ସିଧା ରାଜାରୁ ପ୍ରଜା ହେଲେ ନବୀନ ! | Former CM Naveen Patnaik | Security Reduction Naveen Patnaik | OR

Поделиться
HTML-код
  • Опубликовано: 20 ноя 2024

Комментарии • 562

  • @rameswar3765
    @rameswar3765 19 дней назад +206

    ଏହା ସତ୍ଯ, ସାମ୍ବିଧାନିକ ବ୍ୟବସ୍ଥା ଅଟେ ଏଥିରେ ଦୁଃଖ ର କାରଣ ନାହିଁ ।

  • @prakash.........111
    @prakash.........111 19 дней назад +89

    King always king 👑
    ରାଜା ପାଇଁ କିଛି ସିଂହାସନ ନଥାଏ ରାଜା ଯୋଉଠି ବସେ ସେଇଟା ସିଂହାସନ ।

    • @JagannathaTudu-h6v
      @JagannathaTudu-h6v 19 дней назад +2

      😅😅

    • @adivasi_tech
      @adivasi_tech 19 дней назад +6

      ପୁରୁଣା dialogue ଆଉ ମାର ନାହିଁ 😂😂😂😂

    • @prakash.........111
      @prakash.........111 19 дней назад +2

      @@adivasi_tech dilogue kebe puruna huani pa

    • @adivasi_tech
      @adivasi_tech 19 дней назад +3

      @prakash.........111 ପୁରୁଣା ହୋଇସାରିଛି

    • @JagannathaTudu-h6v
      @JagannathaTudu-h6v 19 дней назад +4

      @prakash.........111 ashok king ,kharabela king always king, giridhara gamanga bi thila dine,ବିଜୁପଟ୍ଟନାୟକ, ନବୀନ pattnayak,
      Then king is king ମୋହନ majhi king
      ସବୁ ସମୟ ର ଖେଳ ରେ ଭାଇ

  • @dibakarpanda1352
    @dibakarpanda1352 19 дней назад +215

    ନବୀନ ପଟ୍ଟନାୟକଙ୍କ କେହି ବ୍ୟକ୍ତିଗତ ଶତ୍ରୁ ଥିବା ଭଳି ଜଣା ପଡୁ ନାହିଁ,ଏଣୁ ସୁରକ୍ଷା ଆବଶ୍ୟକ ନାହିଁ

  • @karunakarmohanty89
    @karunakarmohanty89 18 дней назад +4

    ରାଜା ସବୁ ବେଳେ ରାଜା ଜୟ ଜଗନ୍ନାଥ

  • @makarsenapati1213
    @makarsenapati1213 19 дней назад +57

    ଯିଏ ଲୋକମାନଙ୍କ ହୃଦୟ ରେ ର‌ହିପାରିଲା ସିଏ ହିଁ ପ୍ରକୃତ ରାଜା ପଦ ପଦବୀ ହରାଇଲେ କେହି ରାଜାରୁ ଭିକାରୀ ହୋଇଯାଏ ନାହିଁ

  • @prakashchandrapattnaik9214
    @prakashchandrapattnaik9214 19 дней назад +33

    ଆରେ ଭଗବାନ ଙ୍କୁ ବିଶ୍ୱାସ କର କିନ୍ତୁ ଏହି କଳି ଯୁଗର ମଣିଷକୁ ନୁହ

  • @anilmohanty741
    @anilmohanty741 19 дней назад +19

    ନବୀନ ପଟନାୟକ ରାଜା ଥିଲେ. ଆଉ ସବୁବେଳେ ଓଡିଶାବାସିଙ୍କ ହୃଦୟରେ ରାଜା ହୁଇ ରହିଥିବେ କେବଳ ଅର୍ଗସ ମିଡ଼ିଆକୁ ପ୍ରଜାଭଳି ଦେଖାଯାଉଥିବ.

  • @sanjibkumardash8966
    @sanjibkumardash8966 19 дней назад +60

    ରାଜା କେହି ନୁହନ୍ତି। ତେବେ ରାଜକୀୟ ଗୁଣ ନବୀନ ପଟ୍ଟନାୟକଙ୍କର ଅଛି। ଆଗକୁ ବି ରହିବ।

    • @Funnytrainvideos-u1g
      @Funnytrainvideos-u1g 19 дней назад +4

      It's not good to relate him as a king it's just flattering,no one is above law

    • @SidharthMishra99
      @SidharthMishra99 19 дней назад +4

      ଆଉ ରାଜତନ୍ତ୍ର ନାହି ରେ ପୁଅ ଗଣତନ୍ତ୍ର
      ଶାସନ ଚାଲିଚି।
      ଆମେ ଚଳାଉଛୁ ଦେଶ ଆମର,ଆମରି ନା ରେ ଆମେ ନାଉରୀ .....

    • @adivasi_tech
      @adivasi_tech 19 дней назад

      ବାଳ ଅଛି ଯେ ଖାଇବ ....... ଡି 😅😅😅😅

  • @SusantaGadaba
    @SusantaGadaba 18 дней назад +4

    ନବୀନ ସାର ନିର୍ବାଚନ ହାରିଗଲେ ବି ଲକମାନଙ୍କ ହୃଦୟ ର ରାଜା, ରହିଥିଲେ, ଆଉ ଆଗକୁ ମଧ୍ୟ୍ୟ ରହିବେ❤❤❤❤❤😊😊😊, ଆଉ ତମୋ ଭଳି ବେକାରିଆ ଗଣମାଧ୍ୟ୍ୟମ ଏପଟ ସେପଟେ କରି ଖବର ପ୍ରସାରଣ କଲେ ବି କାହାର କିଛି ହେବ ନାହିଁ, ଜନତା ଜାଣିଛନ୍ତି, କଉ ଗଣମାଧ୍ୟ୍ୟମ କେମିତି, ତେଣୁ ଭଲ ଆଉ ଭଲ ଗଣମାଧ୍ୟ୍ୟମ ହେବା ପାଇଁ ଚେଷ୍ଟା କରନ୍ତୁ 🙏

  • @swagatdas7828
    @swagatdas7828 19 дней назад +23

    ନବୀନ ପଟ୍ଟନାୟକ ଙ୍କୁ ସାରା ଓଡ଼ିଶା ବାସୀ ସୁରକ୍ଷା ଦେବେ ❤🙏🏻 ଜୟ ଜଗନ୍ନାଥ 🙏🏻

  • @gopasenapati9667
    @gopasenapati9667 19 дней назад +41

    ଭଗବାନ ଟାହାର ଗର୍ବ ସହନ୍ତି ନାହିଁ।ବିଜେଡି ବାଲାର ଗର୍ବ ଯୋଗୁ ଏମିତି ହେଉଛି।

  • @sushantakumar2682
    @sushantakumar2682 14 дней назад

    ରାଜା ଥିଲେ ଆଉ ରହିବେ ବି ମଧ୍ୟ ଆମର ରାଜା ନବୀନ ପଟ୍ଟନାୟକଙ୍କ ସାର 🙏🙏🙏

  • @NarendraDethi
    @NarendraDethi 19 дней назад +1

    ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ

  • @gurukrupa4151
    @gurukrupa4151 19 дней назад +10

    ଏଥର ତମ ମାଲିକେ ଖୁସୀ ହଉଥିବେ...! ଆଉ ଓଟିଭି , ଓଡ଼ିଶା ରିପୋର୍ଟର, ଅର୍ଗୁସ୍, କନକ ଏମାନେ ବହୁତ୍ ଖୁସି

  • @kashinathdash4772
    @kashinathdash4772 19 дней назад +104

    ରାଜା ଯେତେବେଳେ ଶାସନ ବ୍ୟବସ୍ଥା କଟୁଆଳ କୁ ଦେଇ ପ୍ରଜାଙ୍କ ଠାରୁ ଦୂରେଇ ରହିବେ ପ୍ରଜାଙ୍କ ସମସ୍ୟା ଠିକ୍ ଭାବେ ନବୁଝିବେ , ପ୍ରଜାଙ୍କ ସହ ନମିଶିବେ ଏବଂ ପ୍ରଜାଙ୍କ ପାଖକୁ ନ ଆସିବେ ସେତେବେଳେ ରାଜାଙ୍କ ଅବସ୍ଥା ଏପରି ହେବ।। ଦୁଃଖ କରିବାର ନାହିଁ।। ଏହା ଶାସନ ବ୍ୟବସ୍ଥା ର ପରମ୍ପରା।।

    • @godsabodeharekrishna1000
      @godsabodeharekrishna1000 19 дней назад +7

      I salute your Comments

    • @rameswar3765
      @rameswar3765 19 дней назад +8

      କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ।

    • @ranjitsabar6103
      @ranjitsabar6103 19 дней назад +6

      ପୁରା ଠିକ କହିଲେ ଆଜ୍ଞା

    • @ashokkumarnayak499
      @ashokkumarnayak499 19 дней назад +6

      Etdum thik katha kahile.

    • @khirodmohanty3629
      @khirodmohanty3629 19 дней назад +5

      Naveen is happy now . Age was not permitted .

  • @bijayhansdah9701
    @bijayhansdah9701 19 дней назад +26

    ଭଲ ହେଇଛି

  • @ajithimirika4959
    @ajithimirika4959 19 дней назад +2

    Dil se nabin patanayak 🙏🙏🙏

  • @dayanidhl1067
    @dayanidhl1067 19 дней назад +44

    କାହାକୁ ଦିଆନଯାଉ, ଯିଏ ଗଲା... ଗଲା

  • @sangrammishrabargarh251
    @sangrammishrabargarh251 19 дней назад +1

    ରଜାର ହାତୀ ଜଙ୍ଗଲରେ ରହିଲେ ବି ରାଜା

  • @ashokpanda8805
    @ashokpanda8805 19 дней назад +87

    ସମୟ ବଡ଼ ବଳବାନ। କଳା କର୍ମ ର ଫଳ ଇଏ ଭୋଗିବାକୁ ତ ପଡ଼ିବ 😢😢😢😢😢😢

    • @karunakarsethi-n5s
      @karunakarsethi-n5s 19 дней назад +14

      Are bhai nabina kala karma ra fala bhogibani.ame BJP ki vote dei sei fala bhoguchu.BJD thila gote drusti bhala thila

    • @Anil_Kumar_Sahu007
      @Anil_Kumar_Sahu007 19 дней назад +12

      ଫଳ ସେ ନୁହେଁ ତମେ ମାନେ ପାଇବ ଆଉ ଟିକେ ଅପେକ୍ଷା କର ମୋ ଭାଇ ଓ ଭଉଣୀ ମାନେ 😊😊

    • @MmSinhg-d7c
      @MmSinhg-d7c 19 дней назад +1

      ଅପ୍ରିୟ କିନ୍ତୁ ସତ୍ୟ କଥା 🙏

    • @trinathswain6726
      @trinathswain6726 19 дней назад +3

      ​@@karunakarsethi-n5s
      ଭାଇ ୨୪ ବର୍ଷର ଶାସନ ଏବଂ ୫ ମାସର ଶାସନ ସହିତ ତୁଳନା କରି ଆଗାମୀ ଭବିଷ୍ୟତ ବିଷୟରେ ନକରାତ୍ମକ ତୁଳନା କରିବା ଦୁଃଖର କଥା

    • @GurutarKhabar
      @GurutarKhabar 19 дней назад +2

      ନବୀନ ବାବୁ ଙ୍କୁ ଯିଏ ସନ୍ଦେହ କଲା ସିଏ ଆଉ କାହାକୁ ବିଶ୍ୱାସ କରିବ

  • @sangramkeshari9099
    @sangramkeshari9099 19 дней назад +13

    Dil se Naveen aur forever Naveen ❤❤❤

  • @BudhiaBehera-uu1em
    @BudhiaBehera-uu1em 16 дней назад

    King always King ନବୀନ ପଟ୍ଟନାୟକ

  • @rakeshkumardugal1503
    @rakeshkumardugal1503 19 дней назад +9

    ରାଜା ସବୁବେଳେ ରାଜା

  • @sudhansusekhardash9010
    @sudhansusekhardash9010 19 дней назад +4

    କାଲି ସକାଳେ ମୋହନ ବାବୁଙ୍କ ସମାନ ସ୍ଥିତି ଆସିବ, ଏହା କିଛି ନୂଆ କଥା ନୁହେଁ।

  • @User29938
    @User29938 19 дней назад +1

    Naveen Patnaik samastanka ❤ re Raja hoi rahibe. Odisha basi nka ❤ hi Naveen sir nka singhasan. Jay Jagannath

  • @somanathkhara8368
    @somanathkhara8368 19 дней назад +6

    ବ୍ୟକ୍ତିର ବ୍ୟକ୍ତିତ୍ଵ କୁ କେହି ଚୋରି କରିପାରିବେନି, ସୁରକ୍ଷା କର୍ମୀ ଆଉ ଆବଶ୍ୟକ ନାହିଁ।

  • @deenabandhusahoo7291
    @deenabandhusahoo7291 19 дней назад +3

    ସରକାର ଭଲ କାମ କରିଛନ୍ତି। ନବୀନଙ୍କୁ ଅଧିକ ସୁରକ୍ଷା ଦେବା ଦରକାର ନାହିଁ।

  • @fakirmohansahoo2079
    @fakirmohansahoo2079 19 дней назад +7

    ସରକାରୀ ସ୍ତରରେ ଏହା ହି ହେଇଥାଏ, କିଛି ଅସୁବିଧା ହେବାର ନାହିଁ,😁😁😁😄😄😃😃😀😀

  • @sanatanmohanty4885
    @sanatanmohanty4885 19 дней назад +5

    ମୋର ଅନୁରୋଧ ନବୀନ ବାବୁଙ୍କୁ ସୁରକ୍ଷା ଦିଆଯାଉ ତାଙ୍କର ପରିବାର ଆମେ ମାନେ ମୋହନ ବାବୁ ଆମର ମୁଖ୍ୟ ମନ୍ତ୍ରୀ ସ୍ଵାଗତ କରୁଛୁ ବାପା ବୁଢା ହେଲେବୋଲି କଣ ତାଙ୍କ ଦାଇ ତ୍ଵ ନବାନି ତାଙ୍କର କିଏ ଅଛି ଆମେ ମାନେ ସବୁକିଛି !

  • @UpendraBehera-o1z
    @UpendraBehera-o1z 19 дней назад +38

    ଯାହା ହୋଇଛି ଠିକ୍ ହୋଇଛି । ସେ 24 ବର୍ଷ ଧରି ଶାସନ କଲେ। କାଚ ଘରେ ଭିତରେ ରହିଲେ । ଜନ ସାଧାରଣ ତାଙ୍କ ଦେଖା ପାଇଲେ ନାହିଁ । ଏବେ କାଚ ଘରେ ଭିତରେ ରୁହନ୍ତୁ ।

  • @SrikantPanigrahi-m7p
    @SrikantPanigrahi-m7p 19 дней назад +5

    ସାତ ଜନ୍ମ ଲାଗିଲେ ନବୀନ ବାବୁ ଙ୍କ ପରି ହୋଇ ପାରିବନି, କାହିଁକି ଏ ବାଯ୍ୟ କଥା

  • @BiswanathJani-yy9te
    @BiswanathJani-yy9te 19 дней назад +2

    ବହୁତ ବଡ଼ିଆ ହେଇଛି ନବୀନଙ୍କୁ

  • @pradipray6127
    @pradipray6127 19 дней назад +13

    ଆମ ଓଡ଼ିଶା ରେ ସମସ୍ତେ ସୁରକ୍ଷିତ ଅଣ୍ଡା ଟମାଟର କୁ ଭୟ ନଚେତ କୈାଣସି ନେତା ପାଇଁ କିଛି ଭୟ ନାହିଁ

  • @PitbashJani-u6t
    @PitbashJani-u6t 19 дней назад

    ଜୟ ନବିନବାବୁ

  • @satrughnamallicj8703
    @satrughnamallicj8703 19 дней назад +1

    ସମୟ ଚକରେ କିଏ ଦାୟୀ ନୁହନ୍ତି, ଯେମିତି କାମ ସେମିତି ଫଳ

  • @krishnakhandagiri9887
    @krishnakhandagiri9887 19 дней назад +3

    ଆବେ ମୋହନ ମାଝୀ ତୁ ରଗଂ ବଦଳାଇ ଦେବୁ କିନ୍ତୁ ଇତିହାସ କୁ ବଦଲେଇ ପାରିବୁ ନାହିଁ ତୁ ନବୀନ ବାବୁଙ୍କ ଠାରୁ ନେଇକି ଯେତେ ତାଙ୍କ ପଛରେ ପଡିଲେବି ତାଙ୍କର କିଛି ବାଳ ବଙ୍କା କରି ପାରିବୁ ନାହିଁ
    ସେ ଓଡିଆ ଙ୍କ ହୃଦୟରେ ସବୁବେଳ ଅଛନ୍ତି ରହିବେ

  • @jagatballavpattnaik6893
    @jagatballavpattnaik6893 19 дней назад +2

    ଗଣତନ୍ତ୍ର ରେ କେହି ରାଜା ନ ଥିଲେ l ଏବେ ବି ନାହାନ୍ତି l ତେବେ ନବୀନ ବାବୁ ଜାଣେ ଲୋକପ୍ରିୟ ନେତା ଏବଂ ସିଏ ଲୋକପ୍ରିୟ ହେଇ ରହିବେ l

  • @alokchand100
    @alokchand100 19 дней назад +1

    Navin Pattnaik Ex CM bhalia kihe hei paribeni Navin sir 🙏🏼

  • @GaneshPatra-w5o
    @GaneshPatra-w5o 19 дней назад +1

    Naveen Pattnaik name ta gote brand.....

  • @niranjannayak2630
    @niranjannayak2630 19 дней назад +19

    ବିଜେଡି ବାଲା ଟିକେ ଇଂଗ୍ରାଜି ପ୍ରେମ ଛାଡନ୍ତୁ ତା ପରେ ନବୀନ ବାବୁଙ୍କୁ ଭୟ କାହାକୁ ଏଇଟା କ'ଣ ଜାମୁ କାଶ୍ମରି ନା ପଞ୍ଜାବ ଯେତିକି ବିରୋଧି ଦଳର ନେତା ହୁଅନ୍ତୁ କି ପୁର୍ବତନ ମୂଖ୍ୟମନ୍ତ୍ରୀ ଯେଉଟା ଆଇନ ଅନୁଯାୟୀ ଠିକ୍ ସେଇଟା କରାଯିବା ଦରକାର

  • @JitendraKumarNayak-ov2gl
    @JitendraKumarNayak-ov2gl 11 дней назад

    I love ନବୀନ ବାବୁ ❤

  • @Sidheswar80
    @Sidheswar80 19 дней назад +1

    Naveen abe b sara odishare sabuthu adhika loka priya neta

  • @saktiswarmugri8286
    @saktiswarmugri8286 19 дней назад +6

    Good decision by current govt

  • @jayhind6187
    @jayhind6187 19 дней назад +6

    Biju Babu tank sathire police neu nathile . He is best leader of Odisha.

  • @mahendramallick9753
    @mahendramallick9753 19 дней назад +3

    ନବୀନ ପଟ୍ଟନାୟକ ଏତେ ଲୋକ ପ୍ରିୟ ନେତା, ତାଙ୍କୁ କଣ ଲୋକ ମାରିଦେବେ ଏତେ ଡର ଛନ୍ତି କାହିଁକି ବିଜେଡିବାଲା, ତାଙ୍କ ବାପା ବିଜୁ ପଟ୍ଟନାୟକ ଏତେ ଡରୁ ନ ଥିଲେ ତ.

  • @ODISHABHAI-eq8jq
    @ODISHABHAI-eq8jq 19 дней назад +16

    ନବୀନ ବାବୁ ପ୍ରଜା ହେଲେ ବି ତାଙ୍କର, ସ୍ଥାନ କେହି ନେଇ ପାରିବେ ନାହିଁ, ଦୁନିଆ ରେ ସବୁ ନେତା, ଟଙ୍କା ପଛ ରେ ପଡିଛନ୍ତି, ନବୀନ ବାବୁ, ନୁହନ୍ତି, ତାଙ୍କ ପରିବାର ଓଡ଼ିଶା ବାସି 🙏🏻🙏🏻🙏🏻

  • @BapiKumar-xu6lp
    @BapiKumar-xu6lp 19 дней назад +2

    ଦୁଖଦେଇଗଲ,,, ଚୈରବଧୁ

  • @dambarudhargoud9763
    @dambarudhargoud9763 19 дней назад +8

    ଜୟ ନବୀନ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @JagamohanJena-l3p
    @JagamohanJena-l3p 19 дней назад +1

    Security hatigale Jane praja hebe eha bhulu ..Lokanka manare jie rahiparile se hni prakuta raja....

  • @rasmitarai2609
    @rasmitarai2609 19 дней назад +8

    ସବୁ ଠିକ ଚାଲିଛି.... କିଛି ସୁରକ୍ଷା ଦରକାର ନାହିଁ

  • @iTechAction
    @iTechAction 19 дней назад +1

    Naveen Sir Always kind hearted to people of odisha irrespective of various category people. He doesn't need security. But hopefully bjp needs more security in odisha and across india. ❤

  • @pratapbarik902
    @pratapbarik902 19 дней назад +5

    ଅମର ଵାବୁ ଓଡ଼ିଆ ରେ କହିଲେ ଭଲ ଲାଗନ୍ତା

  • @chhabilasahu10
    @chhabilasahu10 19 дней назад +19

    ନବିନ ଯେବେ ମରିବ ନା ବହୁତ ଦଲାଲ୍ ଝାସ ଦେବେ ପରି ଲାଗୁଛି

    • @makarsenapati1213
      @makarsenapati1213 19 дней назад

      ତମେ ଯେବେ ମରିବ ତମ ମୁହଁ ରେ ପାଣି ଟୋପାଏ କେହି ଦେବେ ନାହିଁ

    • @Shri625
      @Shri625 19 дней назад

      😂😂 right 👍

    • @HaraprasadRana-fm1uu
      @HaraprasadRana-fm1uu 19 дней назад

      R8 ସାର୍

  • @khantinayagadia7591
    @khantinayagadia7591 12 дней назад

    ରାଜା ସବୁବେଳେ ପ୍ରଜା ମାନଙ୍କର ମନରେ ଥାଆନ୍ତି l କଟୁଆଳ ନୁହେଁ l ଆଜି ବି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

  • @susantamohanty722
    @susantamohanty722 19 дней назад +1

    Raja sabu bele raja thhae

  • @jagnyadattaparida6146
    @jagnyadattaparida6146 19 дней назад +18

    Samaya asile jabab milijiba

    • @vickybaliarsingh8422
      @vickybaliarsingh8422 19 дней назад +2

      Mu Banda ta tike chatunu maghia

    • @Cricket_lover_96683
      @Cricket_lover_96683 19 дней назад

      To bapaku kaha chati daba​@@vickybaliarsingh8422

    • @GoutamOjha-w8b
      @GoutamOjha-w8b 19 дней назад

      ​@@Kunalbbsrନବୀନ ର ଭାରି ଅଛି ସେଇଥିପାଇଁ ହାରିଲା ଗର୍ବ ଦୋଷ ରୁ

  • @cutegirlpadma
    @cutegirlpadma 18 дней назад

    କେହିବି ମନଦୁଃଖ କରନ୍ତୁ ନାହିଁ 2029 ଅନଉ ଅନଉ ହୋଇଯିବ । ବିଜେପି ଯାହା ବି କରୁଛନ୍ତି ସେସବୁ ସହି ଯାଅ

  • @sankarmohanty6613
    @sankarmohanty6613 19 дней назад +1

    Once a King is always a King 🎉🎉🎉

  • @advocateranjitbiswal9014
    @advocateranjitbiswal9014 17 дней назад

    ସାଧାରଣ ଜନତାଙ୍କ ପଇସାରେ ସାଧାରଣ ଲୋକଙ୍କ ନେତାଙ୍କୁ ସୁରକ୍ଷା ପାଇଁ ଟଙ୍କା ନାଁହି କିନ୍ତୁ ସେଇ ଟଙ୍କାରେ ନେତା ମନ୍ତ୍ରୀ ମାନଙ୍କ ସରକାରୀ ବାସଗୃହ ମରାମତି ପାଇଁ ବାର୍ଷିକ 15 ଲକ୍ଷ ଖର୍ଚ୍ଚ କରିବା ଠିକ୍

  • @prafullachandrarath7636
    @prafullachandrarath7636 18 дней назад

    Nabinji donot be worried. U were king now u r a citizen. Everything that is happeninging is a blessing of God. Keep strong faith in the almighty.u must be successful inthe long run.

  • @FAKIRJENA-du2zs
    @FAKIRJENA-du2zs 19 дней назад +1

    ଅମର କୁ ବିଜେଡି ନିଜେ ଧରି ପଚାରୁ ଯେ କାହିଁକି ଏ ପ୍ରକାର ଅବାନ୍ତର୍ କଥା କହୁଛି

  • @samalsingh522
    @samalsingh522 19 дней назад +7

    ମହାଭାରତର ଅନ୍ଧ ଧୃତ ରାଷ୍ଟ୍ର, ପୁତ୍ର ଦୁର୍ଯୋଧନ ଙ୍କ ମୋହରେ ପଡ଼ି ସର୍ବସ୍ବ ହରାଇ ଥିଲେ, ଠିକ୍ ସେଭଳି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପୋଷ୍ୟ ଝିଅ,ଜ୍ବାଇଁ ଙ୍କ ମୋହରେ ପଡ଼ି ୨୪ ବର୍ଷର ରାଜ୍ୟ କ୍ଷମତା ହରାଇବାକୁ ପଡ଼ିଲା

  • @PurusottamSahu-m2g
    @PurusottamSahu-m2g 19 дней назад +3

    ନବୀନ ପଟନାୟକ ଜଣେ ରହିଲେ ହିଁ ଭଲ ତାର ସୁରକ୍ଷା ସରକାର କରିବା ଆବଶ୍ୟକତା ନାହିଁ

  • @gangadharbehera3712
    @gangadharbehera3712 19 дней назад +1

    He is a great hero of Odisha, so please don't misbehave with him

  • @angelpriya03131
    @angelpriya03131 19 дней назад +1

    ଆଗାଣ୍ଡିଆ ରାଜା କୁ ପୁଆଳ ଚୁଣ୍ଟା ମନ୍ତ୍ରୀ ଥିଲା ନବୀନ ପର ଲୋକ ହାତରେ ରାଜ୍ୟ କୁ ଟେକି ଦେଇଥିଲେ.. ଭଗବାନ ଯାହାବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

  • @BhimesenMajhi
    @BhimesenMajhi 19 дней назад +2

    ଜୀବନରେ କେବେ ଦୁଃଖ କେବେ ସୁଖ ଆସିଥାଏ।

  • @sasmitasahoo9449
    @sasmitasahoo9449 18 дней назад

    Naveen Patnaik is always king. 👑

  • @Wisdomrights
    @Wisdomrights 12 дней назад

    Respect for Naveen Sir from heart ,honest person

  • @Dalai143
    @Dalai143 19 дней назад

    ସୁରକ୍ଷା କୌଣସି ବ୍ୟକ୍ତିଗତ ନାମକୁ ଦିଆଯାଇନଥିଲା ଗୋଟିଏ ସ୍ୱତନ୍ତ୍ର ପଦକୁ ଦିଆଯାଇ ଥିଲା, ବର୍ତ୍ତମାନ ଯେତେବେଳେ ପଦ ନାହିଁ ତେଣୁ ସୁରକ୍ଷା କମାଇ ଦିଆଗଲା, ଏମିତି ରେ ବି ସେ ଜଣେ ଶାନ୍ତିପ୍ରିୟ ନେତା ଥିଲେ ତେଣୁ କେବେବି ତାଙ୍କର କୌଣସି ଶତ୍ରୁ ସୃଷ୍ଟି ହେବେ ନାହିଁ.

  • @tuluprasadlenka2262
    @tuluprasadlenka2262 19 дней назад

    Naveen babu Is the popular Public leader in odisha.
    Odisha's common man Has loved Naveen bau.

  • @prafullachandrarath7636
    @prafullachandrarath7636 18 дней назад

    God is ur protected envelope, nabinji. U have done many welfare work for odisha n ur dearest odia people. Be proud of ur noble deeds for utkala janani n holy odisha. Good luck.

  • @bidyabhusanmohanty387
    @bidyabhusanmohanty387 19 дней назад

    A King is always a King

  • @nalinikantagochhayatbapi600
    @nalinikantagochhayatbapi600 19 дней назад

    ସାଧାରଣ ଜନତା ଙ୍କ ସୁରକ୍ଷା କାହିଁ
    Ex cm ଙ୍କୁ କାହିଁକି
    ତ ଗମାଙ୍ଗ ଙ୍କୁ ଦେଉନାହାନ୍ତି

  • @mihirdwivedi8843
    @mihirdwivedi8843 19 дней назад

    Best decision of the present CM.

  • @Skgbul470
    @Skgbul470 19 дней назад +2

    ନେତା ମାତ୍ରେ ସୁରକ୍ଷା ଆଦୌ ହେବା ଉଚିତ ନୁହେଁ କୁଜିନେତା
    ଠାରୁ ମୁଖ୍ୟ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ପର୍ଯ୍ୟନ୍ତ କାହାକୁ ନାହିଁ. ଯାହାର ଜୀବନ ପ୍ରତି ଭୟ ହେଉଛି ନେତା ଗିରି ଦୟାକରି କରି ପେନଶନ ନେଇ ଘରେ ଚୁପଚାପ ବସନ୍ତୁ. ମହାତ୍ମା ଗାନ୍ଧୀ
    ସୁବାସ ବୋଷ ଗପବନ୍ଧୁ ଦାସ ଏମାନେ କେତେ ଦରମା ନେଇ ଦେଶ ସେବା କରୁଥିଲେ.
    ଆମ ଦେଶ ଗରିବ ଦେଶ
    80% ଲୋକଙ୍କୁ ମାଗଣା ଆହାର ଦିଆଯାଉଛି
    ଏଠି ଗରିବ ପଇସାରେ ଆଡମ୍ବର ଚଳିବ ନାହିଁ.

  • @santoshsethi-kl6qu
    @santoshsethi-kl6qu 19 дней назад

    ସୁରକ୍ଷା କାଟିବା ନବିନର ଖାଲି ଭଲ ନୁହେଁ,ବହୁତ୍ ଭଲ ହୋଇଛି

  • @nabaghananaik7953
    @nabaghananaik7953 19 дней назад

    Amiti situation ru Naveen Patnaik win kale hiii really politician.

  • @soumyaranjansahoo7614
    @soumyaranjansahoo7614 19 дней назад +6

    King is always king, odisha people heartly say Naveen Naveen.

  • @ManguliBehera-t4i
    @ManguliBehera-t4i 19 дней назад +1

    ନବୀନ ବାବୁ 24 ବର୍ଷ ରାଜା ହେଲେ ଦେଖା ଜାଉ ମୋହନ ବାବୁ କେତେ 24 ବର୍ଷ ରାଜା ହେଉଛନ୍ତି ସେତେବେଳେ ଜଣା ପଡ଼ିବ ରେ

  • @SantoshKumarBhoi-w7h
    @SantoshKumarBhoi-w7h 19 дней назад +1

    ମୋହନ୍ ମାଝୀଙ୍କୁ ପ୍ରଶ୍ନ ଦୟାକରି ବୁଝେଇ ପାରିବେ କି ପାଣ୍ଡିଆନ୍ କଣ ଯାହାକୁ z security ଯୋଗାଇ ଦିଆଯାଉଛି।

  • @manojsahoo8303
    @manojsahoo8303 19 дней назад

    Mu bahut khusi.( Apanamane khusi ta!!!!!)

  • @AmarKSahoo
    @AmarKSahoo 19 дней назад

    ପୁରାଣ କହେ, ନଳ ରାଜା ବି ଦିନେ ଘାସ କାଟି ଥିଲେ ଘୋଡ଼ା ମାନଙ୍କ ପାଇଁ,, ହରିଶ୍ଚନ୍ଦ୍ର ରାଜା ବି ସ୍ମଶାନ ଜଗିଥିଲେ,, କପାଳ ଲିଖନ କେ କରିବ ଆନ...... ଶୀଘ୍ର ପହଞ୍ଚି ବାକୁ ହେଲେ ଏକଲା ଚଲୋ ଆଉ ବହୁ ଦୁରକୁ ଯିବାକୁ ହେଲେ ସାଥିରେ ସାଥୀ ମାନଙ୍କୁ ନେଇ ଚଲୋ,, ❤

  • @DeepakkumarBehera-zl7vt
    @DeepakkumarBehera-zl7vt 19 дней назад +1

    ଜୟ ନବୀନ ❤❤❤❤❤❤❤❤❤❤

  • @jeetpatra9056
    @jeetpatra9056 19 дней назад +2

    Mui bahut khushi

  • @binayakrai9009
    @binayakrai9009 19 дней назад +1

    ନବନୀ ଏକଛତ୍ରବାଦୀ ସମ୍ରାଟ ଥିଲେ ସେଥିପାଇଁ

  • @anantc.h.s.kharghar457
    @anantc.h.s.kharghar457 19 дней назад

    Naveen is an EX CM like Mr Gamaga and Hemanand Biswal. He should be treated same way. Since He is LOP in Assembly and he should get security as per protocol.. nothing less and nothing more. Pls do not treat him like KING of Odisha. He is KING of BJD only.

  • @baidharsahu5116
    @baidharsahu5116 19 дней назад

    ଏହା ଭାଗ୍ୟରେ ଥିଲା ଏଥିରେ ଖୁସି ହେବା କଥା

  • @bijaypollai1264
    @bijaypollai1264 12 дней назад

    King is always king

  • @NirakarBiswal-zg4tn
    @NirakarBiswal-zg4tn 19 дней назад +2

    ଅମର ବାବୁ ପାଣ୍ଡିଆନ କୁ ଯେଉଁ ସିକ୍ୟୁରିଟି ଦିଆଯାଇଥିଲା ସେଇଟା କଣ ଠିକ୍ ଥିଲା ।ଯଦି ନବୀନ ପଟ୍ଟନାୟକଙ୍କୁ ଅଧିକ ଦରକାର ପଡୁଛି ଆପଣ ମାନେ ଜଗୁନାହାନ୍ତି ।

  • @JayakrushnaPatelPatel-j4c
    @JayakrushnaPatelPatel-j4c 16 дней назад

    Old is Gold Jay Navin sir

  • @BidyadharMahanta-xd2kv
    @BidyadharMahanta-xd2kv 19 дней назад +5

    ସବୁ ହଟାଓ।

  • @mrityn10
    @mrityn10 19 дней назад

    Naveen always No 1

  • @AnkeetaGoatFarm
    @AnkeetaGoatFarm 19 дней назад +1

    ଭାସିଗଲା

  • @damodardash1273
    @damodardash1273 19 дней назад +1

    Whoever he may be ଯାହା ହେଇଛି ଠିକ ହୋଇଛି

  • @dhrubanandabarik1638
    @dhrubanandabarik1638 19 дней назад +2

    ଇତନା କଲେଁକାରୀ କାର୍ଯ୍ୟ!!!!!

  • @ratikantajenarn2209
    @ratikantajenarn2209 19 дней назад

    Good work odisha ❤❤❤❤

  • @tapanbehera2350
    @tapanbehera2350 19 дней назад +8

    ଏହା ହୀନମନୋଭାବ ର ଲକ୍ଷଣ।।

    • @sushantkumar8015
      @sushantkumar8015 19 дней назад +2

      ହା ହା ହା ହା ହା ହା ପାଦ ଚଟାଙ୍କ ଛାତି ଫାଟି ଯାଉଚି

    • @maminasingh2299
      @maminasingh2299 19 дней назад

      Phati jauchi

  • @brajabandhusahoo6043
    @brajabandhusahoo6043 19 дней назад +1

    ନବୀନ ପଟନାୟକ ମଲାପରେ ଲୋକେ ଖୁବ ଶୀଘ୍ର ତାଙ୍କୁ ଭୁଲି ଯିବେ କାରଣ ତାଙ୍କର ଆଗକୁ ପଛକୁ କେହି ନାହିଁ ଅମର ବାବୁ ଟିକେ ଓଡ଼ିଆରେ ବୁଝାଇଲେ ଭଲ ହୁଅନ୍ତା.

    • @bikashnaik4187
      @bikashnaik4187 19 дней назад

      Biju potnayak ku somaste bhuli gale kii

    • @bikashnaik4187
      @bikashnaik4187 19 дней назад

      Lako au miss karu nahanti kii sir

  • @Ogtvodia
    @Ogtvodia 18 дней назад

    ଏବେ ବି ସାରେ ଅଛନ୍ତି

  • @MTM48
    @MTM48 19 дней назад

    ସମସ୍ତ ଜୀବ ଯନ୍ତ୍ ପଦାର୍ଥ ସମୟ ର ଚକ୍ର ରେ ଗତି କରିବେ। ଏଥିରେ କିଛି ଦୁଃଖ ହେବା ରେ କିଛି ନାହିଁ।