ନରେନ୍ଦ୍ର ମୋଦି ପ୍ରକୃତରେ କିଏ ? | Malika Bhavishya Vani |

Поделиться
HTML-код
  • Опубликовано: 25 дек 2024

Комментарии • 738

  • @radhekrishna876
    @radhekrishna876 8 месяцев назад +54

    ଭଜ ଅନନ୍ତ ଗୋପାଳ ସତ୍ୟ ଧାମ ଜପ ହରେକୃଷ୍ଣ ପରମବ୍ରହ୍ମ ରାମ ,,ଜପ ପତିତପାବନ କଳ୍କୀ ରାମ ଜୟ ସତ୍ୟ ସନାତନ ହରେରାମ 🙏🙏🙏ଜୟ ଶ୍ରୀ ଅନନ୍ତ ଗୋପାଳ 🙏😊

  • @NiranjanMohanty-sx7uj
    @NiranjanMohanty-sx7uj 8 месяцев назад +14

    Jay Jagannath Jay Panchasakha Jay Sri Achyutananda Jay Gurudev Apanku Koti Koti Namaskar Baba Satya Babu Koti Koti Namaskar

  • @harekrushnapagal1405
    @harekrushnapagal1405 8 месяцев назад +10

    ❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ଜୟ ❤
    ❤ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ❤
    ❤ପ୍ରଭୁ ଦୃଷ୍ଟ ଵିନାଶି ଶନ୍ତ ପାଳୁ ତୁମେ ନାଥ ପରମ ଦୟାଳୁ ମହାଵାହୁ ଜୟ ଜଗନ୍ନାଥ ଜୟ ❤
    ❤ପ୍ରଭୁ ଅଖୟ ହେଉ ପୁନ୍ୟ ଜଗତେ ଧର୍ମ ହେଉ ଯୁଗେ ଯୁଗେ ଜୟ ଜଗନ୍ନାଥ ସଭିଙ୍କୁ ମିଳିବ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନ୍ୟାୟ ଶାନ୍ତି ମିଳିଵ ❤
    ❤ଜୟ ଭାରତ ମାତା ଜୟ ❤
    ❤ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ
    ମେ।ଦିଜୀ ଜୁଗିଜୀ କି ଜୟ ❤

  • @manoranjansenapati-jh5wo
    @manoranjansenapati-jh5wo 11 дней назад

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ସନାତନ ଧର୍ମ 🙏🌹🌹🌹🌹🌹🙏

  • @rajanisahu4577
    @rajanisahu4577 8 месяцев назад +8

    ବାୟା ପ୍ରବଚନ।

  • @bibhudendubal
    @bibhudendubal 8 месяцев назад +4

    ଓମ୍ ନମ୍ଃ ଶିବାୟ, ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @amiyakumarpanda7241
    @amiyakumarpanda7241 7 месяцев назад +19

    ଯାହା ହେଉ ମାଳିକା ରେ ମୋଦୀ ଜୀ ଙ୍କ ବିଷୟ ରେ ଯାଣି ବହୁତ ଆନନ୍ଦ ଲାଗିଲା, ସମସ୍ତ ଙ୍କୁ ନମସ୍କାର 🙏

  • @mimanshasatapathy9434
    @mimanshasatapathy9434 8 месяцев назад +6

    ଜଗତର ନାଥ ଜଗନ୍ନାଥ ସବୁ ଦେଖୁଛନ୍ତି, ସମୟ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ। ଯାହା ପ୍ରଭୁଙ୍କ ଇଚ୍ଛା।

  • @sitaaram_Creations_1982
    @sitaaram_Creations_1982 3 месяца назад

    ସମସ୍ତଙ୍କୁ ଧନ୍ୟବାଦ, ,ଜୟ ଶ୍ରୀ ଜଗନ୍ନାଥ,,ଜୟ.ପଞ୍ଚସଖା

  • @kumari02-m3n
    @kumari02-m3n 8 месяцев назад +9

    ଜୟ ମା ଭଗବତୀ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା ଜୟ ଶ୍ରୀରାମ ଜୟ ହନୁମାନ ॐ ନମଃ ଶିବାୟ

  • @abhayapati9640
    @abhayapati9640 8 месяцев назад +10

    ଜଗନ୍ନାଥ ଭକ୍ତ ମାନଙ୍କୁ ଚିହ୍ନିବା ପାଇଁ ଗାଁ କୁ ଗାଁ ମୋଟର ଗାଡି ରେ ବୁଲୁ ନଥିଲେ ।ପ୍ରଭୁ ଜଗନ୍ନାଥ ତାଙ୍କ ଘରେ ବସି ମଧ୍ୟ ତାଙ୍କ ଭକ୍ତ ଙ୍କୁ ଜାଣି ସାରି ଛନ୍ତି।ମାତ୍ର ଓଡ଼ିଶା ସରକାର ତାଙ୍କର ନିଜର ପ୍ରଚାର ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ବିଗ୍ରହ କୁ ବ୍ୟବହାର କରିଛନ୍ତି।ଏହା ସତ୍ୟ।

  • @BalaramPradhan-pj8ww
    @BalaramPradhan-pj8ww 8 месяцев назад +3

    🚩🚩🚩ଜୟ ଜଗନ୍ନାଥ ଓମ ଗୁରୁ nm🪷🚩🚩🌹🌹🌹🌹🪷🪷🪷🙏🙏🙏🙏🙏

  • @satyabratsahu7571
    @satyabratsahu7571 8 месяцев назад +1

    🙏 ଜୟ ଶ୍ରୀ କୋଚିଳା ଗୋସାଇଁ 🙏 କାହ୍ନୁ ବାବା. ସତ୍ୟ ବାବୁ ଓ ସମସ୍ତ ଉପସ୍ଥିତ ଭକ୍ତ ମାନଙ୍କୁ. ପ୍ରଣାମ 🙏 ଭକ୍ତ ଭାଇ. ଜଣକ. ଯାହା ସବୁ କହିଲେ ଭଲ ଲାଗିଲା 🙏 ସେ ଭାଇଙ୍କୁ. ଅନେକ କଥା ଜଣାଅଛି 🙏 ସତ୍ୟ ବାବୁ. ସେ ଭାଇଙ୍କ. ପରିଚୟ ଦେବେ 🙏 ସୁନ୍ଦର ତଥ୍ୟ ଦେଲେ 🙏 ଆପଣ ମାନଙ୍କୁ ଧନ୍ୟବାଦ୍ 🙏🙏 ଜୟ ଶ୍ରୀ ପଞ୍ଚ ସଖା ମହାପୁରୁଷ 🙏🙏🪔⚫❗⚫🪔🙏🙏🙏🙏🙏🙏🙏

  • @ARCHANAKANHAR-sq4ot
    @ARCHANAKANHAR-sq4ot 2 месяца назад +1

    ଧନ୍ୟବାଦ good

  • @minatiprusty9292
    @minatiprusty9292 8 месяцев назад +1

    ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି ଆଜ୍ଞା 🙏🙏
    ଜୟ ଜଗନ୍ନାଥ 🙏🙏🙏
    ଜୟ ପଞ୍ଚସଖା 🙏🙏🙏

  • @lokanathrout4052
    @lokanathrout4052 2 месяца назад +1

    Jayy Malika bachana

  • @ManiAmari-sn8ed
    @ManiAmari-sn8ed 8 месяцев назад +2

    ଜୟ ଜଗନ୍ନାଥ🙏🙏🙏ଜୟ ମହାପ୍ରଭୁ

  • @manoranjansenapati3394
    @manoranjansenapati3394 8 месяцев назад +3

    Jai Jagannath

  • @AurobindaBaral-py2vq
    @AurobindaBaral-py2vq 8 месяцев назад +2

    🌿⚫❗⚫🌿🚩ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @narendrabhattacharya2370
    @narendrabhattacharya2370 8 месяцев назад +2

    This gentleman is very knowledgeable. Please take more information from him. Thanks 🙏
    Canada

  • @ramboynitesh
    @ramboynitesh 8 месяцев назад +3

    ଜୟ ଶ୍ରୀ ରାମ ❤❤ ଜୟ ଜଗନ୍ନାଥ ❤❤ ଜୟ ଶ୍ରୀ କୃଷ୍ଣ ❤❤

  • @binodbhukta1125
    @binodbhukta1125 8 месяцев назад

    ଶ୍ରୀ ଗୁରୁ ସ୍ବାମୀ ଅନାମ ବ୍ରହ୍ମ ଶରଣ 🙏🙏🙏🙏🙏🙏🙏ଭାଗବତ ଟି ଯାକୁ କହି, ମାତୃ ଗର୍ଭ ଜ୍ଞାନ ତାକୁ କହି । ତେଣୁ ମାତୃ ଗର୍ଭ ଜ୍ଞାନ ଅଭ୍ୟାସ କରି ବା ଦରକାର୍

  • @sanjuktabhuyan6507
    @sanjuktabhuyan6507 8 месяцев назад

    ଜୟ ଜଗନ୍ନାଥ, ଜୟ ପଞ୍ଚସଖା ଙ୍କ ଚରଣରେ ଅନନ୍ତ କୋଟି ପ୍ରଣାମ 🙏💐🙏💐🙏💐🙏💐🙏💐🙏💐🙏🚩🚩🚩🚩

  • @sanjayabarik3403
    @sanjayabarik3403 6 месяцев назад +2

    ଜୟ ପଞ୍ଚସଖା

  • @ajayamohapatra9220
    @ajayamohapatra9220 8 месяцев назад +1

    🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵଃ ତୁମେ 🙏

  • @msamssyt3722
    @msamssyt3722 8 месяцев назад +4

    ପ୍ରଭୁ ଆମ ସରକାର ଭାଗବତ ଟୁଙ୍ଗୀକୁ ଭୂଲି ଯାଇଛନ୍ତି

  • @sankardasmonstar5527
    @sankardasmonstar5527 8 месяцев назад +1

    ଜୟ ପଞ୍ଚସଖା 🙏🙏🙏🙏🙏🚩🚩🚩🚩🚩🇮🇳🇮🇳🇮🇳🇮🇳👏👏

  • @sandhyaranisahoo467
    @sandhyaranisahoo467 8 месяцев назад

    ଜୟ ଜଗନ୍ନାଥ 🙏ଜୟ ପଞ୍ଚସଖା 🙏ଜୟ ଗୁରୁଦେବ 🙏🌹🌹🌹🌹

  • @sibasambhu9804
    @sibasambhu9804 8 месяцев назад

    ଜୟ ଜଗନ୍ନାଥ ସ୍ୱାମୀ ମହାପ୍ରଭୁ 🙏🙏🙏🙏🌹🌹🌹🌹
    ଜୟ ଜୟ ଶ୍ରୀ ପଞ୍ଚସଖା ମହାପ୍ରଭୁ 🙏🙏🙏🙏🙏🌹🌹🌹🌹🌹

  • @pradipnayak9300
    @pradipnayak9300 8 месяцев назад +1

    ଜୟ ଜୟ ଜଗନ୍ନାଥ ବହୁତ୍ ସୁନ୍ଦର ତଥ୍ୟ 🙏🙏🙏🙏🙏

  • @skdsingerkumarsaroj655
    @skdsingerkumarsaroj655 8 месяцев назад +1

    ରାମ ନାରାୟଣ ରାଘବ
    କୃଷ୍ଣ ନାରାୟଣ କେଶବ

  • @sudeshnadash362
    @sudeshnadash362 8 месяцев назад +15

    ଵହୁତ ବଢିଆ ଵୁଝାଉଛନ୍ତି ଭଲ ଲାଗୁଛି ଭାଇ ଅନ୍ତତ କୋଟି ପ୍ରଣାମ 🙏🙏

  • @gourangapanda7884
    @gourangapanda7884 8 месяцев назад +1

    Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam baba satya bhai 🙏🏻

  • @Sahooramakanta-yj4vx
    @Sahooramakanta-yj4vx 8 месяцев назад +3

    Lord Jagannath know everything

  • @chunnumegic4983
    @chunnumegic4983 8 месяцев назад +2

    Jay jagannath Jaya pancha sakha

  • @kalandibarik576
    @kalandibarik576 8 месяцев назад +2

    Jay shree Jagannath jay panchasekha jay shree ram jay guru deba pranam jay kanhu baba aapanaku anatakoti pranam satasankha bazaar gram anijanga puri

  • @bimalasoren3484
    @bimalasoren3484 8 месяцев назад +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @NatabarNayak-lc1ts
    @NatabarNayak-lc1ts 8 месяцев назад

    ବହୁତ ସୁନ୍ଦର ଉପସ୍ଥାପନା।
    ଜୟ ଜଗନ୍ନାଥ🙏🙏🙏🌹🌹🌹❤❤❤
    ଜୟ ପଞ୍ଚସଖା 🙏🙏🙏🌹🌹🌹❤❤❤

  • @prafullapradhan3860
    @prafullapradhan3860 7 месяцев назад +1

    Jai Panchasakha Charane Saranam .

  • @riteshrout1974
    @riteshrout1974 8 месяцев назад +10

    Jay Jagannath Jay panchasakha 🙏🙏

  • @purnachandradas8467
    @purnachandradas8467 8 месяцев назад +115

    ସତ୍ୟ ବାବୁ ଦୁଃଖ ର ବିଷୟ ଆପଣ ମାଳିକା କଥା କହୁ କହୁ ରାଜନୀତି ବିଷୟ କୁ କାହିଁକି ଆଣୁଛନ୍ତି। ମାଳିକାରେ ମୋଦୀ ଙ୍କ ନାମ ଉଲ୍ଲେଖ ଅଛି କି? ନିଜେ ସନ୍ଦେହରେ ରହି ଅନ୍ୟକୁ କଣ କହୁଛନ୍ତି ।

    • @bipinmahanta5724
      @bipinmahanta5724 8 месяцев назад +15

      Aare Maagiha Malika bisayare Tu kaan banda janichu je katha kahuchu 😂😂😂

    • @SanjayDas-stkpd
      @SanjayDas-stkpd 8 месяцев назад +9

      ଏମାନଙ୍କ ର କଥା ବାର୍ତ୍ତା ଠିକ୍ ନାହିଁ😅😂

    • @debadaspanda9621
      @debadaspanda9621 8 месяцев назад +5

      yes, Malika has some information about Netaji's, Modi etc etc. I was waiting to see when will they get the information and reveal to us.

    • @neelachalasa5883
      @neelachalasa5883 8 месяцев назад +5

      ନମୋ ନମୋ

    • @niranjanacharya1204
      @niranjanacharya1204 8 месяцев назад +4

      ଏ ସବୁ ବେକାରିଆ କଥା ନ ଶୁଣିବା ଭଲ l

  • @nirupamamishra6524
    @nirupamamishra6524 Месяц назад

    Thank you madam and nabin sirnku

  • @sambitsahoo9263
    @sambitsahoo9263 8 месяцев назад +2

    JAY JAGANNATH 🙏 🙏 🙏

  • @sadashibamohanty4394
    @sadashibamohanty4394 8 месяцев назад

    Jai jagannath Jai panchasakha 🙏🙏🙏🙏🙏🙏🙏

  • @DiptiMohanty-o8u
    @DiptiMohanty-o8u 8 месяцев назад +1

    ଧନ୍ୟରେ ମଣିଷ 🙏🙏

  • @subratrath4554
    @subratrath4554 8 месяцев назад +2

    Jai maa mangala Jai jagannath Jai panchasakha.

  • @abhayarout7978
    @abhayarout7978 8 месяцев назад +1

    Jay Jagannath sowmi 🙏🏾🙏🏾🙏🏽...Nana Muni mana Katha... Really Malika kiya kahuchi...

  • @rameshbiswal1372
    @rameshbiswal1372 7 месяцев назад +15

    ମୋଦୀଜୀ ପ୍ରକୃତ ସାଧୁ।

    • @DinabandhuKisan-vu1cy
      @DinabandhuKisan-vu1cy 7 месяцев назад

      😂❤f❤a😮🎉❤Q😊

    • @DinabandhuKisan-vu1cy
      @DinabandhuKisan-vu1cy 7 месяцев назад

      I hu ji❤❤c🎉😊❤❤😊l😊❤😊l❤❤❤❤❤🎉😊❤a𓽤😊😢l😊l😊❤😊😮x❤l😮❤l😊😊🎉❤a❤

    • @savemycountry7056
      @savemycountry7056 3 месяца назад

      Government sector sold out.unemployment rate is high.still you mc telling your feku papa is great.

    • @sampadbarik8802
      @sampadbarik8802 3 месяца назад

      Bala

  • @susantakumarpattnaik4718
    @susantakumarpattnaik4718 8 месяцев назад

    Jay Jagannath 🌼🏵️🪷🌸💮🙏🙏🙏🙏🙏 Jay panchasakha 💮🌸🪷🏵️🌼🙏🙏🙏🙏🙏

  • @rameshdehury2167
    @rameshdehury2167 8 месяцев назад +1

    ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏

  • @RakhalJana-r6w
    @RakhalJana-r6w 18 дней назад

    Joygurujoyram

  • @DebanandaBhakta
    @DebanandaBhakta 8 месяцев назад

    ଜୟ ଜଗନ୍ନାଥ❤❤❤❤ ଜୟପଚଶଖା 🙏🏽🙏🏽🙏🏽🙏🏽🙏🏽

  • @sanjuktapatra9654
    @sanjuktapatra9654 8 месяцев назад

    🙏🏻🙏🏻🙏🏻🚩🚩🚩🙏🏻🙏🏻🙏🏻Satya vhai dhanyawad 🙏🏻joy jagannath 🙏🏻 joy panchasokha 🙏🏻

  • @DuryodhanDas-wu7ft
    @DuryodhanDas-wu7ft 7 месяцев назад

    ଜ଼ୟ଼଼🎉ଜଗନାଥ🎉ଜୟଜଗନାଥ🎉

  • @basudevsatpathy2882
    @basudevsatpathy2882 8 месяцев назад

    ❤ JAY JAY RAMAYAAN❤JAY JAY BHAGABAT❤ JAY JAY SRI ACHHUTYAM DEVA PANCHA SAKHA KI😊❤

  • @sibabeniya1074
    @sibabeniya1074 8 месяцев назад

    Jey gurudev. Jey ponchasakha❤❤❤❤❤❤❤❤❤❤❤❤❤❤❤❤❤❤😂

  • @brundabangouda3592
    @brundabangouda3592 7 месяцев назад

    🇮🇳🙏🌹🙏🇮🇳Ases🙏🏿🙏🏽 Asase 🙏🏽🙏🏿Dhanya 🙏🏽🙏🏿Bada 🙏🏿🙏🏽Satya Bhanja🙏🏽🙏🏿 Chanal🙏🏽 ku🇮🇳🙏🌹🙏🇮🇳

  • @JyotiranjanRoutrya
    @JyotiranjanRoutrya 8 месяцев назад +36

    ରାମ ବନବାସ କାହାଣୀ ସେଶ

  • @biswanathchoudhury5362
    @biswanathchoudhury5362 8 месяцев назад +1

    Jay jagannath Jay pancha sakha satya bhai Baba

  • @n.pgamer7409
    @n.pgamer7409 6 месяцев назад +1

    ମାଳିକା ମୁଁ ପଢେ ବୁଝେ ଠାକୁରଙ୍କୁ ପୂଜା ବି କରେ ହେଲେ ମୋଦି ସେହି ବ୍ୟକ୍ତି ମତେ ଲାଗୁନି ଯିଏ ତା life ରେ ମିଛ କହିଛି ଆଉ ଧର୍ମ କୁ ନେଇ ହିଂସା ସମସ୍ତକ ମନରେ ଭର୍ତି କରିଛି ସେହି ଲୋକ ଜଣ କୁ ବଡ଼ ପ୍ରଭୁ ବଳଦେବ କହିବା ଭୂଲ୍ ଯିଏ ତା ସ୍ତ୍ରୀ କୁ ଛାଡ଼ିଦେଇଚି ଯିଏ ତା ମାକୁ ପଚାରୁନି ସେ କଣ ବଡ଼ ପ୍ରଭୁ କେବେ ହେଇପାରିବ
    ମୁଁ କହୁନି ମାଳିକା ମିଛ ବୋଲି ମୁଁ ବିଶ୍ବାସ କରେ ମାଳିକା ପଢ଼େ ବି ବହୁତ ଭିଡିଓ ବି ଦେଖେ

  • @BishnukumarBaral
    @BishnukumarBaral 3 месяца назад +1

    ଏମାନେ ମାଳିକାର ଭିତିରି ତତ୍ତ୍ୱ କିଛି ନବୁଝି ସମାଜକୁ ଭ୍ରମିତ କରୁଛନ୍ତି ,

  • @shreejagannathmahimastudio5115
    @shreejagannathmahimastudio5115 8 месяцев назад +1

    Jay gurudev swami ji ki jay ho 🙏🙏🙏

  • @jayashreemohapatra1825
    @jayashreemohapatra1825 8 месяцев назад

    Jay panchasakha🙏🙏

  • @SubhendukumarSahani
    @SubhendukumarSahani 7 месяцев назад

    ଜୟ ଶ୍ରୀ ରାମ

  • @abhayarout7978
    @abhayarout7978 8 месяцев назад +1

    Jay Jagannath sowmi 🙏🏽🙏🏾🙏🏾 A sabu janilchati kahunahanti...

  • @tareniprasaddas4441
    @tareniprasaddas4441 8 месяцев назад +4

    ବଳଦେବ ରାଜା ହେବେ ଦିଲ୍ଲୀସିଂହାସନେ ବସିବ ସୁଧର୍ମା ସଭା ଯାଜନଗ୍ର ଠାରେ । ହସ୍ତିନା ଦିଲ୍ଲୀ ସିଂହାସନେ ଅନନ୍ତ 108 ବର୍ଷ ରାଜୁତି କରିବେ କେହି ବିରୋଧୀ ରହିବେନି ।। ଯ ଅକ୍ଷର ରେ ଅନନ୍ତ ଏବଂ ମ ଅକ୍ଷର ରେ ଅର୍ଜୁନ ।ମହାପୁରୁଷ ଅଚ୍ୟୁତ ଙ୍କର ଅନେକ ଗୁପ୍ତ ପୋଥି ଅଛି । ସେ ଗୁପ୍ତ ପୋଥି ମାଳିକା ରେ ନଜାଣି ହାତ ମାରନ୍ତୁନି।ମହାପୁରୁଷ ନିଜେ ଉଦୟ ହେବେ ନିଜର ହସ୍ତ ଲିଖିତ ଏକ ଲକ୍ଷ ପଂଚାଅସି ହଜାର ଗ୍ରନ୍ଥ କୁ ସେ ହିଁ ବୁଝେଇବେ। ସେ ଗୁପ୍ତ ପୋଥି କୁ ଖେଳାନ୍ତୁନି ହାତ ପୋଡିଯିବ। ଯିଏ ମହାପୁରୁଷ ଙ୍କର ବିନା ଆଜ୍ଞା ରେ ଏ ଗୁପ୍ତ ପୋଥି ଖେଳେଇଛି ତାର ମୃତୁ ହେଇଚି ଏବଂ ଅଙ୍ଗ ହାନି ମଧ୍ୟ ହେଇଚି। ସେ ଲୀଳା ମୟ ତାଙ୍କ ଲୀଳା ସେ ହିଁ କରିବେ।।ଜୟ ମହାପୁରୁଷ ଅଚ୍ୟୁତ ଅନନ୍ତ ଯଶୋବନ୍ତ ବଳରାମ ଜଗନ୍ନାଥ ଙ୍କର ପୟରେ ଏ ଦାସ ର ଅନନ୍ତ କୋଟି ପ୍ରଣାମ ।ଯଦି ଏ ଭୃତ୍ୟ ର କିଛି ତ୍ରୁଟି ଥିବ ସେହି ମହାପୁରୁଷ ଅଧମ କୁ କ୍ଷମା ଦେବେ।।।

  • @arjunabadaraita
    @arjunabadaraita 8 месяцев назад

    ଜୟ,ଜଗନାଥ

  • @naikunthanayak209
    @naikunthanayak209 Месяц назад

    Jay Jagannath
    Jay shree Ram

  • @AjayKumarLenka-w2n
    @AjayKumarLenka-w2n 8 месяцев назад

    Jai jagarnatha swami nayana patha gami bhaba tume Jai pancha sakhha Jai kalaki ram

  • @BrundabatiPatraBrundabatiPatra
    @BrundabatiPatraBrundabatiPatra 8 месяцев назад +2

    JayJagannatha,Satya Babu, Narendra Modi prakutare kie ?se bisayare ta Kichhi Alochana helanahi ? Amara dukhah rahigalaseithi?.❤❤❤.

  • @swarnalatabehera-nt6ht
    @swarnalatabehera-nt6ht 8 месяцев назад

    Jai Jaganntha koti koti pranam prabhu

  • @nrusinghabatik7296
    @nrusinghabatik7296 8 месяцев назад

    Jay Jay jagannath manima koti koti pranam Prabhu 🙏♥️🚩

  • @l.nswainofficial9138
    @l.nswainofficial9138 8 месяцев назад +1

    Satya bhi jay jagannath sir bahuta bhala katha kahila bhagabata besayara

  • @rushimalatritharushikulyap7607
    @rushimalatritharushikulyap7607 8 месяцев назад

    ❤ ଜୟ ଜଗନ୍ନାଥ ସତ୍ୟ ଭାଈ ଜୟ ଜଗନ୍ନାଥ ବାବାଜୀ ❤❤

  • @dusmantpalatasingh6598
    @dusmantpalatasingh6598 8 месяцев назад

    Jaya Jagannath swami 🎉🎉🎉🎉

  • @rabindrapolaigood350
    @rabindrapolaigood350 8 месяцев назад +1

    Jaya jagannath ...,

  • @rajeshbiswal3049
    @rajeshbiswal3049 8 месяцев назад

    Jay jagannath

  • @HukumiSabar-wd8xq
    @HukumiSabar-wd8xq 3 месяца назад

    Jaya sadguru dev

  • @SurprisedBackpacker-sd6lg
    @SurprisedBackpacker-sd6lg 8 месяцев назад +2

    Jay Sri Ram

  • @cr.tapaskumar4362
    @cr.tapaskumar4362 8 месяцев назад

    Jay Jagannath ⭕❗⭕ Prabhu 🙏

  • @srikantamohanta4554
    @srikantamohanta4554 8 месяцев назад

    Jay jagannathjaypanchasakha Jayguruswami kesabanarayan jaygurubhi

  • @biswaranjanbiswal6077
    @biswaranjanbiswal6077 8 месяцев назад +1

    Jaye kalpataru Gurudev ki Jaye 🙏

  • @Budu-qg8tc
    @Budu-qg8tc 6 месяцев назад

    Jai pancha sakha Jai jagannath

  • @gobindapaikaray1498
    @gobindapaikaray1498 7 месяцев назад

    ଭଗବାନ

  • @biswabhusanrath2814
    @biswabhusanrath2814 8 месяцев назад

    ଜୟ ଜଗନ୍ନାଥ | 🙏🙏🙏🙏

  • @SohankumarDas-x3g
    @SohankumarDas-x3g 8 месяцев назад +1

    JAY JAGANNATH JAY PACHA SAKHA 🙏❤🙏❤🙏❤🙏❤🙏❤🙏

  • @SudhaBudhia2024
    @SudhaBudhia2024 8 месяцев назад +1

    ସତ୍ୟ ଭାଇ ନମସ୍କାର ନରେନ୍ଦ୍ର ମୋଦି କିଏ ତାହା ଭିଡିଓ ରେ ଜଣା ପଡ଼ିଲା ନାହିଁ,ବାକି ଯାହା ବୁଝାଇଲେ ବହୁତ ଭଲ ଲଗିଲା

  • @shivaprasadbhol2155
    @shivaprasadbhol2155 8 месяцев назад

    Samasta sadhu mahamtanku pranam.
    Satya Bhai pranam.
    Jay jagannath.
    Jay panchasakha.

  • @snigidharanisahoo283
    @snigidharanisahoo283 8 месяцев назад +1

    Ganjae au taniba sanga🎉🎉🎉🎉🎉🎉

  • @santoshmohanta1564
    @santoshmohanta1564 8 месяцев назад

    Jay jagannth jay panchasakha🚩🚩🚩🙏🙏🙏

  • @dinabandhughosh236
    @dinabandhughosh236 8 месяцев назад +1

    ସବୁ ଟାଉଟରୀ କଥା ଏ ମାନେ କହୁଛନ୍ତି ।। ବାସ୍ତବରେ ଜିଏ ଜାଣେ ସୀଏ କହେନୀ ନ ଜାଣିବା ଲୋକ ଏମିତି କୁହନ୍ତି ।।

  • @subhransuharichandan8576
    @subhransuharichandan8576 8 месяцев назад

    Jai shree GURUDEV Saranam 🕉️🙏✡️

  • @SrRana-lw8iu
    @SrRana-lw8iu 8 месяцев назад

    Jay guru ❤Jay Jagannath ❤❤❤❤

  • @kamakhipradhan4221
    @kamakhipradhan4221 8 месяцев назад +1

    Jai panchasakha

  • @rajeshpradhan319
    @rajeshpradhan319 6 месяцев назад +1

    ପଇସା ଉପାର୍ଜନ ପାଇଁ ବଡ଼ ବଡ଼ ଲୋକ ବହୁତ୍ ତଳକୁ ଖସିଯାଉଛ । ଯେମିତି କି ସତ୍ୟ ବାବୁ ।

  • @Mr_Narotam_3
    @Mr_Narotam_3 8 месяцев назад

    ଜୟ ଜଗନ୍ନାଥ ❤
    ଜୟ ପଞ୍ଚସଖା ❤
    Satya bhai pranam 🙏🏻

  • @NirupamaDevi24
    @NirupamaDevi24 6 месяцев назад +2

    ଆମ ନିଜର ମୃତ୍ୟୁ ଦିବସ କେବେ କହି ପାରିବେ କି, ମାଳିକା ତ ତ୍ରିକାଳ ଦର୍ଶୀ ନିଶ୍ଚୟ ଜାଣିବା କଥା

  • @mahimarana9586
    @mahimarana9586 8 месяцев назад

    Jai Jaganath Jai panchasakha prabhuji Satya bhai apanaku pranam kanhu Baba nku b pranam apana bonei gale Talcher Hingula pitha nku tike asantu apana ta Talcher dei i bonei jibe apananku anurodh jai kochila gosain 👃👃👃👃👃

  • @pratimameher6687
    @pratimameher6687 7 месяцев назад

    Jay shree jagarnatha mahaprabhu namaste 🙏

  • @soumendalalnayak4234
    @soumendalalnayak4234 8 месяцев назад

    Jay Sri jagannath, Jay Sri gopinatha