ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚାନା ଠିକ୍ ନୁହେଁ ? କାରଣ ଶୁଣନ୍ତୁ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ମୁଖରୁ.

Поделиться
HTML-код
  • Опубликовано: 10 сен 2024

Комментарии • 211

  • @nanditaparida7682
    @nanditaparida7682 2 месяца назад +82

    ମଣିଷ ଇଛା କରି ମୋ କାଳିଆକୁ ତା ଘରକୁ ଆଣିପାରିବ ନାହିଁ.. ସେ ତ ଭାବର, ପ୍ରେମର ଠାକୁର.. ଯାହା ପ୍ରତି ଅତିଶୟ ଭଲପାଇବା ଥାଏ ସେ ଆପେ ଆପେ ସେ ଲୋକ ଘରକୁ ଚାଲିଆସେ.. ସବୁ ନୀତିନିୟମ ର ଉର୍ଦ୍ଧ୍ୱ ରେ ମୋ କାଳିଆ ସୁନା.. ତା ଲୀଳା କେବଳ ତାକୁ ହିଁ ଜଣା.. ଜୟ ଜଗନ୍ନାଥ ମୋ ପ୍ରଭୁ ❤️😘🥰🙏

    • @LalatenduSwain
      @LalatenduSwain 2 месяца назад +3

      ଆପଣଙ୍କ କଥା ଟା ସମସ୍ତଙ୍କ ହୃଦୟ କୁ ଛୁଇଁବ।

    • @monalishavlogs6395
      @monalishavlogs6395 2 месяца назад +3

      Thik katha kahi chhanti bhauni...

    • @laxmanswain3469
      @laxmanswain3469 Месяц назад +2

      ନିଶ୍ଚିତ ଆପଣ ଘରକୁ ଆଣିପାରିବେ କିନ୍ତୁ ପୂଜା ଘରେ ସ୍ଥାପନା ପାଇଁ କେବଳ ପତିତପାବନ ବିଗ୍ରହ ହିଁ ରଖିବେ କିନ୍ତୁ ଚତୁର୍ଦ୍ଦା ବିଗ୍ରହ ନୁହଁ। ଏହା ଶାସ୍ତ୍ର ରେ ବାରଣ କରା ଯାଇଛି

    • @kaberimalik7144
      @kaberimalik7144 25 дней назад

      Right ama ghara ku madhya nije asichhanti sebe thu ame tanka prema re bandha

  • @user-sf6wp1up6y
    @user-sf6wp1up6y 2 месяца назад +69

    ପ୍ରଭୁଙ୍କୁ କେହି ରଖି ପାରନ୍ତି ନାହିଁ, ଭକ୍ତ ର ଘରେ ପ୍ରଭୁ ନିଜ ଇଚ୍ଛା ରେ ରୁହନ୍ତି, ନିଜ ଉଚ୍ଚତା ସେ ନିଜେ ନିର୍ଦ୍ଧାରଣ କରନ୍ତି। ମଣିଷ କେବଳ ତୁଚ୍ଛ ମାତ୍ର।

    • @SJ14
      @SJ14 2 месяца назад +5

      Right

    • @amitkumarhk4577
      @amitkumarhk4577 2 месяца назад +1

      🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹🥹heart melting comment
      Jay Jagannath

    • @sureshchandrapatra508
      @sureshchandrapatra508 Месяц назад

      Ii.😅i okp orO😊​@@SJ14

  • @PallaviRailifestyle
    @PallaviRailifestyle 2 месяца назад +18

    ମୁ ଯାହା ଜାଣିଛି ମୋ କାଳିଆ ପ୍ରେମ ର ଭୋକିଲା । ସେ ଯଉଠି ଭାବ ପାଇଲା । ସେ ସେଠାକୁ ଯିବ । ଜୟ ଜଗନ୍ନାଥ 🙏

  • @LokanathBehera-ip3ll
    @LokanathBehera-ip3ll 2 месяца назад +34

    ଯାହା ପାଖରେ। ଭାବ। ଅଛି। ଭକ୍ତି। ଅଛି ତା। ପାଖରେ କିଛି। ନୀତି। ନିୟମ ନାହିଁ

    • @laxmanswain3469
      @laxmanswain3469 Месяц назад +1

      ତା ମାନେ ଶ୍ରୀ ମନ୍ଦିର ରେ ଦଇତାପତି ମାନଙ୍କ ପାଖରେ ଭାବ ନାହିଁ ବୋଧେ, ସେମାନେ କାହିଁକି ନିତି ନିୟମ ରେ ପୂଜା କରୁଛନ୍ତି ପ୍ରଭୁଙ୍କ ର। ଏମିତି ଭାବ କଥା ଯଦି ଉ୦ିବ ତେବେ କାଳିଆ ୦ାକୁରଙ୍କ ନିୟମ ରେ ପୂଜାର୍ଚ୍ଚନା ସବୁ ବନ୍ଦ ହେଇଯିବ। ସମସ୍ତେ ଭାବ କଥା କହି ରହିଯିବେ ।

    • @snigdhasamantaray5389
      @snigdhasamantaray5389 9 дней назад

      ​@@laxmanswain3469ame ghare jahaku rakhichu sethi jibanta sala gram nahanti.mandira bigraha re salagrama achanti.

  • @agneyasahoo8697
    @agneyasahoo8697 2 месяца назад +37

    ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ

  • @dayasagardayasagar755
    @dayasagardayasagar755 25 дней назад +5

    ଏ ଲୋକଟା ସାରଥୀଭଣ୍ଡ କୁ ଜଗନ୍ନାଥଙ୍କ ସହ
    ତୁଳନା କରି ଗଦ ଗଦ ହଉଥିଲା .
    ୟାକୁ ଗୁରୁତ୍ୱ ଦିଅନ୍ତୁନାହିଁ .

  • @lilibagh6059
    @lilibagh6059 2 месяца назад +15

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🙏👍❤

  • @basantakumarjena9512
    @basantakumarjena9512 2 месяца назад +108

    ଆପଣ ସାରଥୀ ବାବାଙ୍କୁ ଭଗବାନ ବୋଲି କହୁଥିଲେ ଯେ ..... ବିଧି ବିଧାନ ନୀତି ନିୟମ ଶାସ୍ତ୍ର ପୁରାଣ ଗୋଟେ ପାଖରେ ... ଭଗବାନ ଙ୍କୁ ହୃଦୟ ରୁ ଭକ୍ତି କରିବା ସହ ନିଜକୁ ସଂପୂଣ୍ଣ ରୂପେ ତାଙ୍କ ନିକଟରେ ସମର୍ପି ଦେବା ଗୋଟେ ପାଖେ...

    • @maheshbehera1320
      @maheshbehera1320 2 месяца назад +5

      ଜୟ ଜଗନ୍ନାଥ ପ୍ରଭୁ କାଳିଆ ସାଆନ୍ତ 🙏🙏🙏🙏♥️♥️♥️
      ପ୍ରଭୁ ତ୍ରିଲୋକି ନାଥ ନାରାୟଣ 🙏🙏🙏🙏♥️♥️

    • @Anirudhasahoo-jd1eh
      @Anirudhasahoo-jd1eh 2 месяца назад

      Rit

    • @uttampanda5736
      @uttampanda5736 2 месяца назад +5

      Eta golam ea pa kahuthila Hn vala haechi arpana ratha buluchi Jagannath Nije jaechanti vakta nka pakhaku

    • @rashmirekhasamal295
      @rashmirekhasamal295 2 месяца назад +1

      ଜୟ ଜଗନ୍ନାଥ

    • @Anantpraharaj
      @Anantpraharaj 2 месяца назад +2

      Thik kahicha bhai

  • @RikiNayak-m9g
    @RikiNayak-m9g 19 часов назад

    Jai jagannath

  • @debashisguru8101
    @debashisguru8101 2 месяца назад +5

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rajendrarajput8469
    @rajendrarajput8469 2 месяца назад +5

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ

  • @satyajitpratap6535
    @satyajitpratap6535 26 дней назад +1

    ଓଁ ଶ୍ରୀ ନୀଳାଚଳ ନିବାସାୟ ନିତ୍ୟାୟ ପରତ୍ମାମନେ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରାଭ୍ଯାଂ ଶ୍ରୀ ଜଗନ୍ନାଥା ୟତେ ନମୋ ନମଃ 🙏

  • @gaganbiharisarangi1386
    @gaganbiharisarangi1386 2 месяца назад +16

    ଆପଣଙ୍କ ଘରେ ଥିବା ଶ୍ରୀ ପତିତପାବନ ବିଗ୍ରହଙ୍କ ଉଚ୍ଚତା କେତେ ଆଙ୍ଗୁଲ?

  • @enakshisahu8985
    @enakshisahu8985 2 месяца назад +5

    Jai Jagannath Swami 🙏🙏🙏🙏🙏🙏

  • @jitendrakumarpanda9901
    @jitendrakumarpanda9901 2 месяца назад +4

    Jay Jagannath swami nayana patha gami vaba tume

  • @ranjitcreat4494
    @ranjitcreat4494 2 месяца назад +5

    ଛାଲି ହେଇ କହିବା ଆର ଟିକେ ଦୋଷ ଅଛି
    ସାରଥି ଭକ୍ତ ତାଉଟର

  • @NabinPratihari-rt6my
    @NabinPratihari-rt6my 2 месяца назад +8

    ❤ଜୟ ଜଗନ୍ନାଥ ସ୍ଵାମୀ ❤

  • @santoshkumarmishra2620
    @santoshkumarmishra2620 2 месяца назад +17

    ଟିକେ ଅତିରଂଜିତ ହେଉଛି. ଆପଣ ଙ୍କ ଚରିତ୍ର ପୁରୀବାସୀ ଜାଣିଛନ୍ତି.

  • @pratapkumarsahu2472
    @pratapkumarsahu2472 26 дней назад +1

    ଭାବରେ ବନ୍ଧା ଭଗବାନ,କିନ୍ତୁ ଶାସ୍ତ୍ର ବିଧେୟ ଅନୁଯାୟୀ ଘରେ ବିଗ୍ରହ ରଖିବା ଉଚିତ୍,

  • @JayadevPradhan-xt5nm
    @JayadevPradhan-xt5nm 2 месяца назад +4

    Radhe radhe thakur ji 🙏🙏♥️🙏🙏 jayjagarnnath Swami 🙏🙏♥️🙏🙏

  • @SaumendraGarabadu-sq2vr
    @SaumendraGarabadu-sq2vr 2 месяца назад +22

    ଅତି ପଣ୍ଡିତ। ସାରଥି ବେକରେ ତୁଳସୀ ମାଳ ଦେବ

    • @AKASHDEEP-di9xi
      @AKASHDEEP-di9xi 2 месяца назад +3

      correct

    • @kanha5762
      @kanha5762 2 месяца назад +3

      Diyan ku tahele kn ghare khela ghara karideba thick ki!!! ..... Pandite jaha kahuchanti taha sastra anumati diye.. Jagannatha kehi khelana nuhanti ki jaha echa kahiba kariba suniba se sabu sahibe.... Bhakta baschala sata kintu bhakta ku bhul kale sachae dianti au bela padile bhakta ku kandae dianti...

    • @kalicharanbehera1399
      @kalicharanbehera1399 2 месяца назад

      Kou sastra re lekha heichi esabu bhagaban au bhankta nku dura kariba ra sadajantra ​@@kanha5762

  • @Lipkumar123
    @Lipkumar123 2 месяца назад +4

    ଜୟ ହରି ଶ୍ରୀହରି ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏 ାା ଓମ୍ ଜଗନ୍ନାଥାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚ଼ୋଦୟାତ୍❤❤❤ 🙏🙏🙏ାା

  • @Babuna8808
    @Babuna8808 21 день назад +1

    ଚତୁର୍ଦ୍ଧା ମୂର୍ତ୍ତି କହିଲେ କାହାକୁ ବୁଝିବା
    ଚତୁର୍ଦ୍ଧା ମୂର୍ତ୍ତି କଣ ମୁଁ ଜାଣି ପାରୁନି ସବିଶେଷ ଭାବରେ ବୁଝାଇବେ କି🙏

    • @SanskrutiOParampara
      @SanskrutiOParampara 16 дней назад

      ଚତୁର୍ଦ୍ଧା ମୂର୍ତ୍ତି କହିଲେ ବଡ଼ଠାକୁର ଶ୍ରୀ ବଳଭଦ୍ର, ଭଗବତୀ ମା ସୁଭଦ୍ରା,ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଚକ୍ରରାଜ ଶ୍ରୀ ସୁଦର୍ଶନ ଙ୍କୁ ବୁଝାଯାଏ 🙏

  • @user-fc6vt4nf8e
    @user-fc6vt4nf8e 2 месяца назад +5

    ଶିକ୍ଷେତ୍ର ର ସୁପର ଟାଉଟର ଟା

  • @magsirasahu2050
    @magsirasahu2050 2 месяца назад +1

    Jay shree Jagannath patitapaban mahaprabhu jay maa mahalaxmi 🛕🚩🔔☸️🐚🕉️✡️👣🛐🪔🪔🪔🪔🪔📿🌿🍌🍐🍇🍎🥥🥭🍐🌿🙌🏼🚩

  • @taleshwarisahu2020
    @taleshwarisahu2020 2 месяца назад +4

    जय हो जगन्नाथ जी 🙏🙏🙏

  • @dipanshuvermaa5618
    @dipanshuvermaa5618 2 месяца назад +6

    Jay Jagannath maha prbhu apko koti koti pranam nath 😢😢❤❤⭕❗⭕🙏🏽🫂

  • @jit3438
    @jit3438 2 месяца назад +3

    Jay shree Jagannath 🙏🙏🙏

  • @LataTripathy-xp2xc
    @LataTripathy-xp2xc 2 месяца назад +1

    Jai Jagnnath 🙏🙏🙏, aapananku bi mora pranam pandt ji🙏

  • @saiSai-fd7xk
    @saiSai-fd7xk 2 месяца назад +1

    Jay jay shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏🌹🙏

  • @qi82
    @qi82 2 месяца назад +1

    Jay heunratha sarma mahasaya jay heu jay shree jagannatha hare hari omm

  • @TheMoon1811
    @TheMoon1811 2 месяца назад +5

    ଯେଉଁ ମାନେ ରଖିଛନ୍ତି କଣ କରିବେ ?

  • @arunapatra5655
    @arunapatra5655 18 дней назад

    Jay jagannath 🙏🙏🙏

  • @sukantswain745
    @sukantswain745 Месяц назад

    ଜୟ ଜଗନ୍ନାଥ ମହାପ୍ରଭୁ

  • @ratnakarswain1311
    @ratnakarswain1311 2 месяца назад +2

    Kalia thakuranku mor kaoti .....
    Pranam

  • @am-yw9qg
    @am-yw9qg 2 месяца назад

    Jai Jagannath swami Narayan namaste namaste namaste namaste namaste namaste namaste namaste namaste namaste namaste namaste

  • @kanchandasvlogs
    @kanchandasvlogs 28 дней назад

    Jay jay shree jagannath ❤👏👏👏🌼🌹🌼🌹🌼🌹🌼🌹🌼🌹🙏🙏🙏

  • @oyejit782
    @oyejit782 2 месяца назад +1

    Jay Jagannath 🙏🙏🙏

  • @aparnamohanty5051
    @aparnamohanty5051 2 месяца назад +1

    ଜୟ ଜଗନ୍ନାଥ ସ୍ବାମୀ

  • @sunitanayak4622
    @sunitanayak4622 2 месяца назад +1

    Jay Jagannath

  • @chandrakalasahu6917
    @chandrakalasahu6917 2 месяца назад

    JAYA Jagannatha Swami Nayana patha gami BHABATU me 🙏🌹🙏🙏🌹

  • @MinakshiPadhan-gc4rf
    @MinakshiPadhan-gc4rf Месяц назад +1

    Jay shree jagannath 🙏🪔🪔🙏🙏🙏🙏🙏🙏

  • @akashnath3688
    @akashnath3688 2 месяца назад +1

    Jay sri jagannath 🌹🌹🌹

  • @BabuliSahoo-yq7ei
    @BabuliSahoo-yq7ei 2 месяца назад

    Jay shree Jagannath swami nayana patha gami bhabatume 🌺🌺🌺🌺🙏🙏🙏🌺🌺🙏🙏🌺🌺

  • @manaswiniswain4697
    @manaswiniswain4697 2 месяца назад +2

    Pandita agya...apana bhagaban nku pithi kari kain basichanti...bhul katha bhagaban nku kebe pithi kariba katha nuha...bhul thile khyama karibe...jay Sarba Mangala Jagannath🙏

  • @user-uk5ek1bh4w
    @user-uk5ek1bh4w Месяц назад

    ପ୍ରଣାମ,ମୋତେ ଗୋଟିଏ ଆପଣଙ୍କ ଲେଖା ଶ୍ରୀମନ୍ଦିର ଓ ଜଗନ୍ନାଥ ବହିଟିଏ ଦରକାର

  • @kabitasahoo9960
    @kabitasahoo9960 2 месяца назад +2

    Eia sabutharu tauter, and michhua ,lobhi,nana dine sarathi babanku jaggannathankara chalanti debata boli kahithila .

  • @laxmipriyaparida8321
    @laxmipriyaparida8321 Месяц назад

    ଜୟ ଜଗନ୍ନାଥ |

  • @user-im2xy7by2z
    @user-im2xy7by2z Месяц назад

    Jay Jagannath 🙏🙏🌹❤

  • @sanjuktabhuyan6507
    @sanjuktabhuyan6507 12 дней назад

    ଗୋସେଇଁ ମୁଁ ଚତୁର୍ଦ୍ଧା ମୂର୍ତ୍ତି ଘରେ ରଖି ପୂଜା କରୁଛି, ତାହାହେଲେ କ'ଣ କରିବି ମୋତେ ଉପାୟ ବତାଇ ଦିଅନ୍ତୁ । ଗୋସେଇଁ ପ୍ରଣାମ୍ 🙏🙏 । ଜୟ ଜଗନ୍ନାଥ ସରଣମ୍, ତାଙ୍କ ପାଦ ପଦ୍ମରେ ଅଭାଗିନୀ ର ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏💐💐💐💐💐 ।

  • @geetaparida4445
    @geetaparida4445 2 месяца назад

    Jay jagannath Swami Nayana patha gami bhava tume 🙏🙏🙏🙏

  • @lingarajsamantaray226
    @lingarajsamantaray226 2 месяца назад

    Jay Jagannath Swami Nayan Path gami Bhaba tume 🙏

  • @funnycomedy_3792
    @funnycomedy_3792 2 месяца назад

    Jai jagannath 🙏🙏🙏🌷

  • @sailendrikamila8413
    @sailendrikamila8413 2 месяца назад

    Jay Jagannath 🙏🙏🙏🙏❤❤❤❤

  • @debendrasaml
    @debendrasaml 2 месяца назад

    JAY Jagannath Swami Nayana patha gami bhava tume

  • @amastabastutisastra1091
    @amastabastutisastra1091 2 месяца назад +6

    ଘରେ ଭଣ୍ଡ ସାରଥୀ ପୂଜା କରିବା ଉଚିତ୍

  • @rkajit5766
    @rkajit5766 2 месяца назад +1

    ସେମାନେ କଣ ଗାଇ କୁ ହରିଣ କହିବେ ଆମେ ମାନିବୁ ପଇସା ଯୁଆଡେ ସେମନେ ସିଆଡେ କାଲି ସେଇ ଲୋକ ସରଥିକୁ ପାଖରେ ପାଇ ଭଗବାନ କହୁଥିଲା

  • @itishreemohanty8371
    @itishreemohanty8371 2 месяца назад

    Jay Jagannath Swami 🙏🙏

  • @kailassahoo142
    @kailassahoo142 23 дня назад

    ଈଶ୍ୱର କହିଛନ୍ତି ନିଜ ବାସସ୍ଥଳୀକୁ ମନ୍ଦିର କର ମତେ ପାଇବ ମୁଁ ସର୍ବ ବିଦ୍ୟମାନ କେବଳ ଭାଷଣବାଜୀ କରି ଈଶ୍ୱରଙ୍କୁ ପ୍ରାପ୍ତି କରିହବନି 🙏

  • @aratatarai2196
    @aratatarai2196 2 месяца назад

    Jay sri jagannath sir🌹🙏🙏🙏🙏🙏🙏🙏🙏....

  • @promodsahoo3322
    @promodsahoo3322 2 месяца назад

    Jaya jagannth 🙏🏻 ♥️

  • @user-gv9kz4rn2q
    @user-gv9kz4rn2q 21 день назад +1

    ଯାହା ହେଉ ଆଜ୍ଞା, କାଳିଆ ସାଆନ୍ତଙ୍କୁ ନିର୍ଦିଷ୍ଟ ଉଚ୍ଚତା ଭିତରେ ବାନ୍ଧି ରଖିଲେ ଆପଣ, ସାରଥୀ ପାଦ ପାଖରେ ବସିଲା ବେଳେ କୋଉଠି ଥିଲା ଆପଣଙ୍କର ଏ ଶାସ୍ତ୍ର ଜ୍ଞାନ, ଦୟାକରି ଧର୍ମ ନାମରେ ଭାଣ୍ଡାମି କରି ନିଜର ବ୍ୟବସାୟ ବନ୍ଦ କରନ୍ତୁ, ଭକ୍ତର ଭଗବାନ ସିଏ ତାଙ୍କୁ ପୁଣି ସୀମା ଭିତରେ ରଖିବାକୁ କହୁଛନ୍ତି, କିଏ ଅଛି ତାଙ୍କୁ ଏମିତି ବାନ୍ଧି ରଖିଲା ବାଲା, ଭାବର ଠାକୁର ସିଏ ତାଙ୍କ ଇଚ୍ଛା ଯେମିତି ହେବ ସିଏ ସେମିତି ରହିବେ ଯାହା ଘରେ ହେବ ସେଥି ରହିବେ, ଏହା ମୋର ନିଜସ୍ବ ମତ କାହାର ଧର୍ମୀୟ ଭାବନାରେ ଆଘାତ ଦେବା ପାଇଁ ନୁହେଁ, ଦୟାକରି ବ୍ରହ୍ମାଣ୍ଡ ପତିଙ୍କୁ ନେଇ ଏପରି ବ୍ୟବସାୟ କରନ୍ତୁ ନାହିଁ।

  • @BiswajitSahoo-hx5mp
    @BiswajitSahoo-hx5mp 2 месяца назад

    Jay Jagannath Swami

  • @bhagabatimahanta3621
    @bhagabatimahanta3621 2 месяца назад

    Jay jagannath

  • @user-nf3mk7yi9n
    @user-nf3mk7yi9n 2 месяца назад

    ❤❤ଓଁ ଜଗନ୍ନାଥାୟ ନମଃ ❤❤

  • @Balaram-g7z
    @Balaram-g7z 2 месяца назад

    Mo Prabhu jagannath 😢😢❤❤❤

  • @shobharani8367
    @shobharani8367 2 месяца назад

    जय जगन्नाथ 🙏🙏🙏🙏

  • @SethiNila
    @SethiNila 2 месяца назад

    🕉️🕉️🕉️. Jay jagannath

  • @lalitmohanray4921
    @lalitmohanray4921 2 месяца назад +1

    So nice gerat word'.❤

  • @pradeepdas8422
    @pradeepdas8422 2 месяца назад

    Jay Jay Jagannath

  • @tekanandpasayat967
    @tekanandpasayat967 2 месяца назад

    🙏🙏🙏🙏 Jay Jay Shri Ram Jay Jagannath swami 🙏🙏🙏

  • @rasmitasahu5746
    @rasmitasahu5746 2 месяца назад

    Jay jagannath swami

  • @user-do7zc3vt4q
    @user-do7zc3vt4q 2 месяца назад

    🙏Jay Jagannath🙏

  • @Devansh-mt5jx
    @Devansh-mt5jx 2 месяца назад +2

    Prathame ta apana jo Arya samaj katha kahila se ta bhagwan nka sakar rupanku manantini tame kahiki jagannath nku Puja karuchja au gote katha e niti niyama gote pujari pai gote grahasta lokanka pai lagu kounasi bhakt ba kaunasi premika pai lagu nuhe

  • @jayantidash8058
    @jayantidash8058 2 месяца назад

    Bhaba achi ta jaga achi
    Jay jagannatha

  • @pramilapani9960
    @pramilapani9960 2 месяца назад

    JAY JAGANNATH🙏❤🙏❤

  • @tulashabhatra9992
    @tulashabhatra9992 2 месяца назад

    Jay shree jagarnath

  • @natabardasdas9876
    @natabardasdas9876 2 месяца назад +1

    ଭାବରୁ ନିକଟ ଅଭାବରୁ ଦୁର 😭 ସେ

  • @patitapabannanda4980
    @patitapabannanda4980 2 месяца назад

    jay ,Sarathi dev

  • @kailassahoo142
    @kailassahoo142 23 дня назад

    କରୋନା ଠାରୁ ଚାରିଦ୍ୱାର ବନ୍ଦ ପର୍ଯ୍ୟନ୍ତ ଭକ୍ତ ଟିଏ ତାର ପ୍ରଭୁଙ୍କୁ ଦେଖିବା ପାଇଁ ପାଗଳ ହୁଏ ଯିଏ ପ୍ରଭୁଙ୍କୁ ଦର୍ଶନ ନକଲେ ତାକୁ କୌଣସି କାର୍ଯ୍ୟ ରେ ମନ ଲାଗେନି ସେ କଣ କରିବ?

  • @PravatiSahoo-ec1pg
    @PravatiSahoo-ec1pg Месяц назад

    Jay Jagannath namaste 🙏 apana thik kahichanti a sabu maniba darakar

  • @suchitranahak4494
    @suchitranahak4494 2 месяца назад

    JAy shree Jagannath swami 🙏🙇🪔🌷

  • @rutushreemohapatra818
    @rutushreemohapatra818 2 месяца назад

    ଭଗବାନ ଏକ

  • @BinodBisoy
    @BinodBisoy Месяц назад

    Puri loka ba dokana Bala ku kuha je semane jagnnath ku murty Kari bikantu nahi je kehi nebeni

  • @jagannathpremi2673
    @jagannathpremi2673 2 месяца назад +3

    Mora gote question aachi ki ghare ratha jatra kariba tick na bhul

  • @kabitamohapatra5530
    @kabitamohapatra5530 2 месяца назад

    Many many thanks.

  • @LevelLineage
    @LevelLineage 17 дней назад

    ଆମର ଅଛି ଆମେ କଣ କରିବୁ

  • @user-cr5lg3pg4k
    @user-cr5lg3pg4k 2 месяца назад

    Mo.pravu

  • @BhimTiger-mi8zx
    @BhimTiger-mi8zx 2 месяца назад +1

    Thaka Brahmana

  • @bijayabiswal8593
    @bijayabiswal8593 2 месяца назад

    Manseaku,bhagabankaheba,parsapane

  • @satyajit4535
    @satyajit4535 2 месяца назад +2

    thank you spiritual knowledge ei vedio anithibaru mu apanker pakhre namasya mu e type ra vedio bohut khojuthili ... sabuade bivina mata ei thakur puja Ku nei ... jaha heu apan vedio anile ....pandit sharma Ku kahibe Shaligram and sivalinga Ku ghare kan rakhiba please e meeti aneka question agaru pacharithili apan kahithile sabu vedio asiba please mor vedio sabu anantu loka mane sabu thika information janiparibe please🙏🙏🙏🙏

    • @SpiritualKnowledgeOdia
      @SpiritualKnowledgeOdia  2 месяца назад +1

      ଧନ୍ୟବାଦ...
      ଆଗକୁ ନିଶ୍ଚୟ ଚେଷ୍ଟା କରିବା @satyajit4535

  • @PramodiniBehura
    @PramodiniBehura 2 месяца назад +5

    ଆମ ଘରେ ଅଛନ୍ତି ତାଙ୍କୁ ପୂଜା କରାଯିବ ନାଁ ରଖିଦେବା ଠିକ୍ ହେବ?

    • @ayushmanpalo7546
      @ayushmanpalo7546 2 месяца назад +4

      ama pila nku kemiti paliba se katha jepari bahara loka kuhantini , ame nije tara bhala manda bujhi palu sehi pari ama ghara thakura nku kemiti seva kariba seita amara byaktigata. jahara mana jede tahara prabhu tede....jay jagannath

    • @PramodiniBehura
      @PramodiniBehura 2 месяца назад

      @@ayushmanpalo7546 thik katha 🙏

    • @PramodiniBehura
      @PramodiniBehura 2 месяца назад

      🙏🙏🙏🙏

    • @harapriyadash11234
      @harapriyadash11234 2 месяца назад

    • @jyotiprakashmishra7853
      @jyotiprakashmishra7853 2 месяца назад +1

      ରୀତିନୀତି ସହିତ ଆନନ୍ଦ ମନରେ ପୂଜା କରନ୍ତୁ । ଏଇଟା ଭଣ୍ଡ ଟା

  • @gyanabandhusahoo4830
    @gyanabandhusahoo4830 2 месяца назад +1

    A mahasaya pandit rathasharmma srimaddaa bhandda sarthinku sakhyat jagannath kahithilaa aaaku boycut karantu samsteee brdhaaa tatuaaarrr

  • @santoshrout7763
    @santoshrout7763 Месяц назад

    ଜୟ ଜନ୍ନାଥ ତେବେ ପୂର୍ବରୁ ରଖି ଥିବା ୧୨ ଆଙ୍ଗୁଳି ରୁ ଉର୍ଦ୍ଧ୍ ବିଗ୍ରହ ଙ୍କୁ କଣ କରିବୁ
    କଣ ନବକଳେବର ହେଲେ ପ୍ରଭୁଙ୍କୁ ବିଧି ଭାବରେ ବିସର୍ଜନ କରି ଦେବୁ ନା କଣ ???

  • @bibhutibhushanamohanty4104
    @bibhutibhushanamohanty4104 2 месяца назад

    🙏🙏🙏🙏🙏

  • @mitalipradhan4563
    @mitalipradhan4563 Месяц назад

    Ghare puja kale kichi b asubidha nai.tanku ba kia rakhi pariba. Se nija echha re ruhanti.

  • @subasisdas8030
    @subasisdas8030 2 месяца назад +2

    Ghare anbasara samaya re chaturtha murty nku puja karjiba ki nahi??

    • @suryamanidas7908
      @suryamanidas7908 2 месяца назад

      No

    • @kanha5762
      @kanha5762 2 месяца назад +3

      Dekha mohaprabhu manabya nila karuchanti..... Ana+abasara madhya se nila ru gote.... Au mohaprabhu hele ama paribara ra sadasya.... Tume kn tuma paribar re kahara deha kharap helee seva karani?? Karucha na... !! Ta mohaprabhu ka kahiki nahi?? Nischay karantu

    • @jayantdas1848
      @jayantdas1848 2 месяца назад

      No

  • @laxmipriyarout3927
    @laxmipriyarout3927 2 месяца назад

    ଜୟ ଜଗନ୍ନାଥ ସ୍ବାମୀ ପ୍ରଣାମ ନନା ଆମ ଘରେ 4ଇଞ୍ଚ୍ 4 ମୃରତୀ ଅଛନ୍ତି କଣ କରିବି

    • @laxmipriyarout3927
      @laxmipriyarout3927 2 месяца назад

      ପ୍ରାଣ ପତିଷ୍ଠା କରିଛୁ କଣ କରିବି ଦୟା କରି କହିବେ

    • @sukantajeetpattanaik4148
      @sukantajeetpattanaik4148 2 месяца назад

      ପୂଜା କରନ୍ତୁ କିଛି ଅସୁବିଧା ହେବନି 🙏🏻

    • @jyotiprakash5507
      @jyotiprakash5507 Месяц назад

      12 ଆଙ୍ଗୁଳି ରୁ ଅଧିକ ମୂର୍ତ୍ତି କେବଳ ମନ୍ଦିରରେ ପୂଜା ହେବା ଉଚ଼ିତ ତେଣୁ ଯଦି ଘରେ ଅଛି ତାହେଲେ ତାକୁ ମନ୍ଦିରରେ ଦାନ କରି ନୂଆ ବିଗ୍ରହ ଆଣିପାରିବେ

  • @kulamanibaral5041
    @kulamanibaral5041 2 месяца назад

    ଏ ପୁଜା ସହ ଅର୍ଚନା କଣ କିଏ ଏହି ?ଓଡିଆରେ କହ ପୁଜା ପାଠ ବା ପୁଜା ପ୍ରାର୍ଥନା ରେ ମୁଂଡା

  • @ashokkumarmoharana7946
    @ashokkumarmoharana7946 16 дней назад

    ତମେ ଠକଦଳ ଆଉ ଶୀଜଗନ୍ନାଥଙ୍କର କିଛି ରଖିଛ ? ସବୁ ଗିଳିସାରିଲଣି । ତମେ କିଏ ହୋ ଉପଦେଶ ଦେବାକୁ ? ସଇତାନ ଦଳ । ଯିଏ ଯେପରି ଚାହିଁବ ସେପରି ପୂଜିବ । ଭକ୍ତିର ମୂଳେ ଏଜଗତ। ତୁମେ ସାରଥୀର ପାଦ ଧରିବ , ଆଉ ଆମେ ପୂଜାକରିପାରିବୁ ନାହିଁ ? ଚୁପ ସଇରାନ ।