Bhai Satare Tame Bahut Bhagwan 🙏 Prabhu Jagannath 🙏 Nka Darshan Tame Paicha au Maa Laxmi nka Hatoru Pani peicha... Dhanya Bhakta Dhanya Mo Jagannath 🙏💐
Hey prabhu jagatara natha jagannatha tumoku koti koti pranam...tumo leela aparoo....hey kalia thakura...tumo dari lagila boli mu tumo darshana kori parile...bas atiko krupa kora prabhu mu jameti mo papa maa nku neiki puni thore jae tumo darshana koriasibi...prabhu..
Mahaprabhu Sabu tuma eccha. Prabeen bhai sata kahuchi Apanka ye voice re apana jou sabu Mahaprabhu nka mahima ama manka pakhare pahanucha na taku sunila pare jemiti laguchi kasta kan jaha pzkhare Mahaprabhu achanti tar ba kie kan kariba. Mo Mahaprabhu apanku Apnka pariba ku valare rakhithantu. Samstanku tanka asirbad diantu. Jay jaggannath 🙏🙏🙏🙏
ପ୍ରଵିଣ ସାର୍ ଆପଣ ମୋ ଅନୁଭୂତି କୁ ଵହୁତ ସୁନ୍ଦର ଭାବେ ଵର୍ଣ୍ଣନା କରିଛନ୍ତି,ଧନ୍ୟବାଦ ଭାଇ ..ପ୍ରଣାମ,,,
Bhai eita kana sata ghatana ki
Bhai tome vegetarian na non vegetarian??
9998
Bhai Satare Tame Bahut Bhagwan 🙏 Prabhu Jagannath 🙏 Nka Darshan Tame Paicha au Maa Laxmi nka Hatoru Pani peicha... Dhanya Bhakta Dhanya Mo Jagannath 🙏💐
Tume bht bhagyaban bhai
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏
Jayshreejaganathlaxmiji jayalmighty 🙏🤲❣️❣️
He sante apank pada tale koti koti juhar pravu.
ଜୟ ଜଗନ୍ନାଥ ଭାଇ ଆପଣ ଏତେ ଡେରି କରୁଛନ୍ତି ସବୁଦିନ ଆପଣ ଙ୍କ ଅପେକ୍ଷା ରେ ଥିଲି ଯାହା ହେଉ ଭଗବାନ ଙ୍କ ମହିମା ଆଜି ଶୁଣିବାକୁ ଆସିଲା ଜୟ ଜଗନ୍ନାଥ ପ୍ରଭୁ ❤️🙏
Vhai Jay Jagannath 🚩
ଆପଣ ମହାବାହୁ ଙ୍କ ଲୀଳା ଶୁଣିବା ପାଇଁ ମୋ ଚାନେଲକୁ ଆସି ପାରିବେ
Sata Katha ... Mohapatra banka barnana saili aau mahaprabhu nka Lila sunile atmatrupti.. Jay Jagannath
❤❤❤❤❤❤❤❤❤❤❤❤❤❤❤❤❤❤❤ up ur❤😊❤
❤😊ppp😊pppp❤
God bless you Satya brata
ହେ ଅନାଥର ନାଥ ଜଗନ୍ନାଥ 🙏
Jay jagannath swami 🙏🙏🙏🙏🙏
ଖୁବ୍ ସୁନ୍ଦର ଲାଗିଲା । ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏 ଆପଣଙ୍କୁ କୋଟି କୋଟି ପ୍ରମାଣ 🙏🙏🙏🙏🙏🙏🙏 । କେବେ ଆପଣଙ୍କ ଡୋରୀ ଲାଗିବ ପ୍ରଭୁ । ମୋ ପରିବାର ସହ ଆପଣଙ୍କୁ ଟିକିଏ ଦର୍ଶନ କରିବାକୁ ଇଚ୍ଛା ।
He prabhu Jagannath Kalia saanta ki Leela tumara Prabhu koti koti pranam prabhu 🙏🙏🙏🙏🙏🙏🙏🙏🙏🙏🙏
Jay jagarnatha swami 🙏🙏🙏 tamara karuna apara Prabhu. Mo dukha tike dura kara Prabhu
ହେ ମହାବାହୁ ତୋର ଅପାର କରୁନା, ତୋ କରୁନା ର ଅନ୍ତ ନାହିଁ ❤❤❤❤❤❤❤❤❤❤❤
Jai shree jagannath swami 🙏🙏🙏
ହେ ମହା ପ୍ରଭୁ ତୁମେ ଶାହା ଭରସା ଜୟ ଜଗନ୍ନାଥ
ହେ ମହାପ୍ରଭୁ ତୁମେ ଅନ୍ତର୍ଯ୍ୟାମୀ ମୋ ମାଗୁଣି ତୁମକୁ ଜଣା ଅଛି, ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
Radhe Radhe Krishna ❤️❤️❤️
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ ମୋ ଜୀବ ଜୀବନ ଧନ ରେ ❤
❤ ଅତି ସୁନ୍ଦର ଲାଗିଲା ପ୍ରଭୁ ଙ୍କ ଗରିମା ❤
ବହୁତ ଭଲ ଅନୁଭୂତି ପ୍ରଭୁ ଜଗନ୍ନାଥ ଜଗତର ନାଥ ସବୁ ଦେଖୁଛି କେବଳ ଭକ୍ତିରେ ପ୍ରାର୍ଥନା କରିଲେ ସେ ନିଶ୍ଚୟ ଶୁଣିବେ ଆଉ ସେ ହିଁ ଏଇ ଦୁନିଆରେ ଏକ ମାତ୍ର ସାହା ଭରସା🙏ଜୟ ଜଗନ୍ନାଥ
ହେ ମଣିମା ହେ ପ୍ରଭୁ ହେ ମହାବାହୁ ତୁମ ପାଦ ତଳେ ଏତିକି ଗୁହାରି ପ୍ରଭୁ ମାରିବା ପର୍ଜନ୍ତ ଗର୍ବ ଅହଙ୍କାର ଯେମିତି ମୋ ପାଖେ ନ ପଶୁ ପ୍ରଭୁ😢🙏⭕‼️⭕
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ହେ ପ୍ରଭୁ କରୁଣା ସାଗର କାଳିଆ ଠାକୁର ସଂସାରରେ ସମସ୍ତଙ୍କୁ ଏମିତି ସହାୟ ହୁଅ 🙏କେହି ଜଣେ ଦୁଃଖୀ ରହି ନଯାଉ 🙏ସବୁେବେଳ ତୁମ ଯଶ ବାନା ଉଡୁଥାଉ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
Thanks Bhai tamara eai sabu Story suniki Mora odisha police rea job heigala Jay jaga natha
Hea purabhu 🙏🙏🙏🙏 Hari bol 🙏🙏🙏🙏 hea purabhu 🙏🙏🙏🙏 Hari bol 🙏🙏🙏🙏 Hari bol
ସେ ପା ମୋ ମହାପ୍ରଭୁ, ତାଙ୍କ ଦୟା ରେ ସବୁ ସମ୍ଭବ, ହେ ମହାବାହୁ, ହେ ଲୀଳାମୟ ସବୁ ତୁମ୍ଭରି ଇଛା, ଜୟ ଜଗନ୍ନାଥ 🙏🙏🙏
Hea purabhu 🙏🙏🙏🙏 Hari bol 🙏🙏🙏🙏 hea purabhu jay Jagannath sweime ki jay Hari bol 🙏🙏🙏🙏 Hari bol
Jay jagannath jay jagannath jay jagannath
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
ଆପଣଙ୍କର ଅସୀମ କରୁଣା ଏମିତି ଭକ୍ତ ମାନଙ୍କ ଉପରେ ରଖିଥାନ୍ତୁ 🙏
Hey prabhu jagatara natha jagannatha tumoku koti koti pranam...tumo leela aparoo....hey kalia thakura...tumo dari lagila boli mu tumo darshana kori parile...bas atiko krupa kora prabhu mu jameti mo papa maa nku neiki puni thore jae tumo darshana koriasibi...prabhu..
🙏❤️🙏ଯାହା ଅସମ୍ଭବ ତାକୁ ସମ୍ଭବ କରିଦିଅନ୍ତି ଆମ ମହାପ୍ରଭୁ 🙏❤️🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏 ଧନ୍ୟବାଦ ଆଜ୍ଞା
🙏🙏🙏🙏🙏🙏 Jay jagarnatha...
ଭାଇ ର ବହୁତ ଭାଗ୍ୟ ଯେ ସେ ନୁର୍ଷିୟ ଭଗବାନ ମା ଲକ୍ଷ୍ମି ଙ୍କ ହାତରୁ ପ୍ରସାଦ ଆଉ ଜଳ ମିଳିଲା, ଜୟ ଜଗନ୍ନାଥ
🙏❤️🙏 ଓଁ ନମୋ ଭଗବତେ ବାସୁଦେବାୟ 🙏❤️🙏
Jay shree Jagannath swami nayana patha gami bhabatume 🙏🌺🌿🍎🍎🙏🙏🙏🙏🙏🪔🪔🪔🪔🚩🚩🚩🚩🚩🚩🚩🚩
ପ୍ରଭୁ ମୋର ଭାରି ଦୟାଳୁ ।ତାଙ୍କୁ ମୋର ଅନନ୍ତକୋଟି ପ୍ରଣାମ 🙏🙏🙏
ସଭି ଭାଇ ଭଉଣୀ ମାନଙ୍କୁ ମୋର ଜୟ ଜଗନ୍ନାଥ 🙏⭕‼️⭕
Jai jagannath.......🙏🙏🙏
ଭାଇ ପ୍ରବୀଣ ଆପଣଙ୍କ କଣ୍ଠରୁ ପ୍ରଭୁ ଙ୍କ ମହିମା ଶୁଣିବାରେ କେତେ ଆତ୍ମତୃପ୍ତି ମିଳେ ସେକଥା କେବଳ ଆପଣ ଙ୍କ ପ୍ରଶଂସକ ମାନେ ହି ଚାହିଁ ବସିଥାଉ । ଜଗନ୍ନାଥଙ୍କ କରୁଣା ଆପଣ ଙ୍କ କଣ୍ଠରେ ଏମିତି ବରଷୁ ଥାଉ ।ଜୟ ଜୟ ଜଗନ୍ନାଥ ସ୍ୱାମୀ👁️🙏🏻👁️
Sabu episode dekhiki luha asuchi.Thanks for making devotional Jay Jagannath 🙏.
Prbhu tuma mahima apara...Jai jagannath mahaprabhu..🙏🙏
ଜୟ ଜଗନ୍ନାଥ , ମୋର ଦୁଃଖ ଦୂର କର ପ୍ରଭୁ
ସବୁ ସେଇ ଚକାଡୋଳାର ଇଛା.... ଜୟ ଜଗନ୍ନାଥ 🙏❤🙏🤲🤲
🙏❤️🙏 ଜୟ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତମ ମଣିମା ଙ୍କର ଜୟ ହେଉ 🙏❤️🙏
କାଳିଆରେ ମୋର ଇଛା ପୂରଣ କଲେ ମୋର ଅନୁଭୁତି ନିଷ୍ଚୟ୍ କହିବି।ଜୟ ଜଗନ୍ନାଥ
ଜୟ ଜଗନ୍ନାଥ। ଜଗା ଅସହାୟ ର ସାହା ଭରସା। ବହୁତ ଭଲ ଲାଗିଲା ଅନୁଭୂତିଟି।
ଜୟ ଜୟ ଜଗନ୍ନାଥ🙏👏🌹🌷ମଣିମାଙ୍କର ଜୟ ହେଉ🙏👏🙏👏
Jai jagannath 🙏🙏🙏🙏
Jay Jagannath prabhu
ପ୍ରଭୁ ତାକୁ ମାଗି ଥିଲି ହେଲେ..........
🙏🙏🙏🙏🙏😭😭😭😭😭
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏🙏❤️❤️❤️❤️❤️❤️
ଜୟ ଜଗନ୍ନାଥ ମହାବାହୁ 🙏🏻🙏🏻🙏🏻
ଜୟ ଜଗନ୍ନାଥ ଭାଈ କେତେ ବେଳେ ସିଏ ରକ୍ଷା କରିବେ କେହି ଜାଣିନାହାନ୍ତି ଜଗନ୍ନାଥ ସମସ୍ତ ଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ🙏🙏🙏
ଏ କାହାଣୀଟି ମୋ ମନକୁ ଛୁଇଁ ଗଲା 👆👆👆ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ପ୍ରଭୂ ସବୁ ତୁମରି ଲୀଳା
Jay Jagannath 🙏🙏🙏 ...........
ଜୟ ଜୟ ଜଗନ୍ନାଥ ସ୍ୱାମୀ 🙏🏻⭕️🌹⭕️🙏🏻ହେ ମହାପ୍ରଭୁ ତୁମେ କରୁଣା ର ସାଗର🙏🏻🙏🏻🙏🏻🙏🏻🙏🏻.ତୁମେ ସବୁ ସମୟ ରେ ତୁମ ଭକ୍ତ କୁ ବିପଦ ରେ ସାହା ହୋଇଥାଅ 🙏🏻🙏🏻🙏🏻🙏🏻🙏🏻ତୁମ ଦୟା ର ଶେଷ ନାହିଁ 🙏🏻🙏🏻🙏🏻🙏🏻🙏🏻ମୋର କୋଟି କୋଟି ପ୍ରଣାମ ସ୍ୱୀକାର କର ପ୍ରଭୁ ହେ 🙏🏻🙏🏻🙏🏻🙏🏻🙏🏻🙏🏻
ହେ ପ୍ରଭୁ କାଳିଆଶାନ୍ତ ତୁମେ ହି ସାହା ଭରସା 🙏🙏🙏🙏🙏
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🌺🌺🌺🌺🙏🙏🙏🙏
Mahaprabhu Sabu tuma eccha. Prabeen bhai sata kahuchi Apanka ye voice re apana jou sabu Mahaprabhu nka mahima ama manka pakhare pahanucha na taku sunila pare jemiti laguchi kasta kan jaha pzkhare Mahaprabhu achanti tar ba kie kan kariba. Mo Mahaprabhu apanku Apnka pariba ku valare rakhithantu. Samstanku tanka asirbad diantu. Jay jaggannath 🙏🙏🙏🙏
Jay Jagannath 🌹🙏🙏🌹
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶରଣ 🙏🏻🙂🌷
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏ପ୍ରଭୁ ସବୁ ତୁମରି ଭରଷା 🙏🙏🙏ହେ ବିଶ୍ୱ ନିଅନ୍ତା ସବୁ ତୁମରି ଲୀଳା 🙏🙏🙏ଧନ୍ୟବାଦ ଭାଇ ସୁନ୍ଦର କାହାଣୀ ଟିଏ
🙏🙏🙏🙏🙏🙏🌸🪷💐 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 💐🪷🌸🙏🙏🙏
Jay jagannatha❤❤❤🙏🙏🙏
ଯାହାର କେହି ନାହାନ୍ତି ତାଙ୍କର କଳା ଠାକୁର ସାହା ଭରସା l ଭକ୍ତର ଭଗବାନ ତାଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏
ଜୟଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ,
ଜୟଶ୍ରୀଶ୍ରୀଜଗନ୍ନାଥ।
ଜଗତର ପ୍ରଭୁ ସେ ଜୟ ଶ୍ରୀ ଜଗନ୍ନାଥ 🙏🙏😭
ବହୁତ୍ ଧନ୍ୟବାଦ୍ ଭାଇ ଆପଣ ଙ୍କ ବର୍ଣ୍ଣନା ଶୈଳୀ ! 🙏🙏🙏🙏
Bahuta Sundar Anubhuti Jay shree Jagannath Swami 🎉
ଜୟ ଜଗନ୍ନାଥ 🙏🙏🙏 ତୋ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏😭😭😭😭😭😭😭😭😭
Jay jagannath🙏🙏🙏🙏🙏🙏 .... Jaa heu puni thare aapana kantha re jagannath nka ro mahima sunibaku milila........ Jagannath aapanaku sabubele bhala re rakhantu..... 🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ସତରେ ଭାଇ ଆପଣଙ୍କ କଣ୍ଠଶ୍ବର ଆଉ ଆମ ଓଡ଼ିଶାର ବଡ଼ ଠାକୁର କାଳିଆ ସାଆନ୍ତ ଷ୍ଟୋରି ସବୁବେଳେ ସବୁଦିନ ଅପେକ୍ଷାରେ ଥିଲି ଶ୍ରବଣ କରିବା ପାଇଁ ଯାହାହେଉ ଆପଣଙ୍କୁ ବହୁତ ଧନ୍ୟବାଦ 🙏
ମୋ ଜୀବନରେ ଏମିତି ଏକ ଦିନ ଆସିଥିଲା ୨୦୨୨ ମସିହା ଅଧର ପଣା ଦିନ ସେ ଅନୁଭୁତି ମୁ କେବେ ମରିଗଲେବି ଭୁଲି ପାରିବି ନାହିଁ
ଜୟ ଜଗନ୍ନାଥ ଜୟ କାଳିଆ ଠାକୁର ⭕❗⭕🙏😭
ସତରେ ଏହା ତାଙ୍କ ପାଇଁ ବହୁତ ବଡ ଚମତ୍କାର ଅଟେ।ଜୟ ଶ୍ରୀ ଜଗନ୍ନାଥ 🏵️🌼🌺🌸🌹🪔🕉️🚩🙏❣️
Jay jagnnath swami 🙏🙏🙏🙏🙏🙏🙏
ଧନ୍ୟବାଦ ପ୍ରବୀଣ ବାବୁ । ଜୟ ଜଗନ୍ନାଥ 🙏
Jay Mahaprabhu 🙏🙏🙏
Jay Jagannath 🙏🙏🙏
Dhanya tuma mahima Prabhu..emiti samastanka upare nazar thau manima...
Prabhu koti koti pranam.jay jagannath,hari bol
JAY JAGANNATH 🙏 🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤
Jay jagannath 🥰🥰
ପ୍ରବୀଣ ବାବୁ ଆପଣଙ୍କ କାହାଣୀ ବହୁତ୍ ସୁନ୍ଦର l ତା ଠାରୁ ସୁନ୍ଦର ଆପଣଙ୍କ ଉପସ୍ଥାପନା l ସତରେ ଆପଣକଂ କାହାଣୀ ଶୁଣିଲେ କାହିଁକି କେଜାଣି ମନ ଭିତରେ ଏକ ପ୍ରକାର ଶିହରଣ ଖେଳିଯାଏ l ଆପଣକଂ ସ୍ୱର ଶୁଣିବାକୁ ବହୁତ୍ ସୁନ୍ଦର ଲାଗେ l ମୁଁ ଯେତେବେଳେ କୌଣସି ମାନସିକ ଦୁଶ୍ଚିନ୍ତାରେ ରେ ଥିଲେ ସେତେବେଳେ ଆପଣଙ୍କ କାହାଣୀ ମାଧ୍ୟମ ରେ ମହାପ୍ରଭୁ ଙ୍କ ଅଦ୍ଭୁତ ଲୀଳା ଶୁଣିଲେ ମୋ ମନ ରେ କାହିଁକି କେଜାଣି ଏକ ପ୍ରକାର ପରିବର୍ତ୍ତନ ଆସି ଯାଏ l ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l ସତରେ ଆପଣଙ୍କ କାହାଣୀ ବହୁତ୍ ସୁନ୍ଦର l ମହାପ୍ରଭୁଙ୍କ କାହାଣୀ ଶୁଣି ସାରିଲେ ମନ ଭିତରେ କାହିଁକି କେଜାଣି ସେ ଦୁଃଖ କଷ୍ଟ ସବୁ ଦୂର ହାଇ ଯାଏ।
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
Jay Jagannatha swami nayan pathagami vaba tume pravu vaba tume pravu vaba tume 🙏🏻🙏🏻🙏🏻
Jay Jagannath Swami ki jay 🙏
Jay jagganath swami nayana patha gami bhaba tuma❤❤
ହେ ପ୍ରଭୁ ମୁଁ ଆପଣଙ୍କ ଶରଣାପନ୍ନ ହେବାକୁ ଚାହୁଁଛି
JAY JAGANNATH🙏❤🙏❤
Jai Jagannath !! Got goosebumps!!❤❤
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳା କାନ୍ତ ପୁରୁସୋତତ୍ତମ କ୍ଷେତ୍ର ବାଶୀ
ଜୟ ଜଗନ୍ନାଥ ଜୟ ଆମ କାଳିଆ ଠାକୁର ⭕❗⭕🙏😭
ମଣିମା 🙏🙏🙏
ଆଉ ଅପନକର କଥା ବହୁତ୍ ସୁନ୍ଦର୍
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
Jay mohabahu 🌹🌺🌹 Jay jaganaath
He mahaprabhu🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ❤️❤️❤️
Apanankar voice very nice.. Sunibaku bahut bhal laguchhi, prabhu nka katha... Jay jagannath
Jay Shree Jagannath🙏🙏🙏🌺
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ
JAY JAGANNATH ⭕️❗️⭕️