Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଦୟାକରି ଖବରକୁ ନେଇ ଆପଣଙ୍କ ମତାମତ ଜଣାନ୍ତୁ
ତୁ ବି ମୂର୍ଖ ଟା..!!ସେଠାରେ ଆହୁରି ତ୍ରୁଟି ଥିଲା ତୁ ଖୋଜି ପାଇ ପାରିଲୁ ନାହିଁ... ଖାଲି ସଂସ୍କରଣ,ସଂସ୍କୃତି ଆଉ ଅସ୍ମିତା ବନାନ୍ ଭୁଲ୍ ନାହିଁ....""ଐତିହ୍ୟ"" ବନାନ୍ ବି ଭୁଲ୍ ଅଛି
ଇଏ ଗୋଟେ news chanel ହା ହା, ତମର ଏଠି କଣ କାମ ନିଶା ମହାରଣା,ସାହୁ ଭାଉଜ, ସୁର ଭାଈ, ତୁ ଯା ସେଠିକି
Very good
ମୋତେ ମୋ ବକ୍ତବ୍ୟ ଦେବାର ସୁଯଗ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ❤❤❤
ଏଇଟା ଦୀର୍ଘ 24ବର୍ଷ ର ଶିକ୍ଷା
ସତ୍ୟ ସାମ୍ବାଦିକ ବାବୁ
ଧନ୍ୟ ସାମ୍ବାଦିକ ବନ୍ଧୁ
ସଂସ୍କରଣ ଐତିହ୍ୟ ଅସ୍ମିତା
ଅଶ୍ମିତା
@@paramanandabehera7961ଭୁଲ
ବହୁତ ଚମତ୍କାର ଉପସ୍ଥାପନା କରିଛନ୍ତି ।ଏହି ଭୁଲ ପଛରେ ମୁଁ ଭାବୁଛି, ଯଦି ପ୍ରକୃତ ଓଡ଼ିଆ ଭାଷା ଜାଣିଥିବା ସରକାରୀ ଲୋକ ଏ ପ୍ରିଣ୍ଟିଂ କୁ ଲଗା ହେବା ଆଗରୁ ଦେଖିଥିଲେ,ଏପରି ଏକ ବିରାଟ ଭୁଲ କୁ ରୋକାଯାଇ ପାରିଥାନ୍ତା ।ଆମ ଓଡିଶାରେ ଯଦି ଓଡ଼ିଆ ଅସ୍ମିତା କୁ ସର୍ବାଗ୍ରେ ରଖିବାର ଅଛି,ତାହେଲେ ଆପଣ ଦେଖେଇ ଥିବା ବ୍ୟାନର କୁ ଯେଉଁ ସରକାରୀ ବାବୁଙ୍କ ତଦାରଖ ରେ ଲଗା ଯାଇଛି,ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପଯୁକ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବା ନିହାତି ଦରକାର ଯା ଦ୍ୱାରା ଆଗାମୀ ଦିନରେ ଏପରି ଭୁଲ ର ପୁନରାବୃତ୍ତି କୁ ରୋକା ଯାଇ ପାରିବ ।
ଓଡ଼ିଆ ଅସ୍ମିତା ଚୁଲି କୁ ଯାଇସାରିଛି
Odisha people don't know odia properly.
ଅସ୍ମିତା @@purnapradhan1549
ବିଜେପି 5ବର୍ଷ ପାଁଇ
Right bhai
Agaru foreign asmita thila
SC ST କୁ ବଡ଼ ପଦ ଦେଇକି ଖାଲି ଗେମ୍ ଖେଳିଲେ Remote Control ପରି use କରୁଛନ୍ତି ତା ଛଡ଼ା ଆଉ କିଛି ନାହିଁ ରେମୋଟ ହିସାବ ରେ କାଠ କଣ୍ଢେଇ ପରି ନଚେଇବା ପାଇଁ ଆଉ SC ST କୁ ଲୋକ ହସା କରିବା କୁ ଖୁବ୍ ସୁନ୍ଦର ପ୍ଲାନ୍ କରୁଛନ୍ତି
😂ryt
I'm agree with u bro
Jeo loka eita print kari6nti.se loka ro job au jibana danger re achhi😂😂😂
Tanku mukhyamantri karithiba magiha gudaka kn SC,ST na Anya caste
Right
ଶିକ୍ଷା ମନ୍ତ୍ରୀଙ୍କର ଓଡିଆ ଶିକ୍ଷା ଶୁନ
ଆପଣଙ୍କର ଶୂନ ଉପରେ ଟିକେ ନଜର ପକାନ୍ତୁ
Apananka odia gyana b pur sunya
CM , ଙ୍କୁ କେହି ମାନୁ ନାହାଁନ୍ତି, ସେହି ଦଳର ନେତା ହିଁ ଅଶିକ୍ଷିତ, ଓଡ଼ିଆ ଅସ୍ମିତା କୁ କି ଶିକ୍ଷା ଦେବେ,
😂😂kichi minister bi manunahNti
ଠିକ୍
ଧାନ କଟା ଛୁଟି ରେ ଅଛନ୍ତି ଆମ ମହନ ବାବୁ 😅
ପୂର୍ବ ମୁଖ୍ୟମନ୍ତ୍ରୀ ଶିକ୍ଷିତ ହୋଇ କଣ କାରିଥିଲେ କି 25ବର୍ଷ ଧରି
ବିଜେଡି ର ନେତାମନ୍ତ୍ରୀ cm ନବୀନାକୁ ମାନୁଥିଲେ କି
ଲଜ୍ୟା ଲଜ୍ୟା ଆଜ୍ଞା
ଯେଉଁ ରାଜ୍ୟରେ ଶିକ୍ଷା ମନ୍ତ୍ରୀ ଅଶିକ୍ଷିତ ହୋଇଥିବ ସେହି ରାଜ୍ୟରେ ଏପରି ଲେଖା ହେବ ।
କେମିତି ଜାଣିଲେ ମନ୍ତ୍ରୀ ଅଶିକ୍ଷିତ ବୋଲି।
@@mrutyunjayasamal640pathua murkha😂
@@snigdhamohanty6063 ବ୍ୟାନର କଣ ସିଏ ପ୍ରିଣ୍ଟ କରି ଲଗାଇଛନ୍ତି କି? ହଁ ଏଇଟା ବିଭାଗର ଭୁଲ୍। ବିଭାଗ ମୂଖ୍ୟ ସୁରଜ୍। କିନ୍ତୁ ତାଙ୍କୁ ମୂର୍ଖ କହିବା ଠିକ୍ ନୁହଁ।
Bhai eita jie lekhichi, taku ta bjp wala kahithibe eita lekhiba pain, bjp hin murkha, 😂😂😂@@mrutyunjayasamal640
Sikyamantri jai banner print karithile nihati.....sala kemiti janiparilani nahi....
ଆମ ଓଡ଼ିଶାର କଣ ଅସ୍ମିତା ଆଉ ଅଛିକି ଚୁଲୀକୁ ଯାଉ ମୁର୍ଖମନ୍ତ୍ରୀ ଓଡ଼ିଶାକୁ ବିକି ସାରିଲେଣି 😭😭😭😭
ସୂର୍ଯ୍ୟବଂଶୀ ସୁରଜ୍ ❌ ସୁରଜ୍ ସେଠୀ ✅
SALUTE SIR
Dhoba luga safa loko
😂
😂😂
To Bhaunira jete bele period hua sehi Dhoba luga Dhoile to Bhauni pabitra hua bujhilu , Mantri ku akhep kar jatiku nuhen@@Prakash-r7j
ଆମ ମୁଖ୍ୟମନ୍ତ୍ରୀ ଜଣେ ରବର ଷ୍ଟାମ୍ପ |କେଇ ଭାବୁନାହାନ୍ତି ସେ ଜଣେ ଆମ ମୁଖ୍ୟମନ୍ତ୍ରୀ |
ଏମାନେ ମୂଖ୍ୟମନ୍ତ୍ରୀଂକୁ ମାନୁ ନାହାନ୍ତି କି ମୂଲ୍ୟ ଦେଉ ନାହାନ୍ତି।
ଧନ୍ୟବାଦ ସାମ୍ବାଦିକ ଭାଇ ତୁମ ଭଳି ଲୋକ ଅଛନ୍ତି ବୋଲି ସଂସାର ଚାଲିଛି । ଆପଣଙ୍କ ସହ ଭଗବାନ ଅଛନ୍ତି 'ଆମ ଆଦିବାସୀ ହରିଜନ ମାନଙ୍କୁ ସବୁ ବୋକା ଭାବୁଛନ୍ତି ।
ଅସ୍ମିତା ର ଅର୍ଥ ଏ ମୂର୍ଖ ଦଳ କଣ ବୁଝିବେ?
Banda khai bu
@ChandrakantMallik-v6b ତୁ ଖା ଅସ୍ମିତା ଅସ୍ମିତା କହି।
ଅତି ସୁନ୍ଦର ଖବର। ଏମାନେ କଥା କୁହା କପିଳା। ନିଜେ ତିଆରି କରିଥିବା ମୁଖିଆକୁ ଖାତିର କରୁନାହାନ୍ତି। ଏମାନେ ରାଜ୍ୟ କଥା ବୁଝିବେ କେମିତି।ଧନ୍ୟବାଦ୍ ନିଉଜ ଚ୍ୟାନେଲକୁ
ବିଜେପି ସରକାର ହୀନ ରାଜନୀତି କରୁଛି ଓ ଓଡ଼ିଶା ବାସୀ ଙ୍କ ସହ ପ୍ରତାରଣା କରୁଛି।
ଶିକ୍ଷାମନ୍ତ୍ରୀଙ୍କ ଶିକ୍ଷା ର ଅଭାବ
😂😂❤
ମୂର୍ଖକୁ ଶିକ୍ଷା ମନ୍ତ୍ରୀ କର। ଯିଏ ବେକାର ଥିବ ତାକୁ ନିଯୁକ୍ତି ମନ୍ତ୍ରୀ କର।
ବା ବା ଇଏ ହଉଛି ଆମ ଓଡ଼ିଆ ଆଶ୍ମିତା ଭାଇ 🙏🙏🙏❤❤❤ ଭାଇ ଇଏ ହେଲା ଡବଲ ଇଂଜିନ ଡବଲ ଧମାକା!!! ଆପଣ ପଢିଲା ବେଳେ ଡବଲ ମିନିଙ୍ଗ ରେ ପଢ଼ି ଦିଅନ୍ତୁ ସବୁ ଠିକ ହେଇ ଯିବ 🙏🙏🙏
ଧନ୍ୟବାଦ. ଉତ୍ତମ ପଦକ୍ଷେପ। ମାଡିଚାଲ
ଓଡ଼ିଆ ନ ଜାଣି, ଓଡ଼ିଆ ଅସ୍ମିତା କହି ରାଜନିତି କରିବା ମୁର୍ଖତା।
ଏ ସରକାର ଙ୍କ ଠୁ ଓଡିଶାକୁ ବଞ୍ଚାଅ ନହେଲେ ଶ୍ରୀଲଙ୍କା ପରିସ୍ତିତି ହବ ...ଛି
ଏଥିରେ ଓଡ଼ିଶାବାସୀ ବିଚଳିତ କିମ୍ଵା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଏ ସରକାର ଆରମ୍ଭରୁ ହିଁ ଏମିତି। ଏଠାରେ କେହି କାହାକୁ ମାନୁ ନାହାନ୍ତି।
ଖାଲି ପୂଜା ଯାତ୍ରା କର ଦେଶ ଆଗେଇ ଯିବ ok 🙏🙏🙏
ମୋହନ ମାଝୀ ଜାଣି ଏମିତି ମନ୍ତ୍ରୀ କରିଛନ୍ତି ଆପଣ ଯେତେ ପାଟି କଲେ କଣ ହେବ? ଅଭିଜ୍ଞତା ନ ଥିବା MLA ଙ୍କୁ ମନ୍ତ୍ରୀ କରିବା ଏହା ଫଳ 😂
ବହୁତ ସୁନ୍ଦର ମତାମତ ଭାଈ
ରାଜ୍ୟବାସୀଙ୍କୁ ଲଜ୍ଜ୍ୟା
ଏହି ନେତା ମାନେ ଓଡ଼ିଶାର ଆଦିବାସୀ ଲୋକଙ୍କୁ ଅଣଦେଖା କରୁଛନ୍ତି
Mukhya mantrinka value thile Sina Tanku dharmendra .surya rabar stamp Bhali use karuchhanti
Thik
ବହୁତ୍ ସୁନ୍ଦର୍ ଏମିତି ତଥ୍ୟ ଉପସ୍ଥାପନ କରିଥିବାରୁ 👍 ଓଡ଼ିଆରେ ଢଗ ନାହିଁ ମାଙ୍କଡ ହାତରେ ଶାଳଗ୍ରାମ ଯିଏ ଓଡ଼ିଆ ଅସ୍ମିତା ଜାଣି ନାହାନ୍ତି ସିଏ କଣ ସରକାର ଚଲେଇ ବେ
Total hatao b j p sarkar ku
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ସୁନ୍ଦର ଉପସ୍ଥାପନ 👍👍👍👍
ଐତିହ ଭୁଲ୍ ଅଟେ,ଐତିହ୍ୟ ହେବ ।
ମନ୍ତ୍ରୀ ମାନେ ପାଠ ପଢ଼ିନାହାନ୍ତି
ଆଜି ଦୁଃଖ ଲାଗୁଛି ମୋ ଆଦିବାସୀ ଭାଇ ମାନଙ୍କୁ ସେମାନେ ବୁଝି ପାରୁନାହାନ୍ତି bjp କେବେବି ଆଦିବାସୀ ମାନଙ୍କୁ କେବେବି ଭଲ ପାଏ ନାହିଁ ତଥାପି ଆମେ ତାଙ୍କୁ vote ଦେଉଛୁ ଏହା ଓଡିଶାର କଥା ନୁହେଁ ରାମ ମନ୍ଦିର ପ୍ରତିଷ୍ଠା ରେ ବି ମହାମୋହିମୋ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁକୁ ବି invite ହେଇନଥିଲା
ଖାଲି ଆଦିବାସୀ ମାନଂକୁ ଭୋଟ ପାଇଁ ରାଜନୀତି କରନ୍ତି
BJP has given due importance to tribe.so President of Bharat,CM of odisha is its proof.
Only for statue @@rabindrarath1070
Right brother
@@rabindrarath1070 Nija labha pain
Actual work of Reporter All the best bro..
ସବୁ ମୁର୍ଖ ଯଦି MLA ହେବେ ଏଇଆ ହବ
ଶିକ୍ଷା ମନ୍ତ୍ରୀ ଭାବୁଥିବେ, ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି, ଆରେ ଶିକ୍ଷା ମନ୍ତ୍ରୀ ଓଡ଼ିଶା ମୁଖିଆ ମୋହନ ମାଝୀ , ମୁର୍ଖ
କାହିଁକି ଏ ପରି କଲରେ, ନା ସବୁ ମିଛ ଥିଲା , କେବଳ ଥିଲା ରାଜନୈତିକ ଲୋଭ , ଏହା ସବୁ ସୂଚିତ କରୁଛି । ଧନ୍ୟ ଧନ୍ୟ ତୁମର କାର୍ଯ୍ୟକଳାପ
ରାଜନୀତି ରେ କଥା ଓ କାମରେ ସମାନ ନ ଥାଏ। ବିଜେପି ସେଥିରେ ଏକ ନମ୍ବର। ମୂଖ୍ୟମନ୍ତ୍ରୀ କଣ ଜଡ଼ା କି? କାହିଁକି ଏତେ ଅପମାନ ସହ୍ୟ କରୁଛନ୍ତି?
ସଂସ୍କରଣ, ଐତିହ୍ୟ, ଅସ୍ମିତା
ଭାଇ ଆମ ମୁଖ୍ୟମନ୍ତ୍ରୀ ହାଣ୍ଡିଆ ପିଇବା ପାଇଁ କେନ୍ଦୁଝର ଯାଇଛି
😂😂😂
ଆଣ୍ଡିଆ ନାହି ମୋ ମୂର୍ଖ ଭୁଲ CM ର ନାହିଁ
Nai re bhai Tama gahaku jaichhanti
Mukhya mantri adibasi tenu tame sahibara Shakti harei basichha
@dambarudharnaik4428 ଆରେ ଭାଇ ମୁଁ ବି ଗୋଟେ ଆଦିବାସୀ
BJP ହଟାଅ ଓଡ଼ିଶା କୁ ବଞ୍ଚାଅ ✊
ବିଜେପି ସରକାର ଓଡିଶା କୁ ଲୁଟି ନେବେ
ଆମ ଦେଶକୁ ଏକରି ସମ୍ବାଦ ଦରକାର ❤❤❤❤❤❤❤
ଆଗରୁ ସେ କହୁଥିଲେ ଯେ ସେ ଶିକ୍ଷା ମନ୍ତ୍ରୀ ନୁହଁ ମୂଖ୍ୟମନ୍ତ୍ରୀ ହେଇଯିବେ।
ଏ ଭିଡିଓ ଦେଖେଇ ଥିବାରୁ ଧନ୍ୟବାଦ 🙏 ଉଠ ଉଠ ଆରେ ଉତ୍କଳ ପୁଅ ଶୋଇ ଗଲ ଆଜି କାହିଁ, ଅସ୍ମିତା ଅସ୍ମିତା ମଞ୍ଚେ ଚିଲେଇଲେ ଅସ୍ମିତା କ'ଣ ଜଣା ନାହିଁ।
ବିଜେପିକୁ ହଟାଓ ଦେଶ ବଞ୍ଚାଓ
ଆରେ ବାବୁ ,ଏସବୁ ଦଲାଲ ଙ୍କ ମେଳ ରେ ଜଣେ ନିରୀହ ଆଦିବାସୀ ମୁଖ୍ୟମନ୍ତ୍ରୀ ଶୋଭା ପାଇବା ଉଚିତ ନୁହେଁ ।କାରଣ ମୋହନ ମାଝୀ ଜଣେ ସରଳ ଓ ରିମୋଟ ମୁଖ୍ୟମନ୍ତ୍ରୀ❤
Very good x posch
ସୁନ୍ଦର ଉପସ୍ଥାପନା ଭାଇ..
ସବୁ ମୂର୍ଖ ମାଗିଆ ଯାକ
Very good vai
ଆଦିବାସୀ ସଂପ୍ରଦାୟ cm ବୋଲି ଅଣଦେଖା କରାଯାଉଛି
ଏ ଇ ଟି ଆଛା ଦିନ ଭାଈ।
ଅତି ସୁନ୍ଦର ସମ୍ବାଦ ଭାଇ
ଅସ୍ମିତା ର ଅର୍ଥ କଣ, ଯାହାକୁ ଦେଖ ସମସ୍ତ ଙ୍କ ମୁହଁରେ ଓଡ଼ିଆ ଅସ୍ମିତା, ପାଠୁଆ ଠୁ ଆରମ୍ଭ କରି ଅଣ ପାଠୁଆ ପର୍ଯ୍ୟନ୍ତ ସମସ୍ତ ଙ୍କ ମୁହଁରେ ଓଡ଼ିଆ ଅସ୍ମିତା, ଟିକେ ବୁଝାଇ କହିବେ କି ଏ ଅସ୍ମିତା ର ପ୍ରକୃତ ଅର୍ଥ କଣ???
ଠିକ୍ ପ୍ରଶ୍ନ କରିଛନ୍ତି ତେଵେ ଆମ ସାମ୍ବାଦିକମାନେ ମଧ୍ୟ ହିନ୍ଦୀ ଶବ୍ଦରେ ବାଇ ।
ଆରେ ଭାଇ ଏଇମାଣେ ଯଦି ପାଠ ସାଠ ପଢି ଥାନ୍ତେ ତା ହେଲେ ରାଜନୀତି କାଇଁ କରିଥାନ୍ତେ 😂😂😂😂😂😂😂😂ଯେତେ ସବୁ ମୂର୍ଖ ରାଜନୀତି କରନ୍ତି 👍👍
Rights sir
Midia bhai nku respect. Thank you bro
ଭାଇଠିକ କଥା ଯେ ମୁଖ୍ୟମନ୍ତ୍ରୀ ସମସ୍ତ ଙ୍କର ଏମିତି ଆସାନମାନ ସହିହେଉନି 😭🙏ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେବେଜିତ ସହୁଛନ୍ତି ସେମାନ ଙ୍କ ପଦ ରଦ୍ଧ କରିବା ସହ.ଦଣ୍ଡ ଦେଉନାହାନ୍ତି କାହିଙ୍କି 🙏ସେତିକି ଯଦି ଆପଣ ଙ୍କର ନିଜର ଓଉକାତ ନାହିଁ ଦୟାକରି ମୁଖ୍ୟମନ୍ତ୍ରୀ ମହୋଦୟ ଇସ୍ତବାଦ ଦିନ୍ତୁ 🙏ଓଡିଶା ଲୋକଙ୍କୁବହୁତ ଖରାପ ଲାଗୁଛି 🙏ଆମ ଦେଶକୁ ଆଉ🙏ତଳେ ପକାନ୍ତୁ ନି କି ଦୟାକରି ବଦନାମ କରନ୍ତୁନି 🙏
ଜାତିବାଦ
ମୁଖ୍ୟ ମନ୍ତ୍ରୀ ଯେହେତୁ ଆଦିବାସୀ ସେଥି ପାଇଁ କେହି ମନୁନାହାନ୍ତି , ଶିକ୍ଷ୍ୟା ମନ୍ତ୍ରୀ କିନ୍ତୁ ତାଙ୍କ ଜାତି ପରିଚୟ ଦେଉନାହାନ୍ତି,
ଆମର ମୁଖ୍ୟମନ୍ତ୍ରୀ ଙ୍କ ହୃଦୟ ବହୁତ ବଡ଼ ସେ ଏସବୁ ଧରନ୍ତିନି
ଧନ୍ୟବାଦ ।
CM nabeen patnaik aka thik jai Nabeen
ମୁଖ୍ୟମନ୍ତ୍ରୀ ହେଲେ କଣ ହେଲା ? ସଉରା ଲୋକ କେବେ ବି ଯେ କୌଣସି କ୍ଷେତ୍ରରେ ବା ପଦବୀରେ ତିଷ୍ଟବେ ନାହିଁ, କାରଣ ଯେତେ ବଡ ପଦବୀ ହେଲେବି ଜାତିରେ ସଉରା ---👍 👍 👍
ଯଦି ନେତା ମନ୍ତ୍ରୀ ଅଶିକ୍ଷିତ ହେବେ ତେବେ ଏହାହିଁ ଫଳା ଫଳ ହେବ।
ଏ ଭାଇକୁ ମୋର ବହୁତ କଷ୍ଟ ହେଇଛି ଏଥିରୁ ପୁରା ଭଲସେ ଜଣା ପଡୁଛି,ଭାଇ ହୃଦୟ ଫଟେଇ ଚିତ୍କାର କରୁଛନ୍ତି,
Bjp Nija manuni Mohan majihi cm boli
ସାମ୍ବାଦିକ ସାର । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ପାଠ ପଢ଼ିଛନ୍ତି । ତାର ଡିଗ୍ରୀ ମାଗିଲେ ଦେଖାଇ ପାରୁନାହାଁନ୍ତି । ସେଇଠି ଓଡ଼ିଶାର ଉଛ ଶିକ୍ଷ୍ୟା ମନ୍ତ୍ରୀ ଲେଖିବେ କ'ଣ ଆଲୁ ନାଁ ସାରୁ ।
ଲେଖା ଅକ୍ଷର ସମ୍ପୂର୍ଣ୍ଣ ଭୁଲ ଅଛି
ଓଡ଼ିଶାର ବିଜେପି ସରକାର ବିକାଶ କରିବାର ସୁଯୋଗ ପାଇଥିଲେ କିନ୍ତୁ ଓଡ଼ିଶା ବିକ୍ରି ଚାଲିଛି ମୋଦୀ ସରକାର ହାରିଲେ ଭଲ ହୋଇଥାନ୍ତା
ମୋହନ ମାଝୀ ଯେ ହେତୁ ଆଦିବାସୀ ଲୋକ ତେଣୁ ଅଣ ଓଡିଆ ଲୋକ ମାନେ ତାଙ୍କୁ ଖାତିର କରୁ ନାହାନ୍ତି
ଆମ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେଉଛି ବାସ୍ତବ ରେ ନରେନ୍ଦ୍ର ମୋଦୀ।।।
ବିଜେପି ର ମୂଖ୍ୟମନ୍ତ୍ରୀ ପ୍ରବଳ ହେଲେ କାମ ଦୁର୍ବଳ
Bala Sarkar😢😢😢😢😢😢😢😢😢😢😢
ଐତିହ୍ୟ ହେବ, ଐତିହ ଭୁଲ
ଆଦିବାସୀ ସମାଜ କୁ sit ରେ ବସେଇ ଦେଇ ସେମାନଙ୍କୁ ଅପମାନିତ କରାଯାଉଛି ଏ ସରକାର ରେ
ଆସ୍କା ଫଟି ଜୀବନ ମାଟି
ଅସ୍ମିତା,, ସଂସ୍କରଣ,,ଏ ପଦ ପାଇଁ ଯୋଗ୍ୟ ନୁହନ୍ତି
ମୁଖ୍ୟ ମନ୍ତ୍ରୀ କୁ ଯିଏ ସମର୍ଥନ ନ କଲା ସିଏ ତ ଦଳ ଛାଡ଼ି ଦିଅନ୍ତା। ସେମିତି ହଉଛି କି?
Rockford ମନ୍ତ୍ରୀ ସବୁ ଭୁଲିଗଲେ
Odisha lukanku laza laguchi bjp government re MLA au minister nka ea hauchi asmita...
ଶିକ୍ଷା ମନ୍ତ୍ରୀ ପାଇଁ ଅଜେଗ୍ୟ
ବିଜେପି ନେତା ମାନେ କଣ କେହି ବି ମାନୁ ନାହାନ୍ତି
ଜୟ ବିଜେଡି🚩🙏🙏🙏
ଅନ୍ଧ ଭଣ୍ଟ ପାଇଲେ କାଣା
Thank you. Bhai
ଯେଉ ସୁରଜ ମଦ ପିଇକି ଭାଇରଲ ହେଉ ଥିଲା ସେଇଟା କି ଶିକ୍ଷା ମନ୍ତ୍ରୀ ହେବ ବି. ଜେ. ପି ର ଓଡିଶା ର ବାପ କିଏ କହିଁ ପରିବେ
ଆଦିବାସୀ ବୋଲି ହୀନ ଦେଖାଯାଉଛି
Khabara dekhee thibaru dhanany bada thank you. Bjp netamane cm ku khatirikaru.nahanti
ଗୋଟେ ନିରୀହ ଲୋକକୁ ମୁଖ୍ୟମନ୍ତ୍ରୀ ଆସନ ରେ ବସେଇକି ଏମାନେ ବଢିଆ ଗେମ କରୁଛନ୍ତି 🙏🙏🙏
ମୁଖ୍ଯମନ୍ତ୍ରୀଙ୍କୁ ଏମାନେ ସନମାନ ଦେଇ ଜାଣି ନାହାଁନ୍ତି ଖାଲି ଗପ ଜାଣିଛନ୍ତି
ଆଜ୍ଞା କୁକୁର କୁ ବି ବହୁତ ସନମାନ ମିଳୁଛି ହେଲେ ଏତେ ବେଜିତ ପରେ ବି ମନ୍ତ୍ରୀ ଙ୍କ କିଛି ଦଣ୍ଡ ନାହିଁ 🙏ପଦର ମର୍ଜଦା ରଖୁନାହାନ୍ତି 🙏
Thank you brother
ବିଜେପି ସରକାର କେବଳ ଓଡ଼ିଆ ଅସ୍ମିତା ନା ରେ ସରକାର ଗଡିଛନ୍ତି ଓଡ଼ିଶା ରେ କେବଳ ନରେନ୍ଦ୍ର ମୋଦୀ ଲୁଟ୍ କରୁଛନ୍ତି RSS ଙ୍କ ମୂଳ ଉଦ୍ଦେଶ୍ୟ । ସବୁ କିଛି ଲୁଟ୍ କରିବେ ବିଜେପି ସରକାର ।
👍
ମାଗିଆ ବିଜେପି
ଆରେ ଭାଇ ବିଜେପି mla ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କୁ ମାନୁ ନାହାନ୍ତି
ଭଲ ସାମ୍ବାଦିକତା
ବିରୋଧୀ ପଛରେ କେତେ କଣ କହିବେବିରୋଧୀ ଚେନାଲ ଗୋଟିଏ ଗୋଟିଏକହୁଛନ୍ତି ମୂଲ୍ଯ ହିନ ଖବର
ଦୟାକରି ଖବରକୁ ନେଇ ଆପଣଙ୍କ ମତାମତ ଜଣାନ୍ତୁ
ତୁ ବି ମୂର୍ଖ ଟା..!!
ସେଠାରେ ଆହୁରି ତ୍ରୁଟି ଥିଲା ତୁ ଖୋଜି ପାଇ ପାରିଲୁ ନାହିଁ... ଖାଲି ସଂସ୍କରଣ,ସଂସ୍କୃତି ଆଉ ଅସ୍ମିତା ବନାନ୍ ଭୁଲ୍ ନାହିଁ....
""ଐତିହ୍ୟ"" ବନାନ୍ ବି ଭୁଲ୍ ଅଛି
ଇଏ ଗୋଟେ news chanel ହା ହା, ତମର ଏଠି କଣ କାମ ନିଶା ମହାରଣା,ସାହୁ ଭାଉଜ, ସୁର ଭାଈ, ତୁ ଯା ସେଠିକି
Very good
ମୋତେ ମୋ ବକ୍ତବ୍ୟ ଦେବାର ସୁଯଗ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ❤❤❤
ଏଇଟା ଦୀର୍ଘ 24ବର୍ଷ ର ଶିକ୍ଷା
ସତ୍ୟ ସାମ୍ବାଦିକ ବାବୁ
ଧନ୍ୟ ସାମ୍ବାଦିକ ବନ୍ଧୁ
ସଂସ୍କରଣ
ଐତିହ୍ୟ
ଅସ୍ମିତା
ଅଶ୍ମିତା
@@paramanandabehera7961ଭୁଲ
ବହୁତ ଚମତ୍କାର ଉପସ୍ଥାପନା କରିଛନ୍ତି ।ଏହି ଭୁଲ ପଛରେ ମୁଁ ଭାବୁଛି, ଯଦି ପ୍ରକୃତ ଓଡ଼ିଆ ଭାଷା ଜାଣିଥିବା ସରକାରୀ ଲୋକ ଏ ପ୍ରିଣ୍ଟିଂ କୁ ଲଗା ହେବା ଆଗରୁ ଦେଖିଥିଲେ,ଏପରି ଏକ ବିରାଟ ଭୁଲ କୁ ରୋକାଯାଇ ପାରିଥାନ୍ତା ।ଆମ ଓଡିଶାରେ ଯଦି ଓଡ଼ିଆ ଅସ୍ମିତା କୁ ସର୍ବାଗ୍ରେ ରଖିବାର ଅଛି,ତାହେଲେ ଆପଣ ଦେଖେଇ ଥିବା ବ୍ୟାନର କୁ ଯେଉଁ ସରକାରୀ ବାବୁଙ୍କ ତଦାରଖ ରେ ଲଗା ଯାଇଛି,ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପଯୁକ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବା ନିହାତି ଦରକାର ଯା ଦ୍ୱାରା ଆଗାମୀ ଦିନରେ ଏପରି ଭୁଲ ର ପୁନରାବୃତ୍ତି କୁ ରୋକା ଯାଇ ପାରିବ ।
ଓଡ଼ିଆ ଅସ୍ମିତା ଚୁଲି କୁ ଯାଇସାରିଛି
Odisha people don't know odia properly.
ଅସ୍ମିତା @@purnapradhan1549
ବିଜେପି 5ବର୍ଷ ପାଁଇ
Right bhai
Agaru foreign asmita thila
SC ST କୁ ବଡ଼ ପଦ ଦେଇକି ଖାଲି ଗେମ୍ ଖେଳିଲେ Remote Control ପରି use କରୁଛନ୍ତି ତା ଛଡ଼ା ଆଉ କିଛି ନାହିଁ ରେମୋଟ ହିସାବ ରେ କାଠ କଣ୍ଢେଇ ପରି ନଚେଇବା ପାଇଁ ଆଉ SC ST କୁ ଲୋକ ହସା କରିବା କୁ ଖୁବ୍ ସୁନ୍ଦର ପ୍ଲାନ୍ କରୁଛନ୍ତି
😂ryt
I'm agree with u bro
Jeo loka eita print kari6nti.se loka ro job au jibana danger re achhi😂😂😂
Tanku mukhyamantri karithiba magiha gudaka kn SC,ST na Anya caste
Right
ଶିକ୍ଷା ମନ୍ତ୍ରୀଙ୍କର ଓଡିଆ ଶିକ୍ଷା ଶୁନ
ଆପଣଙ୍କର ଶୂନ ଉପରେ ଟିକେ ନଜର ପକାନ୍ତୁ
Apananka odia gyana b pur sunya
CM , ଙ୍କୁ କେହି ମାନୁ ନାହାଁନ୍ତି, ସେହି ଦଳର ନେତା ହିଁ ଅଶିକ୍ଷିତ, ଓଡ଼ିଆ ଅସ୍ମିତା କୁ କି ଶିକ୍ଷା ଦେବେ,
😂😂kichi minister bi manunahNti
ଠିକ୍
ଧାନ କଟା ଛୁଟି ରେ ଅଛନ୍ତି ଆମ ମହନ ବାବୁ 😅
ପୂର୍ବ ମୁଖ୍ୟମନ୍ତ୍ରୀ ଶିକ୍ଷିତ ହୋଇ କଣ କାରିଥିଲେ କି 25ବର୍ଷ ଧରି
ବିଜେଡି ର ନେତାମନ୍ତ୍ରୀ cm ନବୀନାକୁ ମାନୁଥିଲେ କି
ଲଜ୍ୟା ଲଜ୍ୟା ଆଜ୍ଞା
ଯେଉଁ ରାଜ୍ୟରେ ଶିକ୍ଷା ମନ୍ତ୍ରୀ ଅଶିକ୍ଷିତ ହୋଇଥିବ ସେହି ରାଜ୍ୟରେ ଏପରି ଲେଖା ହେବ ।
କେମିତି ଜାଣିଲେ ମନ୍ତ୍ରୀ ଅଶିକ୍ଷିତ ବୋଲି।
@@mrutyunjayasamal640pathua murkha😂
@@snigdhamohanty6063 ବ୍ୟାନର କଣ ସିଏ ପ୍ରିଣ୍ଟ କରି ଲଗାଇଛନ୍ତି କି? ହଁ ଏଇଟା ବିଭାଗର ଭୁଲ୍। ବିଭାଗ ମୂଖ୍ୟ ସୁରଜ୍। କିନ୍ତୁ ତାଙ୍କୁ ମୂର୍ଖ କହିବା ଠିକ୍ ନୁହଁ।
Bhai eita jie lekhichi, taku ta bjp wala kahithibe eita lekhiba pain, bjp hin murkha, 😂😂😂@@mrutyunjayasamal640
Sikyamantri jai banner print karithile nihati.....sala kemiti janiparilani nahi....
ଆମ ଓଡ଼ିଶାର କଣ ଅସ୍ମିତା ଆଉ ଅଛିକି ଚୁଲୀକୁ ଯାଉ ମୁର୍ଖମନ୍ତ୍ରୀ ଓଡ଼ିଶାକୁ ବିକି ସାରିଲେଣି 😭😭😭😭
ସୂର୍ଯ୍ୟବଂଶୀ ସୁରଜ୍ ❌ ସୁରଜ୍ ସେଠୀ ✅
SALUTE SIR
Dhoba luga safa loko
😂
😂😂
To Bhaunira jete bele period hua sehi Dhoba luga Dhoile to Bhauni pabitra hua bujhilu , Mantri ku akhep kar jatiku nuhen@@Prakash-r7j
ଆମ ମୁଖ୍ୟମନ୍ତ୍ରୀ ଜଣେ ରବର ଷ୍ଟାମ୍ପ |କେଇ ଭାବୁନାହାନ୍ତି ସେ ଜଣେ ଆମ ମୁଖ୍ୟମନ୍ତ୍ରୀ |
ଏମାନେ ମୂଖ୍ୟମନ୍ତ୍ରୀଂକୁ ମାନୁ ନାହାନ୍ତି କି ମୂଲ୍ୟ ଦେଉ ନାହାନ୍ତି।
ଧନ୍ୟବାଦ ସାମ୍ବାଦିକ ଭାଇ ତୁମ ଭଳି ଲୋକ ଅଛନ୍ତି ବୋଲି ସଂସାର ଚାଲିଛି । ଆପଣଙ୍କ ସହ ଭଗବାନ ଅଛନ୍ତି 'ଆମ ଆଦିବାସୀ ହରିଜନ ମାନଙ୍କୁ ସବୁ ବୋକା ଭାବୁଛନ୍ତି ।
ଅସ୍ମିତା ର ଅର୍ଥ ଏ ମୂର୍ଖ ଦଳ କଣ ବୁଝିବେ?
Banda khai bu
@ChandrakantMallik-v6b ତୁ ଖା ଅସ୍ମିତା ଅସ୍ମିତା କହି।
ଅତି ସୁନ୍ଦର ଖବର। ଏମାନେ କଥା କୁହା କପିଳା। ନିଜେ ତିଆରି କରିଥିବା ମୁଖିଆକୁ ଖାତିର କରୁନାହାନ୍ତି। ଏମାନେ ରାଜ୍ୟ କଥା ବୁଝିବେ କେମିତି।
ଧନ୍ୟବାଦ୍ ନିଉଜ ଚ୍ୟାନେଲକୁ
ବିଜେପି ସରକାର ହୀନ ରାଜନୀତି କରୁଛି ଓ ଓଡ଼ିଶା ବାସୀ ଙ୍କ ସହ ପ୍ରତାରଣା କରୁଛି।
ଶିକ୍ଷାମନ୍ତ୍ରୀଙ୍କ ଶିକ୍ଷା ର ଅଭାବ
😂😂❤
ମୂର୍ଖକୁ ଶିକ୍ଷା ମନ୍ତ୍ରୀ କର। ଯିଏ ବେକାର ଥିବ ତାକୁ ନିଯୁକ୍ତି ମନ୍ତ୍ରୀ କର।
ବା ବା ଇଏ ହଉଛି ଆମ ଓଡ଼ିଆ ଆଶ୍ମିତା ଭାଇ 🙏🙏🙏❤❤❤ ଭାଇ ଇଏ ହେଲା ଡବଲ ଇଂଜିନ ଡବଲ ଧମାକା!!! ଆପଣ ପଢିଲା ବେଳେ ଡବଲ ମିନିଙ୍ଗ ରେ ପଢ଼ି ଦିଅନ୍ତୁ ସବୁ ଠିକ ହେଇ ଯିବ 🙏🙏🙏
ଧନ୍ୟବାଦ. ଉତ୍ତମ ପଦକ୍ଷେପ। ମାଡିଚାଲ
ଓଡ଼ିଆ ନ ଜାଣି, ଓଡ଼ିଆ ଅସ୍ମିତା କହି ରାଜନିତି କରିବା ମୁର୍ଖତା।
ଏ ସରକାର ଙ୍କ ଠୁ ଓଡିଶାକୁ ବଞ୍ଚାଅ ନହେଲେ ଶ୍ରୀଲଙ୍କା ପରିସ୍ତିତି ହବ ...ଛି
ଏଥିରେ ଓଡ଼ିଶାବାସୀ ବିଚଳିତ କିମ୍ଵା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଏ ସରକାର ଆରମ୍ଭରୁ ହିଁ ଏମିତି। ଏଠାରେ କେହି କାହାକୁ ମାନୁ ନାହାନ୍ତି।
ଖାଲି ପୂଜା ଯାତ୍ରା କର ଦେଶ ଆଗେଇ ଯିବ ok 🙏🙏🙏
ମୋହନ ମାଝୀ ଜାଣି ଏମିତି ମନ୍ତ୍ରୀ କରିଛନ୍ତି ଆପଣ ଯେତେ ପାଟି କଲେ କଣ ହେବ? ଅଭିଜ୍ଞତା ନ ଥିବା MLA ଙ୍କୁ ମନ୍ତ୍ରୀ କରିବା ଏହା ଫଳ 😂
ବହୁତ ସୁନ୍ଦର ମତାମତ ଭାଈ
ରାଜ୍ୟବାସୀଙ୍କୁ ଲଜ୍ଜ୍ୟା
ଏହି ନେତା ମାନେ ଓଡ଼ିଶାର ଆଦିବାସୀ ଲୋକଙ୍କୁ ଅଣଦେଖା କରୁଛନ୍ତି
Mukhya mantrinka value thile Sina Tanku dharmendra .surya rabar stamp Bhali use karuchhanti
Thik
ବହୁତ୍ ସୁନ୍ଦର୍ ଏମିତି ତଥ୍ୟ ଉପସ୍ଥାପନ କରିଥିବାରୁ 👍 ଓଡ଼ିଆରେ ଢଗ ନାହିଁ ମାଙ୍କଡ ହାତରେ ଶାଳଗ୍ରାମ ଯିଏ ଓଡ଼ିଆ ଅସ୍ମିତା ଜାଣି ନାହାନ୍ତି ସିଏ କଣ ସରକାର ଚଲେଇ ବେ
Total hatao b j p sarkar ku
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ସୁନ୍ଦର ଉପସ୍ଥାପନ 👍👍👍👍
ଐତିହ ଭୁଲ୍ ଅଟେ,ଐତିହ୍ୟ ହେବ ।
ମନ୍ତ୍ରୀ ମାନେ ପାଠ ପଢ଼ିନାହାନ୍ତି
ଆଜି ଦୁଃଖ ଲାଗୁଛି ମୋ ଆଦିବାସୀ ଭାଇ ମାନଙ୍କୁ ସେମାନେ ବୁଝି ପାରୁନାହାନ୍ତି bjp କେବେବି ଆଦିବାସୀ ମାନଙ୍କୁ କେବେବି ଭଲ ପାଏ ନାହିଁ ତଥାପି ଆମେ ତାଙ୍କୁ vote ଦେଉଛୁ ଏହା ଓଡିଶାର କଥା ନୁହେଁ ରାମ ମନ୍ଦିର ପ୍ରତିଷ୍ଠା ରେ ବି ମହାମୋହିମୋ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁକୁ ବି invite ହେଇନଥିଲା
ଖାଲି ଆଦିବାସୀ ମାନଂକୁ ଭୋଟ ପାଇଁ ରାଜନୀତି କରନ୍ତି
BJP has given due importance to tribe.so President of Bharat,CM of odisha is its proof.
Only for statue @@rabindrarath1070
Right brother
@@rabindrarath1070 Nija labha pain
Actual work of Reporter
All the best bro..
ସବୁ ମୁର୍ଖ ଯଦି MLA ହେବେ ଏଇଆ ହବ
ଶିକ୍ଷା ମନ୍ତ୍ରୀ ଭାବୁଥିବେ, ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି, ଆରେ ଶିକ୍ଷା ମନ୍ତ୍ରୀ ଓଡ଼ିଶା ମୁଖିଆ ମୋହନ ମାଝୀ , ମୁର୍ଖ
କାହିଁକି ଏ ପରି କଲରେ, ନା ସବୁ ମିଛ ଥିଲା , କେବଳ ଥିଲା ରାଜନୈତିକ ଲୋଭ , ଏହା ସବୁ ସୂଚିତ କରୁଛି । ଧନ୍ୟ ଧନ୍ୟ ତୁମର କାର୍ଯ୍ୟକଳାପ
ରାଜନୀତି ରେ କଥା ଓ କାମରେ ସମାନ ନ ଥାଏ। ବିଜେପି ସେଥିରେ ଏକ ନମ୍ବର। ମୂଖ୍ୟମନ୍ତ୍ରୀ କଣ ଜଡ଼ା କି? କାହିଁକି ଏତେ ଅପମାନ ସହ୍ୟ କରୁଛନ୍ତି?
ସଂସ୍କରଣ, ଐତିହ୍ୟ, ଅସ୍ମିତା
ଭାଇ ଆମ ମୁଖ୍ୟମନ୍ତ୍ରୀ ହାଣ୍ଡିଆ ପିଇବା ପାଇଁ କେନ୍ଦୁଝର ଯାଇଛି
😂😂😂
ଆଣ୍ଡିଆ ନାହି ମୋ ମୂର୍ଖ ଭୁଲ CM ର ନାହିଁ
Nai re bhai Tama gahaku jaichhanti
Mukhya mantri adibasi tenu tame sahibara Shakti harei basichha
@dambarudharnaik4428 ଆରେ ଭାଇ ମୁଁ ବି ଗୋଟେ ଆଦିବାସୀ
BJP ହଟାଅ ଓଡ଼ିଶା କୁ ବଞ୍ଚାଅ ✊
ବିଜେପି ସରକାର ଓଡିଶା କୁ ଲୁଟି ନେବେ
ଆମ ଦେଶକୁ ଏକରି ସମ୍ବାଦ ଦରକାର ❤❤❤❤❤❤❤
ଆଗରୁ ସେ କହୁଥିଲେ ଯେ ସେ ଶିକ୍ଷା ମନ୍ତ୍ରୀ ନୁହଁ ମୂଖ୍ୟମନ୍ତ୍ରୀ ହେଇଯିବେ।
😂😂😂
ଏ ଭିଡିଓ ଦେଖେଇ ଥିବାରୁ ଧନ୍ୟବାଦ 🙏
ଉଠ ଉଠ ଆରେ ଉତ୍କଳ ପୁଅ ଶୋଇ ଗଲ ଆଜି କାହିଁ,
ଅସ୍ମିତା ଅସ୍ମିତା ମଞ୍ଚେ ଚିଲେଇଲେ ଅସ୍ମିତା କ'ଣ ଜଣା ନାହିଁ।
ବିଜେପିକୁ ହଟାଓ ଦେଶ ବଞ୍ଚାଓ
ଆରେ ବାବୁ ,ଏସବୁ ଦଲାଲ ଙ୍କ ମେଳ ରେ ଜଣେ ନିରୀହ ଆଦିବାସୀ ମୁଖ୍ୟମନ୍ତ୍ରୀ ଶୋଭା ପାଇବା ଉଚିତ ନୁହେଁ ।କାରଣ ମୋହନ ମାଝୀ ଜଣେ ସରଳ ଓ ରିମୋଟ ମୁଖ୍ୟମନ୍ତ୍ରୀ❤
Very good x posch
ସୁନ୍ଦର ଉପସ୍ଥାପନା ଭାଇ..
ସବୁ ମୂର୍ଖ ମାଗିଆ ଯାକ
Very good vai
ଆଦିବାସୀ ସଂପ୍ରଦାୟ cm ବୋଲି ଅଣଦେଖା କରାଯାଉଛି
ଏ ଇ ଟି ଆଛା ଦିନ ଭାଈ।
ଅତି ସୁନ୍ଦର ସମ୍ବାଦ ଭାଇ
ଅସ୍ମିତା ର ଅର୍ଥ କଣ, ଯାହାକୁ ଦେଖ ସମସ୍ତ ଙ୍କ ମୁହଁରେ ଓଡ଼ିଆ ଅସ୍ମିତା, ପାଠୁଆ ଠୁ ଆରମ୍ଭ କରି ଅଣ ପାଠୁଆ ପର୍ଯ୍ୟନ୍ତ ସମସ୍ତ ଙ୍କ ମୁହଁରେ ଓଡ଼ିଆ ଅସ୍ମିତା, ଟିକେ ବୁଝାଇ କହିବେ କି ଏ ଅସ୍ମିତା ର ପ୍ରକୃତ ଅର୍ଥ କଣ???
ଠିକ୍ ପ୍ରଶ୍ନ କରିଛନ୍ତି ତେଵେ ଆମ ସାମ୍ବାଦିକମାନେ ମଧ୍ୟ ହିନ୍ଦୀ ଶବ୍ଦରେ ବାଇ ।
ଆରେ ଭାଇ ଏଇମାଣେ ଯଦି ପାଠ ସାଠ ପଢି ଥାନ୍ତେ ତା ହେଲେ ରାଜନୀତି କାଇଁ କରିଥାନ୍ତେ 😂😂😂😂😂😂😂😂ଯେତେ ସବୁ ମୂର୍ଖ ରାଜନୀତି କରନ୍ତି 👍👍
Rights sir
Midia bhai nku respect. Thank you bro
ଭାଇଠିକ କଥା ଯେ
ମୁଖ୍ୟମନ୍ତ୍ରୀ ସମସ୍ତ ଙ୍କର ଏମିତି ଆସାନମାନ ସହିହେଉନି 😭🙏ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେବେଜିତ ସହୁଛନ୍ତି ସେମାନ ଙ୍କ ପଦ ରଦ୍ଧ କରିବା ସହ.ଦଣ୍ଡ ଦେଉନାହାନ୍ତି କାହିଙ୍କି
🙏ସେତିକି ଯଦି ଆପଣ ଙ୍କର ନିଜର ଓଉକାତ ନାହିଁ ଦୟାକରି ମୁଖ୍ୟମନ୍ତ୍ରୀ ମହୋଦୟ ଇସ୍ତବାଦ ଦିନ୍ତୁ 🙏ଓଡିଶା ଲୋକଙ୍କୁବହୁତ ଖରାପ ଲାଗୁଛି 🙏ଆମ ଦେଶକୁ ଆଉ🙏ତଳେ ପକାନ୍ତୁ ନି କି ଦୟାକରି ବଦନାମ କରନ୍ତୁନି 🙏
ଜାତିବାଦ
ମୁଖ୍ୟ ମନ୍ତ୍ରୀ ଯେହେତୁ ଆଦିବାସୀ ସେଥି ପାଇଁ କେହି ମନୁନାହାନ୍ତି , ଶିକ୍ଷ୍ୟା ମନ୍ତ୍ରୀ କିନ୍ତୁ ତାଙ୍କ ଜାତି ପରିଚୟ ଦେଉନାହାନ୍ତି,
ଆମର ମୁଖ୍ୟମନ୍ତ୍ରୀ ଙ୍କ ହୃଦୟ ବହୁତ ବଡ଼ ସେ ଏସବୁ ଧରନ୍ତିନି
ଧନ୍ୟବାଦ ।
CM nabeen patnaik aka thik jai Nabeen
ମୁଖ୍ୟମନ୍ତ୍ରୀ ହେଲେ କଣ ହେଲା ? ସଉରା ଲୋକ କେବେ ବି ଯେ କୌଣସି କ୍ଷେତ୍ରରେ ବା ପଦବୀରେ ତିଷ୍ଟବେ ନାହିଁ, କାରଣ ଯେତେ ବଡ ପଦବୀ ହେଲେବି ଜାତିରେ ସଉରା ---👍 👍 👍
ଯଦି ନେତା ମନ୍ତ୍ରୀ ଅଶିକ୍ଷିତ ହେବେ ତେବେ ଏହାହିଁ ଫଳା ଫଳ ହେବ।
ଏ ଭାଇକୁ ମୋର ବହୁତ କଷ୍ଟ ହେଇଛି ଏଥିରୁ ପୁରା ଭଲସେ ଜଣା ପଡୁଛି,ଭାଇ ହୃଦୟ ଫଟେଇ ଚିତ୍କାର କରୁଛନ୍ତି,
Bjp Nija manuni Mohan majihi cm boli
ସାମ୍ବାଦିକ ସାର । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ପାଠ ପଢ଼ିଛନ୍ତି । ତାର ଡିଗ୍ରୀ ମାଗିଲେ ଦେଖାଇ ପାରୁନାହାଁନ୍ତି । ସେଇଠି ଓଡ଼ିଶାର ଉଛ ଶିକ୍ଷ୍ୟା ମନ୍ତ୍ରୀ ଲେଖିବେ କ'ଣ ଆଲୁ ନାଁ ସାରୁ ।
ଲେଖା ଅକ୍ଷର ସମ୍ପୂର୍ଣ୍ଣ ଭୁଲ ଅଛି
ଓଡ଼ିଶାର ବିଜେପି ସରକାର ବିକାଶ କରିବାର ସୁଯୋଗ ପାଇଥିଲେ କିନ୍ତୁ ଓଡ଼ିଶା ବିକ୍ରି ଚାଲିଛି ମୋଦୀ ସରକାର ହାରିଲେ ଭଲ ହୋଇଥାନ୍ତା
ମୋହନ ମାଝୀ ଯେ ହେତୁ ଆଦିବାସୀ ଲୋକ ତେଣୁ ଅଣ ଓଡିଆ ଲୋକ ମାନେ ତାଙ୍କୁ ଖାତିର କରୁ ନାହାନ୍ତି
ଆମ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେଉଛି ବାସ୍ତବ ରେ ନରେନ୍ଦ୍ର ମୋଦୀ।।।
ବିଜେପି ର ମୂଖ୍ୟମନ୍ତ୍ରୀ ପ୍ରବଳ ହେଲେ କାମ ଦୁର୍ବଳ
Bala Sarkar😢😢😢😢😢😢😢😢😢😢😢
ଐତିହ୍ୟ ହେବ, ଐତିହ ଭୁଲ
ଆଦିବାସୀ ସମାଜ କୁ sit ରେ ବସେଇ ଦେଇ ସେମାନଙ୍କୁ ଅପମାନିତ କରାଯାଉଛି ଏ ସରକାର ରେ
ଆସ୍କା ଫଟି ଜୀବନ ମାଟି
ଅସ୍ମିତା,, ସଂସ୍କରଣ,,
ଏ ପଦ ପାଇଁ ଯୋଗ୍ୟ ନୁହନ୍ତି
ମୁଖ୍ୟ ମନ୍ତ୍ରୀ କୁ ଯିଏ ସମର୍ଥନ ନ କଲା ସିଏ ତ ଦଳ ଛାଡ଼ି ଦିଅନ୍ତା। ସେମିତି ହଉଛି କି?
Rockford ମନ୍ତ୍ରୀ ସବୁ ଭୁଲିଗଲେ
Odisha lukanku laza laguchi bjp government re MLA au minister nka ea hauchi asmita...
ଶିକ୍ଷା ମନ୍ତ୍ରୀ ପାଇଁ ଅଜେଗ୍ୟ
ବିଜେପି ନେତା ମାନେ କଣ କେହି ବି ମାନୁ ନାହାନ୍ତି
ଜୟ ବିଜେଡି🚩🙏🙏🙏
ଅନ୍ଧ ଭଣ୍ଟ ପାଇଲେ କାଣା
Thank you. Bhai
ଯେଉ ସୁରଜ ମଦ ପିଇକି ଭାଇରଲ ହେଉ ଥିଲା ସେଇଟା କି ଶିକ୍ଷା ମନ୍ତ୍ରୀ ହେବ ବି. ଜେ. ପି ର ଓଡିଶା ର ବାପ କିଏ କହିଁ ପରିବେ
ଆଦିବାସୀ ବୋଲି ହୀନ ଦେଖାଯାଉଛି
Khabara dekhee thibaru dhanany bada thank you. Bjp netamane cm ku khatirikaru.nahanti
ଗୋଟେ ନିରୀହ ଲୋକକୁ ମୁଖ୍ୟମନ୍ତ୍ରୀ ଆସନ ରେ ବସେଇକି ଏମାନେ ବଢିଆ ଗେମ କରୁଛନ୍ତି 🙏🙏🙏
ମୁଖ୍ଯମନ୍ତ୍ରୀଙ୍କୁ ଏମାନେ ସନମାନ ଦେଇ ଜାଣି ନାହାଁନ୍ତି ଖାଲି ଗପ ଜାଣିଛନ୍ତି
ଆଜ୍ଞା କୁକୁର କୁ ବି ବହୁତ ସନମାନ ମିଳୁଛି ହେଲେ ଏତେ ବେଜିତ ପରେ ବି ମନ୍ତ୍ରୀ ଙ୍କ କିଛି
ଦଣ୍ଡ ନାହିଁ 🙏ପଦର ମର୍ଜଦା ରଖୁନାହାନ୍ତି 🙏
Thank you brother
ବିଜେପି ସରକାର କେବଳ ଓଡ଼ିଆ ଅସ୍ମିତା ନା ରେ ସରକାର ଗଡିଛନ୍ତି ଓଡ଼ିଶା ରେ କେବଳ ନରେନ୍ଦ୍ର ମୋଦୀ ଲୁଟ୍ କରୁଛନ୍ତି RSS ଙ୍କ ମୂଳ ଉଦ୍ଦେଶ୍ୟ । ସବୁ କିଛି ଲୁଟ୍ କରିବେ ବିଜେପି ସରକାର ।
👍
ମାଗିଆ ବିଜେପି
ଆରେ ଭାଇ ବିଜେପି mla ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କୁ ମାନୁ ନାହାନ୍ତି
ଭଲ ସାମ୍ବାଦିକତା
ବିରୋଧୀ ପଛରେ କେତେ କଣ କହିବେ
ବିରୋଧୀ ଚେନାଲ ଗୋଟିଏ ଗୋଟିଏ
କହୁଛନ୍ତି ମୂଲ୍ଯ ହିନ ଖବର