କହିଦେଲେ ସବୁ କଥା | Tathagata Satpathy | News Desk Interview | Naveen Patnaik | BJD | Odia News

Поделиться
HTML-код
  • Опубликовано: 9 фев 2025
  • କହିଦେଲେ ସବୁ କଥା | Tathagata Satpathy | News Desk Interview | Naveen Patnaik | BJD | Odia News #tathagatasatpathy #bjd #bjdnews #bjpnews #bjpvscongress
    #cmmohanmajhi #subhadrayojana #subhadrascheme #subhadramoney #subhadrayojanalatestnews #pravatiparida
    #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews #lowpressurerain #lowpressure
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии • 350

  • @satyanarayanmishra7638
    @satyanarayanmishra7638 Месяц назад +20

    ନିର୍ଭୁଲ, ନିଛ୍ହକ ଓ ମନର କଥା । ଉପସ୍ଥାପକ ଓ ନ୍ୟୁଜ 18 ଓଡ଼ିଆ କୁ ଆନ୍ତରିକ ଧନ୍ୟବାଦ

    • @maheswardas7021
      @maheswardas7021 15 дней назад +1

      ମାନ୍ୟବର ପୂର୍ବତନ ସାଂସଦ ଓ ଖ୍ୟାତନାମା ସାମ୍ବାଦିକ ତଥାଗତ ଶତପଥି ଙ୍କ ବକ୍ତବ୍ୟ ଶୁଣୁଥିଲି।ବାସ୍ତବ କଥା ଉପସ୍ଥାପନ କରିଛନ୍ତି।ଜଣେ ନିର୍ଭିକ ସାମ୍ବାଦିକ ଭାବେ ସେସବୁ ସତକଥା କହିଛନ୍ତି। ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା।

  • @dillipacharya8446
    @dillipacharya8446 Месяц назад +7

    ଧନ୍ୟବାଦ ତଥାଗତ ବାବୁ ଚରମ ସତ୍ୟ କହିଥିବାରୁ ❤

  • @saheblenka2788
    @saheblenka2788 Месяц назад +12

    ବହୁତ ସୁନ୍ଦର ସାକ୍ଷାତ୍ କାର ହୋଇଛି 💐🙏🏾

  • @UpendraSahu-l8f
    @UpendraSahu-l8f 12 дней назад +2

    Aapka katha ku bhahut bhala katha. thankiu

  • @jeetendrakumarmohanty2963
    @jeetendrakumarmohanty2963 Месяц назад +19

    ଅତି ସୁନ୍ଦର ଆଲୋଚନା, ବହୁତ୍ ବହୁତ୍ ଧନ୍ୟବାଦ୍

  • @pinakdas5663
    @pinakdas5663 Месяц назад +13

    ନିଚ୍ଛକ ସତ୍ୟକଥା ଏବଂ ଖୁବ୍ ସୁନ୍ଦର ବିଶ୍ଳେଷଣ ❤❤

  • @balaramjena9011
    @balaramjena9011 Месяц назад +21

    ତଥାଗତ ସତପଥି ସଦାବେଳେ ସତ କୁ ସାମ୍ନା କରନ୍ତି ଆଉ ସଦାସର୍ବଦା ଖୋଲା କଥା କୁହନ୍ତି 🙏🙏

  • @trilochanpatnaik6321
    @trilochanpatnaik6321 Месяц назад +22

    ଜଣେ ଆଇରନ ଲେଡୀ ଙ୍କ ସୁପୁତ୍ର କଣ କେବେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କିଛି କହିବା କେବେ ସମ୍ଭବ ନୁହେଁ। ସେ ଶତ ପ୍ରତିଶତ ସତ୍ୟ ପ୍ରକାଶ କରିଛନ୍ତି। ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।

  • @pabitramohandalai8348
    @pabitramohandalai8348 Месяц назад +20

    ଅର୍ଦ୍ଧ ସତ୍ୟ କହୁଛନ୍ତି l ନିଜକୁ ନିର୍ଦୋଷ ପ୍ରମାଣ କରିବା ପାଇଁ ଏକ ସୁଚିନ୍ତିତ ପ୍ରୟାସ l

  • @upendrakumarbiswal4682
    @upendrakumarbiswal4682 Месяц назад +10

    ଅତି ସୁନ୍ଦର ଉପସ୍ଥାପନା ତଥାଗତ ଶତପଥି ଙ୍କର ରପିଡ ରାଉଣ୍ଡ ରେ ଉତ୍ତର ଗୁଡ଼ିକ ଶିକ୍ଷଣୀୟ ଲାଗିଲା

  • @santoshpattnayak2589
    @santoshpattnayak2589 Месяц назад +14

    ଏଗୁଡ଼ିକ ସବୁ ବହୂରୂପୀ ଏଣ୍ଡୁଅ। ତାକୁ ପଚାରିଲେ ବିଧାୟକମାନଙ୍କ ଦରମା ବଢ଼ିବା ଯୁକ୍ତିଯୁକ୍ତ କି ନାହିଁ !

  • @dillipkumarnayak1021
    @dillipkumarnayak1021 Месяц назад +14

    ବହୁ ଦିନପରେ ଲାଗିଲା ଜଣେ ରାଜନେତା ସତକୁ ସାମ୍ନା କରୁଛନ୍ତି

  • @hardworkneverdies5679
    @hardworkneverdies5679 Месяц назад +9

    ଆଉ ତଥାଗତ ବାବୁ ବିଜେପି ରେ କେବେ ମିଶୁଚ

  • @mogangbo4168
    @mogangbo4168 Месяц назад +11

    ନିର୍ଲଜ୍ଜତା ର ବାପା। ଏତେଦିନ ମଜା ନେଲାବେଳକୁ???? ପେନସନ୍ ତ ନେବାକୁ ଯାଉଥିବ।

  • @shubhramayrout5988
    @shubhramayrout5988 Месяц назад +4

    ଟିକେ ବିଜେପି ବାସ୍ନା ହଉଛି😅

  • @pitambrarout8724
    @pitambrarout8724 Месяц назад +15

    ମହାନୁଭବ ?
    ଅତି ତେଲ ,!

  • @umanandasahoo1588
    @umanandasahoo1588 Месяц назад +7

    ଅତି ସୁନ୍ଦର interviw ନେଲେ ଓଡିଶାପାଇଁ ଖୁସି ଲାଗିଲା. ଧନ୍ୟବାଦ

  • @SurendrakumarBhukta
    @SurendrakumarBhukta Месяц назад +8

    ଭଗଵାନ ତଥାଗତ ଙ୍କୁକୋଟିଏ ପରମାୟୁ ଦୀଅନ୍ତୁ ଓଡିଶାର ମଙ୍ଗଲ ଚିନ୍ତା ପାଇଁ

  • @prafulasingh2267
    @prafulasingh2267 Месяц назад +10

    ବହୁତ ସୁନ୍ଦର ଉପସ୍ଥାପନା , ପ୍ରଶ୍ନ ଗୁଡ଼ିକ ଅତିସୁନ୍ଦର ସମ୍ମାନନୀୟ ତଥାଗତ ସତପଥୀଙ୍କ ଖୋଲା ଓ ନିପଟ ସତକଥା ଖୁବ୍ ଭଲଲାଗିଲା ।
    ତଥାଗତ ସତପଥୀଙ୍କୁ ତଥା ଉପସ୍ଥାପନା ଯୋଗୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

  • @GOPABANDHUROUT-z7c
    @GOPABANDHUROUT-z7c День назад +1

    Best personality tillnow Badakul ken
    drapada

  • @hardworkneverdies5679
    @hardworkneverdies5679 Месяц назад +7

    ତଥାଗତ ବାବୁ ଆପଣ ଯଦି ମିଡିଲ କ୍ଲାସ ଲୋକ ହେଇଥାନନ୍ତେ ଦର ଦାମ ବୃଦ୍ଧି କୁ ଆଖିରେ ଦେଖି ମଧ୍ୟ କହିନଥାନ୍ତେ କି ଏ ସରକାର ଲୋକ ଙ୍କ ସରକାର ବୋଲି

  • @rockyraajkanhar5744
    @rockyraajkanhar5744 Месяц назад +1

    ଇଏ BJP ରେ କାଳେ ମନ୍ତ୍ରୀ ହୋଇଯିବ ବୋଲି କହୁଛି

  • @suryakantapradhan8460
    @suryakantapradhan8460 15 дней назад +1

    ସତରେ ଆପଣ ଯଦି ଜାଣି ପାରିଥିଲେ ଯେ ବିଜେଡି ଲୋକପ୍ରିୟତା ହରାଇ ସାରିଛି ଏବଂ ନିର୍ବାଚନ ହାରିବାକୁ ଯାଉଛି, ତେବେ ବର୍ତ୍ତମାନ ଓଡ଼ିଶାବାସୀଙ୍କ ସମେତ ଦେଶର ଶିକ୍ଷିତ ଓ ବୁଦ୍ଧିଜୀବୀଙ୍କ ମନରେ ଗୋଟାଏ ପ୍ରଶ୍ନ ଉଙ୍କି ମାରିଥାଏ, ତାହା ହେଉଛି ବ୍ୟାପକ ପରିମାଣରେ ଯେଉଁ ଭୋଟ ହେରାଫେରି ହେଇଛି ତାହା କଣ ମିଛ?
    ଏହା ଉପରେ ତଥ୍ଯ ରଖିବେ କି?

  • @AshokPanda-qt4qn
    @AshokPanda-qt4qn Месяц назад +3

    Bahut bhala upastapana Dhanyabad 💐🤝💐

  • @tusarranjandas1608
    @tusarranjandas1608 Месяц назад

    Beautiful analysis. 👌

  • @pabitramohanty6408
    @pabitramohanty6408 Месяц назад

    ଆମ ସାର ଜଣେ ନିର୍ଭିକ ଏବଂ ବାସ୍ତବବାଦୀ ସରଳ ବ୍ୟକ୍ତିତ୍ୱ, ସେଥିପାଇଁ ଭାରି ଭଲ ଲାଗନ୍ତି, ସମସ୍ତଙ୍କ ସହ ମିଶିଯାଆନ୍ତି 🙏🙏

  • @SantoshkumarKuanr
    @SantoshkumarKuanr Месяц назад +1

    ତଥାଗତ ଶତପଥି ଙ୍କୁ ନବବର୍ଷ ର, ଅଭିନନ୍ଦନ, ଆଜିର ଆପଣଙ୍କର ଯେଉଁ ବକ୍ତବ୍ୟ ସେଥିପାଇଁ ବହୁତ ବହୁତ ଧନ୍ୟବାଦ୍,

  • @nabakishoresubudhi2647
    @nabakishoresubudhi2647 Месяц назад +5

    ବହୁତ ବିଜ୍ଞ ବ୍ୟକ୍ତିତ୍ୱ ତଥାଗତ ବାବୁ, ସଠିକ ଉତ୍ତର ଓ ସତ୍ୟର ଅବତାରଣାରେ କୌଣସି ଦ୍ଵିଧା ପ୍ରକାଶ କରିନାହାନ୍ତି..... ମାନସ ବାବୁଙ୍କ ଏକ ବିରାଟ ଓ ଉଜ୍ଜଳ ଭବିଷ୍ୟତ ସାମ୍ବାଦିକତାରେ ବାରିହେଉଛି..... ଅନେକ ଶୁଭେଚ୍ଛା ଓ ଶୁଭକାମନା..... ଜୟ ଜଗନ୍ନାଥ

  • @bharatipanda6463
    @bharatipanda6463 Месяц назад +1

    Good 🙏

  • @debasishbehura6976
    @debasishbehura6976 18 дней назад

    Thanks sir

  • @gyanabratamohanty4219
    @gyanabratamohanty4219 Месяц назад +1

    ତଥାଗତ ବାବୁଙ୍କ ସମ୍ପାଦକୀୟ - ମୋତେ ଫାଶୀ ଦିଅ, ପଢିବା ପରେ ମୁଁ ତାଙ୍କୁ ଭଲ ପାଇଗଲି, ତାଙ୍କ ନିର୍ଭିକ ସାମ୍ବାଦିକତା ପାଇଁ ପ୍ରତିବଦ୍ଧତା ଲାଗି | କିଛି ତୋଶାମାଦିଆ ନେତାଙ୍କ ଲାଗି ଓଡିଶା ବହୁତ ପଛେଇ ଗଲା 🙏🙏🙏

  • @Basantkumarpradhan-p5v
    @Basantkumarpradhan-p5v 18 дней назад

    ଜୟ ଜଗନ୍ନାଥ 🙏🙏🙏❤

  • @talcherprasant619
    @talcherprasant619 Месяц назад +1

    Nice answer

  • @gayadharpatra3233
    @gayadharpatra3233 Месяц назад +1

    Thank you sir..Jay shree Ram.

  • @voiceofpeopleCk_83
    @voiceofpeopleCk_83 Месяц назад

    Excellent Sir 🙏

  • @SureshkumarSwain-y9m
    @SureshkumarSwain-y9m Месяц назад +2

    Bahut sundar episode 🙏

  • @ashokkumarsahoo7041
    @ashokkumarsahoo7041 Месяц назад +4

    A man of Congress mentality. କିନ୍ତୁ ସ୍ୱାର୍ଥ ପାଇଁ ଅନ୍ୟ ଦଳରେ କାମ କରୁଥିଲେ

  • @deben22
    @deben22 Месяц назад +3

    ଜଣେ ପୋଖତ ରାଜନୈତିକ ବ୍ୟକ୍ତି ଓ ପରିପକ୍ୱତା ସହିତ ଆଲୋଚନା କରୁଛନ୍ତି. ଆଜିର ରାଜନୀତିରେ ଥିବା ବ୍ୟକ୍ତି ମାନେ କିଛି ଶିଖିବା ଦରକାର. ପରିବାରବାଦ ବିଷୟରେ କହିଥିବା କଥାଟି ମନକୁ ପାଇଲା. 🙏

  • @PramodKar-of4gu
    @PramodKar-of4gu Месяц назад +5

    ଧନ୍ୟବାଦ ମହାଶୟ ଆପଣସତ୍ୟକୁ ସାମ୍ନା କରିଛନ୍ତି, ଠିକ୍ କରିଛନ୍ତି

  • @lokanathbehera3348
    @lokanathbehera3348 2 дня назад

    ତଥାଗତ ଶତପଥୀ ମହା ଜ୍ଞାନୀ very strong minded ମାନସ ବାବୁ ଆପଣ ବହୁତ ଭଲ ସାମ୍ବାଦିକ ଆପଣଙ୍କ ପ୍ରଶ୍ନ ବହୁତ ଭଲ ଲାଗେ ତଥାଗତ sir ଙ୍କୁ କେହି ପାରିବେ ନାହିଁ

  • @pramodkumarpattnaik983
    @pramodkumarpattnaik983 Месяц назад +2

    ଆଗରୁ ଅନେକ୍ କଥା କହିଛନ୍ତି ଏ ଜଣେ ବିଶ୍ୱାସଘାତକ ନେତା

  • @sasthakumarpurohit2580
    @sasthakumarpurohit2580 26 дней назад +1

    ମାନସ ବାବୁ ଧନ୍ୟବାଦ୍ ଜଣାଉଛୁ,we are learning some thing from tathagata।satapathy ବରିଷ୍ଠ ସାମ୍ବା ଦିକ,ସେ ଯାହା କହନ୍ତି ସତ୍ୟ ବାର୍ତ୍ତା ପ୍ରକାଶ କରନ୍ତି,,,,

  • @purusottamnayak7939
    @purusottamnayak7939 Месяц назад

    ବହୁତଭଲ ସାକ୍ଷାତକାର, ଶ୍ରୀ ତଥାଗତ ସତପଥୀ ଜଣେ ଉଚ୍ଚ କୋଟୀର ଚିନ୍ତାଶୀଳ ଓ ଜ୍ଞାନର ଭଣ୍ଡାର।

  • @odiatalkhotlife4501
    @odiatalkhotlife4501 Месяц назад

    ବିଜେପି ବା ଳ କାମ କରୁଛି

  • @KshirodKumarPatra-r9u
    @KshirodKumarPatra-r9u Месяц назад +1

    ଖୋଲା ହୃଦୟବାନ ବନ୍ଧୁ ❤❤

  • @SarojKumarMallick-s3g
    @SarojKumarMallick-s3g Месяц назад +1

    Fantastic & an open discussion

  • @gyanendramishra2399
    @gyanendramishra2399 Месяц назад +1

    It is an excellent interview. 👍🏾to the anchor & Tathagat babu for his frankness.

  • @ajayakumarnayak6592
    @ajayakumarnayak6592 4 дня назад

    Thanks Tathagat satpathy ❤

  • @s.mohapatra-i1k
    @s.mohapatra-i1k Месяц назад +3

    ତଥାଗତ ଶତପଥି ମା ନନ୍ଦିନୀ ଶତପଥୀ
    ହରେକୃଷ୍ଣ ମହତାବ ଙ୍କ ପୁଅ ଭୃତୁହରି ମହାଦେବ
    ସୌମ୍ୟ ରଂଜନ ପଟ୍ଟନାୟକ ଶଶୁର ଜାନକୀ ବଲ୍ଲଭ ପଟ୍ଟନାୟକ ଏସବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ ଏମାନଙ୍କର ସମ୍ପର୍କୀୟ ମାନଙ୍କ ବହୁତ୍ ଦୁଃଖ ରହିଗଲା ମୁଖ୍ୟ ମନ୍ତ୍ରୀ ହୋଇ ପାରିଲେ ନାହିଁ କେବଳ ନବୀନ ପଟ୍ଟନାୟକ କୁ ଛାଡ଼ି

  • @SKSwain-ut1cx
    @SKSwain-ut1cx Месяц назад

    Very nice interview 👍

  • @SmrutidharaPattnaik-j2h
    @SmrutidharaPattnaik-j2h 19 дней назад

    Very nice Interview Manasbabu.👌

  • @ajitkumarsejpada9223
    @ajitkumarsejpada9223 Месяц назад +1

    ବହୁତ୍ ସୁନ୍ଦର ସାକ୍ଷାତ୍ ଥିଲା ତଥାଗତ ଶତପଥୀଙ୍କ ସହିତ, ପୁରା episod ମୁଁ ଦେଖିଲି । ଜୟ ଜଗନ୍ନାଥ।

  • @prakashchandraacharya119
    @prakashchandraacharya119 7 дней назад

    ବହୁତ ଭଲ

  • @SaurabhSaxena-j1w
    @SaurabhSaxena-j1w Месяц назад

    Perfectly said, Satpathy Bau! Asmita niuhein, Jagannath Sanskruti...

  • @adityaacharya2491
    @adityaacharya2491 Месяц назад +1

    ବହୁତ୍ ସୁନ୍ଦର୍ ହେଇଛି ଧନ୍ୟବାଦ୍। ଦେଶ ପାଇଁ ଭଲ ଉପଦେଶ ଦେଇଛନ୍ତି ନୀରବ ବିପ୍ଳବ। ବହୁତ୍ ସୁନ୍ଦର୍ ହେଇଛି।

  • @adwaitchandrabeura6847
    @adwaitchandrabeura6847 Месяц назад +1

    ବହୁତ ସୁନ୍ଦର ଉପସ୍ଥାପନା ତଥାଗତ ସତପଥୀ ନିର୍ଭୀକ ନେତା ସାମ୍ବାଦିକ ଏବଂ ପ୍ରାଚୀନ ନେତୃତ୍ବ ପରିବାର ଓଡିଶା ରାଜ୍ୟର ଓଡିଆ ଜାତିର ସନ୍ମାନୀୟ ବ୍ୟକ୍ତିଟ୍ୱ।

  • @bhubannayak873
    @bhubannayak873 23 дня назад

    Jay Jagannath.

  • @sarojnayak2763
    @sarojnayak2763 25 дней назад

    ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ତଥାଗତ ଶତପଥି ବାବୁଙ୍କୁ।

  • @tusharlenka213
    @tusharlenka213 Месяц назад +1

    Bahut sundar lagila.

  • @bauribandhusahoo2167
    @bauribandhusahoo2167 Месяц назад

    Tathagat babu, Namaskar. Thank you for your free and frank interview for the first time.

  • @dipakkeshariswain2451
    @dipakkeshariswain2451 Месяц назад +2

    2029 ଗୋନ୍ଦିଆ ବ୍ଲକ ରେ ଆପଣକୁ ସ୍ବାଗତ ଜଣାଉଛି,,,

  • @damodarnanda7015
    @damodarnanda7015 26 дней назад

    Wonderful & candid.

  • @kasturinaik7378
    @kasturinaik7378 Месяц назад +1

    Proud of you,💐🙏Sri MAA Sri Aurobindo nkar Krupa prapta Samastnku heu 🌹🙏

  • @EshwarBhakti-ii9nk
    @EshwarBhakti-ii9nk Месяц назад +1

    So good Sathpathy sir nka thoughts. ..

  • @hardworkneverdies5679
    @hardworkneverdies5679 Месяц назад +3

    ଯଉଥି ଖାଇଲ ସେଇଠି ହଗୁଥିବା ନେତା

  • @ramachandrapanipani7424
    @ramachandrapanipani7424 Месяц назад

    ସଂକ୍ଷିପ୍ତ ତ୍ୱରିତ ପ୍ରଶ୍ଣ ଓ ଉତ୍ତର ଗୁଡ଼ିକ ଚମତ୍କାର । ଖୁବ୍ ସୁନ୍ଦର ଏବଂ ଉତ୍ତର ସତ୍ୟାଧାରିତ ।

  • @sukantakumarpadhihari7550
    @sukantakumarpadhihari7550 27 дней назад

    Memorable and transcperent interview

  • @reporterjagadhal
    @reporterjagadhal Месяц назад

    nice one...

  • @ChaitanyaprasadNayak-w3d
    @ChaitanyaprasadNayak-w3d Месяц назад

    Very good interview.

  • @ashokkumarpatra7377
    @ashokkumarpatra7377 Месяц назад

    Very nice 👍

  • @subhankarmahapatra483
    @subhankarmahapatra483 Месяц назад

    Such delightful person. Great man

  • @sunakarsamantaray9737
    @sunakarsamantaray9737 Месяц назад +1

    ଭଲ ଲାଗିଲା ।

  • @netranandamahakul6702
    @netranandamahakul6702 3 дня назад

    Great interview.

  • @trinathsahu8159
    @trinathsahu8159 День назад

    ❤ bahut bahut dhanyavaad Tathagat ji sundar sabalil marnit sabad dyara mu apananku again avari byakt karu hbo Trinath sahu Dist Angul

  • @prabhudattajena3944
    @prabhudattajena3944 Месяц назад

    Ok sir right.god bless u

  • @satyabrataSahu-k2o
    @satyabrataSahu-k2o Месяц назад +5

    ମୁଁ ଏମିତି ନୁହେଁ କି ସ୍ୱାର୍ଥ ମୋର ସରିଗଲା
    ଯଦି ଏଇ କ୍ଷମତା ଆଉ ମତେ ସମ୍ମାନ ଦେଉନାହିଁ ।
    ଯଦି ଘରର ମୁରବୀ ହତାଦର କଲାଣି , ମୋ ର ନିଜ ସଂସ୍ଥା ର କିଛି ଉନ୍ନତି ହୋଇ ପାରିଲାନି ।
    ମୁଁ କାହିଁକି ସେ ମୁରବି ର ପ୍ରଶଂସା କରିବି ।
    ମୁଁ କାହିଁକି ତାଙ୍କୁ ଆଉ ସମର୍ଥନ କରିବି ।
    ଟିକେ ପାର୍ଶ୍ଵ ପରି ବର୍ତ୍ତନ ମୋ ପାଇଁ ଓ ମୋ ସଂସ୍ଥା ପାଇଁ ଭଲ ।

  • @avinacharya4441
    @avinacharya4441 21 день назад

    Beautiful.

  • @asitmahapatra4172
    @asitmahapatra4172 Месяц назад +1

    ମିଛ କଥା ଏ କହୁଛି।ଏ ବିଜେପି ର ଗୋଟିିଏ ଚାମଚା ।

  • @gopaldas-kj4jk
    @gopaldas-kj4jk 10 дней назад

    Very good interview which covered the entire political scenario of Odisha both past, present and future.The presentation of Manas Babu is highly appreciated and he is a journalist with great vision.

  • @MunSamyabadi
    @MunSamyabadi 27 дней назад

    ଅତି ଚମତ୍କାର ସାକ୍ଷାତକାର ଏବଂ ବହୁତ୍ ଶିକ୍ଷଣୀୟ ମଧ୍ୟ ସାକ୍ଷାତକାର ଟି। ଚମତ୍କାର ଉପସ୍ଥାପନା ଶୈଳୀ ଏବଂ ତଥାଗତ ସାର୍ ଙ୍କ ଉପସ୍ଥିତ ବୁଦ୍ଧି ଓ ଉତ୍ତର ଦେବା ଶୈଳୀ ମଧ୍ୟ ଅତି ଚମତ୍କାର। ଧନ୍ୟବାଦ୍ ଉଭୟଙ୍କୁ।

  • @samsermamu492
    @samsermamu492 29 дней назад

    MANAS BABU THANK YU

  • @lalatenduparida6198
    @lalatenduparida6198 Месяц назад +1

    Bharat Mata Ki Jay🇮🇳🇮🇳🇮🇳

  • @natabaranaik5026
    @natabaranaik5026 Месяц назад +1

    Tathagata,satapothy,nkaro,Interview,neithibaru,50,barshoro,history,kholile,bohut,Sundar,thanks.

  • @akshaymallik4212
    @akshaymallik4212 22 дня назад

    Great reporter's great interview with great person.❤. My first choice reporter Manash babu.

  • @hrusikeshpanda7099
    @hrusikeshpanda7099 Месяц назад

    ନମସ୍କାର। ଧନ୍ୟବାଦ ତଥାଗତ ବାବୁ ।

  • @sureshchandrasarangi9878
    @sureshchandrasarangi9878 Месяц назад +1

    This interview of Tathagat Satpathy by journalist Manas is an elegant one. Tathagatt Satapathy is very candid,calculated and confident.An experienced leader, having knowledge and wisdom, a concern for democracy, development of Odissa, with critical understanding of the issues confronting Odisha and India.A frontline person in spreading Jagannath culture.His visionary outlook,and missionary zeal to transform Odissa is infectuous.The young journalist is a rising star in journalism

  • @Nothing-rs5oj
    @Nothing-rs5oj Месяц назад

    ବନ୍ଧୁ ଆଉ ଗୋଟେ ଭୁଲିଗଲେ
    ରାଜନୀତି ପାଇଁ ତିନୋଟି ଜିନିଷ ଦରକାର
    - ଟଙ୍କା
    - ଟୋକା
    - ବୋକା

  • @BasantMohapatra-jh6vw
    @BasantMohapatra-jh6vw Месяц назад

    ଅତି ସୁନ୍ଦର ଓ ପ୍ରେରଣାଦାୟୀ ସାକ୍ଷାତକାର l

  • @DebrajDas-x2s
    @DebrajDas-x2s 15 дней назад

    Verrygood

  • @ajitirout6322
    @ajitirout6322 Месяц назад +1

    Very good interview. Tathagata sir openly told every thing. I appreciate lot.

  • @hi-techplazaownersassociat6411
    @hi-techplazaownersassociat6411 Месяц назад

    Thanks to NEWS18 for conducting such elaborate debate of prominent leaders of State/Centre and bringing out strategies of all parties and their success rate analysis.

  • @MrutyunjayHajira
    @MrutyunjayHajira Месяц назад

    Tathagata sir you are great and true person in Odisha, many many thanks

  • @kartiksenapati9371
    @kartiksenapati9371 Месяц назад +1

    ବହୁତ ସୁନ୍ଦର ଉପସ୍ଥାପନା

  • @GOVINDCHANDRABEHERA-b5n
    @GOVINDCHANDRABEHERA-b5n Месяц назад

    Nice interview

  • @sahadevnayak4382
    @sahadevnayak4382 Месяц назад +1

    Really an open interview from Mr Tathagat Satpathy.

  • @jadunandanpanda8752
    @jadunandanpanda8752 Месяц назад +2

    Nice to see Tathagata in interview. I was the only witness when Bijubabu changed his mind and gave ticket to Ththagata first time . I had a role in that. Hope Thahagata remembers.

  • @deviduttamohapatra4984
    @deviduttamohapatra4984 Месяц назад

    Greatly one

  • @PradeepkumarRout-qt4vc
    @PradeepkumarRout-qt4vc Месяц назад +1

    News Eighteen ku 👌👌
    Sundar upastapana ❤️

  • @nareshpattjoshi2459
    @nareshpattjoshi2459 29 дней назад

    THANKS TATHAGAT BHAI

  • @sarbeswarbehera3352
    @sarbeswarbehera3352 Месяц назад

    Thank you