Mu September 8 re apply kari thili, Bank account thick aschi , mobile & Jana seba Kendra re b status check kari heu nae,14678 ku morning ru try kale jae evening re call received kari paranti,se b kahu chanti je tumara under process re aschi....... Govt ku gothe request tume public agare jeu Mane pae chanti taha list, under process list, reject list published karantu, amit public ku haerana karantu nae. Jeu Mane 1st apply kari chanti taku 1 st ru clear karantu.
ଆମେ ବି ସେପ୍ଟେମ୍ବର ୧୧ତାରିଖରେ ଆପ୍ ଲାଇ କରିଥିଲୁ ପଇସା ମିଲିନି। ଅଧାମାଁମାନେ ଖୁସି ଅଧାମାଁମାନେ ଦୁଖିତ
ସୁଭଦ୍ରା ଟଙ୍କା ଜୋଉମାନକର ରେସନ କାଡ ଅଛି ସେଇମାକୁ ମିଳୁଛି ଆମର କାଡ ନାହିଁ ଆମକୁ ମିଳିନାହିଁ ଆମକୁ ପ୍ଭଭାତି ମାଡାମ ୦କିଛତି
Amar ration card achi amar kahin asini subhadra tanka
BJD return ହବ ଏଇ କାରଣ ପାଇଁ
Thike katha
Au bjd asiba laguni
ସୁଭଦ୍ରା ଟଙ୍କା ଯିଏ ନପାଇବ,ଇଏ ଯୋଜନା ପାଇଁଁ ସରକାର ବାଣ୍ଟିବା ସମସ୍ତ ଟଙ୍କାକୁ ସମସ୍ତେ ବୁଝିବେ,ଯିଏ ନପାଇଵ ତା ପ୍ରତି ଅନ୍ୟାୟ ହେଵ।
ସୁଭଦ୍ରା ଯୋଜନା,bjp କୁ ଦେବ ବିଦାୟ ସମ୍ବର୍ଦ୍ଧନା।
right
Right sir
Right 👍
Thike
ଏ ସରକାର ବିଦାୟ ହେବା ଦରକାର..
ମୁଁ ପାଇନି ସୁଭଦ୍ରା ଟଙ୍କା
ଆମର ରାସନ୍ କାର୍ଡ,ଜବ୍ କାର୍ଡ, ନିର୍ମାଣ ଶ୍ରମିକ କାର୍ଡ, ସବୁ କାର୍ଡ ଅଛି। Sep.10 ରେ ଆବେଦନ କରିଥିଲୁ ଏ ପର୍ଯ୍ୟନ୍ତ 1 ଟଙ୍କା ବି ଆସିନାହିଁ । ଆବେଦନ success ହୋଇଛି। ଆଧାର, ଏକାଉଣ୍ଟ୍, ଡିବିଟି ସବୁ ଠିକ୍ ଅଛି । କେଉଁ ମାନଙ୍କୁ ଦିଆଯାଉଛି କିଛି ଜଣା ପଡୁନାହିଁ ।
ବିଜେପି କୁ ସଂଚଳ ଲକ ଭଟ ଦେଇଛନ୍ତି ହେଲା ଓଲଟା ସେମାନେ ହେଲେ ଅଯଗୈ ।ଅଯଗୈ ମାନେ BJP କୁ ହରେଇଵେ 2029 ।ଧନୀ ଲକ ,ସଛଳଲକ,ମଟର ଯାନ ଲକ ,ବୈଵସାୟ ଲକ ,ହଟହଟା ହେବା ଲକ
ରାସନ କାର୍ଡ ନଥିଲେ ସୁଭଦ୍ରା ପାଇବେନାହିଁ
ଜେପି ନଡ୍ଡା ଙ୍କୁ ଜଣାନାହିଁ ସୁଭଦ୍ରା ଯୋଜନା ଠକ ଯୋଜନା
ବାଳ ମିଳିବ ଟଙ୍କା ସୁଭଦ୍ରା ନା ଅର୍ଜୁନ
କାଳିଆ ପଳେଇଲା ପରେ ଆସିଲା ସୁଭଦ୍ରା ରେ
ପଇସା ନାହିଁ ଟଙ୍କା ନାହିଁ
Ye Bahut dhuk ka Bat he 🙏
ସରକାର ପାଖରେ ରଖିଦେଇଥିଲେ ନବୀନ ପଟ୍ଟନାୟକଙ୍କ ସବୁ ଯୋଜନା କହି ସବୁ ଯୋଜନା ଗେଇପକାଇଥିଲେ
Iam ok no rupues
ଆଉ ମିଳିବନି ରେ
ବିଜେପି ଖାଇ ଦେଲା ଆଉ
Thik katha
@@bharatisethi287ta maa bia katha magiaa 6ka tu
ହ ଭାଇ ରାସନ କାର୍ଡ ଯାହାର ସୁଭଦ୍ରା ତାହାର😢
କାହାର ଆସିନି ସୁଭଦ୍ରା ପଇସା ମୋତେ follow କର 😮
ମୋର ଆସିନି ସୁଭଦ୍ରା ଟଙ୍କା କଳାହାଣ୍ଡି
Mara asini subhadra tanka
Kebe asiba subhadra tanka
Mora asini fast ru
୫୦୦୦ ଟଙ୍କା ପାଇଁ ଏତେ ଠକୁଛନ୍ତି । ଗରିବ ଲୋକ ଙ୍କୁ ଘର ଖଣ୍ଡେ ଦେବେ କେମିତି |
ଠିକ
କେମିତ ଧର୍ଯ୍ୟ ଧରିବେ | ଦଶହରା ପୂଜାରେ ଯେଉଁମାନେ ପାଇଲେ ସେମାନେ ଖୁସିରେ ଅଛନ୍ତି କିନ୍ତୁ ଅନ୍ୟମାନେ. . . . ଆମେ ୧୨ତାରିଖରେ apply କଲୁ କିନ୍ତୁ ପାଇନାହିଁ ସରକାର ବାରମ୍ବାର ଯୋଗ୍ୟ ହିତାଧକାରୀ କହୁଛନ୍ତି କିନ୍ତୁ ଗରିବ ଲୋକ Maximum ପାଉନାହାନ୍ତି ........
ଟଙ୍କା ଲାଗି ମରୀଜାଉଛ ଦୋକାନରେ ରେଟ୍ କେତେ ଦେଖନ୍ତୁ
Rait Katha loka bujhiba katha
ମୋବଇଲ ରେ status ଚେକ କରିବାର ସୁବିଧା କଲେ ଭଲ ହେତା
Rinabj
Rinabiswal
Rinabiswal
ମୟୂରଭଞ୍ଜ ବାସିନ୍ଦାମାନଙ୍କୁ ଏପଯ୍ୟନ୍ତ ମିଳିନାହିଁ😂😂😂
ରାଷ୍ଟ୍ରପତି କୁ କହୁନ ଦେବ 😂😂😂
Hn bhai mubi mayurbhanj ru mote bi milini😂😂
ଲୋକ ହିଁ ଭଗବାନ ।ଭଗବାନ ଙ୍କୁ ଠକନି ରେ ନ ହେଲେ ତମ ରାଜନୀତି ଜୀବନ ଖତମ କରିଦେବ।
ଏମିତି କାହିଁକି କରୁଛନ୍ତି ଜଣେ ପାଇବ ଆଉ ଜଣେ
ପାଇବନି ଇଏ କି କଥା ଆମକୁ ବି ଦିଅନ୍ତୁ
ଆମେ ଖୁସି ହେବୁ 😢
You are right
ଅଣ୍ଡର୍ ପ୍ରସେସ୍ ଯାହାର ଅଛି ତାହାର ରାସନ୍ କାର୍ଡ ନାହିଁ କିନ୍ତୁ ସେ ପ୍ରକ୍ରୁତ ଗରିବ ହିତାଧିକାରୀ ତାକୁ ମିଳିବ କି ନାହିଁ ସରକାର ଯାଞ୍ଚ କରନ୍ତୁ
ଆମର ବି ଆସିନାହିଁ ସୁଭଦ୍ରା ଟଙ୍କା
ଆମ ଆଡେ ବି କିଛି ଲୋକ ପାଇଲେ କିଛି ଲୋକ ପାଇଲେନୀ ବହୁତ୍ ଲୋକଙ୍କ ଆଶା ଥିଲା ମିଳିବ ବୋଲି କିନ୍ତୁ ମିଳିଲାନି କିଛି ଲୋକ ବି ଦ୍ୱିତୀୟ କିସ୍ତି ପାଇଲେ ଏମିତି କରିବା ଭଲ ହେଲାନି ଲୋକ ଏ ସୁଭଦ୍ରା ଯୋଜନା ପାଇଁ ବହୁତ୍ ଲୋକ ସଙ୍ଘର୍ଷ କରି from apply କରିଥିଲେ
ଆମେ ଗରିବ ସାର ଆଶା ରକି ଆବେ ଦନ କରିତିଲି ହଲେ ପାଇଲିନି
ମୋର୍ ସୁଭଦ୍ରା ଟଙ୍କା ମିଳିଲା ନାହିଁ ......
ବିଜେପି ସରକାର ଓଡିଶା ର ସମସ୍ତଙ୍କୁ ବେକାର କରିବା ପାଇଁ ଚାହୁଁଛେ. 35 ଦିନ ହେଲା ସମସ୍ତଙ୍କୁ ହଇରାଣ କରୁଛି. ଦିନ କୁ 300 ମଜୁରୀ ମାନେ 35 ଦିନ କୁ 10500 ଟଙ୍କା ପାଇଥାନ୍ତା ତ ସରକାର ବେକାର କରୁଛି ଓଡିଶା ବାସି ଙ୍କୁ.
କେତେ ଆସାଥିଲା ପାଇଁ ବାକୁ। ହେଲେ ଆସିଲାନି।
ଯଦୀସେମାନେ ଦେବେ ନାହିଁ ଆପଣମାନେ କଣ ପାଇଁ ଭୋଟ ଦେବେ
ରାସନନାହୀଜେଉମାନକରସେହୀମାନକୁମୀଳୁନାହୀ
ପାଗଳ ହେଲାନ ବିଜେପି
ସୁଭଦ୍ରା ପଛରେ ଗୋଡ଼ାଇ ସମୟ ନଷ୍ଟ କରନ୍ତୁ ନାହିଁ ?
Thik kahichanti
ଟିକି ନିକି ତଥ୍ୟ କରାଯାଉ
ମୋର ସୁଭଦ୍ରା ପଇସା ଆସି ନାହିଁ
ଅନୁଗୁଳ ଜିଲା ତାଳଛେର ବ୍ଲକ ଗୋବରା ମୁଣ୍ତା ସାହି ଆସନ୍ତୁ ମିଡିଆ ଭାଈମାନେ ଆପଣଂକ ମାଧ୍ଯମ ରେ ସରକାରକୁ ଧୁଈବୁ
ସମସ୍ତଙ୍କୁ ମିଲିଲେ ସବୁ ମହିଳା ଖୁସି ହେବେ
କିଛି ମିଳିବନି ପଇସା ଆସିବ କେଉଁଠୁ ମୁଁ ଗୋଟାଏ ଖଣି ବିକିଲେ ମିଳିବ
ସରକାର ଦେବନି ଯଦି କ'ଣ ପାଇଁ ଏମିତିକା ଢୋଲ ପିଟୁଛ
I sad madam 😭😭😭😭😢😢😢😢😢
ଏଇଟା ରାଜନୀତି ହେଉଛି
ଆମକୁ କିଛି ମିଳୁନି ଆମେ କଉ ଭାଷା ରେ କହିମୁ ସର କାରଙ୍କୁ ଆପଣ କୁହ
ସରକାର କହୁଛି ଏପରି ଯୋଜନା କେହି କରିନଥିଲେ। ମୁଁ କହୁଛି ଏମିତି ହିନସ୍ଥା କେହି କରିନଥିଲେ।୧୦ ଥରDaudi form apply Kali 15ଥର daudi DBT Kali ଶେଷରେ ଫଳ ଠ ।
ମୁଁ ଶୁଭଦ୍ରା ପାଇଁ ନାହିଁ ସବୁ ମିଛ
September 11 apply Kari asi nahi 😮😮😢😮😮
ମୋ ସୁଭଦ୍ରା ଟଂକା ମିଲ ମାଲିଵ କେଵେ😂
Sir apanamane bina retioñcardre subhadra yojana apply kariparibe boli kahithile aha kan sarakara micha kahithile
Thik katha
ମୋର ଆସିଲା ନାହିଁ କଣ ପାଇଁ ସବୁଠିକି ଅଛି
Right
Mobail app ରେ status ଚେକ୍ କରିବା system କରାଯାଉ
୧୭ ତାରିଖ ରେ ମଧ୍ୟ ଆସିନି ୯ ତାରିଖରେ ମଧ୍ଯ ନାହିଁ। କାହିକି ଠାକୁଛନ୍ତି
1st phase loko mananka problem thik kariparuna, 2nd, 3rd phase daba baharilani
Mora bi asini fast ru
More.
Mu b sep 11re apply korithili sabu thik thaiki reject heichi au milibo ki nhi setebele otp system nothila
Mu September 8 re apply kari thili, Bank account thick aschi , mobile & Jana seba Kendra re b status check kari heu nae,14678 ku morning ru try kale jae evening re call received kari paranti,se b kahu chanti je tumara under process re aschi.......
Govt ku gothe request tume public agare jeu Mane pae chanti taha list, under process list, reject list published karantu, amit public ku haerana karantu nae.
Jeu Mane 1st apply kari chanti taku 1 st ru clear karantu.
ମୁଁ ବି 11 sep. ରେ Apply କରିଥିଲି କିନ୍ତୁ ଆସିଲାନି.😢
Khali Rasan card au Basti loka nku dauchi micha pratisruti 😂
🎉 1:21 🎉
Status check kemiti koribu..
Sahi bole
ମୋର 12ରେ କରିଥିଲି କିନ୍ତୁ ସବୁଠିକ ପାଇନାହିଁ
BJP ସବୁ ବିକି ଖାଇ ଦେବ ରେ ଓଡିଶା କଙ୍ଗାଳ ହେଇଯିବ
Agar Nehin Milega Mesege dedena Chahiye 📞👈👌🇮🇳🙏
ମୁଁ ପାଇଁ ନିସୁବଭଦ୍ରାଟଙ୍କା
Mora bi asini so sad 😢😢😢😢
Ame bi 11 re କରିଥିଲୁ କିନ୍ତୁ ଅସିନି
Sep11, asinahi
Are mubi 11 tarikhare apalya karithili matebi milini
ଭଉଣୀ ତୁମେ ଆମ ପାଖକୁ ଆସ ଆମେ ନିରାସ ହୋଇଵସିଲୁ
Sonepur
Mu bi September 11 re apply korithili hele aji jaye poisa asini
Thik katha 12 ru apply but asilani. Miliba boli guarantee kaun. Debe jadi samastanku diajau. Account clear achhi. So paribe jadi clear karantu.
.
Ok
Jahar ration card nahii taku miliba ki nahii
Mote bi au sarakara upare vharasha nahi au Mora past ru asini
ଆରେ ମାଆ ମାନେ ଅକଟୋବର6/ 7/8/ଭିତ ରେ ମିଲବ
😂
Thik kahu chanti mausi subhadra tanka kahaku bi miluni mu September 6 Tarik re pakeiki aji jaye miluni 😮
12 tarikh ra apply karithiba Luke kehe bi painanti Karan kana atepai private madamku dhan deba uchit
Amara bi asini subdhara tanka pratham kisti ru applye karuchi
Sir mo wife chanchala das nku 1tanka asithila September 17re kintu 2yakisti dia helani
Bhuto bhalo parson
ମୁ ସୁଭଦ୍ରା ଟଙ୍କା ମିଳିନାହିଁ
Yr write sister,ama dukha kie bujhiba
ଆଁ କରିକି ଥାଉ ଆର କାଁ କରମା
Andha bhakta mane paile ki nahin
Mara bi subhadra tanka asini😢
Bharati. Sarabhanga
11 tari ka apply kari thilu ashi la nahi tanka. Sabu account thik achhi.
Sabuthik Thai paisa asuni mdm.apply date.11 paibu na nahi.?
ମୋର ପଇସା ମିଲି ନାହିଁ।
ମୁ 9 ତାରିଖ ଆବେଦନ କରିଥିଲି କିତୁ ମୋହୋର ଆସିନାହି
🎉
Sata Katha ame haldigarh jila Kalahandi Kunti Bag kubi milini jadi bi bhul haichi dakument kemiti samadha hai pariba please kuhantu
Subhadra paisa diantu cm sir first
11/09/24 apply kintu asini
Kendrapara dist ra
Sir mu date 12 re apply karithili kintu aparjanta subhadra yojana mor asinahi
Mora b aasini😢
ମୁଁ ବି ପାଇନି ମୋର ସବୁଠିକ୍ ଅଛି
amar bi asini khara😢😢🙄