ବର୍ଷିଲେ ବିଶ୍ବଭୂଷଣ, ମରିଯାଇଥିବା ଓଡ଼ିଆ ଅସ୍ମିତା ଏବେ ଜାଗ୍ରତ। Biswabhusan Harichandan praise mohan govt.
HTML-код
- Опубликовано: 7 фев 2025
- ବର୍ଷିଲେ ବିଶ୍ବଭୂଷଣ, ମରିଯାଇଥିବା ଓଡ଼ିଆ ଜାତି ଅସ୍ମିତା ଏବେ ଜାଗ୍ରତ। Biswabhusan Harichandan praise mohan govt. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RUclips Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
Dhanya bad sir jay jagannath
ନବୀନ ବାବୁ ଆମର real hiro🥰🙏
Tamil pada chata 😂
ରକ୍ତ ଜାଗ୍ରତ ହେଲାଭଳି ଜଣା ପଡୁ ନାହିଁ ତ ! ଆଉ ଓଡ଼ିଆ ଅସ୍ମିତାକୁ ବିଶ୍ଵ ଦରବାରରେ ଲଙ୍ଗଳା କରି ସାରିଲେଣି । କିଏ ଭାରତକୁ ଡlରତ ଲେଖିଲେଣି ତ ଆଉ କିଏ ଉତ୍କଳମଣି ମଧୁସୂଦନ କହିଲେଣି ପୁଣି କିଏ ଓଡ଼ିଆ ଶ୍ରୋତାଙ୍କୁ ବିକୃତିଆ ଇଂରାଜୀ ଭାଷଣ ଦେଲେଣି । ଏଠାରେ ଅସ୍ମିତା ରହୁଛି କେଉଁଠି ? ଏଣେ ଦରଦାମକୁ ନେଇ ଲୋକେ ଅସ୍ତବ୍ୟସ୍ତ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ daily ହତ୍ୟା ଦୁଷ୍କର୍ମ ଡକାୟତି ଚାଲିଛି ରାଜ୍ୟପାଳଙ୍କ ପୁଅକୁ ଘୋଡେ଼ଇକି ରଖିଛନ୍ତି ଜୟ ନାରାୟଣ ମିଶ୍ର ବାବଦରେ ଚୁପ୍ ଆମ୍ବ ଟାକୁଆ ଖାଇ ମରୁଛନ୍ତି ଇସ୍ତାହାର କୁ ଠକିଛନ୍ତି ମିଛ ପ୍ରତଶ୍ରୁତି ଦେଇଛନ୍ତି। ମିଛ ଅସ୍ମିତା ସ୍ଲୋଗାନ ଚାଲିଛି
ସେଥିପାଇଁ ଓଡ଼ିଆ ପୁଅ ମାଡ଼ ଖାଇଲା ଝାରଖଣ୍ଡ ଗୁଣ୍ଡାଠୁ ରାଜ୍ୟପାଳଙ୍କ ବାସଭବନରେ.
ଏ ମହାଶୟ ଙ୍କ ମୁଣ୍ଡ କାମ କରୁନି ବିଜେପି ଆସିଲାଠୁ କଣ କଣ ଚାଲିଛି କିଛି ଜଣା ନାହିଁ ଏ ବାବୁ କାହାଠୁ ଶୁଣି କଥା କୁହନ୍ତୁ 😂😂😂
Singapore re kn kale Mohan majhi , Apana dekhinahanti bodhe.
Bjd best
ଏଇଟା ପୁଣି ଗାଦି ଚିନ୍ତା....😅
ଆପଣଙ୍କ ପୁଅ ଅଛନ୍ତି ତ ।
Harekrushna mahatab great modern odisha tiari karithile
Adani ku sabu bikidia odisha banchiba.
E lokanku puni rsjyapal karajau.eai loka kichhi din purbaru biju babu nku trku thile
Raght sri
Odia.bira.bartaman.pandubira.hoi.ubhahoichi
Bali jatra bhasana... odia asmita?? Baharat nlekhi pariba odia asmita ??
Odisha asmita mortgaged in Delhi PMO.
Bala na... Pua minister heigala ta 😂😂😂
Hn to pua sabubele Bbsr re haruthila abe duplicate kari jitichi sethi paitame mane bharaku baharicha
Eta gote bala lokota
Bala katha gapuchi