News Desk Interview With MP Sulata Deo | ସୁଲତାଙ୍କ ବୟାନକୁ ନେଇ ଚର୍ଚ୍ଚା | Naveen Patnaik | BJD MP

Поделиться
HTML-код
  • Опубликовано: 20 ноя 2024
  • News Desk Interview With MP Sulata Deo | ସୁଲତାଙ୍କ ବୟାନକୁ ନେଇ ଚର୍ଚ୍ଚା | Naveen Patnaik | BJD MP #MP #SulataDeo #naveenpatnaik #bjd #amarpatnaik #bjdconflict #badachana #amarprasadsatpathy #leninmohanty #odishapolitics #politicalnews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии •

  • @prakashchandrabehera4880
    @prakashchandrabehera4880 19 дней назад +19

    ସୁଲତା ମ୍ୟାଡ଼ାମ୍ ଯୋଉ ଦଳ ର ହୁଅନ୍ତୁ ନା କାହିଁକି ମୋର କିଛି ଆପତ୍ତି ନାହିଁ , କି କୋଉ ଦଳ କୁ ସମର୍ଥନ କରୁନି । କିନ୍ତୁ ମୋର କହିବାର କଥା ଯେ ପ୍ରଶ୍ନ ର ଉତ୍ତର ବହୁତ୍ ଭଲ ଭାବେ ସେ ସାମ୍ନା କରିପାରନ୍ତି ବୋଲି ମତେ ଭଲ ଲାଗନ୍ତି। ହସି ହସି ବହୁତ୍ ପ୍ରଶ୍ନ ର ବଢିଆ ଉତ୍ତର ଦେଇଥାନ୍ତି।

  • @rajanikantachoudhury2343
    @rajanikantachoudhury2343 Месяц назад +43

    ସରକାର ଯିବା ପରେ ଏମିତି ପାଗଳ ହେଉଛନ୍ତି.

    • @davidpahad3
      @davidpahad3 26 дней назад +3

      ସେ ପାଗଳ ନୁହନ୍ତି।
      ସେ ବିରୋଧୀ ନେତା ଭାବରେ କହିଲେ ଗଣତନ୍ତ୍ର ର system ଅଟେ।
      ଏଥିରେ ପାଗଳ କହିଲେ ବିରୋଧୀ ଦଳ ର ମହତ୍ତ୍ଵ ଆଉ ରହିବନି

    • @reetap4008
      @reetap4008 25 дней назад +1

      ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ

  • @babijena1138
    @babijena1138 Месяц назад +13

    News ଚାନେଲ ବିଜେପି ର

    • @Awarenesstalk6379
      @Awarenesstalk6379 11 дней назад +1

      ତମେ ବିଜେଡି ହୋଇ ଥିବ

  • @trilochanpatnaik6321
    @trilochanpatnaik6321 Месяц назад +32

    ନବୀନ ପଟ୍ଟନାୟକ ଙ୍କ ହାତ କାହିଁକି ଥରୁ ଥିଲା ଓ ସେ କାହିଁକି ହାତରେ boom ଧରି ପାରୁ ନ ଥିଲେ କି ନିଜ ମନକୁ Pandian ର ବିନା prompting ରେ କିଛି କହି ପାରୁ ନ ଥିଲେ ସେ ବିଷୟରେ sulata deo କିଛି କହିଲେ ଭଲ ଲାଗିବ।

    • @subhransudalai8360
      @subhransudalai8360 Месяц назад +1

      ସେଇଟା ମୋଦି ଜାଣିଥିବେ ,ଘଟଣା ର ତଦନ୍ତ କରିବେ କହିଥିଲେ

    • @swapane-p4h
      @swapane-p4h Месяц назад +1

      ତମେ ଅନ୍ଧ ଭକ୍ତ କେବେ ସୁଧୁରି ବନି mg

    • @MadhavKumardas-h8k
      @MadhavKumardas-h8k Месяц назад

      ​@@subhransudalai8360 Bhai Naveen buda and Modi sabu gote odhisa people bakuha babuchanti

  • @pradeepjena3595
    @pradeepjena3595 27 дней назад +12

    ବହୁତ୍ ସୁନ୍ଦର୍ ଭାବେ ବୟାନ ରଖିଲେ ମାଡାମ୍ 🙏🫡💐

  • @SimanchalChaudhuri
    @SimanchalChaudhuri Месяц назад +15

    Madam ଏବେ ସମୟ ଆସିଯାଇଛି ପୁରୁଖା ନେତାଙ୍କ ମାର୍ଗ ଦର୍ଶନରେ ଯୁବ ନେତାଙ୍କ ଶକ୍ତି ପ୍ରଦର୍ଶନ କରିବାର l ପ୍ରବଳ ଇଛା ଶକ୍ତି ଥିବା ନେତାଙ୍କୁ ଆଗକୁ ଆଣିବାର ଅଛି ଠିକ୍ ପାଣ୍ଡିଆନ୍ ଙ୍କ ଭଳି ଏବେ ଦଳ କିଛି ଧିମା ଗତିରେ ଚାଲିଛି l ବହୁତ୍ କଥାର ଜଲଦି କିଛି response ଆସିପାରୁନି l

  • @brajakishorepadhi4022
    @brajakishorepadhi4022 18 дней назад +4

    ଛଳନା ର ମୂର୍ତ୍ତି ତୁ ନିଜେ ସୁଲତା । କି ଦୁଖ କ୍ଷମତା ରେ ଥିବା ବେଳେ କେତେ ହନିମୁନ ହେଉଥିଲା।

  • @ramachandrapramanik7518
    @ramachandrapramanik7518 Месяц назад +8

    ସଲାମ ଦିଦି,,,,, ଆଗକୁ ଆଗକୁ ମାଡିଚାଲ

  • @umeshbhuyan2981
    @umeshbhuyan2981 Месяц назад +25

    ଦିଦି 2024 June ପୂର୍ବ ରୁ ସବୁ ଠିକ ଥିଲା, ଏବେ ସବୁ ଭୁଲ ଦେଖାଯାଉଛି ଗୋଦରୀ ଲୋ ନିଜ ଗୋଡ଼ କୁ ଦେଖ, ସବୁବେଳେ ମୁଁ ମୁଁ କହିବା ଅହଂକାର ସେଥିପାଇଁ ଫଳ ଭୋଗିଲ, ରାଜ୍ୟସଭା ସାଂସଦ ଭାବେ ନିଜର ଯୋଗ୍ୟତା ରକ୍ଷା କରନ୍ତୁ ଏହି ସଦସ୍ୟ ଥାଇଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ହୋଇଛନ୍ତି ଦିଦି ନିଜ କୁ ନିଜେ ଆତ୍ମାସମୀକ୍ଷା କରନ୍ତୁ,

    • @reetap4008
      @reetap4008 25 дней назад +1

      ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ

  • @trilochanpatnaik6321
    @trilochanpatnaik6321 Месяц назад +14

    ଓଡ଼ିଶା ସରକାର ଙ୍କ ଚିହ୍ନ କଣ ଦଳ ବଦଳିଲେ ବଦଳି ଯାଏ କି? ପ୍ରଥମେ ଏ ପ୍ରକାର ପ୍ରଥା BJD ଦଳରେ ପ୍ରଚଳନ ହେଲା। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ଠାରୁ ଯେତେ ଦଳ ଶାସନ କରୁଥିଲେ ସେମାନେ କଣ କୌଣସି ଦଳର ନିଜ ଚିହ୍ନ ଅନୁସାରେ ସବୁ ସରକାରୀ ଅଟ୍ଟାଳିକା ଇତ୍ୟାଦି ର ରଙ୍ଗ ବଦଳାଉଥିଲେ କି? Sulata deo କହିବେ କି?

  • @PankajKumar-q8n7t
    @PankajKumar-q8n7t Месяц назад +7

    Correct bite given sulata mam

  • @janakiballavdash73
    @janakiballavdash73 Месяц назад +31

    ଯେତେବେଳେ ଵଵି ଦାସ ଜବରଦସ୍ତ ସାଂସଦ ପାଣ୍ଠିରୁ ଟଙ୍କା ନେଇ ଯାଜପୁର ଜିଲ୍ଳାରେ ଖର୍ଚ୍ଚ କରୁଥିଲା । ସେତେବେଳେ ଅନ୍ୟାୟ ହେଉନଥିଲା। ସେତେବେଳେ ତ ମୁହଁରୁ ଏମିତି କଥା କହୁନଥିଲ । ସେତେବେଳେ ବୋଧେ ମାଡାମଙ୍କୁ ରାଗ ଲାଗୁନଥିଲା କି?

    • @BanitaSahoo-d7k
      @BanitaSahoo-d7k Месяц назад

      ବିରୋଧୀ କୁଆଡେ ଯାଇଥିଲେ । ଭାବିଚିନ୍ତି ପ୍ରଶ୍ନ କରେ।

  • @giridharipanda1287
    @giridharipanda1287 Месяц назад +51

    ମିଛ କୁ ବଡ଼ ପାଟିରେ ବାରମ୍ବାର କହିଲେ ମିଛ ସତ ହୋଇ ଯାଏନି ।

    • @gurukrupa4151
      @gurukrupa4151 Месяц назад

      Michha kie kahuchhi seta sadharan janata janichhanti

  • @PrativaParamanik-mj4yz
    @PrativaParamanik-mj4yz Месяц назад +8

    ❤️🌹ଜୟ ଜଗନ୍ନାଥ ଜୟ ନବୀନ ବାବୁ 🌹❤️

  • @PrakashRout-zk1fl
    @PrakashRout-zk1fl Месяц назад +7

    Madam apanaku dhanya bad

  • @diptimayeejena2073
    @diptimayeejena2073 27 дней назад +3

    Bahut badhia speech

  • @UsharaniParida-x2z
    @UsharaniParida-x2z Месяц назад +6

    Thank you madam, badhia ,sundaar katha kahichhanti

  • @SMILAN_143
    @SMILAN_143 Месяц назад +21

    ଜବର ଦସ୍ତ କଥା କହିଛନ୍ତି ସୁଲତା ଅପା, ମାଡ଼ି ଚାଲ ଜୟ ଜଗନ୍ନାଥ ❤❤

  • @ashokpattanik6945
    @ashokpattanik6945 20 дней назад

    ସାକ୍ଷାତକାର ବହୁତ୍ ଭଲ ଲାଗିଲା।ମାନସ ବାବୁ ଙ୍କ ପ୍ରଶ୍ନ ପଚାରିବାର ଶୈଳୀ ଓ ସାଂସଦ ଙ୍କ ସ୍ପଷ୍ଟ ଉତ୍ତର ଭଲ ଲାଗିଲା।

  • @prasannapatra2259
    @prasannapatra2259 Месяц назад +29

    ସୁଲତା ମାଡାମଙ୍କର ଠିକ ଟାଇମ ରେ
    ମେଡ଼ିସିନ ଖାଈନଥିଲେ ତେଣୁ ରାଗଟା
    ମୁଣ୍ଡକୁ ଚଢିଯାଇଥିଲା

    • @reetap4008
      @reetap4008 25 дней назад

      ପାଠ ପଢ ବୟସ ହୋଇନି ବୁଝିବାକୁ,ମୂର୍ଖ

  • @padminisabar1730
    @padminisabar1730 Месяц назад +12

    Thank you mam

  • @rabikumarmohanty912
    @rabikumarmohanty912 Месяц назад +30

    ହତାଶ ହେଇ ଗଲେଣି ମାଡାମ

  • @kapuranaik3738
    @kapuranaik3738 25 дней назад +4

    Very good 👌🙏

  • @susantabarik1751
    @susantabarik1751 Месяц назад +32

    କେବଳ କଥା କୁହା ନେତ୍ରୀ...

    • @tapangamer2013
      @tapangamer2013 Месяц назад +2

      Jumlabjp pm ok thanks 😂😂😂

    • @sandeepbaliarsingh8463
      @sandeepbaliarsingh8463 25 дней назад

      ​@@tapangamer2013Jaa re game khelibu tote chakiri dia heba. Aa paikhana safa karibu.

  • @galparealpa5885
    @galparealpa5885 Месяц назад +9

    Right sulata madam

  • @kapuranaik3738
    @kapuranaik3738 25 дней назад +4

    Goods

  • @subhransudalai8360
    @subhransudalai8360 Месяц назад +13

    ବିଜେପି କେବଳ କଥା କୁହା ଦଳ, ସେହି ଦଳ ବାସ୍ତବ ରେ କିଛି କରେନି ପ୍ରଚାର ପ୍ରସାର ଖୁବ୍ ଜୋର୍ ରେ କରେ

  • @reemamaohapatra9821
    @reemamaohapatra9821 Месяц назад +12

    Jay Nabin sir

  • @trilochanpatnaik6321
    @trilochanpatnaik6321 Месяц назад +10

    କେବଳ ନନ୍ଦିଘୋଷ ଟିଭି ବାୟଷ୍ଠ ହୋଇନି ଆଉ ସମସ୍ତେ ବାୟ ଷ୍ଠ ହୋଇଛନ୍ତି ଯାହା ସୁଲଟା ଦେଓ ଙ୍କ କଥାରୁ ଜଣା ପଡ଼ୁଛି।

  • @soumyavitasonacreativechan5569
    @soumyavitasonacreativechan5569 Месяц назад +7

    Very nice conversation

  • @suravibar1435
    @suravibar1435 27 дней назад +8

    Thank you mam 🙏

  • @SanjayaKumar-i5h
    @SanjayaKumar-i5h 26 дней назад +2

    Good 👍

  • @kamalakantapanda8822
    @kamalakantapanda8822 Месяц назад +16

    ଖଟ ରେ ଶୋଇ ରାଜ୍ୟସଭା ଯାଇଛି. ସମସ୍ତଙ୍କୁ ଜଣା.

    • @subhransudalai8360
      @subhransudalai8360 Месяц назад

      ସେଇଥି ପାଇଁ ଅନ୍ଧଭକ୍ତ ଙ୍କ ପ୍ରଜାତି ବିରଳ

    • @samarendradakhinakabat3653
      @samarendradakhinakabat3653 Месяц назад

      Pada chata tharu andhabhata bhala​@@subhransudalai8360

    • @gitarani2831
      @gitarani2831 28 дней назад

      ଆମକୁ, ଜଣା, ନାହିଁ, ତୋତେ, ସବୁ, ଜଣା, ସେଥି, ପାଇଁ, ବିଜେପିର, ଚୁକୁଛୁ

  • @sachitradas6257
    @sachitradas6257 27 дней назад +2

    So good.

  • @GhanasyamPadhan
    @GhanasyamPadhan 28 дней назад +2

    SoThanks.manasBabu
    Sulata.madam

  • @SamapikaRoja-fz6wo
    @SamapikaRoja-fz6wo Месяц назад +7

    Right

  • @Indianarmy143
    @Indianarmy143 Месяц назад +7

    ଏ ଗୋଟେ ମିଛୁଆ ଏ ସବୁ ବେଳେ ମିଛ କହନ୍ତି

  • @SantoshKumarBhoi-w7h
    @SantoshKumarBhoi-w7h 14 дней назад

    ମାଡାମ୍ ଠିକ୍ କହୁଛନ୍ତି କୌଣସି ସରକାର ର probation period ନ ଥାଏ ବିଜେପି ସରକାର୍ ଏ ପର୍ଯ୍ୟନ୍ତ କିଛି କରିନି ମାଡାମ୍ ଙ୍କ କହିବା କଥା ମୋହନ୍ ସରକାର୍ ଆସୁ ଆସୁ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁର୍ନୀତିଗ୍ରସ୍ତ ନେତା ମନ୍ତ୍ରୀଙ୍କୁ ବାନ୍ଧିବା କଥା କିନ୍ତୁ ସେମାନେ ଏ ଯାଏଁ ନୀରବ ଅଛନ୍ତି.

  • @priyalifestyle5370
    @priyalifestyle5370 Месяц назад +3

    Sulata mam is the best

  • @sophiapanda6030
    @sophiapanda6030 Месяц назад +2

    ଆମ ଗାଁ ମୂର୍ଖ ସ୍ତ୍ରୀ ଲୋକ ବି ଏମିତି କଳି କରି ପାରିବେନି ।।

  • @pradeepjena3595
    @pradeepjena3595 27 дней назад +1

    Sulata Madam Very True said Madam ji 🙏👍💐

  • @sangeetasasmal8508
    @sangeetasasmal8508 Месяц назад +3

    Great lady ❤

  • @Sima_Rima_queen_123
    @Sima_Rima_queen_123 22 дня назад

    Tq mam🎉

  • @tanmayakumardash7836
    @tanmayakumardash7836 Месяц назад +14

    କାହିଁକି ବିଦାହେଲେ ପଚାରନ୍ତୁ

  • @sudhirkdigal7832
    @sudhirkdigal7832 Месяц назад +1

    Very nice bait mam

  • @pagalapagili2745
    @pagalapagili2745 Месяц назад +5

    Thik katha kahichanti madam❤

  • @chinmayagamingff5656
    @chinmayagamingff5656 Месяц назад +3

    23:43 Real Side of BJP😂😂

  • @saratnayak4035
    @saratnayak4035 Месяц назад +3

    ସୁଲତାଙ୍କୁ ପରବର୍ତ୍ତୀ ନିର୍ବାଚନରେ ଟିକେଟ ମିଳିବନି।ଲେଖିରଖନ୍ତୁ। ଯେପରି ନବୀନ ପଟ୍ଟନାୟକଙ୍କୁ ଭାବୁଛନ୍ତି ସେପରି ନୁହଁନ୍ତି।

  • @NrusinghaPanda-f6u
    @NrusinghaPanda-f6u Месяц назад +3

    Sulata deo madam ji koti koti namaskar aapananku

  • @beherabb7537
    @beherabb7537 Месяц назад +4

    This blood lady how compared with jagannath with Navin pattnayak.

  • @Akshaymohanty-gp1vu
    @Akshaymohanty-gp1vu Месяц назад +6

    Mam🙏

  • @sukantapadhan2609
    @sukantapadhan2609 Месяц назад +4

    Jay shree Ram

  • @soumyaranjanpatra7822
    @soumyaranjanpatra7822 22 дня назад

    Sulata ..mam...ରୋକ୍ ଠୋକ୍ ଜବାବ... ...mam is always right...❤❤❤

  • @apaadi9193
    @apaadi9193 Месяц назад +4

    Good leader ❤

  • @brundabanmandika5298
    @brundabanmandika5298 Месяц назад +6

    କାଳିଆ ଜଯନା ସବୁ ଚାଷୀ ଙ୍କୁ ଦିଆ ଯିବ କହିଥିଲେ କାହିଁକି ସମସ୍ତ ଚାଷୀ ପାଉନାହାନ୍ତି।

    • @sunilbehera3824
      @sunilbehera3824 Месяц назад

      Ebe deidia tame ta chasi priya

    • @BANITANAYAK-r6q
      @BANITANAYAK-r6q Месяц назад

      Subhadra samastanku miligalana aau semane Kalia dae na thile bjp daedelena

  • @odishamoodisha_india
    @odishamoodisha_india 29 дней назад +1

    Absolutely correct Apa

  • @dukhumarndi4154
    @dukhumarndi4154 Месяц назад +5

    Sulata madam bahut bahut dhanyabad

  • @prasannapatra2259
    @prasannapatra2259 Месяц назад +13

    ଲାଜ ଲାଗୁନି ଏସବୁ ଗପୁଛୁ

  • @rajeshkumarpanda7057
    @rajeshkumarpanda7057 27 дней назад +1

    World class SCB medical 😂😂

  • @kailashrana5820
    @kailashrana5820 Месяц назад +5

    ମିଛ ।ବିଜେଡି ସରକାର ଥିଲା ବେଳେ ଅନ୍ୟାୟ ବୋଧେ ହୋଇନଥିଲା ,କାରଣ ସେହି ସମୟରେ ଏ ରାଜ୍ୟ ସଭା ସଦସ୍ଯାଙ୍କର ସମାଲୋଚନା ଓଡ଼ିଆ ଶୁଣିନଥିଲେ !

  • @Susanta-o2h
    @Susanta-o2h Месяц назад +4

    Bjd jindabad,sulata madam jindabad

  • @payalpayal9510
    @payalpayal9510 Месяц назад +7

    ଆଳୁ ମାଉସି 😂😂

  • @DebanandaBehera-v8h
    @DebanandaBehera-v8h 18 дней назад

    ସାଧାରଣ ଲୋକ ମୁଁ ବି ଆସିଲେ କିଛି ମନ କଥା କୁହନ୍ତି ରାଜନୀତି ବିଷୟ ରେ

  • @thechangingthought
    @thechangingthought Месяц назад +3

    The bravest lady ever ❤️💚🔥

  • @ashokkumarmishra6186
    @ashokkumarmishra6186 29 дней назад

    ଆଗରୁ ତମ ସରକାର ଥିଲାବେଳକୁ ମହାପ୍ରଭୁ ଜଗନ୍ନାଥଙ୍କୁ ବି ଛାଡ଼ିନଥିଲେ ଆଉରି ଏଠି ଆସିକି ବଡ଼ବଡ଼ କଥାକହୁଛ ଆଉ ଓଡିଶାବାସୀଙ୍କ ପାଇଁ ଯାହା ଅନ୍ୟାୟ କରିଛି ଆପଣଙ୍କ ସରକାର ତାହା ଗଣିଲେ ଯୁଗ ସରିଯିବ ତମ ଦାଗ ଆଗେ ଖାର ପାଣିରେ ଧୁଅନ୍ତୁ ତାପରେ ଆଉ କା ଦାଗ ବିଷୟରେ ପରେ କହିବେ

    • @gitarani2831
      @gitarani2831 28 дней назад

      ପଥମେ, ନିଜକୁ, ଖାର, ପାଣିରେ, ଧୁଅ, ତାପରେ, ବେଇମାନ୍, ବିଜେପି, କୁ, ଧୁଇଦିଏ, ସରକାର, କରିବ, ତ, ସୋଟଯ, ରେ, କର, EVM ରୁ, ଭୋଟ, ଚୋରି, କରି, ଷରକାର, କଲେ, କଣ, ହବ, ଜନତାର, ମନକୁ, ଜିତି, ପାରିବ

  • @davidpahad3
    @davidpahad3 26 дней назад

    ସୁଲତା ମେମ୍ ଯାହା ମନ୍ତବ୍ୟ ଦେଲେ ତାହା, ଜଣେ ମହିଳା କୁ ସ୍ବାବଲମ୍ବୀ ହୋଇ ପାରିବନି।
    ତେଣୁ ମୁଁ ଏଥିରେ ସହମତ

  • @SujnanThatoi
    @SujnanThatoi 20 дней назад

    100 % right 🎉 🎉 🎉 🎉

  • @rajeshkumarpanda7057
    @rajeshkumarpanda7057 27 дней назад +1

    World class scb medical 😂

  • @balunkeswarmangaraj9770
    @balunkeswarmangaraj9770 16 дней назад

    right answer

  • @jayjagannathmyparentsalsor3393
    @jayjagannathmyparentsalsor3393 3 дня назад

    Right madam

  • @tarinipadhi9479
    @tarinipadhi9479 15 дней назад

    ଗୁଡ୍ ଏପିସଡ଼

  • @dilopenthei344
    @dilopenthei344 6 дней назад

    ନବୀନ ପଟ୍ଟନାୟକ ଙ୍କ ର ରାଜ୍ 24 ବଷ ଉନ୍ନତୀ ମୋହନ ମାଝୀ ଙ୍କୁ 6 ମାସ ହେଇନି ମୋହନ ଙ୍କୁ ବି 24 ବର୍ଷ ଦେଇକି ଦେଖ । ଆଉ ବାଳ କଥା କହୁଛି ଛୁଡି ଦେଉ ଥିଲୁ

  • @pareshghadaighadai4421
    @pareshghadaighadai4421 Месяц назад +4

    Sulutha Didi Very Talent Good Person 🙏❤❤❤🎉🎉🎉🎉

  • @ranjitmangaraj2635
    @ranjitmangaraj2635 Месяц назад +3

    Very nice program. I like both.

  • @NarayanDas-h4b
    @NarayanDas-h4b 14 дней назад

    ସୁଲତା ଦିଦି କେଉଁଠି ଦେଖା କରିବି ମୋତେ ନୁଁମ୍ବତ ଦିଅନ୍ତୁ

  • @PrabirDas-u8p
    @PrabirDas-u8p Месяц назад +3

    Great Proshtutuuute of odisha

  • @umakantaswain8290
    @umakantaswain8290 Месяц назад +1

    ମୁଲ ଚାଲ ଛିଡ଼ିଲାନି. ନ ହେଲେ କଥା କିଛି ଅଲଗା ହୋଇଥାନ୍ତା.

  • @sarojkumarsahoo3503
    @sarojkumarsahoo3503 Месяц назад +6

    Rakhi sawant of BJD😂😂

  • @SantoshKumarBhoi-w7h
    @SantoshKumarBhoi-w7h 14 дней назад

    ମାଡାମ୍ କେଵେ ରାଗନ୍ତିନି କିନ୍ତୁ ଯଦି କିଏ ପାଣ୍ଡିଆନ୍ ବିରୁଦ୍ଧରେ ଗୋଟିଏ ବି ଶବ୍ଦ କୁହେ ମାଡାମ୍ ଙ୍କୁ ବହୁତ୍ ବାଧେ ଓ ରାଗି ଯାଆନ୍ତି।

  • @pravatkumarmishra9760
    @pravatkumarmishra9760 26 дней назад

    Sulata madam coments ପଢନ୍ତୁ କେତେ ତଳକୁ ଖସୁଚ ତମ ଆଚରଣ ରେ କୋଉ ଦଳ ଶାନ୍ତି ନୁହ p m ମିଛ କହିନଥିଲେ ଏବେ ନବୀନ ବାବୁ ସୁସ୍ଥ କେମିତି ହେଲେ

  • @Susanta-o2h
    @Susanta-o2h Месяц назад +2

    ବିଜେପି ୫୦୦୦ ଦେଉ ଦେଉ ଦାମ୍ ବଢେଇ ପୁଣି 5000 ନେଇଯିବ,ବିଜେପି ଛି ...…ଛି

  • @BinodNayak-u6i
    @BinodNayak-u6i Месяц назад +4

    Sulata Deo is not a gentle lady . When you are in BJD where was your Transparency in 5T.

  • @mihirdwivedi8843
    @mihirdwivedi8843 Месяц назад +3

    Talks very high sounding words n thinks that she is only honest person in Odisha

  • @gobindachandranayak9576
    @gobindachandranayak9576 Месяц назад +5

    ଇଂରାଜୀ ତ ଠିକ୍ କହିପାରୁନ , କ'ଣ ପାଇଁ ଖଣ୍ଡି ଇଂରାଜୀ କହୁଛ

    • @ABHISHEKHASWAIN
      @ABHISHEKHASWAIN Месяц назад

      Mohana ku baa jana nai english ki hindhi 😂😂

  • @baistnavcharansahu5336
    @baistnavcharansahu5336 Месяц назад +7

    Chora muhan bada tana

  • @golakbiharimohanty8816
    @golakbiharimohanty8816 Месяц назад

    Manas Babu, ଜନପ୍ରିୟ ବା ଜନତା ଦ୍ଵାରା ଆଦୃତ ଜଣେ ବ୍ୟକ୍ତି ନେତା ପଦବଚ୍ୟ । ନେତାଙ୍କ ଦ୍ଵାରା ନିଯୁକ୍ତ ଜଣେ ବ୍ୟକ୍ତି ନେତା ନୁହନ୍ତି । ସେ ଜଣେ ଭଲ କର୍ମୀ । Thanks

  • @biswa..4063
    @biswa..4063 Месяц назад +4

    Kalia jojana ra dinaku kete

  • @niranjankumbhar-nh6fx
    @niranjankumbhar-nh6fx 21 день назад

    News ancherrr salute..❤

  • @motilaldash4645
    @motilaldash4645 18 дней назад

    ସୁଲତା ଙ୍କ କହିବା ଶୈଳୀ ରେ ଦମ୍ ରହିଥାଏ ରହିଛି ରହିବ

  • @BulakiSwain-n4c
    @BulakiSwain-n4c Месяц назад +2

    ଏଇଟା ତୃତୀୟ ଶ୍ରେଣୀ ଯାଏ ପାଠ ପଢିଛି କି ନାହିଁ।ମିଡିଆରେ କେମିତି କଥା କୁହାଯାଏ ଜାଣିନି,ଖାଲି ଓଠରେ ପୁଳାଏ ଲିପ୍ ଷ୍ଟିକ୍ ବୋଳି ନିଜକୁ ଯୁବତୀ ଦେଖେଇ ହେଉଛି।ପାଣ୍ଡିଆନ୍ କୁ 7:35 7:37 ଖୁସି କରିବାକୁ ସିଏ ଯାହା ବି କରିପାରେ।

  • @adityapanda9967
    @adityapanda9967 10 дней назад

    ସ୍ୱାର୍ଥ ଥିଲା, ଏବେ ଶାସନରେ ନାହାନ୍ତି l ତେଣୁ ବାଉଳି ଚାଉଳି ହଉଛନ୍ତି

  • @kapuranaik3738
    @kapuranaik3738 25 дней назад

    👌🌹👍♥️

  • @chinmayagamingff5656
    @chinmayagamingff5656 Месяц назад +3

    12:30 Bjp ra rang badaliaba rajaniti 😂😂

  • @Awarenesstalk6379
    @Awarenesstalk6379 11 дней назад

    ବିଜେଡି ଶାସନ ରେ ସବୁ ଯୋଜନା ଫେଲ ହୋଇଛି

  • @biswanathsitha5142
    @biswanathsitha5142 28 дней назад

    ଏ ସୁଲତା ତମ କାଳିଆ ଯୋଜନା ରେ ଲୋକେ ଦୈନିକ କେତେ ପାଉଛନ୍ତି ,ହିସାବ ଟା କରିଛ ତ ???ଅତି ବାଜ୍ୟ ମାଡାମ ଟା ।।।।।

  • @judhistirprathan4975
    @judhistirprathan4975 13 дней назад

    ❤❤❤❤GREAT SULATA❤❤❤❤FINELY SAID❤❤❤❤❤

  • @PradeepKumarBehera-or9ee
    @PradeepKumarBehera-or9ee Месяц назад +3

    Jay Naveen pattnayak babu Jay Bjd ♥️♥️♥️🙏🙏🙏👍👍👍 madam 🙏🙏🙏👍👍👍

  • @ajayanayak5373
    @ajayanayak5373 12 дней назад

    ମାନସ ବାବୁ ଆପଣ ଥରେ ଛାତିରେ ହାତ ରଖି କୁହନ୍ତୁ। ଏ ଚ୍ୟାନେଲ ବିଜେପି ଦ୍ଵାରା ପରିଚାଳିତ ହେଉଛି କି ନା?

  • @amitkumarsinku6636
    @amitkumarsinku6636 29 дней назад +1

    ତମର ଟଙ୍କା ଅଛି ତୁ ଖୁସି ହବୁନି କିନ୍ତୁ ଗୋଟେ ଗରିବ ଲୋକ ନିହାତି ଖୁସି ହବ

    • @amarjeetlifestylevlog3161
      @amarjeetlifestylevlog3161 29 дней назад +2

      ତାହାଲେ କହୁଥିଲେ କଣ ପାଇଁ ବର୍ଷ କୁ ୨୫ ହଜାର। ସମସ୍ତ ମହିଳାଙ୍କୁ ମିଳିବ

  • @giridharipanda1287
    @giridharipanda1287 Месяц назад +1

    କାଷ୍ଟିଙ୍ଗ ଭୋଟ, କାଉଣ୍ଟିଂଭୋଟ ମଧ୍ୟରେ ପ୍ରଭେଦ ଜନିତ ଜାଲିଆତିର
    ଅନୁସନ୍ଧାନ କାହିଁକି ହେଲାନାହିଁ?