ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? | ମନୋଜ ପ୍ରଧାନ | ଭକ୍ତି ସମର୍ପଣ 🙏😲

Поделиться
HTML-код
  • Опубликовано: 6 янв 2022
  • #BhaktiSamarpan ‪@BhaktiSamarpan‬
    ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? | ମନୋଜ ପ୍ରଧାନ | ଭକ୍ତି ସମର୍ପଣ
    ✽ ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Bhakti Samarpanକୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
    / bhaktisamarpan
    Please Like, Share & Subscribe to " Bhakti Samarpan" Channel
    Get alerts when we release any new video. TURN ON THE BELL ICON on the channel🔔
    tiny.cc/buebgz
    ...............................................................................................................
    For Bhajan Program Booking "Sworaarabinda Biswa Shanti Bhajan Sandhya" Call - 9437630756/9583337221
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ♪ Enjoy and stay connected with us!! ♪
    ✽ Mail Id: bhaktisamarpan.odia@gmail.com
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ©Bhakti Samarpan 2022
    * ANTI-PIRACY WARNING *
    This content is Copyright to Bhakti Samarpan. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
  • РазвлеченияРазвлечения

Комментарии • 2,6 тыс.

  • @BhaktiSamarpan
    @BhaktiSamarpan  Год назад +164

    ruclips.net/video/50SioVlso6w/видео.html
    ruclips.net/video/50SioVlso6w/видео.html
    *ମନୋଜ ଭାଇଙ୍କ ନୂଆ ଭାବ ଭକ୍ତିପୂର୍ଣ୍ଣ ପ୍ରବଚନ ଭିଡ଼ିଓ ଦେଖନ୍ତୁ👆... ଜୟ ଶ୍ରୀ ଜଗନ୍ନାଥ 🙏*

    • @deepakkumardas3895
      @deepakkumardas3895 Год назад

      AZ Z z xx zzzz ZZz z zz zzzz ZZz xx xx z xx xx z zzzz z xx zzzz ZZzz azaa xx xx xx xx zz zz zzzz azzu zz zzzza

    • @mygelhi8845
      @mygelhi8845 Год назад

      Tytttoa re re 433 rewwarotahotor 433 4 433 433 554 433 43 433 43 43 4 433 re 433 433 re 43 433 re 43 4 433 re 433 4 433 re re 433 433 43 re 433 re re re 433 re re re 43 333 re 433 tee ~433 re re 433 433 433 433 re re 433 se ~re 5~3 343 re were 433 43 re e 433 43 433 re 433 eter 43 43 re re 34 re re 435 ~6 re re 433 e~6~3 re e re re 4~433 ~re re 533 re re 433 433 43 re e re e 433 e re ~44~433 eete re re 43 re re 34 433 e re re re 43 ~re e re ~43 re reete 433 ~4 343 e re re 343 re re re re re ese ~re e re 5~re re 43 eeeeee ~43 43 43 re re re re re re e 433 43 e 434 eeeeee re 435 re e re re re 5e~43 ~eeeeee we 333 435 e re re eeeeee e re ~43 re weer re re re re re re 333 re re 433 eEre3E4ezeeew54eeeeee4w53~e re eee ese 43 were eeeeee e 43 re 433 sewe re re e re e4e3E35~eeeeee were re 43 re 433 e re eeeeee were e~re re e E re e435~5 ~3 we re e re reete 433 were ese eee e re 333 re ese re re re er err eeeeee ter e 33 re re re re e re re re er were e eeeeee saree eeeeee ette e 43 re e 3235 e re eee e343e~eee eeeeee reet 3445~3 re e re eeeeee were e re eee re ret eete eee eeeeee eeeeee were were ee to eeeeee eee ~see 3 were 3 ret weer ~Were ~4 ere re 3 er e eeeeee e3E~re re 434~eeeeee 3 what 3 eeeeee e re e re ee e eeeeee etete e re e re re re e re re re re re re re re re err ~e ter eeeeee e eeeeee e re eeeeee REESE 33 333 RE EEEEEE 33 3 3 44~RE E~3 3 RE Eeeeee eeeeee er e re e re re 3 re eeeeee re re re Eeeeee re re Re re re re re re re ete eeeeee e e e e e e e e e e e e e e e e e e e e e e e e e e e e e e e e re re re re re re ete er s r r r r r r r r r r r r r r r r r r r r r r r r er e e e e e e e e e e e e e e re e e eeeeee re eeeeee eete eeeeee eeeeee 444e444ee4444445e444e4e444e444e444e444e4444e44e4444ee4444ee444444444e4444444444e44444e44444444e4eee44ee44e44444e44e4e444444e444444e4e4e44444e444e44444ee44e44e4e445e

    • @Manashranjita09999
      @Manashranjita09999 Год назад +13

      nice

    • @swagatikaranee8994
      @swagatikaranee8994 Год назад +6

      P

    • @saritasahoo8194
      @saritasahoo8194 Год назад +2

      @@swagatikaranee8994 lo er

  • @soumyaranjandas678
    @soumyaranjandas678 Год назад +90

    ମହାପ୍ରଭୁ ଜଗନ୍ନାଥଙ୍କ ଏହି ବାଣୀ ଶୁଣିଲା ପରେ ଲୋମ ଟାଙ୍କୁରି ଉଠିଲା । ଅତି ସୁନ୍ଦର କଥା 🙏🏻 ଜୟ ଜୟ ଜଗନ୍ନାଥ 🙏🏻💝❤️🥺

  • @purnasahoo4254
    @purnasahoo4254 2 года назад +28

    ବହୁତ୍ ସୁନ୍ଦର ବିଷୟ ଯେତେ ଲାଇକ କଲେବି କମ୍ ପଡ଼ିଯିବ ମୋ ପ୍ରଭୁ ଜଗନ୍ନାଥ ଙ୍କ ଅଶେଷ ମହିମା ରହୁ ଭାଇ ତମ ଉପରେ🙏🏻❤️❤️🙏🏻 ଜୟ ଜଗନ୍ନାଥ

  • @astrologerchandanpanda3607
    @astrologerchandanpanda3607 Год назад +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏।
    ଜ୍ୟୋତିଷ ସମ୍ବନ୍ଧୀୟ ଅସୁବିଧା ର ସମାଧାନ ନିମନ୍ତେ ମୋ ଚ୍ୟାନେଲ କୁ ସ୍ଵାଗତ

  • @kulantirtol
    @kulantirtol Год назад +10

    କେଡେ ସୁନ୍ଦର କଥା ଟିଏ କହିଲେ ଆପଣ ,ସବୁ ପ୍ରଶ୍ନ ର ଉତ୍ତର ମିଳିଗଲା , ଜୟ ପ୍ରଭୁ ଜଗନ୍ନାଥ 🙏🙏🙏

  • @narayandalai9799
    @narayandalai9799 2 года назад +59

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

    • @indrapradha8735
      @indrapradha8735 2 года назад

      Nu tc

    • @narayanprasadsahoo4924
      @narayanprasadsahoo4924 2 года назад

      Ll

    • @LUCKY_95427
      @LUCKY_95427 Год назад +1

      ଜୟ ଶ୍ରୀରାମ ମହାପ୍ରଭୁ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🙏💐

  • @satyanarayanprasadnayak4505
    @satyanarayanprasadnayak4505 2 года назад +18

    ଜଗତର ନାଥ ପ୍ରଭୁ ଜଗନ୍ନାଥ
    ତୁମ ଗାଥା ତ ଅମୃତ,
    ଶ୍ରବଣ ମାତ୍ରକେ ହୁଏ ପୁଲକିତ
    ତନୁ ମନ ଅମୋଦିତ I
    🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ 🙏🏾

  • @AjanaBataraBatoi6018
    @AjanaBataraBatoi6018 Год назад +19

    ମୋ କାଳିଆ ସାଆନ୍ତ କଥା ଶୁଣି ମୋ ମନ ଆନନ୍ଦରେ ବିଭୋର ହେଇଯାଉଚି l ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁ ମେ

  • @dibakarharijan5748
    @dibakarharijan5748 11 месяцев назад +9

    🙏🙏🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ବୋହୁତ ବୋହୁତ ସୁନ୍ଦର୍ ସାର୍ ଆପଣ ଙ୍କୁ ପ୍ରଣାମ 🙏🙏🙏🙏🙏

  • @TheRcs2011
    @TheRcs2011 2 года назад +56

    ମୋନଜ ଭାଇ ଆପଣଙ୍କ ଏଇ ହୃଦୟ ସ୍ପର୍ଶି ବାଣି ଶୁଣି ମୁଁ ଯେପରି ଭଗବାନଙ୍କ ପାଖରେ ରହି ଶୁଣୁଛି ଏବଂ ଭଗବାନ ନିଜେ ମୋତେ କହୁଛନ୍ତି। ତେଣୁ ମୁଁ ଵହୁତ ଆନନ୍ଦିତ। ଆଉ ପାଦ ବିଷୟରେ କିଛି କୁହନ୍ତୁ ?

  • @odiastudiono1870
    @odiastudiono1870 2 года назад +31

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏

  • @dillipkumarcreation7375
    @dillipkumarcreation7375 Год назад +7

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ 🙏🙏🙏

  • @brahmanchhaivillagefastiva1093
    @brahmanchhaivillagefastiva1093 Год назад +7

    ଏହି ଶବ୍ଦ ଶୁଣି ମୁ ଧନ୍ଯ 🙏 ଧନ୍ଯ ତୁମ ଲିଳା ପ୍ରଭୁ 🙏💞🙏ଜୟ ଜଗନ୍ନାଥ 🙏

  • @sibaprasadnanda2135
    @sibaprasadnanda2135 2 года назад +158

    ଏଇ ଜଗନ୍ନାଥ କଥାମୃତ ଏତେ ସୁନ୍ଦର ଲାଗୁଛି ଯେ ଯେତେ ଶୁଣିଲେ ବି ମନ ବୁଝୁନାହିଁ। ପ୍ରବଚକ ମନୋଜ ବାବୁଙ୍କୁ ସାଧୁବାଦ।

    • @BishnucharanRay-xy5ox
      @BishnucharanRay-xy5ox Год назад +1

      ବହୁତ ସୁନ୍ଦର ହୋଇଛି ଏହି ସବୁ ଗୀତ ଗାନ କରିବା ଉତ୍ତମ କର୍ମ କରିପାରୁ ନାହିଁ କାରଣ ମୁଁ ତୁମେ ନୂହେଁ ମୁଁ bishnu Charan Ray

    • @Dharmik944
      @Dharmik944 5 месяцев назад

      Thik katha Bhai 💜💜

    • @viperpgaming5232
      @viperpgaming5232 5 месяцев назад

      Thik katha

  • @rachanaswani861
    @rachanaswani861 2 года назад +43

    ହେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଲୀଳା ଅତ୍ୟନ୍ତ ଲୋକପ୍ରିୟ ଅଟେ 🙏🙏🙏

  • @JitendraSamantaray823
    @JitendraSamantaray823 11 месяцев назад +8

    ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ କଥାମୃତ ଶ୍ରବଣ କଲେ ଲାଗେ ଯେମିତି କି ଅଙ୍ଗରେ ଆତ୍ମ ଶିହରଣ ଖେଳିଯାଏ ‌।। ମନୋଜ ଭାଇଙ୍କ କଥା ଯେତେ ଶୁଣିଲେ ବି ମନ ବୁଝେନା
    ଜୟ ଜଗନ୍ନାଥ ⭕‼️⭕ 🌸🌸ଜୟ ଜଗନ୍ନାଥ 🚩🚩 ଜୟ ଜଗନ୍ନାଥ ~କୋଟି କୋଟି ପ୍ରଣାମ 🙏🙏🙏

  • @mihiradas9038
    @mihiradas9038 Год назад +3

    ଜୟ ଜୟ ଜଗନ୍ନାଥ 🙏🙏🙏

  • @ratikantasamal7814
    @ratikantasamal7814 2 года назад +67

    ଆପଣଙ୍କ ପ୍ରବଚନ ଏମିତି ଲାଗୁଛି ଯେମିତି ପ୍ରଭୁ ଙ୍କୁ ପାଖରେ ପାଇଲା ଭଳି ଲାଗୁଛି 🙏🏻🙏🏻🙏🏻ବହୁତ ସୁନ୍ଦର ଲାଗିଲା 🙏🏻🙏🏻🙏🏻

  • @narayandalai9799
    @narayandalai9799 2 года назад +14

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଓ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @swarnapravanayak9460
    @swarnapravanayak9460 Год назад +4

    Jay jaganatha ❤🙏ete sundara katha prabhu nka bisyare suni kana pabitra heigala pari laguchi😊jay jaganatha 🙏

  • @myvillagevoice6620
    @myvillagevoice6620 Год назад +39

    ମନୋଜ ଭାଇ 🙏🏾🙏🏾
    ଆପଣ ଙ୍କ ଏହି ଭାବ ପୂର୍ଣ୍ଣ ବାଣୀ ଶୁଣି
    ଏ ହୃଦୟ ପବିତ୍ର ହୋଇଗଲା।
    🙏🏾🙏🏾🙏🏾

  • @ranjankabi3456
    @ranjankabi3456 2 года назад +169

    ହୃଦୟ ସ୍ପର୍ଶୀ କଥା ଆମ ପ୍ରଭୁ ଜଗନ୍ନାଥଙ୍କର ଯେତେ ଶୁଣିେଲ ବି ମନ ଭରେନା🙏🙏ଜୟ ଜଗନ୍ନାଥ🙏🙏

  • @manojkumarrout8606
    @manojkumarrout8606 2 года назад +18

    ଭଗବାନ୍ କରନ୍ତୁ ମନୋଜ ଭାଇ ତମେ ଓ ତମ ଚ୍ୟାନେଲ ଆମ ମାନଙ୍କୁ ଏମିତି ଜଗନ୍ନାଥ ଙ୍କ ଅମୃତ କଥା ସୁଣିବାକୁ ମିଳୁ

  • @bibhutibhusanmahapatra6815
    @bibhutibhusanmahapatra6815 Год назад +17

    ଆତ୍ମା ଶାନ୍ତି ହୋଇଗଲା , ମନ ଆନନ୍ଦ ହୋଇଗଲା ଜୟ୍ ଜଗର୍ନାଥ୍ 🙏🙏🙏

  • @rasmirina8983
    @rasmirina8983 Год назад +5

    ଜୟ ଜଗନ୍ନାଥ 🚩🙏🙏🙏🙏 ବହୁତ ସୁନ୍ଦର ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ❤❤❤❤❤❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ।🇳🇵🙏🙏🙏🙏🙏🙏🙏🙏🙏🙏🙏🙏🙏 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ ଏ ଭଳି ଭିଡିଓ ପୋଷ୍ଟ କରନ୍ତୁ।👏👏👏👏👏👏👏👏👏👏👏👏👏👏👏

  • @bibekanandamohanty4293
    @bibekanandamohanty4293 2 года назад +38

    ମନୋଜ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି କରୁଛି କି ଠାକୁର ଆପଣଙ୍କୁ ଏହି ପରି ବାର୍ତ୍ତା ଶୁଣାଇ ବାକୁ ସବୁ ଦିନ ପାଇଁ ଆପଣଙ୍କୁ ଓମର ରଖନ୍ତୁ...ଜୟ ଜଗନ୍ନାଥ...ହରିବୋଲ...

  • @kruchnachandrananda8649
    @kruchnachandrananda8649 2 года назад +60

    ଅତ୍ୟନ୍ତ ଭାଵ ପୁର୍ଣ ଓ ହୃଦୟସ୍ପର୍ଶୀ ଦୃଷ୍ଟାନ୍ତ 👌👌👌 ଜୟ ଜଗନ୍ନାଥ 🙏🙏

  • @bishnupriya-
    @bishnupriya- Год назад +10

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ⭕❗⭕ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏❤️❤️❤️❤️

  • @kanakalatacreations5585
    @kanakalatacreations5585 Год назад +1

    Jay Jagannatha swami nayana pathagami bhobo tume 🙏🙏🙏🙏🙏🙏🙏🙏🙏🙏

  • @panditdinabandhupadhi2675
    @panditdinabandhupadhi2675 2 года назад +27

    ଅତି ସୁନ୍ଦର ହୃଦୟସ୍ପର୍ଶୀ ଆଲ୍ହାଦିତ ରୋମାଞ୍ଚିତ ଗାଥା ଜୟ ହୋ ମଣିମାଙ୍କର ଜୟ ଜୟ ହୋ ମଣିମାଙ୍କର 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾

  • @nabakishoreojha6508
    @nabakishoreojha6508 2 года назад +5

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ♥️🌹🙏🌹♥️

  • @pratinaraita4527
    @pratinaraita4527 Год назад +3

    ବହୁତ ଭଲ ଲାଗିଲା ଭଗବାନ ଜଗରନାଥ ତୁମଙ୍କୁ ଘଣ୍ଠ ଘୋଡେଇ ରଖନ୍ତୁ

  • @GeniusTiger
    @GeniusTiger Год назад +2

    ଜୟ ଜଗନ୍ନାଥ🙏🙏

  • @mamatamohapatra6699
    @mamatamohapatra6699 2 года назад +72

    ଅତୀବ ହୃଦୟସ୍ପର୍ଶୀ ସାରମର୍ମ ବାଣୀ ଜୟ ଜଗନ୍ନାଥ ମହାପ୍ରଭୁ ଅନନ୍ତ କୋଟି ଦଣ୍ଡବତ 🙏🙏🙏🙏🙏🙏🙏🙏🙏

  • @sagarpradhan630
    @sagarpradhan630 2 года назад +4

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ...............🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭

  • @dillipkumarojha5474
    @dillipkumarojha5474 Год назад +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏

  • @user-os7yr2vx5j
    @user-os7yr2vx5j 2 месяца назад +2

    ଜୟ ଜଗନ୍ନାଥ ମହାପ୍ରଭୁ

  • @tunajena9588
    @tunajena9588 2 года назад +26

    ଅତି ସୁନ୍ଦର କଥା ଶୁଣି ମନ ପବିତ୍ର ହୋଇଗଲା ଜୟ ଜଗନ୍ନାଥ ସ୍ଵାମୀ କୀ ଜୟ 🙏🙏🙏

  • @242-sudhansusekharkar7
    @242-sudhansusekharkar7 2 года назад +55

    ଅତି ସୁନ୍ଦର ଭାବରେ ବର୍ଣ୍ଣନା ହୋଇଛି 🙏🏻 ନୂତନ କଥା ଶୁଣିବାକୁ ମିଳିଲା 🙏 ଜୟ ଜଗନ୍ନାଥ 🙏🏻 ଜୟ ଜଗନ୍ନାଥ 🙏

  • @goldenpari1855
    @goldenpari1855 Год назад +1

    ଜୟ ଜଗନ୍ନାଥ 🙏🙏🙏🌹

  • @akashstatuszone6440
    @akashstatuszone6440 Год назад +2

    Jai jagannath swami Nayana patha gami bhaba tume🙏✨🙏

  • @Newgeneration74
    @Newgeneration74 2 года назад +9

    ହେ ପ୍ରଭୁ ଜଗନ୍ନାଥ ତୁମକୁ କୋଟି କୋଟି ପ୍ରଣାମ, ମୋର ଗ୍ରହଣ କର

  • @maheswargouda7789
    @maheswargouda7789 2 года назад +9

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବ ତୁମେ 🙏🙏🙏

  • @user-oo1pz9sp2x
    @user-oo1pz9sp2x Год назад +1

    ଆହେ ମଣିମା ମୋ ପ୍ରଭୁ କୋଟି କୋଟି ପ୍ରଣାମ ମୋ ପ୍ରଭୁ ହେ ସାଅନ୍ତେ 🙏🙏🙏ସଂସାର କୁ ଉଦ୍ଧାର କରୋ ମଣିମା 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ

  • @prasantakumarmohanty4876
    @prasantakumarmohanty4876 Год назад +1

    ଜୟ ଜଗନ୍ନାଥ!!!ଜୟ ଜଗନ୍ନାଥ!!!ଜୟ ଜଗନ୍ନାଥ!!!!!!!

  • @Rambhakt_Deepika
    @Rambhakt_Deepika 2 года назад +16

    ହୃଦୟସ୍ପର୍ଶୀ ପ୍ରବଚନ 🙏🙏🙏🙏💐💐💐
    Jay Jagannath 🙏💐🙏💐

  • @Jitu_123
    @Jitu_123 2 года назад +22

    , ବହୁତ ସୁନ୍ଦର ହେଇଛି,, ହୃଦୟ ସ୍ପର୍ଶ

  • @dillipraaz8115
    @dillipraaz8115 Год назад +3

    Jay Jagannath 👏👏👏

  • @basantamanjarinayak5232
    @basantamanjarinayak5232 Год назад +2

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @biswanathsethi7892
    @biswanathsethi7892 2 года назад +12

    Jay jagernath swami nayana pathogami🙏🙏🙏🙏🙏🙏🙏🙏

  • @abhisekmahapatra6286
    @abhisekmahapatra6286 2 года назад +10

    Jai jagannath jai jagannath jai jai jagannath🙏 🙏🙏

  • @maniramsabar4263
    @maniramsabar4263 4 месяца назад +2

    ଜୟ ଜଗନ୍ନାଥ 🙏

  • @bijayrautaray3420
    @bijayrautaray3420 Год назад +3

    ଭଲ ଉପସ୍ଥାପନା କଲେ ସେ ହେଉଛନ୍ତି ଲୀଳାମୟ ଠାକୁର ଜୟ ଜଗନ୍ନାଥ 🙏🙏🙏🙏🙏

  • @kanhucharan5487
    @kanhucharan5487 2 года назад +5

    ହରେ ରାମ କୃଷ୍ଣ ଶ୍ୟାମ ପରାରମା କାମଧାମ ଅନ୍ଦ କନ୍ଦ ଦିନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ l
    ଜୟ ଜଗନ୍ନାଥ 🙏🙏🙏

  • @narayandalai9799
    @narayandalai9799 2 года назад +6

    Hare 🚩🌿krushna🚩🌿 hare 🚩🌿krushna 🚩🌿krushna Krushna🌿🍀 hare hare hareRam 🚩🌿Hare 🌲🚩Ram 🌲🚩Ram ☘️🚩Ram🚩☘️ Hare ☘️🚩Hare🚩☘️
    radhe 🚩☘️radhe🌻🌿 radhe🌻🚩☘️🥥🥥🍌🍌🍌🌴🌴🌱🌱🌳🍋🌺☘️☘️🌻🍒🌿🚩🚩🍀🍎🍍🌲☘️🚩🍀🌲🌻🌿🍋☘️🌺🌴🌳

  • @laxminarayansethy2332
    @laxminarayansethy2332 Год назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🌸

  • @sradhadas942
    @sradhadas942 Год назад +3

    Jay Jagannath 😇💐🙏🙏🙏

  • @pralayadas9091
    @pralayadas9091 2 года назад +187

    ମହାପ୍ରଭୁ ଜଗନ୍ନାଥ ଙ୍କର ଏହି ମର୍ମସ୍ପର୍ଶୀ, ରୋମ ଟାଙ୍କୁରୀ ଉଠିବା ଭଳି ମାହାତ୍ମ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ. ଧନ୍ୟବାଦ ଭକ୍ତି ସମର୍ପଣ, ଅଶେଷ ଅଶେଷ ଧନ୍ୟବାଦ ମନୋଜ ଭାଇ 🙏

    • @julipatel7691
      @julipatel7691 2 года назад +2

      Jai sri jagannath.

    • @satyajeetnayak4791
      @satyajeetnayak4791 2 года назад +3

      Very nice👍👏👏

    • @Rajeshpanda108Cdc
      @Rajeshpanda108Cdc 2 года назад +2

      ଚୁତୀୟ ବନାଉଛି ସଲା ଯେମିତି ତୋ ପାଖରେ ଭଗବାନ ବସି ଥିଲା

    • @purnasahoo4254
      @purnasahoo4254 2 года назад +2

      @@Rajeshpanda108Cdc ଭଗବାନ ସବୁଠି ଅଛନ୍ତି ତମେ ତମ ଆଖିରେ ଥରେ ଦେଖିବାକୁ ଚେଷ୍ଟା କର ଭାଇ

    • @sasmitamohanta3009
      @sasmitamohanta3009 2 года назад

      @@julipatel7691 a

  • @jyotiranjanjena3051
    @jyotiranjanjena3051 2 года назад +41

    ମନୋଜ ବାବୁ ଆପଣ ଯେଉଁ ଭଳିଭାବେ ଜଗନ୍ନାଥଙ୍କ କଥାମୃତ ଉପସ୍ଥାପନା କଲେ... ବହୁତ ଖୁସି ଅନୁଭୂତି ହେଲା... କିନ୍ତୁ ଗୋଟେ କଥା ବୁଝାପଡ଼ିଲା ଜଗତର ନାଥ ଜଗନ୍ନାଥ ଯୁଗେ ଯୁଗେ ଧର୍ମ ରକ୍ଷାପାଇଁ କିଛିବି କରିପାରନ୍ତି,,, ବହୁତ ବହୁତ ଧନ୍ୟବାଦ

  • @satyabratasahoo2864
    @satyabratasahoo2864 Год назад +2

    Jay Jagannath 🙏 Jay shubhadra 🙏 Jay balabhadra 🙏

  • @DevilEditzsk-369
    @DevilEditzsk-369 2 месяца назад +3

    Jay Jagannath

  • @janmajaysingh8998
    @janmajaysingh8998 2 года назад +11

    ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଭଗବାନ 🙏🙏🙏

  • @laxmidharsahoo1745
    @laxmidharsahoo1745 2 года назад +6

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମଣିମା ଙ୍କର ଜୟ l

  • @sunandamehersunandam6187
    @sunandamehersunandam6187 Год назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ

  • @satyavideos6170
    @satyavideos6170 Год назад +3

    ଜୟ ଜଗନ୍ନାଥ 🙏🙏🙏🙏🙏ଅତୀବ ସୁନ୍ଦର କଥା 🙏🙏🙏🌹🌹❤❤

  • @rabicollectionofficialente3747
    @rabicollectionofficialente3747 2 года назад +6

    Jai jagannath

  • @simaraninayak1991
    @simaraninayak1991 Год назад +2

    Jay jagannatha swami nayan patha gami vaba tume 🙏🙏🙏 jay jagannatha mohapravu🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹❤️❤️❤️❤️❤️🌹🌹🌹🌹🌹🌹🌹💖💖💖💖💖💖💖💖💖

  • @jamuna9912
    @jamuna9912 Год назад +2

    Jay Jagannath.

  • @tarakantabaral4061
    @tarakantabaral4061 2 года назад +22

    ବହୁତ ବଡ଼ ଜ୍ଞାନୀ ପୁରୁଷ ଙ୍କ ପାଖରୁ ଜଗନ୍ନାଥ ଙ୍କ ନାମ ଟିକେ ଶୁଣି ବହୁତ ଭଲ ଲାଗିଲା 🙏🙏

  • @santoshkumarpati4493
    @santoshkumarpati4493 2 года назад +16

    ମନୋଜ ବାବୁ ଅଶେଷ ଧନ୍ୟବାଦ ସୁନ୍ଦର କଥା ସବୁ ଜଗନ୍ନାଥ ଙ୍କ ବିଷୟରେ ଜାଣିବାକୁ ପାଇଲେ ।

    • @BhaktiSamarpan
      @BhaktiSamarpan  2 года назад

      Thank you
      Do like n comment on this video n subscribe the channel

  • @prajnashreemohakud8347
    @prajnashreemohakud8347 Год назад +1

    🌺🌺🙏🙏ଜୟ ଜଗନ୍ନାଥ🙏🙏🌺🌺

  • @pradipkumarsaha3054
    @pradipkumarsaha3054 Год назад +2

    Heart touching...Jay Jagannath...

  • @sitakantapanigrahi2633
    @sitakantapanigrahi2633 2 года назад +28

    ଜଗନ୍ନାଥ ଧାମ ଏବଂ ସଂସ୍କୃତିର ରହସ୍ୟମୟ ଇତିବୃତ୍ତକୁ ଅତ୍ୟନ୍ତ ରୋଚକ ଢଁଗରେ ଉପସ୍ଥାପିତ କରିଥିବା ଶ୍ରଦ୍ଧେୟ ମନୋଜ ଭାଇଙ୍କୁ ସାଧୁବାଦ | ଏଭଳି ସୁଯୋଗ ସୃଷ୍ଟି କରିଥିବାରୁ ଭକ୍ତି ସମର୍ପଣ ଚ୍ୟାନେଲ୍ କୁ ଶତ ଧନ୍ୟବାଦ | ଜୟ ଜଗନ୍ନାଥ |

    • @BhaktiSamarpan
      @BhaktiSamarpan  2 года назад +1

      ଜୟ ଶ୍ରୀ ଜଗନ୍ନାଥ 🙏 🙌

  • @jagoindiajago8947
    @jagoindiajago8947 2 года назад +5

    ଜୟ ଶ୍ରୀ ଜଗନ୍ନାଥ
    ଅତି ସୁନ୍ଦର ବନ୍ଧୁ

  • @Press-jt6oy
    @Press-jt6oy 4 месяца назад +2

    କେତେ ସୁ ସୁନ୍ଦର କଥା ଅମୃତ ଶୁଣୁଥିଲେ ଆଖିରୁ ଧାର ଧାର ଅଶ୍ରୁ ଝରିଯାଉଛି

  • @aksanshkrutiodisha6693
    @aksanshkrutiodisha6693 2 года назад +10

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @rudranarayansahoo-1210
    @rudranarayansahoo-1210 2 года назад +14

    ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ହୃଦୟସ୍ପର୍ଶି ପ୍ରବଚନ ଶୁଣି ମନ ଆନନ୍ଦିତ ହେଇଗଲା 🙏l ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏

  • @simabhaimaharana2837
    @simabhaimaharana2837 Год назад +2

    ବହୁତ ବଢିଆ ଉପସ୍ଥାପନା ମନୋଜ ବାବୁ।

  • @rasmitaaluk1728
    @rasmitaaluk1728 4 месяца назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @manojbiswalsongs2192
    @manojbiswalsongs2192 2 года назад +7

    ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ👏👏👏😥😥😥

  • @pravakarnaik4412
    @pravakarnaik4412 2 года назад +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ

  • @biswajitbehera4334
    @biswajitbehera4334 Год назад +3

    Super hit

  • @ramakant5826
    @ramakant5826 7 месяцев назад

    ଅତି ସୁନ୍ଦର ଅତୁଲ୍ୟ ଉପସ୍ଥାପନା ଆପଣଙ୍କର । ଜଗତର ନାଥ ଜଗନ୍ନାଥ ଙ୍କ ଅଭୟ ଚରଣାରବିନ୍ଦରେ ଅନନ୍ତ କୋଟି ଦଣ୍ଡବତ । ଜୟ ଜଗନ୍ନାଥ ସ୍ୱାମୀ ସବିନୟ - ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ), ଅରୁଣାଚଳ ପ୍ରଦେଶ

  • @jogiramgouda
    @jogiramgouda 2 года назад +6

    ଜୟ ଜଗନ୍ନାଥ 🙏🙏

  • @godabarimangaraj5027
    @godabarimangaraj5027 2 года назад +7

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏🙏🙏🙏🙏

  • @jayaramswain4451
    @jayaramswain4451 Год назад +1

    Jay Jagannath swami nayanapatha gami
    Bahuta sundar ate bhala laguchhi j barambara sunibaku ichha houchhi

  • @indialover5007
    @indialover5007 6 месяцев назад +1

    Jay shree jagannatha swami ji 🙏🌺🙏🌺🙏🌺🙏🌺🙏🌺🙏🌺

  • @raydharbhai2
    @raydharbhai2 2 года назад +6

    ଜଗତର ନାଥ ପ୍ରଭୁ ଜଗନ୍ନାଥ 🙏🙏🙏

  • @pravatmangaraj4474
    @pravatmangaraj4474 2 года назад +13

    ବହୁତ ସୁନ୍ଦର ହୃଦୟର ଗାଥା........ 👌🥰❤🌹👌

  • @natabardas2944
    @natabardas2944 Год назад +3

    Amazing beautiful Jagannath naretion 👍👍👍👍👍👍👍👍 I salute to your expression knowledge congratulations best wishes to both of you 👍👍👍👍👍👍👍👍👍👍👍 Jay Jagannath 🙏🙏🙏

  • @situnff4418
    @situnff4418 4 месяца назад +2

    Jay Jagannath ❤

  • @SR-fr5zr
    @SR-fr5zr 2 года назад +14

    ଜୟ ଶ୍ରୀ ଜଗନ୍ନାଥ ❤🙏❤🙏

  • @bibhusanalysisba8131
    @bibhusanalysisba8131 2 года назад +7

    ଜୟ ଜଗନ୍ନାଥ। ଆପଣଙ୍କୁ ଧନ୍ୟବାଦ ଆଜ୍ଞା

  • @dhaneswarmallik8150
    @dhaneswarmallik8150 Год назад +1

    Jay jagannath Jay jagannath Jay jagannath 🌸🌸🌸🌸🌸🌸🌸🌸🌸🌸🌸🌸🙏🙏🙏🙏🙏

  • @subratkumarjena2404
    @subratkumarjena2404 2 месяца назад +1

    Kalia saanta se nila madhav se koti koti odia nkara maudamani jagat Ra Nath Jagannath Maha pravu badhia Katha kahile mana Ku santi Kala bhali pravu Katha Kahi thibaru bahut bahut dhyanbad

  • @chinmayeesethi1021
    @chinmayeesethi1021 2 года назад +7

    Jay Jagannath swami Nayan pathagami bhava tumhi🙏🙏🙏🙏🙏🙏🙏

  • @jitendrabehera7894
    @jitendrabehera7894 Год назад +1

    Jay Jagannth prabhu🙏🙏🙏❤❤❤

  • @pramodkumarvlogs4429
    @pramodkumarvlogs4429 2 года назад +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ...

  • @jitunaik6156
    @jitunaik6156 2 года назад +5

    Ati sundar kala mahima🙏🙏🙏🙏🙏🙏jaye jagannath swaami jagatar natha jagannath swaami 🤗

  • @user-cx4ly5bs1g
    @user-cx4ly5bs1g 5 месяцев назад

    🙏ଜୟ ଜଗନ୍ନାଥ 🌹ଜୟ ଜଗନ୍ନାଥ 🌹ଜୟ ଜଗନ୍ନାଥ 🙏