News Desk Interview| Baba Balia answer on Controversial Issue| OdishaNews| OdishaNews| News18Odia

Поделиться
HTML-код
  • Опубликовано: 22 дек 2024

Комментарии • 274

  • @DasamaMunda-p1f
    @DasamaMunda-p1f Месяц назад +41

    ବାବା ନିରାଟ ସତ କହିଛି ବିଧବା ମା କାହିଁକି ବିବାହ କର୍ମରେ ଆଶୀର୍ବାଦ ଦେଇ ପାରିବେ ନାହିଁ ।ସିଏ ବି ଜଣେ ମା ସେ ଆଶୀର୍ବାଦ ଦେଲେ କ୍ଷତି କଣ ହେବ । କେତେ ଜଣଙ୍କର କ୍ଷତି ହେଇଛି ।କଣ ପ୍ରମାଣ ଅଛି ।

  • @tapoodas
    @tapoodas Месяц назад +53

    ଅଳ୍ପ ପ୍ରଶ୍ନ ପଚରାଯାଉ, ସମ୍ପୂର୍ଣ ଉତ୍ତର ଶୁଣାଯାଉ। ଉତ୍ତର ସରିବା ପୂର୍ବରୁ ଆଉ ଏକ ପ୍ରଶ୍ନ ନ ପଚାରନ୍ତୁ।

  • @darshantvodiatv4882
    @darshantvodiatv4882 Месяц назад +46

    ହେଁ.. ହଁ..... ହାଁ... କହିବା ବଦଳରେ ଆଜ୍ଞା.. ଆଜ୍ଞା.. ବୋଲି କହିଲେ ଭଲ ହୁଅନ୍ତା ମାନସ ବାବୁ l

    • @saubhagyakumarswain8060
      @saubhagyakumarswain8060 Месяц назад

      ପୁରା ଠିକ

    • @HMSahooofficial
      @HMSahooofficial Месяц назад

      Right

    • @simanchalratha8225
      @simanchalratha8225 Месяц назад

      ଏମାନେ ପରା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ତେଣୁ ମଣିଷ ନୁହନ୍ତି ବୋଧେ ?😅😅

    • @Sahoo2050
      @Sahoo2050 Месяц назад

      R8

  • @nirmalkumarbehuria6411
    @nirmalkumarbehuria6411 Месяц назад +49

    ମାନସ ବାବୁ ଙ୍କ ର ପ୍ରଶ୍ନ କରିବାର ଶୈଳୀ ଆତି ସୁନ୍ଦର, କୃଷ୍ଣ ଙ୍କ ସମୟରେ ଯୁଦ୍ଧ ଆଉ ବର୍ତମାନ ବିଶ୍ୱର ଯୁଦ୍ଧ ପ୍ରଶ୍ନ ଟି ଆତି ଆକର୍ଷଣୀୟ

  • @saubhagyakumarswain8060
    @saubhagyakumarswain8060 Месяц назад +25

    ବଳିଆ ବାବା ଜଣେ ତଥାକଥିତ ବାବା ନୁହନ୍ତି, ସେ ଜଣେ ମହାନ୍ ସମାଜ ସଂସ୍କାରକ

  • @ManojkumarMishra-t9j
    @ManojkumarMishra-t9j Месяц назад +34

    କର୍ମଯୋଗୀ ପରମ ସେବକ ବଳିଆଙ୍କୁ ଅଜସ୍ର ପ୍ରଣାମ ଜଣାଉଛି।

  • @swarupsahoo5046
    @swarupsahoo5046 Месяц назад +3

    Excellent discussion.

  • @pratikshya455
    @pratikshya455 Месяц назад +7

    କି ଅଲାଜୁକ ପ୍ରଶ୍ନ ପଚାରୁଛନ୍ତି ଆଜ୍ଞା ମାନସ ବାବୁ😅ଆଗ ଭଗବାନ ଆସିଲେ😊ଆପଣ ଜାଣିନାହାନ୍ତି। ଭଗବାନ ଶବ୍ଦ ପରେ ଆସିଲା ଆଗ ଆସିଲା ଓଁ। ଓଁ ରୁ ଜାତ ବିଷ୍ଣୁ ଭଗବାନଙ୍କ ନାଭି ରୁ ବ୍ରହ୍ମଦେବ ଙ୍କ ଜାତ 😊 ବ୍ରହ୍ମା କହିଲେ ମୁଁ ବଡ଼ ବିଷ୍ଣୁ କହିଲେ ମୁଁ ବଡ଼ ଦୁହେଁ କଳହ ଲାଗିଲେ । ବିଷ୍ଣୁ କହିଲେ ଯେଉଁଥିରୁ ଆମ ଦୁଇ ଜଣଙ୍କ ଜାତ ତାଙ୍କ ପାଖକୁ ଯିବା ଯେଉଁ ଓଁ ନାମକ ପିଣ୍ଡ ରୁ ସେମାନେ ଗଲେ ମହାଦେବ ତାଙ୍କ ଲିଙ୍ଗ ରୂପୀ ଓଁ ରେ ଥିଲେ ଶାଳଗ୍ରାମ ଦେଖିବାକୁ ଲାଗୁଥିଲା ତାଙ୍କୁ ପଚାରିଲେ ଆପଣଙ୍କ ଠୁ ଆମ ଦୁଇ ଜଣଙ୍କର ଉତ୍ପତ୍ତି ଆପଣ କୁହନ୍ତୁ ଆମ ଭିତରୁ ବଡ଼ କିଏ😊ସେ କହିଲେ କି ତୁମେ ଦୁଇ ଜଣ ମୋ ଉତ୍ପତ୍ତି କେଉଁଠୁ ଆରମ୍ଭ ଦେଖ ଆଉ କେଉଁଠି ମୋର ଶେଷ ତାଙ୍କୁ ବ୍ରହ୍ମl ଆଉ ବିଷ୍ଣୁ ଖୋଜିଲେ 😊300 ବର୍ଷ କିନ୍ତୁ ବିଷ୍ଣୁ ପାଇଲେ ନାହିଁ😊 ବ୍ରହ୍ମା କେତକୀ ଫୁଲ କୁ ଡାକି କହିଲେ ତୁ ମୋ ମିଥ୍ୟା ର ସାଥ ଦେବୁ ମୁଁ ପଚାରିଲେ ତୁ କହିବୁ ହଁ ୟେ ଓଁ ରୁ ଉତ୍ପତ୍ତି ମୁଁ ଦେଖିଚି ବିଷ୍ଣୁ ଙ୍କୁ ପଚାରିଲେ ସେ କହିଲେ ମୁଁ ଆପଣଙ୍କର ଉତ୍ପତ୍ତି ଦେଖୀ ପାରୁନାହିଁ ଆପଣ ଅନାଦି ଅଭୂତ ନ ଆଦି ଅଛି ନା ଅନ୍ତ ।ଆପଣ ନିରନ୍ତନ 😊 ବ୍ରହ୍ମା ଙ୍କୁ ପଚରା ଗଲା ସେ କହିଲେ ମୁଁ ପାଇଗଲି😂 କେତକୀ ଫୁଲ ସାକ୍ଷୀ ଅଛି । ଓଁ ରୁ ଆଦି ବୈରାଗ୍ୟ ରୁପ ବିଭୂତି ଲୋଚନ ମହାଦେବ ତାଙ୍କ ଶରୀର ରୂପ ରେ ଆସି କହିଲେ ବ୍ରହ୍ମା କେତେ ବଡ଼ ମିଛ କହୁଛନ୍ତି ଆପଣ 😊ଆପଣଙ୍କ ଅହଙ୍କାର ପାଇଁ ମୁଁ ଅଭିଶାପ ଦେଉଚି ଆପଣଙ୍କ ପୂଜା କେହି karibe ନାହିଁ 🙏।ଆଉ ମୋ ପୂଜାରେ କେବେବି ୟେ କେତକୀ ଫୁଲ ବ୍ୟବହୃତ ହେବା ନାଇ😊 ଓଁ ରୁ ମହାଦେବ, ସେ ଓଁ ରୂପୀ ପିଣ୍ଡରୁ ଭଗବାନ ବିଷ୍ଣୁ ଙ୍କ ଜନ୍ମ ଏବଂ ତାଙ୍କ ନାଭି ରୁ ବ୍ରହ୍ମଦେବ ଙ୍କ ଉତ୍ପତ୍ତି😊ହର ହର ମହାଦେବ ସୃଷ୍ଟି କର୍ତ୍ତା 😊

  • @sadanandapratihari3842
    @sadanandapratihari3842 Месяц назад +9

    ପ୍ରଶ୍ନ ପଚାରିବା ଶୈଳୀ ଖୁବ ଭଲ ଏବଂ ବାବା ବଳିଆଙ୍କର ଉତ୍ତର ଦେବା ଶୈଳୀ ମଧ୍ୟ ବହୁତ ଭଲ l ବାବା କେତେକ ପ୍ରଶ୍ନର ଯଥାର୍ଥ ଉତ୍ତରଜୁ ଚତୁରତାର ସହିତ ମଧ୍ୟ ଏଡ଼େଇ ଦେଇଛନ୍ତି ଅଯଥାରେ ଅପ୍ରିୟ ନହେବା ପାଇଁ l ବାବା ଜଣେ ସମାଜ ସସ୍କାରକ ଏବଂ ନୀତିନିଷ୍ଠ ଆଧ୍ୟାତ୍ମିକ ବ୍ୟକ୍ତି l ଓଡ଼ିଶାରେ ତୁରନ୍ତ ମଦ ବିକ୍ରି ବନ୍ଦ ହେବା ଉଚିତ l

  • @trilochan3919
    @trilochan3919 25 дней назад +3

    ଏ ଜଣେ ଦାର୍ଶନିକ କିମ୍ବା ଉତ୍ତମ ସାମାଜିକ ବ୍ୟକ୍ତି ହୋଇ ପାରନ୍ତି କିନ୍ତୁ ଜଣେ ସାଧୁ ସନ୍ଥ କିମ୍ବା ଆତ୍ମଜ୍ଞାନୀ ମହାପୁରୁଷ ନୁହନ୍ତି ଏଣୁ ନିଜ ମତ ହିଁ ପ୍ରତିପାଦନ କରୁଛନ୍ତି

    • @Inner.divinity
      @Inner.divinity 4 дня назад

      Sadhu,santh maane uttam charitra o vichar thiba vyakti...

  • @satyadigital9853
    @satyadigital9853 Месяц назад +9

    ଜୟ ପଦ୍ମଶ୍ରୀ ବାବା ବଳିଆ।🙏🙏🙏🙏🙏

  • @chitrasennayak9032
    @chitrasennayak9032 Месяц назад +8

    Pranam GuruJi ❤❤❤❤❤

  • @GobardhanMishra-lq6pq
    @GobardhanMishra-lq6pq Месяц назад +10

    Excellent answers given by Baba balia. The advice given by Baba is acceptable. I bestow my head seeking blessings from Baba.

  • @raghunathsatpathy4273
    @raghunathsatpathy4273 12 дней назад +1

    My mother's blessing। Continue for me till day

  • @pbrajakishorepatra4102
    @pbrajakishorepatra4102 Месяц назад +4

    Good interview thankyouverymuch

  • @UpendraDash-g3d
    @UpendraDash-g3d Месяц назад +4

    ସର୍ବ ଧର୍ମ ର ସମନ୍ୱୟ ବାବା ବଳିଆ
    ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରାରେ

  • @ashokkumarmallick5255
    @ashokkumarmallick5255 Месяц назад +9

    ସାମ୍ବାଦିକ ମହୋଦୟ ଖୁବ ଭଲ ପ୍ରଶ୍ନ କରୁଛନ୍ତି l ମୋର ଅନୁରୋଧ ଗୋଟେ ପ୍ରଶ୍ନ ମୋ ମନରେ ଆସୁଛି ଆମ ଧର୍ମ/ଶାସ୍ତ୍ର ରେ ଯେଉଁ ମନ୍ତ୍ର ଅଛି ତାହା ସମାଜର କାହା ଉପକାରରେ ଆସୁଛି l ଆମ ଭାରତରେ ସେବୁ ବିଭାଗର ଦେବା ଦେବୀ ଅଛନ୍ତି ହେଲେ ଅନ୍ୟ ଦେଶ ମାନେ ସେବୁ କ୍ଷେତ୍ରରେ ଆଗୁଆ କାହିଁକି ଲମେ ଆମ ଦେବା/ଦେବୀ ଙ୍କୁ ପୂଜା କରୁଛେ ହେଲେ ଅନ୍ୟ ଦେଶକୁ କାହିଁକି ସେବୁ କ୍ଷେତ୍ରରେ ଆଗକୁ ନେଉଛନ୍ତି l ଏହାର ଉତ୍ତର କେହି କହିବେ କି?

    • @jyotiprakashjena7320
      @jyotiprakashjena7320 Месяц назад

      Debata debi sabu micha
      Andha biswas aama desha ku pacha ku neuchi

  • @drrkmohanty1966
    @drrkmohanty1966 15 дней назад

    ବହୁତ ସୁନ୍ଦର

  • @siddharthababoo3627
    @siddharthababoo3627 Месяц назад +1

    Koti koti Pranam Guruji

  • @NirmalkumarBal
    @NirmalkumarBal Месяц назад +5

    Jai gurudev

  • @niranjanpatra5772
    @niranjanpatra5772 Месяц назад +7

    Very nice question & Very nice answer
    Many many thanks to Baba & News editor.

  • @guduridhi5828
    @guduridhi5828 Месяц назад +5

    ଜୟ ଶ୍ରୀ ଗୁରୁ ଦେବ 🙏🙏🙏🙏

  • @srpcreatorsuman5317
    @srpcreatorsuman5317 Месяц назад +8

    Jay Jagannath

  • @minatirana6739
    @minatirana6739 Месяц назад +8

    Jaygurudevsisuanantabababaliacharantalesaran kotikotipranam janauchi

  • @Parikhita...9842
    @Parikhita...9842 Месяц назад +11

    ଅତି ସୁନ୍ଦର ବାର୍ତ୍ତା ବାବା ବଳିଆ ଙ୍କର ଦେଶ ବାଶିଙ୍କ ପାଇଁ

  • @RameshSahoo-h4x
    @RameshSahoo-h4x Месяц назад +2

    ଭଲକଥା❤❤❤❤❤❤❤❤❤❤❤❤❤❤❤❤❤❤

  • @saubhagyakumarswain8060
    @saubhagyakumarswain8060 Месяц назад +2

    Best Interview Manas bhai

  • @mahalaxmipatra7884
    @mahalaxmipatra7884 Месяц назад +4

    Jay gurudev
    Sundar katha.....

  • @RajlaxmiPagal
    @RajlaxmiPagal Месяц назад +7

    Mo baba 🙏

  • @laxmankhamari4321
    @laxmankhamari4321 Месяц назад +3

    Good morning baba,you are great,your words are truth.

  • @manoranjandash3524
    @manoranjandash3524 Месяц назад +4

    Balia baba really great Sanatani

  • @Parikhita...9842
    @Parikhita...9842 Месяц назад +5

    ଜୟ ଜଗନ୍ନାଥ ଜୟ ସନାତନ ଧର୍ମ

  • @susantaacharya1143
    @susantaacharya1143 Месяц назад +7

    ସୁନ୍ଦର ଉପସ୍ଥାପନା

  • @chapalamohanty5272
    @chapalamohanty5272 Месяц назад +2

    Pranam Baba🙏you are best also 👍👍❤❤❤❤❤❤❤

  • @nalinirout4332
    @nalinirout4332 Месяц назад +8

    ସମସ୍ତେ ବାସ୍ତବବାଦୀ ଓ ବାସ୍ତବଧର୍ମୀ ହେଲେ ଦେଶ ର ଉନ୍ନତି ଆପେ ହୋଇଯିବ ଏବଂ ଭାଇ ଚାରା ବିଶ୍ୱରେ ପ୍ରମାଣିତ ହୋଇଯିବ ଯାହା ବିବେକାନନ୍ଦ ଅନେକ ବାଟ ଯାଏ ନେଇଥିଲେ

  • @SISEJସିସେଜ୍
    @SISEJସିସେଜ୍ Месяц назад

    ଜୟ ବାବା ବଳିଆ
    ସାକ୍ଷାତକାର ବାର୍ତ୍ତାଳାପ ବହୁତ୍ ଭଲ ଲାଗିଲା ମାତ୍ର news room ରେ ସାକ୍ଷାତ ଭଲ ଲାଗୁନି ପଛ ପଟେ କର୍ମଚାରୀ ମାନେ କାର୍ଯ୍ୟରତ ସତ ଲାଗୁଚି ଯେମିତି ପଦ୍ମଶ୍ରୀ ବଳିଆଙ୍କ ସହିତ ବାର୍ତ୍ତାଳାପ ତାଙ୍କ ପାଇଁ
    ଗୁରୁତ୍ବ ନାହିଁ କେବଳ ଲୋକକୁ ଦେଖାଇ ବା ପାଇଁ । ଏ style ହୁଏ ତ ଲୋକମାନଙ୍କୁ ଭଲ ଲାଗୁଥିବ ମୋତେ କିନ୍ତୁ ଭଲ ଲାଗୁନି କେବଳ ବାବା
    ବଳିଆଙ୍କ ସାକ୍ଷାତ୍ ନୁହେଁ news room style.....

  • @arjunsingha1186
    @arjunsingha1186 Месяц назад +1

    Sir question ପଚାରିବାରେ ଅତି ଉତ୍ତମ। କଥାରେ ମାଧୁର୍ଯ୍ୟତା ରହିଛି। ମୁଁ ସବୁଦିନେ ସାରଙ୍କ କଥା ଶୁଣିବାକୁ ମୋ ମନ ଆନ୍ଦୋଳିତ କରେ। ଅର୍ଜୁନ କୁମାର ସିଂହ ପ୍ରତିନିଧି ଜଳେଶ୍ଵର (print media)

  • @bhagabanmallickmallick9211
    @bhagabanmallickmallick9211 Месяц назад +2

    Very miracle questions. Thanks Manas Babu.

  • @somonathparija9953
    @somonathparija9953 Месяц назад +2

    ଜଣେ ସାଧୁବାବା ଙ୍କ ସମ୍ମୁଖ ରେ ଛିଡ଼ା ହେବାର ଶୈଳୀ ଟିକେ ଅଡ଼ୁଆ laguchi।

  • @sushreesangitapagal128
    @sushreesangitapagal128 Месяц назад +2

    My Gurudev My Lord

  • @srikantbarik3452
    @srikantbarik3452 Месяц назад

    ଭଗବାନ ମାନେ ହେଉଚି
    ଭଗ ଶବ୍ଦରମାନେ ସର୍ବଶକ୍ତିମାନ, ବାନ ମାନେ ହେଉଚି ଅଧିକାରୀ, (ସର୍ବଶକ୍ତିର ଅଧିକାରୀ)

  • @khadalgouda6076
    @khadalgouda6076 Месяц назад

    ଯଦି ଭଗବାନ ନାହାଁନ୍ତି ତେବେ ଗୀତା, ଭାଗବତ, ଶାସ୍ତ୍ର, ପୁରାଣ ଆସିଲା କୁଆଡୁ। ଯେଉଁ ମାନଙ୍କୁ ଭଗବାନଙ୍କ କିଛି କୃପା ହେଲେ ମଣିଷ ବାଚାଳ ହୁଏ। ନାନା ମୁନିଙ୍କର ନାନା ମତ।

  • @RadheyChanelMT
    @RadheyChanelMT Месяц назад +1

    Jay Gurudev 🙏 jay shree Jagannath ♥️🙏

  • @sidheswarpattnaik7209
    @sidheswarpattnaik7209 Месяц назад +2

    ଏ ଯୁଗ ର ଜଣେ ସଦଗୁରୁ ଓ ଆଧ୍ୟାତ୍ମିକ ଗୁରୁ ଙ୍କ ପଦ ତଳେ ଭୂମିଷ୍ଠ ପ୍ରଣାମ ।

  • @bairagiprasadbehura8854
    @bairagiprasadbehura8854 Месяц назад +2

    Ati sundar prassna o uttar

  • @kukunimohapatra2801
    @kukunimohapatra2801 Месяц назад

    ବାବା ଆପଣଙ୍କୁ ଦଣ୍ଡଵତ ପ୍ରଣାମ 🙏🙏🙏🙏

  • @Madhu-us2yn
    @Madhu-us2yn Месяц назад

    Jay Jagannath 🙏🙏🙏🙏❤️❤️❤️

  • @hsinformationandvlogs8057
    @hsinformationandvlogs8057 Месяц назад +6

    ଏ ସାମ୍ବାଦିକାଙ୍କୁ ପ୍ରଶ୍ନ ପଚାରିବା ଜଣା ନାହିଁ... ବେକାର କଥା

  • @madhusudansahoo2718
    @madhusudansahoo2718 Месяц назад +2

    Pranam Guru Dev 🙏💐

  • @anantanarayanmahapatra8285
    @anantanarayanmahapatra8285 Месяц назад +3

    ଅତି ସୁନ୍ଦର କଥା ଜୟ ଜଗନ୍ନାଥ। ଜୟ ଗୁରୁ 🙏

  • @sushreesangitapagal128
    @sushreesangitapagal128 Месяц назад +1

    Guru is the torchbearer for society!! Pragmatic and empirical saint Padmashree Baba Balia🙏🏻

  • @buddhadebdas3613
    @buddhadebdas3613 Месяц назад

    ମାନସ ବାବୁ ଆପଣ ବସନ୍ତୁ, କେମିତି ବ୍ୟବହାର କରାଯାଏ ଶିଖନ୍ତୁ

  • @PanchamanaBhue-ny9cm
    @PanchamanaBhue-ny9cm Месяц назад +3

    ନିଶ୍ଚିତ. ମତ ବଦଳାଉଛି

  • @ashokdash3149
    @ashokdash3149 Месяц назад +2

    ଜୟ ସନାତନ

  • @manaranjannag5839
    @manaranjannag5839 16 дней назад

    ଉତ୍ତର ନସରିବା ପୂର୍ବରୁ ଭିନ୍ନ ପ୍ରଶ୍ନ ପଚାରୁଛନ୍ତି , ଶ୍ରୋତା ପୂରା ଉତ୍ତର ଶୁଣି ପାରୁ ନାହାଁନ୍ତି ।

  • @smrutikantaSatapathy-oj9mg
    @smrutikantaSatapathy-oj9mg Месяц назад +1

    JAY

  • @CPWORLD01
    @CPWORLD01 Месяц назад +2

    ସ୍ୱାଗତ କେମିତି ଜଣାଯାଏ
    ଆଗ ଶିଖନ୍ତୁ l

  • @santoshkumarmishra2620
    @santoshkumarmishra2620 Месяц назад

    ବାବା ବଳିଆ ଙ୍କ ମୁଖପଦ୍ମ ରୁ ଯେଉଁ ବାକ୍ଯାମୃତ ମହୁ ନିର୍ଗତ ହେଉଛି ତାହାକୁ ସମସ୍ତେ ପାନ କରିବା ଉଚିତ.

  • @parsuramsahoo7509
    @parsuramsahoo7509 Месяц назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ବାବାବଳିଆ ।❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😂😂😂😂😂

  • @santoshpattnayak2589
    @santoshpattnayak2589 Месяц назад

    ସାଧାରଣ ଲୋକଙ୍କୁ ବି ପଚାରନ୍ତୁ ଏ ବିଷୟ ସରଳ ସମାଧାନ ପାଇବେ

  • @sudhansuranjanmohapatra6429
    @sudhansuranjanmohapatra6429 Месяц назад

    Nice interview ❤

  • @asitrout7659
    @asitrout7659 Месяц назад

    🙏🙏🌹ପ୍ରଣାମ. ଜୟଗୁରୁଦେବ

  • @gyanalinku3822
    @gyanalinku3822 Месяц назад

    Jay Gurudev❤❤❤

  • @saubhagyakumarswain8060
    @saubhagyakumarswain8060 Месяц назад +1

    ଭାରତ ବର୍ଷ ରେ କେବଳ ଶ୍ରୀମ। ଅରବିନ୍ଦ ଓ ତାଙ୍କ literature ହି ସବୁଠୁ ବଳିଷ୍ଠ।
    ଠିକ୍ ସେହିପରି ଆମ ବାଲିଆ ବାବା, ସେ ବାବା ନୁହନ୍ତି, ସେ ବିଶିଷ୍ଟ ସମାଜ ସଂସ୍କାରକ

  • @PradeeptaPattnaik-hz1wj
    @PradeeptaPattnaik-hz1wj Месяц назад +3

    Perfect kahile balia baba

  • @tilotmasahoo7593
    @tilotmasahoo7593 Месяц назад

    ବାବା ଜୟଗୁରୁ 🙏🙏

  • @MithunPanda-it3qh
    @MithunPanda-it3qh Месяц назад +1

    Pranam sir❤❤❤🎉

  • @swarnapravaswain9374
    @swarnapravaswain9374 Месяц назад +2

    ଜୟ ଶିଶୁ ଅନନ୍ତ🙏🏻ବାବା ବଳିଆ🙏🏻

  • @kadambinipatra5986
    @kadambinipatra5986 Месяц назад

    May all live in divine peace
    Good interview against blind belief.

  • @OmmparidaOmmparida-e4r
    @OmmparidaOmmparida-e4r Месяц назад

    ସୁବିଧା ବାଦୀ ବାବା 😢

  • @RajlaxmiPagal
    @RajlaxmiPagal Месяц назад +3

    Jay Guru

  • @NarayanaSethi-w8k
    @NarayanaSethi-w8k Месяц назад +1

    JAY BABA TUHMARA JAI HO

  • @jagabandhuchoudhury7428
    @jagabandhuchoudhury7428 Месяц назад

    Jay shree Gurudev ji ki 🙏🙏🙏

  • @prafullapradhan3860
    @prafullapradhan3860 Месяц назад

    ❤❤Baba Good Morning God Bless bless You .Jai Jagannath ❤❤❤❤❤❤

  • @dhaneswarmohanty8474
    @dhaneswarmohanty8474 Месяц назад +1

    Jay jagannath🙏🙏🙏

  • @saubhagyakumarswain8060
    @saubhagyakumarswain8060 Месяц назад +1

    ବାବାଙ୍କୁ ଅନେକ ଥର ଖୁବ୍ ପାଖରୁ ଦେଖିଛି। ପତିହର। ପତ୍ନୀ concept, ଅମିଷ ଖାଇ ବା ଆଦି ବିଷୟ ବାବା ଙ୍କର ବଢିଆ realistic concept

  • @giridharipatra9552
    @giridharipatra9552 Месяц назад +2

    Very practical scientifically statement.

  • @rkvdo5630
    @rkvdo5630 Месяц назад +1

    Pranam🙏 Ananta Balia , apana ama manusya samajara sanskaraka

  • @kshirodsahu6978
    @kshirodsahu6978 Месяц назад

    ସଂସାରେ ସାରଏକ ଧର୍ମ, ବହୁତ ଧର୍ମ ନାହିଁ ।
    ସର୍ବ ଧର୍ମକୁ ମନୁ ତେଜ ଏ କ ଇ ଭାବ ଗ୍ରାହୀ ।।

  • @dibakarmishra1706
    @dibakarmishra1706 Месяц назад +2

    ବାବା ଶବ୍ଦ କେଉଁ ବେଦଉପନିଷଦ ଓ ପୁରାଣରେ ଲେଖାଅଛି କହିପାରିବେ କି?

  • @NarayanMuni-y9l
    @NarayanMuni-y9l Месяц назад

    Bhai vvv good

  • @sangramchoudhury4892
    @sangramchoudhury4892 Месяц назад +1

    Pranama Prabhu

  • @felixnayak6317
    @felixnayak6317 Месяц назад

    କୃସ୍ନ ଯଦି ଇଶ୍ବର, ସେ କିଭଳି ଅର୍ଜୁନକୁଂ ନରହତ୍ୟା କରିବାକୁ ବାଧ୍ୟ କଲେ? ଏହା କଣ ଇଶ୍ବରକଂ ସ୍ବଭାବ?

  • @manoranjanpattanaik4880
    @manoranjanpattanaik4880 Месяц назад

    Jay Guru Dev Pranam.

  • @Ajayadehuri-t1t
    @Ajayadehuri-t1t Месяц назад +1

    ତତେ ପ୍ରଶ୍ନ ପଚାରିବାର ଶୈଳୀ ଜଣା ନାହିଁ, ବେକାର ପ୍ରଶ୍ନ କରୁଛୁ, ତ ଭିତରେ ପାଠ ପଢା ଗୁଡାକ ଅଧିକ ହୋଇ ଯାଇଛି ସଂସ୍କାର ନାହିଁ

  • @bijayakumarsahoo6627
    @bijayakumarsahoo6627 12 дней назад

    Baba balianku koti pranam🙏

  • @saubhagyakumarswain8060
    @saubhagyakumarswain8060 Месяц назад +1

    ବହୁତ୍ ବାବା ଲାଭ ଜନକ କାର୍ଯ୍ୟ ରେ ଅଛନ୍ତି

  • @santoshkumardas4624
    @santoshkumardas4624 Месяц назад

    ଜଣେ ବା ବା ଖରାପ ହେଲେ ଆମେ ଧର୍ମ ଖରାପ କହୁଛେ କିନ୍ତ ଜଣେ ଅଫିସର ଚୁରିକଲେ। ଆମେ ଚାକିରିକୁ ବର୍ଜନ କରୁ ନାହଁ କାହିଁକି

  • @SuratiPatra-jl5oq
    @SuratiPatra-jl5oq Месяц назад

    Thnkyou balia baba badia khatha

  • @AbedanaPradhan-p6k
    @AbedanaPradhan-p6k Месяц назад +2

    ମୃତ୍ତୀ ପୁଜା କରନି ଓ ମନୁଷ୍ୟ କୁ ପୁଜା କରନି କି ଗାଇ ଗୋରୁକୁ ବି ପୁଜା କରନି ତମର ହିନ୍ଦୁ ଦେବତା ଯେତିକି ଦେବତା ମରିଛନ୍ତି ଯଣେ ସୁଧା ମରିକି ଏବେ ପର୍ଯ୍ୟନ୍ତ ଉଠି ନାହାନ୍ତି ମୁଁ ଛାଲେନ୍ ଦେଇକି କହୁଚି

  • @sureshsahoo8122
    @sureshsahoo8122 Месяц назад

    ଏକୁ ରିପୋର୍ଟର କିଏ କଲା ଜଣେ ବରିଷ୍ଟ ଲୋକ ଆଉ ପଣ୍ଡିତଙ୍କ ସହ କିଭଳି କଥାବାର୍ତ୍ତା କରାଯାଏ ଜାଣିନାହାନ୍ତି। ଏହିଭଳି ରେପୋର୍ଟରଙ୍କ ପାଇଁ ଆମ ହିନ୍ଦୁ ମନେ ଅଲଗା ହେଉଛନ୍ତି। ଆରେ ଜଣେ ଖ୍ରୀଷ୍ଟିଆନ ଗୁରୁଙ୍କୁ ଆଣିକି ବନେଇଲ ଭିଡିଓ। ଛି ଛି ଆଜି ହିଁ ମୁଁ କନକ news ଦେଖିବା ଛାଡୁଛି।

  • @srikantaharichandan1464
    @srikantaharichandan1464 Месяц назад

    ମାନସ ବାବୁ ବିଧବା ମାନଙ୍କ ବିଷୟରେ ଏପରି ପ୍ରଶ୍ନ ଉଚିତ୍ ନୁହେଁ। ବିଧବା ସବୁଠି କୁ ଯିବା ଉଚିତ୍। ଯୋଉ ଅବସ୍ଥା ପାଇଁ ସେ ନିଜେ ଦାୟୀ ନୁହେଁ ସେ ସ୍ଥିପାଇଁ ଦଣ୍ଡ ପାଇବ କାହିଁକି

  • @bhupendrasamal8637
    @bhupendrasamal8637 Месяц назад +2

    Bhai ,question pacharibaku taratara kahnki? Please ask quality of question

  • @gyanabratamohanty4219
    @gyanabratamohanty4219 Месяц назад +2

    ଖୁବ ଉପାଦେୟ ଆଲୋଚନା କଲେ ଏବଂ ସମାଜ ପାଇଁ ଖୁବ ଗୁରୁତ୍ୱପୂର୍ଣ ଉପଦେଶ ଦେଲେ ବାବା ବଳିଆ | ଆପଣଙ୍କ ଚ୍ୟାନେଲ କୁ ପ୍ରଣାମ, ବାବାଙ୍କୁ ଶହସ୍ର ପ୍ରଣାମ 🙏🙏

  • @ShreeandLaxmivlogs-fz4im
    @ShreeandLaxmivlogs-fz4im Месяц назад +1

    I love balia baba ❤🙏 pranam baba 🙏

  • @surathachandrajena9514
    @surathachandrajena9514 Месяц назад

    ସତ୍ୟ ସାଥିରେ କମ୍ପ୍ରମାଇଜ୍ କରା ଯାଏନା ।
    ଏଇଠି ସ୍ୱାର୍ଥ କିମ୍ବା ଚାପ ,ଭୟର ସୃଷ୍ଟି ହୁଏ ।
    ସତ୍ୟ ସ୍ୱୟଂ ସିଦ୍ଧ । ସମାଜ କିଭଳି ଗ୍ରହଣ କରିବ ତାକୁ ତଉଲି ଆମେ ଉତ୍ତର ରଖିବା ବା ମତା ମତ ରଖିବା ଏହା ସତ୍ୟ ନିଷ୍ଠ ବ୍ୟକ୍ତି ପକ୍ଷରେ ବ୍ୟତିକ୍ରମ ସୃଷ୍ଟି କରେ ।।ଆମେ ଯାହା ତାକୁ ସିଧା ସଳଖ ସମାଜ ଆଗରେ
    ପ୍ରସ୍ତୁତ କରିବା ହିଁ ପୈ।ରୁଷ ପରାୟଣତା ।।
    ବାକି ସବୁ ଛଳନା ମାତ୍ର । ମହିମା ଅଲେଖ ନିରଞ୍ଜନ ।।

  • @prasantakumardas6998
    @prasantakumardas6998 Месяц назад

    ବର୍ତମାନ ଓଡିଶା ରେ ଯାହା ପ୍ରୋଗ୍ରାମ ହବ ବାବା ମାନଙ୍କ ଉପରେ ସାରଥି ବାବା ପୋଷ୍ଟର ନ ଦେଖାଇଲେ ତମ news ହିଟି ହବନି ଆଉ

  • @NarayanMuni-y9l
    @NarayanMuni-y9l Месяц назад

    Apanakara chanel bhala ache

  • @saubhagyakumarswain8060
    @saubhagyakumarswain8060 Месяц назад +1

    ଜଣେ ବହୁତ୍ ବହୁତ୍ ବାସ୍ତବ ବାଦୀ ଓ ସମାଜ ବାଦୀ ମଣିଷ ଟିଏ

  • @Manoj-vn2rl
    @Manoj-vn2rl Месяц назад

    ମାନସ ବାବୁ ତମ ପ୍ରଶ୍ନ ପଚାରିବା ଶୈଳୀ ସମ୍ପୂର୍ଣ୍ଣ ଭୁଲ। ମନୋରଞ୍ଜନ ମିଶ୍ର ଙ୍କୁ ନକଲ କରିବା ବନ୍ଦ କର। ତମେ ଜଣେ ସାମ୍ବାଦିକ ହିସାବରେ ପରିପକ୍ଵ ପ୍ରଶ୍ନ ପଚାର। ଏମିତି ଅଯଥା କଥା କୁହନି। କେବଳ ଏଇଥି ପାଇଁ ତମ କାର୍ଯକ୍ରମ ଦେଖିବାକୁ ଭଲ ଲାଗେନାହିଁ।