ଶିବ ନନା କହିଲେ ନିଜର ଲୋମହର୍ଷଣକାରୀ ମହାପ୍ରଭୁଙ୍କ ଅନୁଭୂତି -Bhaktanka Anubhuti |Jay JagannathTV
HTML-код
- Опубликовано: 8 сен 2024
- Jay Jagannath TV ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରାର ସିଧା ପ୍ରସାରଣ I
ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଏହା ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି....ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH : Dish TV-1397 , Videocon D2H -1397 , Sun Direct - 490 & all cable networks of Odisha...For More Info regarding the availability of this channel, Please contact - 6372804618
Also visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RUclips: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati
ଶିବ ନନା ଆପଣଙ୍କ ଭଜନ ମନ ହୃଦୟକୁ ଛୁଇଁ ଦିଏ । ଆପଣ ଜୟ ଜଗନ୍ନାଥ ଟିଭି ଯାହା କହିଲେ ଠିକ୍ କଥା । ଆପଣଙ୍କ ପରି ଲୋକ ଏ ଜାତିକୁ ଓ ସମାଜ କୁ ଠିକ୍ ରାସ୍ତାରେ ଆଣି ପାରିବେ । କାଳିଆ ସାଆନ୍ତ ର କୃପା ଆପଣଙ୍କ ଉପରେ ସବାବେଳେ ଥ।ଉ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏
🙏ଜୟ ଜଗନ୍ନାଥ, ଜଗନ୍ନାଥ ମହାପ୍ରଭୁ ଶିବ ନନାଙ୍କୁ ଆମ ଭକ୍ତି ଧାରାର ମାଧ୍ୟମ କରିଛନ୍ତି ।ଧନ୍ୟ ଜଗନ୍ନାଥ ଧନ୍ୟ ଶିବ ନନା ,ମହାପ୍ରଭୁ ଏହି କୃପା ଜନ୍ମ ଜନ୍ମ ଦେଉଥାନ୍ତୁ। 🙏
ଜଗତର ନାଥ ଜଗନ୍ନାଥ ଶିବ ନନାଙ୍କୁ ଏମିତି ଭଜନ ଗାଇବାକୁ ସୁଯୋଗ ଦିଅନ୍ତୁ ଆହୁରି ଭଲ ଭଲ ଗୀତ ଶୁଣି ବାକୁ ମିଳୁ ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ପ୍ରଭୁ ଆପଣଙ୍କ ପାଦ ତଳେ କୋଟି ପ୍ରଣାମ 🙏🙏🙏🙏🙏
Jay jay Shree Jagannath 🙏🙏 prabhu tume bharsha Prabhu jay jay Shree Jagannath 🙏🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ।ସତରେ ନନା ଆପଣ ପ୍ରଭୁଙ୍କ ଅତି ନିକଟସ୍ଥ।ଏହା ଜାଣି ମୁଁ ଆନନ୍ଦିତ।ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ପ୍ରଭୁ ହେ ତୁମ ଦୟାର ଆଦି ଅନ୍ତ ନାହିଁ 🙏🏻🙏🏻🙏🏻😭😭😭ତୁମେ ଦୟା ର ସାଗର ପ୍ରଭୁ 🙏🏻🙏🏻🙏🏻🙏🏻🙏🏻ହେ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ସ୍ୱୀକାର କର ପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻ଶିବ ନନା ଙ୍କୁ ମୋର ପ୍ରଣାମ 🙏🏻🙏🏻
Jai jagannath Swami nayna patha gami vab tume🙏🙏🙏🙏🙏
Jay jagannath swami Nayana patha gami bhaba tume 🙏
Jay jagannath 🙏
Jayjagannathswaminayanapathagamibhabatume
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Krupa Kara Prabhu Jagannath
Sabubele Sathire Rahithao Gobind
Jay Jaganath Swami Nayana Patha Gami Bhabatume Prabhu 👏
ହରେ କୃଷ୍ଣ ହରେ ରାମ ମୁଁ ଆପଣଙ୍କ ଭକ୍ତ ଚୈତନ୍ୟ ମୋର ପ୍ରଣାମ ନେବେ
ଶିବ ନନା ଙ୍କ ଭଜନ ହୃଦୟ କୁ ପୁରା ଛୁଇଁଗଲା 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏
ଶିବ ନାନା ପ୍ରଣାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ତାଙ୍କୁ ପ୍ରତିଟି ଭିଡିଓ ବହୁତ୍ ଭାବ ପୂର୍ଣ୍ଣ
ହେ ଜଗନ୍ନାଥ ସୁଆମୀ ନୟନପଥ ଗାମୀ ଭବତୁମେ
ଜୟ ଜୟ ଜଗନ୍ନାଥ ତିନି ଧୁପ ବେଳେ ଏଇ ଗିତ ଟି ମୋର ଅତ୍ୟନ୍ତ ପ୍ରିୟ ଶିବ ନନା ଙ୍କୁ ମୋର ହୃଦୟ ରୁ ପ୍ରଣାମ,,
ଶିବ ନାନା ଜଣେ ଦେବ ତୁଲ୍ୟ ମଣିଷ ଆମେ ମାନେ ବହୁତ ତାଙ୍କ ଠୁ ସୁନ୍ଦର ଭଜନ ଆଶା କରୁ ଚୁ ଜୟ ଶ୍ରୀ ଜଗନ୍ନାଥ
ମୋ ଦେହ ଭଲ ରହୁନିମୁଁ ବି ଭାବିଛି ପୁରୀ ଯିବି ଜଗା କୁ ଦର୍ଶନ କରି ବି ଆଉ ସବୁ ଦୁଃଖ ଜନେଇ କି ଆସିବି ମୋ ଦେହ ଭଲ କରି ଦିଅ ପ୍ରଭୁ
ଜୟ ଜଗନ୍ନାଥ ❤️🙏
Bhala heijau jaldi 🙏🥰jay jagannath 🙏
Jay Jay Jagannath Pranam Prabhu koti koti pranam Mahaprabhu Dinabanhaba
Iam your fan
🙏🙏🙏🙏🙏🙏🙏🙏a sabu suni lom tankuri jauchhi
Dhanya aapan
Bayasa saruchhi a vajan mu sabudin sune ahi vajan aam madir ra sabudin baje Gobinda Gobinda-----🙏🙏🙏🙏🙏🙏🙏
Jai Jagannath Swami ki jai ho
Bahut Sundar.He.Mahaprabhu.🙏🙏🙏🙏🙏🙏🙏🙏
JAI JAGANNATH SWAMI
Siba Nana bahut sunder katha kahila Jay Jagannath 💅💯💅
ଶିବ ନନା ଘର ଯାଜପୁର, ଜୟ ଜଗନ୍ନାଥ 🙏ଜୟ ମା ବିରଜା 🙏
ଶିବ ନନା ସୁନ୍ଦର ଭଜନ ପ୍ରଭୁଙ୍କର ଗାଆନ୍ତି ଜୟ ଶ୍ରୀ ଜଗନ୍ନାଥ 🙏🙏🙏🌷🌿
ଦୟ ଜଗନ୍ନାଥ
P
Jay jagannath 🙏🙏 Nana aemiti gauthantu au ସୌଭାଗ୍ୟ ମିକୁଥାଉ ଶୁଣିବାକୁ
He.Mahaprabhu.🙏🙏🙏🙏🙏🙏🙏🙏🙏
🙏❤️🙏ଜୟ ଜଗନ୍ନାଥ ମହାପ୍ରଭୁ
ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ଙ୍କର ଜୟ ହେଉ 🙏❤️🙏
ruclips.net/user/shortsjlwScj-JDzw?feature=share
Jaya kaga nnath prabhu
Jay Jagannathaswami 🙏💐🌹🌺🙏💐🌹🌺🙏💐🌹🌺🙏💐🌹🥥🥥❤️❤️
🙏🙏🙏Jaya Jaya Shree Jagannath Mahaprabhu 🙏🙏🙏
Jay Jay shree jagannath 🙏🙏🙏Jay jay shree jagannath 🙏🙏🙏Jay jay shree jagannath 🙏🙏🙏bhajaram sir apana nku mora pranam 🙏🙏🙏
Happy Utkal divasa s mam 🙏 Jay Jagannath 🙏❤️
@@pranatipradhan1139 Same to you my dear 🌹🌹🌹
@@pranatipradhan1139 Han ma'am mora gotie lekha mu dekhi paruni,, nai mu kichhi mind karuni,, so so much sorry yar ❤️❤️❤️
ଶୁଣିଦେଲେ କେତେ ଆନନ୍ଦ ଲାଗୁଚି ପ୍ରଭୁ ଙ୍କ କଥା🙏🙏🙏🙏
Prabhu 💐🙏
Great singer Siba Nana proud of odisha Jay jagannath
Joy jagannath
ଆଃ ହା କି ସୁନ୍ଦର ଭାଗବତ
Jay Jagannath 🙏 siba nana 🥺
Jay Jagannath 🙏 🙌
Jay jagannath swami
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନମଃ ନମଃ ନମଃ
Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Sata thare bas pada deidele jibana ra sabu Santi seithi milijae ,surga
Jay jagannath
Jagannath nkara dibya Krupa tuma upare sadasarbada rahithau🙏🙏
🙏🙏
Mu mala pare.... Bhajana to super duper bhajan satya ghatana upare adharita... Bhrsata neta mantri bhatsa loka manaka upare adharita.... Jay jagannath 🙏👏
Jay shree Kalia saanta 🙏🙏 Jay Jagannath 🙏🙏
ମୋର ହୃଦୟର କଣ୍ଠଶିଳ୍ପୀ ଶିବନନାଙ୍କୁ ମୋର ଭୂମିଷ୍ଠ ପ୍ରଣାମ🙏। ପ୍ରଭୁଙ୍କର ଅଶେଷ କୃପା ଆପଣଙ୍କ ଉପରେ ଅଛି ଆଉ ସଦା ରହିବ। ଆପଣ ଏହିପରି ମହାପ୍ରଭୁଙ୍କର ଭଜନ ଅମୃତ ସଂସାରକୁ ପ୍ରଦାନ କରି ଚାଲନ୍ତୁ। ମଣିମା ହେ, ତୁମ କଥା ମୋର ମନେ ପଡୁଛି 🙏🥺
🙏🙏🌹ପ୍ରଣାମ. ଜୟଜଗନ୍ନାଥ
Siva nana nku....pranam......jaya jagannath
Jai jagannath
Really Siba Nana You are True
Aapana Sata Katha Kahila
siba nana nka hari bansa bahut bhala laguchi nana nkara nitai madhoi kirtana bhahut bhala lage
Jay jagannath mahaprabhu
ଆପଣ ଙ୍କ ଭଜନ ମୋର ବହୁତ ପ୍ରିୟ, ସବୁଦିନ ସକାଳୁ ବଜ ଭଜ ରେ ମନ ଆମ ଘରେ ବାଜେ....ଜୟ ଜଗନ୍ନାଥ ❣️❣️❣️❣️❣️🙏🙏🙏🙏🙏🙏
ruclips.net/user/shortsjlwScj-JDzw?feature=share
4 CR
R lo by sh
Siba nana 🙏🙏🙏🙏🙏
Sabu Suniki Mu Etiki kahibe Jay jaganntha 🙏🙏🙏🙏🙏 Shiva Nana knku Mara namaskara 🙏🙏🙏
Joy ଜଗନ୍ନାଥ❤❤❤❤❤❤❤❤
Jai jagannath Nana
Jay jagannath swami he dinabandhu he dinabandhaba mo Prabhu kede dayalu❤
Jay jaganatha
Jay jaganntha nana 🙏🙏nana apanaku jaganntha maha prabhu ghanta ghodei rakhantu 🙏🙏
JAY KALKI JAY
JAY JAGANNATH JAY JAGDISH HARE
HARI OM TATA SATA
HARI OM EITI
Ranjulata.parida.
Nana.apana nku.more.pranam.
Jay.jagannath.valara.rakhantu.
He Prabhu krupa kara.He jagannath daya kara tuma daya apekhyare prabhu🙏🙏 jagannath Swami Nayan path gamii bhaba tume 🙏🙏🙏
Nana pranam Apana nkhara Bhajan bahut Santi lage jaha mu barnana kariparibini jadi kebe sujoga mile pakharu sunibaku Tahale Mora bhaghy God bless you
🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏
Bhagaban jagannath tumar sarba Mangal karantu
Jay. Jagannath
My favourite singer Jay Jagannath sir 🙏🙏🙏🙏
ଜୟ ଜଗନ୍ନାଥ 😊🙏😍💐🥰
MAHAPRABHU🙏🙏🙏
Jay jagannath swami nayan patha gami bhaba tume bhaba tume bhaba tume 🙏🙏🙏
My Favorite song
Siba nana Jay jaganath
🙏 ...ଅବର୍ଣ୍ଣନୀୟ ଶ୍ରୀ ଜଗନ୍ନାଥ... 🙏
ଜୟ ଜଗନ୍ନାଥ ଟିଭି ର ନିର୍ଦ୍ଦେଶକ ଙ୍କୁ ଅନୁରୋଧ ରାତି ୧୦;୦୦ ପରେ ପୁର୍ବରୁ ଯେଉଁଭଳି ଭାବେ ଶିବ ନନା ଙ୍କ ଭଜନ ପ୍ରସାରଣ ହେଉଥିଲେ ତାହା କୁ ପୁନଃ ପ୍ରସାରଣ କରନ୍ତୁ
Aama purohita siba kakaa❤❤ love you jai jagannath
Jay Jagannath Swami🙏🙏🙏🙏🙏🙏
Siba nana namaskar hrudayaru apanku 😭🙏🙏🙏🙏🙏🙏🙏🙏🙏
Jay shree jagannath maha prabhu🙏🙏🙏🙏🙏❤❤❤❤❤❤🙏🙏🙏🙏🙏❤❤❤❤🙏🙏🙏🙏❤❤❤🙏🙏🙏❤❤❤🙏🙏🙏🙏❤❤❤🙏🙏🙏❤❤❤🙏🙏🙏🙏🙏❤❤🙏🙏🙏🙏🙏🙏🙏🙏🙏
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ତୁମର ଜୟ ହେଉ ପ୍ରଭୁ 🎉🎉🎉🎉❤❤❤❤❤ଶିବ ନାନାଙ୍କର ଜୟ ହେଉ
Jay jagannath baba ki Jay🙏🙏🙏🙏🙏
Jai jagannath 🙏, bhaina
Sakalu sakalu apanaka gobinda gobinda.... Aau mu mala pare... Yehi duiti bhajana sunila pare lage sate jemiti mahaprabhu nka darshana hoi gala... Jay jagannath mahaprabhu 🙏👏
Jay Jagannath dandavat pranam
My favourite
Jay Jagannath Swami Nayana Path Gamine Bhaba Tume.I giving more respect's to Siba Prasad Sir.
বজরংসতপতে ভাষ্য মু অতি প্রিয় শিব নান গীত অনবদ্য
ଜୟ ଜଗନ୍ନାଥ ସ୍ଵାମୀ 🙏🏼🙏🏼🙏🏼🙏🏼
Jai jagarnatha swami nayan patha gami bhaba tume sarana rakhyana mahabahu jai kalki ram
I love siba nana❤
ଆପଣଙ୍କ ଭଜନ ଶୁଣିଲେ ବହୁତ ଆନନ୍ଦ ମିଳେ 🙏🏻
Jay Jagannath 🙏😭😭😭
Apananka sabu bhajan mora ATI Priya
ଶିବ ନନାଙ୍କ ଗୋବିନ୍ଦ ଗୋବିନ୍ଦ ଗୀତଟି ମତେ ନେଇ ଯାଏ ପ୍ରଭୁଙ୍କ ପାଖକୁ ମନ ଯେତେବେଳେ ଦୁଃଖରେ ଥାଏ ଶିବ ନନା ଙ୍କ ଏହି ଗୀତଟି ଶୁଣି ଦେଲେ ମ ଆଖିରୁ ଲୁହ ଗଡି ଗଲେ ମ ମନ ହୃଦୟ ଆତ୍ମାକୁ ବହୁତ ଶା ନ୍ତିଅନୁଭବହୁଏ
Krupa karithiba thakure sabubele ama sathire rahithibe Jay jagannath 🙏🙏🙏🙏🚩❤️❤️❤️❤️❤️❤️
With loving from : nagaspur... Cuttack.... Nana apana ku hrudaya sadar pranam 🙏👏.... Jay jagannath 👏
Jay ଜଗନ୍ନାଥ ଟିଭି ଧନ୍ୟବାଦ୍ ର ଟିଭି
ଜୟ ଜଗନ୍ନାଥ 🙏ଭଜ ନନା ଶିବ ନନା ମୋତେ ଆପଣଙ୍କ ଭାଷାରେ ଦୁନିଆରେ ବଞ୍ଚି ରହିବାପାଇଁ ପ୍ରେରଣା ଦେଉଛି ମୁଁ ଅନେକ ଦୁଃଖ ପାଇଛି। ମୋର ଏଦୁନିଆରେ ଜଗନ୍ନାଥଙ୍କ ବିନା ଆଉ କିଛି ସତ ସାଙ୍ଗ ନାହିଁ ସେଥିପାଇଁ ପାଇଁ ପିଲା ଦିନରୁ ଆଜି ଯାଏ ସତସଙ୍ଗ ଗ୍ରହଣ କରିଛି।ଜୀବନରେ ଅନେକ ଅନୁଭୂତି ରହିଛି । ମୁଁ ମୋ ପରିବାର ସମସ୍ତେ ନମିତା ମା ଏବମ୍ ଜଗନ୍ନାଥ ଟିଭି କୁ ଦେଖୁ ଆଉ ଭଲପାଉଛୁ।❤️🙏ଜୟ ଶ୍ରୀ ଜଗନ୍ନାଥ 🙏