Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଧନ୍ୟବାଦ ଭାଇ।ବେଳ ଆଶିଛି କଡା ପଦକ୍ଷେପ ନେବାପାଇଁ । ଭଗବାନ ଆପଣ ଙ୍କୁ ଶକ୍ତି ଦିଅନ୍ତୁ । ଜୟ ଜଗନ୍ନାଥ ।
👏👏👏👏👏
❤❤
ହଉ ଆଜ୍ଞା କାମ ରେ କରି ଦେଖାଇଲେ ଆମେ ଖୁସି ହେବୁ , କଥା ତ ସମସ୍ତେ କହି ପାରିବେ କିନ୍ତୁ କାମ ବହୁତ୍ କମ୍ ଲୋକ କରି ପାରନ୍ତି ।
ମାଝୀ ବାବୁ ଗର୍ବ ବେଶିଦିନ ରୁହେନି ରାବଣ ର ଗର୍ବ ଯଗୁଁ ଲଙ୍କା ଦଂଶ ହେଈ ଥିଲା ତାହା ତମୋଟି ହେବନି ତ ❤❤❤
ଯେମିତ BJD dhanksa ହେଲା ନା
Haaha😂
ଗର୍ବ କେଉଁଠି କଲେ, ମୁଖ୍ୟ ମନ୍ତ୍ରୀ ହିସାବ ରେ ଯାହା କରିବା କଥା, ରାଜ୍ୟ ପାଇଁ, ସେଇଆ ତ କହୁଛନ୍ତି.
କଥାରେ ନୁହେଁ କାମରେ କର..............
ବହୁତ ବଢିଆ ଶାର❤❤❤❤❤❤
ଭଗବାନ ଆର୍ଶୀବାଦ କରନ୍ତୁ
ଖାଲି ଭାଷଣ ଦେଲେ ହବନି, କାର୍ଯ୍ୟ କରି ଦେଖାଇଲେ ଧନ୍ୟବାଦ୍ ଜଣାଇବୁ।
ୟେ କଥା ଶୁଣି ଶୁଣି କାନ ବିନ୍ଧି ଲା ନି ..... କାମ କରି ଦେଖେଇଲେ ଭଲ ଲଗନ୍ତ୍ନା
ଧର୍ଯ୍ୟ ଧର ଭାଇ ୧୫ଦିନ ହେଇଛେ ନୁତନ ସରକାର କୁ
@@CRICKETJoshClub-qu5qe ok Boss
ଜୟ ଜଗନ୍ନାଥ, ଟିକେ ଧର୍ଯ୍ୟ ଧରନ୍ତୁ.. ଏବେ ତ ଆରମ୍ଭ.
ମନ୍ତ୍ରୀ ହେବ ତ ଏମିତି..... ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଜଗନ୍ନାଥ ସାହା ହୁଅନ୍ତୁ ଓ ଶକ୍ତି ଦିଅନ୍ତୁ . ଜୟ ଜଗନ୍ନାଥ 🙏🙏🙏
ଅତି ସୁନ୍ଦର ଭାବରେ ଓଡିଶା ସୁର ଖୁର ରେ ଚାଲିବ ,ସମସ୍ତଙ୍କ ମୁହଁ ରେ ହସ ହିଁ ଫୁଟିବ ପ୍ରଭୁ ବାଗେଶ୍ୱର ଓ ଜଗନ୍ନାଥ ମହାପ୍ରଭୁଙ୍କ ଆଉ ନିର୍ଦୟ ହେବେନି ।ଏହା ତ୍ରିବାର ସତ୍ୟ ।
Hau ଦେଖିବା ଓଡିଶା କେମିତି ଭାବରେ ଭଲରେ ଚଳେଇବେ ମୁଖ୍ୟମନ୍ତ୍ରୀ ମହନ ମାଝୀ
Sir ମୋହନ ମାଝି ପ୍ରଥମେ କୁହନ୍ତୁ । ଖଣି ଟେଣ୍ଡର କିଏ ପାଇଛି। ଓଡ଼ିଶାର ଓଡ଼ିଆ ବାସି ନା ଅଣ ଓଡ଼ିଆ। ପ୍ରଥମେ ଉତ୍ତର ଦିଅନ୍ତୁ ।
ଭାଷଣ ଛାଡ କାମ କର
BJP ବାଲା ବୋଧେ ଡରି ଯାଇ ମୁଖ୍ୟ ମନ୍ତ୍ରୀ କରିଦେଇଛନ୍ତି l
ଜୟ ଜଗନ୍ନାଥ 🙏🏻ଜୟ ମୋହନ ସାର 🙏🏻
ସିଏ ଗୋଟେ ମଣିଷ ତାକୁ ମହା ପ୍ରଭୁ ଜଗନାଥ ସହିତ କାହିଁକି ତୁଳନା କରୁଛ
ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆପଣ ଆଗାମୀ ଦିନମାନଙ୍କରେ ବହୁତ ବଡ ବଡ ନିଷ୍ପତି ନବାକୁ ଯାଉଛନ୍ତି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୋଟି କୋଟି ଓଡିଆଙ୍କ ପ୍ରାର୍ଥନା ଜଣାଉଛୁ। ଆଉ ଆପଣଙ୍କ ସାଙ୍ଗରେ ଭେଟକରିବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିର ପରିଚୟ ଚେକ୍ କରାଯାଈ ଭେଟିବାକୁ ମିଳୁ ।
ବଡବଡ😅😅 ବାଳ ମହନ ମାଝି ଇଲେକ୍ଟ୍ରୀ ୩୦୦ କଥା କୁଆଢେଗଲା ଏଇଟା କଥାକହୁଚୀ ଇଲେକ୍ଟ୍ରି କଥା କହୁନ ଖଣୀ ମାଫିଆ କହୁଚ ହସଲାଗୁଚି 😅😅😅😅😅😅😅😅😅😅😅😅😅
ଦେଶରେ କେମିତି ଉନତି ହେବ ସେ କଥା ଚିନ୍ତା କରୁନି ଖାଲି ଏକୁ ଏସା କରିଦେବି ଆଉ ତାକୁ ତେସା କରିଦେବି ଖାଲି ଏହି କଥା ଭାଷଣ ଦଉଛ ଆଉ କିଛି କଥା ଚିନ୍ତା ନାହିଁ ତମେ ମୁଖ୍ୟମନ୍ତ୍ରୀ ନା ଆଉ କଣ ମୋତେ ଲାଗୁଛି ତମେ ୱାର୍ଡମେମ୍ବର ଠାରୁ ହିନ ତମ ପାଇଁ ୱା୍ଡମେମ୍ବର ଠିକ ମୁଖ୍ୟମନ୍ତ୍ରୀ ପଦବୀ ଗୋଟେ ଯାଇତାଇ ପଦବୀ ନୁହେଁ ମୁଖ୍ୟମନ୍ତ୍ରୀ ହେଲା ପରେ ତମର କଥା ବାର୍ତା ଆଉ ଚାଲି ଚଳନ ଆଉ ସମସ୍ତଙ୍କ ପ୍ରତି ବ୍ୟବହାର ସୁତନ୍ତ୍ର ଅଲଗା ହେବା କଥା କିନ୍ତୁ ତମେ ଯେମିତି ହଉଛ ଗୋଟେ ୱା୍ଡମେମ୍ବର ଭଳି ତମେ ସବୁବେଳେ ତମ ନିଜର କଥା କହୁଛ ଆଉ ନିଜ ରାଗ ସୁଜେଇବା କଥା କହୁଛ ଏଇଥି ପାଇଁ ଓଡିଶା ବାସି ତମକୁ ମୁଖ୍ୟମନ୍ତ୍ରୀ କରିଥିଲେକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ କେବେ କାହା ବିରୁଦ୍ଧରେ ଭାଷଣ ଦେଇଛି କି ସିଏ ସବୁବେଳେ ତାର କର୍ମକ୍ଷେତ୍ର ରୁହେ
କାଲି କେନ୍ଦୁଝର ନାହିଁ ସବୁ ଜିଲ୍ଲାରେ ସୁବିଧା କର
ଆଉ କଉ ଜିଲ୍ଲା କଥା କାହିଁକି ଚିନ୍ତା କରିବେ ଖାଲି ତାଙ୍କ ଜିଲ୍ଲା କଥା ଚିନ୍ତା କାରିବେନା ଯେତେବେକେ ମୁଖ୍ୟମନ୍ତ୍ରୀ ହୋଇଛି ଆଉ ସବୁ ଜିଲ୍ଲା ଭାସି ଯାଉ ନିଜେ ବଞ୍ଚିଲେ ବାପାର ନାଁ ଆଉ କାହା କଥା କାହିଁକି ଚିନ୍ତା କରିବ କେମିତି ତାକୁ ମୁଖ୍ୟମନ୍ତ୍ରୀ କରୁଥିଲେ କେଜାଣି ଦେଖିବ ଭାଇ ଏ ଯଉ ମୁଖ୍ୟମନ୍ତ୍ରୀ ନିଜ କଥା ବୁଝୁ ବୁଝୁ 5 ବରଷ ବିତି ଯିବ କିନ୍ତୁ ଓଡିଶା ପାଇଁ କିଛି ବି କରି ପାରିବେନି ଖାଲି ବଡ ବଡ କଥା କହିବ
ଜୁଲାଇ ମାସ ଆସିଲାଣୀ ବିଜୁଳି ୩୦୦ ୟୁନିଟ ଭିତରେ 🆓 ଦେବେ ନା ନାଇ ସେ ବିଷୟରେ କହୁନାହାନ୍ତି ତ
ଆପଣ ଇନ୍ଧିରା ବାସ ଘର ଦେଇଛନ୍ତି ହେଲେ ରଡ୍ ବହୁତ ରେଟ୍ଅଛି କଣ କରି ମୁ ଦରଦାମ କମାଅ ମୋହନ ବାବୁ ❤❤❤ଭାରତ ମାତାକି ଜୟ ଜଗନ୍ନାଥପ୍ରଭୂ ଆପଣଙ୍କୁ ସାହା ହୁଅନ୍ତୁ .ମୋହନ ବାବୁ କି ଜୟ
ସାର ଖାଲି କେନ୍ଦୁଝର ନାହିଁ ସାରାଦେସର ଲୋକମାନଙ୍କ ଦୁଃଖ ବୁଝନ୍ତୁ
Be se kebala odisha ra mukhyamantri prime min nuha.... Gadha
କେନ୍ଦୁଝରରେ ମିଟିଂ। ତେଣୁ କେନ୍ଦୁଝର ପ୍ରଥମ।
Very Good ନିଶ୍ଚୟ ହେବା khata❤
ମୁଁ ଭୂମି ହିନ ଦୟାକରି ମୋର ରାସନ୍ କାର୍ଡ ହେଲେ ମୁଁ ଖୁସି ହେବି
୧୦୦୦୦୦/ବହୁତ ଭଲଷ୍ଟେପ ନେଇଛାନ୍ତି. ଦେଶ ଦ୍ରୋହି ଖଣିମାଫିଆ ଙ୍କୁ ୫୦ବର୍ଷ ଶଶ୍ରମ କାରାଦଣ୍ଡ ଦିଆଯାଉ. ଜୟ ଜଗନ୍ନାଥ 🌹
ଆଗରୁ କଣ ପାଇଁ କହୁ ନଥିଲେ sir ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ସବୁ କହୁଛନ୍ତି ଆପଣ ବୋଧେ ଭୁଲି ଯାଉଛନ୍ତି କି ଆପଣ ବିଜୁ ବାବୁ ଓ ନବୀନ ବାବୁଙ୍କ ପଛରେ ବୁଲୁ ଥିଲେ
ଆଗରୁ ତାଙ୍କ ପାଖରେ ସେ ପାୱାର ନଥିଲା ଆଗ ତାଙ୍କୁ ପୋଲିସ୍ ବି ନାଲି ଆଖି ଦେଖାଉ ଥିଲା
ହସ କଥା ଏଗୁଡା 🤓 ସାଧାରଣ ଲୋକଙ୍କ ଭୁଆଁ ବିଲେଇ ପାଇଁ ଏହିପରି କଥା...
କେବଳ ଖଣି ମାଫିଆ ମାନଙ୍କୁ ଗିରଫ ନୁହେଁ , ଏଥିସହିତ ଖଣି ପ୍ରଭାବିତ ଜନସାଧାରଣ ଏବଂ ଡିଏମ୍ଏଫ୍ ବିଷୟରେ ମଧ୍ୟ ବୁଝିବା କୁ ପଡ଼ିବ ।
Sabu jibe 😡au pura modi ji Ambani ku deidabo sabu khane?
ଓଡ଼ିଶାରେ କିଛି ହେବନି ସାର୍ ପୁର୍ବ ସରକାର ଓଡିଶା ବାସୀଙ୍କୁ ଠକୁଥିଲେ ଏବେ ଆପଣ ଠକିବେ ଏଟି ପରିବର୍ତ୍ତନ କିଛି ନାହିଁ
Right
Narendra Modi spich ta lekhichanti na Amit saha
କିଛି ହେବ ନାହିଁ sir odisha re
Jay Bjp🌷 ❤🙏🙏jay odisha❤ 🙏🙏jay ho CM mohan Sir❤❤ 😀🙏🙏💪💪
ଧନ୍ୟବାଦ ଓଡିଶା ମା ଓଡିଶାର ଜୟ ହେଉ ।
Good🙏srii🙏🙏cm🙏🙏🙏🙏
କାହାକୁ,ବି,ଛାଡନ୍ତୁ, ନାହିଁ,, ଏମିତି,କାମ,କରନ୍ତୁ, ସବୁଦିନ, ପାଇଁ, ଆପଣଙ୍କ, ନାଁ,ରହୁ
MAhan c, m, zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad bahut bahut thankyou
Super star mohan🤡majhi
ଠିକ କହିଛନ୍ତି sir 🙏🙏🙏🙏🙏
କେହି ଥରି ନାହାଁନ୍ତି ଥରିଛି ଭାସିଆ ନିଉଜ୍
ବିଶ୍ବେଶର ଟୁଡୁ ମୋହନ ମାଝି ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ।
Good disisan❤❤❤
ଖାଲି କଣ କେନ୍ଦୁଜର ଦେଖିବେ ନା ଅନ୍ୟ ଜିଲ୍ଲା ର ବି CM ଆପଣ ବଳନ୍ତୁ ନାହିଁ
ସାର୍ ବହୁତ ଲେଟ୍ ହେଲାଣି। ମାସେ ଭିତରେ ଗୋଟେ ବି ପୂରେଇ ନାହଁ। ବୋଲ ଡୋଜର ଏବେ ବି ଗ୍ୟାରେଜରେ ଠିଆ ହୋଇଛି। ୫ ବର୍ଷରେ ୫୦ ବର୍ଷର କାମ କେମିତି ହେବ? ଶୁଭସ୍ଯ ଶୀଘ୍ରମ୍।
ଏମିତି ଶାସନ ନିହାତି ହେବା ଦରକାର, କାରଣ ଏହି 25 ବର୍ଷରେ ବିଜେଡି ଶାସନରେ ପ୍ରତି ଜାଗାରେ ଗୁଣ୍ଡାଗିରି ଚୋରି କାମ ଚାଲିଛି, ଏମାନଙ୍କୁ ଆରେଷ୍ଟ କରି ଜେଲ ପଟାଅ.
ଅତି ସୁନ୍ଦର କଥା ସାର୍ ଆଗକୁ ମାଡ଼ି ଛାଳ
ଆପଣଙ୍କ କାର୍ଯ୍ୟ ରେ ଆମେ ବହୁତ ଖୁସି ଖଣି ଦୁର୍ନୀତି ପାଇଁ ଆପଣଙ୍କ ପଦକ୍ଷେପ ନିଆରା କିନ୍ତୁ ମୋର ଗୋଟିଏ ପ୍ରଶ୍ନ ତ ଉଙ୍କି ମାରୁଛି କି ଆପଣଙ୍କ ସରକାର ଖଣି କାମ ନ କରିକି ଓଡ଼ିଶାର ୧୭ ଖଣି କୁ କାହିଁକି ଅନ୍ୟ ଲୋକଙ୍କୁ ନିଲାମ କରୁଛନ୍ତି
ଜୟ ଜୟ ଶ୍ରୀ ଜଗନ୍ନାଥ 🙏
ଆପଣ କଣ କେନ୍ଦୁଝରର ଏକା ମୁଖ୍ୟମନ୍ତ୍ରୀକି ଓଡିଶା ମୁଖ୍ୟମନ୍ତ୍ରୀ ଓଡିଶାର କଥା ବୁଝନ୍ତୁ
Thank you so much 👍
ସାର୍ ସବୁବେଳେ ଖାଲି କେନ୍ଦୁଝର କେନ୍ଦୁଝର କହିଲେ ହେବନାହିଁ ସାର୍ ଓଡ଼ିଶା ପାଇଁ କାମ କରନ୍ତୁ ।
ଜୟ ଜଗନ୍ନାଥ ହରିବୋଲ
ସାହା କମିଶନ ରିପୋର୍ଟକୁ ଲାଗୁକରିନଥିବା ବ୍ୟକ୍ତି ହେଉଛନ୍ତି ମୋଦି ଲୁଟେରା ଓ ତାର ବନ୍ଧୁ. ରିପୋର୍ଟକୁ ଖତ ଗଦାରେ ପକେଇଦେଇଛି ମୋଦି. ସାହା କମିଶନ ରିପୋର୍ଟ ଲାଗୁକରିବାକୁ ମୋଦିଙ୍କୁ ପ୍ରଥମେ କୁହ. ତୁମେବି କାମରେ ଲଗାଅ.
Mohan Kumar sir good job We give you support 👍👍👍👍👍
Jay shree Ram 🙏 sir great work CM 🎉🎉
ନିଜର ସ୍ବାମୀ ଥାଇ ପର ପୁରୁଷ ପର ଘର ଛାର ଖାର କରୁଥିବାନାରୀ କୁଭି ଉଚିତ ଦଣ୍ଡ ଦିଆଯାଉ କାରଣ ଏଥିପାଇଁ ବହୁତ୍ ପରିଵାର ଛାରଖାର ହେବା ସହିତ ଅନେକ ନିରିହ ଲୋକଙ୍କର ଜୀବନ ଯାଉଛି କାରଣ ମୋଜୀଵରେ ମଧ୍ୟ ଏମିତି ଘଟି ଚାଲିଛି ପର ଘର ଭାଙ୍ଗି ନାରୀ କୁ ଜେଲ୍ ଦଣ୍ଡ ଦିଆଯାଉ ଏକା ପୁରୁଷ ଜାତିକୁ ନୂହେ
ଆପଣ ପାରିବେ ନା ମୋଦି ଙ୍କ ଦ୍ଵାରା କରେଇବେ
ଚକୁଳି ଖାଇବା ଲୋକ ବିନ୍ଧ ଗଣନୀ
Ret badhiba tanka pacharanahi🎉@@Ranjankumar-fz8xj
thanks 🙏🙏🙏 sir
Thank you very much cm sir,samastanku jell pathao
ସବୁବେଳେ କେଉଁଝର କଥା କହୁଛ all ଓଡିଶା କଥା କେବେ କହୁନ ଖାଲି ତମ ଜିଲ୍ଲା କଥା କହୁଛ
ଆପଣ କଣ କେନ୍ଦୁଝର ର ମୁଖ୍ୟମନ୍ତ୍ରୀ ..ଅହଂକାର ତ୍ୟାଗ କର . ଆପଣ ଯେମିତି ହେଲେଣି ଅଳ୍ପ ଦିନ ରେ ଆଣ୍ଠେଇ ପଡିବେ .
ତୁମ ବିରୋଧି ପାପିଙ୍କ କଳାପେଡି ଖୋଲା ହେବାରୁ ତୁମ ନଳି ପୁଡୁଛି କି
ଠିକି୍ କଥା
କେବଳ ଯୋଗି ବାବା ହିଁ ବିଜେଡ଼ି କୁ ଠିକ୍ କରିପାରିବ
ବେକାର କଥା kuhani କାମ କର aga
ବେକାର କଥା ନାଇଁ ରେ ଝିଅ, ଧୌର୍ଯ୍ୟ ଧର ସବୁ ଠିକ୍ ହେବ।🤞👍
Ret badhiba thaya habakan🎉@@Mixion-eo7ku
Hmmm 5 years wait Kariba ..ta pare eee auuu nathiba
ସିଏ ତ ମୁଖ୍ୟମନ୍ତ୍ରୀ ହୋଇଛି ଖାଲି କେନ୍ଦୁଝର କଥା ବୁଝିବା ପାଇଁ ଆଉ ତମେ କହୁଛ ସବୁ ଠିକ ହୋଇ ଯିବ i@@Mixion-eo7ku
ଆଗ କାମ କରି କି ଦେଖା ଓଡ଼ିଶାରେ ତା ପରେ ଭାଷଣ ମାରିବୁ ନହେଲେ 5ବର୍ଷ ପରେ କେହି ପଚାରି ବେନି ବାସି ବାଳ ରେ
ସରକାର୍ କୁ କାଠ ଗଡା କୁ ନେଇ ଗଲେ ଠିକ୍ ଯେ ହେଲେ ଆପଣ ଏବେ ଭୁଲି ଯାଉଛନ୍ତି କି ଆପଣଙ୍କ ସରକାର୍ ଏବେ
ଠିକ୍ ଓଡିଶା ମାଆର ଯୋଗ୍ୟ ସନ୍ତାନ ତାଙ୍କୁ ମୁ କୋଟୀ କୋଟୀ କୋଟୀ ଦଣ୍ଡବତ ଜଣାଉଛି ,କଳିଯୁଗ ର ଅନ୍ତିମ ମୁଖ୍ୟମନ୍ତ୍ରୀ ପଦ୍ମ ଆସନ ରେ ଉଭା ।
ମୋହନ ବାବୁଙ୍କର କହିବା କଥା ଯେ ଓଡ଼ିଶା ରେ କେବଳ ଗୋଟିଏ ଜିଲ୍ଲା ଅଛି କେନ୍ଦୁଝର ଆଉ କେବଳ କେନ୍ଦୁଝର ର ବିକାଶ ହେବ ତମେ ଯେତେ ଚେଷ୍ଟା କଲେ ବି ନବୀନ ପଟ୍ଟନାୟକଙ୍କ ପରି ହେଇପାରିବନି ------ ବରମୁଣ୍ଡା ର ବସ ଟର୍ମିନାଲ ଦେଖିଛ ନା ନାହିଁ କଣ ଥିଲା ଆଉ ଏବେ କେତେ ପରିବର୍ତ୍ତନ ହେଇଛି
Super Mohan Majhi ok
ଭଲ କଥା ମୋଦୀ ଜି ଏବେ କୁଆଡେ ଯିବେ
ଓଡ଼ିଶା ର ଖଣି ଲିଜ ଓଡ଼ିଆ ପୁଅ ଙ୍କୁ ଦିଅ। ପୂର୍ବ ସରକାର ର ଭୁଲ କୁ ଦୋହରାନି।
ସବୁ ଚୁରକୁ ଭିତରେ ରଖ
DEKHIBO #KHHANI KU #GUJRAT NKA #HATA RE #DEIDEBO 😂😂😂
Odisha ra kemiti upokara paibe taha chinta kara
Maa samalei bless you sir
ଭଲ ହବ ମୋହନ ଆମ ଭଗବାନ
୧୦୦୦୦୦🎉୦, ବହୁତ ଭଲଷ୍ଟେପ ନେଇଛନ୍ତି.
କିଛି ହେଵନି ସବୁ ବିଜେପି ଵାଲା
Mohan Majhi jee jindabad.
Mafia purna sarkar ku hafta dou thile aabe nua sarkar ku debe 😂
❤❤❤❤😮😮😮😮👍👍 Good disisan sir
Right 👍 cm sir 🙏
Your rite sir🌹👍
JaY jagarnath
All odisha କଥା କହନ୍ତୁ
ନବୀନ ଓଡିଆ ତ କହି ପାରୁ ନଥିଲେ ଖଲି ହାତ ହଲେଇ ଚାଲିଲେ ସାସନ କାର୍ଯ୍ୟ ହୁଏନି ସାସନକୁ ଆମଲା ତନ୍ତ୍ର ଚଳାଇଲେ ଯାହା ହେବା କଥା ହେଲା ସବୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ମାୟା ଥିଲା ଏ ବେଠୁ ଜାହା ହେବ ଆଖିରେ ଦେଖିବ ସବୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ହିଁ କରିବେ ଖାଲି ମଝିରେ ମୋହନ ଭାଈ (ଆମ ମୁଖ୍ୟମନ୍ତ୍ରୀ ନିମିତ ମାତ୍ର )
ଆମଗାଁରେ ରାସ୍ତା ଟିକେକାରି ଦିଅନ୍ତୁ khasigud ଗାଁରେରାସ୍ତା ଟିକେ ନାହିଁ ଜିଲା kalahahandi ଲାଞ୍ଜିଗଡ଼ BLOCK ଗ୍ରାମ khasiguda rasta ଟିକେନା ହିଁ ବେଡ଼ାଗାଁ ପଞ୍ଚେଥ
Great job sir
ଉଚିତ୍ ପଦୟେପ
Very good 👍🏽👍🏽👍🏽 100
ଓଡ଼ିଆ ଅସ୍ମିତା ସରକାର କୁ ମୋର ଗୋଟିଏ ପ୍ରଶ୍ନ... ଭୁବନେଶ୍ୱର airport କୁ ଘରୋଇକରଣ ନାଁ ରେ ଗୁଜୁରାଟି ଆଦାନୀକୁ କେତେ ରେ ବିକିଲ..
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ବିଜେଡି ର ଏଇ ଦୁର୍ନୀତି ରୂପକ ବିଶାଳ ବୃକ୍ଷ ର ଶାଖା ପ୍ରଶାଖା ସମ୍ପୂର୍ଣ୍ଣ କାଟିଦେଲେ ବି ଏଇ ବୃକ୍ଷ ର କିଛି ବି କ୍ଷତି ହେବନି, ଯଦି ଓଡିଶାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସଂକଳ୍ପ ବଦ୍ଧ ଏଇ ବୃକ୍ଷ ର ମୂଳ କୁ ଉପାଡି ଫିଙ୍ଗି ଦିଅନ୍ତୁ ଓଡିଶା ର ବିକାଶ ନିଶ୍ଚୟ ହେବ।
YOU'RE GREAT CM SIR
Sir 🎉 proud of odisha sir
ଗଣ୍ଡୁସ ଜଳ ମାତ୍ରେଣ ସଫରି ଫର ଫର ଆୟତ୍ତେ
Thanks 🙏🙏🙏🙏👍. Sir please. Action. Niyajaou
Very nice sar 👍
Good 🌷🌷🌷🌷🌷🌷🌷
ନବିନ ସାରେ ଏମିତି ପଦେ କଥା କହିନଥିଲେ ମାଫିଆ ମାନେ ଜେଲ ଜିବେ
ଆମ ମୁଖ୍ୟମନ୍ତ୍ରୀ କିଛି କରି ପାରିବେନି କଥା କହିଲେ ହେବନି କାମ କରି ଦେଖାଇବାର ଅଛି ଦେଖିବା
Right 😂
Mukhymantri nkara padaku koti koti pranam jete be aaini loka achhanti upajukta danda diantu sir
🎉Jay jaganath🙏
God bless you cm
ଯାବିକରନ୍ତୁବିଏ ସକେଓଆଇକାଡବ ଦ୍ଧକରନ୍ତୁ୍ନାହିନହେଲେଓଡିସାବାସୀରାଗିଯିବେ
@ଭାସ୍କର Newes re aneka bhala newes dekhauchanty🙏 amity aagaku badhu , aahuri bhala heba aapana jadi Odisha bashi nka paai chitfund tanka feraibaku kichhi newes dekhale bahuta bhala heba🙏
Mast .super.......ama odisha no1,no 1 cm...
ଆପଣ,ଯଦି, ସବୁ ଖରାପ, ଜିନିଷ, କରିଦେଵେ, ଆପଣଙ୍କୁ, କୋଟି କୋଟି,ସଲାମ
ଧନ୍ୟବାଦ ଭାଇ।ବେଳ ଆଶିଛି କଡା ପଦକ୍ଷେପ ନେବାପାଇଁ । ଭଗବାନ ଆପଣ ଙ୍କୁ ଶକ୍ତି ଦିଅନ୍ତୁ । ଜୟ ଜଗନ୍ନାଥ ।
👏👏👏👏👏
❤❤
ହଉ ଆଜ୍ଞା କାମ ରେ କରି ଦେଖାଇଲେ ଆମେ ଖୁସି ହେବୁ , କଥା ତ ସମସ୍ତେ କହି ପାରିବେ କିନ୍ତୁ କାମ ବହୁତ୍ କମ୍ ଲୋକ କରି ପାରନ୍ତି ।
ମାଝୀ ବାବୁ ଗର୍ବ ବେଶିଦିନ ରୁହେନି ରାବଣ ର ଗର୍ବ ଯଗୁଁ ଲଙ୍କା ଦଂଶ ହେଈ ଥିଲା ତାହା ତମୋଟି ହେବନି ତ ❤❤❤
ଯେମିତ BJD dhanksa ହେଲା ନା
Haaha😂
ଗର୍ବ କେଉଁଠି କଲେ, ମୁଖ୍ୟ ମନ୍ତ୍ରୀ ହିସାବ ରେ ଯାହା କରିବା କଥା, ରାଜ୍ୟ ପାଇଁ, ସେଇଆ ତ କହୁଛନ୍ତି.
କଥାରେ ନୁହେଁ କାମରେ କର..............
ବହୁତ ବଢିଆ ଶାର❤❤❤❤❤❤
ଭଗବାନ ଆର୍ଶୀବାଦ କରନ୍ତୁ
ଖାଲି ଭାଷଣ ଦେଲେ ହବନି, କାର୍ଯ୍ୟ କରି ଦେଖାଇଲେ ଧନ୍ୟବାଦ୍ ଜଣାଇବୁ।
ୟେ କଥା ଶୁଣି ଶୁଣି କାନ ବିନ୍ଧି ଲା ନି ..... କାମ କରି ଦେଖେଇଲେ ଭଲ ଲଗନ୍ତ୍ନା
ଧର୍ଯ୍ୟ ଧର ଭାଇ ୧୫ଦିନ ହେଇଛେ ନୁତନ ସରକାର କୁ
@@CRICKETJoshClub-qu5qe ok Boss
ଜୟ ଜଗନ୍ନାଥ, ଟିକେ ଧର୍ଯ୍ୟ ଧରନ୍ତୁ.. ଏବେ ତ ଆରମ୍ଭ.
ମନ୍ତ୍ରୀ ହେବ ତ ଏମିତି..... ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଜଗନ୍ନାଥ ସାହା ହୁଅନ୍ତୁ ଓ ଶକ୍ତି ଦିଅନ୍ତୁ . ଜୟ ଜଗନ୍ନାଥ 🙏🙏🙏
ଅତି ସୁନ୍ଦର ଭାବରେ ଓଡିଶା ସୁର ଖୁର ରେ ଚାଲିବ ,ସମସ୍ତଙ୍କ ମୁହଁ ରେ ହସ ହିଁ ଫୁଟିବ ପ୍ରଭୁ ବାଗେଶ୍ୱର ଓ ଜଗନ୍ନାଥ ମହାପ୍ରଭୁଙ୍କ ଆଉ ନିର୍ଦୟ ହେବେନି ।ଏହା ତ୍ରିବାର ସତ୍ୟ ।
Hau ଦେଖିବା ଓଡିଶା କେମିତି ଭାବରେ ଭଲରେ ଚଳେଇବେ ମୁଖ୍ୟମନ୍ତ୍ରୀ ମହନ ମାଝୀ
Sir ମୋହନ ମାଝି ପ୍ରଥମେ କୁହନ୍ତୁ । ଖଣି ଟେଣ୍ଡର କିଏ ପାଇଛି। ଓଡ଼ିଶାର ଓଡ଼ିଆ ବାସି ନା ଅଣ ଓଡ଼ିଆ। ପ୍ରଥମେ ଉତ୍ତର ଦିଅନ୍ତୁ ।
ଭାଷଣ ଛାଡ କାମ କର
BJP ବାଲା ବୋଧେ ଡରି ଯାଇ ମୁଖ୍ୟ ମନ୍ତ୍ରୀ କରିଦେଇଛନ୍ତି l
ଜୟ ଜଗନ୍ନାଥ 🙏🏻ଜୟ ମୋହନ ସାର 🙏🏻
ସିଏ ଗୋଟେ ମଣିଷ ତାକୁ ମହା ପ୍ରଭୁ ଜଗନାଥ ସହିତ କାହିଁକି ତୁଳନା କରୁଛ
ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆପଣ ଆଗାମୀ ଦିନମାନଙ୍କରେ ବହୁତ ବଡ ବଡ ନିଷ୍ପତି ନବାକୁ ଯାଉଛନ୍ତି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୋଟି କୋଟି ଓଡିଆଙ୍କ ପ୍ରାର୍ଥନା ଜଣାଉଛୁ। ଆଉ ଆପଣଙ୍କ ସାଙ୍ଗରେ ଭେଟକରିବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିର ପରିଚୟ ଚେକ୍ କରାଯାଈ ଭେଟିବାକୁ ମିଳୁ ।
ବଡବଡ😅😅 ବାଳ ମହନ ମାଝି ଇଲେକ୍ଟ୍ରୀ ୩୦୦ କଥା କୁଆଢେଗଲା ଏଇଟା କଥାକହୁଚୀ ଇଲେକ୍ଟ୍ରି କଥା କହୁନ ଖଣୀ ମାଫିଆ କହୁଚ ହସଲାଗୁଚି 😅😅😅😅😅😅😅😅😅😅😅😅😅
ଦେଶରେ କେମିତି ଉନତି ହେବ ସେ କଥା ଚିନ୍ତା କରୁନି ଖାଲି ଏକୁ ଏସା କରିଦେବି ଆଉ ତାକୁ ତେସା କରିଦେବି ଖାଲି ଏହି କଥା ଭାଷଣ ଦଉଛ ଆଉ କିଛି କଥା ଚିନ୍ତା ନାହିଁ ତମେ ମୁଖ୍ୟମନ୍ତ୍ରୀ ନା ଆଉ କଣ ମୋତେ ଲାଗୁଛି ତମେ ୱାର୍ଡମେମ୍ବର ଠାରୁ ହିନ ତମ ପାଇଁ ୱା୍ଡମେମ୍ବର ଠିକ ମୁଖ୍ୟମନ୍ତ୍ରୀ ପଦବୀ ଗୋଟେ ଯାଇତାଇ ପଦବୀ ନୁହେଁ ମୁଖ୍ୟମନ୍ତ୍ରୀ ହେଲା ପରେ ତମର କଥା ବାର୍ତା ଆଉ ଚାଲି ଚଳନ ଆଉ ସମସ୍ତଙ୍କ ପ୍ରତି ବ୍ୟବହାର ସୁତନ୍ତ୍ର ଅଲଗା ହେବା କଥା କିନ୍ତୁ ତମେ ଯେମିତି ହଉଛ ଗୋଟେ ୱା୍ଡମେମ୍ବର ଭଳି ତମେ ସବୁବେଳେ ତମ ନିଜର କଥା କହୁଛ ଆଉ ନିଜ ରାଗ ସୁଜେଇବା କଥା କହୁଛ ଏଇଥି ପାଇଁ ଓଡିଶା ବାସି ତମକୁ ମୁଖ୍ୟମନ୍ତ୍ରୀ କରିଥିଲେକି
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ କେବେ କାହା ବିରୁଦ୍ଧରେ ଭାଷଣ ଦେଇଛି କି ସିଏ ସବୁବେଳେ ତାର କର୍ମକ୍ଷେତ୍ର ରୁହେ
କାଲି କେନ୍ଦୁଝର ନାହିଁ ସବୁ ଜିଲ୍ଲାରେ ସୁବିଧା କର
ଆଉ କଉ ଜିଲ୍ଲା କଥା କାହିଁକି ଚିନ୍ତା କରିବେ ଖାଲି ତାଙ୍କ ଜିଲ୍ଲା କଥା ଚିନ୍ତା କାରିବେନା ଯେତେବେକେ ମୁଖ୍ୟମନ୍ତ୍ରୀ ହୋଇଛି ଆଉ ସବୁ ଜିଲ୍ଲା ଭାସି ଯାଉ ନିଜେ ବଞ୍ଚିଲେ ବାପାର ନାଁ ଆଉ କାହା କଥା କାହିଁକି ଚିନ୍ତା କରିବ କେମିତି ତାକୁ ମୁଖ୍ୟମନ୍ତ୍ରୀ କରୁଥିଲେ କେଜାଣି
ଦେଖିବ ଭାଇ ଏ ଯଉ ମୁଖ୍ୟମନ୍ତ୍ରୀ ନିଜ କଥା ବୁଝୁ ବୁଝୁ 5 ବରଷ ବିତି ଯିବ କିନ୍ତୁ ଓଡିଶା ପାଇଁ କିଛି ବି କରି ପାରିବେନି ଖାଲି ବଡ ବଡ କଥା କହିବ
ଜୁଲାଇ ମାସ ଆସିଲାଣୀ ବିଜୁଳି ୩୦୦ ୟୁନିଟ ଭିତରେ 🆓 ଦେବେ ନା ନାଇ ସେ ବିଷୟରେ କହୁନାହାନ୍ତି ତ
ଆପଣ ଇନ୍ଧିରା ବାସ ଘର ଦେଇଛନ୍ତି ହେଲେ ରଡ୍ ବହୁତ ରେଟ୍ଅଛି କଣ କରି ମୁ ଦରଦାମ କମାଅ ମୋହନ ବାବୁ ❤❤❤ଭାରତ ମାତାକି ଜୟ ଜଗନ୍ନାଥପ୍ରଭୂ ଆପଣଙ୍କୁ ସାହା ହୁଅନ୍ତୁ .ମୋହନ ବାବୁ କି ଜୟ
ସାର ଖାଲି କେନ୍ଦୁଝର ନାହିଁ ସାରାଦେସର ଲୋକମାନଙ୍କ ଦୁଃଖ ବୁଝନ୍ତୁ
Be se kebala odisha ra mukhyamantri prime min nuha.... Gadha
କେନ୍ଦୁଝରରେ ମିଟିଂ। ତେଣୁ କେନ୍ଦୁଝର ପ୍ରଥମ।
Very Good ନିଶ୍ଚୟ ହେବା khata❤
ମୁଁ ଭୂମି ହିନ ଦୟାକରି ମୋର ରାସନ୍ କାର୍ଡ ହେଲେ ମୁଁ ଖୁସି ହେବି
୧୦୦୦୦୦/ବହୁତ ଭଲଷ୍ଟେପ ନେଇଛାନ୍ତି. ଦେଶ ଦ୍ରୋହି ଖଣିମାଫିଆ ଙ୍କୁ ୫୦ବର୍ଷ ଶଶ୍ରମ କାରାଦଣ୍ଡ ଦିଆଯାଉ. ଜୟ ଜଗନ୍ନାଥ 🌹
ଆଗରୁ କଣ ପାଇଁ କହୁ ନଥିଲେ sir ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ସବୁ କହୁଛନ୍ତି ଆପଣ ବୋଧେ ଭୁଲି ଯାଉଛନ୍ତି କି ଆପଣ ବିଜୁ ବାବୁ ଓ ନବୀନ ବାବୁଙ୍କ ପଛରେ ବୁଲୁ ଥିଲେ
ଆଗରୁ ତାଙ୍କ ପାଖରେ ସେ ପାୱାର ନଥିଲା ଆଗ ତାଙ୍କୁ ପୋଲିସ୍ ବି ନାଲି ଆଖି ଦେଖାଉ ଥିଲା
ହସ କଥା ଏଗୁଡା 🤓 ସାଧାରଣ ଲୋକଙ୍କ ଭୁଆଁ ବିଲେଇ ପାଇଁ ଏହିପରି କଥା...
କେବଳ ଖଣି ମାଫିଆ ମାନଙ୍କୁ ଗିରଫ ନୁହେଁ , ଏଥିସହିତ ଖଣି ପ୍ରଭାବିତ ଜନସାଧାରଣ ଏବଂ ଡିଏମ୍ଏଫ୍ ବିଷୟରେ ମଧ୍ୟ ବୁଝିବା କୁ ପଡ଼ିବ ।
Sabu jibe 😡au pura modi ji Ambani ku deidabo sabu khane?
ଓଡ଼ିଶାରେ କିଛି ହେବନି ସାର୍ ପୁର୍ବ ସରକାର ଓଡିଶା
ବାସୀଙ୍କୁ ଠକୁଥିଲେ ଏବେ ଆପଣ ଠକିବେ ଏଟି ପରିବର୍ତ୍ତନ କିଛି ନାହିଁ
Right
Narendra Modi spich ta lekhichanti na Amit saha
କିଛି ହେବ ନାହିଁ sir odisha re
Jay Bjp🌷 ❤🙏🙏jay odisha❤ 🙏🙏jay ho CM mohan Sir❤❤ 😀🙏🙏💪💪
ଧନ୍ୟବାଦ ଓଡିଶା ମା ଓଡିଶାର ଜୟ ହେଉ ।
Good🙏srii🙏🙏cm🙏🙏🙏🙏
କାହାକୁ,ବି,ଛାଡନ୍ତୁ, ନାହିଁ,, ଏମିତି,କାମ,କରନ୍ତୁ, ସବୁଦିନ, ପାଇଁ, ଆପଣଙ୍କ, ନାଁ,ରହୁ
MAhan c, m, zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad zindabad bahut bahut thankyou
Super star mohan🤡majhi
ଠିକ କହିଛନ୍ତି sir 🙏🙏🙏🙏🙏
କେହି ଥରି ନାହାଁନ୍ତି ଥରିଛି ଭାସିଆ ନିଉଜ୍
ବିଶ୍ବେଶର ଟୁଡୁ ମୋହନ ମାଝି ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ।
Good disisan❤❤❤
ଖାଲି କଣ କେନ୍ଦୁଜର ଦେଖିବେ ନା ଅନ୍ୟ ଜିଲ୍ଲା ର ବି CM ଆପଣ ବଳନ୍ତୁ ନାହିଁ
ସାର୍ ବହୁତ ଲେଟ୍ ହେଲାଣି। ମାସେ ଭିତରେ ଗୋଟେ ବି ପୂରେଇ ନାହଁ। ବୋଲ ଡୋଜର ଏବେ ବି ଗ୍ୟାରେଜରେ ଠିଆ ହୋଇଛି। ୫ ବର୍ଷରେ ୫୦ ବର୍ଷର କାମ କେମିତି ହେବ? ଶୁଭସ୍ଯ ଶୀଘ୍ରମ୍।
ଏମିତି ଶାସନ ନିହାତି ହେବା ଦରକାର, କାରଣ ଏହି 25 ବର୍ଷରେ ବିଜେଡି ଶାସନରେ ପ୍ରତି ଜାଗାରେ ଗୁଣ୍ଡାଗିରି ଚୋରି କାମ ଚାଲିଛି, ଏମାନଙ୍କୁ ଆରେଷ୍ଟ କରି ଜେଲ ପଟାଅ.
ଅତି ସୁନ୍ଦର କଥା ସାର୍ ଆଗକୁ ମାଡ଼ି ଛାଳ
ଆପଣଙ୍କ କାର୍ଯ୍ୟ ରେ ଆମେ ବହୁତ ଖୁସି ଖଣି ଦୁର୍ନୀତି ପାଇଁ ଆପଣଙ୍କ ପଦକ୍ଷେପ ନିଆରା କିନ୍ତୁ ମୋର ଗୋଟିଏ ପ୍ରଶ୍ନ ତ ଉଙ୍କି ମାରୁଛି କି ଆପଣଙ୍କ ସରକାର ଖଣି କାମ ନ କରିକି ଓଡ଼ିଶାର ୧୭ ଖଣି କୁ କାହିଁକି ଅନ୍ୟ ଲୋକଙ୍କୁ ନିଲାମ କରୁଛନ୍ତି
ଜୟ ଜୟ ଶ୍ରୀ ଜଗନ୍ନାଥ 🙏
ଆପଣ କଣ କେନ୍ଦୁଝରର ଏକା ମୁଖ୍ୟମନ୍ତ୍ରୀକି ଓଡିଶା ମୁଖ୍ୟମନ୍ତ୍ରୀ ଓଡିଶାର କଥା ବୁଝନ୍ତୁ
Thank you so much 👍
ସାର୍ ସବୁବେଳେ ଖାଲି କେନ୍ଦୁଝର କେନ୍ଦୁଝର କହିଲେ ହେବନାହିଁ ସାର୍ ଓଡ଼ିଶା ପାଇଁ କାମ କରନ୍ତୁ ।
ଜୟ ଜଗନ୍ନାଥ ହରିବୋଲ
ସାହା କମିଶନ ରିପୋର୍ଟକୁ ଲାଗୁକରିନଥିବା ବ୍ୟକ୍ତି ହେଉଛନ୍ତି ମୋଦି ଲୁଟେରା ଓ ତାର ବନ୍ଧୁ. ରିପୋର୍ଟକୁ ଖତ ଗଦାରେ ପକେଇଦେଇଛି ମୋଦି. ସାହା କମିଶନ ରିପୋର୍ଟ ଲାଗୁକରିବାକୁ ମୋଦିଙ୍କୁ ପ୍ରଥମେ କୁହ. ତୁମେବି କାମରେ ଲଗାଅ.
Mohan Kumar sir good job
We give you support 👍👍👍👍👍
Jay shree Ram 🙏 sir great work CM 🎉🎉
ନିଜର ସ୍ବାମୀ ଥାଇ ପର ପୁରୁଷ ପର ଘର ଛାର ଖାର କରୁଥିବାନାରୀ କୁଭି ଉଚିତ ଦଣ୍ଡ ଦିଆଯାଉ କାରଣ ଏଥିପାଇଁ ବହୁତ୍ ପରିଵାର ଛାରଖାର ହେବା ସହିତ ଅନେକ ନିରିହ ଲୋକଙ୍କର ଜୀବନ ଯାଉଛି କାରଣ ମୋଜୀଵରେ ମଧ୍ୟ ଏମିତି ଘଟି ଚାଲିଛି ପର ଘର ଭାଙ୍ଗି ନାରୀ କୁ ଜେଲ୍ ଦଣ୍ଡ ଦିଆଯାଉ ଏକା ପୁରୁଷ ଜାତିକୁ ନୂହେ
ଆପଣ ପାରିବେ ନା ମୋଦି ଙ୍କ ଦ୍ଵାରା କରେଇବେ
ଚକୁଳି ଖାଇବା ଲୋକ ବିନ୍ଧ ଗଣନୀ
Ret badhiba tanka pacharanahi🎉@@Ranjankumar-fz8xj
thanks 🙏🙏🙏 sir
Thank you very much cm sir,samastanku jell pathao
ସବୁବେଳେ କେଉଁଝର କଥା କହୁଛ all ଓଡିଶା କଥା କେବେ କହୁନ ଖାଲି ତମ ଜିଲ୍ଲା କଥା କହୁଛ
ଆପଣ କଣ କେନ୍ଦୁଝର ର ମୁଖ୍ୟମନ୍ତ୍ରୀ ..ଅହଂକାର ତ୍ୟାଗ କର . ଆପଣ ଯେମିତି ହେଲେଣି ଅଳ୍ପ ଦିନ ରେ ଆଣ୍ଠେଇ ପଡିବେ .
ତୁମ ବିରୋଧି ପାପିଙ୍କ କଳାପେଡି ଖୋଲା ହେବାରୁ ତୁମ ନଳି ପୁଡୁଛି କି
ଠିକି୍ କଥା
କେବଳ ଯୋଗି ବାବା ହିଁ ବିଜେଡ଼ି କୁ ଠିକ୍ କରିପାରିବ
ବେକାର କଥା kuhani କାମ କର aga
ବେକାର କଥା ନାଇଁ ରେ ଝିଅ, ଧୌର୍ଯ୍ୟ ଧର ସବୁ ଠିକ୍ ହେବ।🤞👍
Ret badhiba thaya habakan🎉@@Mixion-eo7ku
Hmmm 5 years wait Kariba ..ta pare eee auuu nathiba
ସିଏ ତ ମୁଖ୍ୟମନ୍ତ୍ରୀ ହୋଇଛି ଖାଲି କେନ୍ଦୁଝର କଥା ବୁଝିବା ପାଇଁ ଆଉ ତମେ କହୁଛ ସବୁ ଠିକ ହୋଇ ଯିବ
i@@Mixion-eo7ku