SUDHANSHU@8: ଧାନ କିଣା ଖବର କଣ ? || FOCUS PLUS ||

Поделиться
HTML-код
  • Опубликовано: 20 ноя 2024

Комментарии • 14

  • @pabitrarout5835
    @pabitrarout5835 День назад +3

    ମୁଖ୍ୟମନ୍ତ୍ରୀ ଙ୍କ ଅପାରଗତା ପାଇଁ ଯୋଗାଣ ଏବଂ ସମବାୟ ବିଭାଗ ସ୍ଥାଣୁ ପାଲଟିଛି, ମୋହନ ମାଝୀ ଙ୍କୁ କେହି ବଦନାମ କରିବାକୁ ଚେଷ୍ଟା କରୁନାହାନ୍ତି ସେ ନିଜପାଇଁ ନିଜେ ବଦନାମ ହେଉଛନ୍ତି, ଆପଣ ବିଜେପି ର ଗୁମାସ୍ତା ବୋଲି ସେହିପରି ଜଣାଯାଉଛି

  • @purnapradhan1549
    @purnapradhan1549 День назад +2

    CM,Ministers and MLAs can't do anything,if officers not help to government.

  • @goutamkaran7863
    @goutamkaran7863 День назад +2

    ମୋହନ ସରକାର ଭଲ ଲୋକ କିନ୍ତୁ ତାଙ୍କୁ ବିଜେଡି ର ସଵୁ ଅଫିସର ଅଛନ୍ତି ସେମାନେ ଚାହୁଁଛନ୍ତି ମୋହନ ସରକାର ରହିଲେ କିଛି ଖାଇ ପାରିଵେ ନାହିଁ ସେଥିପାଇଁ ଏମିତି କରୁଛନ୍ତି

  • @RajkishorMahapatra-pp9xw
    @RajkishorMahapatra-pp9xw День назад +2

    ସେଠି ପୁରୁଣା ବିଜେଡି ଅଫିସର ଅଛନ୍ତି ଇଏ କଣ ଜାଣି ପାରୁ ନାହାନ୍ତି 😂

  • @basantakumarpanda9022
    @basantakumarpanda9022 19 часов назад

    ସରକାର ଯେତେ ବାହାପିଆ କଥା କହିବେ ସେତେଫସିବେ ।

  • @KshirodSahu-y4l
    @KshirodSahu-y4l День назад

    Naveen.babubahutbhala

  • @sudamcharanprusty
    @sudamcharanprusty 23 часа назад

    ନିଜେ ଅପାରଗ। ଅନ୍ୟ ର ଦୋଷ ଦେବା ଠିକ ନୁହେଁ। ଚାଲି ନ ଜାଣି ବାଟର ଦୋଷ।
    ଖାଲି ପୂର୍ବ ସରକାର ଏମିତି କରିଥିଲା ସେମିତି କରିଥିଲା କହି 5 ବର୍ଷ ବିତାଇ ଦେଵ
    ତୁମେ ପର। 9 ବର୍ଷ ପାଟ ନର ଥିଲ ପୂର୍ବ ସରକାରରେ।
    ବହାପିଆ ମାରୁ ଛ କଣ।ଲୋକଙ୍କ ପାଇଁ କାମ କର। 5 ମାସରେ 500 ଅଭିଯୋଗ ତୁମ ସରକାର ନାଁ ରେ

  • @PurusottamSahu-x9t
    @PurusottamSahu-x9t День назад

    Dhanara ret badiba ta jadi badiba tahele deri kahiki bhata o bijuli pari dhana madhya Rahi jibani ta

  • @anantaprasad1195
    @anantaprasad1195 День назад

    Chasinki kete dabaki baga dakoucha michua kichi debani

  • @umakantabehera7734
    @umakantabehera7734 День назад

    Mukyamantri bi thika nuhanti au kahaku kahiba

  • @BasantaBehera-gl3li
    @BasantaBehera-gl3li День назад

    ଧାନ କିଣା ବି ଗୋଟେ ଯୁମୂଲ୍ଲl 😂😂😂😂😂

  • @saktikantabal143
    @saktikantabal143 17 часов назад

    Bjp maduaa