Dukha ra katha atiki je bjp bhalia bhrasta party odisha re jitila... Naveen Babu Harileni je Odia auu odisha ra parajaya hela .. the great man Naveen Babu ❤...
Thakiki vote neichi BJP ...... pandiyan ku patheiki planning saha ....modi a sabu karichi .....na hele BJD ku hateiba ete sahaja nuha ...chora thaka michhuaa rangamara sarakara BJP......5yr lasting Kariba ki nahi bhagwan jananti ......jaha kuhe taha kare nahi .....subhadra tanka tela alu dali piaja a sabu rate badheiki neiki dauchi....chora BJP
ବହୁତ ସୁନ୍ଦର ଧନ୍ୟବାଦ ମେମ୍
ଦିଦି ରାଜ୍ୟ ସଭାରେ ମଧ୍ୟ ବିଜେପି ବାଲାଙ୍କୁ ଧୋଇଛନ୍ତି 🙏🙏🙏
Kia be tu
@@JamunaMahanta-h6k ବିଜେପି ଭକ୍ତ ହୋଇ ଏହି ପ୍ରକାର ଭାଷା ପ୍ରୟୋଗ କରିବା ଶ୍ରୀ ରାମଙ୍କ ପ୍ରତି ଅପମାନ.. ହୋଇ ପାରେ ତୁମ ଭାଇ... I like you ✅✅✅🙏🙏🙏
ସୁଲତା ଗୋଟେ ମିଛେଇ
Bjd bala ete barsa hela odisha ru lutichanti seita ra kn..
ଭଉଣୀ ମାନଙ୍କୁ ଗୋଟିଏ ମଞ୍ଚରେ ବହୁତ୍ ସୁନ୍ଦର ଲାଗିଲା ପ୍ରକ୍ତତ ରାଜନୀତି ପ୍ରିଅ ଏକମନ ଜୟ୍ ନବିନ ବାବୁଙ୍କ ଜୟ୍
Right like this ok oକିଛଠକି ହେବ BJP ଆମେ ଓଡିଶ|ବହୁତ ଶିଖିତ ଆରଥରକେ ମାମୁଁଘର
BJD ସତ୍ୟବାଦୀ ହେତୁ ହାରିଲା 😂😂😂
Sata katha au. BJP ra micha aagare BJD ra sata harigala. Tame ta sabu murkha au, kn karajai pariba 😂
To bhali kichii ta loka pain aji bala chief minister Odisha re
Right
Dukha ra katha atiki je bjp bhalia bhrasta party odisha re jitila... Naveen Babu Harileni je Odia auu odisha ra parajaya hela .. the great man Naveen Babu ❤...
Tume Bala tekilo
ଆପଣ ଭବିଷ୍ଯତ ରେ ମୂଖ୍ଯ ମନ୍ତ୍ରୀ ନିଶ୍ଚିତ
ଧୈର୍ଯ୍ୟ ଧରନ୍ତୁ
😂
ବହୁତ୍ ବଢିୟା ଏନସାର ଦେଇଛନ୍ତି ମାଡାମ ଧନ୍ୟବାଦ
ଲଜ୍ୟା ଲାଗୁନି 24 ବର୍ଷ ସରକାର ରେ କଣ ଟା କରିଛ ନିଜେ ଭାବ ଏବେ ତ 24 ଦିନ ହେଇନି ଦେଖ picture avi baki he
ସବୁ କିଛି କରିଛନ୍ତି
tu bayata
ଧନ୍ୟବାଦ ମାଡାମ ଗୋଟିଏ କଥା କୁହନ୍ତୁ ଆପଣ ସବୁ ଦଉଥିଲେଯଦି ବିଜେଡି ହାରିଲା କଣ ପାଇଁ 😅
କିଛି ବି ମାଗଣା ଦିଅ ନାହିଁ ଲୋକ ଅଳସୁଆ ହେଇ ଯିବେ
😂😂😂
@@bijaykumarbijay2228ନେତାଙ୍କ କୋଟି କୋଟି ଟଙ୍କାର ଠକେଇ କରୁଚନି ସେଇଟା ପରିଶ୍ରମ କରି କରୁଚନି
କିଛି ଭଡ଼ାଟିଆ ମାନଙ୍କ ପାଇଁ 😂😂
କିଛି ଅବାନ୍ତର ପ୍ରଶ୍ନ କିଛି ଦିନ ପରେ ବିଜେଡି ଆଣିବ
1- ଧାନ ଦାମ୍ 3100 କୃଷକ କୁ ହାତକୁ ହାତ କାହିଁକି ଦେଲାନି
2- ସୁଭଦ୍ରା ଯୋଜନା ଟଙ୍କା ଘରକୁ ଘର ପହଞ୍ଚାଇ ଦେଲାନି
3- ଚାକିରି ପାଇଁ ଗାଁ ଗାଁ ରେ ସଭା କାହିଁକି କଲାନି
4- ମଦ ଯଦି ବନ୍ଦ୍ କଲା, ମଦୁଆ ଭାଇଙ୍କ ଥଇଥାନ କାହିକିଁ କଲାନି
5- ରାସ୍ତା ଯଦି କଲା, ତା ହେଲେ ମୁଖ୍ୟ ମନ୍ତ୍ରୀ ଦେଖିବା ପାଇଁ ଆସିଲେନି କାହିଁକି।
ରାତିରେ ପେଲା ଖାଇକି ସକାଳେ ଆସୁଛ ଆଉ ଯାହା ମୁହଁରେ ଆସିଲା ତାହା କହି ଦେଉଛ।
ଆରେ bjd ଚୋର ଗୁଡ଼ା ଶୁଣ -
ବିରୋଧୀ ର କର୍ତ୍ତବ୍ୟ ହେଲା ଯେଉଁ ସବୁ ଜନ ସାଧାରଣଙ୍କ ଅସୁବିଧା ଅଛି ତାହା ସୁଧାରିବା ପାଇଁ ଗୃହରେ ପ୍ରଶ୍ନ କରିବା।
ଆଉ ଯେଉଁ ଯୋଜନା ହେଉଛି ତାକୁ ପ୍ରତିବାଦ କରିବା କିମ୍ବା ତାକୁ ଭଣ୍ଡୁର କରିବାର ଅର୍ଥ ନ ଜାଣି ବେଦର ବୃତ୍ତାନ୍ତ ପ୍ରାଣୀ ହୁଅନ୍ତି ଆତ ଯାତ।
Right👍
Ta bia gehi@@suravibesan7443
ଏମାନଙ୍କୁ ଚପଲମାଳ ପିନ୍ଧେଇବା କଥା।
Right
Pela bjd Bala nuhe BJP khauchi 24hr... nonstop 😂😂😂
ପାଗିଳି ହଇଯିବ
Kanpai
Thik katha
Han emiti jadi BJP micha kahiki thakiba ta loko pagala heijiba taa swovabik.
ମହିଳାଙ୍କ ନାକ କାଟି ସୂପନେଖା କରିଵ
Andavakta no1
Good
ବହୁତ ଭଲ ଲାଗିଲା ଆପଣଙ୍କର ଭାଷଣ ନବୀନ ପଟ୍ଟନାୟକ ସବୁଟୁ ଭଲ ସୁଭଦ୍ରା ବିଷୟ ରେ ❤❤❤
Right ❤❤❤
No
60 80
Right ❤❤🎉
ଓଡ଼ିଶାର ଲୋକମାନେ 24ବର୍ଷ ଭିତରେ ଯେଭଳି କୁକୁର ହୋଇଯାଇଛନ୍ତି ସେଇମାନଙ୍କୁ ଛେନା ଦେଖାଇ ପୋଡା ରୁଟି ଦବା କଥା
ତମେ କିଛି ଜାଣିନ ନବୀନ ପଟ୍ଟନାୟକ ବାବୁ ଯୋଉ ମାନଙ୍କୁ ସୁଖଦୁଃଖ ବୁଝୁଥିଲେ, ସେ ମାନେ ଜାଣିଛନ୍ତି,
@@mantu-qu3cttame bhala se janichh bodhe
ଅଶେଷ ଧନ୍ୟବାଦ୍ ମେମ୍ ବହୁତ ସୁନ୍ଦର ବାର୍ତ୍ତା ଦେଲେ
ଠିକ୍ କଥା କ ହିଲେ ମେମ, କହିଲେ gotekatha କ ରି ଲେ ଆ ଉ gotekatha ମେମ ଯା ହା କହୁ ଥି ଲେ ମୁଁ ସ ବୁ ଲି ମତେ ବହୁତ୍ ଖୁସି ଲାଗିଲା ❤❤❤❤❤🎉🎉🎉🎉🎉🎉🎉🎉🎉🎉🎉
Thankyou dide
ବିଜେଡି ର ଚୋର ପ୍ରକୃତି ବିଷୟରେ କିଛି କହିଲେନି ମାଡାମ, ତୁମେ ଲୋକଙ୍କୁ ବହୁତ ଠକିଛ ବୋଲି, ଲୋକ ମାନେ ତୁମୋକୁ ଭୋଟ ଦେଲେନି, ବିଜେପି ତ ଆସିବ 6 ମାସ ହେଇନି, ଆପଣ ଏତେ ପ୍ରଶ୍ନ କରୁଛନ୍ତି, ଏଭଳି ଯଦି ଆପଣ ନିଜ ସରକାର ସମୟର ପ୍ରତିବାଦ କରିଥାନ୍ତେ, ତାହାଲେ........
Hou kete BJP tadibo dekhiba
Ea sala mariba pai aasichhi...Khali buli buli loka sabu rate t high...
Kou party Kia kii....gold price Abe dekha ,,sabu Market rate...
Thakiki vote neichi BJP ...... pandiyan ku patheiki planning saha ....modi a sabu karichi .....na hele BJD ku hateiba ete sahaja nuha ...chora thaka michhuaa rangamara sarakara BJP......5yr lasting Kariba ki nahi bhagwan jananti ......jaha kuhe taha kare nahi .....subhadra tanka tela alu dali piaja a sabu rate badheiki neiki dauchi....chora BJP
@@PrabhatakumarPradhan ଇତିହାସ ସାକ୍ଷୀ ଅଛି, ଆଜି ଯାଏ କୋଉ ଦଳ , minimum 2 term ତ ସରକାର କରିଛନ୍ତି,
ଯଦି ବିଜେଡି ଭଳି ଦଳ 5 term କରିପାରିଲା, ତାହେଲେ ବିଜେପି....
Odisha ra kehi vote dioni nija desa ku jije chalao sabu chura
Veri good
ସୁଭଦ୍ରା ନାଁ ରେ ଏକ ବିଶ୍ୱାସଘାତକତା ହେଉଛି
ବିଜେପି ସରକାର ମିଛ କଥା କହିଛନ୍ତି....
Tame paina bodhe subhadra jojanare paisa
Bijali net cash dava
Bekar katha
ସୁନ୍ଦର
ସବୁ ପ୍ରତିଶ୍ରୁତି ମିଛ,,,,,, ଥିଲା,, କେବଳ ଭୋଟ ପାଇ ଜିତିବାର ଲୋଭରେ ମିଛ ଭାଷଣ ମାରିଦେଇଥିଲେ,,,,,, ସିନେମା ଭଳି ଖେଳି ଦେଲେ ଓଡ଼ିଶା ବାସୀ ଙ୍କ ସହ 🤷🏻♀️🙏🏻
Hearty respect mam 🙏🛐love you so much❤❤❤
K.😂😢😢😮
Odisha re super hero
Navin patanaayk
Ji
❤🎉
କାହିଁକି କହୁଛନ୍ତି 😂😂
You are carectly right madam 🎉🎉🎉🎉🎉❤❤❤❤❤
Jay BJD.........
Very good didi
କିଏ ସତ କିଏ ମିଛ ସବୁ ଜଣା ପଡିବ ତୁମ ଭାଷଣ ଶୁଣୀ ଲୋକ ମାନେ ପାଗଳ ହୋଇଯିବେ
Aapna andha modi bhakta .... Sethipain bujhi paru nahanti
Right madam 💯💯💯👍👍👍👍👍
🙏🌹ଭାରତ ମାତା କି ଜୟ🌹🙏
Good mam thik katha kahu chonti
ଆପଣଙ୍କ ସରକାର ଓଡ଼ିଆ ଲୋକଙ୍କୁ ପଙ୍ଗୁ କରିଦଇଥିଲା. ମାଗଣା ଦେଇକି ରୋଗ ବଢ଼େଇ ଦେଇଥିଲା. ଆପଣଙ୍କ ମୁଖ୍ୟମନ୍ତ୍ରୀ ମଧ୍ୟ ରୋଗୀଣା ହେଇଯାଇଥିଲେ. ଏବେ ବିଜେପି ସରକାର ଆସିଲା ପରେ ସମସ୍ତେ ଚଳ ଚଞ୍ଚଳ. ଲୋକମାନେ ରୋଜଗାର କଥା ଭାବିଲେଣି. ବ୍ୟବସାୟ କଥା ଭାବିଲେଣି. ତମ ସରକାର ଯାହା କରିଥିଲା ଆଉ କୁହନ୍ତୁନି. ଓଡିଶାକୁ ଲୁଣ୍ଠନ କରି ତାମିଲକୁ ପୋଷୁଥିଲେ. ପାଣ୍ଡୁ ସବୁ ଖୋଳ କରିଦେଇଛି. ଆଉ ବିଜେଡି ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଟେଣ୍ଡ ବନ୍ଧା କାମରେ ନିୟୋଜିତ କରି ବାହାବା ନେଉଥିଲା. ବିଜେଡି ନେତାମାନେ ସିନା କିଛି କରିପାରିଲେନି କିନ୍ତୁ ଓଡ଼ିଶାର ଭୋଟର ମାନେ ଭୋଟ ମାଧ୍ୟ୍ୟମରେ ଠିକ ଶାସ୍ତି ଦେଲେ.
Bjp balo koribo dekhibu
ଏହି କାର୍ଯ୍ୟକ୍ରମ ଆଉଥରେ ହେଉ
bjp ku sahi parun ଲିଖିତ।ଭାବରେ ଯାହା କହିଛ କରି ଦେଇଛ
Nai nai bjp Tama ghare develop Karichi ?? Ha bodhe sethipai ate support 😂😂
Good #bjd #sulota deo rightly said
ବିଜେପି ସରକାର ୬୦-୭୯ ବର୍ଷର ମହିଳାଙ୍କୁ ଅଣ ଦେଖା କରୁଛି,ନା ସୁଭଦ୍ରା ଯୋଜନାରେ ଯୋଗ୍ୟ ହେଲେ ନା ବର୍ଦ୍ଧିତ ଭତ୍ତାରେ ଯୋଗ୍ୟ ହେଲେ?
Thank you so much
ସୁଭଦ୍ରା ଯୋଜନା ରେ ତମେ ସାମିଲ ହୁଅନା କି ପଇସା ନିଅନl ଯଦି ବିଜେପି ତୁମକୁ ବିଶ୍ବାସ ଘାତକତା କଲା।
BJD ଵାଲା ଥାଳ ଧରିବେ... ତୁମେ କଣ କହୁଛ ଦିଦି
Didi👌❤💪💯💯💯🙏 Bahut badhia Kahichhanti
Actuely true fact
Great ma'am 👏👏👏👏🙏🙏🙏🙏🙏🙏
Tysm maym super 👌 ❤❤❤❤❤
ତୁମେମାନେ ସବୁ ରାଜନୀତିବିଜ୍ଞାନ କୁ ଘୋଷି ଦେଇଛ
Tame gobar khaa
ଜାଆ କହିଛନ୍ତି ସବୁ କରିବା ନିହାତି ଆବଶ୍ୟକ
Super mam
Thanks. Mam
Right mam
🌹🌹🌹u are perfact mam🌹🌹🌹thanks mam
100 present right
ସୁଲତା ଟିକିଏ ହିନ୍ଦି କୁହ ପ୍ଲିଜ
Jay Jagannath ❤️🙏😭❤️❤️❤️❤️😭😭😭🙏🙏🙏❤️❤️❤️❤️
Right 👍👍👍
ଏବେ bjd ବୁଡ଼ିଲା
Bjp jindabad jay Shri Ram
I love b j d 💕💕💕💕💕💕💪💪🌹🌹🌹🙏🙏🙏🙏
Very very thankyou meadam 🎉🎉
Jay shree ram 🛕🏹 ଜୟ ବିଜେପି ସରକାର
ଏଥର ହାରିଲୁ କାହିଁକି
ପାଣ୍ଡୁ ପ୍ରଚାର କଲା ବୋଲି ହାରିଗଲେ କାରଣ ସେ ଭାଷଣ ଦେଇ ଜାଣିଲା ନାହିଂ ଼଼଼
Tumaku laja nahi darucha dhara padibiba boli..mohan sarkar kahaku bi chadibani..modi godei godei dhariba..bjd 25 yr buleila kan karichi ete din sasan re..kan pain vuki haucha
25 barasarey jaha hey ichy ranga mistri ku 75 barasa lagijiba
Thik karha
Dipa libhila bele besi jali uthe bjd semiti time sariasilani maximum 1 year bhukibe
ବାବରବ୍ରିଟିସିବସଦ୍ଦବମାନଙ୍କୁ,BJPଭଲଲାଗିବନି,ଜୟଶ୍ରିରାମ
You are 💯% right 👍🏻 mam 🙏🏻🙏🏻🙏🏻
Tume sabu chorani
Thank you
Fantastic ❤❤❤❤
ଘର, ଭଙ୍ଗା, ମୋଦୀ,ମୋହନ, ସରକାର ❤❤❤❤
Thanks mam ❤❤
ଧନ୍ୟ ରେ ରାଜନୀତି.....
ଓଡ଼ିଶାବାସୀ ସୁଭଦ୍ରା ଯୋଜନା କେବେ ହିସାବ କରିନାହାନ୍ତି।। ମାସ କୁ 833 ଟଙ୍କା 33 ପଇସା , ଗୋଟେ ଦିନକୁ ପଇଲା 27 ଟଙ୍କା 77 ପଇସା ।।😅😂🤣😭🤤😓😥😢👎👎👎
ଏଇ ସରକାର ହେଉଛି ଢା ମିଛୁଆ ସରକାର ଲୋକଙ୍କୁ ଅନେକ ଯୋଜନାରେ ଅନ୍ତର୍ଭୁକ୍ତ କହିବା ବଦଳରେ ସେଇଥିରୁ ବଞ୍ଚିତକରିବା ସରକାର ଏଇ ସରକାର ଭାଇ ଭାଇ ଜାତି ଜାତି ଓ ଧର୍ମ ଧର୍ମ ମଧ୍ଯର ଫାଟ ସୃଷ୍ଟିକରିକି ବାଦ ବିବାଦ କରିବା ହାରାମି ସରକାର
Bahut sundar dhanyavaad madam, angul, gounighasa
Apono tike korichonti mem ❤bhohut bhohut donyabad
ଠିକ୍ କଥା କହୁଛ ମାଡାମ୍❤❤❤❤
Bahut bodia madam ❤❤❤
ଦିଦି ଆମ ଗାଁ ରେ ଜଣେ କୋଟିପତି BPL ଚାଉଳ ପାଉଛି 👌 ଆପଣଙ୍କ କଥା ଠିକୀ 😇
Thank you madam
The Best message madam .
Right madam kahichanti 👍👍👍
👍🤗 Best madam
😢😢😢 right 👍👍👍😢😢😢
ମିଛ କହିବା ବିଜେଡି ର କାମ❤❤❤
ଗୁଡ୍ ଦିଦି 👍
Madam you are the best
Very very thanks sir
Very very thankyou meadam
Goodnews
Right.....👍
ଭାରତୀୟ ଜନତା ପାଟି ଯାହା କରୁଛି ଠିକ୍ କରୁଛି
ଦି ଦି ମୁଁ ହେଡିକେପ ପିଲା ମୁଁ ତୁମକୁ ମୋର ଆଗ୍ରହ ଆପଣ ଉଦେଶ ଯାଆ ଦେଉଚନ୍ତି ସେ ନିଜ ପ୍ସିସୁତି ଦେତିଲେ ପରେ ଭତା ଟଙ୍କା କେବେ ମିଳିବ ମୋହନ ମହାନ୍ତି କଣ ଭତା ଟଙ୍କା ଦେଇ ଯଥାକ୍ରମେ ଅନୁସୂଚିତ ହେବେ ଆଉ ଅମେବି ଏହା ବିଶ୍ଵର ପ୍ରକୃତି ବର୍ଣ୍ଣନା ଅଛି
Right maam
Right madam kahichanti❤❤❤❤❤
ଦିଦି ଧନ୍ୟବାଦ
Good job 👍
Good mam🙏
Super 👍
U r absolutely right
Thanku
ବିଜେଡି 24 ବର୍ଷ ଶାସନ କଲା ଯେତିକି ଦୁର୍ନୀତି କରିଛି ଟିକେ କୁହ 😄😄😄😄😄