Heba nihati darkar kainki na gote DBT system achi jauta ki apankara aadhar sahita direct account re link hei thai seita nahele Paisa paiba tk muskil hei jiba
Kintu abe ta aadhar re bapa nama asuchi na husband nama only C/O asuchi ta seita kemiti janibe kiye bapa au kiye husband kahiki so form re manually bhariki website re apply karauntu
ପ୍ରଥମେ ମୋର ଭ ଉ ଣୀ କୁ ମୋର ନମସ୍କାର ଜଣାଇବି ଏତେ ସୁନ୍ଦର ଭାବରେ ଲୋକଙ୍କୁ ବୁଝାଇ ଥିବାରୁ ମୋର ଆପଣଙ୍କୁ ଧନ୍ୟବାଦ କେତେ ମୁର୍ଖ ଲୋକ ହେଲେ ମଧ୍ୟ ବୁଝିପାରିବେ ଆପଣଙ୍କ କଥା ସୁନ୍ଦର ଆପଣ ବି ସୁନ୍ଦର ଆପଣ କୁ ଯିଏକି ବାହା ହେବ ସିଏ ଭାଗ୍ୟବାନ ହେଇଥିବ ନମସ୍କାର
ate bjp ra chatu kar kahiba katha nuha. tk vala se bhujei debe ki bjp kahithila 2yrs re 50000 seta kn pain 5 yrs karagala.
@@ajaysahoo2009bjd kahithila kalia yojana te 10000 debe bili se 4000
Bapa and swami na nathile habaki mobaili nbr linki achhi
𝖵𝖾𝗋𝗒 𝗀𝗈𝗈𝖽 𝗌𝗂𝗌𝗍𝖾𝗋
Jahara adhar card address bhul thiba taha hele
ଧନ୍ୟବାଦ, ଆପଣଙ୍କ ସୁଚିନ୍ତିତ ପ୍ରାଞ୍ଜଳ ଉପସ୍ଥାପନା,
Madam ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ,ଆପଣ ସମସ୍ତ ଦ୍ଵନ୍ଦ ଗୁଡ଼ିକୁ ଗୋଟି ଗୋଟି କରି ଖୁବ୍ ଭଲ ଭାବରେ ବୁଝେଇ ଦେଇଛନ୍ତି ।
ଧନ୍ୟବାଦ think ❤❤❤
ଧନ୍ୟବାଦ ❤❤❤❤❤
Madam ଅନେକ ଅନେକ ଧନ୍ୟବାଦ।
Welcome. Very. Good. Information. Salut
ଧନ୍ୟବାଦ ଦିଦି 😊 ଏତେ ସରଳ ଭାବରେ ବୁଝାଉଥିବାରୁ
ଲୋକଙ୍କୁ ବହୁତ ସୁନ୍ଦର ଭାବରେ ବୁଝାଇ ଥିବାରୁ ଆପଣଙ୍କୁ ଧନ୍ୟବାଦ ମେଡମ୍ ।
Bohut bohut dhanyawad didi apana unku ati sundar bhabe bujhei thiba ru ❤❤❤❤
Thank you so much mam for your work for your people ❤
Dhanybad 💅
ଜନସେବା କେନ୍ଦ୍ର ବାଲାଙ୍କ ଠାରୁ ସରକାର କଣ ଟଙ୍କା ଖାଇଛନ୍ତି କି। ଆମର ମୋବାଇଲରେ ଇଣ୍ଟରନେଟ ଅଛି ଆମେ କାହିଁକି ଖରାରେ ଏତେ ଦୂରକୁ ସମୟ ନଷ୍ଟ କରି ଏବଂ ସ୍ତ୍ରୀ ଲୋକମାନେ ପରିବାର କାମ ଛାଡ଼ି ଘଣ୍ଟା ଘଣ୍ଟା ବାହାରେ ସମୟ ନଷ୍ଟ କରି ଖରାରେ ବାହାରେ ବୁଲିବେ।
Are bhai ame bharele Paisa paijibu,,samane,bharele,,kechi,lokonkara,Kate,Baku,miliba,na,,au,gov Paisa,banciba,,sabu harami,athi,
Kainki na emiti hele bahut fraud ra samukha hebaku padiba jiye bhi chahile Aram se thaki pariba samaste apankara bhalia educated nuha
TQ so much didi ❤️✨
ଧନ୍ୟବାଦ ଦିଦି 🙏🙏
Thank you Madam for Explanation of Subhadra Yojana Form Fillup
positively.
Bahut sundar ❤❤❤❤
Good mem ❤❤❤
Thank You So Much Mam Sir for This Important Information 🙏
Dhanyawad Didi
Tik. Nik. Sampurna. Khola. Katha ku. Very. Happy. KOTI salut salut. Salut
ଅଶେଷ ଅଶେଷ ଧନ୍ୟବାଦ ମାଡାମ, ଆପଣଂକର ମୂଲ୍ୟବାନ କଥା ଗୁଡିକ ନିଶ୍ଚୟ ଲୋକ ମାନେ ବୁଝିକି ଆଉ ଜନସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସ ରେ ଭିଡ ଜମେଇବେ ନାହିଁ
Dhanyabad Madam bahut bhala suchana deichhanti
Thank you didi
Thanks ❤ medam👌
Thanks for giving the info
ଧନ୍ୟବାଦ ମାଡମ
ମର ସବୁ ଠିକ୍ ଅଛି କହିକି ମିଳିନାହିଁ
madam you are a grate
God bles you
Very nice super heichi apono bholo deichonti
Thank you ma'am 😊
❤❤❤ Thank you🙏🙏🙏
Thank you 👍🎉 didi
ଜନସେବାକେନ୍ଦ୍ର ବାଲାକହୁଛନ୍ତିଯେ, ସୁଭଦ୍ରା ଯୋଜନାର ସାଇଡ୍ ସ୍ଲୋ ରହୁଛି, ସେଥିପାଇଁ ଅଧିକ ପରିମାଣରେ ଫର୍ମ ପଡ଼ିପାରୁନାହିଁ, ସେଥିପାଇଁ ସରକାରଙ୍କୁ ଅନୁରୋଧ, ଏହାର କିଛିନା କିଛି ପ୍ରତିକାର କରନ୍ତୁ,
Dhanabad
Very Very Good Information
ଆମ ଘରର ଜଣଙ୍କ ନାମରେ ଆଧାର କାର୍ଡ ପଞ୍ଜିକୃତ ବେଗିରେ ଅଛି ଆଉ ଜଣଙ୍କ ନାମରେ ଅଛି ଆଧାର କାର୍ଡ ପଞ୍ଜିକୃତ କଣ ହେବ ଟିକିଏ କୁହନ୍ତୁ
Very good mam
ଧନ୍ୟବାଦ ଦିଦି
ହଁ ଶୁଣିବା କୁ ମିଳିଲା Aadhar ରେ ସ୍ବାମୀ ଙ୍କ ନାଁ କିମ୍ବା ପିତା ଙ୍କ ନାଁ ନ ଥିଲେ ମିଳିବ କି ନାହିଁ (No) ବୋଲି କହୁଛନ୍ତି ତାମାନେ Aadhar ରେ ସ୍ବାମୀ ଙ୍କ ନାଁ କିମ୍ବା ପିତା ଙ୍କ ନାଁ ନ ଥିଲେ ବି ସୁଭଦ୍ରା ପାହିପାରିବେ?
Very good news by you, thanks.
ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍ ମେଡାମ୍
ଆଧାର ରେ ଯେଉଁ ମୋବାଇଲ ନମ୍ବର ଅଛି ସେହି ମୋବାଇଲ ନମ୍ବର ଆକାଉଣ୍ଟ ରେ ଥିବା ଆବଶ୍ୟକ କି ?
Mora bi sei doubt...kie ans debe?
Heba nihati darkar kainki na gote DBT system achi jauta ki apankara aadhar sahita direct account re link hei thai seita nahele Paisa paiba tk muskil hei jiba
Apana nije jaiki UIDAI website re check Kari paribe apankara account aadhar sahita link achi ki nai
Kn karibaku padiba bhai...
ଦିଦି ଅନେକ ଅନେକ ଧନ୍ୟବାଦ ନମସ୍କାର
Madam apanku bahuta bahuta Danya bada
Rourkela odisha se Jay Jagannath
Bahut sundar bhabte bujhaele madam Thank you 🙏🏼
Madamnku bahut bahut dhanyabad .
Thank you mam❤
ମେଡମ ଜଣେ ଜଣେ ବାପ ନାମ ନାହିଁ କି ସ୍ୱାମୀଙ୍କ ନାମ ନାହିଁ ତାହା ହେଲେ କଣ କରିବେ
Very good didi thankyou
ଅଲଗା ନମର
Thank you mam thank you very much
Thank you didi❤❤❤❤
V. G. Madam excellently ❤❤❤❤❤❤❤❤❤❤❤❤❤❤️🙏❤️
ଧନ୍ଯବାଦ ଦିଦି
Many many thanks
ସୁନ୍ଦର ଭାବରେ ବୁଝାଇଲେ ଧନ୍ୟବାଦ ଦିଦି
Thank you very much madam ❤🙏
U r perfect.....& export madam
Good news
Thank you so much
ମାଡାମ ସବୁ ଠିକ ଅଛି ଆଉ ଟିକେ କହିଲେନି ଯେ ଏହା ଦ୍ୱାର ଯୋଉଁ ସବୁ ସେଵା କେନ୍ଦ୍ର ଵାଲା ଖଟିବେ ସେମାନଙ୍କୁ କାହିଁ ଅନ୍ୟାୟ କରାଯାଉଛି, କେବଳ 15 ଟଙ୍କାରେ color print ଦେଇ ଦିନତମାମ କାମ କରିବେ ଏଇଟା କେତେଦୂର ଠିକ 🙏
Thanks for clarification... information 🤠
Mom ମୋର document ସବୁ ଠିକ୍ ଅଛି କିନ୍ତୁ ସୁଭଦ୍ରା ଟଙ୍କା ଆସୁନାହିଁ କାହିଁକି
Thank you madam for your clarity information.
Thanks
Madam apankanku Dhanbad ete sundar bhabare janeithibaru ❤
ଆପଣ କହିଛନ୍ତି କି ଆଧାରରେ ବାପା କିମ୍ବା ସ୍ବାମୀ ନାମ ନଥିଲେ ଭି ପୂରଣ ହେବ ବୋଲି କହିଛନ୍ତି, କିନ୍ତୁ ସୁଭଦ୍ରା ଫର୍ମରେ ଲେଖା ଅଛି କି ଆଧାର ଅନୁସାରେ ବାପା କିମ୍ବା ସ୍ବାମୀଙ୍କ ନାମ ଲେଖିବାକୁ.
ହଁ ପା
Supp🎉or😊
Kintu abe ta aadhar re bapa nama asuchi na husband nama only C/O asuchi ta seita kemiti janibe kiye bapa au kiye husband kahiki so form re manually bhariki website re apply karauntu
@@sunilmohanty131 Beneficiary ku Bujhiki Fillup Karibaku padiba.
ଧନ୍ୟବାଦ
ମୋର ସମସ୍ୟା ଦୂର ଏଲା ଦିଦି 🙏🙏🙏🙏 ଥ୍ୟାଙ୍କ ୟୁ
ଦିଦି ମୋର ଗୋଟିଏ ପ୍ରଶ୍ନ ବିଧବାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ହେଇ ପାରିବେ କି ନାହିଁ? ଦୟାକରି ଟିକେ କହିବେ।
ଯେଉଁମାନେ ବାହାରେ ନିଜର ପରିବାର ନେଇକି ଅଛନ୍ତି ସେମାନେ କେମିତି ଭରିବେ କୁହନ୍ତୁ ସରାକର ! ସେଥି ପାଇଁ ଟିକେ ନଜର ଦିଅନ୍ତୁ.. ଆପଣ ମାନେ କହିବେ ପଲାଇ ଆସନ୍ତୁ କିନ୍ତୁ ନିଜର ମୂଲ୍ୟବାନ ସମୟ ଆଉ ପଇସା ଖର୍ଚ କରି କେମିତି ଆସିବେ..
Very nice explanation ❤
One request to govt pls allow people to apply form by themselves and avoid crowd
Right sir
If it's allow then many fraud form also carried out and it's take time to verify for next procedure
Sathik bhabara bujhai thibaru apanku thanks 🎉❤🎉
Thank you so much didi
Thank you. Mam
Mithunbehera
ଦିଦିମୋର ବ୍ୟାଙ୍କ ଖାତାରେ ଗୋଟିଏ ନିର୍ଦିଷ୍ଟ କାଷ୍ଟ ର ଟାଇଟେଲ୍ ଅଛି, କିନ୍ତୁ ସେହି କାଷ୍ଟ ର ଅନ୍ୟ ଟାଇଟେଲ୍ ଆଧାର ରେ ଅଛି, କିଛି ଅସୁବିଧା ହେବନି ତ,ଦୟାକରି ଜଣାଇବେ ।
Thank you madam
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ❤
ମାଡମ ଯଦି କୌଣସି ମହିଳା ଙ୍କର ଆଧାର କାର୍ଡ ରେ ନାମ ଆଉ bank account name re କିଛି ଭୁଲ୍ ରହିଥାଏ । ତାହେଲେ ଏବେ ଆଧାର correction କରିବାକୁ ପଡ଼ିବ କି...?????
Good information
Tq madam ❤❤❤
People are confused what are doing,
Thank you for your clarification
ନିଜ ଗାଁ ଜନ ସେବା କେନ୍ଦ୍ର ରେ କଣ ଆପ୍ଲାଇ ହେବ,ଅନ୍ୟ କେନ୍ଦ୍ର ରେ ହୋଇ ପାରିବ ନାହିଁ
ଆଧାର ଅଫଡେଟ କଲା ବେଲେ ବହୁତ ଡେରି ହଉଛି
ଆପଣ କହିଲେ କିମିତି ମାନିବୁ ଜନସେବା କେନ୍ଦ୍ରର ବାଲା ବିନା ଓଟିପି ରେ ସୁଭଦ୍ରା ଯୋଜନା କରୁନାହାନ୍ତି
Yara bikalpa irick kimba finger authic
Bank re DBD link darakare ki
Didi🙏🏻adhhra card re swami nama nathile heb?
ଦିଦି ବହୁତ ବଡିଆ ବୁଝେଇ କାହିଲ
Good evening didi didi jane mahilara adharcard re bapa name achhi sehi jagare husband name dei pari baki please kuhantu
କିଛି ଜନସେବା କେନ୍ଦ୍ର ର ଭୁଲ୍ ସୂଚନା ଠିକ କରନ୍ତୁ ଆଧାର
Bahut Dhanya Bad Madam 🎉🎉🎉❤❤
Mam family ro jone hi aply karibe ki? Na samaste aply kariparibe?
Jay Jagannath
Madam apana pranjala bhabare bujhai thibaru bahut bahut dhanyabad,
Danyabad didi
Madam date of birt issue hoinahni but year of birth issue hoichhi subhadra apply hoipariba ki?