Vae tuma kantha re anabila vaba achi .....loka nka anuvuti re jagannath tuma kantha ra vaba maya bakhani re anuvuti ra satyata akhi agare jemiti nachi jauchi....anek atmatrupti miluchi.....satare vae tme bht vagyaban..laguchi jmt.tuma kantha re swayam jagannath biraja mana kari nije nijara lila bakhanuchanti
ଜୟ ଜଗନ୍ନାଥ ଭାଇ ଆଜି ମୁଁ ପୁରା ଖୁସି ଜେ ଆପଣ ଙ୍କ ପାଖରୁ ଜଗାର କଥା ମୁଁ ସୁଣୁଚି ଆଉ ଏମିତି ଅନୁଭବ ହୋଉଚିଜେ ଜଗନ୍ନାଥ ମୋ ପାଖେ ପାଖେ ଅଛି ସେଥି ପାଇଁ ଆପଣଙ୍କୁ କଣ କହିକି ଧନ୍ୟବାଦ ଦେବି ମୁଁ ନିଜେବି ଜାଣିନି ହେଲେ ଜଗା ପାଖରେ ମୁଁ ତୁମ ପାଇଁ ପ୍ରାର୍ଥନା କରିବିଜେ ସିଏ ଆପଣଙ୍କୁ ସବୁବେଳେ ଏମିତି ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ ଭାଇ
Vae tuma kantha re anabila vaba achi .....loka nka anuvuti re jagannath tuma kantha ra vaba maya bakhani re anuvuti ra satyata akhi agare jemiti nachi jauchi....anek atmatrupti miluchi.....satare vae tme bht vagyaban..laguchi jmt.tuma kantha re swayam jagannath biraja mana kari nije nijara lila bakhanuchanti
Jayshreejaganathlaxxmiji jayamighty 🤲🙏❣️❤
ଭାଇ ମୋର ତୁମ କଂଠରେ ପ୍ରଭୁଙ୍କ ମହିମା ଶ୍ରବଣ କରି ଆତ୍ମତୃପ୍ତି କହିଲେ ନସରେ ।ତୁମର ମଙ୍ଗଳ ହେଉ ଭାଇ ।👁️🙏🏻👁️ଜୟ ଜୟ ଜଗନ୍ନାଥ ସ୍ୱାମୀ
ଜୟ ଜଗନ୍ନାଥ🙏
Satare bhai apanka mukharu prabhu jagannath nka apari lila sunile manare eka prakaar siharana kheli ja a
नीलाचल निवासाय नित्याय परमात्मने।
बलभद्र सुभद्राभ्यां जगन्नाथाय ते नमः।।
जगदानन्द कन्दाय प्रणतार्तहराय च ।
#नीलाचल निवासाय जगन्नाथाय ते नम:।।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ମହାପ୍ରଭୁ ନିଳାଦ୍ରୀ ବିହାରୀ 🙏ନୀଳାଚଳରେ ବସି କି ସୁନ୍ଦର ଲିଳା କରୁଛ ପ୍ରଭୁ🙏ମନୁଆ ଠାକୁର ତୁମେ ଭକ୍ତର ମନ ବୁଝି ଫଳ ଦିଅ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏
He ma kalathakur muhaprabhu jagataranatha Jagannath swami 🌺🪔🌺🌺🪔🪔🌺🪔🌺🌺🪔🪔🪔🌺🌿🌿🌿🌿🌿🌿⭕‼️⭕🌿🌿🌿🌿
Mo mahaprabhu ta emiti chamtkar karithanti Jay Jagannath mahaprabhu 🙏🙏
❤️ Radhe ❤️ Radhe ❤️ Krishna ❤️❤️❤️❤️
Jay Jagannath Swami Nayan patha gami bhaba tume bhaba tume 🙏♥️ Prabhu jaga Kalia kehi nahi tuma bhalia❤ Prabhu tuma nku dekhiba pain kebe jibi kebe dakiba mote . Bada thakur 🙏
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Radhe Radhe Krishna ❤️❤️❤️❤️
ପ୍ରବୀଣ ଭାଇ ଆପଣଙ୍କ ଦରଦୀ ଭରା କଣ୍ଠର ଉପସ୍ଥାପନା ମହାପ୍ରଭୁଙ୍କର ଲୀଳା ସବାବେଳେ କାନରେ ଶୁଣୁଥାଉ ଆପଣ ସେମିତି କହୁଥାନ୍ତୁ । କଳା ସାଆନ୍ତ ମୋର ସବୁ ଉକ୍ତର ମନ କଥା ଜାଣି ପେଟପୁରା ଦୁଇମୁଠା ଖାଇବାକୁ ଦେଉ ଥାଉ ।ମଣିମା ହେ ଦୁଃଖୀଙ୍କର ଦୁଃଖ ଦୂର କର ।⭕‼️⭕🙏🙏🙏🙏🙏🙏🙏🪔💐
Aahe manimaa mo mahabahau kaliaa saanta dukha ra sukhara sathi hoi sabu bele rahuthibu re
ହେ ମଣିମା ବୋହୁତ ଇଚ୍ଛା ସେ ଚକାଡୋଳା ଦୁଇଟିକୁ ଦେଖିବାକୁ ମୋତେ ଟିକେ ନେଇଯାଅ ସେ ପୁରି ମଣିମା🙏⭕‼️⭕🙏
ହେ ମଣିମା ତୁମେ ଏମିତି ଭକ୍ତ ଙ୍କ ମନ କଥା ବୁଝୂଥା. ଆମେ ଅଧମ ପାପି ତୁମ ଅଲୌକିକ କଥା ଶୁଣି ଶୁଣି ମନ ଭରୁଉଥିବୁ. ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🪔🪔🪔🪔🙏🙏🙏🙏🙏🙏🙏🌺🌺🌺🌺🌺
jaya jagannath kaliya takura🙏🙏🙏🙏🙏🙏🙏 koruchi siukarkar🪔🪔🪔🪔🪔🪔 🌺🌺🌺🌺🌺🌺🌺🌺🌺🌺🌺🌼🌼🌼🌼🌸🌸🌸
ମହାବାହୁ ଆଇ ଲଭ ୟୁ ମହାବାହୁ
He prabhu tuma dori kebe lagiba🙏🙏🙏🙏
ruclips.net/video/c86HDN_1DGY/видео.html
Jay mahaprabhu🙏🙏
Jay Jagannath 🙏🙏🙏🙏🙏........
ପ୍ରବୀଣ ଭୋଇ, ପ୍ରଭୁ ଜଗନ୍ନାଥଙ୍କ ତୁମର ବର୍ଣ୍ଣନା ହୃଦୟସ୍ପର୍ଶୀ ... ଆପଣଙ୍କୁ ବହୁତ ଧନ୍ୟବାଦ ... ଜୟ ଜଗନ୍ନାଥ ...
Prabin bhai mahaprabhu aaapanku khusi re rakhantu 🌻🌻🌻
ଜୟ ଜଗନ୍ନାଥ🙏
Jay Jagannath ⭕❕⭕ Swami Narayan Path Gami 🙏🙏🙏 Vaba Tume
Hey mahaprabhu 🙌
ମୋ ମହାପ୍ରଭୁ କାଳିଆ ସାଆନ୍ତ ତମ ମହିମା ଅପାର🙏🙏🙏🙏🙏🙏😢😢😢 ମୁ ଏହି ଭିଡିଅ ମାଧ୍ଯମ ରେ ମୋ ମହାପ୍ରଭୁଙ୍କୁ ଦଶନ୍ ଲାଗି ମୋ ମନ କଥା ଜଣେଇ ଥିଲି , ମୋ କାଳିଆ ସାଆନ୍ତ ସତରେ ଡୋରି ଲଗେଇ ଦେଲ ମହାପ୍ରଭୁ କାଳିଆ🙏🙏🙏 ମୋ ଜୀବନ ଧନ୍ଯ ହେଇଗଲା ମୋ କାଳିଆ ସାଆନ୍ତ କୁ ଏତେ ପାଖରୁ ଦେଖି, ସେ ପରା ଭାବର ଠାକୁର ଟିକିଏ ଭାବରେ ଡାକି ଦେଲେ ମନ କଥା ସବୁ ବୁଝି ଦେବ ମୋ କାଳିଆ ସୁନା🙏🙏😢 ମଣିମା ଜଗନ୍ନାଥଙ୍କ ର ଜୟ ହେଉ ⚫‼️⚫🙏🙏🙏
Jai Jagarnath prabhu🙏🏻🙏🏻🙏🏻
ହେ ଜଗନ୍ନାଥ ତମେ ସମସ୍ତ ଙ୍କୁ ଭଲରେ ରଖ ଜୟ ଜଗନ୍ନାଥ🙏🙏🙏
ଜୟ ଜୟ ଜଗନ୍ନାଥ ତୁମ ମହିମା ଯେତେ ସୁଣୀଲେ କି କହିଲେ ସରିଵନି କାରଣ ତୁମର ଆଦୀ ଅନ୍ତ ନାହିଁ ତୁମେ ଅସରନ୍ତୀ ସାଗର ଭକ୍ତ ତୁମକୁ ଯେଉଁ ଭାବରେ ଡାକିଛି ତୁମେ ସେହି ଭାବରେ ତାର ମନ ତୋଷିଛ଼଼଼଼଼଼଼଼଼଼଼଼଼ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ପ୍ରବୀଣ ଭାଇ 🙏 ...ଭଲ ଲାଗିଲା ଅପଣଂକ କଥାଟି
ଧନ୍ୟବାଦ ଭାଇ
ହେ କଳା ଠାକୁର ସମସ୍ତଙ୍କୁ ଭଲରେ ଓ ସୁଖରେ ରଖନ୍ତୁ ଜୟ ଶ୍ରୀ ଜଗନ୍ନାଥ
Jai jagannath
Jay Jagannath swami Nayana patha gami vaba tumhe vaba tumhe
Very nice and truthful. Joy jagannath. 🙏
ଧନ୍ୟ ମହାପ୍ରଭୁ କେବେ ଆପଣଙ୍କ ଡୋରି ଲଗେଇବେ ପ୍ରଭୁ 😭😭😭😭🙏🙏🙏
Jay Jagannath 🙏🙇♀️🥥
ମନୁଆ ଠାକୁର ଟା, ମନମାନିଥିଲେ ସବୁ ଦେଇଦେବ ❤
🥺
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ଠାକୁର 🙏
Joy jagarnath.
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲରେ ଖୁସି ରେ ରଖନ୍ତୁ ❤🙏🏻
ମୋ ମଣିମା 🙏🙏
🌹ଜାଣିଛି ଦୁନିଆ ତୁମେଜେ ମନୁଆ 🌹
🌹ମନ ଥରେ ମାନିଗଲେ ବରସିଯିବ 🌹
ମୋ ମହାପ୍ରଭୁ 😭😭😭😭🙏
Om namah shivay 🙏
ପ୍ରଭୁଙ୍କ ଲୀଳା ଆହା କେତେ ଭାଗ୍ୟ ସେ ଭକ୍ତର ❤
Jay jagannath jay jagannath jay jagannath jay jagannath jay jagannath
ଜୟ ଜଗନ୍ନାଥ ପ୍ରଭୁ ତୁମେ ଜଗତର ନାଥ ଜଗନ୍ନାଥ ତୁମେ ତୁମ ଜଗତ କୁ ସବୁବେଳେ ବିପଦ ରୁ ରକ୍ଷା କର ❤⭕‼️⭕🙏
Jay Jagannath ⭕‼️⭕
Satare prabhunka mahima apar🙏🙏🙏
ଜୟ ଜଗନ୍ନାଥ ❤️🙏🚩ମୋ କାଳିଆ 🙏🚩❤️
🙏🏻ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ..... 🙏🏻
କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
He mahabahu mate tike Niantu apananku dekhibaku bhari ichha houchhi prabhu😭😭😭🙏🏻🙏🏻🙏🏻🙏🏻🙏🏻
ଅନାଥର ନାଥ ପ୍ରଭୁ ଜଗନ୍ନାଥ ❤️❤️🙏🏼❤️🙏🏼❤️❤️ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Jay Jagannatha swami nayan pathagami vaba tume pravu vaba tume pravu vaba tume 🙏🏻🙏🏻🙏🏻
ସତରେ ପ୍ରଭୁ ଙ୍କର କଥା ସୁବିଲେ ଦେହ ଶୀତେଇ ଉଠେ ସତରେ ଜଣା ନାହିଁ କେତେବେଳେ କେଉଁ ରୂପରେ କେତେବେଳେ ଆସି ମହାପ୍ରଭୁ ପହଞ୍ଚିଯାଆନ୍ତି ସତରେ ଧନ୍ୟ ମହିମା ପ୍ରଭୁ
Jay jagannath
Jagatara natha jagannatha...prabhu tumoku koti koti pranam...
ହେ ମହା ପ୍ରଭୁ ତୁମ ଲୀଳା ଅପlର ପ୍ରଭୁ ଜଗତ ର ମଙ୍ଗଳ କର ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏
Jay Jagannath 🙏 manima anandey manima 🙏
Jaya jagannaatha swami nayana patha gami bhaba tume 🙏🙏🙏🙏🙏
Bahut bhal lagu6e bhai jagannath ra katha
Jay Jagannath 🙏🙏 kete Leela tumara Prabhu koti koti pranam 🙏🙏
He Jagannarha he karunamaya tumari karuna tikie dia prabhu krupakara Dinabandhu🙏🙏🙏🙏🙏🙏🙏🙏🙏🙏
ମୋ ମନୁଆଁ ଦିଅଁ ପରା ସେ, ସେ ପୁଣି ଭକ୍ତ ର ଭାବଗ୍ରାହୀ ସେ ସବୁ ଜାଣିପାରନ୍ତି , ସେ ପରା ଅନ୍ତର୍ଯ୍ୟାମୀ , ଭକ୍ତ ର ହୃଦ ଶଙ୍ଖାଳି,ମୋ କାଳିଆ ସୁନା 🔴‼️🔴🙏🚩🚩🚩🚩🚩🚩 ଜୟ ଜଗନ୍ନାଥ 🔴‼️🔴🙏
ମୋ ପ୍ରବୀଣ ଭାଇ ଙ୍କ ଉପରେ ମହାପ୍ରଭୁ ଏମିତି କୃପା ରଖିଥାଅ ମହାପ୍ରଭୁ 🔴‼️🔴🙏🚩🚩🚩🚩
ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ
Kalia re to Daya apara ....jay jagannath Swami Nayana patha gami bhava tume Prabhu
Jay jagganath
ଜୟ ଜଗନ୍ନାଥ 🕉️😭🙏🙏🙏.... ରେ ଜଗା ତୋ ଲିଡା ତୁହି ଜାଣିଛୁ ପ୍ରଭୁ 😭😭😭🙏
Jaya jaganath Swami Nayana patha gami vaba tume vaba tume 🙏🏼🙏🏼🙏🏼🙏🏼🌹🙏🏼🙏🏼🌹🙏🏼
ସେ ଭାବବିନୋଦିଆ ଭାବରେ ବନ୍ଧା 🙏🙏🙏
ଜୟ ଜଗନ୍ନାଥ 🙏
ମୋ ସହିତ ବି ଏମିତି ଘଟଣା ଘଟିଛି ଶ୍ରୀ ମନ୍ଦିର ରେ ସତରେ ଆନନ୍ଦ ବଜାର ରୁ କିଏ ବି ଉପାସରେ ଫେରି ନାହାନ୍ତି, ଧନ୍ୟ ମୋ ମହାପ୍ରଭୁ ଧନ୍ୟ ସେ ଭକ୍ତ ହରି ହରି ବୋଲ ଜୟ ଜଗନ୍ନାଥ ମହାପ୍ରଭୁ 🙌🥺🚩
❤️ Jay ❤️ shree ❤️ jaganath ❤️❤️❤️❤️
Jay jagannath mahaprabhu 🙏🙏🙏
ଧନ୍ଯବାଦ ଭାଇ ତୁମ କଂଠ ରୁ ମହାପ୍ରଭୁଙ୍କ କଥା ଶୁଣି ଭାରୀ ଭଲ ଲାଗିଲା
Bhai Jay Jagannath 🙏❤️
Jay jagannath Swami Nayan Patha gyami bhaba tume ❤❤❤
Jay shree Jagannath mahaprabhu 🙏
❤️🙏Hey Manima 🙏❤️ Jai Jagannath 🙏❤️
Jay Jagannath Swami 💓🙏💓🌹🥀🌹🙏#maatarinireso
ଧନ୍ୟ ଆପଣ ମହାପ୍ରଭୁ 🙏🏻🙏🏻🙏🏻😭
Jay jagannath Swami Saha Love u
Jay jagannath Mohaprabhu 🙏🌷🙏🌷🙏🌷🙏🌷🙏🙏🌺🙏🌺🙏🌺🙏🌺🙏🌺🙏🌺
Jay Jagannath 👏🙏 Prabhu
Jay jaganntha....🙏🙏🙏🙏
ମୋର ଟିକେ ଡୋରି ଲଗେଇଦିଅ ମହାପ୍ରଭୁ ଅନେକ ଦିନ ହେଲାଣି ଇଚ୍ଛା World ଟିକେ ଦର୍ଶନ କରିବାକୁ
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
Guru Swami 🙏🙏🙏🙏🙏🌸🏵️🌼🌺🌹🌺🌼
jay Jagannath🙏😥😥
Mahaprahu 🙏
Jay Balliarabhuja badathakura
Dhanya tuma Lila Prabhu..Jai Jagannatha
💐ମୋ କଳା ସାଆନ୍ତ ଭାବର ଠାକୁର ସେ💐 🙏🙏🙏🙏🙏
ମଣିମାଙ୍କର ଜୟ ହୋଉ.....
जय जगन्नाथ महाप्रभु की जय
ଜୟ ଜଗନ୍ନାଥ ସ୍ବାମୀ । ଯେତେ ଶୁଣିଲେ ବି ମନ ପୁରୁନି। ତାଙ୍କ କରୁଣା ଅପାର। ସେ ଆପଣଙ୍କର ମଙ୍ଗଳ କରନ୍ତୁ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 💐💐🌹🌹🙏🏻🙏🏻🙏🏻🙏🏼🙏🏼🙏🏼
ଭାଇ ଆପଣଙ୍କର ବର୍ଣ୍ଣନା ଶୈଳୀ ଖୁବ୍ ଚମତ୍କାର। ଆଖିରେ ଲୁହ ଆସି ଯାଉଛି। ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏
Jai Jagannath 🙏
Jay jagganath 🙏
Jay jagganath 🙏
Jay jagganath 🙏
Jay jagannath mahaprabhu krupalu kaliaa saanta❤