Gaon Mein a jao Kisi Garib ke ghar a jao dekhna Kaise Bank linkage kam Kiya Hai kheti Kalyan Mein kam kya hai Machhali Palan gay Bhains Palan Gaon Mein Suraksha ke upar ....loan Lekar Mahila Sangeet Karke CrPCmdidi roj duty Hai block ko bank office ssg Logon Ko Suchit karne ke liye.. Har Mahila ka Sachin Karke Har Mahina per Kaise Paisa Laut Aaye Bank ko. Aise Aise bahut Sare kam Karta Hai daud daud ke.
@@mukeshsahu8233Rule re thila 5year tenu Semane konsi exam dei selection process re asi nahanti.Tenu 5year sarila a post permanent nuhna BJD Tara mahila vote bank pain Scooty loan dei tanku thakichi.Tenu BJP kahnki se post regular Kariba?
Are vhae tume jhota bele ju maa kolo re sothila tankna udesyare lekhiba pani tuma hata kipari gala . Mane rakha samasta maa heuchhanti jagatajanani. Tuma maa jia jenu Mane aji Raja rasta re soi chhanti semananka madhyare tu me tuma maa nku kanhi ki dekhi paruna .
@@saktimansahu9060 ତେବେ କଣ SBI RE ଆକାଉଣ୍ଟ୍ ଖୋଲି HDFC RE ପଇସା ଉଠେଇବ KI. JOU SARKAR E ମା BHAUNI MANAKU E ରାଜ ରାସ୍ତାରେ ବସେଇଚି SE ASI ପିଠି RE ADHUCHI KI NA 9 ମାସ RA SALARY DABA
Odisha Mein mission Shakti ka Upar surgical strike ..karne wala tha. Raaton Raat Sab logon ka salary band ho jata. kam ...Mahila Logon Ne rok liya Sabko.jay jaganath
ମିଶନ ଶକ୍ତି ର ମାନେ କଣ, ଯେଉଁ ମାନେ ଧାରଣା ରେ ଅଛନ୍ତି 90 ଭାଗ ମହିଳା ଙ୍କୁ ଜଣା ନଥିବ,ଆଗରୁ ବୁଝିବାର ଥିଲା,
Thik uttar
ହଁ ସୁଅନ୍ତୁ ବିଜେଡି ପାଇଁ ରାତି ରେ ଟଙ୍କା ବାଣ୍ଟୁ ଥିଲେ ଏତେ ନିଜ ଟଙ୍କା ପାଇଁ ବସୁଛ
THIK KATHAA BHAAI.
Right 👍
Right bhai❤
ଘର କୁ ପଳେଇ ଯାଅ
BJP ko vote Diya Hai. Ham Hindu Mahila Logon Ne. Jay Shri Ram Vande Mataram salary Lekar Hi Ghar jaenge.
BJP Cohra Ka Sarkar hi 💯 All India Me Ashiya hi BJP ka Cohra 💯✅
ଅପେକ୍ଷା କର ସରକାର ନିଶ୍ଚୟ ଶୁଣିବ
ଶୁଣିଲା ଠୁ ଘରକୁ ଆସିଲେ
ନବୀନ ବାବୁ ଏମାନଙ୍କୁ କମ୍ବଳ ଚଦର ଦିଅନ୍ତୁ. ବିଜେଡି ନେତାମାନେ ଏମାନଙ୍କୁ ଶିଖେଇ ଏ ନାଟକ ରଚନା କରିଛନ୍ତି
କିଏ ଏମାନେ କି କାମ କରୁଛନ୍ତି। ପାଣ୍ଡୁ ନବୀନ ଘରକୁ ଯାଆନ୍ତୁ ଡାନ୍ସ କରିବେ।ବିଜେଡି ପାଇଁ ପଇସା ବାଣ୍ଟିଥିଲେ।ବନ୍ଦ କର ଏ ଫାଲତୁ ମିଶନ ଶକ୍ତି।ପିଲା ପାଠ ପଢ଼ିକୁ ଅଛନ୍ତି job dia
Are tume maneta maa manknu sanmana dee sikhina . Tume joba kariki odishaku agaku meba . Odisha tuma parika loka knu pai aji dhanya.
Right
Kostiare to maepaku patheedere baregy
ଅନ୍ଧ ଭକ୍ତ
KHUB SUNDAR COMMENT BHAAI TAMAR.
ମିଶନ ଶକ୍ତି ର କାମ କ'ଣ ? ଏହି ବିଭାଗ କୁ ନବୀନ ସରକାର କାହିଁକି କରିଥିଲେ
actually mition sakti workers manankara job chart boli kn achhi ki ???
ସୁଭଦ୍ରା ଯୋଜନା କାମ କଣ? ସୁଭଦ୍ରା ଯୋଜନା କରି ତେଲ 150,ଆଳୁ 40,ଅଟ୍ଟା 45,ପିଆଜ 60,
Apan nka ghare maa ki bhouni thibe pachari bujhi paribe shg kan,, au lone keniti ananti,,
Gaon Mein a jao Kisi Garib ke ghar a jao dekhna Kaise Bank linkage kam Kiya Hai kheti Kalyan Mein kam kya hai Machhali Palan gay Bhains Palan Gaon Mein Suraksha ke upar ....loan Lekar Mahila Sangeet Karke CrPCmdidi roj duty Hai block ko bank office ssg Logon Ko Suchit karne ke liye.. Har Mahila ka Sachin Karke Har Mahina per Kaise Paisa Laut Aaye Bank ko. Aise Aise bahut Sare kam Karta Hai daud daud ke.
BJP Cohra Ka Sarkar 💯 hi All India Me Ashiya hi BJP ka Cohra Ka Sarkar hi 💯🇮🇳 Raight 🇮🇳
ଭଉଣୀ କଷ୍ଟ କଲେ କୃଷ୍ଣ ମିଳେ ଆପଣ ନ ଖାଇ ନ ପିଇ ଏମିତି ରାସ୍ତାରେ ଶୋଇ ରୁହନ୍ତୁ ଆଉ ବିଜେଡି ବିଧାୟକ ମାନେ କୁଆଡେ ଗଲେ ରାତିରେ ସାଂଗ ଦେଲେନି
ଏଥିପାଇଁ ବିଜେଡି ଦାୟୀ
Kn BJD dayi kahiparibe??
Nu@@mukeshsahu8233Nua sarkar 6masa heichhi,kintu emankara darama 9masaru painahanti.aga 3masara darama kahinki painathile.mane purba govt use karuthila vote paibaku.
MG BJP sarakara jhumula bala nk pain
@@mukeshsahu8233ye mahila nku kiye job dehi thila tike kahiba ki
@@mukeshsahu8233Rule re thila 5year tenu Semane konsi exam dei selection process re asi nahanti.Tenu 5year sarila a post permanent nuhna BJD Tara mahila vote bank pain Scooty loan dei tanku thakichi.Tenu BJP kahnki se post regular Kariba?
ଜମା ଶୁଣନ୍ତୁ ନାହିଁ
ତୋ ମା ଯଦି ସୋଇଥାନ୍ତା ତତେ ଭଲ ଲାଗିଥାନ୍ତା
ଛି
ହ
ଶୁଣିବନି ତା ବୋପା ଯିଏ ଶୁଣିବ. ଅପେକ୍ଷା କର
ଦେଖିଲ ଶୁଣିଲା
Bhal heichi.soipada
Are vhae tume jhota bele ju maa kolo re sothila tankna udesyare lekhiba pani tuma hata kipari gala . Mane rakha samasta maa heuchhanti jagatajanani. Tuma maa jia jenu Mane aji Raja rasta re soi chhanti semananka madhyare tu me tuma maa nku kanhi ki dekhi paruna .
Good
Magena khai khai mision Shakti gndi maileni odisha ku...subhadra jojna re mana Kalani amaku Paisa darkar nai free re ??@MPeducation10thclass
Jago re jaga o
Are magia jeun mankara abasta dekhiki tu bhala haichi kahuchu se ma hin dine tate janma deithila bhuligaluni
ଘରକୁ ପଳାଇ ଯାଆନ୍ତୁ, ବୁଝାଜିବ ଏ ବିଜେଡି ରାଜନୀତି କରି ସବୁ ଖରାପ କରିଦେଲା
To bopa government na sala
@@Jayshreram-d2f ତୁ ବିଜେଡି ର ମୁଣ୍ଡି ନା ଗାଣ୍ଡି ?
ରଙ୍ଗ ବଦଳା ସରକାର.
ମୁଁ କଟାକ୍ଷ କରୁନି କିନ୍ତୁ ସତ କଥା କହୁଛି ! ଏ ମହିଳାଙ୍କୁ ବିଜେଡି 24 ବର୍ଷ ନାଚାଉଥିଲା ! ସରକାର ଯିବା ପରେ ବି ନଚେଉଛି ! ଏମାନେ କିଛି ବୁଝିପାରୁନାହାନ୍ତି !
😊😊
Pura BJD ra pre-planning
Right
Bjd to maa ku bhi geu thila 24 barsho😅😅
👍👍👍
କାମ କର ପଇସା ନିଅ, କାମ ସରିଗଲା ଘରକୁ ଯାଏ, ରାଜ କୋଷରେ ପଇସା ନାହିଁ ଖାଲି ଋଣ, ଖାଲି ଋଣ ହିଁ ଋଣ, ଋଣ ପାଇଁ ୪୫ ଟଙ୍କା ସୁଧ ଦେଉଛ , ଚାକିରି, ଭତା, ମାଗଣା, ଦରମା ଦେଇ ଦେଶକୁ ବିକିବା ଠିକ୍ ନୁହେଁ, ଥରେ ବିକି ହେଲେ ଆଉ ଫେରି ହେବ ନାହିଁ, ଅଧିକ ଦରମା, ରାଜ ନିତୀ ଭତା, ବନ୍ଦ କର, ଉନ୍ନତି ନାମରେ ଋଣ କର ନାହିଁନାହିଁ
Tume jau medical re magana tritment heuchha sesabu paisha keuthu asuchhi janichha ki .?
Jitna Bhi Odisha Mein Hai employee unke liye Kaise Paisa hai.. MP MLA Sarpanch Sabke Liye Kaise raa
t ko subah Paisa Diya jata hai Abhi CRPCm Kele Kyon paise Nahin Hai.
ସମସ୍ତ ଭାରତୀୟ ମାନଙ୍କ ପାଇଁଁ ଆବଶ୍ୟକ
ଏ ସଂସ୍ଥା ଯିଏ ଗଢିଛି ସିଏ ତ ବୁଡିଗଲା ଆଉ କିଏ ଶୁଣିବ ଯିଏ ତୁମ ପଛରେ ପିନ୍ ମାରୁଚି ତା ଘର ଆଗରେ ଯାଇକି ସୁଅ ସିଏ ତୁମ ମାନଙ୍କ କଥା ବୁଝିବ।
🙏🙏🙏🔱ହର ହର ମହାଦେବ🔱🙏🙏🙏
ମିଶନ୍ ଶକ୍ତି ବନ୍ଦ ହେଉ
Ea Mane mission sakti ra mahila nuhanti
ଏସବୁ ବିଜେଡି ର ନାଟକ. କିନ୍ତୁ ଏମାନେ ବୁଝି ପାରୁନାହାନ୍ତି.
ତମ ମା ଭଉଣୀ ଶୋଇଲେ ନାଟକ ହବନି
Right
To maa ku gayibhi thore bare sito re jaiki soiki deke
ସେମାନେ ଦରମା ମିଳିନି ବୋଲି ଆସିଛନ୍ତି ଆଠ ମାସର ନିଜେ ଆଠ ମାସର ଦରମା ଦେବେନି କେମିତି ଲାଗିବ 😡
Hmm hmmm bjp government ra corruption against re jie protest kala hinjDa bjp khali tankk viridho dala kavi ignore
ଏମାନଙ୍କ ପାଇଁ ଯଦି ସୁବିଧା କରା ଜୀବ ଏମାନେ ଛାଡ଼ିକି ଯିବେ ନାହିଁ ଓଲଟା ସରକାର କୁ ଘେରିବେ
ମୋହନ ବାବୁ ଏ ମାନଙ୍କୁ ଚାକିରୀ ରୁ ବାହାର କର.... ଏ ଟା କି ଚାକିରୀ କି.... ଚାଷ କାମ କର ସ୍ଵବାଲମ୍ବୀ ହୁଅ... କାହା ଉପରେ ନିର୍ଭର କରନ୍ତୁ ନାହିଁ
ଚାକିରି କହିଲେ ଗୋଟେ ହିଁ ସେ ହେଉଛି ନେତା ହୁଅ
Tu chasa karunu maigiha 😂😂😂 Sola maa thhu Subhadra yojana Paisa magi Internet Pokei Maigiha youtube dekhuchhu 😂😂😂
Kichi bujhi bichari comment diantu
@@somalindash9603 ଆଜ୍ଞା sir
Gaonsathi. ଭାଇ. ଭଉଣୀ ବି,। ଦିନ ରାତି,. ବିଧାନ ସଭା ଆଗରେ. ସୁଇଛି.. ଆମେ 16ବର୍ଷ. ଧରି. ଦୁଃଖ. ଦେଲାବିଜେଡି
୨୫ ବରଷ ରେ ନବୀନ ବାବୁ କଣ ଦେଇଛି, ଏମାନଙ୍କ ଅବସ୍ଥା ଦେଖିଲେ ଜଣା ପଡୁଛି
Tamaku jadi dukha laguchi jauna blanket gote gote deba gapa maruchu kn pain ma
👍 @@videoworld6301
ଯେଉଁ ମାନେ ବିଜେଡି କୁ ଗାଦିଚ୍ୟୁତ କରିଛନ୍ତି ,ସେମାନେ ସମ୍ପୂର୍ଣ୍ଣ ଦାୟୀ ।
ସେତେ ବେଳେ ତୋ ଏମିତି କରୁନଥିଲେ ଏବେ କଣ ପାଇଁ କରୁଛନ୍ତି ଥରେ ଭାବ ବିଜେପି ସରକାର ଖାଲି ବାହା ବାହା ନେବାକୁ ଆସିଛି କାମ କିଛି ନାଇଁ ଯଉ କାମ ଠିକ ଠାକ ଅଛି ତାର ନାମ ବଦଳେଇ ନିଜ ନାମରେ କରୁଛି ଆଉ କିଛି ନାଇଁ
@@PintuNaik-yh7gh ତୁମ କଥା ଠିକ୍ ଭାଇ କଣ କରିବା, ଏହି ମହିଳା ମାନଙ୍କ ଭିତରୁ ୭୦ ଭାଗ ମହିଳା ବିଜେପିକୁ ଭୋଟ ଦେଇ ଛନ୍ତି ,ଧର୍ମ ନାମରେ ସରକାର ପରିବର୍ତ୍ତନ କରି ଆଜି ଏହି ପରିସ୍ଥିତି ରେ ପଡିଛନ୍ତି । ଏ ମାନେ ବିଜେଡିକୁ ଧୋକା ଦେଇଛନ୍ତି ,ଏବେ ବିଜେପି ରାସ୍ତାର ଭିକାରୀ ସଜେଇ ଦେଲା, ତଥାପି ସେଠାରେ ବସିଥିବା କିଛି ମହିଳା ମାନଙ୍କର ବିଜେପି ପ୍ରେମ ଛାଡ଼ି ନାହି । ଆଗକୁ କଣ ହେବ ଦେଖିବାକୁ ବାକି ଅଛି ।
ସବୁ ଦିନ ଘରେ ଶଉ ଛନ୍ତି। ଏବେ ରାସ୍ତାରେ ଶୋଇ ମଜା ନିଅନ୍ତୁ। ଏମିତି ଯଦି ସମସ୍ତେ କରିବେ ଏବଂ ଦାବି ପୂରଣ ହୋଇଯିବ, ତାହାଲେ ରାଜକୋଷ ସରିଯିବ।
ଆରେ ତ ସ୍ବାମୀ ନାହିଁ କିରେ ତ ଦୁଃଖ ବୁଜିବ ପାଇଁ
କୌଣସି ମହିଳା ମାନଙ୍କୁ ଆଉ ତୁମେ ମତେଇ ପାରିବନି ତୁମ କଥା ରେ ଆଉ 100/150 ମହିଳା କେବେ ତୁମ ସାଥିରେ ଯିବେ ନି, ତୁମ ବିରୋଧ ରେ ବାହାରିବେ 5 ବର୍ଷ ର ଚାକିରୀ କୁ ସ୍ଥାୟୀ କରିବାକୁ ଚାହୁଁଚ ଆଉ ବାକି ମହିଳା ମାନେ କି ଦୋଷ କରିଛନ୍ତି ସେମାନଙ୍କୁ ବି 5 ବର୍ଷ ଲେଖାଏଁ ଦିଆଯାଉ କମ se କମ ଇଚ୍ଛା mambers ଭାବେ ଅନ୍ୟ ମାନଙ୍କୁ ବି କିଛି କାମ ଦେଇକି ତାଙ୍କ ପାଉଣା ଦିଆଯାଉ, ନା ହେଲେ ଆଗାମୀ ଦିନରେ ଯେତେ ସ୍ୱୟଂ ସହାୟିକା ମହିଳା ମାନେ ଆପଣଙ୍କ ବିରୋଧ ରେ ନିଶ୍ଚୟ ଗର୍ଜନ କରିବେ, ସେତେବେଳେ ତୁମକୁ କୌଣସି ନେତା ମନ୍ତ୍ରୀ ବି ସପୋର୍ଟ କରିବେ ନାହିଁ, ration card କଟିଯିବ କହି ସମସ୍ତ ମହିଳା ମାନଙ୍କୁ ଠକି କି group ଗଢିଥିଲ ଆଉ fayeda ରେ ତୁମେ ରହିବ ଆଉ ବାକି ମହିଳା ମାନେ ସୁଧ ଦେବେ ଆଣିଥିବା ଟଙ୍କା ର ଆଉ ସେଇ ସୁଧ ku ତୁମର ପ୍ରାପ୍ୟ ଭାବେ ସରକାର ତୁମକୁ ଦେବେ ବାଃ ବାଃ
ମାନବିକତା ଦୃଷ୍ଟିରୁ ବିଚାରକଲେ ବଡ଼ ଦୁଃଖଲାଗୁଛି ! କିନ୍ତୁ ଏମାନେ ନିଜ ମୁର୍ଖତା ଗୁଣରୁ ଏମିତି କଷ୍ଟ ଭୋଗୁଛନ୍ତି !ନବୀନ, ପାଣ୍ଡିଆ ଓ ତା ମାଈପ ବିଜେଡି ସରକାର ଥିବାବେଳେ ଏମାନଙ୍କୁ ଥେଇଥେଇ ନଚେଉଥିଲେ ଓ ସରକାର ଗଲାପରେ ତାଙ୍କ ବୁଦ୍ଧିରେ ପଡ଼ି କଷ୍ଟ ପାଉଛନ୍ତି !
Salary ta tu dei de ... Sabu katha re bjd
Jadi a 2:34 mananko vitare tamo ma ki bhauni kie thante tebe a bhali katha kahi na thante
@@saktimansahu9060 ଆମ ମା ଭଉଣୀ ଥିଲେ କହିଥାନ୍ତି ଭୁବନେଶ୍ୱର ଯିବା ଦରକାର ନାହିଁ. ଭୁବନେଶ୍ୱରରେ ଏମିତି ଯେତେ ଆନ୍ଦୋଳନ ହୁଏ ସବୁ ରାଜନୀତି ପ୍ରେରିତ.
@@saktimansahu9060
ତେବେ କଣ SBI RE ଆକାଉଣ୍ଟ୍ ଖୋଲି HDFC RE ପଇସା ଉଠେଇବ KI.
JOU SARKAR E ମା BHAUNI MANAKU E ରାଜ ରାସ୍ତାରେ ବସେଇଚି SE ASI ପିଠି RE ADHUCHI KI NA 9 ମାସ RA SALARY DABA
Right bro 👍
ବିଜେପି ଏବର୍ଷ ଆସିଲା ଠିକ୍ ଅଛି, ବିଜେଡି ୨୪ ବର୍ଷ ଥିଲା କେନସୁଇ ଥିଲହ
ଏ ସଂସ୍ଥା ତୁରନ୍ତ ବନ୍ଦହେବା ଦରକାର ଏମାନଙ୍କର କିଛିକାମ ନାହିଁ
@@PratapMangaraj-l8y sarakar ate murkha nathile bhai j ate maa nku Bina kamore rakhi thile
Vala heichi semiti soipada
BJP sarakara ku vote deithile devlopment heba boli
ତମେ କଣ ପରୀକ୍ଷା ଦେଇ ଥିଲ
ରେଜଲ୍ଟ ବାହାରି ଥାନ୍ତା ସେ ପାଣ୍ଡିଆ କୁ ଆଉ
ଧୂତ ରାଷ୍ଟ୍ର ନବୀନକୁ ଧର୍ମ ସହିଲେ ହେଲା
Mishin Sakti Bjd Sakti pura ଲାଠି ଚାର୍ଜ hou
Right
ଆଙ୍କର କିଛି କାମ ନାହିଁ ଏ crp mbk ମାନଙ୍କୁ ବନ୍ଦ କରିଦିଅନ୍ତୁ
କହି କହି ଦବ. ବନ୍ଦ କରିବ କଣ
@@sanjayakumarjena2416 😃😃
Kama achhiki nahin se katha kama kariba loka Janibe to bholi gadha se sabu bujhi paribeni
Ediot
ଯଦି ବିଜେଡି 24ବର୍ଷ କିଛି କରିପାରିଲାନି. ତାହେଲେ ବିଜେପି କେମିତି କରିବ. ତାକୁ ଟାଇମ ଦରକାର କରିବା ପାଇଁ
ଆଇଲା ବାରି ଆଡୁ ବୁଝିଲା ବାଳ ଆଡୁ
@@Rinku-u7l🤣🤣🤣🤣🤣
Bala na ...se ODISHA ro Paisa Khali sarilani ... Abe Teacher au police ro Balance kotuchhi ... government bhikari heijaichhi be maigiha 😂😂
ୟେ ମୋଦି ର ବଡ଼ ପୁଅ ଶଳା
Jadi bjp sarakar ku time darkar ta hele pravati parida NKU kainhikiiiii misan shakti mantri kala
ଏମାନେ ସବୁ ଗୃହିଣୀ ହେଇକି ଥିଲେ।
ତାଙ୍କ ସ୍ଵାମୀ ମାନେ ରଜଗର କରୁଛନ୍ତି।
ଏବେ ଏମାନେ କହୁଛନ୍ତି ଆମେ କେମିତି ପରିବାର ଚଲେଇବୁ।
5 ବର୍ଷ ପୂର୍ବରୁ ଯେମିତି ଚଲଉଥିଲ ସେମିତି ଚଲାଅ।
Ex Bjd Govt response it.
Boys mankar SHG group karantu
Sabu pandian ku jai kuha
@@RanjitTaria-s3j pandia auu. Odishare nahi
କଣ ସବୁ ହେଇ ଯାଉଛି ହେ ପ୍ରଭୁ ଜଗନ୍ନାଥ ଠାକୁର 🙏🙏🙏🙏
Prabhu amaku saha huantu
@Swaranalata123 kn sabu ethi hauchi laguchi kali juga sesa samya asigalani
ପାଣି ଢ଼ାଳି ଦିଆ ଯାଉ,କିଛି ଅସୁବିଧା ହେବ ନାହିଁ, ,8hr duty karuchanty
ଏମାନେ ନିର୍ବାଚନ ପୂର୍ବରୁ ମଧ୍ଯ ଆନ୍ଦୋଳନ କରିଥିଲେ, କିନ୍ତୁ ବିଜେଡି ସରକାର ମଧ୍ୟ ଏମାନଙ୍କ କଥା ବୁଝି ନଥିଲେ, ଏମାନେ ଏବେ ମଧ୍ୟ ବିଜେଡି ସମର୍ଥକ ଅଟନ୍ତି, ଏମାନେ ବିଜେପି ସରକାର୍ ଙ୍କୁ ଏବେ ମଧ୍ୟ ତୀବ୍ର ନିନ୍ଦା କରି ଆସୁଛନ୍ତି, ଓଡ଼ିଶା ରେ ବେକାର ଯୁବକ ଓ ଯୁବତୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେମାନଙ୍କୁ ସରକାର୍ ଅଣ ଦେଖା କରି ବିଜେଡି ସରକାର ଏହି ମହିଳା ମାନଂକୁ ଭୋଟ ପାଇବା ଆଶାରେ ବିଭିନ୍ନ ଯୋଜନାରେ ନିଯୁକ୍ତି ଦେଇ ଆସୁଥିଲା କିନ୍ତୁ ଦରମା ଦେଇ ନପାରିବାରୁ ଏବେ ବିଜେପି ସରକାର୍ ଙ୍କୁ ଦାୟୀ କରିଛନ୍ତି ଏହି ମହିଳା
Kain bujhiba he bhai 5 yr ghare rahiba agreement kale ta pare ghara chadibaku hba
NIRAT SATA KATHAA TILE MAATRA BHUL NAHIN.
Very good
Crp,mbk ଓ ପ୍ରାଣୀ ମିତ୍ର ମାନେ ଏହା ପ୍ରଥମ ଥର କିନ୍ତୁ ପୂର୍ବ ସରକାର ସମୟରେ teacher, ଗାଁ ସାଥି ମେଟ୍, ଦଶ ଦିନ ଠାରୁ ଏକ ମାସ ଯାଏ ଧାରଣ ଦେଇଥିଲୁ ଶୀତ କାକର ସହି ତଥାପି bjd ସରକାର ଅଣ ଦେଖା କରିଥିଲେ, ଆଉ tk ଆଉ bjd ନେତାଙ୍କୁ ଧାରଣ କୁ ରଖ ନାହିଁ, ତମର ଖୁବଶୀଘ୍ର ସଫଳ ହେବ ଧନ୍ୟବାଦ
ସବୁ ବ୍ୟବସ୍ଥା କରାଯିବ
ଏ ମାନଙ୍କୁ ଦରମା ଦେବା ମାଛି ସରକାର ଙ୍କ ପାଇଁ କଷ୍ଟକର କିନ୍ତୁ ବିଧାୟକ ଙ୍କ ଦରମା ମାସିକ 30 ଲକ୍ଷ କରାଯାଉ 😄😄
Right bhai
Thik kahichhanti....
E mankar kaama kana j
Educational qualification dekhi ki election ticket mili le kichhi bhala nispatti guda ka dekhibaku miliba.
@@Lavdesh999 ଏଇ କଥା ବି ନଭେମ୍ବର 26 ତାରିଖ ଦିନ ସ୍ୱାଧୀନତା ଦିବସ ଅବସର ରେ ଉକ୍ତଳ ମଣୀ ମଧୁସୂଦନ ଦାସ କହିଥିଲେ 😄😄
କିଛି ଦିଅନି ସରକାର
ହେଁ ପ୍ରଭୁ ଜଗନ୍ନାଥ 😢
Jai jagannath 🥹🙇
ନବିନ ପାଖକୁ ଜାଉ ଥେଇ ଥେଇ ହୋଇ ନାଚିବ ଦରମା ମିଳି ଯିବ
ହଉ ହଉ କାମ କର ମଦ ଟିକିଏ ପିକି ସୁଇ ପଡ
Mission Shakti Ku bhangi Nua scheme Hou
ମିଶନ ଶକ୍ତି ମହିଳା ସଙ୍ଗ ଗୋଷ୍ଟି ଏ ସବୁ ବନ୍ଦ କର
ଧନ୍ଯ ରେ ସ୍ବାମୀ. ଏ ମହିଳା ମାନଙ୍କୁ କିପରି ସମ୍ଭାଳିଛ. ମା ମାନେ ଘରକୁ ଚାଲିଯା. ଦେହ ଖରାପ ହେବ. ବିଜେଡି ସରକାର କଲାନି . ନବୀନ ଦାୟୀ
Joy shree ram
ନୂତନ ସରକାର ଚଲେଇ ନ ଦେବା ପାଇଁ ବହୁତ୍ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି ,ନୂତନ ସରକାର ଆସିବା ପୂର୍ବରୁ 3 ମାସ ଭିତରେ ସବୁ କଳା କାରନାମା କୁ ଜାଳି ଦେଲେ ଆଉ ଏବେ ନୂଆ ନୁଆ ନାଟକ,
EKDAM SATAKATHAA.
ପୂର୍ବ ସରକାର ସମୟ ରେ କାରୁ ଥିବା କର୍ମ ଫଳ ପାଉଛ ନ୍ତି
Tume madhya tuma karma ra phala paiba
Karana tume maa manknu sanmana dee sikhina.
@MPeducation10thclass ପଣସ ଖାଇଲା କିଏ କାହା ମୁଣ୍ଡରେ ଅଠା ?
100 % R8
ମୋ ମତରେ ଏମାନଙ୍କୁ ନବୀନ ସରକାର କାହିଁକି ନିଯୁକ୍ତି ଦେଇଥିଲେ , ଏହାର କିଛି ଆବଶ୍ୟକତା ନଥିଲା,😂😂😂😂😂😂😅😅😅😅😅😅😅
Only vote
ଏସବୁ କି ପ୍ରକାର ତାମଶା
ଏ ଜୟ ଜଗନ୍ନାଥ
Sahajare Faida Paiba Amankara Udesya .
Gaonsathi ମାନକୁ ବି. ବିଜେଡି. ବହୁତ୍. ଦୁଃଖ ଦେଲା /ବିଜେଡି ନେତା. ମାନେ. ତ. ଦୟା.ହେଲାଣି.. ଗାଁ ସାଥୀ ରେ ତ. ମାଆ. ମାନେ. ଦୁଃଖ. ପାଇଲେ
ଭାଇ ମୁ ବି ଯାଇକି ବିଧାନ ସଭା ବାହାରେ ସୋଇଦେଲେ ମୋର ଜବ ହେଇ ଯିବ କି😂😂😂😂😂
ଏ ସବୁ ନାଟକ ନବିନ ବାବୁ ପାଇଁ
Mission shakti kana chakiri😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
Mission Shakti Naveen bahini
ଜୟଜଗନଥ
ଏମାନେ ପୁରା ଠକ. ନିଯୁକ୍ତି ପାଇଁ କେଉଁଠି ପରୀକ୍ଷା ଦେଇଥିଲେ? ନିଯୁକ୍ତି ପତ୍ର ଦେଖାଅ.
December 3 re ame exam deithilu qualify b heichu but joining deinahanti
3 December 2023 re exam deithilu Osssc re jaiki calender tike dekhi diontu
ମିଶନ ଶକ୍ତି gone 😊
ସରକାର ଡବଲ ସରକାର ଦେଖୁଛନ୍ତି କିନ୍ତୁ ଟିଭି ରେ ବାହାରକୁ ଆସନ୍ତି ନାହିଁ
Mison sakti band kara
O my god 😢
ପ୍ରଭାତୀ ପରିଡ଼ା କହିବେ କି ମିଶନ୍ ଶକ୍ତି ମହିଳା କେବେ ଦୈଡିବେ, ନିଜର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରନ୍ତୁ ପ୍ରଭାତୀ
Nirbachana pratisruti nanhi prabachana pratisruti.
ଏ ସରକାର କୂ ବିଦା କରିବା ଉଚିତ
Kan pain darma dia jiba jinisa patra dara jau rate re badhi lani sadharana loka mari galani.
ଦୁଇ ବର୍ଷ ହାରଣ କରିଛି bjd ସରକାର ହେ ପ୍ରଭୁ @@sanjayakumarjena2416
Ekdom right kahila tame
Naveen Patnaik thik thila
Misan sakti mahila nku dekhuthila
NAVEEN BHAAI THK JE KINTU GARIBANKA CHEATFUND TANKAA SABU LOOTI FEREIBA KAHI FEREILAANIJE.
Chasa Kama Kara kana emati andalon Karu chha Chasa Kama jhara kadesukha Taraha Jay jaganath 🙏🇮🇳
ସ୍ୱାମୀ ପାଖରେ ଶୋଇବା କଥା
Alu chasa korontu,bholo hobo,mamota banarji ku hata poteibaku podiboni,
Navin pattnayk hmi dai
ଏଇଟା ହେଲା ବିଜେପି ସରକାର ର ନାରୀ ପ୍ରତି ସନମାନ ଜୟ ଜଗନ୍ନାଥ
ମା'ମାନକୁ ସାହାଯ୍ୟକର୍ ଭାଇ
Odisha Mein mission Shakti ka Upar surgical strike ..karne wala tha. Raaton Raat Sab logon ka salary band ho jata. kam ...Mahila Logon Ne rok liya Sabko.jay jaganath
କଣ ଜାଣିନ strike କଲେ ଏପରି ଅବସ୍ଥା ହୁଅ, ଆହୁରି 5 ଦିନ ଶୁଅ ତ ପରେ ସରକାର ଶୁଣିବେ...
ନପାଉ ରାତି ନ ମରୁ ମାଝି, ଏକ ରାତି ହେଉ ସମାଧାନ ର ତାତି,,,
ଏମିତି ସୋଇ ସୋଇ ଘରକୁ ଯିବ ଦେଖିବା କେତେ ଦିନ ରହିବ
ଯିଏ ଶୋଇଲେ କଣ ଦରମା ମିଳିଯିବ
Good job.
ମଣିଷ ଚିହ୍ନି ବାରେ ଭୁଲ୍ କରିଛ
ଭଲହଲି😂
B j d ra nataka ମହିଳାଙ୍କ ନିଜର ବୃଦ୍ଧି ନୁହେଁ educated pila bekara bhata dia bekari
Mission sakti Bhawan re souno
କର୍ମ ଫଳ 😂😂😂😂😂😂😂
Aapna Mane Subhadra jujana paichhanti
ଡିସେମ୍ବର ଶେଷ ସୁଦ୍ଧା ନିଯୁକ୍ତି ମିଳୁ.... 😢
ମିଶନ ଶକ୍ତି ବନ୍ଦ କରାଯାଉ 😂😂😂😂😂😂😂😂😂😂😂😂😂😂😂😂😂😂
Jama sunibeni pravu .
ଜୟ ମିଛୁଆ ରାଧୁଆ ବିଜେପି ସରକାର ଜୟ୍
Bjp jindabad BJP mohan Majhi sir ❤️🙏
Thik heichhi emananku. Tanka nei village re interest ku lageiki sudha paisa re ki swabalambi hauthile emane.
ପଞ୍ଚାୟତ ନିର୍ବାଚନ ରେ ଜଣା ପଡ଼ିଯିବ _____ କେଉ ସରକାର ଭଳ ଆଉ କେଇ ସରକାର ଖରାପ୍ joy ହିନ୍ଦ୍ ____ ମତେ ଦୁର୍ନୀତି ଦୁନିଆଁ ରୁ ମୁକ୍ତି ଦିଅନ୍ତୁ😢
ଏ ମାନଙ୍କର ହେଉଛନ୍ତି BJD ର election ସମୟରେ ଟଙ୍କା ବାଣ୍ଟିବା କାମ, election ଆସିଲେ ନବୀନ ଦରମାଦେବ ସରକାର ନୁହେଁ..
Good night mausi 🙏
ଚାକିରୀ ରୁ ବାହାର କର ପ୍ଲିଜ଼
Dhan katun.
ନାରୀକୁ ସମ୍ମାନ ଦେଶକୁ ସମ୍ମାନ..
🎉🎉