ଯାତ୍ରା କମେଡିଆନ ରବି ଶତପଥୀ ଙ୍କ ପୁରା ଘର କୋଉ ପାର୍ଟି ପଇସାରେ ହେଇଚି ଆଲିସନ କୋଠା / rabi satpathy house
HTML-код
- Опубликовано: 20 сен 2024
- ଯାତ୍ରା କମେଡିଆନ ରବି ଶତପଥୀ ଙ୍କ ପୁରା ଘର କୋଉ ପାର୍ଟି ପଇସାରେ ହେଇଚି ଆଲିସନ କୋଠା
rabi satpathy house
Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
ଓଁ ଶ୍ରୀ ଶ୍ରୀ ବୀଣାପାଣି କଳାକୁଞ୍ଜ ତାରପୁର ଅପେରା , ମୋ ଗାଁର ଗୌରବ ଏହି ଯାତ୍ରାପାଟି ଥିଲା
ରବି ଭାଇଙ୍କ ସାଙ୍ଗରେ ଆଉଗୋଟ episode ହଉ
ଘର ଦେଖାଇବା ବଦଳରେ ରବି ନ ନା ଙ୍କ ବିଷୟ ରେ କହିଥିଲେ ଭଲ ହୋଇ ଥାନ୍ତା
ଘର କଥା ତ ଜାଣିଲୁ ଯଦି ଏ ଭିଡିଓ ରେ ତାଙ୍କ ଯାତ୍ରା ଜୀବନ ର ସଂଘର୍ଷ ବିଷୟରେ କିଛି କୁହ। ଯାଇଥାନ୍ତା ତେବେ ଭିଡ଼ିଓ ଟି ଆହୁରି ହୃଦୟସ୍ପର୍ଶୀ ହୋଇଥାନ୍ତା।
Comedy King Rabi satpathy my favorite
Bhai mu khub Kam bahi dekhichi tathapi kahiba rabi sir super duper 🎉🎉🎉🎉
ପ୍ରାୟ ୧୯୭୪ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ମୁଁ କଟକ ରୁ ବସ ରେ ଯାଇ ତାରପୁର ଛକରେ ଓହ୍ଲାଇ ଚାଲି ଚାଲି ମହାନଦୀ ପାରି ହୋଇ ମୋ ବଡ଼ ଭଉଣୀ ଘରକୁ ବାବୁଜଂଘ୍ ଯାଉଥିଲି। ସେତେବେଳେ ବସ କୁ ଅପେକ୍ଷା କରିବା ପାଇଁ ହେଲେ ତାରପୁର ଯାତ୍ରା ପାର୍ଟି ମାଲିକ ଙ୍କ ଘର ଆଗରେ ଛିଡ଼ା ହେଉଥିଲୁ। ବେଳେ ବେଳେ ମାଲିକାଣୀ ଙ୍କ ଅଯାଚିତ ସାହାଯ୍ୟ କୁ ଭୁଲି ହେବ ନାହିଁ ।
Nana jatra kale hit na kale hit.
ବହୁତ୍ ମିସ୍ କରୁଛୁ।ତେବେ ହାସ୍ୟ ଅଭିନେତା ଜଣେ ଏତେ ଟଂକା କୋଉଠୁ ଆଣିଲେ ଯେ ଏଡେ ବଡ଼ ଘର କଲେ।?
ଆଙ୍କର କ୍ରିଷ୍ଣା କୁମାର,, ଆଜିକି ୪୯ବର୍ଷ ହେଲା ମୁଁ ଯାତ୍ରା ଦେଖୁଛି,, ଏକ ମାତ୍ର ଯାତ୍ରା ପାର୍ଟି _ବୀଣାପାଣି କଲାକୁଞ୍ଜ (ତାରପୂର୍) ଯେତେ କଳାକାର ଦେଖୁଛ _; ସେଠୀ ଭିତରର ୬୫ଭାଗ ଟ୍ରେନିଂ ତାରପୁ ର ନାଟ୍ୟ ଅନୁଷ୍ଠାନ ରୁ। ମୁ ଗର୍ବିତ ଯେ ତାର ପୁର ଅପେରା ର ନାଟକ ୧୦୦ରୁ୧୦୦ତା ପରେ ଉତ୍ତର କୂଳ, ନଗେସ ପୁର, ରଘୁନାଥ ପଣ୍ଡା ପାର୍ଟି, ବୋରିକିନା, ସାହାଣୀ, ତା ପାଖକୁ ରହିଗଲା ସାତ ଶଙ୍ଖ , ଡେ଼ଲାଙ୍ଗ, କଣିଆ ତା ପରେ ଜନତା, ତୁଳସୀ, ଶିବାନୀ, କୋଣାର୍କ, ଓଡ଼ିଶା, ଧଉଳି ଓ ପରେ ପରେ ___=କିନ୍ତୁ Mastar blastar ତାର ପୁର (ବୀଣା ପାଣି))
Best kalinga
Thick thick bhai
Jay Jagannath 🙏🙏🙏
Bahutu sundar video bahutu khushi lagila rabisatpathinka video bahutu khushi lagila 👌👌👌👌👍👍👍👍🥰🥰🥰🥰🥰🙏🙏🙏🙏
ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା
Krisna bhai bahut bahut dhanybaad. Rabi satapathy nka interview dekhibaku mu apananku anurodh karithili. Ja hau deri re hele bi etedin pare aji dekhibaku milila
Sir mu ଅନୁକୂଳ ଚନ୍ଦ୍ର ଙ୍କ ଦିକ୍ଷୀତ
ଜୟ ଗୁରୁ 🙏ରବି ଭାଇ 🙏
Bhouta bhala rabi Satpathy jaldi thik heijiba 🙏🏻🙏🏻
ରବିନନାଙ୍କ କଣ କହିବି
ତାଙ୍କର ଅଭିମୟ ନିଖୁଣ
ସେ ଏବେ ରୋଗ ଶଜ୍ୟାରେ
ତାଙ୍କର ଆସୁଆରୋଗ୍ୟ କାମନା କରୁଚି🙏
Chala ame jatra patire Rahiba.
Bhai tuma comedy best
Bahut ଧନ୍ୟବାଦ୍ ମନୋରମା ଦାସ ,
bahut bhala lagila Rabi nananka ghara, family loka kehi pailuni
🙏ଜୟଗୁରୁ 🙏
Jatra kalakar no - 1 ghara rabinana nkara.❤❤❤❤
God bless you sir with your health ❤
ଘର ତିଆରି ପାଇଁ କେତେ ଦିନ ଲାଗିଥିଲା
ଖୁବ ସୁନ୍ଦର ହୋଇଛି . ରବି ନନା ଙ୍କ ଘର
ରାତି ଅନିଦ୍ରାର ଫଳ ଏତେ!
Eamiti hela mu keta rati anidra hai thanta
Best comedy Shibani Gananatya Eita Kalijjuga Chitfond company
Super house bahut valla lagila rabi nana ka saha sakhata kar
Jay kalea .i mese you nana
Bhai Jay Jagannath
ରବି ନନା ଜୟ ଗୁରୁ ବହୁତ ବଢିଆ ଘର
ବାସ୍ତବିକ୍ ତାରାପୁର ପାର୍ଟିର ମା'ଙ୍କ ବିଷୟରେ ଯିଏ ନଜାଣିଥିବ ସିଏ ରବି ଭାଇନାଙ୍କ କଥାକୁ ଅବିଶ୍ବାସି ଭାବିବ ,
ଜୟ ଗୁରୁ 🙏
Very nice👍 good afternoon😊🕒😊
Haio rabi vaina aame bramhana lokoti puni jaatisrestha Sidi paakhare kiese thakuraghara kare mu yube tube Chanel re tumaku and tuma gharaku dekhti dhanya kahibatumaku jay jagannath
Hele krishna bhai ebe jaoo tk Rabi Nana nka gharaku se ebe kemiti achhanti
JOYGURU 🙏, HARIPUR ASILE AMA GHARAKU ASIBE.....
Jay guru . Ravi bhai
Jay guru rabi vaei
Ama family re bhi ame neichu samaste Jay guru 🙏🏻🙏🏻🙏🏻
Bhai emiti ta achhi corona time re bhika maguthila kanhki kanha bhai jatra ra super michhua
Jay guru nana nice building thanks krishna bhai
ବୁଢା, ସବୁଥିରେ ପାରଙ୍ଗମ।
ସବୁ ଗାଡି ଚଲେଈ ଜାଣିଛନ୍ତି।
Rabi bhai vikari bhai judi mote bhala Lage with Sashi
ଜୟ ଗୁରୁ
Rabinana Jayguru 🙏🙏
ଜୟ ଗୁରୁ ଭାଇ 🙏🙏🙏
Bhaina nka ghara mu dekhichi, ati sundar Manisha se.
ଘର ନ ଦେଖାଇ ତାଙ୍କ ଯାତ୍ରା ଜୀବନ ବିଷୟରେ ଅବଗତ କରାଇଥିଲେ ଭଲ ହୋଇ ଥାନ୍ତା
ଜୟ ଜଗନ୍ନାଥ ସ୍ବାମୀ 🙏 ବନ୍ଦେ ଉତ୍କଳଜନନୀ 🙏
Jay guru bhai
Yes
Jay guru, Bhai
Jayguru
ତରପୁର ମା ଦିପାକର ଦାସ୍
Supar. ❤😮😮😮
Very beautiful ❤❤❤
Rabi bhai jayaguru
Jaya Guru.
ଜୟଗୁରୁ 🙏🙏 ନନା
Jaya guru
Jay guru
❤❤❤❤❤.
Fantastic 🎉🎉🎉🎉
My favourite rabi nana
ଠାକୁର ଘର ଟା ଭଲ ଲାଗିଲା ନି, ନନା ନିଜପାଇଁ ଅନେକ କିଛି, ଯିଏ ସବୁକିଛି ଆପଣଙ୍କୁ ଦେଲେ, ତାଙ୍କ ପାଇଁ ? ବହୁତ ଅବିଚାର । ପୁଣି ଅଧା ଦୀକ୍ଷା , ଦୟାକରି ସ୍ବସ୍ତୟନୀ ଗ୍ରହଣ ରେ ହେଳା କରନ୍ତୁ ନାହିଁ ।
Beautiful house.
Jay guru Rabi Nana
Very good
ଜୟଗୁରୁ 🙏
Hmm bhai
Very beautiful actor
Krisna Bhai jatra vilian kuna sahoo ka sakhyatkar niantu,
Shreedhar bhai au sarojeen mamnka bite niantu
Joy guru
Monarama maankara photo tikie dekhaa tarapur opera
❤❤❤
Bhala❤❤lagila
😊 7:33
Good 😅😅😅
Rabi babu salute to you
Realy beautiful
Joy guru nana mu sosthayani neichi
Jay guru🙏 mu nadhy swastanibratadhari ame rahamara banito ganra
ଘର କୋଉ ଜାଗାରେ ?
Super
Biutyful house
Very nice
Rabi bhaina nonveg ki veg
Jayguru 🙏
Good actor
Rip ❤❤❤❤❤
ଘର କୋଉଠି
Where is Rabinana's home.Give his address.we have interest to know.
Nice. Video😅
Nice
Rabi sir abe kou party re achhanti
Ghar.ta.val.hel.rabinana.suchati.school.ghare
Sir ..🙏
Jay Jagannath Bhai
0:53
ମୁଁ ତାଙ୍କ ନାତି subrat dash