଏହା କେବଳ ନିଜ ନିଜ ରାଜନୀତି ଦଳ ପାଇଁ

  • @dassibasankar4979
    @dassibasankar4979 2 года назад +20

    ଓଡିଶା ର ଜନସାଧାରଣ ଅପେକ୍ଷା କରିଛନ୍ତି କେବେ ମାନ୍ୟବର ବାଚସ୍ପତି କହିବେ ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରାଗଲା 😄😄

  • @balaramnayaknayak6346
    @balaramnayaknayak6346 2 года назад +8

    ବିଜେଡି ଵାଲା ତମକୁ ଧର୍ମ ସହିବନି ରେ. ଭଗବାନ ତମ କଥା ବୁଝିବେ.

  • @arjunanayak8781
    @arjunanayak8781 2 года назад +36

    I love you sura bhai

  • @subashkanhar7079
    @subashkanhar7079 2 года назад +52

    Black period of democracy

  • @biswanathgond6548
    @biswanathgond6548 2 года назад +37

    ସବୁ ରାଜନୈତିକ ଦଳ ସମାନ ପ୍ରଭୃତିର

  • @abhimanyusrichandan6531
    @abhimanyusrichandan6531 2 года назад +27

    Now odisha wanting president rule

  • @rajneeshkumar1303
    @rajneeshkumar1303 2 года назад +1

    ସୁର ଜେଜେ ଜଣେ ସଚୋଟ ନେତା ଓ ସୁନ୍ଦର ମଣିଷ l

  • @kishorrohidas4506
    @kishorrohidas4506 2 года назад +19

    Very good sura sir thik kahichhanti

  • @ajayakumarmohapatra9310
    @ajayakumarmohapatra9310 2 года назад +13

    Love you sura bhai

  • @sudarsan0143
    @sudarsan0143 2 года назад +5

    ବିଜେପି କୁ ଏତେ ମାଡ଼ ରେ ତମ ହସ ଝରି ପଡିଲା ଆଉ ତମ ଦଳର ତ ଭବନ ଭିତରେ ପଶିକି ଗୋଡେଇ ଗୋଡେଇ ପିଟିଲେ କେମିତି ଲାଗିଲା

  • @birenapat1199
    @birenapat1199 2 года назад

    Thanks sura bhai. ଲଜ୍ଜା ନବୀନ ପଟ୍ଟନାୟକ l ତୁମେ ଯଦି ବିଧାନସଭା କୁ ଆସୁନ ମୁଖ୍ୟମନ୍ତ୍ରୀ ରହିବାର ଯୋଗ୍ୟତା ତୁମର ନାହିଁ l ବହୁତ ହେଇଗଲା ଆଉ ନୁହଁ ବିଜେଡି.

  • @byangamanbalaram5651
    @byangamanbalaram5651 2 года назад +6

    🌹ବ୍ୟାଙ୍ଗ ବାଣ 🌹
    ଯିଏ ବିଧାନସଭା ଆସିବାକୁ ଡରୁଛି
    ସାଧାରଣ ଲୋକଙ୍କ କଥା କଣ ବୁଝିବେ
    ବିଜେଡିକୁ ଭୋଟ ଦେବାମାନେ
    ନାରୀଧର୍ଷଣ କାରି ସଙ୍କରା,,,,
    ପ୍ରତାପ ଡବଲ ମର୍ଡର
    ଅରୁଣ ସାହୁ କୀଡୀନି ବେପାର
    ପ୍ରତାପ ଦେଓ ଗୋ ତସ୍କରି
    ଙ୍କୁ ଭୋଟ ଦବା ସେଇଆ
    ଜୟେ ଜଗନ୍ନାଥ
    🤫🤫🤫🤫🤫

  • @promadbehera6700
    @promadbehera6700 2 года назад +8

    Right suro sar

    • @debakantakhilar5404
      @debakantakhilar5404 2 года назад

      ସୁର ବାଵୁ ନିଜ ଏରିଆ ସମସ୍ଯା ବିଧାନସଭାରେ ଉପସ୍ଥାପନ କରନ୍ତୁ,

  • @nibeditapattayat4828
    @nibeditapattayat4828 2 года назад +6

    ବିଧାନସଭା କୁ ମୁଖ୍ୟମନ୍ତ୍ରୀ ଆସିବା ଜରୁରୀ. ଓଡ଼ିଶା ର ମୁଖ୍ୟମନ୍ତ୍ରୀ ତାଙ୍କର କାର୍ଯ୍ୟ କରି ପାରୁନାହାନ୍ତି ଯାହା ଦ୍ୱାରା ଆଜି 7 ଦିନ ହେଲା ବିଧାନସଭା ରେ ଅନୁପସ୍ଥିତ ରହୁ ଥିବାରୁ ଏମିତି ପରିସ୍ଥିତି. ତେଣୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ୍ ଲଗେଇ ବା ଉଚିତ୍

  • @malayakumar1947
    @malayakumar1947 2 года назад +7

    It's time to implement PRESIDENT RULE

  • @ankitamohapatravlog2327
    @ankitamohapatravlog2327 2 года назад +1

    ଏ ନେତା ମାନେ ପ୍ରଚାର ରେ ଯେତିକି ପଇସା ବରବାଦ କରୁଛନ୍ତି ଯଦି ସେଇ ପଇସା ରେ କିଛି ରୋଜଗାର ର ସୁବିଧା କରିପାରନ୍ତେ ଆମ ଓଡ଼ିଶା କେତେ ଆଗକୁ ଯାଇ ପାରନ୍ତ

  • @harekrushnapujari.7337
    @harekrushnapujari.7337 2 года назад +1

    ସୁର ମଉସା ଜିନ୍ଦାବାଦ

  • @KumarN860
    @KumarN860 2 года назад +15

    Sura bhai jinda baad....

  • @opmarcosyoutuber559
    @opmarcosyoutuber559 2 года назад +8

    Congress n bjp should be in together

  • @aloksamal8136
    @aloksamal8136 2 года назад +4

    ମମିତା ମେହେର case ରେ ନବୀନ ଏଥିରେ ସମୃକ୍ତ. ଏଥିରେ ସେ ସାମିଲ ଅଛନ୍ତି . ସେଥିପାଇଁ ଦିବ୍ୟ ଶଙ୍କର କୁ save ରଖୁଛନ୍ତି. ଦିବ୍ୟ ଶଙ୍କର save ତ ସିଏ save. ଆପଣ ମାନେ ଭାବନ୍ତୁ ତାକୁ ଏତେ save କଣ ପାଇଁ. ସିଏ କଣ ଦେଶ ଚଳାଉଛି. ଦାଗ me kuch କାଲା hai

  • @jaganjaysingh1874
    @jaganjaysingh1874 2 года назад +23

    Bjd bahut mada khaiba ....time asu

  • @samarendrarout4341
    @samarendrarout4341 2 года назад +1

    Right Sir ...

  • @devidsingh6882
    @devidsingh6882 2 года назад +12

    Nabin patnaik odisha ko junglee city banaya dia 😭😭😭😭😭😭😭😭😭😭😭😭😭

  • @bahadhulbariha7223
    @bahadhulbariha7223 2 года назад

    ବହୁତ ଭଲ ଲାଗିଲା ଆହୁରି ମାରିବୁ ସଲା ଦାଗିମାନେ ବିଜେପି କର୍ମୀ ନେତା ମାନଙ୍କୁ

  • @SandeepKumar-wc3cx
    @SandeepKumar-wc3cx 2 года назад

    ଆଜି କଂଗ୍ରେସ ବାଲା ଙ୍କୁ ଯୋଉ ମାଡ଼

  • @KulamaniBehera-y7h
    @KulamaniBehera-y7h 3 месяца назад +1

    To अंकिता महापा त्र thanks a lot.

  • @romanrinku482
    @romanrinku482 2 года назад

    ବିଜେପି ସେମିତି ମାଡ଼ ଖାଇବ,, ଆଉ ଖାଇବା ବି ଦରକାର୍,,,, ଯଦି ନ୍ୟାୟ ଦେବାର ଅଛି ସବୁ ଝିଅଙ୍କୁ ଦିଅ,,,, କେବଳ ରୋଲ୍ କରୁଛନ୍ତି ଆମ ସାଧାରଣ ଜନତାଙ୍କୁ ଦେଖେଇ ହଉଛନ୍ତି,, ଇଲେକ୍ସନ ଅଛି ବୋଲି,,,, ଶଳା ଓଡ଼ିଶା ର କେତେ କଣ ସମସ୍ୟା ଅଛି ତାକୁ ଦେଖୁନ,,, ଓଡ଼ିଶା ରେ କେତେ ନାରୀ ନିର୍ଯାତନା ହଉଚି ସମସ୍ତଙ୍କ ପାଇଁ ଯଦି ରାସ୍ତା ଉପରକୁ ବାହାରନ୍ତ ଆମେ ଜାଣନ୍ତୁ,,,, ପେଟ୍ରୋଲ ଦର,, ପରିବା ଦର,,, ସବୁ ଦର ବଢୁଛି,, ଗ୍ୟାସ୍ ପୁରା ଡବଲ ରେଟ,,,, ଭାଷଣ ରେ ଦିନ ଯାଉଚି,,, କାମ କରିବ କେତେବେଳେ,,,

  • @chittaranjanmahanta4101
    @chittaranjanmahanta4101 2 года назад +13

    Bjd has a great chor.

  • @santoshsk6483
    @santoshsk6483 2 года назад +1

    କଂଗ୍ରେସ ବାଲେ କୁ ଅଫିସ ଭିତରେ ଯୋଉ ମାଡ

  • @prasantadas87
    @prasantadas87 2 года назад +3

    Right👍 sir

  • @prafullakumarraut8835
    @prafullakumarraut8835 2 года назад

    ଉଭୟ ଭାଇ ଭାଇ

  • @baidyanath5325
    @baidyanath5325 2 года назад +8

    ଏ ମାନେ ହେଲେ ଓଡ଼ିଶାର କଳକ୍କ ବିଜୁ ଜନତା ଦଳର ଏ ମାନେ ହେଉଛନ୍ତି ଗୁଣ୍ଡା ଏ ମାନେ ଜାହା କରିବେ ଭଲ ଆନ୍ତଃ କିଏ ବିରୋଧ କଲେ ଓଲଟା ବୁଝିବେ କାରଣ ହେଉଛି ପୋଲିସ୍ ପ୍ରଶାସନ ହେଉଛି ବିଜେଡି ସରକାର ତେଣୁ ତାଙ୍କ ‌ମା ଭୋଉଣି ଝିଅ ବହୁ କେହି ନାହାନ୍ତି ଏ ମାନେ ହେଲେ ମେଣ୍ଢା ଦଳ ଗୋଟିଏ ମେଣ୍ଢା ଚାଲିଲେ ଶବୁ ମେଣ୍ଢା ଚାଲିବେ

  • @trilochansethi767
    @trilochansethi767 2 года назад +14

    Nabin patnayk is paraless present

  • @ganeswarkomar81
    @ganeswarkomar81 2 года назад

    ସାର୍ ଆପଣ ଭାଗ୍ୟ ଭଲ ନଥିଲା ଆପଣଙ୍କୁ ମଧ୍ୟ ପଡ଼ିତାନ୍ତା

  • @bibhuprasadcreation2512
    @bibhuprasadcreation2512 2 года назад +4

    Good

  • @jitendrabehera4249
    @jitendrabehera4249 2 года назад

    💯 really

  • @tarunpadhiary617
    @tarunpadhiary617 2 года назад +16

    We need such real heros

  • @bharatnag2605
    @bharatnag2605 2 года назад

    Thank you

  • @ashoksend1717
    @ashoksend1717 2 года назад +6

    BJD hatao.

  • @sarojmallick1272
    @sarojmallick1272 2 года назад +11

    Gunda raj CHALichi!

  • @kisankisan5032
    @kisankisan5032 2 года назад

    Very good

  • @dharmendradas7467
    @dharmendradas7467 2 года назад

    Sata. Sr tama. Odisha. Hero

  • @prabhakarsethy1735
    @prabhakarsethy1735 2 года назад +4

    Sura sir apanka tunda su tunda heu

  • @loveandfeelings5788
    @loveandfeelings5788 2 года назад +8

    Sura Bhai je mariba se khaiba pain ready hoi rahu.

  • @titankumarrautara9950
    @titankumarrautara9950 2 года назад

    Good job...👍👍👍

  • @adityamallick7881
    @adityamallick7881 2 года назад +2

    ଗୋଟେ ଅପାରଗ କୁ ଗୃହ ର ମୁଖିଆ କଲେ ଏଇଆ ସବୁ ହୁଏ। ସତ୍ତା ର ଏତେ ଅହଙ୍କାର ଯେ ନିଜେ ତ ବିଧାନସଭା କୁ ଆସିବନି ନିଜ MLA ଙ୍କୁ ବି ପଠେଇ ଦେଉଛି ଗୃହ ନ ଚଲେଇ ଦେବା ପାଇଁ ଓଡ଼ିଶା କୁ ପ୍ରଭୁ ଜଗନ୍ନାଥ ଭରସା......ଆସନ୍ତା କାଲି କଂଗ୍ରେସର ପାଳି କେଜାଣି ଡର ରେ ଯିବେ କି ନାହିଁ ଆନ୍ଦୋଳନ କରିବାକୁ।

    • @qqqkrishna5289
      @qqqkrishna5289 2 года назад

      Dina thila kangala hei rahi thila ebe bala adhika heigala 1999 vuli gala bodhe odisha re kn thila

    • @adityamallick7881
      @adityamallick7881 2 года назад

      @@qqqkrishna5289 ତୁମେ ଅତୀତ କଥା ଭାବି ଖୁସି ହୁଅ। ଆମେ ତୁମ କୁ ଭାରତ ରୁ ମୁକ୍ତ କରୁଛୁ ବର୍ତ୍ତମାନ ରେ ୨୦୨୪ ରେ ଆଉ ଥିବ ଯେ ସୁନୁ ପାମ୍ପପୁଡ଼ି ଖାଇବ🤣🤣😂😂😂🤣😂😂 ବିରୋଧୀ ଦଳର ଯୋଗ୍ୟତା ହରାଇଲ ହେଲେ ପତିଆରା ଯାଉନି।

  • @amarparida8824
    @amarparida8824 2 года назад

    Right

  • @dilkaraja7028
    @dilkaraja7028 2 года назад +1

    ✅ right point

  • @odishatiger8346
    @odishatiger8346 2 года назад

    Sura bhai ready

  • @deardarling9141
    @deardarling9141 2 года назад +1

    ଆଜି କଂଗ୍ରେସ କୁ କି ମାଡ 😂😂😂

  • @jagannathsahoo2043
    @jagannathsahoo2043 2 года назад

    ସୁର ତୋ ଗପ ଅଧିକା ହଉଛି

  • @NewsEntertainmentetc
    @NewsEntertainmentetc 2 года назад +1

    Right Sura sir 🙏🙏

  • @ashiskumargochhayat7764
    @ashiskumargochhayat7764 2 года назад +2

    Jay tetiskoti Deva Devi 🙏🙏🙏

  • @raghunathpattanaik1001
    @raghunathpattanaik1001 2 года назад

    Thank you Sura Bhai.

  • @pabitrabhabana.1635
    @pabitrabhabana.1635 2 года назад +10

    Congress kan karuchi.

    • @Kalinga_yodha
      @Kalinga_yodha 2 года назад

      BJP kaphi

    • @babajitendra358
      @babajitendra358 2 года назад

      Vote jaha ku deich taku kuha

    • @prakash1209
      @prakash1209 2 года назад

      Bhai odisha re CM bjd ta se jaha karuchi. Any party nka hatare kichi nahi

  • @debiprasadmishra2699
    @debiprasadmishra2699 2 года назад

    ଆପଣମାନଂକ ଯୋଗୁ ପରୀ କେଶ ଦିଗହରା ହେଲା।
    ଏବେ ୟେ କେଶ ବି ଖତ ଖାଇବ।
    ମିଶ୍ର ଗାଦିରୁ ଯିବାରେ ଆପଣମାନଂକ ରାଜନୈତିକ ବିଜୟ।
    ଘଣ୍ଟ ବାଡିଆ,ଗଂଗାଜଳ ପକା ,ରାସ୍ତାଘାଟ ଅବରୋଧ ,ଭାଷଣବାଜୀ ଏସବୁ ଆପଣମାନଂକ ପାଇଁ କୌତୁକ।
    ସବୁ କଥାରେ ଗରିବ ପଇସାରେ ସରକାର ମୌଜ କରୁଛି କହୁଛନ୍ତି।
    ଆପଣ କୋଉ ମୂଲ ଲାଗନ୍ତି,ରିକ୍ସା ଟାଣନ୍ତି,ଦୋକାନ କରି ସାମଗ୍ରୀ ବିକନ୍ତି ।
    ଆପଣ ରାଜନୀତିବାଲାଂକର ମାନଂକର ଜୀବିକା କ'ଣ।
    କିଛି ଓକିଲାତି କରନ୍ତି।
    ଆଉ ଅନ୍ଯ ଅନେକଂକ ଜୀବିକା(ବ୍ଯବସାୟ) ଆପଣମାନଂକ ରାଜନୀତି ସଂପ୍ରୁକ୍ତିରୁ ପରିପ୍ରୁଷ୍ଟ।
    ବାପ ଦେଶ ସେବା କରି କରି ମାଟି କାମୁଡିଲାବେଳକୁ ପିଲାଏ ହାଜର।
    ଅତି ଉଚ୍ଚ ବେତନର ନୌକରୀ କୁ ଅଧା ବୟସରେ ଛାଡି ସନ୍ତାନ ମାନେ ଗରୀବସେବା କରିବାକୁ ବାପା/ମା ଡାକରାରେ ରାଜନୀତି କୁ ଆସିଯାଉଛନ୍ତି।
    ଦୁଃଖ ଲାଗେ, ଆମେ ୟଂକୁ ନାହିଁତ ତାଂକୁ ଭୋଟ ଦେବୁ ଇ ଦେବୁ।ଅଧିକାର ମିଳିଛି ନା !
    ତାପରେ, ନେତାଏ ଯେମିତି ନଚେଇବେ ନାଚିବୁ।
    ରାସ୍ତା ରୋକୋ- ହଁ
    ଭଂଗାରୁଜା କର- ହଁ
    ଟ୍ରକରେ ସଭା ଯାଗାକୁ ଚାଲ- ହଁ।
    ଅଂଚଳକୁ କିଛି କଳକାରଖାନା ଆସିଲେ ବିଲ୍ କୁଲ୍ କରେଇଦିଅନି- ହଁ।

  • @unlimitedentertenment6398
    @unlimitedentertenment6398 2 года назад

    ହଉ ଶୁର ଅଜା ଚାଲ ହରିଣ ବେଡା ଯିବା

  • @prafullakumarpradhan8129
    @prafullakumarpradhan8129 2 года назад

    Came your next part

  • @jagannathsahoo2043
    @jagannathsahoo2043 2 года назад

    Congress coming

  • @bikramjani3052
    @bikramjani3052 2 года назад

    Sura bhai ବହୁତ୍ ଠିକ୍ କଥା କହୁଛନ୍ତି। Police ର dum ଆଜି ଜାଣିଲି 🤣🙏🤝🏻💐

    • @manamohanmohapatra4665
      @manamohanmohapatra4665 2 года назад +1

      na bhai police ra dum nahin aamemane hata kholu nahanti mada ku mahadevnkr dar

  • @gatikrishnamohanty8593
    @gatikrishnamohanty8593 2 года назад +13

    Assembly in Odisha is not at all required for the ruling party. The present session is just a formality to maintain the minimum days..

  • @jyotiprakashdas7295
    @jyotiprakashdas7295 2 года назад

    Surabhai ok

  • @janatasamachar1052
    @janatasamachar1052 2 года назад

    ବିଜେଡିକୁ ହଟାଉନ କାହିଁକି l

  • @netranetra4111
    @netranetra4111 2 года назад

    ଏ ବିଜେଡି ସରକାର ସମ୍ପୂର୍ଣ୍ଣ ଦାୟୀ

  • @bmmultipleofficial
    @bmmultipleofficial 2 года назад

    We need president rules immediately in Odisha

  • @sudhakarpalei6598
    @sudhakarpalei6598 2 года назад +5

    Tomokubi hobo

  • @prabhatnayak9488
    @prabhatnayak9488 2 года назад

    ଭାଜପା ଦଳ ଜିଦଵାଦ

  • @prabhatnayak9488
    @prabhatnayak9488 2 года назад

    ସୁର ଭାଇ‌ କଥା ଭଲ ଲାଗେ ନାହିଁ

  • @mkbr1701
    @mkbr1701 2 года назад

    ମାଗିଆ ନବୀନ କୁ ଳାଜ‌‌‌ ଅଛି କି ନାହିଁ

  • @paulpanigrahi3359
    @paulpanigrahi3359 2 года назад +1

    ବିଧାନସଭା କାହା ପଇସା ରେ ଚାଲୁଛି ମୁଖିଆ କଣ ଜାଣୁନି ?

  • @brentertainment8380
    @brentertainment8380 2 года назад +5

    Nabin banda ra bala ku opadi dia

  • @gopipattnayak3038
    @gopipattnayak3038 2 года назад

    Right.... Mishra ku bahar kara

  • @debendrasahoo7124
    @debendrasahoo7124 2 года назад

    Rijain dele samsyara samadhan heijibaki sar

  • @bjayakumarswain962
    @bjayakumarswain962 2 года назад +6

    Suraksha aja tuma pali asuchhi apekhya kara

  • @bapun204
    @bapun204 2 года назад +8

    Odisha police ta lancha khiya choro ✍️

  • @thakurpatra4058
    @thakurpatra4058 2 года назад +2

    BJD SARKAR MURDABAD

  • @Raja.Arya.1959
    @Raja.Arya.1959 2 года назад

    ଆପଣକଂଗ୍ରେସ ଦଳ ପ୍ରତି ଗାଁକୁ ଯାଇ ଏ କଥାକୁ ଜଣାନ୍ତୁ

  • @sudarshansahoo1860
    @sudarshansahoo1860 2 года назад

    Right Sura Sir

  • @ishwarsa51
    @ishwarsa51 2 года назад

    Very nice speech

  • @a.sartist283
    @a.sartist283 2 года назад

    Need president rules

  • @manojkumarnaik5229
    @manojkumarnaik5229 2 года назад

    Odisha re emergency lagu kara jau.

  • @Daily_vlogs434
    @Daily_vlogs434 2 года назад

    Good job

  • @pratapbishi5877
    @pratapbishi5877 2 года назад

    BJd hataaooooooo

  • @swarupdas8591
    @swarupdas8591 2 года назад

    Andolan ku ahuri tibratar kariba uchit

  • @ashwanipradhan3397
    @ashwanipradhan3397 2 года назад

    Jay Jagannath Jay anata Jay ho

  • @akshayasahoo8251
    @akshayasahoo8251 2 года назад

    Madi chala 👍🏽👍🏽

  • @Biswajit_9937
    @Biswajit_9937 2 года назад

    Odisha re Am admi party ku vote Diya

  • @manoranjanlenka2552
    @manoranjanlenka2552 2 года назад

    Odisha gariba loka bujhiparunahanti karana tanku sikhita karibaku diajauni

  • @sasmitabehera3037
    @sasmitabehera3037 2 года назад +1

    Congress, BJP kuha nahi ekathi ladha bjd ku hatao sarkar badalile odisha unati heba 21 years re kichi unati nae

  • @nihardalai735
    @nihardalai735 2 года назад

    ତମେ କଣ ଟିକି ପିଲା ତମକୁ ହାତ ଧରି ଡାକିବାକୁ ପଡ଼ିବ

  • @ommsaiodiavideo7479
    @ommsaiodiavideo7479 2 года назад +4

    Naveen odisa ru gole balo khaibo

  • @madhabanandasahoo7737
    @madhabanandasahoo7737 2 года назад

    Lajya

  • @swapankumarsingadar9204
    @swapankumarsingadar9204 2 года назад

    Nabin Pattnaik jindabad