ସୁଭଦ୍ରା ଟଙ୍କା ପାଇଁ ଯୁକ୍ତିତର୍କ ମୁହାଁମୁହିଁ । BJP and congress face off for subhadra Money, Jeypore.

Поделиться
HTML-код
  • Опубликовано: 20 ноя 2024

Комментарии • 229

  • @AjitArukh
    @AjitArukh 2 месяца назад +18

    ଭାରତୀୟ ଜନତା ପାର୍ଟି ସବୁ ବାଳ କରି ପକେଇଛି

    • @tapangamer2013
      @tapangamer2013 Месяц назад +2

      Jumlabjp 😂😂😂😢😅😅😅😢😂😂😂😂😂😂

  • @SOUMYARANJANSAHOO-x4u
    @SOUMYARANJANSAHOO-x4u 2 месяца назад +7

    ଆମ ଓଡିଆ ମାନଙ୍କ ର ଏଇଟା ହେଉଛି ଅସୁବିଧା ଜଣେ ଯଦି ଖୁସି ରେ ରହିଲା ଆଉ ପାଞ୍ଚ ଜଣ ଙ୍କର ତାହା ହଜମ ହୁଏ ନାହିଁ ଏଇଥି ପାଇଁ ଆମ ଓଡ଼ିଶା ଆଜି ଅନ୍ୟ ରାଜ୍ୟ ତୁଳନାରେ ରେ ପଛରେ ଅଛି କାରଣ ଏଠି କେହି କାହା ଖୁସି ଆଉ ଭଲ ଦେଖି ପାରନ୍ତି ନି ଯଦି କାହା ଘରେ କଳି ହେଲା ଲୋକ ଭିତରେ ଭିତରେ ହସନ୍ତି କେହି ଖରାପ୍ ଭାବିବନି କିନ୍ତୁ ଏଇଟା ନିରାଟ ସତ୍ୟ

  • @satyabhamagiri7982
    @satyabhamagiri7982 2 месяца назад +52

    ଜୟ କଂଗ୍ରେସ 😍😍😍

  • @Nanakebhalusena
    @Nanakebhalusena 2 месяца назад +7

    ବିଜେପି ର MLA କୁଜି ନେତା ଆଉ ମହିଳା ମୋର୍ଚ୍ଚା ମାନେ ସତେ ଯେମିତି ନିଜ ବାପା ପୈତୃକ ସଂପତ୍ତି ଦେଲାଭଳି ହିଁ ଦାଦାଗିରି କରୁଛନ୍ତି। କାହାକୁ କେମିତି କଥା ବାର୍ତ୍ତା ହେବା ସେଇଟା ବି ଜାଣିନାହାନ୍ତି ବୋଧେ ଏ ମହିଳା ଜଣଙ୍କ। BDO, Executive officers ଆଉ ଅନ୍ୟ ଅଧିକାରୀ ମାନଙ୍କୁ ମଧ୍ୟ ଗାଳି କରୁଥିଲେ ଏ ମହିଳା। ଗୋଟିଏ କଥା ଲେଖି କି ରଖ ଆମ ଜୟପୁର ଶାନ୍ତି, ମୈତ୍ରୀ,ଓ ପ୍ରଗତି ର ସହର ରେ ତମ ବିଜେପି ର ଗୁଣ୍ଡାରାଜ ଚଳିବ ନାହିଁ। ବିଜେପି ମୁର୍ଦାବାଦ। ଗୈତମ ସାମନ୍ତରାୟ ମୁର୍ଦାବାଦ।ମହିଳା ମୋର୍ଚ୍ଚା ମୁର୍ଦାବାଦ।

  • @prafullakumardalei8045
    @prafullakumardalei8045 2 месяца назад +15

    ଇଏ ସୁଭଦ୍ରା ଭଉଣୀର ଉଗ୍ରଚଣ୍ଡୀ ରୂପ ଟିକେ ଦେଖ ମାଆ ମାଉସୀ.

  • @simapradhan6437
    @simapradhan6437 2 месяца назад +48

    BJP ସରକାର ର ଲେଡି ଡନ ବୋଧେ 😮😮😮ହିଂସା କରିବାକୁ ସୁଜଗ ଖାଯୁଛି ।ତମେ BJP ୱାଲେ ବାଳ ସସକ୍ତ କରିବ ।

  • @AjitArukh
    @AjitArukh 2 месяца назад +11

    ମାଆ ଘିଆ ଙ୍କର କଥା ଠିକ୍ ନାହିଁ

  • @jagannathbhagwan9385
    @jagannathbhagwan9385 2 месяца назад +13

    ଏ ଲୋଭି ଵେଇମାନ ମହିଳା ଙ ପାଇଁ ଓଡ଼ିଶା ଆଜି ରସାତଳ କୁ ଯିବାକୁ ବସିଛି

  • @BimaKumbhar-bb9fk
    @BimaKumbhar-bb9fk 2 месяца назад +4

    ମିଛ re ଭୁଆଁ ବୁଲଉଛି ବିଜେପି ସରକାର

  • @SonuMaharana-lf8pt
    @SonuMaharana-lf8pt 2 месяца назад +3

    ମହିଳା ଜଣଙ୍କ ସେଇ ପୁରୁଷ ମାନଙ୍କ ଉପର କୁ ଉପରକୁ ଚଢ଼ିଲା ପରି ହେଉଛି।ନାରୀ କହିଲେ ନାରୀ ଭଳିଆ ରହିଲେ ଭଲ କିନ୍ତୁ ପୁରୁଷ ସହିତ କଥା ହେଲା ବେଳକୁ ଏମିତି ଚଢିଲେ, ଏହା ଲଜ୍ୟା ଭଳିଆ ଲାଗେ।ତୁମେ ଦୂରରେ ଥାଇ ମଧ୍ୟ ତାଙ୍କ ସହ ଯୁକ୍ତି କରି ପାରିଥାନ୍ତ।

  • @renubalamohapatra7437
    @renubalamohapatra7437 2 месяца назад +29

    ଏ ମାଇକିନା କେଡେ ଅଭଦ୍ର ଟା ଏଡେ ପାଟି କରୁଛି ଲାଜ ଲାଗୁନି ଛି ଛି।

    • @PitambarNag-d9e
      @PitambarNag-d9e 2 месяца назад +1

      jay Modi ji

    • @prakashkumarjena.babusan.n3760
      @prakashkumarjena.babusan.n3760 2 месяца назад

      ଜୟ ବିଜେପି ❤️❤️❤️

    • @satyamsibammohanty1255
      @satyamsibammohanty1255 2 месяца назад

      ସୁଭଦ୍ରା ଟଙ୍କା ପାଇଁ ମାଇପେ ପାଗଳୀ, ତା ସଙ୍ଗେ ଘଇତା ବି ପାଗଳ, ତମେ ବିରୋଧ କଲେ କ'ଣ ହେବ !!! ନବୀନ ଓ ତାଙ୍କ ଦଳର, କଂଗ୍ରେସ ଦଳ ବିରୋଧ କରି କରି ଥକି ଗଲେଣି !!! କେହି ତାଙ୍କ କଥା ଶୁଣୁନାହାନ୍ତି !!!

    • @PranabkumarMahalik
      @PranabkumarMahalik 2 месяца назад

      Makina ta abhadra ta au ta sahita jou andira jukti karuchi sie bhari bhadra ta

    • @IndraGouda-e9e
      @IndraGouda-e9e Месяц назад +1

      ଆରେ ରାଣ୍ଡି ଛୁଆ ସେ ଫିଲା କେମିତି ଭାଷା କହୁଛି ତା ଭୁଲ୍ ତତେ ଦେଖାଯାଉ ନାହିଁ କି

  • @AmulyaParida-sj9bv
    @AmulyaParida-sj9bv 2 месяца назад +16

    ନରେନ୍ଦ୍ର ମୋଦି ଗୋଟେ ବ୍ରହ୍ମ ଟାଉଟର ଆଉ ମିଛୁଆ... ଓଡିଶା ରେ ଶାସନ ବ୍ୟବସ୍ଥା ଗୋଟେ ଜୋକର ଭଳି ଚାଲିଛି.... ମୁଖ୍ୟ ମନ୍ତ୍ରୀ ନା ଓଡ଼ିଆ କହି ପାରୁଛନ୍ତି ନା ହିନ୍ଦୀ କହି ପାରୁଛନ୍ତି ନା ଇଂଲିଶ କହି ପାରୁଛନ୍ତି ନା ଓଡ଼ିଆ ଠିକ ସେ ଲେଖି ପାରୁଛନ୍ତି..... ମନ୍ତ୍ରୀ ମାନେ ଅଧିକ ଭାବବିହଳ ହେଇ ନିଜ ବିଭାଗ କୁ ଛାଡି ଅନ୍ୟ ବିଭାଗରେ ମୁଣ୍ଡ ପୁରେଇ ଟିପଣୀ ଦେଉଛନ୍ତି ଏହାଠୁ ଲଜ୍ୟା ଜନକ ବିଷୟ ଆଉ କଣ ହେଇପାରେ.... ମୁଖ୍ୟ ମନ୍ତ୍ରୀ ଯାହା କହୁଛନ୍ତି ପୁଣି 1 ଘଣ୍ଟା ପରେ ପୁଣି ବିଜେପି ବିଧାୟକ ମାନଙ୍କ ଚାପ ରେ ନିଜ ର କଥା କୁ ଡରି ଡରି ବଦଳାଉଛନ୍ତି... ତା ମନେ ଏଠି ମୁଖ୍ୟ ମନ୍ତ୍ରୀ କୁ କେହି ମାନୁନାହାନ୍ତି ଏ ହେଉଛି ମୋହନ ମାଝୀ ଙ୍କ ଦୁର୍ଭାଗ୍ୟ..... ଖାଇବା ତେଲ 20 ଟଙ୍କା ପଢ଼େଇଲେ.... ବିଜୁ ପଟନାୟକ Airport ଆଡାନି କୁ ବିକ୍ରି କଲ..... ଗୋପାଳପୁର ବନ୍ଦର ଅଦାନୀ କୁ ବିକ୍ରି କଲ... ଶୁଭଦ୍ରା ଯୋଜନା ରେ 50,000 ବର୍ଷ କୁ ଦେବ ବୋଲି କହି ଠକିଲ..... ପ୍ରତି ଝିଅ ବହୁ ମନେ ଓଡିଶା ର 100% ଝିଅ ବହୁ knu ମାସ କୁ 1000 ଟଙ୍କା ଦେବ ବୋଲି କହି ଠକିଲ...... ପ୍ରତି ଭର୍ତ୍ତା ହିତାଦିକାରୀ knu 3,500 ଦେବ ବୋଲି କହି 80 ବର୍ଷ କହି ଠକିଲ..... ଆଜି ଦେଶ ରେ ଗରିବ ଠୁ ଆରମ୍ବ କରି ମଧ୍ୟବିତ ପରିବାର ପର୍ଯ୍ୟନ୍ତ ଲୋକ knu GST ରେ ଡବଲ କରି ଜଳେଇ ଜଳେଇ ମାରିଲ.... ପ୍ରତି ସାମଗ୍ରୀ ରେ GST ଡବଲ କଲ ଖାଲି ନିଶ୍ୱାସ ରେ GST ବାକି ରଖିଛ ତାକୁ knai ଛାଡିବ ସେଥିରେ ଵୀ GST ଲଗେଇଦିଅ.....300 ୟୁନିଟ ବିଜୁଳି କହି ଓଡିଶା ବାସି ଙ୍କ ସାଙ୍ଗରେ ପ୍ରତାରଣା ଆଉ ବେଈମାନ କଲ ଜିତିବା ପରେ ଭୁଲିଗଲ.... ବର୍ଷ କୁ 2 କୋଟି ଚାକିରୀ ଦେବ ବୋଲି କହି ଠକିଲ..... ଇଲେକ୍ସନ ପୂର୍ବରୁ କହିଥିଲ ବିଜେପି ଓଡିଶା ରେ ସରକାର କଲେ 90 ଦିନ ରେ ଚିଟଫଣ୍ଡ ଟଙ୍କା ଦେବ ତାକୁ ଵୀ ଠକିଲ.....5 ବର୍ଷ ରେ ନରେନ୍ଦ୍ର ମୋଦି ଓଡିଶା କୁ ଗୁଜୁରାଟ ପାଖରେ ବିକ୍ରି କରିବ.... କାରଣ ଯଉ ସରକାର ଗୋଟିଏ ବର୍ଷ ରେ 45,000 କୋଟି ଋଣ କରିଛି ସେ ଗାଲୁଆ ବିଜେପି ସରକାର 5 ବର୍ଷ ରେ ଓଡିଶା ରେ ଋଣ ଭାର 3,00,000 କୋଟି ରୁ ଅଧିକା କରି ଓଡିଶା କୁ କାଙ୍ଗାଳ କରି ଗୁଜୁରାଟ ପାଖରେ ଓଡିଶା କୁ ବିକ୍ରି କରିବ... ଆଗାମୀ ସରକାର ଓଡିଶା ରେ ଚାଲିବ କି ନ ଚାଲିବ 5 ବର୍ଷ ପରେ ସନ୍ଦେହ.... କେବଳ ନରେନ୍ଦ୍ର ମୋଦି ଓଡିଶା ବାସି knu ଭକୁଆ ବନେଇକି ବିକ୍ରି କରିବ ଓଡିଶା କୁ ନେଇକି ଗୁଜୁରାଟ ପାଖରେ....

    • @satyamsibammohanty1255
      @satyamsibammohanty1255 2 месяца назад

      ନରେନ୍ଦ୍ର ମୋଦୀ ପରିବର୍ତ୍ତେ କାହାକୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରୁଛନ୍ତି, କୁହନ୍ତୁ??? ଏଭଳି ଗୁଡ଼ାଏ ମିଛ ଅଭିଯୋଗକୁ ଲୋକେ ବୁଝି ଛନ୍ତି, ତେଣୁ ଲଗାତାର ତିନିଥର ......

  • @RajivKumbhar
    @RajivKumbhar 2 месяца назад +42

    72 ଲକ୍ଷ ଆବେଦନ କରିଥିଲେ ତ କାହିଁକି 25ଲକ୍ଷ 11 ଜଣଙ୍କୁ କାହିଁକି ଦିଆ ଗଲା

    • @prakashkumarjena.babusan.n3760
      @prakashkumarjena.babusan.n3760 2 месяца назад

      ତୋର ମାଇକିନା ପାଇଛି ରେ ଭାଡୁଆ 😂😂😂

    • @Rashonkumar143
      @Rashonkumar143 2 месяца назад

      ​@@prakashkumarjena.babusan.n3760mg murkh gehi

    • @satyamsibammohanty1255
      @satyamsibammohanty1255 2 месяца назад

      ସେତିକି, ଆଉ ଦେବେନି !!! ଯଦି ଦେଲେ ପୁଣି ବିଜେପି ସରକାର !!!

  • @JogeswarMajhi-k7q
    @JogeswarMajhi-k7q 2 месяца назад +3

    BJP ଦେଶ ଦ୍ରହୀ ଦଳ

  • @sambalpurivillagecomed7674
    @sambalpurivillagecomed7674 2 месяца назад +6

    ସୁଭଦ୍ରା ସମସ୍ତ ଙ୍କର ଭଉଣୀ ହେଲେ, କାଳିଆ କାହାର କଣ ଥିଲା କି! ଭଗବାନ ଜଗ୍ନାଥଙ୍କୁ ଅପମାନ ହେଲା ପରି ହେଲା ଇଏ କଣ?

  • @manassahoo844
    @manassahoo844 2 месяца назад +21

    Jay Congress ✋

  • @jitendraSatapathy315
    @jitendraSatapathy315 2 месяца назад +4

    Congratulations Congress

  • @rajendraghadai7503
    @rajendraghadai7503 2 месяца назад +1

    ବିଜେପି ର ଭୋଟ ରାଜନିତୀ

  • @BrundabanSahoo-ty6vq
    @BrundabanSahoo-ty6vq 2 месяца назад +5

    ନରେନ୍ଦ୍ର ମୁଦୀ ଵଷକୁ ଦୁଇକୋଟି ଚାକିରି ଜିରୋ ଏକାଉଣ୍ଡୁକୁ 14 ଲକ୍ଷଚଟି ଫଣ୍ଡ ଟଙ୍କା ଫେରତ୍ତ ଗରିଵ ଵୋଲି କହିଥିଲା ଲୋକଙ୍କୁ ଠକିଛି ଵିଜେପି ଦଳ ମାଳବାଦୀ ଦଙ୍ଗାକାରି ମିଛୁଆ ଦଳ

  • @manojgiri1199
    @manojgiri1199 Месяц назад +1

    ପରତିଏକ ମହିଳାଙ୍କୁ ପଚାଶ ହଜାର ଟଙ୍କା ଦେବେ ଭୋଟ ବେଳେ କହି ନ ଥିଲେ ପାଞ୍ଚ କିସ୍ତି ରେ ପଚାଶ ହଜାର ଟଙ୍କା ଦେବେ ବୋଲି କିନ୍ତୁ ଜିତି ସାରିଲା ପରେ କହୁଛନ୍ତି ପାଞ୍ଚ କିସ୍ତି ରେ ଦେବେ ବୋଲି ।ଏକାଥରକେ ଦେଇଥିଲେ ମାଆମାନେ ସ୍ବାବଲମ୍ବି ହୋଇପାରିଥାନ୍ତେ ।

  • @srikantarauta8200
    @srikantarauta8200 2 месяца назад +7

    ବିଜେପିର ଲେଡି ଡନବୋଧେ 5ହଜାରରେ କଣ ବାଳ ଉନ୍ନତି କରିବେ ଆମକୁଦେଖାଇବ 25ହଜାର 2ଥର 50ହଜାର ଦବକୁହାଯାଇଥିଲି କଣ ପାଇଁ ଦିଆ ଗଲାନି ବେଶୀ ଭାଷଣବାଜିଚାଲିଛି ନା ଋଣ ମିଳିଲାନି 50ହଜାର ଦେବାକୁ 300ୟୁନିଟ କୁଆଡେ ଗଲା

  • @SekharsambhitDhal
    @SekharsambhitDhal 2 месяца назад +27

    ବିଜେପି ଚୋର ସରକାର 👌👌

  • @brundabanmandika5298
    @brundabanmandika5298 Месяц назад

    ଏହି ସ୍ତ୍ରୀ ଲୋକ ଟି କଂଗ୍ରେସ ପ୍ରେମୀ ଯାହା ଜଣା ପଡିଛି।

  • @rajeshpanda695
    @rajeshpanda695 2 месяца назад +7

    Bjp ସରକାର 100 ଘଇତା ର ଡୋନ ଲେଡିସ 😂😂😂

  • @dambarubhatra8695
    @dambarubhatra8695 2 месяца назад +2

    ହେଇ ସରକାର୍ ଙ୍କ ମୁଣ୍ଡରେ ବୁଦ୍ଧି ନାହିଁ

  • @sukulalmarandi8336
    @sukulalmarandi8336 2 месяца назад +20

    2029 ku state .Centra ru BJP sofa hebo...

  • @mohantohikaka-j7e
    @mohantohikaka-j7e 2 месяца назад +4

    BJP sarkar Michabula Sarkar

  • @jimirajkumar6556
    @jimirajkumar6556 Месяц назад

    କଂଗ୍ରେସ କୁ ଭୋଟ ଦେଇଥିଲେ ଏବେ...ବର୍ଷକୁ ପାଞ୍ଚ ଲକ୍ଷ୍ୟ ଟଙ୍କା ମିଳିଥାନ୍ତା... ଯୋଉମାନେ ବିଜେପିକୁ ଭୋଟ ଦେଇଛନ୍ତି.... ଦେଖ ଏବେ କଣ ହୋଉଛି.....

  • @OdishabhimArmy
    @OdishabhimArmy 2 месяца назад +2

    3 ମାସ ରେ ସବୁ ବାଳ ଓପlଡ଼ି ପକେଇଛି bjp ସରକାର୍ ଶଳା କେଡେ ଅଲଜ୍ୟା ଲୋକ ତମେ ସବୁ ଜିନିଷ ରେଟ୍ ବଢେଇ ଦେଉଛ ଗୋଟେ ଗରିବ ଲୋକ କେମିତି ଘର ଚଳେଇବ

  • @sulaimanrahman8657
    @sulaimanrahman8657 2 месяца назад +12

    ମାସକୁ ଦିଅ, ଭଲ ହୁଅନ୍ତା

  • @Padmanharijan-w3s
    @Padmanharijan-w3s Месяц назад

    କଂଗ୍ରେସ ମା ଭଉଣୀ କୁ ସମ୍ମାନ ଦିଏ ନାହିଁ ଓଡ଼ିଶା ବାସୀ ଜାଗ୍ରତ ହୁଅ

  • @Pankajkumarreddy
    @Pankajkumarreddy 2 месяца назад +2

    Mg ବିଜେପି

  • @mukundajani5085
    @mukundajani5085 2 месяца назад +1

    ଏ ଭଦ୍ର ମହିଳା ଙ୍କୁ ତ ଭଦ୍ରାମି ଜଣାନାହିଁ ତୁତା କରି କଥା ହୋଉଚନ୍ତୀ

  • @JagdishNayak-jm4xb
    @JagdishNayak-jm4xb 2 месяца назад +3

    ରଙ୍ଗ ମରା ବିଲେଇ କଣ ହେଉଛି। ସମୁଦ୍ର କୁ ସଙ୍କେ ଏ ତ ଲୋକ କହୁଚନ୍ତି ଠିକ କଥା,50000 କହିଲେ ବୁଲେଇଲି 5000 ଦେଲେ ଏ ତ ଗୁଟେ ମାସର ରାସନ ସହିତ ସମାନ ନାହିଁ ମହିଳା କୁଟି ସଶକ୍ତି ହେବେ। ଏସବୁ ଲୋକ କୁ ଭକୁଆ ବନାଉ ଛନ୍ତି BJP ସରକାର ଜୟପୁର ONLY NANA, ମୋଦି ନାହିଁ କି ମହନ ନାହିଁ

  • @lipudash33
    @lipudash33 2 месяца назад +11

    Bjp. Chor

  • @LaxmiPriyapradhan-lg2zn
    @LaxmiPriyapradhan-lg2zn 2 месяца назад +16

    BJP ଗୁଣ୍ଡା 1:40

  • @worriordev9281
    @worriordev9281 Месяц назад

    ଏକା ବେଳେ ଦେଇ ଥାଆନ୍ତା ତା ହେଲେ କିଛି ଲାଭ ହୋଇଥାନ୍ତା

  • @rkentertainment3226
    @rkentertainment3226 Месяц назад

    ସୋଉଦା ଖର୍ଚ୍ଚ ଦେଲ।

  • @BimaKumbhar-bb9fk
    @BimaKumbhar-bb9fk 2 месяца назад +1

    Pjb ସରକାର ଆଉ paisa ଦେବନି

  • @mihirsundaray6360
    @mihirsundaray6360 2 месяца назад +6

    କଂଗ୍ରେସ ର କଳା ସର୍ମାଯ୍ୟା ବୁଡ଼େଇ ଦବ
    ,,,,,, ବିଜେପି,,,,,agali bar vi modi sarakara ❤❤❤❤

  • @Kasinathbhatr
    @Kasinathbhatr 2 месяца назад +1

    ଲାଭ କ୍ଷତିର ହିସାବ ଆମ ଗରିବ ଲୋକ ହିଁ ଜାନିଛନ୍ତି ସାହୁକାର କୁଟି ଜାଣିବେ

  • @mangarajsisa1447
    @mangarajsisa1447 2 месяца назад +1

    ଦିଦିବଦେ ଖାଇଚି ପଇସା ଏ ତ ତେଲୁଗୁ ରାଇଡି

  • @umakantamohanty508
    @umakantamohanty508 2 месяца назад +3

    ସବୁ ମହିଳା କୁଂ ନେଇ ରାଜନୀତି କରୁଛନ୍ତି କିନ୍ତୁ ପୁରୁଷ କୁଂ ନେଇ କେହି ରାଜନୀତି କରୁନାହାନ୍ତି ଆଗାମି ଭୋଟ ଆଗରୁ ପୁରୁଷ ମାନକଂ ପାଇଁ ଯେଉଁ ଦଳ କୌଣସି ଯୋଜନା କରିବ ବୋଲି ଡିକଲାର କରିବ ସବୁ ପୁରୁଷ ମାନେ ସେହି ଦଳକୁ ଭୋଟ ଦିଅ ନଚେତ୍ ଭୋଟ ଦିଅ ନାହିଁ ମହିଳା ମାନେ ଭୋଟର କିଂତୁ ପୁରୁଷ ମାନେ ଭୋଟ ର ନୁହଁ ଂତିକି ସେମାନଙ୍କ ପାଇଁ କେହି ସରକାର କୌଣସି ଯୋଜନା ଆଣୁନାହାଂତି

  • @samualsamual2088
    @samualsamual2088 2 месяца назад +4

    tik kale congress dola

  • @GnsCreations
    @GnsCreations 2 месяца назад +2

    Bjp ର ଗୁଣ୍ଡାରାଜ୍

  • @dibyaranjan3454
    @dibyaranjan3454 2 месяца назад +2

    Jumula Baz, BJP party

  • @beheratapash5957
    @beheratapash5957 2 месяца назад +3

    B j p Banda saraka🦮🦮🦮🦮🩴🩴🩴

  • @DakaYadav-h5z
    @DakaYadav-h5z 2 месяца назад +2

    ସେ ଗିହେ ଦିୟ

  • @satyabanaSethy-m3s
    @satyabanaSethy-m3s 2 месяца назад +3

    Pagal bjp

  • @ramakantabehera4856
    @ramakantabehera4856 2 месяца назад +10

    ଆସିନାହିଁ ଆସିବା fifty thousand ମିଳିବ ପାଞ୍ଚ ବର୍ଷରେ ପାଇବେ କାନହେଲାସେଇଥୁ କଂଗ୍ରେସ ରାହୁଲ ଗାନ୍ଧୀ ଜଉ ଆକାଉଣ୍ଟ କୁ ଖଟା ଖଟ ପଇସା ଆସିବା କହିଥିଲେ ଆସିଲା କି

    • @rnk3671
      @rnk3671 2 месяца назад

      Rahul gandi kan pradhan mantri hei chanti ki jodi hei tante ta dekhitanta

    • @anitabisaofficial9522
      @anitabisaofficial9522 2 месяца назад +1

      Rahul pm hela ki

    • @sjsmstudio
      @sjsmstudio 2 месяца назад

      50 lakh + abedana hoichhi 25 lakh lakanku kn pai dia gala aau baki koka kuade gale

    • @bikashmahapatra6088
      @bikashmahapatra6088 2 месяца назад

      Feku jebelele anapadh tar bhakta bi murkh harijaithiba dala maguchanti

    • @santalirosterreply123
      @santalirosterreply123 2 месяца назад

      Mu Bjp loka. Abe moter chud Rahul Gandhi kahi thila. Central re congress asile monthly 8500 debe. Porom murkha chuda. Tu bhauni giha.

  • @KameshKadraka-dh6ml
    @KameshKadraka-dh6ml 2 месяца назад +1

    ତମେ ଯୋଦି ସତରେ ଦାମ୍ ଥିଲେ ମାସକୁ ୫୦୦୦ ଟଙ୍କା ଲେଖାଏ ଦିଅ ବେ ବିଜେପି ସରକାର ଓଡ଼ିଶାରେ ଭଲ କାମ କଲ ବୋଲି ଲୋକେ କହିବେ ଚୋର ମାଗି,,, ମାନେ

  • @sudarbabu5020
    @sudarbabu5020 Месяц назад

    କଂଗ୍ରେସ ମାସକୁ ୮୫୦୦ ଆନ୍ଧ୍ରା ତାମିଲନାଡୁ ରେ ଦେଉଛି କି

  • @mangalsaiharijan1082
    @mangalsaiharijan1082 Месяц назад

    ମୋର ମାଇକିନା ସବୁ ଠିକ ଥାଇ ମିଳୁନି ଶୁଭଦ୍ର ଟଙ୍କା

  • @PrasannaNayak-z8w
    @PrasannaNayak-z8w 2 месяца назад +2

    ମାଇକିନା କୁ ଖାଲି ଦରକାର

  • @sudarshanjena671
    @sudarshanjena671 2 месяца назад +1

    ମିଣ୍ଡିଆ ଭାଇ one sit ନିହନ୍ତୁ ନାହିଁ

  • @jayamuduli-op7sk
    @jayamuduli-op7sk 2 месяца назад

    Nana k jindabad

  • @rameshdumari5224
    @rameshdumari5224 2 месяца назад +2

    ବାସ୍ ମୁଁ ବଳଭଦ୍ର ଯୋଜନାକୁ ଅପେକ୍ଷା କରିଛି...🥴🥴...କଳିଆ , ସୁଭଦ୍ରାଠୁ ଅଧିକ କାଳେ ମିଳିବ😂
    ପ୍ରକୃତ ଭକୁଆ ତ ଆମେ 🤐ଆମଠାରୁ ନେଇ ଆମକୁ ଦେଈ ସରକାର ହେଉଛି ସକେଇ..

  • @SudeepBarla-p2d
    @SudeepBarla-p2d 2 месяца назад +1

    BJP bichhuaa Sarkar

  • @johankumarh33375
    @johankumarh33375 2 месяца назад +1

    ଅଙ୍ଗ୍ଵନବାଡି ଦିଦି କୁ ବି ମିଳୁଛିକି ମୁ ଆଜି ଯାନୁଛି 😂🤣 ଏଠାକୁ ପାଗଲ୍ କୁକୁର କାମୁଢିଛି

  • @SoundaryaHaripal-h4q
    @SoundaryaHaripal-h4q Месяц назад

    Bjp କଥା ହିଁ ସବୁ ଗୋଲିଆ

  • @babulasahu1439
    @babulasahu1439 2 месяца назад +3

    Jia jitila gunda gardi karuchhi bala poltics

  • @TapankumarDora-m4w
    @TapankumarDora-m4w 2 месяца назад +3

    ବିଜେପି‌ର‌କୁକୁର ତୁମେ ମାନେ ୫୦୦୦୦ ଦିଅ ତୁମ ବାପା ର କି ମୋଦି ର ବାପା ର ଟଙ୍କା ବୋଲି ଭାବୁଛ କି‌ ଅନ୍ଧ ସଳେ ୫୦୦୦ ଦେଇ ୫୦୦୦୦ ଦେଖୁଛ ମିଛୁଆ‌ ଅନ୍ଧ ଭକ୍ତ ମୋଦି ତୁମ‌ ଉପରେ ଏକ କଲେ ତୁମକୁ ପାଦୁକା ଭଳି ଲାଗିବ ୫୦୦୦ ଟଙ୍କା ରେ ଓଡ଼ିଶାର ନାରୀ ‌ପୁରା ସଶକତ ହେଇଯିବ ଓଡିଆ ମୁଣ୍ଡ ଏତିକି

  • @PrasannaNayak-ox4nl
    @PrasannaNayak-ox4nl 2 месяца назад +4

    Sabu jumula kichhi Mahila nku dei aau samasta nku thakidela

    • @satyamsibammohanty1255
      @satyamsibammohanty1255 2 месяца назад

      ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଣାପଡ଼ିବ !!!

  • @BijaySethi-iu5ks
    @BijaySethi-iu5ks 2 месяца назад +3

    ସାଳି ଅଣ୍ଡିରା

  • @ARCHANAKANHAR-sq4ot
    @ARCHANAKANHAR-sq4ot 2 месяца назад +2

    ଶୁଭଦ୍ରୀ ଜଜନା କୁ ଏବେ ବିଜେଡି ଓ କଂଗ୍ରେସ ଦେଖି ପାରୁନ ତିବେ ରାଗରେ ତନ ତନ ହଉତିବେ କଣ କରିବେ ବିଜେଡି ଓ କଂଗ୍ରେସ

  • @indianprimitiveliving2479
    @indianprimitiveliving2479 2 месяца назад +1

    ମାଇକିନା କିଏ ସେ.....?

  • @PravakarParamanik-u9k
    @PravakarParamanik-u9k 2 месяца назад +2

    Lajanahi jaha kahithile BJP puranakariparini Jay BJD

  • @worriordev9281
    @worriordev9281 Месяц назад

    ଭାଇ ବିଜେପି ତାର manufacture ରେ ମହିଳା ମାନଙ୍କୁ 50000ହଜାର ଦେବାପାଇଁ
    କହିଲା ଏବଂ କଟଗରି ରେ ବିଭକ୍ତ କରିବା ଠିକ୍ କଲା ନାହିଁ,5000ରେ ଟଙ୍କା ରେ କଣ ସୱାଲମ୍ବୀ ହେବେ

  • @kailashswain4735
    @kailashswain4735 2 месяца назад +3

    Subhadra tanka jumla... faltu yojana by Govt..70 years re GST nathila ebe GST ? Faltu Govt

  • @rkentertainment3226
    @rkentertainment3226 Месяц назад

    ଇଏ କାହା ମାଇପରେ ଭାଇ ସମ୍ଭାଳ।😅😅😅😅😅😅

  • @jayamuduli-op7sk
    @jayamuduli-op7sk 2 месяца назад +1

    Bjp hotao odisha banchao

  • @davidpahad3
    @davidpahad3 2 месяца назад +2

    ଯୁକ୍ତିତର୍କ କରନ୍ତୁ ନାହିଁ।
    BJP ଓଡ଼ିଶା କୁ ନମ୍ୱର୍ ୱାନ୍ କରୁଛି।

  • @ashit6142
    @ashit6142 2 месяца назад +1

    Se lady's ku ekalavya karidieajau
    Lady Don

  • @gitarani2831
    @gitarani2831 2 месяца назад +6

    ଆଲୋ, ବିଜେପି,ଦାରିମାନେ, ତୁମ, ମୁହଁ କୁ, ଟିକେ, ଲାଜ, ସରମ, ଅଛି, କି, କହିଥିଲ, କଣ, କରିଲ, କଣ, ଚୋର, ଦଳ, ସେ, କଥା, କହିଲେ, ତୁମକୁ, କାଟୁଛି, ତୁମକୁ, ଭୋଟ, ଦେଇନାହାନ୍ତି, ଲୋକେ, ଜଦି, ଦେଇଥାନ୍ତେ, ଲୋକେ, ନବିନ୍, କୁ,ଝୁରି, ନଥାତେ,ତୁମେ, Evm ରୁ, ଭୋଟ, ଚୋରି, କରି, ଜିତିଛ, ଜଦି, ଚୋରି,କରିନ,୫କୋଟ, ଭୋଟ, ଆସିଲା, କୋଉଠୁ, କୁହ, ଚୋର, ମୁହଁ, ଟାଣ, ତୁମେ, ଭୁଲ୍, ମାଗ, କଳି, କରୁଛ, କଳିବୁଢିମାନେ

    • @AnjuPatra-xh8jm
      @AnjuPatra-xh8jm 2 месяца назад

      Correct vote ulta heichhi sethipain bjp sabuthi win karichhi

    • @prakashkumarjena.babusan.n3760
      @prakashkumarjena.babusan.n3760 2 месяца назад

      ଜୟ ବିଜେପି ❤️❤️

    • @prakashkumarjena.babusan.n3760
      @prakashkumarjena.babusan.n3760 2 месяца назад

      ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଛନ୍ତି.....

  • @umakantabehera7734
    @umakantabehera7734 2 месяца назад +2

    Bjp bala nka charitra seia mahila nku kebe respect diani

  • @shyamsundersahooshyam5837
    @shyamsundersahooshyam5837 2 месяца назад +3

    Take action against criminal

  • @mohantohikaka-j7e
    @mohantohikaka-j7e 2 месяца назад +1

    Pensun 3000 b dele nai BJP Sarkar GAS ro b Money less heuni BJP michua sarkar

  • @GayaBehera-mc5bq
    @GayaBehera-mc5bq 2 месяца назад +4

    Bjp sarkar ee mahila ku asanman....lajya lajya

  • @uniquecollection8253
    @uniquecollection8253 2 месяца назад +1

    5000 paiki emane manisa manu nahanti

  • @chandrasekharnayaka9658
    @chandrasekharnayaka9658 2 месяца назад

    ଏ ମାଇକିନା ର bjp ର ତଳ ପଟେ ବୋଧେ

  • @sibakhamari7674
    @sibakhamari7674 2 месяца назад +1

    5000 pai 5 ta ghaita karibe

  • @anjalisethi8528
    @anjalisethi8528 2 месяца назад +1

    Pangua story

  • @JBanara
    @JBanara Месяц назад

    ତମେ ମାନେ ୨୫ ବର୍ଷ ଶାସନ କଲ ତଥାବି ମନ ମାନୁନି ୨୫ ବର୍ଷ କଣ କରିଛ ଆମକୁ ଟିକେ ଦେଖେଇ ପାରିବ କାହାକୁ କେତେ କାଳିଆ ଟଙ୍କା ଦେଇଛ ହିସାବ ଦେଖାଅ ଆଉ ଗାଁ ଘର କେତେ ଜଣ ପାଇଛନ୍ତି ବିଜେଡି ଦଳ ଟିକେ ବୁଲିକି ଦେଖି ନିଅନ୍ତୁ ତା ପରେ ବିଜେପି ର କଥା କୁହନ୍ତୁ କାହିଁକିନା ତାର ୧୦୦ ଦିନ ବିତି ଯାଇଛି ସତ ତାର ଆଉ ୪ ବର୍ଷ ବାକି ଅଛି telunkari ପାଞ୍ଚ ପୁରୁ ଦେଖିବା କଣ କରୁଛି

  • @sulaimanrahman8657
    @sulaimanrahman8657 2 месяца назад +1

    ତୁମେ ଦେଲେ କରିବେ, ଆଗରୁ କରୁ ନଥିଲେ

  • @jogeswarkumura9111
    @jogeswarkumura9111 Месяц назад +1

    Bjd chor

  • @BatakrisnaChhotaray
    @BatakrisnaChhotaray 2 месяца назад +1

    Are chora dala kana kahithila seita ku kahuna jou Mane micha kahucha Tama maa prakrutare thik nanhi chi chi bjp dala

  • @ritarani4539
    @ritarani4539 2 месяца назад +1

    300 unit bijuli kuade gala

  • @manishapattanayak2152
    @manishapattanayak2152 2 месяца назад

    ବିଜେପି ମହିଳା ମାନେ ବି ଗୁଣ୍ଡା ଗିରି କରୁଛନ୍ତି ଆଉ ଦବଙ୍ଗ ଗିରି ଆଜି ଆମେ
    ସବୁ ଦେଖିଲୁ ଏତେ ଉଦ୍ଧତ ଆଉ ଅସଭ୍ୟ
    ମାଇକିନା ଟା ତା ସ୍ବାମୀ ଆଉ ସ୍ଵସୁରକୁ
    ବି ଘରେ ମାରୁଥିବ ନଶ୍ଚୟ କାଳୀ ଉର୍ଦଣ୍ଡି
    ଅଭଦ୍ର, ଅସଭ୍ୟ ମାଇକିନା ସେ ତା ବାପ
    ଭାଇ କୁ ବି ମାଡ଼ ମାରୁଥିବ👍
    ଯିଏ ରାସ୍ତା ଉପରେ ପର ପୁରୁଷ କୁ ଏଭଳି
    ଅଭଦ୍ରାମି କରୁଚି ସେ ଅଭ୍ୟାସ ତାର ନିଶ୍ଚୟ
    ବହୁତ ଆଗରୁ ମାନେ ତା ବାପ ,ଭାଇ ଆଉ
    ତା ସ୍ବାମୀ ,ଶ୍ଵଶୁର ଙ୍କୁ ବି ମାରି ଥିବ ନହେଲେ
    ଗୋଟେ ମାଇକିନା ରାସ୍ତା ଉପରେ ଏତେ ଉଦ୍ଧତ ଆଉ ଅସଭ୍ୟ ପରି କେମିତି ହେଇ
    ପାରିବ ,ଏହି ଭଳି କିଛି ମହିଳା ଙ୍କ ପାଇଁ
    ଅନ୍ୟ ମହିଳା ସବୁ ନିର୍ଯାତନାର ଶିକାର
    ହେଉଛନ୍ତି ଏଭଳି ମାଇକିନା କୁ ଖାଲି ବାଇ ଡଙ୍କ ଗୁଣ୍ଡ ମାଡ଼ ଦରକାର ନହେଲେ ମହୁମାଛି ମାଡ଼ ଦରକାର👍😅
    କି ରୂପ କି ଅଭିସାରିକା ଭେସ😂😂😂
    ଛି ଛି ଛି ଛି ଛି ଛି ଛି ଥୁ

  • @pratapgiri7786
    @pratapgiri7786 2 месяца назад +1

    5000 re ki business karibe ,aji kali jinisa jou rate,satire 5000 re kona hebo

  • @JagabandhuMuduli-r3s
    @JagabandhuMuduli-r3s 2 месяца назад

    ବାଳ ନା ଆଉ...?

  • @BijayaBehra-i6v
    @BijayaBehra-i6v 2 месяца назад

    ଭଉଣୀ କୁ ଧନ୍ୟବାଦ

  • @PurisirikaPurisirika
    @PurisirikaPurisirika Месяц назад

    ସଳା BJP ସରକାର ପ୍ରତି ଶୃତି ଦେଇ କି ପୁରଣ କରି ପାରୁନ ବାଳ ଟା ଉନତି କରିବ ;

  • @pramodjhankar9720
    @pramodjhankar9720 2 месяца назад

    ଷଣ୍ଢ ଲଢେ଼ଇ

  • @mdshahidanwar4540
    @mdshahidanwar4540 2 месяца назад +1

    Jai BJP

    • @anitabisaofficial9522
      @anitabisaofficial9522 2 месяца назад

      @@mdshahidanwar4540 tame subhadra yojana paisa re gute car soroom Kara Baki tanka ku ghara Kara

  • @BimalMallick-ys5kk
    @BimalMallick-ys5kk Месяц назад

    Mohan Majhi nku odisha ttharu hataa

  • @AgadiWadeka
    @AgadiWadeka 2 месяца назад +2

    5000 amaku kichi nuha bhai

    • @Mrddbaska7815
      @Mrddbaska7815 2 месяца назад

      Hnn...tama ku 5,00000 dele hin tama ku bahut kichhi lagibaki ..jaoo Nabin debo magibo

  • @BaidyanathMarndi-ms5sh
    @BaidyanathMarndi-ms5sh 2 месяца назад

    ଲଭିଲକକଶାନଡିନାହି

  • @rnk3671
    @rnk3671 2 месяца назад

    Au jahar pending achi se mananka kan heba

  • @prasantapattanaik862
    @prasantapattanaik862 2 месяца назад

    ମାମଲା କିସ୍ ହେ।?

  • @jagamapatro6512
    @jagamapatro6512 2 месяца назад +2

    Bjp is tha plod party only naveen babu odisha cm