Ratna Bhandar Treasury Shipping to Gujarat | Political Analyst Kedar Mishra On Bhubaneswar Gold Case

Поделиться
HTML-код
  • Опубликовано: 1 ноя 2024

Комментарии • 1,6 тыс.

  • @bidyabhusanmohanty387
    @bidyabhusanmohanty387 2 месяца назад +573

    ସେଥିପାଇଁ ରତ୍ନ ଭଣ୍ଡାର ଖୋଲି ବା ପାଇଁ ବିଶେଷ ଆଗ୍ରହୀ ଥିଲେ ବେପାରୀ ପାର୍ଟି

  • @kanhudas3308
    @kanhudas3308 2 месяца назад +54

    ବିଜେପି ସରକାର ସବୁ
    ଲୁଟି ନବ ମିଛୁଆ ସରକାର
    ର ଚକ୍ର ବିହରେ ଫଶୀ ଯାଇଛନ୍ତି
    ଏ ଓଡିଶା ବାସି
    ଜୟ ଜଗନ୍ନାଥ 🙏🙏

  • @SIBAPRASADDAS-do5si
    @SIBAPRASADDAS-do5si 2 месяца назад +141

    ରତ୍ନ ଭଣ୍ଡାର ଖୋଳିବା କୁ ତତ୍ପର ଥିବା ରାଜ୍ଯ ବିଜେପି ଏହା ର ସ୍ପଷ୍ଟିକରଣ ଦେବା ଉଚିତ୍ ନହେଲେ ସନ୍ଦେହ ଘନୀଭୁତ ହେବ।

  • @pratapmaity2499
    @pratapmaity2499 2 месяца назад +19

    ନରେନ୍ଦ୍ର ମୋଦି, ଆମର ମହନ ମାଝି ମାଧ୍ୟମରେ ରତ୍ନ ଭଣ୍ଡାର ର ସୁନା ଓ ରୂପା ଚୋରିକରି କହିଥାନ୍ତା ଆମେ ଏହି କଳାଟଙ୍କା ବିଦେଶରୁ ଆଣିଛୁ।
    ଏଥିରେ ରାଜ୍ଯ ସରକାର, ରାଜ୍ଯ ପାଳ, ଇଲେକ୍ସନ କମିସନ ର, ଅମିତସାହ,, ସୁପ୍ରିମକୋର୍ଟ କେତେକ ବିଚାରପତି ଜଡ଼ିତ ଅଛି ମନେହେଉଛି

  • @amulyakumarjena4083
    @amulyakumarjena4083 2 месяца назад +88

    ପିତଳ କରିବାକୁ ନେଉଥିଲେ ଆଜିପଯ୍ୟନ୍ତ ଓଡିଶା ସରକାର ରତ୍ନଭଣ୍ଡାର ରେ କେତେ ପ୍ରଭୁ ଜଗନ୍ନାଥ ଙ୍କର ରତ୍ନ ଥିଲା ଏପଯ୍ୟନ୍ତ ଓଡିଶା ବାସୀଙ୍କୁ ସ୍ପଷ୍ଟ କରାଇଲେନି

    • @tapangamer2013
      @tapangamer2013 Месяц назад

      Bjp😂chora😂😂😂😂😂😂😂

  • @sarojkumarbehera6697
    @sarojkumarbehera6697 2 месяца назад +24

    ଜୟ ଜଗନ୍ନାଥ... ଠାକୁର ସୁନା .. ଯିଏ ନବ ମରିବ

  • @PrasannaNayak-z8w
    @PrasannaNayak-z8w 2 месяца назад +306

    ଭାଇ ରତ୍ନ ଭଣ୍ଡାର ଯଦି ଖୋଲା ଗଲା ସେ ରତ୍ନ ଗଣା ନଯାଇ ରଖି ଦିଆ ଯାଇଛି ତାହା ସମସ୍ତ ଙ୍କ ନଜରକୁ ଆସିବା ଦରକାର

    • @RD123.........
      @RD123......... 2 месяца назад +5

      ତୁମ ଘରେ କେତେ ସୁନା ଅଛି video କରି ଆଗେ ଛାଡ଼ ଦେଖିବା, କହିଦେବା ସହଜ ଟିକେ ଚିନ୍ତା କରନ୍ତୁ ସୁରକ୍ଷା ଦୃଷ୍ଟି ରୁ କାହାରିକୁ ଦେଖାଯିବ ନାହିଁ

    • @RD123.........
      @RD123......... 2 месяца назад +4

      ଏମିତି wrong information ଦିଅ ନାହିଁ

    • @baikunthasamal
      @baikunthasamal 2 месяца назад +9

      ​@@RD123......... Aeti tara Ghar katha kuha hauni.. jagannath mandir ra katha. 1900 re jaha tila sabu public figure re achi. Abe kahile kan asubida hauchi.. gold kan gujarat ku gala pare kahiba.

    • @techisha1747
      @techisha1747 2 месяца назад +3

      Bbsr ru CTC kn pain asuthila...bbsr ru ta airport dwara gujurat jaithnata..bhai.. pandian nka nija loka bodhe

    • @bipinbiharibehera4562
      @bipinbiharibehera4562 2 месяца назад

      Right...

  • @mr_india_89
    @mr_india_89 2 месяца назад +36

    ଏସବୁ ସୁନା ଗୁଜୁରାଟ ର ଗୋଟାଏ ସୁରକ୍ଷିତ ସ୍ଥାନକୁ ଯାଉଥିଲା next election ରେ ଏସବୁର ସଦୁପଯୋଗ ହୋଇଥାନ୍ତା ll ଜୟ ଶ୍ରୀ ରାମ ll

  • @sadanandasahoo3707
    @sadanandasahoo3707 2 месяца назад +308

    ସୁନା ଆସିବା କଥା ପୂରା ମିଛ। ଯଦି ମୁମ୍ବାଇ ରୁ ଆସୁଥିଲା , ମୁମ୍ବାଇ ଏୟାରପୋର୍ଟ ରେ ସୁରକ୍ଷା ଯାଞ୍ଚ ଏତେ ଢିଲା? ଅସମ୍ଭବ।‌ ଯଦି ସେଠାରୁ ଆସିଲା ,ଭୂବନେଶ୍ବର ଏୟାରପୋର୍ଟ ବାହାରକୁ ଆସିଲା କେମିତି ? ସୁରକ୍ଷା ଯାଞ୍ଚ ରେ ଧରା ପଡିଲା ନାହିଁ? ତେଣୁ ଆସିବା ବିଶ୍ବାସ ହେଉନାହିଁ ବରଂ ଯିବାର ସମ୍ଭାବନା ବେଶି।

    • @prasantkudas3438
      @prasantkudas3438 2 месяца назад +13

      ତୁ ଟାଉଟର ଟା

    • @maachannel7214
      @maachannel7214 2 месяца назад +15

      ଏଇଟି ସତ କଥା ବାହାର କୁ ଯାଉଥିଲା

    • @RASMIRANJANDASA
      @RASMIRANJANDASA 2 месяца назад

      ​@@prasantkudas3438 tu kintu odisha ra eka matra satia purusha...

    • @Hariharpatra109
      @Hariharpatra109 2 месяца назад +19

      ଅନ୍ୟ ଜାଗାରୁ ଏତେ ସୁନା ଅଳଙ୍କାର ଆସିଲା କେହି ଜାଣି ପାରିଲେ ନାହିଁ।ଏହା ରତ୍ନ ଭଣ୍ଡାରରୁ ବାହାରକୁ ଯାଉଥିଲା।

    • @comedyman1298
      @comedyman1298 2 месяца назад +2

      👌🏻👌🏻👌🏻👌🏻👍🏻👍🏻👍🏻👍🏻👍🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @anupamadash7875
    @anupamadash7875 2 месяца назад +6

    ରତ୍ନ ଭଣ୍ଡାର ର ଦାଇତ୍ୱ ରେ ଯୋଉ ମାନେ ଅଛନ୍ତି ତୁରନ୍ତ ପଦକ୍ଷେପ ଗ୍ରହଣ କରି ମହାପ୍ରଭୁ ଙ୍କର ସମ୍ପତ୍ତିକୁ ଯଥାଶୀଘ୍ର ପୁନର୍ବାର ରତ୍ନଭଣ୍ଡାର ରେ ପୁନର୍ବାର ସୁରକ୍ଷିତ ରଖୁବାର ବ୍ୟବସ୍ଥା କରିବା ଉଚିତ l ଜନସାଧାରଣ ସଚେତନ ହୁଅନ୍ତୁ l. ଜୟ ଜଗନ୍ନାଥ 🙏🏾🙏🏾🙏🏾

  • @basantakumarnayak695
    @basantakumarnayak695 2 месяца назад +83

    ଶେଷ ସମୟ ଆସିଗଲା। ଦେଖନ୍ତୁ ଆଗକୁ କଣ ସବୁ ହେଉଛି।

  • @rameshchandranayak575
    @rameshchandranayak575 2 месяца назад +9

    ରତ୍ନଭଣ୍ଡାର ସୁନାର ଲୁଟ ଆରମ୍ଭ ହୋଇଗଲା। ମୋଦୀଜି ଏବେ ଜୟ ଶ୍ରୀରାମ ଛାଡି ଜୟ ଜଗନ୍ନାଥ କହୁଛନ୍ତି।

  • @SauravKumar-ck6cr
    @SauravKumar-ck6cr 2 месяца назад +201

    ଏଇଟା ରତ୍ନ ଭଣ୍ଡାର ର ସୁନା। ଏଇଟା ଗୁଜରାଟ ଯାଉଥିଲା

    • @SwagatikaMohanty-eo2qz
      @SwagatikaMohanty-eo2qz 2 месяца назад +5

      ତାହା ତୋ ମା ବିଆ ପାଇଁ ସୁନା ପଠାଯାଇଥିଲା

    • @drkrishnachandramallik8742
      @drkrishnachandramallik8742 2 месяца назад +4

      Mohanty ଓହୋ ଭଲ ଶିକ୍ଷା ଦୀକ୍ଷା
      Good

    • @akashkumarsinha6924
      @akashkumarsinha6924 2 месяца назад +6

      ​@@SwagatikaMohanty-eo2qzNa To Family Members pai BJP Rakhithila Au Kichi To Maa Pai😂

    • @kshetrabasidas9682
      @kshetrabasidas9682 2 месяца назад

      💯👌

    • @elizabehera6454
      @elizabehera6454 2 месяца назад +1

      Are bjp na re case karuna.ete magana rajaniti kana lagi karuchha.

  • @ramaananta2176
    @ramaananta2176 2 месяца назад +7

    ସବୁସୁନାରୁପା ଶ୍ରୀମନ୍ଦିର ଏ ସରକାର ସବୁଖାଈକିସଫାକରିଦବରେଭାଈ

  • @jamesrinku1995
    @jamesrinku1995 2 месяца назад +73

    କେଦାରନାଥ ମନ୍ଦିର ରୁ 228 kg ସୁନା ଚୋରି ହେଲା କାଇଁ କାହାର କିଛି ଆପତ୍ତି ନଥିଲା। ଏଇଟା ସମ୍ପୂର୍ଣ୍ଣ ରୂପେ ଜଣାପଡୁଛି ରତ୍ନ ଭଣ୍ଡାର କୁ ଖୋଲିବା କୁ ନେଇ ଏଥି ପାଇଁ bjp ବାଲା ଗାଣ୍ଡୀ ଫଟl ଚିତ୍କାର କରୁଥିଲେ ଆଉ ଆମେ ଓଡ଼ିଆ ସବୁ ମୂର୍ଖ ଆମକୁ ଭୂଆ ବନେଇ ଦେଲେ।

  • @rajaashoksamrat417
    @rajaashoksamrat417 2 месяца назад +2

    ଜୋଉମାନ ଧର୍ମ କଥା ବେଶି କୁହନ୍ତି ସେମାନେ ଏମିତି ଠାକୁରଙ୍କ ସମ୍ପତି ଲୁଟନ୍ତି ବୋଲି ଆଜି ପ୍ରମାଣ ହେଇଚି

  • @sp.education1006
    @sp.education1006 2 месяца назад +233

    ଏଥିପାଇଁ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ବ୍ୟାକୁଳ ଥିଲେ

  • @subashchandranayak927
    @subashchandranayak927 2 месяца назад +5

    ସବୁ ସୁନା ଜଗନ୍ନାଥଙ୍କର ଏହି ସୁନା ଗହଣା ସବୁ ରତ୍ନଭଣ୍ଡାର ରେ ରଖାଯାଉ

  • @amulyanayaks1438
    @amulyanayaks1438 2 месяца назад +209

    ମିଛୁଆ ବିଜେପି ସରକାର ଓଡିଶା କୁ ବିକ୍ରୀ ହୋଇ ଜୀବ

    • @Pradhan-j2h
      @Pradhan-j2h 2 месяца назад

      @@amulyanayaks1438 🤔🤔🤔

    • @DhirendranathBaskey
      @DhirendranathBaskey 2 месяца назад

      Bjd toh sobu bikri kori sarithila ebe bjp ro pali

  • @biswajitsahoo7542
    @biswajitsahoo7542 2 месяца назад +2

    ରତ୍ନଭଣ୍ଡାର ପ୍ରସଙ୍ଗରେ ଯଦି ପ୍ରଶ୍ନ ଉଠୁଛି ତାହାଲେ ରାଜ୍ୟ ସରକାର ଚୁପ ରହିବା ଉଚିତ ନୁହେଁ

  • @ratikantmohanty8729
    @ratikantmohanty8729 2 месяца назад +61

    ଆନ୍ଦୋଳନ ଆବଶ୍ୟକ ଏ ଯାବତ୍ କୌଣସି ସ୍ବଚ୍ଛତା ନାହିଁ.......ଓଡ଼ିଆ ଲୋକେ ସହଜ ରେ ବିଶ୍ୱାସ କରନ୍ତି ଜଗନ୍ନାଥ ଙ୍କ କୃପା ହଉ ଆମ ଓଡ଼ିଆ ଙ୍କ ଆରାଧ୍ୟ ଙ୍କ ସୁନା ଅଳଙ୍କାର ସୁରକ୍ଷିତ ରହୁ ।

  • @RameshPradhan-rc5br
    @RameshPradhan-rc5br 2 месяца назад +2

    ଜଗନ୍ନାଥ ଙ୍କକୋଠ ଧନ ମୁକୁଳା ହାଇବୋ ମାଳିକା ରେ ଲେଖା ହେଇଛି

  • @ParameswarMuduliTutu
    @ParameswarMuduliTutu 2 месяца назад +115

    ଚୋର ହାତରେ ଚାବି କାଠି ଆଉ ଅଧିକ ଭାବିବା କିଛି ଦରକାର ନାହିଁ

    • @nrusinghcharanpalei8938
      @nrusinghcharanpalei8938 Месяц назад

      Cha bikali sabu neijiba .bjd thilaboli neiparunthila e ta suneli mouka .

  • @binodsahoo7283
    @binodsahoo7283 2 месяца назад +4

    ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ପାଇଁ ଭାଜପା କଣ୍ ପାଇଁ ଚେଷ୍ଟା କରୁଥିଲା ଏଥିରୁ ସ୍ପଷ୍ଟ ଯେ ଏହା ହେଉଛି ଜଗନ୍ନାଥଙ୍କ ସୁନା

  • @qxztr
    @qxztr 2 месяца назад +115

    ରତ୍ନଭଣ୍ଡାର ଖୋଲିଲେ କିଛି ରିପୋର୍ଟ ନାହିଁ,ସୁନା ଏୟାର୍ପୋଟକୁ ଗଲା କେମିତି, ସୁନା ଚୋରି କରୁଛି ସରକାର।

  • @Mr-Chagulu-xyz
    @Mr-Chagulu-xyz 2 месяца назад +11

    ଆରେ ସବୁବେଳେ otv news ଆଗକୁ ବାହାରେ ଏବେ କାଇଁ ସୁନା ଚୋରି ବିଷୟରେ କିଛି କହୁନି ଏବେ ବିଜେପି ଉପରକୁ risk ଯିବ ବୋଲି କିଛି କହୁନି ବିଜେଡି news ହେଇଥିଲେ otv ରା ମୁଣ୍ଡ ଗୋଳମାଳ ହେଇ ସାରନ୍ତାଣି
    ମୁଁ ଲୋକଙ୍କୁ ଏହି channel ରେ ଜଣେଇବାକୁ ଚାହୁଁଚି otv ବେଲଜ୍ୟା news ଉପରେ କେହି ବିଶ୍ୱାସ karani

  • @ranajit5773
    @ranajit5773 2 месяца назад +210

    ରତ୍ନଭଣ୍ଡାର ସୁନା ଏଥିରେ ସନ୍ଦେହ ନାହିଁ

  • @srikantarauta8200
    @srikantarauta8200 2 месяца назад +6

    ଯଦି ରତ୍ନଭଣ୍ଡର ହେଇଥିବ ଯୋଉ ମାଗିହା ମାନେ ଥିବେ ଗୋଡେଇଗୋଡେଇ ପିଟିବେ ଶଳା ଏନୁକାରି ହେବା ଦରକାର ଖୋଲିଦେଲ ରିପୋର୍ଟ ଦୋଉନ ନାକଣ ଭିତିରି ବାହାରି ହେଇଚି ଯଦି କିଛି ହୋଇନି ଚୋର ଭଳିଆ ନିଆ ହୋଉଛି କଣ ପାଇଁ ଜାଗ ଜନତା ଜାଗ ଓଡିଶା କୁ ରକ୍ଷାକର ହେ ଜଗନ୍ନାଥ 🙏

  • @Taaucreation
    @Taaucreation 2 месяца назад +74

    ରତ୍ନ ଭଣ୍ଡାର ସୁନା

  • @jitendramahakud3799
    @jitendramahakud3799 2 месяца назад +1

    ଯଦି ରତ୍ନ ଭଣ୍ଡାରର ଅଳଙ୍କାର କେତେ ଅଛି ସର୍ବ ସାଧାରଣ ରେ ପ୍ରକାଶ କରାଯିବ ନାହିଁ ତାହେଲେ ରତ୍ନ ଭଣ୍ଡାର ଖୋଲିବାରେ ଲାଭ କଣ କିଏ ଜାଣିଛି ସେ ଭିତରେ କିଛି ଅଛି ନା ଗାୟବ କିଏ ଜାଣେ

  • @pravashmishra1178
    @pravashmishra1178 2 месяца назад +109

    ବିଜେପି ର ଡବଲ ଇଞ୍ଜିନ ବୋହିବା ଆରମ୍ଭ କଲା 😢

  • @sudhirpanda475
    @sudhirpanda475 2 месяца назад +1

    ରତ୍ନ ଭଣ୍ଡାର ଖୋଲା ହେଲା ସରକାର ମାଲମାଲେ. କିନ୍ତୁ ଚାଷୀ ପାଇଁ ଶୀତଲଭଣ୍ଡାର ଖୋଲିଲେ ଚାଷୀ ହବ ମାଲମଲେ.. ଚାଷୀ ଆତ୍ମହତ୍ୟା କରୁଛି ଚିନ୍ତା ଏବେ ରତ୍ନ ଭଣ୍ଡାର ର ଦାମିକା ଜିନିଷ ଉପରେ. ବାଃ ବାଃ ରେ ରାଜନୀତି 😭

  • @arajunmaharana6147
    @arajunmaharana6147 2 месяца назад +62

    ଏହା ଏକ ସ୍ପର୍ଶକାତର ଘଟଣା l ଏହି ଘଟଣା ସ୍ୱାଭାବିକ ଭାବେ ସଭିଙ୍କ ମନରେ ସଂଶୟ ସୃଷ୍ଟିକରୁଛି...ଏହା ସୁନିଶ୍ଚିତ l
    🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏

  • @chittaranjananushka
    @chittaranjananushka 2 месяца назад +6

    BJP Government of Odisha is responsible.

  • @suryakantabaral6607
    @suryakantabaral6607 2 месяца назад +112

    ବିଜେପି ଦଳର ଧ୍ୱଂସ ଲୀଳା ଆରମ୍ଭ ହୋଇସାରିଛି

  • @chittaranjanbarik122
    @chittaranjanbarik122 2 месяца назад +3

    ଏଟା ପକ୍କା ଟାଉଟର ଏହା କଥା କେହି ବିଶ୍ୱାସ କରନ୍ତୁ ନାହିଁ

    • @shreekrishnabhakta326
      @shreekrishnabhakta326 2 месяца назад +1

      A person jadi odisha ra bhala pain kahiki taauter hele ta Apana jadi mahapurush sabu janichanti dayaa kari tike apana nka mahaan face ti dekheiki kichhi kuhantu . Koutha thik aame janibu. Sata taa kn. Jou byakti jananka kahuchanti se kn taanka ghara bisayare kahuchanti ki. Odisha ra mangala pain kahuchanti. But apana...

    • @poornimakumari4584
      @poornimakumari4584 Месяц назад

      ତାହେଲେ ସତ ଟା କଣ କୁହନ୍ତୁ ।
      ରତ୍ନଭଣ୍ଡାର ରତ୍ନ ଅନ୍ୟତ୍ର ସ୍ଥାନାନ୍ତର କିନ୍ତୁ ଗଣତି ନାହିଁ ସେଠାରୁ କେତେ ଗଲା କଣ ହେଲା କେମିତି ଜାଣିବେ ?

  • @gitanjalimohanty6657
    @gitanjalimohanty6657 2 месяца назад +34

    ରତ୍ନ ଭଣ୍ଡାରର ସୁରକ୍ଷା ବିପଦରେ ।

  • @rnjbhajansandhyagandakipur9857
    @rnjbhajansandhyagandakipur9857 2 месяца назад +9

    Wow ନବୀନ ବାବୁ ତୁମେ ସ୍ଥିର ସରକାର ଦେଇଥିଲ୍, ଏ bjp ବାଲା ଓଡ଼ିଶାକୁ ଖାଇଦେଲେ,ତୁମେ କିଛି କର

  • @bbsenapati2245
    @bbsenapati2245 2 месяца назад +45

    Prabhu Jagannath dharai dele. Jago odisha Jago

  • @kalingaranjan2074
    @kalingaranjan2074 2 месяца назад +8

    କିଛି ଦିନ ପୂର୍ବରୁ ଜ୍ୟୋତିର୍ମଥଙ୍କ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକେତେଶ୍ୱରନନ୍ଦ ଦାବି କରିଛନ୍ତି ଯେ କେଦାରନାଥ ମନ୍ଦିରରୁ 228 କିଲୋଗ୍ରାମ ସୁନା ଚୋରି ହୋଇଛି ବୋଲି ସେ କହିଥିଲେ ବିଜେପି ଶାସିତ ଉତ୍ତରାଖଣ୍ଡ ଅଧୀନରେ ଏହି ଘଟଣା ଘଟିଛି☝️ ସୂଚନା ଅନଲାଇନରେ ଉପଲବ୍ଧ |

  • @sahadebkhuntia
    @sahadebkhuntia 2 месяца назад +87

    ସାର ଠିକ କଥା କହିଛନ୍ତି l

    • @Anshuman911
      @Anshuman911 2 месяца назад

      ମା ଗିହାକୁ କିଛି ଜଣା ନାହିଁ

    • @anytimesmile1228
      @anytimesmile1228 2 месяца назад

      ​@@Anshuman911 BJP loka boli kn badhuchhi

    • @anwesh1306
      @anwesh1306 2 месяца назад

      @@Anshuman911 Tu maa bia re tala

  • @pramodbehera6350
    @pramodbehera6350 2 месяца назад +1

    Sir excellent analysis thanks for best bite..💐🙏💐

  • @RajkishorNayak-m9n
    @RajkishorNayak-m9n 2 месяца назад +41

    ଠିକି କଥା

  • @heartbookworld12
    @heartbookworld12 2 месяца назад +1

    ଇଏ ପାଗଳ ହେଇଗଲେଣି।

  • @saratranjanbehera6661
    @saratranjanbehera6661 2 месяца назад +106

    ଏଇଟା ନିଶ୍ଚିତ ରତ୍ନ ଭଣ୍ଡାରର ସୁନା, ବିଜେପି ଏଇ ସୁନା କୁ ହଡପ କରିବା ପାଇଁ ରତ୍ନ ଭଣ୍ଡାର ଖୋଲିବା ପାଇଁ ମାତ୍ରାଧିକ ଆଗ୍ରହ ଦେଖାଇଛି
    କାରଣ ସରକାର କୁ ଆସୁ ଆସୁ ପ୍ରଥମେ ଲୋକ ଙ୍କର ସ୍ୱାର୍ଥ ଚିନ୍ତନ ଛାଡି ରତ୍ନ ଭଣ୍ଡାର ଖୋଲିବା କଣ ଅତ୍ୟନ୍ତ ଜରୁରୀ ଥିଲା କି.....
    ବିଜେପି ସରକାର କୁ ଆସିଛି , ବର୍ଷକ ପରେ ବି ରତ୍ନ ଭଣ୍ଡାର ଖୋଲା ଯାଇ ପାରିଥାନ୍ତା, ହେଲେ ଖୋଲିବାକୁ ଏତେ ବ୍ୟଗ୍ର କାହିଁକି ଏବେ ଜଣା ପଡିଲା...
    ବିଜେପି ରତ୍ନ ଭଣ୍ଡାର ସୁନା ହଡପ କରୁଥିଲା ଏଇଟା ନିଶ୍ଚିତ.... 👍

    • @Anshuman911
      @Anshuman911 2 месяца назад +2

      ଭାଇ ଏ ସୁନା ସବୁ ଅଳଙ୍କାର ଦୋକାନୀ ଙ୍କ ର BVCLogistics ରେଆସୁଥିଲା bom to bbsr

    • @jashobantanpanda3127
      @jashobantanpanda3127 2 месяца назад +1

      Are you sure ?

    • @Anshuman911
      @Anshuman911 2 месяца назад

      @@jashobantanpanda3127 yes bhai

    • @Anshuman911
      @Anshuman911 2 месяца назад

      @@jashobantanpanda3127 ଭାଇ ମୁ ଥିଲି ସେ van re

  • @brajabandhukhora7646
    @brajabandhukhora7646 2 месяца назад

    100% ରୁ 100% right କହିଲେ sir ଜାଣଙ୍କ 👍👉

  • @ReeGamango-ni6ui
    @ReeGamango-ni6ui 2 месяца назад +171

    ଓଡ଼ିଶା ବାସି ଆମେ ସମସ୍ତେ ମୂର୍ଖ ହୋଇଗଲେ bjp ସରକାର ସବୁ ଆମକୁ ଲୋଟିବ । ଆଳୁ ଛାଳି ଏବେ ପିଆଜ ରେ ଗଲା 60 ଟଙ୍କା

    • @Pradhan-j2h
      @Pradhan-j2h 2 месяца назад +1

      Marina ti 😂😂😂😂
      Banchiki emiti kahucha

    • @chandannaik9949
      @chandannaik9949 2 месяца назад +5

      ମୁଁ ଆଜି କିଣି କି ନେଲି 60 ଟଙ୍କା ରେ ପିଆଜ।
      BJP ସରକାର ଯାହା କରୁଛି ଠିକ୍ କରୁନି।
      ଚାଷ ଉପରେ ଫୋକସ କରିଲେ bjp ସରକାର ଚାଷୀ ମାନେ ଉପକୃତ ହୁଅନ୍ତେ। ବଜାର ର ଦର ଦାମ କମ ହୁଅନ୍ତା। ସାଧାରଣ ଲୋକ ଦର ଦାମ ବୃଦ୍ଧି ରୁ ନିଃଶ୍ୱାସ ନେଇ ପରାନ୍ତେ। ଖାଲି IIT sector ଫୋକୋସ କଲେ। ଏଥି ସାଧାରଣ ଲୋକେ ମାରି ଯାଉଛନ୍ତି। ଆଦାନୀ ଅମ୍ଭାନି କୁ ଜମି ବିକ୍ରି କରି। ସାଧାରଣ ଲୋକ ହସ୍ତ୍ ସନ୍ତ।

    • @SandeepSharma-f4u
      @SandeepSharma-f4u 2 месяца назад

      Banda khauthilu ba​@@chandannaik9949

    • @RakeshDas-ql7ii
      @RakeshDas-ql7ii 2 месяца назад +4

      ନବୀନ ୨୫ ବର୍ଷ ଶାସନ କଲା ଆଳୁ ପିଆଜ ପାଇଁ ଆମେ ବେଙ୍ଗଲ ଉପରେ ନିର୍ଭର କରୁଛୁ ସେତେବେଳେ କଣ ଭୁଲ କରିନଥିଲୁ

    • @abyaktakumarrout9084
      @abyaktakumarrout9084 2 месяца назад +2

      ବିଜେପି ଏଥର ଆଳୁ ଚାଷ କରି ୧୦ ଟଙ୍କାରେ ଆଳୁ ଦବ😂😂

  • @lilianaik5756
    @lilianaik5756 2 месяца назад +1

    ଗୁଜୁରାତି ଚରର ଲକ୍ଷ୍ୟ ଥିଲା ରତ୍ନ ଭଣ୍ଡାର ଆଉ ଖଣି କଣ ଆପଣ ମାନେ ଖୁସି ତ

  • @ranjanpatra6258
    @ranjanpatra6258 2 месяца назад +30

    ଏପରି ଘଟଣା ଏଠି ବାରମ୍ବାର ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟୀ ସହିତ ବହୁ ବଡ଼ ବ୍ୟପାରି ଜଡ଼ିତ ଅଛନ୍ତି। ଏବେ ସରକାର ବଦଳିବା ପରେ ଏବେ ଏହା କଳା କାରବାର ର ପେଣ୍ଠ ସ୍ଥଳୀ ହେବାକୁ ଯାଉଛି।

    • @ajaymuduli1223
      @ajaymuduli1223 2 месяца назад

      କେତେ ଦିନ ହେଲା bjp ଓଡ଼ିଶା ରେ ଶାସନ କରୁଛି

    • @alexanderfleming7906
      @alexanderfleming7906 2 месяца назад

      ​@@ajaymuduli1223sei kom din bhitore hin golmal to arambho koridela 😂😂😂

  • @BishuBhoi-kb1ht
    @BishuBhoi-kb1ht 2 месяца назад +1

    Right

  • @iloveyouaps
    @iloveyouaps 2 месяца назад +60

    ଯେମିତି କେଦାରନାଥ ଙ୍କର 200 KG ସୁନା ପିତଳ ହୋଇଗଲା, ଆମ ମହାପ୍ରଭୁଙ୍କ ସବୁ ସୁନା ସେମିତି ପିତଳ ହୋଇଯିବ ଲାଗୁଛି।

  • @reetap4008
    @reetap4008 2 месяца назад

    ଅନ୍ଧ ଭକ୍ତ ମାନେ ଆଖି ପରୀକ୍ଷା କରି ନିଅ ଜୟ ଶ୍ରୀରାମ କହି କହି ରାମ ମନ୍ଦିର ବେପାର ସରିଲା ମୋଦୀ ର ଆଉ ରାମ ବି ଉଚିତ୍ ଶିକ୍ଷା ଦେଇ ଛନ୍ତି ତାକୁ ତେଣୁ ହାରିବା ପରେ ଆଉ ଜୟ ଶ୍ରୀରାମ ମୋଦୀ ମୁହଁରୁ ଶୁଭୁନି।ଏବେ ଜୟ ଜଗନ୍ନାଥ କହୁଛି କାରଣ ଏବେ ଜଗନ୍ନାଥ ମନ୍ଦିର ଉପରେ ତାର ବେପାର ହେବ।ଆଉ ସଫଳ ବି ହୋଇଗଲା

  • @DushmonthNayak
    @DushmonthNayak 2 месяца назад +30

    You are courgious man sir who dare enough to speak in the public
    Congratulations sir for speaking the right fact
    May God bless you sir

  • @ArjunSukri-s8u
    @ArjunSukri-s8u Месяц назад

    ରତ୍ନଭଣ୍ଡାର ର ସୁନା ଜୟ ଜଗନ୍ନାଥ 🙏🙏🙏

  • @sp.education1006
    @sp.education1006 2 месяца назад +28

    ରତ୍ନ ଭଣ୍ଡାର ସୁନା ,

  • @lilianaik5756
    @lilianaik5756 2 месяца назад +1

    Bjp କୁ ଯେତେ ପ୍ରକାର az ଯାଏ ଗାଳି ଦେଲେ ଭି କାମ ହେବ

  • @basantbehera3048
    @basantbehera3048 2 месяца назад +40

    ଏ ଚୁର ଶବୁ ଖାଇ ଗଲେ ଧର୍ମ ସହିବନି ?

  • @KamalakantaNayak-z3o
    @KamalakantaNayak-z3o 2 месяца назад +2

    ସାର୍, ମିଡିଆ ରେ ବିଭିନ୍ନ ବିବ୍ରୁତି ଦେଇ ଦୟାକରି 🙏 ଜନତା ଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ। ବିଧାନ ସଭା ଚାଲିଛି। ବର୍ତ୍ତମାନ କୈାଣସି ବିରୋଧୀ ଦଳର ସଭ୍ୟ ଙ୍କ ଜରିଆରେ ମୁଲତବୀ ବା ଧ୍ୟାନ ଆକର୍ଷଣ କାରୀ ପ୍ରସ୍ତାବ ଆଣନ୍ତୁ ନଚେତ୍ ତଥ୍ୟ ପ୍ରମାଣ ସହିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୁଅନ୍ତୁ।

    • @beautyofnature8512
      @beautyofnature8512 Месяц назад

      Aau jete bele BJP ratna bhandara chabi hajiba katha chabi tamilnadu jiba katha kahi media dwara lokanku bibharant Karu thila kuade thile sete bele ???

  • @ukcrown-c6i
    @ukcrown-c6i 2 месяца назад +19

    Kedarnath temple Gold scam pari Ama temple ra Gold scam karuchanti 😢😢😢

  • @soumendramudali6780
    @soumendramudali6780 Месяц назад

    ନିଶ୍ଚିତ ରହନ୍ତୁ,ରନ୍ତ୍ନ ଭଣ୍ତାରରେ ଗଛ୍ଛିତ ସମସ୍ତ ମୂଲ୍ୟବାନ ଧନରନ୍ତ୍ନ ସୁରକ୍ଷିତ ଅଛି !

  • @Guddan-u3r
    @Guddan-u3r 2 месяца назад +35

    100 percent ରତ୍ନଭଣ୍ଡାର ସୁନା ହେଇପାରେ aurgus ସାମ୍ବାଦିକ କିଛି କହୁନହନ୍ତି

  • @bikashchoudhury1984
    @bikashchoudhury1984 2 месяца назад

    ସରକାର ଜନତା ଙ୍କୁ ଭୁଆଁ ବୁଲାଉଛନ୍ତି....ଏଠି କୌଣସି ସରକାର ଉପରେ ଭରସା ନାହିଁ....କଳ୍କୀ ଅବତାର ହିଁ ସାହା ଭରସା 🙏🏿🙏🏿

  • @pbmmusicentertainmentchann5179
    @pbmmusicentertainmentchann5179 2 месяца назад +38

    ଏଥର ବିଜେପି ଵାଲା କୁ ହେବି ମାଡ ହେବ ଆସନ୍ତୁ ଭୋଟ ପାଇଁ 😡😡😡

  • @amitabhmohanty2458
    @amitabhmohanty2458 Месяц назад

    ଘଟଣା ର ସତ୍ୟତା ଥାଇପାରେ କାରଣ ଭାରତ ର ତଦନ୍ତପ୍ରକ୍ରିୟା କଣ ଏତେ ତଳ ସ୍ତରକୁ ଗଲାଣି ଯେ ଏ ବାବଦରେ କିଛି ଜାଣିପାରୁନାହାନ୍ତି ନା ପ୍ରକାଶ କରିବାକୁ ଡରୁଛନ୍ତି

  • @sanjaypatrasanjaypatra6000
    @sanjaypatrasanjaypatra6000 2 месяца назад +29

    Thik katha

  • @tbaral3255
    @tbaral3255 2 месяца назад +27

    ରତ୍ନ ଭଣ୍ଡାର ରୁ ଚୋରି ହୋଇଚି କି ନାହିଁ ସରକାର ଜଣାନ୍ତୁ

  • @tapasidas41
    @tapasidas41 2 месяца назад

    ଚାମଚା କହୁଛନ୍ତି ପରା BJD 24 ବର୍ଷ ମାରିକି ଖାଇଲା ଏବେ ଆମେ କିଛି ମାରିକି ଖାଇବୁ. ଆଉ କଣ କହିବେ କୁହନ୍ତୁ. ସେ ଖାଇବେ ବୋଲି କଣ ଆରାଧ୍ୟ ଦେବତା ଙ୍କ ସମ୍ପତି ଖାଇବେ??

  • @nihardas4958
    @nihardas4958 2 месяца назад +27

    Sabu khai jibe

  • @RamakantaJena-pi4fr
    @RamakantaJena-pi4fr 2 месяца назад

    ଯଦି ରତ୍ନଭଣ୍ଡାର ସୁନାଥୀଲା କଣ ରତ୍ନଭଣ୍ଡାର ଚାବି ଖୋଲାଥିଲା ଯଦି ଚାବି ଖୋଲା ନଥିଲା ଚାବି ନିଶ୍ଚିତ ଭାବେରେ କାହାପାଖରେ ଥିବ ସେ କଣ ଏତେ ସୁନାକୁ ଏକୁଟିଆ ନେଇପାରିଥିବ ସେଥିପାଇଁ ଆହୁରି ଲୋକକଂର ଆବଶ୍ଯକ ଥିବ ଜଗନ୍ନାଥ କଂ ସୁନାରେ କିଛିନା କିଛି ଗହଣା ଆକାରରେ ନିର୍ମୀତ ନିଶ୍ଚିତ ରୁପେ ହେଇଥିବ ତେଣୁ ଆମେ ଯାହା ଅନୁମାନ କରୁଛୁ ଏହା ସରକାରକୁ ବଦନାମ କରିବା ପାଇଁ ଗୋଟେ ସାଜିଶ କାରାଯାଇଛି ଏହା ଯୋଜନା ବଦ୍ଧ ସାଜିଶ ଏଥିରେ ସନ୍ଦେହ ନାହିଁ ମିଷ୍ଟର ରାହୁଲର ଅନ୍ଧ ଭକ୍ତ

  • @puspalatapanda2359
    @puspalatapanda2359 2 месяца назад +29

    Sure Ratna Vandara Gold
    Lord Jagannath save Odisha

  • @tapankhuntia3602
    @tapankhuntia3602 2 месяца назад

    ରତ୍ନ ଭଣ୍ଡାର ଖୋଲି ବା ର ଉଦେଶୟ କଣ l ଏହା ସରକାର ଜନତା ଙ୍କୁ ସତ୍ୟତା କରନ୍ତୁ l ଲୋକଙ୍କ ଦାବି ପାଣି ଓ କ୍ଷୀର ଅଲଗା ହଉ ଦାବି କରୁ ଛୁ l ସରକାର ଏହା ଜବାବ ଦିଅ l

  • @dineshrath2500
    @dineshrath2500 2 месяца назад +41

    280 kg pital hela ratna bhandar suna Modi pakhaku jau thila

  • @BrajaParida-g4r
    @BrajaParida-g4r 2 месяца назад

    ଜୟ ଶ୍ରୀ ଜଗନ୍ନାଥ ବିଚାର ଆପଣଙ୍କର ,କିଏ ସତ କିଏ ମିଛ,,,,କେହି ଆପଣଙ୍କ ସାଙ୍ଗେ କେହି ଖେଳି ପାରିବେନି,

  • @susantajena569
    @susantajena569 2 месяца назад +17

    ABSOLUTELY RIGHT

  • @mrsahuhk1972
    @mrsahuhk1972 2 месяца назад

    ଏହା ନିଶ୍ଚିତ ଯେ ସେହି ସୁନା ରତ୍ନ ଭଣ୍ଡାରର । ଓଡିଶାକୁ ଲୁଟିଯିବ । ସବୁ ଗୁଜରାଟ ଚାଲିଯିବ । ମହା ବିପତ୍ତି ମାଡ଼ି ଆସୁଛି । ନାମ ନିଅ ଓଡ଼ିଶା ବାସୀ । ଜୟ ଜଗନ୍ନାଥ ।

  • @madhusmitamohanty8003
    @madhusmitamohanty8003 2 месяца назад +16

    ଏଇଟା ଆଂଜ୍ଞା ମଠ ର ସୁନା ରଖି ପାରିଲେନି ଏମିତି ଧାରାଇଲେ ପ୍ରଭୁ ସବୁ ତୁମ ଲୀଳା

  • @କଳ୍କୀ
    @କଳ୍କୀ 2 месяца назад

    ଅଣ ଓଡ଼ିଆ ଖାଇ ଯିବେ ସବୁ ମହାପ୍ରଭୁ ଜଗନ୍ନାଥଙ୍କ ର ସୁନା ଅଳଙ୍କାର ସୁରକ୍ଷିତ ଅଛି ତ

  • @PramodBarik-f8u
    @PramodBarik-f8u 2 месяца назад +14

    Ratna bhandar gold shift to Gujarat

  • @DebashisMohapatra-j1l
    @DebashisMohapatra-j1l Месяц назад

    Absolutely correct. Definitely Lord Jagannath will teach them. Time will say. Jagannath 🙏

  • @swarnamohanty3121
    @swarnamohanty3121 2 месяца назад +15

    True, Ratna bhandar suna .

  • @DamayantiMiniaka-vz4qg
    @DamayantiMiniaka-vz4qg 2 месяца назад

    ବିଜେପି କୁ ହଠାଅ ଦେଶ ବଞ୍ଚନ୍ତୁ

  • @rajkishorpradhan4609
    @rajkishorpradhan4609 2 месяца назад +9

    Right ମୁ ଏକ ମତ ଆପଣକଂ ପ୍ରଶ୍ନ ରେ

  • @SasmitaMallick-y4s
    @SasmitaMallick-y4s Месяц назад

    ଯିଏ ବି ମହାପ୍ରଭୁ ଙ୍କ ସୁନା ରେ ହାତ ମାରିବା ବିନାଶ ତାର ହେବ, ବିଜେଡି ଉଦାହରଣ, ଵର୍ତମାନ ଠୁ ଅଧିକ ଦର୍କ୍ସ ବିଗତ 24ବର୍ଷ ହେଲା ହେଉଛି ତାହା ଆମେ ଦେଖି ଆସିଛୁ, ତିନି ମାସ ହେଲା ନିଦ ବଗିଂଗିଲା ପୂର୍ଵ ସରକାର ଏଇଟା ଆର୍ଚଯ୍ୟ

  • @bhabanisankardas8641
    @bhabanisankardas8641 2 месяца назад +10

    ଶ୍ରୀମନ୍ଦିର ର ଚାରି ଦୁଆର ଖୋଲା ହେଲା ଭକ୍ତ ମାନେ ଚାରିଦୁଆର ଦେଇ ପ୍ରବେଶ କଲେ କିନ୍ତୁ ଗୋଟିଏ ଦୁଆର ଦେଇ ଯେତେବେଳେ ନାଟମଣ୍ଡପ କୁ ପ୍ରବେଶ କଲେ ଅବସ୍ଥା ଯାହାହେଲା ସମସ୍ତେ ଜାଣିଛନ୍ତି.......
    ଦ୍ୱତୀୟ ରେ ସିଂହ ଦ୍ୱାର ଠାରୁ ରାଜା ନହର ପର୍ଯ୍ୟନ୍ତ ଲମ୍ବା ଧାଡିରେ ଖରା ବର୍ଷl ରେ ଭକ୍ତ ଠିଆ ହେବାର ପୁଣି ପୁନରାବୃତ୍ତି ହେଲାଣି..
    ରତ୍ନ ଭଣ୍ଡାର ଖୋଲିବାରେ ଶୁଣି ଜନତା ଯେତିକି ଖୁସି ହେଉଥିଲେ ଏବେ ଏୟାରପୋର୍ଟ ରୁ ଧରାହୋଇଥିବା ସୁନା କୁ ନେଇ ଯେଉଁ ପ୍ରକାର ଗୁଜବ ଆସୁଛି.. ଏହା ପ୍ରାୟ ସାରା ଓଡିଶା ରେ ଚର୍ଚ୍ଚାର ବିଷୟ ହେଲାଣି...
    ତେଣୁ ପୂର୍ଵ ସରକାର ଏବଂ ପରସରକାର ଭିତରେ ପାର୍ଥକ୍ୟ କଣ ରହିଲା.....????? 🙏🙏🙏🙏🙏🙏🙏🙏🙏

  • @MurariKarjee-qe9ug
    @MurariKarjee-qe9ug 2 месяца назад

    U R correct sir
    Joi sree jagannath

  • @balarampradhan9961
    @balarampradhan9961 2 месяца назад +17

    Thik katha bhai . Chora nka hatare salagrama .

  • @ramachandrasamantaray14
    @ramachandrasamantaray14 Месяц назад

    ମିଛ ଖବର ପ୍ରଚାର କରି ଲୋକ ମାନଙ୍କୁ ବିଭ୍ରାନ୍ତ କରାଯାଉଛି ,ଏମପି ଇଲେକଶନ ସମୟରେ କଂଗ୍ରେସ ବାଲା ଏହିପରି ଗୁଡିଏ ମିଛ ପ୍ରଚାର କରି ୫୪୩ ସିଟରୁ ୯୯ ସିଟ ପାଇଥିବାରୁ bjd ,congress ଓଡ଼ିଶାରେ ଏପରି ଭିଡିଓ କରି ପ୍ରଚାର କରୁଛନ୍ତି ,୧୦ ବର୍ଷ ହେଲା କେନ୍ଦ୍ରରେ ବିଜେପି ସରକାର ଅଛି ଗୋଟେବି ଦୁର୍ନୀତ ଅଭିଯୋଗ କୌଣସି ପାଟି ଲଗାଇ ପରି ନାହାନ୍ତି ,

  • @galparealpa5885
    @galparealpa5885 2 месяца назад +12

    Jaijagannatha ratnabhandar is not safe

  • @BinotMahanand
    @BinotMahanand Месяц назад

    ବିଜେପି ସରକାର ଓଡିଶା କେଲୋଟିଵ💘

  • @sanjaynath6217
    @sanjaynath6217 2 месяца назад +16

    ଓଡ଼ିଶା ରୁ ସୁନା ଯାଉଥିଲା ଏ ବିଜେପି ଚୋର କୁ ଓଡ଼ିଶା ରୁ ହଟାଅ

  • @SubhransuKumardas-o4e
    @SubhransuKumardas-o4e 2 месяца назад

    🌹ଭକ୍ତ କୂଅରେଗଲେ ସେମାନେ ଜାଣିଥିବ 🌹

  • @prabirchandrabehera7381
    @prabirchandrabehera7381 2 месяца назад +7

    ରନ୍ ଭଣ୍ଡାର କଣ ତାଙ୍କର ବାପା ରଥିଲା, ଯେବେ ଖୋଲିବେ ଆଉ ମନ ହେଲେ ସେବେ ଗଣିବେ

  • @basumandal6209
    @basumandal6209 2 месяца назад

    Joyguru joy sree Jagannath joy NOBINBABU

  • @KishorAcharya-rc5lj
    @KishorAcharya-rc5lj 2 месяца назад +10

    କେଦାର ମିଶ୍ର ପ୍ରକୃତ ରେ ମହାଜ୍ଞାନି

  • @lilianaik5756
    @lilianaik5756 2 месяца назад +1

    ଦେଖ ଅସଲି ଚର 🤣ଗୁଜୁରାତି ଚର କଲେ ଭଲ ଭଣ୍ଡାର ଖଲ ଖଲ ହେଇଛି 🤣

  • @subhasmitapriyadarshini2042
    @subhasmitapriyadarshini2042 2 месяца назад +4

    ଦାୟିତ୍ଵ ବାନ ବ୍ୟକ୍ତି ବୁଝି ବିଚାରି ବକ୍ତବ୍ୟ ରଖେ।

  • @KishorjenaK
    @KishorjenaK 2 месяца назад +1

    ସବୁ ସୁନା ଗହଣା bjp ସରକାର ଖାଇବ

  • @ramakantanayak8470
    @ramakantanayak8470 2 месяца назад +13

    BJP ସରକାର ଓଡ଼ିଶାକୁ ଖୋଳ କରିଦେବମୋହନ ମାଝୀ ନରେନ୍ଦ୍ର ମୋଦୀ ର ସଖୀକଣ୍ଡେଇ

  • @ShishirMahapatra
    @ShishirMahapatra 2 месяца назад

    ଓଡ଼ିଶା ର କୌଣସି ଦୋକାନରେ ଏକକାଳୀନ ୮୭ କେଜି ସୁନା ମିଳିବା ସମ୍ଭଵ ନୁହଁ।ଯାହା ଜଣାପଡୁଛି ଏହା ରତ୍ନଭଣ୍ଡାରର ସୁନା ହେଇଥାଏ ପାରେ।

  • @PravaskumarSamantaray
    @PravaskumarSamantaray 2 месяца назад +10

    ସରକାର ଚୋର ଚୋରି କରୁଥିଲେ ସେଥିପାଇଁ ଆସୁ ଆସୁ ରତ୍ନ ଭଣ୍ଡାର ଖୋଲିଲେ ଓଡିଶା ବାସୀଙ୍କୁ ହିସାବ ଦେଲେନି, ଚରି କରିସାରିଲାପରେ ହିସାବ ଦେଇ ଥାନ୍ତେ