ଆଣ୍ଠୁଆ ଗୋପାଳ ରଖିଥିଲେ ସାବଧାନ! Rules & Regulations to keep Anthua gopala.

Поделиться
HTML-код
  • Опубликовано: 20 ноя 2024

Комментарии • 457

  • @LokanathBehera-ip3ll
    @LokanathBehera-ip3ll 8 дней назад +3

    ଆଜ୍ଞା ମୋ ମତରେ ଭଗବାନ ସର୍ବତ୍ର ଏବଂ ସର୍ବ ରୂପେ ବିଦ୍ୟମାନ ତାପରେ। ସେ ଭାବର ଠାକୁର। ତେଣୁ। ଯିଏ ଯେଉଁ ରୂପରେ ଯେଉଁ। ଭାବ ରେ ଶ୍ରଦ୍ଧାରେ ବା ଭକ୍ତିରେ ରଖିଲା ଦୋଷ କାହିଁକି। ଠାକୁର ରାଗି ବେ କାହିଁକି

  • @prpradhan9068
    @prpradhan9068 Месяц назад +4

    ହରେକୃଷ୍ଣ ପ୍ରଭୂଜି ଦଣ୍ଡବତ ପ୍ରଣାମ। ବହୁତ୍ ଭଲ ଲାଗିଲା।

  • @itishreenayak4439
    @itishreenayak4439 3 месяца назад +50

    ଭଗବାନ ସବୁଠି ବିଦ୍ୟମାନ। ସବୁ ଜିନିଷ ତାଙ୍କର। ତାଙ୍କୁ ଆମେ କଣ ବା ପ୍ରସାଦ ଲଗାଇପା ରିବା। କେବଳ ଭକ୍ତି ହିଁ ତାଙ୍କ ପାଇଁ ଯଥେଷ୍ଟ। ଟିକେ ଶ୍ରଦ୍ଧା ଭକ୍ତି, ଭାବରେ ଖାଲି ଜଳ ରେ ସେ ସନ୍ତୁଷ୍ଟ। ଏହା ମୋର ମତ। ମୁଁ ଏମିତି ବିଶ୍ୱାସ କରେ। ଭଗବାନ ଙ୍କ କୃପାରୁ ମୁଁ ବହୁତ୍ ଭଲରେ ଅଛି

    • @gungunsilu
      @gungunsilu 2 месяца назад +2

      Mu b same kahe apna jaha kahile thik katha bhagaban sabu kichi ama dauchanti ame tanku kn deiparibe mate thik lageni bhagaban nku bhoga lageiba kaikina nija ku kharap lage bhagaban Jala re santustha bhakti kale bhagaban sabu bele Tama pakha pakhe achanti 🙏

  • @arunanayak4580
    @arunanayak4580 16 дней назад +2

    ହରେ କୃଷ୍ଣ ପ୍ରଭୁଜୀ ପ୍ରଣାମ 🙏🙏🙏🌹🌹ଧନ୍ୟବାଦ. ଶ୍ରୀ ଲ ପ୍ରଭୁପାଦ ଗୁରୁଦେବ କି ଜୟ.

  • @minaranidash14766
    @minaranidash14766 3 месяца назад +17

    ଯେ ମୋତେ ଯେତେ ଭାବେ ଭଜେ,ହରି ତା ହୁର୍ଦ୍ଦୟ ନ ତେଜେ। ସ୍ନେହ ରଜୁରେ ତା ଚରଣ, ହୃଦରେ କରଇ ବନ୍ଧନ।ଚିତେ ଚିନ୍ତିଲେ କ୍ଷଣ ମାତ୍ର, ହରଇ ଅଶେଷ ଦୂରିତ। ସେ ହରି ପାଦ ହୃଦେ ଧରି,ଭକତ ହରି ବଶ କରି।

    • @BhabaraMandira
      @BhabaraMandira 3 месяца назад

      ଠିକ୍ କହିଲେ ବନ୍ଧୁ 😊

  • @ratankumarmahapatra7086
    @ratankumarmahapatra7086 3 месяца назад +12

    ହରେ କୃଷ୍ଣ ❤ ହରିବୋଲ 😊ଧନ୍ୟବାଦ ଗୁରୁଜି ଆପଣ ଙ୍କର ଉପଦେଶ ନିଶ୍ଚିତ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ❤

  • @giridharipanda1287
    @giridharipanda1287 День назад

    ଭଗବାନ ଭକ୍ତମାନଙ୍କ କଲ୍ୟାଣ ପାଇଁ
    କୃତ୍ରୀମ ଅଥଚ ସାତ୍ତ୍ୱିକ କ୍ରୋଧ ପ୍ରକାଶ
    କରନ୍ତି ବୋଲି ମୁଁ ଭାବୁଛି।ସାତ୍ବିକ‌କ୍ରୋଧରେ ଦୋଷ ପାଇଁ
    କଠୋର ଦଣ୍ଡ ପରିବର୍ତ୍ତେ ଶିକ୍ଷା
    ମିଳିଥାଏ। ଭୂଲ ଥିଲେ ଜଣାଇବାକୁ
    ଅନୁରୋଧ ।ଏହା ମୋର ଵ୍ୟକ୍ତିଗତ
    ଵିଚାର।
    ଏହା ପ୍ରେମଲତା ଙ୍କ ପାଇଁ ଉଦ୍ଦିଷ୍ଟ ।
    ଦୋଷ ପାଇଁ

  • @TechnoUncle-l6l
    @TechnoUncle-l6l 3 месяца назад +19

    ଧନ୍ୟବାଦ୍ । ଆପଣଙ୍କ ଭଳି କିଛି ବଡ ହିନ୍ଦୁ ମାର୍ଗ ଦର୍ଶକ ମାନଙ୍କ ପାଇଁ ମୋତେ ସନାତନୀ ନିରାକାର ଉପାସନା ଭଲ ଲାଗିଲା। ବର୍ତ୍ତମାନ ଦୟାକରି କୁହନ୍ତୁ ଘରେ ମୋ ସ୍ତ୍ରୀ ପୂଜା କରୁଥିବା ଗୋପାଳ ମୂର୍ତ୍ତିଙ୍କୁ କଣ କରିବି କାରଣ ଆପଣ କହିଲା ଭଳି ନୀତି ନିୟମ ଆଦୌ କରି ହେଉନି।

    • @sangeetamandal3218
      @sangeetamandal3218 3 месяца назад +1

      Same question

    • @CreaterDivaofc
      @CreaterDivaofc 3 месяца назад +1

      Bhagwan shraddha re pujile bhakta ra.

    • @SaktiSpiritualJourney
      @SaktiSpiritualJourney 2 месяца назад

      @@CreaterDivaofcsharda mane nuhan je non-veg offer kariba . So chill . Rule regulation boli kichi achi

  • @manaskumardas3523
    @manaskumardas3523 3 месяца назад +10

    ଜୟ ଶ୍ରୀ ରାଧେ, ଆଜ୍ଞା ଏ ପ୍ରଭୁଙ୍କ ଦାସ ମଧ୍ୟ ପ୍ରଭୁ ଙ୍କ ଆଣ୍ଠୁଆ ଗୋପାଳ ମୂର୍ତ୍ତି କୁ ଘରେ ରଖିଛି ନିଜ ପୁଅ ଭାବରେ। କିନ୍ତୁ ଏ ଭୃତ୍ୟ କେବଳ ସକାଳେ ତାକୁ ନୈବେଦ୍ୟ ଦିଏ। ଆଉ ଏମିତି ତାର ଜନ୍ମ ଦିନ କିମ୍ବା ସଂକ୍ରାନ୍ତି ଏକାଦଶୀ ରେ ତାକୁ କିଛି ପିଠା କ୍ଷୀରି ର ନୈବେଦ୍ୟ ଦିଏ। କିନ୍ତୁ ଏ ଭୃତ୍ୟ ଦିପହରେ ରେ କିଛି ଦେଇ ପାରେନା। ଆଜ୍ଞା ଏ ଭୃତ୍ୟ school ରେ teacher ଅଛି। ତେଣୁ ଏ ଭୃତ୍ୟ school ଯାଇ afternoon ରେ ଆସେ। ତେଣୁ ହେ ମୋର ଶୁଭଚିନ୍ତକ ପ୍ରାଜ୍ଞ ପୁରୁଷ ଆପଣ କୁହନ୍ତୁ ଏ ଭୃତ୍ୟ କିପରି ପ୍ରଭୁଙ୍କ ସେବା କରିବ।
    ଏ ଭୃତ୍ୟ ତାର ପରିବାର କୁ କିଛି ଦାଇତ୍ୱ ଦେବାକୁ ଚାହେଁ ନା। କାରଣ ସେମାନଙ୍କ ଭାବ ଟିକେ ଅଲଗା।
    ଆପଣ କୃପା କରି କୁହନ୍ତୁ ଏ ଦାସ କଣ କରିବ।
    ଜୟ ଜଗନ୍ନାଥ

    • @satyajitswain7029
      @satyajitswain7029 3 месяца назад

      ଆମ ମତରେ ଆପଣ ସନ୍ଦ୍ୟା ବା ରାତିରେ ପ୍ରସାଦ ଲଗାନ୍ତୁ ଜୟ ଶ୍ରୀ ରାଧେ🙏

    • @sushreesangitapatra8749
      @sushreesangitapatra8749 2 месяца назад

      Apana kichhi nadeiparile milk daily ratire au dinare rakhideijantu thakura nka pakhare.sabu thu subidha upay.

  • @mdplywork6924
    @mdplywork6924 3 месяца назад +86

    ଦେଖନ୍ତୁ ଆଜ୍ଞା, ଆପଣ ମିଛରେ ଲୋକମାନଙ୍କୁ ଭୟଭୀତ କରୁଛନ୍ତି,ସେମିତି କିଛିନାହିଁ,ଯିଏ ଯେମିତି ଭାବରେ ପୂଜା କରିପାରିବ,ପ୍ରଭୁ ସେମିତି ଭାବରେ ଗ୍ରହଣ କରିବେ, କାହାଉପରେବି କ୍ରୋଧ କରିବେନି, କି ଅଭିଶାପ ମଧ୍ୟ ଦେବେନି, (ଜୟ ଜଗନ୍ନାଥ)

    • @gupteswarmisra4677
      @gupteswarmisra4677 2 месяца назад +1

      I agree.. I hv not gone through the entire video but got a glimpse that this video is not going in a good way.. ଭକ୍ତି ପାଇଁ ଭାବ ଦରକାର, ଭୋଗ ନୁହେଁ

    • @monikasahoo1998
      @monikasahoo1998 2 месяца назад +1

      Thik katha

    • @suroj1144
      @suroj1144 15 часов назад

      TQ Bhai mu bhaya bita hai thili

  • @LipsaBehera-kr1qs
    @LipsaBehera-kr1qs 3 месяца назад +8

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ପ୍ରଵୁଜି ପ୍ରଣାମ🙏🙏🙏🙏🙏 ପ୍ରଭୁଜୀ ଆମର ଆଣ୍ଠୁଆ ଗୋପାଲ ଅଛନ୍ତି🙏🙏🙏ସବୁ ନୀତି ନିୟମ ପାଳନ କରେ🙏🙏🙏

  • @sabitatripathy1702
    @sabitatripathy1702 3 месяца назад +5

    ଗୁରୁଜୀ ପ୍ରଣାମ 🙏 ଅତ୍ର ତତ୍ର ସବତ୍ର ବିଦ୍ୟବାନ ପ୍ରଭୁ ରହିଛନ୍ତି । ତୁମ ମନରେ କଳ୍ପନା ରେ ଯଦି ପ୍ରଭୁ ଅଛନ୍ତି ତେବେ ତୁମ ସହିତ ସେ ଅଛନ୍ତି । ତୁମ ସହ ଅଛନ୍ତି ମାନେ ଘରେ ବି ଅଛନ୍ତି । ଯେଉଁ ପ୍ରଭୁ ଭକ୍ତ ପାଇଁ ଗଧ ପାଦ ଧରନ୍ତି ତାଙ୍କର କେଉଁ ଥିରେ ବି ବଡିମା ନ ଥାଏ । ସେ ପତ୍ର, ପୁଷ୍ପ,ଫଳ ଆଉ ନୟନ ଜଳରେ ସନ୍ତୁଷ୍ଟ ତାଙ୍କୁ ଅଧିକ କିଛି ଆବଶ୍ୟକ ନାହିଁ । ସେ ରାବଣ ର ବି ପ୍ରଭୁ ସେ ସାଧୁ ଙ୍କ ର ବି ପ୍ରଭୁ । ସେ ଯଦି ଭାବରେ ବନ୍ଧା ତାଙ୍କୁ ଭାବ ରେ ଜଣେ ଭକ୍ତ ରଖି ପାରିବ । ଭକ୍ତ ପାନ ଖଣ୍ଡେ ବି ତାଙ୍କ ବିନା ଦେଇ ପାରେନି ତାକୁ କଣ ଦରକାର ସେ ଯୋଗାଡ କରନ୍ତି ଭକ୍ତ କୁ କିଛି ଦରକାର ପଡ଼େନି ତାଙ୍କ ପାଇଁ ଶୁଦ୍ଧ ପବିତ୍ର ରେ ଯୋଗାଡ କରିବା । ଯିଏ ବେଶ୍ୟା ବାଡି ରୁ ଫେରିବା ବଳରାମ ଦାସ ରଥରେ ବିରାଜ ମାନ ହୋଇ ପାରନ୍ତି ଏଥିରୁ ଜାଣି ପାରିବେ କେବଳ ଭାବ ଭକ୍ତି ଥିଲେ ସେ ସବୁଠି ରହି ପାରିବେ

  • @KHOKANBanarjee
    @KHOKANBanarjee 3 месяца назад +2

    ବିଶ୍ବାସେ ମିଳଇ କୃଷ୍ଣ ତର୍କେ ନ ମିଳେ କେହି ଜୟ ଶ୍ରୀ କୃଷ୍ଣ ନମଃ

  • @AshokBehera-u9k
    @AshokBehera-u9k 3 месяца назад +4

    ସେ ଜଗନ୍ନାଥ ସେ ଶ୍ରୀ କୃଷ୍ଣ ସେ ଶ୍ରୀରାମ ଆହୁରି ଅନେକ ରୂପ ତା ଭିତରୁ ଆଣ୍ଠୁଆ ଗୋପାଳ ଭଗବାନ ଙ୍କ ଅବତାର ଗୋଟିଏ..... ଭାବଭକ୍ତି ରେ ଯିଏ ପୂଜେ ସେ ଭଗବାନ ଙ୍କୁ ପାଏ..... ଆପଣ ଗୋଟେ ଫୁଲ ପ୍ୟାରସେ god ଙ୍କୁ ଦିଅନ୍ତୁ ସେ କୋଉ ପଞ୍ଚ ମିଷ୍ଟି ଖୋଜିବେନି..... ଆପଣ କହିବାଟା ଆମ ମୋତି ଭ୍ରମ..... ଜୟ ଶ୍ରୀକ୍ରିଷ୍ଣ🙏

  • @jyotiramabhuyan5319
    @jyotiramabhuyan5319 3 месяца назад +9

    ହରେକୃଷ୍ଣ ପ୍ରଭୁଜୀ ପ୍ରଣାମ 🙏🌷 ଧନ୍ୟବାଦ୍। ମୁଁ ଘରେ ରଖିଛି ଆଣ୍ଠୁଆ ଗୋପାଳ।

  • @bgouda8530
    @bgouda8530 3 месяца назад +27

    ଯାହାର ମନ ଯେଡ଼େ ତାହାର ପ୍ରଭୁ ସେତେ

  • @KalpanasahooKuni
    @KalpanasahooKuni 3 месяца назад +4

    ଓମ୍ ନମଃ ଭଗବତେ ବାସୁଦେବାୟ ଗୁରୁଜୀ ପ୍ରଣାମ ❤🌺🌹🪔🪔🪔🪔🪔🍎🍎🍊🍊🍓🍓🍏🍏🍋🍋🍍🍍🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @jayjagannath-jg5mo
    @jayjagannath-jg5mo 3 месяца назад +13

    ସେମିତି କିଛି ନିୟମ ନାହିଁ ଭକ୍ତି ରେ ପୂଜିଲେ ସବୁ ବେଳେ ଭଲ ଆପଣ ଭୁଲ କହୁଛନ୍ତି ଆଉ ଲୋକ କୁଁ ଡରୁଛନ୍ତି ପୂଜା କରିବା ଘରେ ରଖିବା କିଛି ଭି ଭୁଲ ନାହିଁ ଠାକୁର ସଦା ସର୍ବଦା ଭକ୍ତ ଙ୍କ ପାଇଁ ମଙ୍ଗଳ ମୟ

  • @mamata-pp4ii
    @mamata-pp4ii 3 месяца назад +9

    ପ୍ରଣାମ ପ୍ରଭୁ ଜୀ ବହୁତ ଭଲ ଲାଗିଲା।🌹🙏🏻🌹🙌

  • @SANDEEP-tf7ew
    @SANDEEP-tf7ew 2 месяца назад

    ରାଧେ ରାଧେ

  • @biswabhusanrath2814
    @biswabhusanrath2814 3 месяца назад +1

    ଗୁରୁଜୀ ପ୍ରଣାମ l ଉପଦେଶ ପାଇଁ ଧନ୍ୟବାଦ l

  • @puspajitpanda6712
    @puspajitpanda6712 3 месяца назад +5

    ହରେକୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 🙌

  • @omprabhapattanaik3286
    @omprabhapattanaik3286 16 дней назад

    Jai srikrishna ❤❤

  • @pratimabehera827
    @pratimabehera827 3 месяца назад +1

    ହରେ କ୍ରୀଷ୍ଣା ପ୍ରଭୁଜୀ 🙏

  • @sureshchandradas4793
    @sureshchandradas4793 3 месяца назад +3

    ଏହା ସତ୍ୟ ଯେ ମୂର୍ତ୍ତି ପୂଜା ପାଇଁ ସ୍ବତନ୍ତ୍ର ନିୟମ ଅଛି ।ଏହାକୁ ମାନିବା ଦରକାର।

  • @RasmirekhaDas-q5f
    @RasmirekhaDas-q5f 3 месяца назад

    ଭଲ ଲାଗିଲ ଆପଣଙ୍କ କଥା

  • @dipanjalibarik3909
    @dipanjalibarik3909 3 месяца назад +3

    Prabhuji mu bi anthua gopal rakhichi kintu jaha paruchi karuchi sabu kichi kariparuni...

  • @NirupamaDevi24
    @NirupamaDevi24 3 месяца назад +21

    ସେ ଖାଲି ମୂର୍ତ୍ତି ନୁହନ୍ତି, ସେ ସର୍ବାନ୍ତର୍ଯ୍ୟାମୀ, ସର୍ବତ୍ର ବିଦ୍ୟମାନ, କିଏ କୁଆଡେ ଗଲେ ଦୀର୍ଘ ସମୟ ପାଇଁ ସେ ଯେ ବିନା ପୂଜାରେ ପଡି ରହିବେ ଆମଘରେ ମାନେ ନାହିଁ, ସାରା ସଂସାର ପଡିଛି ଯେଉଁଠି ହେଲେ ପୂଜା ପାଇଯିବେ, ରଖିଲେ କ୍ଷତି କଣ, ଭାବରେ କେବଳ ପତ୍ର ଫୁଲ ଫଳ ଜଳ ହିଁ ତାଙ୍କର କାମ୍ୟ, ଲକ୍ଷ୍ମୀ ଯାହାର ପରିଚାରୀକା, ସେ ରାଜ ରାଜେଶ୍ୱରଙ୍କୁ ଆମେ ଅବା କି ଖାଦ୍ୟ ଦେଇ ପାରିବା, ତେଣୁ ଆମେ ଭୋଗ ଦେଉନା କେବଳ ସକାଳ ଫଳ, ମିଠା, ପିଠା ଯାହା ମିଳେ ଦେଇଥାଉ

    • @B.Durgashaktee
      @B.Durgashaktee 3 месяца назад +2

      Thik kahile... e thaka iskon ବାଲା nije nije gote niyam aw alga sanstha tiari karileni...
      Bhagwan heuchanti ଭାବର ଠାକୁର...jouthi ଅଭାବ heijae sethu se dureijaanti

    • @sudhanshunanda6873
      @sudhanshunanda6873 3 месяца назад

      Right

  • @NaliniKansarali
    @NaliniKansarali 3 месяца назад

    ❤❤❤ ହରେ କୃଷ୍ଣ ❤❤❤

  • @yadavsambalpuricooking6728
    @yadavsambalpuricooking6728 3 месяца назад

    ଆମେ ନିତି ନିୟମ ରେ ପୂଜା କରୁଛୁ ତ କିଛି ଅସୁବିଧା ନାହିଁ ସବୁ କାମ୍ ଆମର୍ ହେଉଛେ Jay shree Krishna radhe radhe 🙏

  • @ShubhasmitaPanda-q2l
    @ShubhasmitaPanda-q2l 3 месяца назад

    ରାଧେ ରାଧେ 🙏 ❤

  • @Designer_subhashree4162
    @Designer_subhashree4162 3 месяца назад

    Apana nka video bahut vala lagila mu vabuthili ai janma ashtami tharu anthua gopala nku puja karithanti kintu mu emiti niti niyama palana kari paribini mu student mu ethara nama japa karibi again tq.....😊🙏

  • @shreyapadhi1075
    @shreyapadhi1075 2 месяца назад

    Hare krishna prabhu ji
    So true.
    🙏

  • @PrafuLa-q5l
    @PrafuLa-q5l 3 месяца назад

    ହରେକୃଷ୍ଣ 🙏🌹🙏

  • @malayaeducationworld
    @malayaeducationworld 3 месяца назад +6

    ସାରା ସଂସାରକୁ ପାଲୁଛି ଯିଏ ତାକୁ ଦେବାକୁ କେ ଅଛି ସଂସାରେ ଭକତି ଡୋରୀରେ ବାନ୍ଧି ପାରିଲେ, ଯାହା ଦେଲେ ଭୋଗ ପାଇବ ସିଏ ।

    • @AshokBehera-u9k
      @AshokBehera-u9k 3 месяца назад

      ଏକଦମ ଠିକ 💪💪💪💪💪

  • @chinmayinayak4732
    @chinmayinayak4732 24 дня назад +1

    Sir apana jou number dei achanti se number lagu nahi 😢

  • @enjoylearning720
    @enjoylearning720 3 месяца назад +8

    Mahapravu nku bhaba re rakhi nija karma kariba Uchit, se sabu dekhuchanti, samastanka puja thakuranka prati bhina heithae, emiti bhakti re dara rahile, se bhakti asakti purna hoijae, mo anusare bhakti niskama heba uchit....seta bhakta manare ape ape asijae❤...taku only feel kariheba....om tat sat, jay Jagganath ❤❤🙏🙏

  • @naluguru6088
    @naluguru6088 3 месяца назад

    Prabhu ଜି ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ଘରେ ରଖି ପୂଜା କରି ପାରିବା। କି ❤
    ପ୍ଲିଜ କୁହନ୍ତୁ ତାର

    • @naluguru6088
      @naluguru6088 3 месяца назад

      Niti ନୀୟ ମ କୁହ ନ୍ତୃ ❤

  • @sridharswamidas9531
    @sridharswamidas9531 3 месяца назад +2

    Hare Krishna dandabat pranam Pravuji,

  • @kamaliniswain3222
    @kamaliniswain3222 3 месяца назад

    ହରେ କୃଷ୍ଣ ହରେ କୃଷ୍ଣ 🙏🙏

  • @jayantakumarmallick1156
    @jayantakumarmallick1156 3 месяца назад

    ହରେ କୃଷ୍ଣ ପ୍ରଭୁ ଜି 🙏🙏💗

  • @gopalchandradash1466
    @gopalchandradash1466 3 месяца назад +11

    ଯଥା ଦେହୀ ତଥା ଦେବତା।
    ଭଗବାନ ଜଗତର ପିତା କେବେ ସେ ଜଗତରେ ତାଙ୍କର ପୁତ୍ର ମାନଙ୍କୁ ଦୁଃଖ ଦେବେ ନାହିଁଁ।
    ଜୀବ ବା ପ୍ରାଣୀ ତାର କର୍ମ ଦ୍ଵାରା ଦୁଃଖ ସୁଖ ଆଦିକୁ ଭୋଗକରେ।
    ଭାବ ଭକ୍ତି ଶ୍ରଦ୍ଧା ସହିତ ଭଗବାନଙ୍କର ଯେ କୌଣସି ମୂର୍ତ୍ତି ସ୍ଵରୂପକୁ ନିଜର ମନ ପ୍ରାଣ ଦେଇ ନିଜର ଯଥା ଶକ୍ତି ସହିତ ଆରାଧନା କଲେ ଭଗବାନ ଆଶୀର୍ବାଦ କରିଥାନ୍ତି।
    ଯେପରି ବିଦୁରର ଶାଗଭଜା, ସୁଦାମାର ଖୁଦଭଜା,ସବରୀର ଅଇଁଠା ଫଳ,ଆଦି ବହୁତ ଉଦାହରଣ ପୁରାଣ ଶାସ୍ତ୍ର ମାନଙ୍କରେ ଚର୍ଚ୍ଚା କରାଯାଇଛି।

  • @manjulatamishra7681
    @manjulatamishra7681 2 месяца назад

    ମନ ଜାଣି ଗୋପାଳ ପ୍ରଭୁ ପୁଣ୍ୟ ପ୍ରଦାନ କରନ୍ତି

  • @basantadakua8357
    @basantadakua8357 3 месяца назад

    ପ୍ରଣାମ ❤

  • @somendusatapathy6538
    @somendusatapathy6538 3 месяца назад +7

    କିଛି କଥା ଯାଏଁ ଠିକ୍ କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। ଯେପରିକି ଆମେ ଜଥାଯଥ ସମ୍ମାନ ଦେବା। କିନ୍ତୁ ଜଣେ ଶ୍ରଦ୍ଧାରେ ପ୍ରତୀକ ରଖିଲେ କ୍ଷତି ହେବା ନହେବା କଥା ହିଁ ଆଧ୍ୟାତ୍ମିକତା ବାକ୍ୟ ନୁହେଁ। ଏମିତି ଭୟଭୀତ କଥା କହିବା ଦ୍ବାରା ଆମର ନିମ୍ନଗାମୀ ହେଉଛି। ଇସ୍କନର ସବୁ ଗୋଳମାଳିଆ କାମ।

    • @SaktiSpiritualJourney
      @SaktiSpiritualJourney 2 месяца назад

      Eta sastra bidhi . ISKCON nuhan . Ask any Brahman who have read scripture.

  • @p.praliptapriyadarshnee
    @p.praliptapriyadarshnee 3 месяца назад +1

    Raadhe raadhe shyam hare Krishna 🙌👣🙌🙏🚩🙏....

  • @RasmiRekha-w5f
    @RasmiRekha-w5f 3 месяца назад +1

    Very nice 👌

  • @sahoochinmay1
    @sahoochinmay1 3 месяца назад

    Hare Krishna…
    Sir, is it documented in any Veda or Grantha, how to perform the Seva?

  • @sarojinipanda9436
    @sarojinipanda9436 3 месяца назад

    Video bahut bhala lagila, dhanyabad. Hare Krishna 🙏🙏

  • @DeepakSamantaray-c9t
    @DeepakSamantaray-c9t 2 месяца назад

    ସାର୍ ଆପଣଙ୍କ କଥାରେ ମୁଁ ଜମାରୁ ଏକମତ ହେବନାହିଁ।

  • @subashchandranayak3455
    @subashchandranayak3455 3 месяца назад +3

    ମୋ ଭଉଣୀ ତା ପିଲା ବେଳେ ରଖିଥିଲା ପ୍ରଭୁ ଙ୍କର ନୀତି ନିର୍ଘଣ୍ଟ ଆପଣ କହିଥିବା ମୁତାବକ ହେଇ ପାରୁନି କଣ କରାଇଯାଇପରିବ କୃପାୟ କରି କୁହନ୍ତୁ।ପ୍ରଭୁ ଙ୍କୁ କାଉଥି ମନ୍ଦିର ରେ ସ୍ଥାନ ଦେଲେ ଠିକ୍ ହେବ କି ନା ବିସର୍ଜନ କରିବାକୁ ପଡ଼ିବ ।କାରଣ ଘରେ ବି ସେମିତି ଲୋକ ନାହାନ୍ତି ପ୍ରଭୁ ଙ୍କ ର ଯଥା ନୀତି କରିବାକୁ

    • @kadambnibal-oc1jp
      @kadambnibal-oc1jp 3 месяца назад

      Bisarjan karantu nahi jahara sradha thiba tsnku deidiantu

  • @KahnuSahoo-r3k
    @KahnuSahoo-r3k 3 месяца назад +1

    ହରେ କୃଷ୍ଣ

  • @sasmitapraharaj4087
    @sasmitapraharaj4087 3 месяца назад

    Good suggestion❤

  • @ajayarts1138
    @ajayarts1138 3 месяца назад

    ଠାକୁରଙ୍କ ପ୍ରତି ଶ୍ରଦ୍ଧା ଥିଲେ କିଛି ଅସୁବିଧା ନାହିଁ ।

  • @sabyasachiray6827
    @sabyasachiray6827 3 месяца назад +2

    Hare Krishna prabhuji Dandabat pranam prabhuji mu ghare Radha Krishna nka murti rakhi ouja karuchhi but mu 3 time prasad kariparuni kichhi asubidha hebaki prabhu

  • @bijayalaxmisahu6875
    @bijayalaxmisahu6875 3 месяца назад +2

    Jay radh krishna guruji🙏🙏🙏🙏

  • @raghunarayannayak5291
    @raghunarayannayak5291 3 месяца назад

    Right Analysis

  • @jyotirbidniranjangiri9143
    @jyotirbidniranjangiri9143 3 месяца назад +25

    ନିଜର ଭାବ ଅନୁସାରେ ପୂଜା କରନ୍ତୁ ନ ଚେତ ରୁଟିନ ବଧ ଜୀବନ ବନ୍ଧନ ରେ ପଡିଯିବେ ଏହା ସବୁ ମନ ଭୁଲଣିଆ ଗପ. ମୁଁ ମୋର ଅନୁଭବ କହୁଛି

  • @meenakhi8466
    @meenakhi8466 3 месяца назад +1

    Hare Krishna prabhuji 🙏
    This video is very informative one ........

    • @kbcsatapathy5885
      @kbcsatapathy5885 3 месяца назад

      I think aeta Sabu mano bhabana karana bhagvan nko murty ku ame shop ru Ani gharku nei asile se bani janti god but shop re things hoiki thae so there is no rules for same person
      Ame normal Puja Kari pariba the god is the creator of us what extra thing they want from us only pray from heart

  • @SubhashreePradhan-r7u
    @SubhashreePradhan-r7u 2 месяца назад

    Hare Krishna dandavat pranam 🙏🙏🙏🙏🙏

  • @xtrox4668
    @xtrox4668 2 месяца назад +1

    ଆପଣ ବେକାର ରେ ଭକ୍ତ ମାନଙ୍କୁ ଦରାଉଛନ୍ତି। ଯିଏ ଭକ୍ତି ଭାବ ରେ ଭଗବାନଙ୍କୁ ପୂଜା କରେ ତାହାର ଭଗବାନ କିଛି ବି ଖରାପ କ୍କରନ୍ତି ନାହିଁ।

  • @basa_subhashree
    @basa_subhashree 3 месяца назад +1

    Hare Krishna Prabhuji 🙏 Dandvat pranam 🙏 Srila Prabhupada ki jayyy 🙏... Thank you so much Prabhuji 🙏...I got My Answer After long time

  • @satyabratbiswal2103
    @satyabratbiswal2103 3 месяца назад

    ହରେ କୃଷ୍ଣ.... ଜୟ ଜଗନ୍ନାଥ.....🙏🙏🙏

  • @smartsuniodiaVlogs
    @smartsuniodiaVlogs 3 месяца назад

    ରାଧେ କୃଷ୍ଣ

  • @preetipadmaghadai7994
    @preetipadmaghadai7994 3 месяца назад

    Mu aantuaa gopalanka photo rakhi puja karuchi kichhi problem achhi ki.pls reply....

  • @deepapattnaik7816
    @deepapattnaik7816 3 месяца назад

    Guruji pranam Karuchi 🙏🏻 mo ghare 2 ti pravu anthua gopal achhanti ...mora deha kharap tankara kichi seba kama bhalase kariparuni ...Nitikanti bhul rahijauchi ...baharku bele bele 10 dina pain jibaku paduchi ..seba pain kehi rahiparunu ..ghare ...emti situation re mu kn karibi ..Gopal nku mandir re samarpana karidei paribi ki ??

  • @ShubhrajeetBaliarsingha
    @ShubhrajeetBaliarsingha 3 месяца назад +1

    ପ୍ରଥମ କଥା ଆଣ୍ଠୁଆ ଗୋପାଳ ଙ୍କ ର ପୂଜା ପଦ୍ଧତି ବଲ୍ଲଭାଚାଯ୍ୟ ଆରମ୍ଭ କରନ୍ତି, କିନ୍ତୁ ଆପଣଙ୍କ ସମ୍ପଦ୍ରାୟ ର ସେହି ନିୟମ ଗୁଡାକ ମାନୁଛନ୍ତି କି ? ଅନ୍ୟ କୁ କିପରି କହୁଛନ୍ତି।

  • @sanjayabaral9312
    @sanjayabaral9312 3 месяца назад

    ପ୍ରଭୂଜୀ ଯେଉଁମାନେ ଘରେ ଜଗନ୍ନାଥ ବଳଭଦ୍ର ଶୁଭଦ୍ରାଙ୍କୁ ରଖିଛନ୍ତି ସେମାନେ କ'ଣ ସେଇଭଳି ପୂଜାକରୁଛନ୍ତି

  • @SandhyaraniRay-cx6wu
    @SandhyaraniRay-cx6wu 3 месяца назад

    Hare Krishna prabhuji pranam mu ghare asnttha gopal bhagabanku rakhichi sabu sunila pare mo antara prabhuji nku mora bhrumista prathama 🙏🏻

  • @krishnagopalpalei506
    @krishnagopalpalei506 3 месяца назад

    Harekrishna ❤

  • @tapaskumarbhuyan-w9f
    @tapaskumarbhuyan-w9f 2 месяца назад

    Bahut badhia Katha kahile kali jugare nama sara puja patha homa a sabu mana stria rahiba pai

  • @hemanginidash8020
    @hemanginidash8020 3 месяца назад

    ଆମେ ଯାହା ଖାଉଛୁ ମାନେ ତାଙ୍କୁ ତାହା ଦବୁ ମାନେ ସାକାହାରୀ ଖାଦ୍ୟ ହିଁ ଦବୁ ତେଣୁ ଏଠି ମୋ ମତରେ ଏଠି କିଛି ବି ଭୁଲ ହଉନି ନିଜର ମାନସିକତା କୁ ଠିକ ରଖିବା ପାଇଁ ଜଣେ ଯଦି ଭଗବାନଙ୍କ ମୂର୍ତ୍ତି ରଖିଲା ତେବେ କିଛି ବି ଅସୁବିଧା ନାହିଁ ଖାଲି ଏମିତି ସେମିତି କହି ଭୟଭୀତ କରନ୍ତୁ ନାହିଁ ସେ ପ୍ରେମର ଠାକୁର କ୍ରୋଧର ନୁଁହ

  • @premalatanayak7422
    @premalatanayak7422 3 месяца назад +114

    ଯାହା କହୁଛନ୍ତି ବିଲକୁଲ ଠିକ ନୁହେଁ । ପ୍ରଥମତଃ ଭଗବାନ କାହା ଉପରେ ରାଗନ୍ତିନାହିଁ । ସେ ନିର୍ବିକାର । ତାଙ୍କର ବିକାର ନାହିଁ। ରାଗିବା ଅଭିମାନ କରିବା ଏକ ବିକାର । କାହିଁକି ଭଗବାନଙ୍କୁ ଏତେ ନିମ୍ନସ୍ତରକୁ ନେଉଛନ୍ତି। ଦ୍ଵିତୀୟରେ ପ୍ରତି ଅଣୁ ପରମାଣୁ ରେ ସେ ବିଦ୍ୟମାନ କେବଳ ମୂର୍ତ୍ତିରେ ନୁହେଁ। ଆଧ୍ୟାତ୍ମିକ ରେ ଯଦି ଅଗଉଛନ୍ତି ତ ଗଭୀରତା କୁ ଯାଆନ୍ତୁ । ଉପରଠାଉରିଆ ଭାବେ ଏଣୁତେଣୁ କହି ଲୋକଙ୍କୁ ଡରାନ୍ତୁ ନାହିଁ। ବହୁତ ବ୍ୟକ୍ତି ବିନା ସେବାରେ ମୂର୍ତ୍ତି ରଖନ୍ତି ଏବଂ ଭଲରେ ଅଛନ୍ତି । ଅନ୍ଧ ବିଶ୍ୱାସ ରୁ ଦୂରେଇ ରୁହନ୍ତୁ। ସେ ଭାବର ଠାକୁର । ପୂଜା ପଦ୍ଧତି ରେ ବାନ୍ଧିହେବା ଠାକୁର ନୁହଁନ୍ତି ।

  • @odiablogbyichhafromuk
    @odiablogbyichhafromuk 3 месяца назад

    Hare Krishna prabhu ji 👏prabhu ji mu anthua gopala nku rakhichhi, sabu dina jemiti normal puja hue semiti kare, kan rakhile heba ki nahi plz kahibe prbhu ji👏👏👏

  • @comprehensiveworld8165
    @comprehensiveworld8165 3 месяца назад

    Hare krishna❤

  • @Radhe_krishna_57
    @Radhe_krishna_57 3 месяца назад +1

    Hare Krishna prabhuji 🙏 dhanyawad

  • @binamaheswari2420
    @binamaheswari2420 3 месяца назад

    🙏🙏आपका अशेष धन्यवाद...

  • @prabinkumarjena3623
    @prabinkumarjena3623 Месяц назад

    Prauj hare Krishna 🙏🏾🙏🏾

  • @Govind_gopal_radhe
    @Govind_gopal_radhe 3 месяца назад

    Khyama karibe guruji

  • @gadadharsahu9384
    @gadadharsahu9384 Месяц назад

    Can we keep anthua gopal in home without puja only for show/ decoration

  • @SIDDHARTHSAHOO-v5b
    @SIDDHARTHSAHOO-v5b 3 месяца назад

    Very good

  • @ashok0023
    @ashok0023 3 месяца назад

    Hare krushna prabhu ji.
    Ama puja ghare gopal nkara photo chitra puja pauchanti. Daily puja karuchu. Jbe baharaku jauchu sebe puja heiparuni, kichi asubidha ki?

    • @sangramjitdas
      @sangramjitdas  3 месяца назад

      @@ashok0023 photo re kichi problem nahi

  • @mandakinipaikaray6114
    @mandakinipaikaray6114 2 месяца назад

    True

  • @sabitanaik9130
    @sabitanaik9130 2 месяца назад

    Hare Krishna hare Krishna Krishna Krishna hare hare hare ram hare ram ram ram hare hare 🙏🙏🙏 Thank you sir 🙏🙏 ja hau apana thik marga dekheile mana hauthila anthhua gopalanku rakhibi boli kintu mu tankara niti niyama janinathili kintu mu ta bahare rahuchi niti niyama mani chaliba muskil heithanta thik achhi sir mu maha mantra hin japibi 🙏🙏🙏🙏🙏

  • @radhejagannath1
    @radhejagannath1 3 месяца назад

    Harekrishna prabhu dandabat pranam 🙏🙏 prabhu saligrama rakhiba bhal ki nuhe dayakari kahibe 🙏🙏🙏🌺🌺
    Prabhu saligrama rakhiba baoshnaba nka dwara swikruta ki nahi kahantu

  • @mamatamishra2529
    @mamatamishra2529 3 месяца назад +1

    ହରେ କ୍ରିଷ୍ନା

  • @shreeshreya216
    @shreeshreya216 3 месяца назад

    Dhanyawad Prabhu ji

  • @ramakatasahoo8204
    @ramakatasahoo8204 3 месяца назад

    🙌ହରେକୃଷ୍ଣ🙌

  • @ssvmrisingstar7897
    @ssvmrisingstar7897 3 месяца назад +1

    Thank you so much gurujiii

  • @mcreation1892
    @mcreation1892 3 месяца назад +13

    ସେ ଭାବ ର ଠାକୁର ତାଙ୍କୁ ଭାବ ଆଉ ଭକ୍ତି ଦରକାର .. ସେମିତି ନହେଲେ ସେ କରମା ବାଈ ଅଗାଧୁଆ ମହାପ୍ରଭୁ ଙ୍କୁ ଖେଚୁଡ଼ି ଦେଲେ ସେ ଖାଇ ନ ଥାନ୍ତେ ...
    ରାଧେ ରାଧେ 🙏

  • @tapaswinipanda6393
    @tapaswinipanda6393 Месяц назад

    ଗୁରୁଜୀ ମୁଁ ଜଣେ ଛାତ୍ରୀ ଆଉ ଆଣ୍ଠୁଆ ଗୋପାଳ ଙ୍କୁ ଏଇ ଜନ୍ମାଷ୍ଟମୀ ରୁ ଘରେ ରଖି ପୂଜା କରୁଛି କିନ୍ତୁ ସମୟ ଅନୁସାରେ ଭୋଗ ଆଉ ପୂଜା ହୋଇପାରୁନି ।ଯେତେବେଳେ ଘରକୁ କି ବାହାର କୁ ଯାଉଛି ପୂଜା ବନ୍ଦ ରହୁଛି ।ବର୍ତ୍ତମାନ କଣ କରିହେବ ଦୟାକରି କୁହନ୍ତୁ ।

    • @sangramjitdas
      @sangramjitdas  Месяц назад

      Fruits ki dry fruits bhog lagaya...nije vegitarian hua ...daily hare Krishna Mahamantra japa kara

  • @adyashreeambikeshpanigrahi7150
    @adyashreeambikeshpanigrahi7150 3 месяца назад

    Prabuji🙏 Prabhu Jagannath nka murti Ghare rakhi ki puja karile haba ? Size kete au kn seba karibaku padiba

  • @haraharidas4907
    @haraharidas4907 3 месяца назад

    HAREKRISHNA 🙏 🙏

  • @pradiptadas2258
    @pradiptadas2258 3 месяца назад

    Hare krishna prji Dandvat pranam...

  • @Sapankumarachaya
    @Sapankumarachaya 3 месяца назад

    Khayama karibe gurujii

  • @puspalatanayak3246
    @puspalatanayak3246 3 месяца назад

    ପ୍ରଣାମ ପ୍ରଭୁ ଜୀ 🙏❤️🙏

  • @radheshyammeher4318
    @radheshyammeher4318 2 месяца назад

    ଆପଣ ମୂର୍ତ୍ତି ପୂଜା ପାଇଁ ବିରୋଧ କରୁଛନ୍ତି ଆଣ୍ଠୁଆ ଗୋପାଳ ଆଉ କୃଷ୍ଣ ଙ୍କ ମଧ୍ୟରେ କଣ ଫରକ ଅଛି କିମ୍ବା ଜଗନ୍ନାଥ ଙ୍କ ମଧ୍ୟରେ ତାହେଲେ ଘରେ କୋଣସି ମୂର୍ତ୍ତି ପୂଜା ହେବା ନିଷେଧ ଆପଣଙ୍କ ମତରେ କେବଳ ମଠ ମନ୍ଦିର ରେ ହେବା ଉଚିତ ନାକଣ

  • @kabitamohapatra5530
    @kabitamohapatra5530 3 месяца назад

    ଆଣ୍ଠୁଆ ଗୋପାଳଙ୍କୁ ସବୁ ବର୍ଗର ଲୋକ ଭଲ ପାଆନ୍ତି।ଆଲୋଚନା ଶିକ୍ଷଣୀୟ।

  • @Barsha787
    @Barsha787 3 месяца назад

    Hare Krishna prabhuji dandawat pranam 🙇🙏🙏

  • @RanaRana-h3x
    @RanaRana-h3x 3 месяца назад +1

    Gayatri Rana. Hare krishna