Unemployment among Odisha's youth remains a pressing issue, even after graduation. The government lacks sufficient funds to address this, and the medical sector suffers from a shortage of doctors due to vacant positions. Prominent institutions like Utkal University and Ravenshaw University are struggling with an inadequate number of faculty members, which hinders the state's progress. These critical needs should take priority for Odisha's development. Women's empowerment is essential, as Odisha not only lags in industrial growth but also sees limited contribution from women to its GDP. The ₹50,000 provided by the BJP government is not a gift or an allowance; it is intended to support and empower women, fostering greater inclusion and progress in the state. After all, why are some people focusing on such useless demands when these fundamental issues need urgent attention?
ଖାଦ୍ୟ ଉତ୍ପାଦନ ସେବା କରୁଥିବା କୃଷକମାନଙ୍କୁ ମାସିକ ୧୦୦୦୦ ଟଙ୍କା ଦରମା ଦିଆଯାଉ .
ଯୋଉଁମାନେ ଆନ୍ଦୋଳନ କରୁଛନ୍ତି, ଏମାନେ ଯଦି କୃଷି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତେ, ତାହେଲେ ଓଡିଶା ଆଜି ଏକ ନମ୍ବର ହୁଅନ୍ତା.. ଆଳୁ ବି ବାହାର ରାଜ୍ୟରୁ ମଗେଇବାକୁ ପଡିନଥାନ୍ତା.. କର୍ମ କରିବାରେ ଲଜ୍ୟା ରଖିବା ନୁହଁ, ପୁଅ ମାନେ ଯେମିତି କୃଷି କାର୍ଯ୍ୟ କରୁଛନ୍ତି, ଏମାନେ ବି କରିବା ଦରକାର.. କର୍ମ ହିଁ ଭଗବାନ..
Such Scheme should immediately be dropped to close the chapter.
କି କାମ କରୁଥିଲେ କହିଁ ଆମ ଗାଁରେ କିଛି କରୁ ନଥିଲେ, ସେମାନକୁ ସମ୍ମାନର ସହ ବିଦା କରିଦିଅ
ଏମାନେ କାମ କରିନାହାନ୍ତି ସୁଭଦ୍ରା କମ ଅଙ୍ଗନବାଡି ଦିଦି କାମ କରିଛନ୍ତି
ଏମାନେ ସମାଜ ପାଇଁ କ'ଣ କରୁଥିଲେ
ସାର୍ ମୋର ଆପଣଙ୍କୁ ଗୋଟିଏ ଅନୁରୋଧ, ଆପଣ ANM ,GNM,LT ପିଲା ମାନଙ୍କୁ ଡାକି ଏକ Studio Debate କରିପାରିବେ କି,
ଏମାନେ ନିଜ ଜୀବନକୁ ପାଣି ଛଡାଇ ସେବା ଦେଲେ କିନ୍ତୁ ଏହି BJD ସରକାର ପିଲାଙ୍କୁ ଭୁଲିଗଲେ ଏବଂ ବାହାର କରିଦେଲେ ଏଟା କେତେଦୂର ଠିକ। ଆପଣଙ୍କୁ ଅନୂରୋଧ କରୁଛି କି ଆପଣ ଦୟାକରି ପିଲାଙ୍କୁ Justice ଦେଲେ ଆମେ ଜାଣିବୁ News18 chanel ହେଉଛି ଏକ ସଚ୍ଚୋଟ Chanel.
𝙴𝚖𝚊𝚗𝚎 𝚋𝚓𝚍 𝚙𝚊𝚒𝚗 𝚔𝚊𝚖𝚊 𝚔𝚊𝚛𝚞𝚝𝚑𝚒𝚕𝚎 𝚎𝚝𝚑𝚒𝚛𝚎 𝚔𝚎𝚑𝚒 𝚋𝚒 𝚜𝚊𝚜𝚊𝚔𝚝𝚊 𝚑𝚎𝚒 𝚗𝚊𝚑𝚊𝚗𝚝𝚒
Mission Shakti band kara jau
𝙴 𝚓𝚘𝚓𝚊𝚗𝚊 𝚋𝚊𝚗𝚍 𝚔𝚊𝚛𝚊𝚓𝚊𝚞
କିଛି ଦରକାର ନାହିଁ mbk ki vrp ମହିଳା ଣ ରହିବା ଦରକାର ଭାରୀ ଉତୁପାତ ହୋଉଛନ୍ତି ସେମାନେ plz se job ku close nkra
Bhai re tu ama jagare thile Jani thanta 😮😢bujhilu
Bhai tume thik katha kahuchha se mananku hataiba katha
Bjd agenda
Sir ଆପଣ ଙ୍କ ଜରୀୟା ରେ CSS ଙ୍କୁ ନ୍ୟାୟ ମିଳୁ
Code of conduct re darma break hueni. Election re darma break hue boli Guideline Bjd dekhau.
କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେଲେ କର୍ମଚାରୀ ମାନଙ୍କୁ ଦରମା ମିଳେନା ନା କ'ଣ ବା' !!
5 years sarila deba dar Kar nahi
Good 👍
Unemployment among Odisha's youth remains a pressing issue, even after graduation. The government lacks sufficient funds to address this, and the medical sector suffers from a shortage of doctors due to vacant positions. Prominent institutions like Utkal University and Ravenshaw University are struggling with an inadequate number of faculty members, which hinders the state's progress. These critical needs should take priority for Odisha's development. Women's empowerment is essential, as Odisha not only lags in industrial growth but also sees limited contribution from women to its GDP. The ₹50,000 provided by the BJP government is not a gift or an allowance; it is intended to support and empower women, fostering greater inclusion and progress in the state. After all, why are some people focusing on such useless demands when these fundamental issues need urgent attention?
Agreement sari sari chi kahi ki deba
ଚୁକ୍ତି ସରିଗଲେ କଣ ଆଉ ଟଙ୍କା ମିଳେ
ଚୁକ୍ତି ସରିଗଲା ପରେ କଣ ପାଈଁ ଏମାନଂକୁ କାମ କରାଉଥିଲେ... କାମ କରିଛନ୍ତି ମାନେ ଦରମା ନେବେ...
Stop mission Shakti
Saethi ghara kar
OLM ku mission sakhti kari tanka neigale