ଡ୍ରେସ ଖୋଲିକି ଫୋପାଡ଼ିବି ବିଷ ଖାଇ ମରିଯିବି !

Поделиться
HTML-код
  • Опубликовано: 17 дек 2024

Комментарии • 282

  • @musicofodisha435
    @musicofodisha435 Месяц назад +5

    ଆମ ସରକାର ଏତେ ନିର୍ଦୟ ନୁହନ୍ତି ସେ ସମସ୍ତ ଙ୍କ ଦୁଃଖ ବୁଝନ୍ତି ଆପଣ ମାନଙ୍କ ଦୁଃଖ ବି ନିଶ୍ଚୟ ବୁଝିବେ ଜୟ ଜଗନ୍ନାଥ ଜ଼ୟ ମାଁ ତାରିଣୀ

  • @ManidharaMurmu
    @ManidharaMurmu 2 месяца назад +66

    ସ୍କୁଲ ପିଲାଙ୍କର ପୋଷାକ ନୀଳ ଧଳା ହେବା ଦରକାର, ସେ ରଙ୍ଗ ର ମହତ୍ୱ ଅଛି ଆଜ୍ଞା, ହିର୍ଲା ମାରାଂବୁରୁ, ଜୟ ଜଗନ୍ନାଥ 🙏🙏🙏🙏🙏

  • @bishnucharansukla9000
    @bishnucharansukla9000 2 месяца назад +28

    ସରକାର ବିଚାର କରନ୍ତୁ।ସେମାନଙ୍କୁଗୋଟିଏ ବର୍ଷ ସମୟ ଦିଆ ଯାଉ।

  • @BasantaBehera-gl3li
    @BasantaBehera-gl3li 2 месяца назад +86

    ପରିବର୍ତ୍ତନ ର ଫଳ ଏବେ ବହୁତ୍ ମିଠା ଲାଗୁଥିବ

    • @babunayak4797
      @babunayak4797 2 месяца назад +3

      Tike kahucha😂😂

    • @yoplayer4620
      @yoplayer4620 2 месяца назад +1

      Ta kahaku anile paper leak habani, Congress neet re biggest opposition party heiki kichi chidei parilani . Sabu party ra involvement achi paper leak re kahaku tame aniba kuha

    • @pashupati55
      @pashupati55 2 месяца назад

      Nabina nahale Odisha ku tekiki dhari thila au o sorry Pandu tekiki dhari thila. Abe 5 year BJP jete gapile bi change habani😂😂

    • @sikharanimajhi690
      @sikharanimajhi690 2 месяца назад +1

      Nabin aau pandu toh jaha tadichhanti 25 barsa hela....kan je adibasi loko te cm hela fatuchhi samastankara

    • @Kamal8991-p9f
      @Kamal8991-p9f Месяц назад

      Right one bro😂

  • @Nityaabhai
    @Nityaabhai 2 месяца назад +45

    ଆହୁରି ପ୍ରତିବାଦ କରନ୍ତୁ, ଆମେ support କରିବୁ 😢

  • @CHHABIPRADHAN-cf8ce
    @CHHABIPRADHAN-cf8ce 2 месяца назад +24

    ସରକାର ନିଶ୍ଚୟ ଏହାକୁ ବିଚାର କରନ୍ତୁ

  • @nabinamanatya4345
    @nabinamanatya4345 2 месяца назад +3

    ସରକାର ଆଗ ବିଚାର କରିବା କଥା ,ବିଚାର ନ କରିଖି ମନ୍ତ୍ରୀ ମାନେ ମନ ଇଛା କଉଛନ୍ତି ଆମ ଓଡ଼ିଶାବାସୀ ସବୁ କାମରେ ଅସୁବିଧା ହେଉଚୁ

  • @Kamal8991-p9f
    @Kamal8991-p9f Месяц назад +5

    ରାଜନୈତିକ ଦଳ ର ବ୍ୟକ୍ତିଗତ ଶତ୍ରୁତା କୁ ନେଇ ବିଜେପି ସରକାର ଯୋଉ ସରକାରୀ ଗୃହ ର ରଙ୍ଗ, ପୋଷାକ ର ରଙ୍ଗ, ଯୋଜନା ର ନାମ ଇତ୍ୟାଦି ବଦଳାଉଛନ୍ତି ତାହା ସଂପୂର୍ଣ୍ଣ ଭାବେ ଲଜ୍ଜ୍ୟା ଜନକ ଆଉ ନିନ୍ଦନୀୟ ମଧ୍ୟ ।
    ଏହି ସବୁ କରିବା ଅପେକ୍ଷା Corruption, ସରକାରୀ ଚାକିରୀ ପାଇଁ ହେଉଥିବା ପରୀକ୍ଷା ରେ ଅନିୟମିତତା ଏବଂ outsourcing employee ମାନଙ୍କୁ permanent job ଦେବା ପ୍ରତି ଧ୍ୟାନ ଦେବା ଦରକାର।

  • @bhaktacharanmajhi99
    @bhaktacharanmajhi99 25 дней назад

    ସରକାର ଇସ୍ତଫା ଦେବା କଥା ବହୁତ ଲୋକର ଜୀବନ ବଞ୍ଚି ଯିବ ସମସ୍ତଙ୍କର ଏହି ସମସ୍ୟା

  • @laxmidharmirror5500
    @laxmidharmirror5500 2 месяца назад +18

    ରଙ୍ଗ ରଙ୍ଗ ମାର କେବଳ ରଙ୍ଗ ମାର

  • @SushiJena
    @SushiJena Месяц назад +2

    ଆମ ଜଗନ୍ନାଥଙ୍କ ରଙ୍ଗ କଳା ଧଳା, ଆମ ସଂସ୍କୃତି ରେ ରହିବା ଦରକାର କଳା ଧଳା

  • @CreationOdia1234
    @CreationOdia1234 2 месяца назад +52

    BJP ସରକାର ହଟାଓ ଓଡ଼ିଶା ବଞ୍ଚାଅ

    • @tapangamer2013
      @tapangamer2013 2 месяца назад +2

      Jumlabjp 😂😂😂😂😂😂😂😂😂😂😂😂😂😂😂😂

    • @Srt-p8q
      @Srt-p8q 2 месяца назад

      Tu BJD ra gandi chate

  • @KamalakantaSahu-q6k
    @KamalakantaSahu-q6k 2 месяца назад +19

    ଜାହା କରୁଛୁ କର ଏହି 5 ବର୍ଷ ସଳା ବିଜେପି

    • @sukadevswain7533
      @sukadevswain7533 2 месяца назад

      Bjd chora re pagal

    • @sureshmohanmishra5012
      @sureshmohanmishra5012 2 месяца назад +1

      ​@@sukadevswain7533 yes and you 🤡🤡🤡🤡🤡🤡🤡 bjd 🗿🗿🗿🗿🗿🗿🗿

    • @GautamRout-tl4ob
      @GautamRout-tl4ob Месяц назад

      Sakal pakhal gala bjd 5 bras para chodi pakayib

  • @kumardeepak4402
    @kumardeepak4402 2 месяца назад +24

    ସରକାର ଦୟା କରନ୍ତୁ, ଏ ଭାଇର ଦୁଃଖ ବୁଝନ୍ତୁ 🙏

  • @pnseva
    @pnseva 2 месяца назад +4

    ସରକାର ଆମ ପାଇଁ ବନି ଛନ୍ତି ଆମେ ବନାଇଛୁ ତୋ ଆମ କଥା ଶୁଣିବା ନିହାତି ଜରୁରି.

  • @ମନୋଜବେହେରା-ବ5ଦ

    ❤❤❤❤ତୋ❤❤ମାର ବି❤❤ଗୋଟେ ଜୁଗ ପାଇଁ ଆଣିଲ ନି❤ ଡେଶ ବିକିବୁ❤❤❤କେତେ ଟଙ୍କା ଦେଇ କିରି ଟେଣ୍ଡର ନେଇଥୂଲୁ❤❤ଏବେ❤❤ଗି❤

  • @saiprasannadas9873
    @saiprasannadas9873 2 месяца назад +33

    Mohan majhi କିଛି ଜାଣିନି

  • @AnirudhaPuhan
    @AnirudhaPuhan Месяц назад +2

    ରଙ୍ଗ। ପରିବର୍ତ୍ତନ କରି।ବି।ଜେ।ପି।କଣ।କହି।ଵାକୁ। ଚାହାନ୍ତି

  • @Kshirod-cg1wk
    @Kshirod-cg1wk Месяц назад

    ଏମାନଙ୍କ କଥାରେ govt ଚାଲିବ ଆଉ

  • @lipianshuvlogs
    @lipianshuvlogs Месяц назад +1

    ହେ ଭଗବାନ୍ ଏ ସବୁ କଣ ଚାଲିଛି ,ଖାଲି ରଙ୍ଗ ବଦଳ

  • @purnachandrapatra3852
    @purnachandrapatra3852 Месяц назад +3

    ଗରିବ ଲୋକ 3000000 ବେପାର କରେକି

  • @ranjanchatarji262
    @ranjanchatarji262 Месяц назад +6

    Poshaka colour change na kari loka nka dukha bujhantu cm sir

    • @tapangamer2013
      @tapangamer2013 Месяц назад +1

      Jumlabjp ok 😂😂😂😂😂😂😂

  • @Nityaabhai
    @Nityaabhai 2 месяца назад +13

    ଏବେ school ପିଲା ଡ୍ରେସ ବି ବଦଳିବ କି ସରକାର ରେ 🤣🥲🥲🥲

  • @annuvideo
    @annuvideo Месяц назад

    ଏ ପରା ଆମର ରଙ୍ଗଡ଼ିଆ ସରକାର ଆସିଲେ ନବୀନ ସରକାର ଯାହା କରି ଥିଲା ମୋହ ସରକାର ଖାଲି ରଙ୍ଗ କରୁଛି ଏମିତି 5 ପଞ୍ଚ ବର୍ଷ କଟିଯାଉ ଜୟ ଜଗନ୍ନାଥ ମହାପ୍ରଭୁ ତମେହିଁ ଗରିବ ମାନଙ୍କୁ ଭରସା 😢😢

  • @Nayanapradhan99
    @Nayanapradhan99 2 месяца назад +21

    ଆରେ ଭାଇ ଏବର୍ଷ ପ୍ରାଇମେରି ସ୍କୁଲରେ ଅଗଷ୍ଟ ପନ୍ଦରରେ ପିଲା dress ପାଇଲେନି ।ହାଇ ସ୍କୁଲ ପିଲାଙ୍କୁ କଣ ଦେବେ।

    • @ysmuna
      @ysmuna 2 месяца назад

      @@Nayanapradhan99 hnn

  • @bhaktacharanmajhi99
    @bhaktacharanmajhi99 25 дней назад

    ଭାଇ ଜଣଙ୍କ ସତ କଥା କହୁଛନ୍ତି

  • @maachannel7214
    @maachannel7214 Месяц назад

    ଆରେ ରଗ ବଦେଳା ରେ ୫୪ସହ କୋଟି ଲୋନ ହେଇଛି

  • @srisaidesignvastu9209
    @srisaidesignvastu9209 2 месяца назад +4

    ଯେଉଁ ଠି ଆଦେଶ ହୋଇଛି ସେଇଠି ରହିବ , ଯେଉଁ ଟି ଆଦେଶ ନାହିଁ ସେଇଠି ବଦଳାଯାଉ

  • @DasMARANDI-dn3lc
    @DasMARANDI-dn3lc Месяц назад +1

    bhala heichi

  • @ranjanapanda6538
    @ranjanapanda6538 Месяц назад +1

    ସତ କଥା।ଏମାନଂକୁ ବାଧିବ ଏକା।

  • @qxztr
    @qxztr 2 месяца назад +3

    ରଙ୍ଗ ପରିବର୍ତ୍ତନ ରେ ବିଜେପିର ଏତେ ତତ୍ପର ଠିକ ନୁହେଁ।

  • @mithundehury1979
    @mithundehury1979 2 месяца назад +12

    ସବୁ ରାଜନୀତି ଖେଳ ପାରୁଛ ଯଦି ଓଡିଶା ର ନାଁ ଟା ବି ବଦଳେଇ ଦିଅନ୍ତୁ ପ୍ଲିଜ଼ 😂

    • @brundabatisingh8161
      @brundabatisingh8161 2 месяца назад +2

      Right Katha kahile

    • @Behappysmile
      @Behappysmile Месяц назад

      Sabu dala ରାଜନୀତି କରନ୍ତି, e sarkar kale ete pracchar, bicchar, ବଢିବା କାହିଁକି?

    • @mithundehury1979
      @mithundehury1979 Месяц назад

      @@Behappysmile ଓଡିଶା ରେ ବିଜେପି ବି ଭଲ ନୁହେଁ ବିଜେଡି ବି ଭଲ ନୁହେଁ କେବଳ ସବୁ କିଛି ନିଜ ଉପରେ ନିର୍ଭର କର ନିଜେ କେମିତି ବଡ ଲୋକ ହେବ 🤗

    • @Behappysmile
      @Behappysmile Месяц назад

      @@mithundehury1979 hnn bhai dala rajaniti na kari,
      ସମସ୍ତେ ଏକତ୍ରିତ ହୋଇ କାମ କଲେ ,ଯୋଉ ବି ଦଳ ଆସୁ ଭୁଲ ର ଭଲସେ ପ୍ରତିରୋଧ ଆଉ ଭଲ ର ପ୍ରଶଂସା ଉଚ୍ଚିତ୍ ଭାବେ କଲେ ଆମ ସମସ୍ତ ଙ୍କର ଭଲ ଭାବେ ଉନ୍ନତି ଆଉ ଶାନ୍ତି ପୂର୍ଣ୍ଣ ଜୀବନ ଧାରଣ ହେଇ ପାରିବ।
      ସବୁ ବେଳେ ଖାଲି ସରକାର କରିବା ଭାବିଲେ ହବନି,ନିଜେ ସରକାର କୁ ଚଳେଇବା ପାଇଁ ବାଧ୍ୟ କରିବାକୁ ପଡ଼ିବ । ସେମିତି ସରକାର କୁ ଭୋଟ ଦେଇ ଛାଡିଦେଲେ ସବୁ ସରକାର ଲୁଟିବେ ,ନିଜ ପକେଟ୍ ଭାରିବେ । ଗଣତନ୍ତ୍ର ର ଉଚିତ୍ ମୂଲ୍ୟ , ଅର୍ଥ ବୁଝି ସବୁ ଲୋକ ମାନେ ବୁଝିବା ଦରକାର।
      ସବୁ ଆପେ ଆପେ ହେଇ ପାରିବନି।
      And you are right 👍🏻

  • @SalkhanHembram-yp5us
    @SalkhanHembram-yp5us Месяц назад

    ଏମାନେ BJD ଗମେଣ୍ଟ ସହ ଡିଲ କରିଥିଲେ ଏଥର ଘନାପେଲ

  • @PankajkumarBehera-d9g
    @PankajkumarBehera-d9g Месяц назад

    Congratulations

  • @sahebmajhi4215
    @sahebmajhi4215 Месяц назад

    Time dihuntu mahon sarakar thanks you sri

  • @srisaidesignvastu9209
    @srisaidesignvastu9209 2 месяца назад +3

    ସରକାର ସବୁ ବଦଳେଇବା ଦରକାର

  • @SusilPradhan-n3o
    @SusilPradhan-n3o Месяц назад

    Mahan,c,majhi❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @gsentertainments5174
    @gsentertainments5174 2 месяца назад +1

    SHG ମାନଂକ ଦ୍ଵାରା ନିମ୍ନ ମାନର DRESS ଦିଆଯାଉଛି।

  • @prafullachandratiyu4568
    @prafullachandratiyu4568 Месяц назад

    ସରକାର ତ ସବୁ ରଙ୍ଗ ବଦଳାଇ ଦେଉଛନ୍ତି ।ବିଜେଡି ରଙ୍ଗକୁ ବଦଳାଇ ବାକୁ ଯାଉଛନ୍ତି ।

  • @JibitPadhan1234
    @JibitPadhan1234 10 дней назад

    Jay shre ram

  • @rathbaisalini8872
    @rathbaisalini8872 2 месяца назад +6

    BJP govt.should listen their prayer

  • @srisaidesignvastu9209
    @srisaidesignvastu9209 2 месяца назад +3

    ତୂମେ ବିଜେଡ଼ି ଲୋକ ବିଜେପି ଲୋକ କେମିତି ଚଳିବେ ?ଆମେ ବିଜେପି ଲୋକ ଆମକୁ କାମ ଦିଅ!

  • @biramhembram2124
    @biramhembram2124 2 месяца назад

    24ବର୍ଷହେଲା ସବୁବଦୁଳଥିଲା ଏବେବି ବଦଳିବ

  • @maheshwardas310
    @maheshwardas310 2 месяца назад +2

    High court ku jao

  • @BhawaniSa-e5g
    @BhawaniSa-e5g Месяц назад

    Mahan sir school enifarm change kalekichhi hebani tichar diantu prateke school re please

  • @promisetech4374
    @promisetech4374 2 месяца назад +4

    Mohon wife vi change korajau 😅😅😅😅😅😅😅😅😅😅😅

  • @riteshnayak8824
    @riteshnayak8824 2 месяца назад +7

    Colour change na kari pila nka future angaku niyantu

  • @laxmidharmirror5500
    @laxmidharmirror5500 2 месяца назад +1

    ଓଡ଼ିଶା ରେ ଜନ ସାଧାରଣ ତ ମେଣ୍ଢା ନା ରାତି ପାହିଲା ବେଳକୁ ଯାହା ଗୋଟେ ନିୟମ କରିଦେବ ଲୋକେ ତାକୁ ମାନିବାକୁ ଆଣ୍ଠେଇ ପିଟି ଲାଗିବେ
    ପ୍ରଶ୍ନ ନାହିଁ କି ପ୍ରତିକ୍ରିୟା ନାହିଁ ଜଡ ପଦାର୍ଥ ପରି ଲୋକେ ଏବେ

  • @sukantiparichha9442
    @sukantiparichha9442 2 месяца назад +2

    Right katha kahuchhanti.aasanta barsa v kana school uniform change karibaara kounasi jaruri hin nahin.

  • @Joshika366
    @Joshika366 2 месяца назад +1

    You are right

  • @AbcdAbcd-h9b9z
    @AbcdAbcd-h9b9z 2 месяца назад +1

    Bjp is best👍

  • @mandakinisharma2415
    @mandakinisharma2415 Месяц назад

    1..Eiuriy.. Taimi

  • @kumar2509
    @kumar2509 2 месяца назад +1

    Should had thought before voting.reality of bjp govt.NB sir was perfect for odisha

  • @therainbowpremiumanuragsin467
    @therainbowpremiumanuragsin467 2 месяца назад +2

    We request ODISHA govt to listen to the pain point of their businessman in Odisha.
    A huge loss i.e in crores they have to bear if the govt will not listen to their problem.
    The Rainbow Premium
    School Shoes & Socks manufacture, Delhi

  • @SukantaLenka-yj7kh
    @SukantaLenka-yj7kh 2 месяца назад +1

    Sarakara bichara karantu🙏

  • @ManojBeher-ic3ys
    @ManojBeher-ic3ys Месяц назад

    Dress quality checking kar BJP

  • @swaruppadhan7336
    @swaruppadhan7336 2 месяца назад +7

    Only jumla

  • @kamallochannayak9660
    @kamallochannayak9660 Месяц назад

    Dhik .

  • @awakeningindia1434
    @awakeningindia1434 2 месяца назад +1

    Govt should listen to these people... colour change pare hele b no problem at all

  • @chandrasekharbagh8029
    @chandrasekharbagh8029 2 месяца назад +20

    Odisha BJP pagal helani

  • @purnachandrapatra3852
    @purnachandrapatra3852 Месяц назад

    ସବୁବେଳେ ଲାଭକରିଛ ଥରେ କ୍ଷତି ନିଅ

  • @lovely861
    @lovely861 2 месяца назад +1

    Adhika katha kichhi b nahin bas SARKAR change karidiantu bas sabu thik heijiba.

  • @srisaidesignvastu9209
    @srisaidesignvastu9209 2 месяца назад +5

    ସବୁ ପୋଷାକ ବଦଳେଈଦେବା ଉଚିତ୍! ବିଜେଡ଼ି ସରକାର ଲାଞ୍ଚ ଖାଈଛି , ତାଙ୍କ ପୋଷାକ ଚଳିବ ନାହିଁ

    • @charusmitabarik
      @charusmitabarik 2 месяца назад

      Ri chakiriru ru lancha neichi

    • @KunalKumar-ep8lm
      @KunalKumar-ep8lm 2 месяца назад

      Mg tu majhi ghara pet dog sala majhi pela chatu thha emiti majhi latrin asila pare ta gandi ku bi chati ki safa Kari daba re mg andha bhakta mg😡😡😡

  • @basantkumarRath-p9u
    @basantkumarRath-p9u Месяц назад

    colour badaleile kn heba education system change kariparuna j

  • @sradhamihir5552
    @sradhamihir5552 2 месяца назад +2

    ମୋହନର ମୁହଁ ରଙ୍ଗୀନ କେବେ କରାଯିବ 😂 ମୁଁ ଦେଖିବାକୁ wait କରିଛି 😅

  • @PriyabrataSahoo-lm9vo
    @PriyabrataSahoo-lm9vo Месяц назад

    Bekar katha ....nizara labha dekha khali...nizaupara ku asila belaku 😢😢😢😢😢

  • @Lmahanta14
    @Lmahanta14 2 месяца назад +1

    ମାଇକିନା ! ଏଭଳି ଶବ୍ଦ ନାରୀ କୁ ଅସମ୍ମାନ କଲା ଭଳି ଲlଗୁନିକି ?

  • @pritammeher3941
    @pritammeher3941 2 месяца назад +1

    100ର ଉନିଫୋ ଜେ ୫୦୦ ବିଲ କରୁଛ ଜେ heta kenta

  • @silunayak6482
    @silunayak6482 2 месяца назад +6

    Bahi re mohan majhi kichhi nuhen se gote murkha ta.taku jie jmt nachauchi se nachuchi

  • @sukantabehera2586
    @sukantabehera2586 2 месяца назад +12

    Bhai se chora sarkarnku tantia deiki baharaku ana tapare jaha

  • @kshirodripradhan1031
    @kshirodripradhan1031 2 месяца назад

    ଏ ସରକାର କିଛି କୁଂ ବିଚାର ନ କରି ପେଟ କୁ ଲାତ ମାରନ୍ତୁ ନାହିଁ

  • @sanjaysethia8886
    @sanjaysethia8886 2 месяца назад

    Total Natak hai
    Yeh Wahi Log Hai Jo
    Shortage Mein 100 Rupiye Ki Uniform Ko 400 Mein Bechte Hai,
    Jab Black Marketing Karte Hai to Profit Ka Rupiya Ka Government Ko De Dete Hai Kya,
    Ab Natak Kyun😡

  • @AbhijitGagerenga-e2t
    @AbhijitGagerenga-e2t 2 месяца назад

    Thik kahichanti karbala kolar chenge karobar satakar chenge karobar satakar kahana Majhi bharada kari bhata degi bhuli hela

  • @mukeshkumarsalangi6401
    @mukeshkumarsalangi6401 2 месяца назад

    School ra colour change
    Uniform colour change
    But school infrastructure pain kichhi step nanhi
    8ta class pain gotie classroom puni classroom re hin office room

  • @justiceforu
    @justiceforu 2 месяца назад +1

    ଆଉ ସହିହୋଉନି ମୋହନ ମାଝୀ କୁ only କଲର ଚେଞ୍ଜ କରିବାରେ first ୫ ଏୟାର୍ସ କଣ ୫months ବି ଭଲ ସେ କାମ ନାହିଁ only colour ଉପରେ focus ରଖୁଛନ୍ତି ଏତିରେ କେତେ govt. ର ରାଜସ୍ୱ ପଇସା ଯିବ ତ ବେତିତ JT ଜୁନିଅର teacher ro monthly salary ବଢ଼ାଉନ. ନଚେତ ଆଉ କିଛି ଅଛି ନା ଖାଲି colour ଚେଞ୍ଜ ପାଇଁ ଭୋଟ ଜିତିଲେ j. ନଚେତ ସରକାର ରୁ ବାହାରି ଯାଉ.

    • @sikharanimajhi690
      @sikharanimajhi690 2 месяца назад

      ହଁ ତୁମ ନବୀନ ଆଉ ପାଣ୍ଡୁ ବାବୁ ବହୁତ ତାଡ଼ିଛନ୍ତି । ତୁମ ନବୀନ ବାବୁ ସରକାର ରେ ଆସୁ ଆସୁ ହିଁ ସବୁ ଉଛେଳେଇ ପକେଇଥିଲେ । ସବୁ ଜିନିଷ ହେବାରେ ସମୟ ଦରକାର। ମୁଁ ତୋ ନିଜେ 2 ବର୍ଷ ct କଲି 4 ଥର ୟୁନିଫର୍ମ ଚେଞ୍ଜ ହେବାର ଦେଖିଲି, ଆମ ଆଗ ବର୍ଷ ଗୋଟେ, ଆମ 1st yr ଗୋଟେ, 2nd yr ଗୋଟେ, ଆମ ପର batch 1st yr ଗୋଟେ, କାଇଁ ସେତେବେଳେ ତୋ କାହାର ପ୍ରୋବ୍ଲେମ୍ ହେଲାନି, ଏଠି ମାଳେ ମାଳେ ଲୋକ ।JT salary କଥା କହୁଛ, ସେଇଟା ତୋ କାଇଁ ତୁମ ନବୀନ ବାବୁ ଭି ବଢେଇ ପାରିଲେ ନାହିଁ, ବଢ଼ାଇବା କଥା ଛାଡ, ରେଗୁଲାର ପରା ପୋଷ୍ଟିଂ ଦେଉ ନ ଥିଲା, କଥା କଣ କହୁଛ । Bjd bjp କଥା ନୁହେଁ କି ନବୀନ ମୋହନ କଥା ନୁହେଁ । କଥା ହେଉଛି ଆଦିବାସୀ ଲୋକ ଟେ ଗୋଟେ ଓଡ଼ିଶାର ରାଜଗାଦିରେ ବସିଛି । ସେଇଟା ତୁମ ମାନଙ୍କୁ ହଜମ ହେଉନି।

  • @JituKuanr-od9qj
    @JituKuanr-od9qj 2 месяца назад +2

    भाई ने जो भी कहा 100%सही कहा सरकार से हमारा यह निवेदन है कि 1 साल के लिए इनको छोड़ दिया जाए 🙏🙏🙏🙏🙏🙏

  • @MaraMunda-i2i
    @MaraMunda-i2i 2 месяца назад

    Ye colour change govt

  • @nananana-ky1mx
    @nananana-ky1mx Месяц назад

    Jie agreement karichi taku dhara.

  • @sita6368
    @sita6368 2 месяца назад +4

    Jouthi change koriba kotha seithi change koruni government 😢Apote RI exam re durniti chalichhi kmiti volo se exam hobo seita dekha jauni school pilanko dress change korile kn hobo

    • @sureshmohanmishra5012
      @sureshmohanmishra5012 2 месяца назад +1

      Kahinki tamaku suvadra jojana milini ki 😂😂😂😂😂😂😂 tame ka ta vote deithila BJP BJP heiki bodhe tamaku suvadra jojana milinathiba am I right told me 😂😂😂😂😂😂😂

    • @Behappysmile
      @Behappysmile Месяц назад

      Are yar ri exam paiki candidate mane durniti jou karucchanti, se durniti jou dina jae band heini a kari nahanti, e durniti kebe band habani
      .
      Agaru bahut durniti hauthila ba jana padu nathila😅.
      Sabu sarkar Full durniti khor.
      Or nua sarkar re durniti kari na pari pocket bhari paru nathiba ru sarkar upare ebe sabu atha bola chalicchi.

  • @PramodMohanty-uc4vw
    @PramodMohanty-uc4vw 2 месяца назад +5

    ବିଜେପି ସରକାର ଯାଲିଆ ସରକାର

  • @rajendrakisan2164
    @rajendrakisan2164 Месяц назад

    କାହିଁ ଲୋନ କରୁଥିଲୁ

  • @brainthought5795
    @brainthought5795 Месяц назад

    ତୋ କଥାରେ ତମେ କଣପଚାରି କରିଥିଲେ

  • @muralibehera9772
    @muralibehera9772 2 месяца назад

    Pura garib businessman ti hairan heijib

  • @khaturamrout752
    @khaturamrout752 Месяц назад

    Sarkarku au kichi kama nahi rangh badalibare besta

  • @sony1569
    @sony1569 2 месяца назад +2

    Gujurathi sarkar

  • @jagannathmajhi9551
    @jagannathmajhi9551 2 месяца назад +1

    BJP Ahuri Bohut kamo karibo se lokonko kotha nischoy sunibo abe b jadi BJD rahithile Odisha basi bahut hoirano heithante

    • @Zanil-kr7ll
      @Zanil-kr7ll 2 месяца назад +1

      🤣🤣🤣 BJP puni odisha re development Kariba diva swapna chhada

  • @wakeupwarrior870
    @wakeupwarrior870 2 месяца назад +2

    Ahuri khola Kariba bjp

  • @BasantaMajhi-bu6gt
    @BasantaMajhi-bu6gt 2 месяца назад

    Purba sarkar jete bada bhul kale bi. Odisha basi soipadu thile. Bhala hela. B j p sarkar. Asila ama samasta nka nida bhangeila

  • @basantkumarRath-p9u
    @basantkumarRath-p9u Месяц назад

    cast ku neiiki sabubale education system re problem ..

  • @jagannathmajhi9551
    @jagannathmajhi9551 2 месяца назад +2

    24 Years re BJD Odisha ku nosto karideithila

  • @MkEffects-wo1kl
    @MkEffects-wo1kl 2 месяца назад

    Double engine double development......😂 Parivartan ra Mitha swada.....ebe pita heigalanii😂 Jemiti deicha...semiti nama nia

  • @Drxsjena
    @Drxsjena 2 месяца назад +1

    Haire behia agaru jetabele change hoithila setabele kn karuthila... Kn jou government nija ichare colour change kariba agaru size hoi jibe

  • @rubyswain5115
    @rubyswain5115 Месяц назад

    A bala sarkar dress, coller change kale Kan sabu thik heijiba

  • @pramodkumardas-d2v
    @pramodkumardas-d2v 2 месяца назад

    Post adhika bahara kari educated nku thaithan c. M please karantu. Au 5 year dabu

  • @sunitabehera2782
    @sunitabehera2782 2 месяца назад

    Gote barsha time diajau,

  • @lalithembram7294
    @lalithembram7294 2 месяца назад

    Bhitti hino kotha

  • @gitanjaliSethi-j3g
    @gitanjaliSethi-j3g 2 месяца назад

    Asabuthiknuha

  • @techyiclips
    @techyiclips 2 месяца назад

    Sarkar he tume kichhi nua kara...aau ranga pichakali marani ...aamara uturi galani

  • @ajitakar4373
    @ajitakar4373 2 месяца назад

    Mohan majhi badam khaibaku vala pae ta,seithi pain' badami colour dress karuchhi, range change' choro sarkar 😮😮😮😮😮

  • @ChandrakantiKousalya
    @ChandrakantiKousalya 2 месяца назад +1

    Sorokar chenche huontu Mona korunu hele inform chenche korontuni sir please Loko barbad heijibe🎉🎉🎉🎉