‘ଡବଲ ଇଞ୍ଜିନ ସରକାର ଡବଲ ଛାଡ ସିଙ୍ଗିଲ କାମ ବି ଠିକରେ କରି ପାରୁ ନାହାନ୍ତି ’ | NandighoshaTV

Поделиться
HTML-код
  • Опубликовано: 10 окт 2024
  • #Balesore #SHG #women #protest #NandighoshaTV
    ‘ଡବଲ ଇଞ୍ଜିନ ସରକାର ଡବଲ ଛାଡ ସିଙ୍ଗିଲ କାମ ବି ଠିକରେ କରି ପାରୁ ନାହାନ୍ତି । କାମ ନ କରି ପାରିଲେ ଆମେ ସରକାର ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇବୁ’
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    Hathw@y Channel No: 731
    NXT Digital Channel No: 16
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

Комментарии • 1 тыс.

  • @ajayaonlinevideo
    @ajayaonlinevideo 14 дней назад +102

    Right katha madam kahichhanti

  • @anitadas7277
    @anitadas7277 14 дней назад +151

    ମାଉସୀ ଆପଣ ଠିକ କଥା କହିଛନ୍ତି.. ଏ bjp ସରକାର ମିଛୁଆ...

    • @mehervideo6394
      @mehervideo6394 3 дня назад +3

      Double ମିଛୁଆ...😅😅

    • @mantunayak3046
      @mantunayak3046 День назад

      ତ ମେ ମାଗଣା ଚାଉଳ ହିସାବ 🎉😂❤

    • @ManGobind-on4ve
      @ManGobind-on4ve День назад

      @@anitadas7277 ବିଜେଡି ମିଛୁଆ

    • @SUJAN2127
      @SUJAN2127 16 часов назад +1

      Chala NXT election re sei mausi ku CM bonei baa....Apon mese khusi toh😂😂😂

  • @ajayamishra9744
    @ajayamishra9744 14 дней назад +239

    ବିଜେପି ସରକାର ମିଛୁଆ ସରକାର ସମସ୍ତେ ଜାଣନ୍ତି

  • @kisubanki6564
    @kisubanki6564 14 дней назад +79

    ଯୋଉ ସରକାର ଆସିଲେ ଏମାନଙ୍କୁ ଖାଲି ମାଗଣା ସବୁ ଦରକାର.... ଏପଟେ ଆଳୁ, ଡାଲି, ତେଲ, ପେଟ୍ରୋଲ ଦାମ ପଛେ ବଢ଼ି ଚାଲୁ.. କିନ୍ତୁ ମାଗଣା ଦରକାର ଆଉ ସବୁ

    • @KiranJyoti-i1g
      @KiranJyoti-i1g 14 дней назад +1

      Kain dabani

    • @kisubanki6564
      @kisubanki6564 14 дней назад +4

      @@KiranJyoti-i1g ହଁ ଏପଟେ ମାଗଣା ଦଉ ସେପଟେ ଆଳୁ, ପିଆଜ, ତେଲ, ପେଟ୍ରୋଲ, ଡାଲି ଦାମ ବଢା଼ଉ ଆଉ

    • @Davidbhaiii
      @Davidbhaiii 13 дней назад +4

      Kn pain debani..mg bhasana re taw bahut kahuthila mg

    • @ramchandramurmu4885
      @ramchandramurmu4885 7 дней назад +3

      ​@@Davidbhaiiijaiki kamo karunu be khali magona khojuchu

    • @elizabehera6454
      @elizabehera6454 6 дней назад

      ​@@kisubanki6564ama loka nka magana khia abhyas heigalani.seithi lagi e mausi mane ghara kana chhadi bhashana maruchhanti.

  • @ratikantabehura5316
    @ratikantabehura5316 14 дней назад +49

    ହଁ ସେଇୟା କର ସରକାର ଭାଙ୍ଗିଦିଅ। ସରକାର ତ କାଚ bottle ଭାଙ୍ଗିଦେବ। SHG ଟଙ୍କା ନେଇକି କଣ କରୁଛନ୍ତି ସମସ୍ତଙ୍କୁ ଜଣା। କେବଳ ଶିକ୍ଷା ଓ ସ୍ଵାସ୍ଥ୍ୟ ମାଗଣା କରାଯାଉ, ପ୍ରତିଘରୁ ଯେପରି ଜଣେ ହେଲେ ସରକାରୀ job ପାଉ ଯୋଗ୍ୟତା ଅନୁସାରେ ସେ ବ୍ୟବସ୍ଥା କରାଯାଉ। ଏମିତି 5000, 1000, 2000 ଦେଇ ଇଲେକ୍ସନ ଭୋଟ କରା ନ ଯାଉ।। ଆଉ ଏଇ ମାଗଣା ଖାଇବା ମାଗଣା ପିନ୍ଧିବା ଛାଡ଼।

    • @user-bh8xl6tk1j
      @user-bh8xl6tk1j 11 дней назад

      Bjp jau state re achhi gharaka gote lekha chakiria achhanti bodhe

    • @AMITKUMAR-vx7bx
      @AMITKUMAR-vx7bx 11 дней назад +1

      24 ବର୍ଷ କେନ ନେ ସୁଇଥିଲ ହୋ ଭାଇ ଏବେ ଉଠିଲ ଜେ

    • @sangeetabaliarsingh8379
      @sangeetabaliarsingh8379 8 дней назад +1

      Right

  • @SukantaKumar-my4nx
    @SukantaKumar-my4nx 14 дней назад +210

    ନବୀନ ପଟ୍ଟନାୟକଙ୍କ ପରି କିଏ ହେବ

    • @jyotiranjanpatra1989
      @jyotiranjanpatra1989 14 дней назад +3

      Bjp 14purusha tak Odisha ku devolpment kari nii pare ....chhada ho tuma mi6 katha kahi ki lok manke 😢

    • @ChandanPradhan-k7f
      @ChandanPradhan-k7f 14 дней назад +2

      Naveen sir is a best hero com to my cm Naveen sir

    • @antaryamiswain6937
      @antaryamiswain6937 13 дней назад +1

      @@SukantaKumar-my4nx ବୋଲେ ବୋଲେ ଢ଼ାବା କୁ ଚାଲ ଟିକେ ବୁଲି ଆସିବା

    • @kruttibasmuduli7832
      @kruttibasmuduli7832 12 дней назад

      Naveen patnayak Knowledge nahi

    • @chetantolacreation4897
      @chetantolacreation4897 9 дней назад

      No

  • @PrakashGouda-t8g
    @PrakashGouda-t8g 14 дней назад +71

    ସୁପର ମିଛୁଆ bjp

  • @Rashmiranjandas-e1s
    @Rashmiranjandas-e1s 14 дней назад +144

    ବିଜେପି ସରକାର ମିଛୁଆ

    • @Ahista
      @Ahista 13 дней назад +2

      କଣ ସୁଭଦ୍ରା ପଇସା ଆସିନି କି 😂😂😂

    • @RabindraGamanga-l7j
      @RabindraGamanga-l7j 13 дней назад +2

      Right Right Bhai 👌

    • @antaryamiswain6937
      @antaryamiswain6937 13 дней назад

      @@Rashmiranjandas-e1s ସେଥିପାଇଁ World no 1

    • @giridharirana6467
      @giridharirana6467 5 дней назад +1

      ହେ ଭଗବାନ ବି ଜେ ଡି ଯୋଉ ସତ କହୁଥିଲା ନ କହିଲେ ଭଲ

  • @mrutyunjayaacharya
    @mrutyunjayaacharya 11 дней назад +42

    ବିଜେପି ହଟାଅ

    • @ManGobind-on4ve
      @ManGobind-on4ve 7 дней назад

      ବିଜେଡି ସରକାର ଚର ଥିଲା ହେଲା

    • @ManGobind-on4ve
      @ManGobind-on4ve 7 дней назад

      ବିଜେପି ଭଲ କାମ କରୁଛି ବେଳେ ପିତା ଲାଗୁଛି

    • @ManGobind-on4ve
      @ManGobind-on4ve 7 дней назад

      S H G ରେ ଡ୍ରେସ ପାଇ ଦେବାର କାରଣ ଏହି ଭୋଟ ପାଇ ହେଲା

  • @raghunarhkarjee947
    @raghunarhkarjee947 14 дней назад +45

    କୌଣସି ସରକାର ଯୋଜନା ବାହାରିଲେ ଏଇ ମାଇକିନା ପ୍ରଥମେ ଅପ୍ଲାଇ କରିବାକୁ ଦୌଡିବ

    • @SradhaMihir
      @SradhaMihir 14 дней назад +7

      ହଁ 😂 ତୋ ମାଇପ ଭଳି ଆଉ

    • @raghunarhkarjee947
      @raghunarhkarjee947 14 дней назад +4

      @@SradhaMihir ଆମେ ମାଗଣା ଖିଆ ନୁହଁ କି କୌଣସି ଦଳ ର କୁଜିନେତା ନୁହଁ,!ତୁମେ ସବୁ ମାଗଣା କୁ ଅନାଇ ଥାଅ!ବିଜେଡି ଠାରୁ କେତେ ଖାଇଛୁ ଲୋ ନାନୀ

    • @BinodKumar-n8x
      @BinodKumar-n8x 14 дней назад +1

      😂100%

    • @BinodKumar-n8x
      @BinodKumar-n8x 14 дней назад

      ​@@raghunarhkarjee947
      ହଁ ଠିକ୍ କଇଛ

    • @banamalibehera8781
      @banamalibehera8781 13 дней назад

      @@raghunarhkarjee947 THIK KATHAA BHAI.

  • @RameshchandraMishra-y8q
    @RameshchandraMishra-y8q 14 дней назад +170

    Bjp ମିଛୁଆ ବୋଲି କଣ ଯାଣିନ

  • @newstarsvision7754
    @newstarsvision7754 8 дней назад +6

    ଆଲୋ ମା ନିଜେ କିଛି କାମ କରୁନ😮 ଖାଲି ଗୋଠ ହେଇ ସରକାରଙ୍କ ପଇସା କୁ ଅନେଇ ଥାଅ। ସବୁ ସରକାରଙ୍କୁ ଅନେଇ ଅନେଇ ଆମ ଓଡିଆ କୋଢିଆ ହେଇଗଲେଣି 😂😂😂

  • @subaljena2069
    @subaljena2069 13 дней назад +8

    ଲୋଭ ରୁ ପାପ, ପାପ ରୁ ମ୍ରୃତ୍ୟୁ

  • @Rashmiranjandas-e1s
    @Rashmiranjandas-e1s 14 дней назад +70

    ପାରାଦୀପ ବନ୍ଦର ବିକ୍ରି ହେଲେ ଦେଵେ

  • @kamali4863
    @kamali4863 12 дней назад +5

    ଏମାନେ ଆଗ ପଛ କିଛି ଜାଣିନାହାନ୍ତି ସବୁ ମାଗଣା ତମର ସ୍ୱାମୀ କ'ଣ ସରକାର

  • @KartikJena-we5oj
    @KartikJena-we5oj 12 дней назад +3

    ଧନ୍ୟବାଦ୍ ଏଇ। ମା ତୁମ ଭାବୁଛ ଏମିଛୁଆ ସରକାର ନାହିଁ ଦରକାର,ଏମାନେ କେବେବି ପୁରାଣ କରିପାରିବେନି, କହିଥିଲେ ତାଙ୍କର ଡବଲ ଇଞ୍ଜିନ ଏବିକା ଓଡ଼ିଶାରୁ ଖଣିଜ ସଂପଦ,ଗୋପାଳପୁର ବନ୍ଦର,ଓମ୍ପେଡ କୁ ଓଡ଼ିଶା ରୁ ଚୋରି କରି ଗୁଜୁରାଟ ବୋହିବାର ଲାଗିଛି,ଯିଏ ଚୋର ସେମାନେ ସାହାଯ୍ୟ କରିବେ ନାହିଁ,ଏ ଗୁଡାକ ମିଛୁଆ

  • @subhakantadas5577
    @subhakantadas5577 14 дней назад +17

    ନବୀନ ଟଙ୍କା ସବୁ ଖାଇକି ସାରିଦେଲ ପୁଣି ଟଙ୍କା ଦରକାର ମାଗଣା ପାଇଲେ ପେଳ ଗିଳିଦେବେ

  • @kalpatarurout3073
    @kalpatarurout3073 14 дней назад +19

    Very good

  • @antaryamiswain6937
    @antaryamiswain6937 13 дней назад +5

    ଜନ୍ମ କଲା ପୁଅ ଆଉ ସ୍ବାମୀ ଉପରେ ଭରଷା ନାହିଁ
    ନିଜ ଉପରେ ଭରଷା ନାହିଁ
    ଆଉ ରହିଲା ସରକାର

  • @BanshidharaGiri
    @BanshidharaGiri 11 часов назад +1

    Right katha

  • @lilukumargiri4249
    @lilukumargiri4249 13 дней назад +4

    SHG group ଭାଙ୍ଗି ଦଉନୋ ନୂଆ SHG କରିବା

  • @AnitaPradhan-x9z
    @AnitaPradhan-x9z 14 дней назад +28

    Right didi

  • @RabiJakaka-rd2cr
    @RabiJakaka-rd2cr 13 дней назад +13

    ତୁମମାନଙ୍କ ପାଇଁ ଓଡ଼ିଶା ରାଜନୀତି ଗଲବଳ ହେଉଛି।

  • @bikashswain5716
    @bikashswain5716 14 дней назад +36

    Nama nia ebe😂😂😂

  • @panchanannaik7416
    @panchanannaik7416 14 дней назад +12

    ତମେ ସବୁ ମାଗଣା ଖିଆ

    • @PradhanBabup
      @PradhanBabup День назад

      Magana khia nuho pratishruti deithile janino bode

  • @akshayrana5252
    @akshayrana5252 14 дней назад +9

    ଗରିବ ଲୋକଙ୍କ ଟଂକା ଜାହାନେଇଛ ଜିଏଷଟା ତାହାଦିଆଯାଉ

  • @prakashbhuyan8948
    @prakashbhuyan8948 14 дней назад +6

    ତୋତେ ମାଡ଼ ଦରକାର
    ଲଜ୍ୟ। ନାହିଁ.. ଆ ଥୁ

  • @spbrand5218
    @spbrand5218 14 дней назад +11

    ଖାଲି ତ ମାଗଣା ମିଳିବ ସବୁ ଆଉ ଡାଲି ଚାଉଳ ପିଆଜ ଦର ଆକଶଛୁଆଁ ହେଲା ବୋଲି କହିଲେ କଣ ହେବ ସରକାର କୋଉଠୁ ପଇସା ଆଣିବ ଆମ ପଇସା ଆମଠୁ ନେଇକି ଦେବେ

  • @PramodBhai-hf4ke
    @PramodBhai-hf4ke 13 дней назад +6

    ପରିଶ୍ରମ କର, ଓଡିଶା ଋଣ ଭାର କେତେ ଜାଣିଛ, ଖାଲି ମାଗଣା ଚାଉଳ ଭତା ସୁଭଦ୍ରା,,,,,,, ଓଡିଶା କୁ ଖୋଲ କରିଦେବ କି?

  • @DilipJayaVlogs
    @DilipJayaVlogs 9 дней назад +5

    ନବୀନ Sir ଜିନ୍ଦାବାଦ 🙏🙏❤️

  • @MANASKUMARKHATUA-lu1bt
    @MANASKUMARKHATUA-lu1bt 13 дней назад +10

    ତମେ ମାଗଣା ଖାଇ ଖାଇ ମୁହଁରେ ଲାଗିଗଲାଣି ଯୋଉ ସରକାର ଆସୁ ଆଗ ଆମକୁ ପୁଳାଏ ପୁଳାଏ ଦିଅ
    ରାଜ୍ୟ ତେଣିକି ଭାସିଯାଉ

  • @AnimaRout-y8n
    @AnimaRout-y8n 7 дней назад

    Thank you mam

  • @chandanroychandan3142
    @chandanroychandan3142 12 дней назад +3

    ଇଏ ତ ଆରମ୍ଭ ଆଗକୁ ସିନେମା ବାକି ଅଛି .ଆଗକୁ ଦୁଃଖ ସିନ ଅଛି 😂😂😂😂

  • @SudekarDaa
    @SudekarDaa 14 дней назад

    Thank you

  • @AshokKumarDigal-s4i
    @AshokKumarDigal-s4i 14 дней назад +12

    ଚାରି ଦ୍ଵାର ଖୋଲା ହେଲା, ରତ୍ନ ଭଣ୍ଡାର ଖୋଲା ହେଲା 25%ମହିଳା କୁ ସୁଭଦ୍ରା ମିଳିଲା ଆଉ ବା କଣ ଦରକାର 😅😅😅

    • @munajena1416
      @munajena1416 4 дня назад

      subhadra tanka kana pain douchha

  • @jagannathmaharana2175
    @jagannathmaharana2175 6 дней назад

    Very nice Answer

  • @akamallik494
    @akamallik494 14 дней назад +14

    Nabin sir Heart of odisha

  • @Krushna-gc8ds
    @Krushna-gc8ds 10 дней назад

    Maa right Katha kahila

  • @panchanannaik7416
    @panchanannaik7416 14 дней назад +4

    ବିଜେଡି ଦେଉଥିଲା ବିଜେପି ଚାପି ଦେଇଛି ସେଥିପାଇଁ....

  • @RameshNayakRameshNayak-b1w
    @RameshNayakRameshNayak-b1w День назад

    Thik kahicha

  • @sudhansusekhardash9010
    @sudhansusekhardash9010 14 дней назад +7

    ବଢିଆ କଥା 😂😂😂😂

  • @SuniGah
    @SuniGah 4 дня назад

    Thanks didi

  • @GurutarKhabar
    @GurutarKhabar 14 дней назад +4

    ବୁଢା ବୁଢ଼ୀ ମାନଙ୍କୁ 3000/3500ଟଙ୍କା ର ଆଶା ଦେଲା, ବିଜୁଳି ବିଲ 300ୟୁନିଟ ଫ୍ରୀ ଦେଲା, ମହିଳା ମାନଙ୍କୁ ପ୍ରତିମାସ 1000ଟଙ୍କା ଦେଲା, ସୁଭଦ୍ରା ଯୋଜନା 2 ବର୍ଷ ରେ 50000ଟଙ୍କା ଦେବି କହିଲା, ପୁରୀ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ର ରତ୍ନ ଉପରେ ନଜର ରଖିଲା, ଭାରତର କାଲା ଧନ ବିଦେଶରୁ ଆଣିଲା ଓ ଭାରତର ଗରିବୀ ହଟାଇଲା, ଏପରି ସରକାର କୁ ଓଡ଼ିଶା ବାସି କହି ପାରିବ କେବେ ଚିହ୍ନିଲା.

  • @basantisahu8753
    @basantisahu8753 7 дней назад

    राईट कथा 👍👍

  • @ArunDas-hc5zz
    @ArunDas-hc5zz 14 дней назад +13

    ଏତେ ମାଗଣା ଖାଅନା ,SSG ରାଜ୍ୟ କୁ କଣ ' ଟେକି ଧରୁଛ। ତମ କୁ ଖାଲି ଦଉଥିବେ ।

    • @MANOJKUMAR-l6q4e
      @MANOJKUMAR-l6q4e 14 дней назад +4

      ତମକୁ କାହିଁକି ବାଧୁଛି ହୋ ଭାଇ

    • @bnnayak7973
      @bnnayak7973 14 дней назад +1

      @arundas ssg rajya ku teki dharini
      Woman nku independent karichi

  • @hrudayanandabebarta5084
    @hrudayanandabebarta5084 5 дней назад +1

    Some women are did not get because of e kyc. They're going to SBI Bank but not updated their account number

  • @kshyamanidhisahoo1248
    @kshyamanidhisahoo1248 14 дней назад +46

    Bjp michua boli janinaki bjp hatao

  • @rabijena4494
    @rabijena4494 14 дней назад +10

    Jay jagannath jay Naveen Patnaik odisha good 👍👍👍👍 BJD

  • @TitoshNayak
    @TitoshNayak 14 дней назад

    Superb speech madam

  • @PramodBhai-hf4ke
    @PramodBhai-hf4ke 13 дней назад +9

    ଜମି ପଡିଆ ପଡୁଛି ଲୋକେ ଅଳସୁଆ ହୋଇଗଲେଣି, ଖାଲି ମାଗଣା ମାଗଣା,,,,,

    • @kcdharua
      @kcdharua 6 часов назад +1

      First ru magana dia boli loka kahithile ki... Govt.nija adu magana debi kahila....ta loka nihati magana ku wait karibe bhai

  • @PremanPradhan-je6ii
    @PremanPradhan-je6ii 4 дня назад

    Right katha kahicha madam ❤❤

  • @pashupati55
    @pashupati55 14 дней назад +8

    ୟେ ସବୁ BJD ବାଲା😂😂

    • @MANOJKUMAR-l6q4e
      @MANOJKUMAR-l6q4e 14 дней назад

      ବେଲଜ୍ୟା ଝୁମଲା ପାର୍ଟି 😂😂

    • @pashupati55
      @pashupati55 14 дней назад +1

      @@MANOJKUMAR-l6q4e ଯାହା କାହା ଭାଇ ୫ ବର୍ଷ ଏବେ ସେଇ ହିଁ ରହିବ 🤣🤣

    • @kcdharua
      @kcdharua 6 часов назад

      ​@@pashupati55sabu neta same bhai.....ame sabu.........fill in the blanks

  • @debiprasadmishra2699
    @debiprasadmishra2699 14 дней назад +1

    ବହୁତ ବୁଦ୍ଧିମତି।

  • @swastiprasaddas5508
    @swastiprasaddas5508 14 дней назад +3

    ବିଲ୍ କୁଲ୍ ଠିକ୍. ଏବେକାର ଚଳନ୍ତି ସରକାର କିଛି କାମ ନୁହେଁ. ଲୋକଙ୍କ ସୁବିଧା ପାଇଁ ବିଲ୍ କୁଲ୍ ନୁହେଁ.

  • @jagabandhubehera296
    @jagabandhubehera296 14 дней назад

    Good answer

  • @lochannaik1805
    @lochannaik1805 14 дней назад +4

    Mausi bjd re stand karantu

  • @ShantanuKumarDhal
    @ShantanuKumarDhal 9 дней назад

    Yes

  • @pinkysethi7537
    @pinkysethi7537 13 дней назад +4

    ଭଉଣୀ ମାନେ ନବୀନ ସରକାର ମିଶନ ଶକ୍ତି ମହିଳା କୁଂ ସରକାରୀ ପେନସନ ଭଳି ପେନସନ ଦେବା ପାଇଁ ମଧ୍ଯ ଫାଇନାଲ କରିଥିଲେ। କିନ୍ତୁ ଲୋଭ ରେ ପଡି ଅତି ରୁ ଇତି ହୋଇଛି ଏହି ଲୋଭି ମହିଳାଙ୍କ ର। ବିଜେପି ସରକାର ର ନୁହଁ ମହିଳା ମାନକଂ ର ଭୁଲ ଯିଏ ସୁନା ହରାଇ ପିତଳ ପାଇ ବିଳାପ କରୁଛନ୍ତି

  • @skdeepanaik8873
    @skdeepanaik8873 4 дня назад

    Right. 👍🏻👍🏻👍🏻👍🏻👍🏻

  • @Babaphakiryoutube
    @Babaphakiryoutube 14 дней назад +4

    BJD ଦଳ 7 ରାଜ୍ୟସଭା ସାଂସଦ ବିଭିନ୍ନ କମିଟି ରେ ଅଧକ୍ଷ କେବଳ ମୋଦୀ ସରକାର ପାଇଁ ଓଡ଼ିଶା ଲୋକ BJD ଦଳ ଉପକୃତ

    • @MANOJKUMAR-l6q4e
      @MANOJKUMAR-l6q4e 14 дней назад +1

      ଭୁଲ କହିଲେ,, ବରଂ ବିଜେଡି ପାଇଁ ମୋଦୀ ସରକାର ଉପକୃତ।

    • @Babaphakiryoutube
      @Babaphakiryoutube 13 дней назад

      @@MANOJKUMAR-l6q4e ନବୀନ ପଟ୍ଟନାୟକଙ୍କ ଦଳ ସାରା ଭାରତରେ ନିର୍ବାଚନ ଲଢ଼ି 543 ଆସନ ରୁ 280 ଆସନ କେବେ ଆଣିବ ଓଡ଼ିଆ BJD ଦଳ ମେଣ୍ଢା ନେତା ଖୁସି ହେବେ

    • @MANOJKUMAR-l6q4e
      @MANOJKUMAR-l6q4e 13 дней назад +1

      @@Babaphakiryoutube ସାରା ଭାରତ ବର୍ଷରେ ବିଜେଡି ନିର୍ବାଚନ ଲଢ଼ିବା କଥା କାହିଁକି କହୁଛନ୍ତି ଆଜ୍ଞା। ଆପଣ ଯୋଉ କହିଲେ କେବଳ ମୋଦୀ ସରକାର ପାଇଁ ବିଜେଡି ଦଳ ଉପକୃତ ମୁ ତାହାରି ଉପରେ ମୋ ମନ୍ତବ୍ୟ ଦେଇଛି।

    • @MANOJKUMAR-l6q4e
      @MANOJKUMAR-l6q4e 13 дней назад

      @@Babaphakiryoutube ବିଜେପି ସରକାର ର ନିଜସ୍ୱ କିଛି ଅଛି?? ମେଣ୍ଟ ସରକାର।
      କେତେବେଳେ ଯେ ସତ୍ତା ହଜିଯିବ ସେ ନିଜେ ଜାଣିପାରିବେନି।

    • @MANOJKUMAR-l6q4e
      @MANOJKUMAR-l6q4e 13 дней назад

      @@Babaphakiryoutube ବେହେନ ଔର ଭୈୟୋ ଇସବାର ଚରଶୋକେ ପାର 😂😂
      ବେଳା ଭଲ କେମିତି ହଉ ହଉ ସରକାର ହେଇଗଲା 😂😂

  • @DamodarKisku-v1e
    @DamodarKisku-v1e 12 дней назад +1

    ଏମାନେ ଇଲେକ୍ସନ ସମୟ ରେ ବିଜେଡି ଠାରୁ ଟଙ୍କା ନେଉଥିଲେ ତାଙ୍କୁ ଝରୁ ଛନ୍ତି..... ଗ୍ରୁପ ନାକୁ ମାତ୍ର

  • @susantapradhan2344
    @susantapradhan2344 14 дней назад +3

    ବହୁତ ଭଲ କହିଲ

  • @SaguftaShaikh-jt1dl
    @SaguftaShaikh-jt1dl 8 дней назад

    Bahut badhiya kahila

  • @Cricketmystery24
    @Cricketmystery24 14 дней назад +3

    Paisa pain kmiti bikalia heiki padichanti 😂😂

  • @jitendrasahoo3471
    @jitendrasahoo3471 13 часов назад

    Right

  • @AmitanayakAmitanayak-tv7co
    @AmitanayakAmitanayak-tv7co 14 дней назад +4

    ମାଉସୀ ବହୁତ ଭଲ କଥା କହିଛନ୍ତି

  • @DhabaleswarSa
    @DhabaleswarSa День назад

    Sat a ho

  • @RinkuDas-i2p
    @RinkuDas-i2p 14 дней назад +8

    Abe Nama Nela Ta

  • @Satyapriyaforever
    @Satyapriyaforever 14 дней назад

    Ekdam thik

  • @jubarajpradhan299
    @jubarajpradhan299 14 дней назад +6

    Tui BJD loka bali janichan

  • @maamangalamachine1276
    @maamangalamachine1276 4 дня назад

    ଜୟ ଜଗନ୍ନାଥ

  • @priyabratmohanty4969
    @priyabratmohanty4969 14 дней назад +3

    BJD ରାଜକୋଷ ରୁ ସବୁ ଖାଲି କରି ଦେଇଛି। ଏ ସରକାର କଣ କରିବ

  • @babulibarishal72
    @babulibarishal72 14 дней назад +7

    Bhauni b j p bala 15 barsha hela bhokare thile semane aaga khaila pare tama kathaa bujha haba

  • @RameshKumar-en8zd
    @RameshKumar-en8zd 12 дней назад

    Bhuth bholo speach

  • @santoshbiswal3057
    @santoshbiswal3057 14 дней назад +4

    Madi chala

  • @Ajaya12335
    @Ajaya12335 13 дней назад

    Very good 👍👍

  • @lipaknayak8457
    @lipaknayak8457 14 дней назад

    Right ❤❤

  • @SunilDehury-bz3hk
    @SunilDehury-bz3hk 13 дней назад

    Super hits ❤❤❤❤❤

  • @RATNAKARGAMANG
    @RATNAKARGAMANG 2 дня назад

    ତମେ ହିଁ ବାଘୁଣୀ ଅସଲିରେ ଧନ୍ୟବାଦ ମା

  • @madhusmitapattanaik8544
    @madhusmitapattanaik8544 8 дней назад

    Please abolish outsourcing system and regularise all outsource employee

  • @nirmalnaik4786
    @nirmalnaik4786 13 дней назад

    Good ❤❤

  • @SantiaNayak-y2h
    @SantiaNayak-y2h День назад

    Good

  • @Madhusmita-fv4nd
    @Madhusmita-fv4nd День назад +1

    Thik katha estafaaa diaajauuu

  • @SrikantJani
    @SrikantJani 3 дня назад

    Right mausi

  • @sasmitadas8240
    @sasmitadas8240 Час назад

  • @pinkypankajini2776
    @pinkypankajini2776 День назад

    Very nice

  • @Jagannathstudio-io2se
    @Jagannathstudio-io2se 14 дней назад

    ❤ good 👍

  • @ChandraPatra-pm2zm
    @ChandraPatra-pm2zm День назад

    Nice❤️❤️❤️❤️❤️❤️

  • @RajabiswalBiswal
    @RajabiswalBiswal 14 дней назад

    Right 👍👍👍👍👍👍👍

  • @srikantabehera6892
    @srikantabehera6892 13 дней назад

    Verygood maa

  • @sudarsanmallick6250
    @sudarsanmallick6250 14 дней назад

    .right

  • @anitrammadkami1925
    @anitrammadkami1925 14 дней назад

    Gd speak 👍👍

  • @diptiranjanjena1934
    @diptiranjanjena1934 9 дней назад

    ❤❤❤

  • @notyourvoice6422
    @notyourvoice6422 22 часа назад

    Right deabet Mam ❤❤❤

  • @somanathjena7953
    @somanathjena7953 14 дней назад

    Right 😮😮😮😮

  • @MITHUNvlogchanel
    @MITHUNvlogchanel 8 дней назад +1

    ଏ ସରକାର ବଦଳିବା ଦରକାର

  • @gautamakumarsahoo5932
    @gautamakumarsahoo5932 13 дней назад +1

    କିଏ କହୁଛି ମା ମାନେ ପଛୁଆ, ନବୀନ ସାର ପ୍ରକୁତରେ ମା ମାନଙ୍କୁ ସଶକ୍ତ କରିଛନ୍ତି, କିଛି ନ ହେଲେବି ନିଜର ବକ୍ତବ୍ୟ ସୋସିଆଲ ମେଡିଆରେ ରଖିପାରୁଛନ୍ତି, ସେମାନଙ୍କ ପେଟରେ ନାତ ମାରିଲେ ସେମାନେ ରାଜରାସ୍ତା କୁ ଓଲ୍ହାଇବା ସ୍ୱାଭାବିକ୍।

  • @Reenabehera0
    @Reenabehera0 6 дней назад +1

    BJD 👍🏻🙏🏻🙏🏻

  • @manojsahoo9360
    @manojsahoo9360 2 дня назад

    Sat katha

  • @tastyfood4342
    @tastyfood4342 14 дней назад

    100% ✅