୨୦ ବଢ଼େଇଲେ ୨୭ ଦେଲେ,ମୋଦୀ ଗ୍ୟାରେଣ୍ଟି ନୁହେଁ ନେବା ଗ୍ୟାରେଣ୍ଟି || Odisha Politics ||

Поделиться
HTML-код
  • Опубликовано: 6 фев 2025
  • #odishapolitics #odishabjp #subhadrayojana #subhadrayojanaodisha #odishabjd #treding #suchanamedia

Комментарии • 1,4 тыс.

  • @mrutyunjayaacharya
    @mrutyunjayaacharya 3 месяца назад +21

    ଏ ସରକାର ଭାଙ୍ଗି ଯାଉ । ଜଗନ୍ନାଥ କରନ୍ତୁ

  • @SunaramSundi123
    @SunaramSundi123 4 месяца назад +100

    ଏଇ ହେଉଛି ମୋଦି ଗ୍ୟାରେଣ୍ଟି,ଆଉ ସୁପର ମିଛୁଆ।

  • @prasantapattanaik862
    @prasantapattanaik862 4 месяца назад +130

    ମୋତେ ପ୍ରଧାନମନ୍ତ୍ରୀ କଲେ ମୁଁ ବି ସବୁ ଦରଦାମ୍ ବଢେଇ ଏମିତି ଅନେକ ସୁବିଧା ଲୋକଙ୍କୁ ଦେଇ ଦେଶ ଚଳେଇ ପାରିବି।

    • @naturesguide.7226
      @naturesguide.7226 4 месяца назад +3

      ଘରେ ତ ଛୋଡ଼ି ପରୁନଥିବୁ

    • @prasantapattanaik862
      @prasantapattanaik862 4 месяца назад

      @@naturesguide.7226 ମୋଦୀ ର ଘର ବୋଲି ତ କିଛି ନାହିଁ। ମୋର୍ ତ ଘର ଅଛି।

    • @prasantapattanaik862
      @prasantapattanaik862 4 месяца назад

      @@naturesguide.7226 ମୋଦୀ ଠୁଁ ବେଟର୍ କରିବି ଵେ।

    • @ShitalBarik-wb8wu
      @ShitalBarik-wb8wu 4 месяца назад

      😂😂😂😂😂

    • @malayarout4805
      @malayarout4805 3 месяца назад

      To bou ku bi gehibu misiki

  • @chittaranjanbarik122
    @chittaranjanbarik122 4 месяца назад +101

    ହାଏରେ ମୋଦୀ ସରକାର, ତୁମ ଚାଲାକ ଭଗବାନ ଜାଣନ୍ତି ,ତେଲରେ ମାରି ଲୋକଙ୍କୁ ଭୁତଉ ଛନ

  • @ayaskantaswain1567
    @ayaskantaswain1567 4 месяца назад +10

    ଓ ହୋ ଭାରି ଦରଦୀ ମାଇକିନା ପାଗିଳି ହେଇ ଗଲାଣି

  • @prakashsing98
    @prakashsing98 4 месяца назад +37

    ମହିଳା କୁ ୫ ହଜାର ଟଙ୍କା ଦେଲେ ଇଆରେ ରୁଷିଈ ଘରେ ତେଲ ରୋଟ୍ ଆକାଶ ଛୁଆ ହେଲା😢😢😢😢😢

  • @jnrout5117
    @jnrout5117 4 месяца назад +66

    ସୁଭଦ୍ରା ଯୋଜନା ବନ୍ଦ କରନ୍ତୁ middle family pocket କୁ ବାଧୁଛି

  • @PapuMajhi-uu4eq
    @PapuMajhi-uu4eq 4 месяца назад +13

    ଆପଣ ଟିକ କହୁଛନ୍ତି madem ବହୁତ ବହୁତ ଧନ୍ୟବାଦ 🙏🏽🙏🏽🙏🏽🙏🏽

  • @pramodsahu4459
    @pramodsahu4459 4 месяца назад +52

    ତେଲ ରୁ ନେଲେ ଆଉ ସୁଭଦ୍ରା ଦେଲେ ମିଛୁଆ ବିଜେପି

    • @pramilapati3181
      @pramilapati3181 4 месяца назад +2

      @@pramodsahu4459 BJD b jinisa patra ru neuthila , au yojana Paisa deuthila . Au kan semane nija sampati ru aniki debe na kan ? Loka magana khaiba chhadi diantu , dara dam badhibani

    • @anojdhir2889
      @anojdhir2889 4 месяца назад

      ​Bekari samasya gote Bodo problem..tanku Jodi government engage koriparibo.nohele magana khia rohibe.. .Kohile apanaka ghore kete jana income koruchhanti..

    • @krushnachandramallick6984
      @krushnachandramallick6984 3 месяца назад

      Modi kn pela adu anib

  • @Jeet__0077
    @Jeet__0077 2 месяца назад +1

    Very Good Utra Mam ❤❤❤

  • @mrutyunjayaacharya
    @mrutyunjayaacharya 4 месяца назад +70

    ଧର୍ମ ବୁଦ୍ଧି ଓ ପାପ ବୁଦ୍ଧି ଙ୍କ ମିଛ ଗ୍ୟାରେଣ୍ଟି

  • @bhumi0511
    @bhumi0511 4 месяца назад +20

    ଲଙ୍କା କୁ ଯିଏ ଗଲା ରାବଣ ହୋଇଗଲା

    • @Siman_Unknown
      @Siman_Unknown 3 месяца назад

      Perfect kohilooo ... poltics is lankaa

  • @satyabratasethi2942
    @satyabratasethi2942 4 месяца назад +6

    Right

  • @sasmitamohanty3035
    @sasmitamohanty3035 4 месяца назад +41

    ହଁ ସାଧାରଣ ଜିନିଷ ର ଦର ବୃଦ୍ଧି ଯୋଗୁଁ ଜନସାଧାରଣ ବହୁତ୍ ଅସୁବିଧା ରେ ରହୁଛନ୍ତି , ସୁଭଦ୍ରା ରେ ଦେଲେ ଆଉ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢେଇ ସେ ସବୁ ବି ନେଲେ😢

    • @abhayamishra3806
      @abhayamishra3806 4 месяца назад +4

      Bhauni.....Rajaneeti Re Kan Bopa Sampatti Bikiki Samaja Seva Karanty Ki???.....Tume Mane Magana Jinisa Lova Chhadi Dia.....Semane Debeni Ki Nebeni

    • @nikunjadixit2379
      @nikunjadixit2379 4 месяца назад

      @@abhayamishra3806 Kan Magana dauchi modi Sabu tira Jou Tax nauchi taku antuni funi rate badhaiki lokanku Lutuchi...

  • @sankarsangiri5695
    @sankarsangiri5695 4 месяца назад +17

    Very very good judgement, thank,

  • @gautamsahoo559
    @gautamsahoo559 4 месяца назад +121

    ତମେ ଯେତେ ବୁଝେଇ ବୁଝେଇ କହିଲେ ବି ମୋଦି ଜାଲରେ ଜିଏ ଥରେ ପଡ଼ିଲା ସେ ଛଟ ପଟ ହେବା ଛଡ଼ା ତା ପାଖରେ ଆଉ ରାସ୍ତା ନାହିଁ। ଅନ୍ଧ ଅନ୍ଧୁଣି ମାନଙ୍କୁ ବୁଝେଇ କିଛି ଲାଭ ନାହିଁ।

    • @sanjaymaharana6744
      @sanjaymaharana6744 4 месяца назад +3

      Modi hai to mumkin hai ❤😁😁😁🕉️

    • @radharamandas
      @radharamandas 4 месяца назад +1

      ତୁମେ ଅନ୍ଧ,କାହିଁକି ନା ତୁମ ସମର୍ଥିତ ସରକାରକୁ ତୁମେ ଅନ୍ଧ ଭାବେ ସମର୍ଥନ କରୁଛ ।

    • @radharamandas
      @radharamandas 4 месяца назад +2

      ତୁମ ସରକାର ଘରୁ ଆଣି ଦେଉଥିଲେ ତ ଏଣୁ ସବୁ ସୁବିଧା ହେଉଥିଲା ।

    • @AS_RCB
      @AS_RCB 4 месяца назад

      Aapan janichantii taa previous odisha government free ree banti banti...per person kete lone mundeichii

    • @badboyofficial6812
      @badboyofficial6812 4 месяца назад

      ଆପନା କାମ ବତନତା ଭାଡ଼ମେ ଗେୟ ଜନତା

  • @JohnyShaik-b3j
    @JohnyShaik-b3j 2 месяца назад +1

    Supur

  • @pranatisamantaray144
    @pranatisamantaray144 4 месяца назад +3

    Correct 💯

  • @tapaswinimadhusmitarout1453
    @tapaswinimadhusmitarout1453 4 месяца назад +8

    ତମେ ସମସ୍ତଙ୍କୁ ଦେଇଛ କାହିଁ ଆମେ ତ କିଛି ପାଇନୁ

  • @SamirPradhan-f8y
    @SamirPradhan-f8y 4 месяца назад +1

    Good mam

  • @nirmalamohanty1913
    @nirmalamohanty1913 4 месяца назад +9

    ତୁମେସିନା ଫାୟଦାପାଇଛ. ହେଲେ ଯୋଉ
    ଝିଅଗୁଡାକ ଅକାଳରେ ରେପ ହେଇ ମଲେ ତାଙ୍କୁ କିଏ ନ୍ୟାୟ ଦେଲା.. ସେତେବେଳେ କଣ ଆଖିରେ କାଠଚଷମା ଲଗେଇଥିଲନାକଣ 😂😂😂😂😂
    ଆରେ ନବୀନ ତ ଆଳୁ k. G 80ଟଙ୍କାକରିଥିଲା.ସେତବେଳେ ତମେ ଥିଲକଉଠି 😮ଏବେ 3ମାସର ସରକାରକୁତ ବହୁତ ସମାଲୋଚନା କରୁଚ. ବେ ମୋଦି ପାଦ ଯୋଉଠିପଡିଛି ତମ ମୁଣ୍ଡ ପଡିବନା ଅଇଲା ଭାଷଣବାଜୀ କରିବାକୁ. ଯା ଯା ତୋ କାମ କର ଚାଲିଆଇଲା 😂😂😂😂😂😂😂😂😂😂

  • @Rhahulnaik1449
    @Rhahulnaik1449 4 месяца назад

    ମୋଡମ ବହୁତ ସୁନ୍ଦର ଭାସଣ କହିଛନ୍ତି ଜୟ ନବୀନ ଜୟ ଜଗନ୍ନାଥ 🙏

  • @ShreeyanBarik
    @ShreeyanBarik 4 месяца назад +35

    Right katha

  • @Jagyanseni-os5jw
    @Jagyanseni-os5jw 4 месяца назад +2

    Bahut badhia Didi thik katha👍

  • @beautifulvideo0203
    @beautifulvideo0203 4 месяца назад +15

    Madam ତମେ ମାର୍କେଟ କେବେ ଯାଇନ ବୋଧେ। ମାସେ ତଳେ ଥିବା ପରିବା ରେଟ ଅଧା ହୋଇସାରିଲାଣି। ତା ବିଷୟରେ କଣ କହିବ?

  • @mangrajcreation02
    @mangrajcreation02 4 месяца назад +1

    All Right Mam👍🙏

  • @ashisswain8499
    @ashisswain8499 4 месяца назад +5

    Thik katha

  • @MihirGiri-g4v
    @MihirGiri-g4v 4 месяца назад +15

    କାଳିଆ ଯୋଜନାରୁ କେତେ ଖାଇଛନ୍ତି 10000ଦେବ କହିପକେଟକୁ ନେଲ ପାଣ୍ଡୀ ମାଇପ କୁ ପୋଶୁ ଥିଲ ବିଜେଡି ଵାଲା

  • @SanuberParween
    @SanuberParween 6 дней назад

    Thanks Very good ❤

  • @DAYANIDHISAMAL-e2i
    @DAYANIDHISAMAL-e2i 4 месяца назад +39

    ବେଶୀ ବୁଦ୍ଧିଆ ଓଡ଼ିଶାର ଏ ଲୁଙ୍ଗି ପିନ୍ଧା ନେତ୍ରୀ

  • @Punam12378
    @Punam12378 4 месяца назад +2

    Right 👌👌👌

  • @kelucharanjagadev5151
    @kelucharanjagadev5151 4 месяца назад +13

    ୨୦୧୯ ନିର୍ବାଚନ ପୂର୍ବରୁ ତୁମ ନବୀନ ବାବୁ "କାଳିଆ" ଯୋଜନାରେ ୧୦ ହଜାର ଟଙ୍କା ସେ ବଞ୍ଚି ଥିବା ପର୍ଯ୍ୟନ୍ତ ଦେବାକୁ କହି ଭୋଟ ପାଇ ସରକାର କରିସାରିବା ପରେ ମାତ୍ର ୪ ହଜାର ଟଙ୍କା କାହିଁକି ଦେଇ ଚାଷୀଙ୍କୁ ଦେଇ ଠକିଲେ କାହିଁକି ?
    ଅପା ତୁମ ଉତ୍ତର ଅପେକ୍ଷାରେ।

  • @sarojbehera4731
    @sarojbehera4731 4 месяца назад +5

    ମୋ ବୋଉ 3600 ବନ୍ଧନ କିସ୍ତି ଦେଇଦେଲା ଆଉ 1400 ଅଛି ବାକି ଆଉ କିଛି ମିଶେଇ କି ଗୋଟେ ସିନ୍ଦୁକ ଆଣିବ 45000 ରଖିବା ପାଇଁ 😂😂😂

  • @sureshpareda1533
    @sureshpareda1533 4 месяца назад +3

    Good 👍

  • @Lifestyle32576
    @Lifestyle32576 4 месяца назад +9

    ନବୀନ ବାବୁ great 🙏

  • @PaduPagala
    @PaduPagala 4 месяца назад +17

    Think you didi

  • @satyajitpatra4171
    @satyajitpatra4171 4 месяца назад +9

    Right madam... Mu bi BJP ku support kore but.... This time i against subhadra yojona

  • @minatimallick9147
    @minatimallick9147 4 месяца назад +16

    ଘରେ ରୋଷେଇ ନକରି , ବାସନ ନ ମାଜି ଏତେ ଫୁଟାଣି କାହିଁ ମାରୁଛି, ଏବଂ ରଜନିତୀ ରେ କାହିଁ ମୁଣ୍ଡ ପୁରାଉଛ

  • @bapijena6026
    @bapijena6026 4 месяца назад +4

    Right.

  • @madhusudankido2314
    @madhusudankido2314 4 месяца назад +18

    Hello ମ୍ୟାଡମ ବେସି ଚିନ୍ତା କରନ୍ତୁ ନାହିଁ, Next ଥର ଆପଣଙ୍କ ଦଳକୁ ପୁଣି ଭୋଟରେ ଜିତେଇବୁ । ସେତେବେଳେ ୫ଟଙ୍କାରେ 1litter ତେଲ ଦବ , 1ଟଙ୍କାରେ ଚାଉଳ ଦବ, ତମେ କେତେ ଭଲ ବା ,

  • @upendrasahoo6172
    @upendrasahoo6172 4 месяца назад +1

    Right mam thik katha kahichanti

  • @biranchinarayanhota7929
    @biranchinarayanhota7929 4 месяца назад +38

    ରାଜ୍ୟ ସଭା MP ହେବା ପରେ ବ୍ୟାଟେରୀ ଫୁଲ ଚାର୍ଜ ହୋଇ ଯାଇଛି । ତୁମେ କିଛି କରିପାରିବ କି ?

  • @ashokkumardas6003
    @ashokkumardas6003 4 месяца назад +2

    100% right.

  • @bhagabansahu4538
    @bhagabansahu4538 4 месяца назад +12

    Right mam

  • @nirakarmohanta1736
    @nirakarmohanta1736 4 месяца назад +4

    Your speech is appreciated
    Real story

  • @bhagabata12
    @bhagabata12 4 месяца назад

    You are right Answer mam

  • @aiswaryaayach9499
    @aiswaryaayach9499 4 месяца назад +6

    U r right...

  • @mukeshchmajhi8276
    @mukeshchmajhi8276 4 месяца назад

    Ek number

  • @PulakkumarSarkar
    @PulakkumarSarkar 4 месяца назад +6

    You are right 👍

  • @chandansahu3269
    @chandansahu3269 3 месяца назад

    Right kahila

  • @akshayanayak4638
    @akshayanayak4638 4 месяца назад +4

    ହିମନ୍ତ ବିଶ୍ଵଶର୍ମା ର ଫିଗର ଦେଖ ତାଯନ୍ତ୍ର କେମିତିହୋଇଥିବା.

  • @LaxmipriyaLaxmipriyadalai
    @LaxmipriyaLaxmipriyadalai 4 месяца назад +1

    Good right mam

  • @ramakantabehera4856
    @ramakantabehera4856 4 месяца назад +5

    ❤❤ପୁରୀ ପାଇଖାନା ପ୍ରକଳ୍ପ ଆଉ ତାମିଲ bag au pitha ଯୋଜନାରେ କେତେ ଖର୍ଚ୍ଚ କରିଛ ସେ ପଇସା ତମେ କଣ ଅମାରରୁ ଧାନ ବିକି ଖର୍ଚ୍ଚ କରି ଚ

    • @Bharti886
      @Bharti886 4 месяца назад

      Hannnn auuu jeuu sabu airport au Paradip port au coal khadi Gujarat galani bjp jitu biki dele adani ku sabu Gujarat galani ta hisb tike dia

  • @MANASHCHHATRIA-b6w
    @MANASHCHHATRIA-b6w 4 месяца назад

    Sat katha mem

  • @manoranjan647
    @manoranjan647 4 месяца назад +4

    ତୁ ଜ୍ଞାନୀ ସବୁ ଜାଣିଛୁ। ମୋଦି ଇଜ୍ greet ୱାଲ୍ଡ ଫିଗର୍ men

  • @RohitBariha-cm8df
    @RohitBariha-cm8df 4 месяца назад +2

    100% Right କଥା ମେମ୍

  • @SurprisedBubbles-uy3iw
    @SurprisedBubbles-uy3iw 4 месяца назад +21

    ତୁମର ବିଜେଡି. କଣ. ନବୀନ. ପଟ୍ଟନାୟକ
    ଯାହା. ଯୋ୍ୟାନ. କରି. ତାଙ୍କ. ବାପାର
    ଟା ଦେଉଥିଲା. କି

    • @rasmitasahu5246
      @rasmitasahu5246 4 месяца назад

      Modi kana ta bapa gharu aniki deuchhi ki kahiki samastanku saman nakari adha mahilanku dela aau adha kuade gale

    • @jitendranaik9979
      @jitendranaik9979 4 месяца назад

      Cha biki rakhithila paisa

    • @manojgiri1199
      @manojgiri1199 4 месяца назад

      ଇସବୁ କଥା 😢ଠିକ ନୁହେ

  • @RitikDalal-m1l
    @RitikDalal-m1l 4 месяца назад +2

    Good

  • @manjosahoo6754
    @manjosahoo6754 4 месяца назад +4

    You are right

  • @KajalDas-er3zf
    @KajalDas-er3zf 4 месяца назад +7

    ସେତିକିତ ତମ ସରକାର ମହିଳା ଙ୍କ ପାଇଁ କରି ନ ଥିଲା. ଲୋନ ଦଉଥିଲା ସୁଧ ସହ ନେଉଥିଲା.କେମିତି ତମେ ମାନେ ଏ କଥା କହୁଛ ତମକୁ ଟିକେ ଖରାପ ଲାଗୁନି.

    • @manumurmu4511
      @manumurmu4511 4 месяца назад

      💯💯 ରେ 🏹 ଛାଡ଼ିଲ ଭାଈ

    • @Bharti886
      @Bharti886 4 месяца назад

      Pura katha jani ki comment kara Loan dei chi sata kintu last month re sabu interst paisa retun kari deu thile....au Loan ta 5000 ki 6000 nuhe 10lkh 5lkh jeuta ki bahut kama re asi chi au development hei chi 5000 re kana business kariba tike bhabi ki kuha

    • @Bharti886
      @Bharti886 4 месяца назад

      Pura katha na jani ki bhasn Maru cha comment re tmku laja lagu ni ....Sudha last month re return heu thila ...mui nije ssg group ra

  • @kishorkumarbhitiria323
    @kishorkumarbhitiria323 4 месяца назад +14

    ମୋଦି ର ଶେଷ ସମୟ.. ନେକ୍ସଟ.. ରାହୁଲ ଗାନ୍ଧୀ.. PM

  • @mraja3119
    @mraja3119 4 месяца назад +6

    ତମ ଟାଇମ ରେ ତମେ ପୁରା ଉପାଡି ଥିଲ , 24 ବର୍ଷ ରେ ସବୁ ଛୋଡ଼ିଛ୍

  • @rameshpatnaik5403
    @rameshpatnaik5403 4 месяца назад

    Madam absolutely you are right .

  • @srikanta671
    @srikanta671 4 месяца назад +7

    ରାଞ୍ଚି ପଠାଅ,, ଏଇଟା ପାଗଳି ହେଇଯାଇଛି
    ଆଗରୁ ବାଣ୍ଡ ସେହି ଭଳି ରେଟ ଥିଲା
    ଘୋଡ଼ା ଗେଁହି ମାଇକିନିଆ ଛୋଡ଼ି ହଉଛୁ

  • @tapankumardas9690
    @tapankumardas9690 4 месяца назад +7

    ଏ ସବୁ ଯୋଜନା ବିଜେଡି ଅମଳରୁ ଆରମ୍ଭ ହେଲା ବିଜେପି ଯଦି ଏମିତି ଯୋଜନା ନକରିବ ତାହେଲେ ସେ ଆଉ ଆରଥରଜୁ ଭୋଟ ପାଇବନି ତେଣୁ ତୁମେ ଆଉ ଗପନୀ ଅଧିକା , ତୁମର ପିଠା ଯୋଜନା କୁଆଡେ ଗଲା?ମୋ bus ଯୋଜନା କେତେ ସଫଳ? ବିଲ, ବାଡ଼ିରେ bus stand କରିକି କେତେ ରାଜକୋଷ ଲୁଟିଲ?

  • @Shibapatra-vz8zc
    @Shibapatra-vz8zc 4 месяца назад +1

    Very nice talking

  • @rashmikantapanda1143
    @rashmikantapanda1143 4 месяца назад +3

    ତମକୁ ଆଗ ମିଳିବ କଥା, ପାଗଳି ଟା ରେ

  • @PranabDehury-s7h
    @PranabDehury-s7h 4 месяца назад

    Correct katha kahichha

  • @SarangaBehera-j9f
    @SarangaBehera-j9f 4 месяца назад +12

    Tame kalia ଯୋଜନା କାହାକୁ ଦଉ ଥିଲା ଉଁ

  • @AmgLaptop-o4b
    @AmgLaptop-o4b 4 месяца назад

    You are correct madam

  • @PrasantanaikTunu
    @PrasantanaikTunu 4 месяца назад +3

    Thikthij

  • @Krb-t3e
    @Krb-t3e 4 месяца назад

    Right mam👌👌👌👌👍👍👍👍

  • @stuluachary
    @stuluachary 4 месяца назад +7

    ଏ ବର୍ଷର ଅନୁସନ୍ଧାନ ମୂଳକ ନାଟକ -🙋 ସୁଲତା କାନ୍ଦୁଛି ସୁଭଦ୍ରା ପାଇଁ - 🙋
    ମୂଖ୍ୟ ଖଳନାୟକ - ନବୀନ ପଟ୍ଟନାୟକ -
    ନିର୍ଦ୍ଦେଶନା- ଭିକେ ପାଣ୍ଡିଆନ ବା ପାଣ୍ଡିଆ (-ନବୀନ ର ପାଳିତ ପୁତ୍ର-)
    ମୂଖ୍ୟ କମେଡ଼ି ୟାନ - ଲେଖାଶ୍ର -
    ସମ୍ମାନିତ ଅତିଥି - ଡ଼ାଲି ଚୋରଣୀ -
    ଦର୍ଶକ - ବିଜେଡ଼ି ପାଣ୍ଡୁ ପୁଅ ଚୋର ଟାଉଟର।
    ପୁଷ୍ପା ମାଲ୍ୟାର୍ପଣ କରିବେ - ବିଜେଡ଼ିର 21 MP ।
    🤣🤣🤣🤣🤣🤣🤣🤣🤣🤣🤣🤣🤣

  • @SunitaSagar-s9h
    @SunitaSagar-s9h 4 месяца назад +1

    Good mem

  • @SangramBeuria
    @SangramBeuria 4 месяца назад +14

    ତୁମ କହିବା କଥା ତୁମ ଦଳର କୋଟି ପତି ମହିଳା ନେବେ ଆହୁରି କୋଟି ପତି ହେବେ

  • @AmgLaptop-o4b
    @AmgLaptop-o4b 4 месяца назад

    Thank you all the best

  • @prafullachandrasahoo9688
    @prafullachandrasahoo9688 4 месяца назад +7

    କିଏ ଖଣିରୁ ଆଣି ହେଲିକେପଟରେ ବୁଲୁଥିଲେ, ଟିକେ କହିବେକି ?

  • @kumarmitu3055
    @kumarmitu3055 4 месяца назад

    Madam thik katha kahicha👍👍

  • @madhusmitaswain715
    @madhusmitaswain715 4 месяца назад +5

    ସେମାନେତ୍ କିଛି ନେଲେ ବଡେଇ କି ଦେଲେ ।ତୁମେ ଯେତେ ଦେଉଥିଲ ତାର ସୁଧ ମୂଳ ନେଉଥିଲ୍ ।ତୁମ ଅପେକ୍ଷା ସେମାନେ ଭଲ।ଆଉ ଗପନି।ତୁମେ ଯେତେ make up ନେଲେବି ।ଆମର ଦେଖିବାକୁ ଇଛା ନାହଁ।ତୁମେ ଯଦି ଲୋକଙ୍କ କଥା ଭାବି ଥାନ୍ତ ।ତାହେଲେ ମାକ୍ୱେ ଉପ ରେ ସମୟ ଦିଅନ୍ତାନି।

  • @UmeshMalik-d4f
    @UmeshMalik-d4f 4 месяца назад

    Great meadam

  • @mrsatyabratanarayanbehera132
    @mrsatyabratanarayanbehera132 4 месяца назад +17

    ତୋର ତେଲ କେତେ କାଢି ନେଇଛନ୍ତି କି, ଖାଲି କୁଲୁ କୁଲୁ ହେଉଛୁ...

  • @SudhansuSwain-cm4gi
    @SudhansuSwain-cm4gi 4 месяца назад +9

    ଅସୁବିଧା କୋଉଠି ?? ତମେ ବି କାଳିଆ ବଳିଆ ଦେଇ କଉଠି ମିଶେଇ ଥିଲ ସେଇଟା କୁହ, ତମେ ଏକା ଚାଲାକ ବୋଲି ସେଥିପାଇଁ ତୁମକୁ 2024ରେ ଓଡିଶା ଲୋକ ଭକୁଆ ବନେଇ ସରକାର ରୁ ବିଦା କଲେ 😁😁

  • @sanjaysahu3061
    @sanjaysahu3061 4 месяца назад

    You are right mem

  • @anirudhamahakhud4022
    @anirudhamahakhud4022 4 месяца назад +6

    ନବିନି୍ ଵେଳେ ଟମାଟ 200 ଟ

  • @Pravanjanbehera-s5c
    @Pravanjanbehera-s5c 4 месяца назад +1

    Super 👌

  • @antarjayamikhilar3269
    @antarjayamikhilar3269 4 месяца назад +4

    ସୁଧାର ଆସିବ ବର୍ତ୍ତମାନ ଅପେକ୍ଷା କରି ଦେଖ ଆଉ ମିଛ ଭାଷଣ ମାର ନାହିଁ

    • @PravatiShee
      @PravatiShee 4 месяца назад

      Ta Banda aasi ba maa ghiha

    • @bibekmallick1292
      @bibekmallick1292 4 месяца назад

      ତୁ ବେଶୀ ଜାଣିଛୁ ମୂର୍ଖ

    • @bibekmallick1292
      @bibekmallick1292 4 месяца назад

      ତୁ କୋଉ district ra କହୁଚୁ

    • @bibekmallick1292
      @bibekmallick1292 4 месяца назад

      ତତେ ବଧେ BJP ଟିକେ ଟିକେ ଦେଉଛି ବଧେ ସେଥି ପାଇଁ ବେଶୀ କହୁଛୁ

    • @PravatiShee
      @PravatiShee 4 месяца назад

      @@antarjayamikhilar3269 Banda sudhar asiba bjp gandi chata kukura sala

  • @SonyBibi-rt6ml
    @SonyBibi-rt6ml 3 месяца назад

    Bilkul sahi baat hei ❤

  • @Udionayak
    @Udionayak 4 месяца назад +4

    ମଧୁବାବୁ ପେସେନ ,ଭତ୍ତା ବୃଦ୍ଧି3000,3500 ପ୍ରଚାର କରନ୍ତୁ ଜୟ ଜଗନ୍ନାଥ👍👍👌🙏

  • @SaraswatiGoud-c1r
    @SaraswatiGoud-c1r Месяц назад

    Supar didi

  • @sarojsahu4900
    @sarojsahu4900 4 месяца назад +7

    24 ବର୍ଷ ରେ କଣ କରିଛ, ଏବେ ବାଧୁଛି

    • @BibhutiBibhu-dy1re
      @BibhutiBibhu-dy1re 4 месяца назад

      24 ବର୍ଷ ରେ ଯାହା ହୋଇ ଚି ଏ ସଲା BJP ସରକାର 100 ଦିନରେ କରିଛି ଯଥା ଆଳୁ ଦର ବୃଦ୍ଧି। ପିଆଜ ଦର ବୃଦ୍ଧି ତେଲ ଦର ବୃଦ୍ଧି

    • @deepakbarik7795
      @deepakbarik7795 4 месяца назад

      ​@@BibhutiBibhu-dy1remaa giha agaru Jemiti sabu free thila

  • @KuNi-f6j
    @KuNi-f6j 4 месяца назад

    Thik Katha kahile medam

  • @kailashmalik8346
    @kailashmalik8346 4 месяца назад +5

    ଶୁଭାଦ୍ରା ତ ଦେଲ ହେଲେ ତେଲ କାହିଁକି ରେଟ ବଢ଼େଇ କି କାହିଁକି ବଢେଇକି ନେଲ ଶଳା ତମ ଗାଣ୍ଡିରେ ପାଣି ନାହିଁକି

    • @abhayamishra3806
      @abhayamishra3806 4 месяца назад

      Tume Tela Kinani.....Tuma Gandi Re Bahut Pani.....Sei Pani Re Rosei Kara

  • @SmrutidharaPattnaik
    @SmrutidharaPattnaik 4 месяца назад

    Right mam👍

  • @bishnupriyasuna
    @bishnupriyasuna 4 месяца назад

    Right ma'am thik kahichhanti

  • @mahendradansana6861
    @mahendradansana6861 4 месяца назад

    Right 👍 kahichha

  • @gobindanaik8362
    @gobindanaik8362 4 месяца назад

    Right mam❤

  • @anilcarpenters.b8933
    @anilcarpenters.b8933 4 месяца назад

    right kahile apana

  • @mitasethi6272
    @mitasethi6272 3 месяца назад

    👏👏👏👏👏👌👌pura oerfect katha kahi chante,,

  • @hareshchandranaik8065
    @hareshchandranaik8065 4 месяца назад

    Subhadra jojana is very very good jojana I love it

  • @JituBehera-vb3bh
    @JituBehera-vb3bh 4 месяца назад

    Right answer is great ❤❤❤