Rath Yatra 2024 | Shree Jagannath Anubhuti | Pragyan | Alankar TV
HTML-код
- Опубликовано: 20 ноя 2024
- ଶ୍ରୀଜଗନ୍ନାଥ ଙ୍କ ଅନୁଭୂତି କହୁକହୁ ହସକୁରା ପ୍ରଜ୍ଞା କାନ୍ଦି କାନ୍ଦି ହେଲେ ବାଷ୍ପ ରୁଦ୍ଧ....
#alankartvfulljatra #jagannathanubhuti #comedypragyan #pragyan #jagannath #jagannathanubhuti #pragyanjagannathanubhuti #rathyatra2024 #shreejagannath #bahudayatra2024 #alankarTv #rathyatra #alankar #rathayatraspecial #puri #alankarrathyatra2024 #rathyatrajatralive #alankarrathajatralive #pragyanbycineartist #ollywoodstar
►SUBSCRIBE To #Alankar Channel For Entertainment Packed Shows, Latest Jatra, Latest Movies & Much More Entertaining Content
►Like us on Facebook
/ alankartv
►Follow us on Instagram
/ alankar_tv
►Tune your Favourite Show Anywhere Anytime only on TarangPlus
Download The App NOW► onelink.to/b7xcpw
Visit Our Website► bit.ly/TarangPl...
ପ୍ରଜ୍ଞା ତମ କଥା ଶୁଣି ଆଖିରୁ ଲୁହ ଆସିଗଲା.. ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରସା 🙏🙏🙏
ସତରେ ମୁଁ କାଳିଆ ର ଅନୁଭୂତି ପ୍ରଜ୍ଞା ଭାଇଙ୍କ ମୁହଁରୁ ସୁଣିକି ନିଜକୁ ଧନ୍ୟ ମନେ କଲି, jay Jagannath 🙏🙏🙏🙏
ପ୍ରଜ୍ଞା ତମେ ବହୁତ ଭାଗ୍ୟବାନ 🙏
ପ୍ରଭୁ ତୁମ ଜୀବନରେ ଅନେକ ଆନନ୍ଦ ଆଣି ଦିଅନ୍ତୁ
ସତରେ ପ୍ରଜ୍ଞା ବହୁତ୍ ସୁନ୍ଦର ଅନୁଭୂତି,ଅତି ଉଚ୍ଚ କୋଟିର,ହୃଦୟକୁ ଛୁଇଁ ଗଲା
କଳୀ ଯୁଗ ର ଜୀବନ୍ତ ଠାକୁର ଆମ ଜଗନ୍ନାଥ ଆମେ ଓଡ଼ିଆ ଆମ ଠାକୁର କାଳିଆ ଜୟ ଜଗନ୍ନାଥ
Deha stita kanta maruchi vhieee apanaka katha sunibaru jay jaganntha
🌺🌺🌺
ପ୍ରଙ୍ଗ୍ୟା ବାବୁଙ୍କ ର ମହାପ୍ରଭୁ ଏମିତି ଭକ୍ତିଭାବ ଆଉ ମହାପ୍ରଭୁ ଙ୍କର ତାଙ୍କ ପ୍ରତି ଏମିତି ଭାବ ସୁଣିଲା ପରେ ସତରେ ମୋ ଆଖିରୁ ଲୁହ ଆସିଗଲା! ଜୟ ଜଗନ୍ନାଥ
ସତରେ ପ୍ରଜ୍ଞା ଭାଇ ତୁମେ ଜଣେ ସରଳ ହୃଦୟ ଲୋକ,ଜଗନ୍ନାଥ ହେଉଛନ୍ତି ଭାବର ଠାକୁର,
🎉
ପ୍ରଜ୍ଞା ଭାଈ ପରି ଭଲ ମଣିଷ ଟେ ମିଳିବା ବହୁତ୍ କଷ୍ଟ
ବହୁତ ବହୁତ ଭଲ ଲାଗିଲା ଆପଣଙ୍କର ଏହି ଭିଡିଓ ଟି ବହୁତ ହୃଦୟସ୍ପର୍ଶି ହୋଇଛି !!
ଜୟ ଜଗନ୍ନାଥ
⭕‼️⭕
ହେ ବଳିଆର ଭୂଜ କାଳିଆ ଠାକୁର, ଅନନ୍ତ ଅପୂର୍ବ ଲୀଳା ତୁମର। ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏
ସତରେ ପ୍ରଜ୍ଞାଭାଇ ଆପଣଙ୍କ କଥାକୁ ଶୁଣି ଆଖିରେ ଲୁହ ଆସିଗଲା । ସେ ହଟକୁଟିଆର ସବୁଲିଳା ଆମେ ନିମିତ୍ତ ମାତ୍ର । ଜୟ ଜଗନ୍ନାଥ 🙏🙏🙏🙏
ପ୍ରଜ୍ଞା ବାବୁ ଆଜି ତୁମର ଭକ୍ତି ଆଉ ଅନୁଭୂତି ମୋତେ କନ୍ଦେଇ ଦେଲା, ଜୟ ଜଗନ୍ନାଥ
Jaya jagnnath
ମଣିମା ସବୁ ଆପଣଙ୍କ କୃପା। ସତରେ ପ୍ରଜ୍ଞା ଭାଇ ଆପଣଙ୍କୁ ମୁହଁରୁ ମହାପ୍ରଭୁଙ୍କର ଏତେ ସୁନ୍ଦର ଅନୁଭୂତି ଶୁଣି ଏତେ ଆନନ୍ଦ ଲାଗୁଚି। ଜୟ ଜଗନ୍ନାଥ 🙏🙌
ସେ ସବୁ ଜଗନ୍ନାଥଙ୍କ ଇଚ୍ଛା, ପ୍ରଜ୍ଞା ଭାଈ ସବୁ ଭକ୍ତ ବୃନ୍ଦ ଙ୍କୁ କନ୍ଦେଇ ଦେଲ 🙏🏽🙏🏽🙏🏽 ଜୟ ଜଗନ୍ନାଥ 🙏🏽🙏🏽🙏🏽
Sata kahile😢... mahaprabhunka kathha suniba bi aneka bhagya ra kathha😢😢😢
@@purnachandrapanda5044 ଜୟ ଜଗନ୍ନାଥ
Hi
@@MALLICKCOMMUNICATION-m7l ଜୟ ଜଗନ୍ନାଥ
Jay jagannat
ଜୟ ଜଗନ୍ନାଥ 🙏🙏🙏 ମନୁଆ ଠାକୁର ପ୍ରଭୁ ଜଗନ୍ନାଥ 🙏🙏🙏ହେ ମହାବାହୁ 🙏🙏🙏🙏🙏🙏🙏
ସତରେ ପ୍ରଜ୍ଞା ଭାଇ ତୁମ ଅନୁଭୁତି ସତରେ ରୋମାଞ୍ଚକ ଭାବ ବି ନଦିଆ ଠାକୁର କାହାକୁ କେତେବେଳେ କିଭଳି ସାହାଯ୍ୟ କରିଥାନ୍ତି ତାହା ତ ତାଙ୍କୁ ହିଁ ଜଣା ଆଉ ଆଜି ଆପଣଙ୍କ ଏହି ଭିଡ଼ିଓ ଦେଖି ସତରେ ମୋତେ ବି ବହୁତ ଇମସ୍ନାଲ୍ ଲାଗିଲା | ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ମୁଁ କନ୍ଧମାଳ ରୁ ଏ ବାର୍ତ୍ତା ଲେଖିଛି । ଭାଇ
ଆମ ମହାପ୍ରଭୁ ପରି କିଏ ହେବ, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🥺🥺🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ
ଭକ୍ତି ର ଠାକୁର ସିଏ 🙏🙏🙏
ମୋ ପ୍ରଭୁ ସେ ଜୀବନ୍ତ ଠାକୁର। ଧନ୍ୟ ପ୍ରଭୁ ତୁମେ ଜଗନ୍ନାଥ ❤🙏🙏🙏
👏🏼ଜୟ ହୋ ମହାପ୍ରଭୁ ସତରେ କେତେବେଳେ କାହାକୁ କେମିତି କୃପା କର ଏଇ ଅନୁଭୂତି ରୁ ସ୍ପଷ୍ଟ
ବୋହୁତ ଭଲ ତୁମ ଜୀବନୀ କଥା ଆଉ ଆମକୁ କୁ କନ୍ଦାଇ ଦେଲ , ହେଲେ ବୋହୁତ ଆନନ୍ଦ..... ଜୟ ଜଗନ୍ନାଥ 🙏🙏🙏
ସବୁବେଳେ ସମସ୍ତଙ୍କୁ ହସେଇ ହସେଇ ବେଦମ୍ କରୁଥିବା ଲୋକଟି ଆଜି ନବଧା ଭାବ ଭକ୍ତି ଆଧ୍ୟାତ୍ମିକ ପ୍ରିତି ଅଭିମାନ ରେ କନ୍ଦାଇଦେଲେ। ଜୟ ଜଗନ୍ନାଥ। ସତରେ ପ୍ରଜ୍ଞା ଭାଇ ବହୁତ ଭଲ ମଣିଷ ଟିଏ।
ବାଃ ବାଃ ରେ କାଳିଆ ଭକ୍ତ
ଶହେ ସଲାମ ଆପଣଙ୍କୁ
Jai jagannath 🙏🙏🙏❤️❤️🙏
ହେ ମହାପ୍ରଭୁ ତୁମ ଲୀଳା ସତରେ ଅତୁଳ ନିୟ, ସତରେ ପ୍ରଭୁ ଏ କଥା ଶୁଣି ଆଖିରୁ ଲୁହ ସମ୍ଭାଳି ହଉନି, ଜୟ ଜଗନ୍ନାଥ 🙏🙏🙏🙏 ଆପଣଙ୍କ ପାଦ ପଦ୍ମରେ ସତବାର ପ୍ରଣାମ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏,
🙏🙏🙏Jay Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Thanks alot both of you🙏🙏🙏🙏🙏Dhanya tume pragyan bhai
🙏🙏🙏🙏🙏🙏🙏🙏🙏🙏Koti Koti pranam amit bhakta nku🙏🙏🙏🙏🙏
କନ୍ଦେଇ ଦେଲା ତମେ ପ୍ରଜ୍ଞା ଭାଇ😭😭😭😭
ପ୍ରଥମ ଥର ପ୍ରଜ୍ଞା ଭାଇ ର କଥା ରେ କାନ୍ଦ ଲାଗିଲା ଜଗନ୍ନାଥ ତୁମକୁ ସବୁବେଳେ ଏମିତି ଖୁସି ରେ ରଖିଥାନ୍ତୁ ତୁମେ ଏମିତି ଲୋକ ମାନଙ୍କୁ ହସାଉ ଥାଅ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ପ୍ରଜ୍ଞା ଭାଇ ଧନ୍ୟ ତୁମେ ହୃଦୟ ବିଦାରକ କାହାଣୀ ଜୟ ଜଗନ୍ନାଥ
ଭାଇ ପ୍ରକୁତରେ ତମ କଥା ଶୁଣି କାନ୍ଦ ଲାଗିଲା 🙏🏽🙏🏽🙏🏽ଜୟ ଜଗନ୍ନାଥ
ଅଭିସ୍ମରଣୀୟ ପ୍ରଭୁ ତୁମ୍ଭ ଲୀଳା ଅପାର 🙏🙏 ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ 🙏
ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ ❤
ଯାହା ହୋଉ ପ୍ରଜ୍ଞା ଭାଇ ପ୍ରଭୁଙ୍କର ଲୀଳା ଶୁଣିକି ରୁମ ଟାଙ୍କୁରୀ ଉଠି ପଡିଲା ମୋ ମନ ମୋ ହୃଦୟ କୁ ଛୁଁଇ ଗଲା ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ଜୟ ଜଗନ୍ନାଥ 🙏
ଭାଇ ମୋ ପ୍ରଭୁ ଜଗନ୍ନାଥ ସେ ଭକ୍ତ ଭାବରେ ବନ୍ଧା।ଯିଏ ଯେମିତି ତାଙ୍କୁ ଡାକିଛି ତାକୁ ସେ ସେମିତି ଦେଖା ଦେଇଛନ୍ତି।ତମ କଥା ହୃଦୟକୁ ଛୁଇଁ ଗଲା।।ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମରି ଇଛା ତମ ପାଦ ପଦ୍ମ ତଳେ ସତ କୋଟି ପ୍ରଣାମ 🙏🙏🙏
ଜୟ ଜୟ ଜଗନ୍ନାଥ..ଜୟ ଜୟ ଜଗନ୍ନାଥ..ଜୟ ଜୟ ଜଗନ୍ନାଥ...ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ
ମୋ ଜୀବନରେ ବି ସେମିତି କିଛି ହେଇଛି .....ସବୁ ସେଇ ଜଗାର ମାୟା..... ଜୟ ଜଗନ୍ନାଥ ⭕‼️⭕
ପ୍ରଜ୍ଞା ଭାଇ ମୁଁ ଆପଣଙ୍କ ଭିଡିଓ ଛୋଟରୁ ଦେଖୁଛି ସବୁବେଳେ ହସାନ୍ତି କିନ୍ତୁ ଆଜି କନ୍ଦେଇ ଦେଲେ 😢 ଆପଣଙ୍କ ମୁଖରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଶୁଣି ଶୁଣି ଭିଡିଓ ଟା କେତେବେଳେ ସରିଗଲା ମୁଁ ଜାଣି ପାରିଲିନି 😢😢 😢😢😢😢ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🏻🙏🏻🙏🏻
ଚିରନ୍ତନ ସତ୍ୟ ବିଶ୍ଵବିଖ୍ୟାତ ପ୍ରଭୁ ଜଗନ୍ନାଥଙ୍କୁ ନେଇ ବାସ୍ତବରେ ହୃଦୟ ଛୁଆଁ
ଧନ୍ୟ ପ୍ରଜ୍ଞା ବାବୁ
ଧନ୍ୟ ପ୍ରଭୂ ଜଗନ୍ନାଥ
ଜୟଶ୍ରୀ ଜଗନ୍ନାଥ ଅପାର କରୁଣା ମିଳୁ ହାସ୍ୟ ରାଜ🙏🙏🛕💐💐
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
ସବୁ ସେହି ପ୍ରଭୁଙ୍କ କୃପା
ଜୟ ଜଗନ୍ନାଥ 🙏🙏🙏
🚩🌺🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🌺🚩
ବହୁତ ଭଲ ଲାଗିଲା। ତୁମ ଜୀବନ ଧନ୍ୟ ପ୍ରଜ୍ଞାନ୍।
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏⚫️🔻⚫️🙏🙏🙏🙏🛐🛐🛐🛐🛐🛐🛐🛐🛐
Jai jagannath ❤ prangya vi nmskar tume bhut aagku jja
କଣ ଯେ ପ୍ରଜ୍ଞା ଭାଇ ସବୁବେଳେ ତମକୁ ଦେଖି ହସୁଥିବା ଲୋକମାନଙ୍କୁ ଆଜି କନ୍ଦେଇଦେଲ।😢#ବହୁତ ସୁନ୍ଦର ଅନୁଭୂତି ସେ କାଳିଆ ସାଆନ୍ତ ଙ୍କ ସହ।
Jai shree Jagannath 🙏😢
Ki sundor leela.🙏
ଜୟ ଜଗନ୍ନାଥ ପ୍ରଜ୍ଞା ଭାଇ ।କୋଟି ଓଡ଼ିଆର ମଉଡମଣି ମୋ କାଳିଆ ସାଆନ୍ତ।ତାଙ୍କ ନୀଳା ଅପାର,ତାଙ୍କ ମହିମା,ଯଶ,ଖ୍ୟାତିକୁ ଆଜି ଯାଏ କେହି ତାଙ୍କ ମାପ କାଠିରେ ମାପିପାରିନାହାନ୍ତି କି ପାରିବେ ନାହିଁ ମଧ୍ଯ।କୋଟି କୈବଲ୍ୟ ନାଥ ସାଢେ଼ ଚାରିକୋଟି ଓଡ଼ିଆର ଜୀବନ ଧନ।ମୋ ଆଖିରେ ମଧ୍ୟ ଲୁହ ଆସିଗଲା ଆପଣଙ୍କ ମୁଖରୁ ମହାପ୍ରଭୁଙ୍କ ମହିମା ଶ୍ରବଣ କରି।
ଜୟ ଜୟ ଜଗନ୍ନାଥ 🙏🙏💯🫡
ଜୟ ଜୟ ଜଗନ୍ନାଥ 🙏💯❤️🙏
Bahut badiya jay Jagannath
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ପ୍ରଜ୍ଞା ଭାଇନା କନ୍ଦେଇ ଦେଲ 😢😢❤❤❤
Prangya bhai.satare.a Anubhuti suniki mo akhire luha bharigala.jay jagannath.jay jagannath.jay jagannath.
Mote bahut khusi lagila aau kanda bi lagila.. tuma tharu bada bhagya aau kaha ra nathiba bhai prabhu kn krupa drusti tume paicha. Tanka aasirbad tuma pakhare achhi mane tume bahut bhagyaban. Tumaku sat sat naman 🙏🙏🙏
Thank you PRANGYAN BABU.,....I hope Lord Jagannath & Gananath BlessTo U&All.....
Bahut badhia anuvuti ....akhire luha asigala
ଜୟ ଜଗନ୍ନାଥ 🙏🙏🙏🙏🌹🌹🌹
🙏🏻
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ବିଶ୍ଵ ବିହାରୀ ଜୟ ଜଗନ୍ନାଥ ସ୍ଵାମୀ କି ଜୟ
ବହୁତ ସୁନ୍ଦର କଥା, ପ୍ରଜ୍ଞା ଭାଇ,ଆଖିରେ ଲୁହ ଆସିଗଲା 😭🙏
ସତରେ ମୋ ହୃଦୟ ରୁ ଲୁହ ଆସିଗଲା 🙏🏻🙏🏻🌺🌺
Bhai satare tama anubhuti sunu sunu akhire luha asijauchhi dhany tuma bhaba bhakti jay jagannath
ଅତି ସୁନ୍ଦର ଅନୁଭୂତି, ତାଙ୍କ ପ୍ରେମରେ ଯିଏ ପଡିଛି ସିଏ ଜାଣିଛି ❤❤❤❤❤❤❤
Pragyan bhai , you are true devote of Lord Jagannath,
Mora vi akhi chala chala hoi jauchi.
Jai Jagannath
🎉
🙏🙏ଜୟ ଜଗନ୍ନାଥ I ହୃଦୟସ୍ପର୍ଶୀ ଅନୁଭୂତି I
Jay Jagannath ❤
ପ୍ରଜ୍ଞା ଭାଇ ବହୁତ ଧନ୍ୟବାଦ ଆପଣଙ୍କୁ ଜୟ ଜଗନ୍ନାଥ ଆହୁରି ଆଗକୁ ଯାଆନ୍ତୁ ଆଉ ଏମିତି ଆମ ମାନଙ୍କୁ ହସନ୍ତୁ ଭଲରେ ରୁହନ୍ତୁ
Jai jagannath Swami Nayan path gami bhaba tume 🙏😥
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହେ ମହାବାହୁ ହେ ଚକାନୟନ 🙏🙏🙏
Jay jagannath Swami
ବା ରେ କି ସୁନ୍ଦର ଲୀଳା ମୋ କାଳିଆ ର❤ ଜୟ ଜଗନ୍ନାଥ ❤
King of comedy pragyan bhai. May lord jagganath keep blessings you
ପ୍ରଜ୍ଞା ଭାଇ ମୁ ବି ଜଗନ୍ନାଥ ଙ୍କୁ ବହୁତ୍ ବିଶ୍ୱାସ କରେ ଯେତେ ବେଳେ ଯାହା ମୋ ହୃଦୟରୁ କୁହେ ସେ ମଧ୍ୟ ଶୁଣନ୍ତି ।ଏମିତି କିଛି ଅକୁହା କଥା ଅଛି ଯାହାକି କାହିଁ ହେବନି କିନ୍ତ୍ ସେ ଯାହାବି ହେଉ ମୋତେ ଲାଗେ କି ଜଗନ୍ନାଥ ଯେମିତି ମୋ ପାଖେ ପାଖେ ଅଛନ୍ତି ଆଉ ସେ ହିଁ ମୋର ସବୁ କିଛି।
Jay Jagannath 🙏🙏🙏🙏❤️
Jai jagannath pragyan Bhai aapanka bhaba suni aakhiru luha asigala,aapananku dhanyavad deba pain sabda nahi.....lord Jagannath bless you 🙏🙏
Jay jagannath Swami🙏❤️
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ବାମୀ ପ୍ରଭୁ ତମର ଅପାର କରୁଣା ତୁମ ବିନା ଏ ଜଗତେ ନାହିଁ କିଛି
ପ୍ରଭୁ ଜଗନ୍ନାଥ ଭାବର ଠାକୁର, ବହୁତ୍ ଖୁସି ଲାଗିଲା, ଜୟ ଜଗନ୍ନାଥ
ତାଙ୍କ ଇଚ୍ଛାରେ ଏ ଦୁନିଆ ଚାଲେ ସବୁ ସେଇ ଜହାର ଇଚ୍ଛା, ଜଗତର ନାଥ ସେ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏♥️❤️❤️❤️❤️❤️❤️❤️❤️❤️🚩🚩🚩🚩🚩🚩🚩🚩🚩🚩🚩🚩🚩
ହେ କାଳିଆ ସାଆନ୍ତେ କୋଟି କୋଟି ପ୍ରଣାମ
ହେ ପ୍ରଭୁ ଜଗନ୍ନାଥ 💐👏ମୋହlବାହୁ👏👏
Ananda.koti.pranam
ଜୟ ଜଗନ୍ନାଥ । ସତରେ ପ୍ରଜ୍ଞା ଭାଇ ତମ ମୁହଁରୁ ମହାପ୍ରଭୁ ଜଗନ୍ନାଥଙ୍କ କଥା ଶୁଣି ବହୁତ୍ ଭଲ ଆଉ ଖୁସି ଲାଗିଲା। ସବୁ ସେଇ ଜଗନ୍ନାଥ ଙ୍କ ଇଚ୍ଛା ଏମିତି ସାରା ସଂସାରକୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏
Joy. Jagannath
ଭକ୍ତ ଓ ଭଗବାନ ଏକ ଓ ଅଭିନ୍ନ, ତେଣୁ ପ୍ରଜ୍ଞା ମୁଁ ତୁମକୁ ପ୍ରଣାମ କରୁଛି। ଭାବ ବିନୋଦିଆ ଠାକୁର ଭକ୍ତବତ୍ସଳ ହରି ସେ। ତୁମର ଆତ୍ମସମର୍ପଣ ନିକଟରେ ପ୍ରଭୁ ନିଜେ ନିଜକୁ ସାମିଲ କରିଛନ୍ତି। ତୁମ। ଅନୁଭୂତି ହୃଦୟରେ ଉଦ୍ୱେଳନ ଓ ଆଖିରେ ଲୁହ ଭରି ଦେଲା। ପ୍ରଭୁ ସବୁବେଳେ ତୁମ ହାତ ଧରି ଥାଆନ୍ତୁ। ଜଗନ୍ନାଥଙ୍କର ଜୟ ହେଉ
Jay jaganatha
Jaya Sree Jagannatha Jaya Ajira Ehi Pupi Bhai, Prangya Babunka Sakhyatkara Bahuta Khusi, Bahuta Bhala Lagila, Hari Hara Prabhunka Dui Bhakta
Satare pragyan sir nka thu maha prabhu nkara anubhuti suni atma bibhor heigala, Jaya sri jagannath mahaprabhu nka ra Jaya heu
ସେତ ଭକତ ଭାବରେ ବନ୍ଧାରେ ସେତ ଉକତ ଜୀବନ ଧନ ପ୍ରଜ୍ଞା ଭାଇ ଭାବର ମଣିଷତେଣୁ ଅନେକ ଆଶିର୍ବାଦ କଳିଆର ଅଛି ଜୟ ଜଗନ୍ନାଥ🎉🎉
Waha...so super Jay Jagannath
Tume satare pragya Bhai bahut bhagyaban ,je mahaprabhu nka krupa apana nka upare rahichhi.jay jagannath Swami Nayana path gami bhaba tume 🙏🙏🙏🙏🙏🙏❤️
ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ,ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ।।
ସବୁ ବେଳେ ହସଉଥିବା ଲୋକଟା ସତରେ କାନ୍ଦେ, ଜୟ ଜଗନ୍ନାଥ 🙏🙏
ଯିଏ ଭକ୍ତର ଅନ୍ତର କଥା ଜାଣି ପାରେ ....ସେ ହେଉଛନ୍ତି ଆମ ମହା ପ୍ରଭୁ ଜଗନ୍ନାଥ 🙏⭕‼️⭕🙏
ସତରେ, ଜଗନ୍ନାଥଙ୍କ କଥା ଅନ୍ତରରୁ ଆସିଲେ ଆଖିରୁ ଲୁହ ବାହାରେ।। ଧନ୍ୟବାଦ୍। ମୁଁ ଶୁଣି ମୋ ଆଖିରେ ଲୁହ ଆସିଗଲା ।
Jay Jagannath ପ୍ରଜ୍ଞା ଭାଇ 🙏🙏🙏🙏🙏🙏
Jay Jagannath 🙏
Bahut bhabo apana nka ra bhai....mora bi prabhu Jagannath jibana....mora bi bahut anubhuti achi ... Jagannath nka Daya ru mu punarjanma paichi....🙏
Prabhu.....Mora ରୋମ ଟାଙ୍କୁରି ଉଠିଲା।।।। ଜୟ ଜଗନ୍ନାଥ 🙏
Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🙏🙏🙏🙏
Very Nice Presentation, Jay Sri Jagannath Bless you 🎉.
🙏Jay Shri Jagannatha🙌
🙏Satare bahuta niara anubhuti Prangya Bhai... Video tiku dekhiki akhiru luha asigola...
Ama Mahaprabhu bahuta krupalu...
ଭକ୍ତର ଭଗବାନ ସିଏ। ଭକ୍ତର ଭାବରେ ବନ୍ଧା। ବିଶ୍ୱାସ ମୂଳରେ ସବୁ। ସେ ସଦା ପାଖେ ପାଖେ ହିଁ ଥାଆନ୍ତି, ଜୟ ଜଗନ୍ନାଥ।
Bhai...Chamtkara Anubhutii...god blsd uu always...