🔴LIVE | ପାଣ୍ଡିଆନଙ୍କ ପୋଲ ଖୋଲିଦେଲେ ରୁବେନ୍‌ | Ruben Banerjee | VK.Pandian | Naveen Patnaik | BJD | OR |

Поделиться
HTML-код
  • Опубликовано: 21 дек 2024

Комментарии •

  • @gajendranathjena356
    @gajendranathjena356 4 часа назад +3

    ପ୍ରଶନ୍ନ ଆଚାର୍ଯ୍ୟ ଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରିଛନ୍ତି ସତ୍ୟ ଓ ପ୍ରାମାଣିକ ଭିତରୁ ଅନ୍ୟତମ ଲେଖା ଅଛି🎉ପ୍ୟାରୀ ମୋହନ🎉ପାଣ୍ଡିଆନ🎉 ଏହି ଦୁଇ ଅଫିସ ଦ୍ୱାରା ନବୀନ ପଟ୍ଟନାୟକ ନିଜର ଅନ୍ତରଙ୍ଗ ବନ୍ଧୁ ଓ ତାଙ୍କ ବାଲ୍ୟ ସାଙ୍ଗ ମାନଙ୍କୁ ଅବିଶ୍ୱାସ କରି ନିଜଠାରୁ ଦୂରେଇ ଦେଇଛନ୍ତି❤ ନବୀନ ପଟ୍ଟନାୟକ ଜଣେ ବିଶ୍ୱାସଘାତକ😮ଏବେ ସମସ୍ତଙ୍କଠାରୁ ବିଶ୍ୱାସ ହରାଇଛନ୍ତି🎉ଏବେ ଏକମାତ୍ର ପାଣ୍ଡିଆନ ଠାରେ ବାନ୍ଧି ହୋଇ ରହିଛନ୍ତି ସ୍ଵାର୍ଥ ହାସଲ ପାଇଁ ଟଙ୍କା ସବୁ ପାଣ୍ଡିଆନ ହାତରେ ଥିବାରୁ ନବୀନ ପଟ୍ଟନାୟକ ବନ୍ଧା ପଡ଼ିଲା ଭଳି ଦେଖାଯାଏ ତେଣୁ ବିଜେଡି ନେତାମାନେ ଅନ୍ୟଆସ୍ଥାରେ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି😮❤🎉❤😮🎉❤

  • @gajendranathjena356
    @gajendranathjena356 4 часа назад +1

    ଶୋରକ୍ଷ୍ୟା କର୍ମି ଦୁଇଶହ ଅଉଷଠିଜଣ ଦେହରକ୍ଷୀ ନବୀନ ପଟ୍ଟନାୟକଙ୍କ ରାଜନୀତି ରାଜ୍ୟର ସାଧାରଣ ଲୋକମାନେ ଦେଖାକରିବା ଓ ନେତା ସମସ୍ତେ ଦେଖାକରିବା କଷ୍ଟ ଦାମବାବୁ ମଧ୍ୟ ଦେଖା କରି ନ ପାରି ବିଜେପିରେ ଯୋଗଦାନ କରିଥିଲେ🎉❤🎉😮❤😮🎉😮🎉

  • @devendranathdas9636
    @devendranathdas9636 3 часа назад

    ଜୟ ହିନ୍ଦ ସାର 🙏

  • @prasantakumarsahoo4097
    @prasantakumarsahoo4097 5 часов назад +1

    👍👍👍👍👍

  • @jayhind6187
    @jayhind6187 5 часов назад

    ଇତିହାସ କେବେ ହେଲେ ଗଣତନ୍ତ୍ର ହତ୍ୟାକାରୀ ନବୀନ ପଟ୍ଟନାୟକଙ୍କୁ କ୍ଷମା ଦେବନି ।

  • @tariniprasadmohanty1136
    @tariniprasadmohanty1136 4 часа назад

    ପାଣ୍ଡୁ ମହାଶୟଙ୍କର power ଲୋଭ ଏବଂ ଲାଳସା ଆଉ ମନମୁଖୀ ଶାସନ ବିଜେଡି କୁ ଓଡିଶା ରାଜନୀତି ରୁ ବୁଡେଇଦେଲା. ନବୀନ ବାବୁ ଧୃତରାଷ୍ଟ୍ର ସାଜିଥିଲେ. ଏବେ ଚିନ୍ତାକଲେ କଣ ହବ.

  • @nilamanikar954
    @nilamanikar954 5 часов назад

    ରୁବେନ ବାନାର୍ଜୀ ଯାହା କହିଛନ୍ତି ପାଣ୍ଡିଆନ ଙ୍କ ବିଷୟରେ ତାହା ସମ୍ପୂର୍ଣ୍ଣ ସତ୍ୟ ଓ ନବୀନ ପଟ୍ଟନାୟକ ଙ୍କର ସ୍ଵୀକୃତି ଥିଲା । ତେଣୁ ପାଣ୍ଡିଆନ ଅଭୟ ବାଣୀ ପାଇ ଓଡ଼ିଶା ରାଜ୍ୟର ବଡ ବଡ ରାଜନେତା ଙ୍କୁ ଅପମାନ ବହିଷ୍କାର ଜେଲ୍ ଦଣ୍ଡ ଦେଇଥିଲେ। ଓଡ଼ିଶା ର ଦୁର୍ଭାଗ୍ୟ ଯେ ନବୀନ ପଟ୍ଟନାୟକ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଏତେଦିନ ରହି ରାଜ୍ୟକୁ ଅନ୍ଧକାର କୁ ଠେଲି ଦେଲେ।

  • @amarendramishra7839
    @amarendramishra7839 4 часа назад

    It's true facts

  • @SatishkumardasDas
    @SatishkumardasDas Час назад

    Jay hindi

  • @biswajitbiswal4180
    @biswajitbiswal4180 5 часов назад

    Book kouthi miliba sir?

  • @chhabindramansingh73
    @chhabindramansingh73 4 часа назад

    Bjd ପରାଜୟ ପାଇଁ ନବିନା ନିଜେ ଦାଈ, ମୂଳକୁ ଯାଅ

  • @AnjalibalaBhanjadeo
    @AnjalibalaBhanjadeo 5 часов назад

    Pandian sir ofisha ku bikash pathars ageineichhanti.bartamanofficernka bhali bikinanhanti.odishara bikash bodhe Banarji sir chhanhu nanhanti,jeetithile pandian jindabad hauthila aji kharsp heigale

  • @dhirendrapanigrahi7303
    @dhirendrapanigrahi7303 3 часа назад

    Jete jaha kuha kichi lava nahin Karan se jou relationship achi taku vangi habani.Party Pache Buda ku jau kintu relationship na vangu.

  • @sop828
    @sop828 6 часов назад

    BJD IS HISTORY.

  • @SatishkumardasDas
    @SatishkumardasDas Час назад

    Hata

  • @SatishkumardasDas
    @SatishkumardasDas Час назад

    Bjp

  • @skbhadra2611
    @skbhadra2611 6 часов назад

    Now odisha BJP government under the control of V.K Pandian