ଧରାପଡିଲା ଯୋଗାଣ ମନ୍ତ୍ରୀଙ୍କ ମିଛ, ଧରାପକାଇଲେ ଖୋଦ ମୁଖ୍ଯମନ୍ତ୍ରୀ ମୋହନ ମାଝୀ | Nandighosha TV
HTML-код
- Опубликовано: 2 дек 2024
- #krushnachandrapatra #mohanmajhi #nandighoshatv
ଯୋଗାଣ ମନ୍ତ୍ରୀଙ୍କ ମିଛ ଧରା ପକାଇ ଦେଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪୦ ଲକ୍ଷ ପରିବାର ଏଯାଏ ପିଡିଏସ୍ ଚାଉଳ ପାଇ ନଥିବା ସମୀକ୍ଷା ବୈଠକରୁ ଜାଣିବାକୁ ପାଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଲୋକଙ୍କୁ ଚାଉଳ ମିଳିଥିବା ନେଇ ବାରମ୍ବାର ମିଛ କହି ଚାଲିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ଏ କୃଷ୍ଣ ପାତ୍ର କୁ କଥା କହିବା ଜଣା ନାହିଁ ଏଇଟାକୁ ପୁଣି ମନ୍ତ୍ରୀ ପଦ ଛି ଲଜ୍ୟା ଲଜ୍ୟା ଘୋର ଲଜ୍ୟା
ମୋଦୀ ର ହାୱା ରେ ଭୋଟ ଜିତୁଛନ ହୋ ଭାଇ ଏମାନେ
Jumlabjp ok 😂😂😂😂😂😂😂😂
ପ୍ରଭୁ ଶ୍ରୀ ଜଗନ୍ନାଥ ଏ ଗରିବ ମାନଙ୍କୁ ଏ jumla ସରକାର ଠାରୁ ରକ୍ଷା କର
ବିଜେପି ମୁକ୍ତ ଭାରତ ଆବଶ୍ୟକ
Jumlabjp pm ok thanks 😂😂😂😂😂😂😂😂😂
ଯୋଗାଣମନ୍ତ୍ରୀଅତିଶୀଘ୍ରଇସ୍ତଫାଦେବା ଦରକାର ଜୟ ବିଜେଡି
ଓଃ.. କି ଦୁଃଖଦ ଘଟଣା ! ଏହି ସରଳ ନିରୀହ ଲୋକଙ୍କର କ୍ରନ୍ଦନ ରୋଳ ହୃଦୟକୁ ବିଦୀର୍ଣ୍ଣ କରି ପକାଉଛି l 🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
ତା ମୁହଁକୁ ଦେଖିଲେ ଲଗୁଛି ଇଏ ହେଲା ମିଛୁଆଙ୍କ ସର୍ଦ୍ଦାର
BJP hatao
ବିଜେପି କହୁଛି ୫୦ ବର୍ଷର କାମ ଆମେ ୫ ବର୍ଷରେ କରିକି ଦେଖାଇଦେଵୁ ୫ ବର୍ଷ କଣ ୫ ମାସରେ ଆମେମାନେ ଦେଖିସାରିଲୁଣି ୫ ବର୍ଷ ବେଳକୁ ଦେଖିବା ଆଉ ସହିବା ବଡ ମୁସ୍କିଲ ହୋଇଯିବ ହେ ଜଗନ୍ନାଥ ବିଜେପି ସରକାର ଭାଗିଯାଉ ନଚେତ ଏମାନଙ୍କୁ ସଦବୁଦ୍ଧି ଦିଅ କିଛି ପରିବର୍ତ୍ତନ ହୁଅନ୍ତୁ
Nabin sar ❤❤❤❤❤❤
ଏହି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଖାଲି ମିଛ କହୁ ଛନ୍ତି। ଲୋକେ ଗଛ ରେ ବାନ୍ଧି ରଖିବା କଥା।
😅😅
Jauna bandhiba... Gandire jora aachi
ଅତି ଦୁଖଦ ଘଟଣା ସତରେ ,ଯୋଗାଣ ମନ୍ତ୍ରୀଙ୍କ ବୟାନ ଅତ୍ଯନ୍ତ ନିନ୍ଦନୀୟ ।
ନବୀନ sir super Hiro odisha re ❤❤❤❤ thanks
ଯୋଗାଣ ମନ୍ତ୍ରୀ ନା ଯୋଗାଡ ମନ୍ତ୍ରୀ 🤔
ଯୋଗାଣ ମନ୍ତ୍ରୀ ପାଗଳ ମିଛୁଆ
ମୁଁ ବିଜେପି କୁ ଭୋଟ ନ ଦେଇ ଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି କାରଣ ଦେଶ ତଥା ରାଜ୍ୟ ର ବିନାଶ ରେ ମୋର ହାତ ନାହିଁ 🙏😊
ଧନ୍ଯବାଦ ,ଆପଣ ସ୍ୱାଭିମାନୀ ହୋଇଥିବାରୁ ବିଜେପିର ଲୋଭ ଛୁଇଁ ନାହିଁ।
Abe sarakari kana debe taha grahana karibe ki nahi ?
ବିଜେଡି ଜିନ୍ଦାବାଦ
ଯୁଗଆଣ ମନ୍ତ୍ରୀ ପଦ ସହିତ ତାହାର ବିଧାୟକ ପଦ ରୁ ବାହାର କରାଯାଉ
ଆଉ ଭେଟ ଦିଅନି ବିଜେପି କୁ
ସେଇ ପାତ୍ର ବାବୁ ଯୋଗାଣ ମନ୍ତ୍ରୀ କହିଥିଲେ ମୋହନ ମୁଣ୍ଡରେ କିଛି ନାହିଁ କେବଳ copy paste ତେଣୁ ତାଙ୍କ ବିରୋଧରେ ମୁଖ୍ୟ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ତ😂
Thank u sir❤❤
Very good bjd
ବିଜେପି ହଟାଅ
A great thank you to Ntv
Krushna Patra ku Tankua jau diajau.
Real impact of high inflation in india
ହେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଆପଣ ପରା ଜଣେ ଆଦିବାସୀ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହଇ ଆଦିବାସୀଙ୍କୁ ଅନାହାର ରେ ମାରୁଛ !ତୁମେପରା କହିଥିଲ ମୁଁ ଜଗନ୍ନାଥ ଓଡିଶା ର ଗରିବ ନିରୀହ ଆଦିବାସୀଙ୍କୁ ଅନାହାର ରେ ମାରି ଓଡ଼ିଆ ଅସ୍ମିତା ର ପରିଚୟ ଦେଇ ଲାଜ ଲାଗୁନାହିଁ କି ?
ଧନ୍ଯବାଦ ସିଏମ ସାର
ଯୋଗାଣ ସହାୟକ ମାନଙ୍କୁ ଅନ୍ୟ ବ୍ଲକ କୁ ବଦଳି କରାଯାଉ। ଏମାନେ ନିଜ ପଞ୍ଚାୟତ ରେ ରହି ସାଧାରଣ ଜନତା ମାନଙ୍କୁ ହଇରାଣ କରୁଅଛନ୍ତି, ଅନ୍ୟତ୍ର ବଦଳି କଲେ ଆଉ ମନମାନି କରି ପାରିବେ ନାହିଁ।
Bjp hotao odisha bancho
BJP re michua chora achanti👍 odisha laka ku baka re maribe BJP sarkar
GURUDEV aap k knowledge Kamal ka hai
Aap jarur subh Gobar khate honge 🤭
ସମସ୍ତେ ଜାଣିଛନ୍ତି ବିଜେପି ଦଳରେ 75ଭାଗ ମିଛୁଆ ଆଉ ଗାଲୁଆ
Good news
ଯାତ୍ରା. ପାର୍ଟି. ବିଜେପି. ସରକାର
ପ୍ରଭୁ ଶ୍ରୀଜଗନ୍ନାଥ ଏ ଗରିବ ନିରୀହ ଲୋକ ମାନଙ୍କୁ ଏ jumla ସରକାର ଠାରୁ ରକ୍ଷା କର ଜୟ ଜଗନ୍ନାଥ
Jay Naveen pattnayak babu Jay Bjd 🙏🙏🙏👍👍👍♥️♥️♥️
କାହାକୁ ଆକ୍ଷେପ ଵା ପ୍ରତିଆକ୍ଷେପ ନକରି ସମସ୍ୟାର ସମାଧାନ କରିବା ଦିଗରେ ସରକାର କାମ କଲେ ଲୋକ ଉପକୃତହେବେ.
Jay Jagannath
ଜୟ ଜଗନ୍ନାଥ,,,, ଜୟ ବିଜେଡି,,,, ଜୟ ନବୀନ ସାର,,,,,, ଜୟ ବିଜେଡି ଅଲ ପରିବାର,,,,,,, ବିଜେପି ହଟାତ ଓଡିଶା bancho
Bjp rahile Rajya au desha kichi rahibani
Jumala sarakara
Now very shame
BJP ହଟାଅ ଓଡ଼ିଶା ବଞ୍ଚାଅ
Tauter Sarkar
Ajogya sarkar. Besahara janata.
ବିଜେପି ହଟାଅ ଓଡିଶା ବଞ୍ଚାଅ ଓଡିଶା ବାସି 🌹ଜୟ ନବୀନ 🌹
ଆଳୁ ମନ୍ତ୍ରୀ ପୁରା ଅଲଜ୍ୟl । ସେ ନିଜର ଲୋକପ୍ରିୟତା ଯୋଗ୍ୟତା ଓ ଗ୍ରହଣୀୟତା ପରୀକ୍ଷା କରନ୍ତୁ ଏବଂ ତଦନୁଯାୟୀ ନିଷ୍ପତ୍ତି ନିଅନ୍ତୁ ଯେ ସେ ମନ୍ତ୍ରୀ ପଦରେ ରହିବା ଉଚିତ୍ ନା ଅନୁଚିତ୍ ।
Bjp aparagata sarakar
ବିରଧୀରେଥିଲାବେଳେବହୁତକଥାକହୁଥିଲ, ଏବେପାଟିରେକଣବାଜିଛି
ଅଯୋଗ୍ୟ ସରକାର
ଯୋଗାଣ ମନ୍ତ୍ରୀ ଇସ୍ତପା ଦେବା ଦରକାର
Jay Nabin 🙏
He prabhu jagannath
M.g.bjp
B j p west
What more is expected from the ministers of Bharatiya Jatra Party
ପ୍ରତି କଣ୍ଟ୍ରୋଲ ରେ ଗହମ ଦବା ବାହାନା ରେ ଚାଉଳ ଅଧା ଦେଲେ ଲୋକେ ଖାଉଟି କଣ୍ଟ୍ରୋଲ ରେ ଧାଡ଼ି ଲଗାଇ 5/6 ଘଣ୍ଟା ଠିଆ ହୋଇ ଅଧା ଚା ଉ ଳ ନେଲେ ,ଗହମ ବାକି ରହିଲା ହେଲେ ଏ ବେ ଗହମ ମନା କଲେଣି,ପୁଣି ଚା ଉ ଳ ପାଇ ଆ ଉ ଥରେ 4/5ଘଣ୍ଟା ଲାଇନ ରେ ଛିଡ଼ା ହେବାକୁ ପଡ଼ିବା,
Immediately ଇସ୍ତଫା ଦିଅନ୍ତୁ ministers
ବିଜେପି କିଛି କାମକରି ପାରିବ ନାହିଁ ସୁଭଦ୍ରା ୟଜନ ଗୁଟେ ମହିଳା ମାନଙ୍କର ବୋଟବେଙ୍କ ତୀୟରି ପାଇଁ ଗରିବଲୁକର ସୟତା ପାଇଁ ନୁହେଁ ଜଉ ଗରିବକୁ ସେଇଗରିବ ବବିତିଲୁ ବିଜେପି ସରକାର ଗରିବଙ୍କ ସରକାର ହେଲେ ଉଲଟା ସରକାର ଜଉ ଧନିକୁସେଇ ଧନୀ ଯାହାର କାଇବା ନାହିଁ ଟିକେ ଚିନ୍ତା ଯାହାର ଗୋର ନାହିଁ ଟିକେ ଚିନ୍ତା କର ଓଡିଶାର ମଙ୍ଗଲ ହେଉ jay jagannth ଆମ ରାୟଗଡା ଜିଲ୍ଲା
ପୁଣି ଥରେ ଇଲେକ୍ସନ ହଉ
😅😅
ବିଜେପି ସରକାର ଭାଙ୍ଗିଯାଇଛି
ଯଦି ମରିଗଲେ କଣ ଭାସିଗଲା. ମରନ୍ତୁ. ଖାଦ୍ଯ ଅଭାବ ପଡିଲାଣି.
Right
ନିଜ ଘର ଚଲାଇବାକୁ ଯୋଗ୍ୟତା ନାହିଁ । ଏ ଦେଶ ଚଲେଇବ ତୁମକୁ ଲାଜ ଲାଗୁନି।
ଅଲଗା କାର୍ଯ୍ୟ ରେ ମୁଣ୍ଡ ନ ଖେଳେଇ ନିଜ ବିଭାଗ ର କାର୍ଯ୍ୟ ବୁଝନ୍ତୁ ।
ଏ ମୁଖ୍ୟମନ୍ତ୍ରୀ ବହୁତଭଲ ତାକୁ ଏସଳାପୁରୁଣାଚୋର ତାକୁବଦନାମକରିଦେଵେ
ରାଇଟ ଡକାୟତ ଙ୍କ ଶାସନ ଚାଲିଛି
Eta ki bala minister je lokanka katha bujhiba....
👍👍👍👍👍
କୀଏ ମଦ ପି ମରୁଛନ୍ତି ଆମଟାକୁ ଖାଇ ମରୁଛନ୍ତି 😢😢😢
B j p ra neta Mane sabu michhuaa
Jabjd
ୱାର୍ଡ ମେମ୍ବର ହେବାର ଯ୍ୟୋଗତା ନାହିଁ । ତା କୁମନ୍ତ୍ରି ମନ୍ତ୍ରୀ ପଦ ଦେବା କଥା ବିଜେପି ଦାଈ।
ନାଣ୍ଡିଆ ଟିଭି କୁ ban କରାଯାଉ
ସବୁଠୁ ବଡ଼ ମିଛୁଆ ଏ news channel
ଆମେ ଗୋଟିଏ ହେଲେ ସରକାରୀ ସାହାଯ୍ୟ ମିଳୁନାହିଁ କିନ୍ତୁ ଆମେ କେବେ ନ ଖାଇ ରହୋନୁ
ହାରାମି ମନ୍ତ୍ରୀକୁ ଗଛ ବନ୍ଦୀ ପିଟିବା କଥା
Galua no 1
Bjp hotao
Tankadhara bahut golia ghantia katha kahuchhanti. Tanka katha tike padaku anantu.
Argus news chanel a news ku dekhau ni kanhiki
ଠିକ୍ କହିଛନ୍ତି ସାର
AkalijugaMaagih___&Sarkar
Odisha bachao
Bahut dukar khabar
Mukhiya mantntri adivasi
ଆଉ ଦାନମଝି ବିଷୟରେ କିଛି କହିବେ କି
Jaya Sree Jagannath Jaya Belajya BJP Sarakara, Galumadhaba Jogana Mantri
Adivasi
When Odisha's image is tarnished in the event of death due to intake of non eatables;Mohan should take stern actions against Supply Minister.
Odisha re abe anahara murteu haba🎉🎉🎉🎉
Bjd only
Jatra party team
Aadivasi Pani jiti Lo chalu
ଆମ municipality ରେ ୩ ମାସ ହେଲାଣି ଚାଉଳ ମିଳିନି ୭ ଦିନ ହେବ ମାଣ୍ଡିଆ ମିଳିଲା।
Jogan mantri ku dekhile khaiba milibani. Sabu ajogy mantri heichhanti. Lok hasa team.
Sata katha taku michha kahithiba jogan mantrinku CM jotamari mantrimandalaru bahar karantu.
We need bjp free odisa
ଗିଆନ ନାହିଁ
Se jogana mantri tara jogyata achhi mantri hebaku
Michhu sarkar michha kahibani kn karibe
Sundar garh distick re bi rice mili na hi
Tame sabu kahucha, otv ta kahuni A bisaya re