କମେଡି ଷ୍ଟାର୍ ସ୍ୱର୍ଗତଃ ଗଦାଧର ରାଉତଙ୍କ ଘର ଓ ପରିବାର / konarkgananatya / mitunavlogs / jatra / camedy /

Поделиться
HTML-код
  • Опубликовано: 21 ноя 2024

Комментарии • 1 тыс.

  • @lipansahu6518
    @lipansahu6518 2 года назад +12

    ଗଦାଧର ଭାଇ ଙ୍କ ମରି ବା ଖବର ଶୁଣି ବହୁତ କଷ୍ଟ ଲାଗିଲା🙏 ଜୟ ଜଗନ୍ନାଥ

    • @biswajit_jena_official1526
      @biswajit_jena_official1526 Год назад +2

      ସେ ପାଖା ପାଖି 10 ବର୍ଷ ହେବ ଚାଲିଗଲେଣି, ମୋର ବହୁତ ପ୍ରିୟ , ଆଉ ଆମ ନିଜର ସମ୍ପର୍କୀୟ

    • @mitunavlogs1379
      @mitunavlogs1379  Год назад

      Jai jagannath 🙏🙏🙏

    • @mitunavlogs1379
      @mitunavlogs1379  Год назад

      Agyan 🙏

  • @parshurambhumia3771
    @parshurambhumia3771 2 года назад +62

    ଗଦାଧର ଭାଇ ଭଲ ହାସ୍ୟ କଳାକାର ଥିଲେ।ସେ ଚାଲିଗଲେଣି ଏ ଖବର ମୁଁ ଶୁଣିନଥିଲି ବହୁତ ଦୁଃଖ ଲାଗିଲା

  • @amaJatraDunia
    @amaJatraDunia 2 года назад +14

    ଅତିସୁନ୍ଦର ଖବର,ଯା ହଉ ଏତେ ଦିନପରେ ଜଣେ ଷ୍ଟାରଙ୍କ ବିଷୟରେ ଜାଣିଲୁ

  • @malayakumarpanda9899
    @malayakumarpanda9899 Год назад +2

    ଗଦା ବାବୁଙ୍କର ଅନେକ ଗୁଡ଼ିଏ ନାଟକ ମୁଁ ଦେଖିଛି। କନିଆଁ ହଜିଛି ଆମ ଗାଆଁରେ ନାଟକରେ ଗଦା ବାବୁଙ୍କ ଦଣ୍ଠା ହାବିଲଦାର ଭିମା ମହାନ୍ତି ଓ ଦୈତାରି ନନାଙ୍କ ହ୍ୱାଇଟ କୋବ୍ରାର ଡାଇଲଗ ଏବେବି ମନେ ଅଛି। ତାଙ୍କ ମୃତ୍ୟୁ ଖବର ମୋତେ ବହୁତ୍ କଷ୍ଟ ଦେଇଥିଲା। ମିଟୁନା madam ଙ୍କୁ ଧନ୍ୟବାଦ। ଅନେକ ଚରିତ୍ରକୁ ସେ ଲୋକ ଲୋଚନକୁ ଆଣୁଛନ୍ତି।।

  • @tapanbehera6916
    @tapanbehera6916 2 года назад +3

    ବହୁତ ବହୁତ ଧନ୍ୟବାଦ, ବାଲିପାଟଣା ଆସିଥିବାରୁ 🙏🙏

  • @prasantbehera2061
    @prasantbehera2061 2 года назад +1

    Mithuna appa ajira block bahutta bhalla lagila gada bhaina 🙏 is a best acktar

  • @karunabehera4732
    @karunabehera4732 2 года назад +26

    ଏହିଭଳି ବ୍ଲୋଗ୍ ଭଲ ଲାଗିଲା ସୁଖର ସାଥି ସମସ୍ତେ ମାଡାମ ଦୁଃଖର ସାଥି ହେବ ଆପଣଙ୍କ ପରି କଳାକାର ହୋଇ ପାରିବେ ଗଦାଧର ସାର ଙ୍କ ଅତ୍ମା ଶାନ୍ତି ପାଉ ଏବଂ ତାଙ୍କ ପରିବାର କୁ ସାହସ ମିଳୁ ଭଗବାନଙ୍କ ପାଖରେ ଅଶ୍ରୁଳ ପ୍ରାଥନା

  • @jatraloversibun
    @jatraloversibun 2 года назад +2

    Bahutu sundar video bahutu khushi lagila
    Jay Jagannath 🙏🙏🙏🙏 Jagannath tanka paribarku khushi ra rakhantu
    Bhai & didi 🙏🙏

  • @manaskumar5052
    @manaskumar5052 2 года назад +1

    Bahut khusi lagila a video ti
    Gadadhar bhai a duniya re au mahanti
    Kintu a pare bi tame tanka family nku meet kala really heart touching

  • @ମାନବପ୍ରେମୀହିମାଂଶୁ

    ହାସ୍ୟ ଅଭିନେତା ଗଦାଧର ରାଉତ ଅମର ରହେ🙏

  • @bikashnath5929
    @bikashnath5929 2 года назад +2

    ରତିଭାଇ ,,,ଜାହା କୁହ ଯାତ୍ରା ଜଗତରେ ତାଙ୍କ ଭଳି କଳା କାର ମୁଁ ଦେଖିନାହିଁ,,ଜୟ ଜଗନ୍ନାଥ

  • @sanatanmandal6087
    @sanatanmandal6087 Год назад +18

    ଗଦାଭାଇ ଙ୍କ ଭଳିଆ କମେଡି ଆନ କେହି ହେବେନି ଭଗବାନ ମଙ୍ଗଳ କରନ୍ତୁ ତାଙ୍କ ପରିବାର ଖୁସି ରେ ରୁହନ୍ତୁ। (ଜୟ ଜଗନ୍ନାଥ)💐💐💐

  • @sandhyarani-ns2nw
    @sandhyarani-ns2nw 2 месяца назад +1

    Mituna Apa Aapan anku Bahuta dhanya bad.Gada bhainka ghara o parivar dekhei thibaru.Gadabhai Bhala actor thele.Thank you appa.joy jagannath.

  • @bulumuduli7899
    @bulumuduli7899 Год назад +3

    ଗଦା ଭାଇଙ୍କୁ ହୃଦୟ ରୁ ବହୁତ ଭଲ ପାଇବା

  • @purnachandrasanty1034
    @purnachandrasanty1034 2 года назад +1

    Bada dukhar Katha suni bahut dukha lagila Prabhu jaganath tanka atama ku sadgati diyanhtu. Omm santi

  • @babulkumar4004
    @babulkumar4004 2 года назад +4

    ଆପ୍ପା ଆପଣଙ୍କ ଚେନେଲ ମାଧ୍ୟମ ରେ ଆମେ ବହୁତ କିଛି ଦେଖି ପାରୁଛୁ ବହୁତ କିଛି ଶିଖିବାକୁ ମିଳୁଛି, ବହୁତ ବହୁତ ଧନ୍ୟବାଦ,,,, ଆପ୍ପା ଭୁଲିବେନି ମିଠା ବାକି ଅଛି,, ତାଳଚେର ଆସିଲେ ମିଠା ଦବ, ଶୁକ୍ରିୟା 🙏🙏🙏

  • @namitabehera6067
    @namitabehera6067 Год назад +1

    Jou news khoju thili bahut Dina pare paili mu bahut khusi

  • @jogendrasethi9540
    @jogendrasethi9540 2 года назад +8

    ଗଦାଧର ରାଉତ ଚାଲିଗଲେଣି ବୋଲି ଜାଣି ନଥିଲି।😭
    କିନ୍ତୁ ଜଣେ ଯାତ୍ରା ପ୍ରେମୀ ଭାବରେ ବହୁତ ମଞ୍ଚ ରେ ତାଙ୍କୁ ଖୋଜିଛି।କିଏ କିଏ କହନ୍ତି,ଯାତ୍ରା ସେ ଛାଡି ଦେଲେଣି।ହେଲେ ଆଜି ମୁଁ ଜାଣିଲି ଯେ ସେ ଏ ଦୁନିଆଁ ଛାଡିଦେଲେଣି ।😭😭😭ତାଙ୍କ ଭଳି କଳାକାର ଯାତ୍ରା ଜଗତରେ ବିରଳ ।

  • @studywithnayak6590
    @studywithnayak6590 Год назад +2

    Bahut bhala comedy karanti 😮 mu bahut late bi janili.

  • @sontoshsahoo277
    @sontoshsahoo277 2 года назад +6

    ଆହାଃ ଜାଣିକି ଭାରି ଦୁଃଖ ଲାଗିଲା।ମଣିଭଦ୍ର ମଉସାଙ୍କ ଭଳିଆ ଜଣେ ଉଚ୍ଚକୋଟିର କଳାକାର ସମୟକ୍ରମେ ଯାତ୍ରାଜଗତ ରୁ ଅବସରନେବା ଆଉ ଜଗା ରାଉତ ଙ୍କ ଦେହାନ୍ତ ତାପରେ ପୁଣି ଗଦା ଭାଇଙ୍କ ଅକାଳବିୟୋଗ ସତରେ ଯାତ୍ରା ଜଗତ ପାଇଁ ଅପୂରଣୀୟ କ୍ଷତି।ଯାହାଙ୍କ ପାଇଁ ଲୋକମାନେ ଯାତ୍ରା ଦେଖିବାକୁ ଯାଆନ୍ତି ପ୍ରକୃତରେ ସେମାନଙ୍କୁ ମଞ୍ଚ ଉପରେ ଯଦି ନଦେଖିବା ମନରେ ଯାତ୍ରାଦେଖିବାର ଶୋଷ ଯମାରୁ ମେଣ୍ଟିବ ନାହିଁ।ଜଗା ରାଉତ ଆଉ ଗଦା ଭାଇଙ୍କ ଯୋଡି ଯେ କେତେ ମନମୁଗ୍ଧକର ଆଉ ଆମକୁ ଦେଖିବାକୁ ମିଳିବ ନାହିଁ
    ସେକଥା ଭାବିଲେ ମୁଣ୍ଡପିଟିଦେବାକୁ ଇଛାହେଉଛି।ଭଗବାନ ସେମାନଙ୍କୁ ଆଉ ସେମାନଙ୍କ ପରିବାର କୁ ଶାନ୍ତିରେ ରଖନ୍ତୁ।🙇‍♂️🙇‍♂️🙇‍♂️🙇‍♂️🙇‍♂️🙇‍♂️🙇‍♂️🙇‍♂️

  • @aratabarik597
    @aratabarik597 2 года назад +5

    Gada vai always a legend of our jatra dunia..,.. anytime remember him.....😭😭😭😭😭..

  • @girishchandradehurydehury6131
    @girishchandradehurydehury6131 Год назад +1

    ବହୁତ ସୁନ୍ଦର ହାସ୍ୟ ଅଭିନୟ ତାଙ୍କର ବିରପାନ ନାଟକ ଭଲ ଲାଗେ

  • @sushantakumarpradhan1719
    @sushantakumarpradhan1719 2 года назад +4

    ଗଦାଧର ବାବୁ ଏକ ଅଲିଭା ଦୀପ🙏

  • @sareibahalsareibahal6638
    @sareibahalsareibahal6638 Год назад +1

    ଜୟ ଜଗନ୍ନାଥ 🙏ଭାଇ ବହୁତ ଜଲଦି ଆପଣ ସୁସ୍ଥ ହେଇ ଯାଆନ୍ତୁ ଏତିକି ପ୍ରାର୍ଥନା

  • @raghunathsahoo179
    @raghunathsahoo179 2 года назад +3

    ଜୟ ଜଗନ୍ନାଥ ଅପା

  • @bharathinayak9408
    @bharathinayak9408 2 года назад +2

    O my god , bahut vala camedi karuthile 😭😭god bless your family members 🙏🙏

  • @nirmalbarik4275
    @nirmalbarik4275 2 года назад +10

    😭😭ଯାତ୍ର ଜଗତରେ ଏମିତିକା କମେଡି star.. ବୋଧେ ଆଉ କେହି ମିଳିବେନି ... ମନେ ପଡନ୍ତି.. ସେହି ହାସ୍ୟ comedy star.. ଗଦାଧର ବାବୁ......

  • @DhananjayJena-sd5xb
    @DhananjayJena-sd5xb 9 дней назад

    ବହୁତ୍ ଦୁଃଖ ଲଗିଲା 😥😥😥 ଇଶ୍ୱର ପରିବାର କୁ ହସ ଓ ଖୁସିରେ ରଖନ୍ତୁ. "ଜୟ ଜଗନ୍ନାଥ "

  • @BijayKumar-te4vy
    @BijayKumar-te4vy 2 года назад +20

    ମୁ ଦେଖିଚି ,,, କି ଚମତ୍କାର୍ ରୋଲ୍ କରନ୍ତି ,,,, ସେ ମାଉସୀ କହିଲେ ମୁ ଦେଖିଲେ ତାଙ୍କୁ ଦେଖିଲା ଭଳି ଲାଗେ ,,,ତା ପରେ କାନ୍ଦି ପକେଇଲେ ,,,, ମୁ ଏ କଥା ଶୁଣି ମୋ ଲୋମ ମୂଳ ଟାଙ୍କୁଡି ଗଲା ,,, ସତରେ ମୁ ଦେଖିଚି ଚମତ୍କାର୍ ରୋଲ କରନ୍ତି ,,, ଜୟ ଜଗନ୍ନାଥ,,, from ଗଞ୍ଜାମ ଟୋକା

  • @Bhaktialaka
    @Bhaktialaka Год назад +1

    ଯାତ୍ରା ଇଣ୍ଡଷ୍ଟ୍ରିର କୋଣାର୍କ ଗଣନାଟ୍ୟର ଛତିଶଗଡି ଗାୟକ ଓମ୍ କୁମାରଙ୍କୁ ହୃଦୟରୁ ସଲାମ

  • @santosdas3235
    @santosdas3235 2 года назад +6

    ରତି ଭାଇ ଙ୍କ ର ଯୋଉ chata ଚିହ୍ନ ରେ ଭୋଟ ଦିଅ ଯାତ୍ରା ରେ ଅଭିନୟ ବହୁତ୍ ଉଚ୍ଚ କୋଟୀର ଅଭିନୟ ମୋତେ ବହୁତ୍ ଭଲ ଲାଗେ❤️

  • @lalitsha2120
    @lalitsha2120 2 года назад +2

    Jaha hau ahi bhali video kari chadibaru apananku dhanyabad swargt gadababu nka paribar nku god bless karantu

  • @bijaybhai6013
    @bijaybhai6013 2 года назад +5

    Really he is a great and talented comedy actor. Miss. Him a lot 😭😭😭😭

  • @mitusahoo4207
    @mitusahoo4207 2 года назад +2

    ଦିଦି ଆମଘର ବାରବାଟୀ ଏରିଆରେ ଗଦା ଭାଇଙ୍କ ଘରଠାରୁ ମାତ୍ର 6କିଲୋମିଟର. ମୁଁ ବହୁତ ବାର ତାଙ୍କ ଅଭିନୟ ଦେଖିଛି. ବହୁତ ଚମତ୍କାର ଅଭିନୟ କରୁଥିଲେ. ଯାହା ହଉ ଆପଣମାନେ ତାଙ୍କୁ ମନେରଖି ତାଙ୍କ ଘରେ ପହଞ୍ଚିଛନ୍ତି ଏହା ସବୁଠାରୁ ବଡ଼କଥା.ଏହିଭଳି ଭାଇଚାରା ସମସ୍ତଙ୍କ ହୃଦୟରେ ରହିବା ଆଜିର ସମାଜ ପାଇଁ ନିହାତି ଦରକାର 🙏🙏

  • @twinklepingua7061
    @twinklepingua7061 2 года назад +3

    Jay jaganatha 🙏🙏🙏🙏

  • @srikantabiswal7359
    @srikantabiswal7359 Год назад +1

    ଖୁବ୍ ଭଲ କଳାକାର ଥିଲେ, ଖୁବ୍ ଦୁଃଖ ଲାଗୁଛି।

  • @maheshranjantripathy1763
    @maheshranjantripathy1763 2 года назад +18

    Legends Never die
    They are always remembered in the heart of people....
    RIP 🙏

  • @pramodbhadra6920
    @pramodbhadra6920 21 день назад +1

    Very heart touching
    He was a veteran artist
    May Lord Jagannath bless his family

  • @abinashdas6760
    @abinashdas6760 2 года назад +3

    ଗଦାଧର ସାର୍ ଙ୍କ ସ୍ଥାନ କେହି ନେଈ ପାରିବେ ନାହିଁ

  • @amulyasahoojatra7163
    @amulyasahoojatra7163 Год назад +1

    ଅପା ଜୟ ଜଗନ୍ନାଥ 🙏🙏🙏
    ଧନ୍ୟବାଦ 🙏🙏🙏

  • @rakeshsahoo1850
    @rakeshsahoo1850 2 года назад +3

    Jay jagannath

  • @pradipemohalik1211
    @pradipemohalik1211 2 года назад +1

    Bahut sundar artist gada Bhai.

  • @shishirkumar7203
    @shishirkumar7203 2 года назад +7

    ଭାଇ ମୁଁ ବହୁତ୍ ଖୋଜୁ ଥିଲି ଏହି କମେଡିଆନ ହେଲେ ସେ ଆଉ ନାହାନ୍ତି ମୁଁ ବହୁତ୍ ମର୍ମା ହତ

  • @prasantasamal4606
    @prasantasamal4606 2 года назад +1

    Dukha deigala daradi bandhu re super role karithile au sabu jatra re super comedy

  • @kebaljatra
    @kebaljatra 2 года назад +5

    ସତରେ ଅପା ଆଖିରେ ଲୁହ ଆସିଗଲା

  • @chandanmandal7877
    @chandanmandal7877 2 года назад +1

    Legend actor goda sir.. Best jatra of Dukha dei gala daradi bondhu.. ❤milestone... I miss u sir. 😭😭

  • @bapujipatra4837
    @bapujipatra4837 2 года назад +5

    ଗଦାଭାଇ ଙ୍କ ଆତ୍ମା କୁ ଶାନ୍ତି ରେ ରଖନ୍ତୁ। ପରିବାରର ବର୍ଗକୁ ଭଗବାନ ଭଲରେ ରଖନ୍ତୁ। ତାଙ୍କ ଝିଅ ଠାରେ ଗଦାଭାଇ ଙ୍କ ଚେହେରା ଅଛି। ଓଡ଼ିଶାର କୋଟି କୋଟି ଲୋକଙ୍କୁ enterteinment କରି ସେ ଚିରଦିନ ପାଇଁ ଆମ ସମସ୍ତଙ୍କ ଦୃଦୟରେ ଅଛନ୍ତି। ଦୃଦୟ ସ୍ପର୍ଶ କରିଛି ଭିଡ଼ିଓ।🙏🙏🙏

  • @chaudhuryjena8446
    @chaudhuryjena8446 Месяц назад +2

    ଗଦାଧର ବାବୁଙ୍କ କଳା କୃତି ଅମ୍ଳାନ ହୋଇ ରହିବ ।

  • @DeepakKumar-fc5xk
    @DeepakKumar-fc5xk 2 года назад +3

    ମୋର ପ୍ରିୟ କମେଡିଆନ୍ ଥିଲେ, ତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ

  • @bibhuranjanpatrabibhu6321
    @bibhuranjanpatrabibhu6321 2 года назад +1

    Mithun didi sabu bharasa Jagannath 🙏🙏🙏 Hebe...Jai Jagannath 🙏🙏🙏 tankar atma ku Santi milu....God bless you...

  • @sscreation133
    @sscreation133 2 года назад +5

    Legends always live in our hearts.

  • @digvijaykhatua1570
    @digvijaykhatua1570 2 года назад +1

    mituna apa many many thanks , satare gada bhai nka dehanta khabara mu aji janili 10 yrs pare , se jane ucha kotira kalakara, tanka avinay bahut sundar.

  • @debarchanbadhei5331
    @debarchanbadhei5331 2 года назад +3

    God bless🙏to all family member🙏Jay jagannath🙏

  • @prasantmajhi1085
    @prasantmajhi1085 2 года назад +1

    Apaa bhauta sundar 💞gada dhara bhai nka paribar vhite karie dile mo bahut khusi apaa jagannath tanka paribarnku khusire rakhntu Jay jagannath💞

  • @sweetgirlpinkul2612
    @sweetgirlpinkul2612 2 года назад +40

    ୨୦୧୨ ରେ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । Kainchi kakudi nalita pita , ଦୁଃଖ ଦେଇଗଲା ଦରଦୀ ବନ୍ଧୁ । ଏମିତି ଅନେକ ନାଟକ ରେ ତାଙ୍କ ଅଭିନୟ ବହୁତ ଭଲ କରିଥିଲେ ।

    • @mitunavlogs1379
      @mitunavlogs1379  2 года назад +4

      Agyan 🙏

    • @prasantnayak4250
      @prasantnayak4250 2 года назад +1

      Tanka acting bahut vala madam.kintu mu janinothili se death heleni boli

    • @sweetgirlpinkul2612
      @sweetgirlpinkul2612 2 года назад

      @@prasantnayak4250 ମୁଁ ସମ୍ବାଦ ର ଯାତ୍ରା ଦୁନିଆ ବୋଲି ଗୋଟେ ପେପର ଆସୁଥିଲା 20 11/12 ମସିହା ରେ ସେତେବେଳେ ପଢ଼ିଥିଲି ।

    • @sweetgirlpinkul2612
      @sweetgirlpinkul2612 Год назад

      @Bulu Raut ଦୁଇ କଳାକାର ବାଇକ୍ ରେ ଯାଇଥିଲେ ଟ୍ରକ୍ ପିଟିଥିଲା

    • @dipakpradhan6100
      @dipakpradhan6100 Год назад

      APA sound ta clear asuni

  • @Ramesh-mi9mq
    @Ramesh-mi9mq 2 года назад +1

    ୟୟ କଳା👏👏👏👏ଜୟ ଜଗନ୍ନାଥ 👏👏👏

  • @RajaPradhan-ey1gu
    @RajaPradhan-ey1gu Месяц назад +3

    ଗଦା ଧରା ଭାଇ ନାହାନ୍ତି ମୁଁ ଜାଣିନଥିଲି ବହୁତ ଦୁଃଖ ଲାଗିଲା ଶୁଣିକି ମୁଁ ପିଲା ଦିନେ ଦେଖି ଥିଲି କଇଁଚି କାକୁଡି ନଳିତା ପିତା ଏମିତି ବହୁତ ନାଟକ 😢

  • @pkphotography5225
    @pkphotography5225 2 месяца назад

    Gada bhai nka ra comedy jatra re bahut dekhichi bahut sundra lage.bhaut thara khojichi gada bhai. Kn pain jatra re dekhajaunahanti.jay jagannath gada. Bhai.nk amara atmaku santire rakhantu

  • @UmeshKumar-cs5wm
    @UmeshKumar-cs5wm 2 года назад +5

    ଅପା ଭାଇ ଆଉ ଜଣେ father artist ଜଉ ଥିଲେ ତାଙ୍କ ବିଷୟର କେବେ କୁହନ୍ତୁ

  • @bibhutibhusansahoo2391
    @bibhutibhusansahoo2391 Год назад +1

    Bhai badhia loka te.

  • @Balaramsahu1997
    @Balaramsahu1997 2 года назад +4

    Really He is a great and talented comedy actor, miss him a lot🥲🥲

  • @shanuranjansahoo306
    @shanuranjansahoo306 Год назад

    ପ୍ରଣାମ ଅପା 🙏 ! ଏ ଭିଡିଓ ଟି ବହୁତ ହୃଦୟ କୁ ଛୁଇଁଲା ! ମୁଁ କୋଣାର୍କ ଗଣନାଟ୍ୟ ର ସବୁ ଯାତ୍ରା କୁ ଦେଖେ ! ସବୁ ଯାତ୍ରା ଅପେକ୍ଷା କୋଣାର୍କ ର ବିଷୟ ଟିକେ ଅଲଗା ଥାଏ ! କୋଣାର୍କ ଅଭିନୟ ଆଉ କେହି ବି କରିପାରିବେନି ! ଯିଏ କୋଣାର୍କ ରେ ଅଭିନୟ କରିଛି ସେ ଆଉ କୋଉ ଯାତ୍ରା ରେ ହାରିବନି ! ଆଉ ଗୋଟେ କଥା ଅପା ଆପଣ ବହୁତ ସ୍ୱଚ୍ଛ ହୃଦୟ ର ହୋଇଥିବେ ଏ ଭିଡିଓ ରୁ ମୁଁ feel କଲି ! Bas ମୋର ଅନୁରୋଧ ମୁଁ ଟିକେ ଆପଣଙ୍କୁ ଦେଖା କରିବାକୁ ଚାହେଁ ! ଏ ଭାଇକୁ ନିରାଶ କରିବେନି plz 🙏🙏🙏🙏🙏!

  • @ayushmanmohanty9718
    @ayushmanmohanty9718 2 года назад +3

    Thank you APA 🙏🙏🙏🙏🙏🙏🙏

  • @jyotsnaranisahoo4147
    @jyotsnaranisahoo4147 Год назад +1

    Gada sir bahut bhala Manisha Jane samasta nku se hasei hasei chaligale jagannath tanka family nku bhalare rakhantu Jay shree jagannath 🙏

  • @shreemohapatra8970
    @shreemohapatra8970 2 года назад +5

    କେବେ ଗଦାଧର ଭାଇ ଙ୍କ ର ଏମିତି ଦୁର୍ଘଟଣା ହେଲା ମୁ ଜାଣିପାରିଲିନି ମୁ ଭାବିଲି ସେ ବୋଧେ ଆଉ ଯାତ୍ରା କରୁନାହାନ୍ତି 🙏🙏😭😭ଭଗବାନ ଗଦାଧର ଭାଇ ଙ୍କ ପରିବାର କୁ ଭଲରେ ରଖନ୍ତୁ 😭😭🙏🙏

  • @Juli-v8e
    @Juli-v8e 2 года назад +1

    Mituna apaa tumaku thanks 🙏🙏🙏👍👍💅💅

  • @susantakumarnayak4474
    @susantakumarnayak4474 2 года назад +4

    ମିଟୁନା ମ୍ୟାମ ଆପଣଙ୍କର ନାଟକ ତୋ ବିନା ମୁଁ ଅଧା ଅଧା ରେ ରତି ବାବୁ ଆଉ ଆପଣଙ୍କ ଅଭିନୟ ବହୁତ ହୃଦୟସ୍ପର୍ଶୀ ହୋଇଛି ।ମୁଁ ଆପଣ ଙ୍କ ପ୍ରତ୍ୟକ ନାଟକ ଆଉ vlog ଗୁଡିକ ଦେଖେ। 2010 ମସିହା ରେ ମୁଁ ମୋର 4 ଜଣ ସାଙ୍ଗ କଟକରୁ ଫେରୁଥାଉ ।ମଙ୍ଗୁଳି ଛକରେ ସ୍ବର୍ଗତ ଗଦାଧର ରାଉତ ଆମକୁ ଲୀଫ୍ଟ ମାଗି ଚଣ୍ଡିଖୋଲ ତକ ଆସିଲେ ଗାଡିରୁ ଓଲ୍ହାଇ କେତେ ଟଙ୍କା ପଚାରିଲେ ମୁଁ କିନ୍ତୁ କହିଲି ଆଜ୍ଞା ଆପଣ ବୋଧହୁଏ ନିଜେ ନିଜକୁ ଜାଣି ନାହାଁନ୍ତି କିନ୍ତୁ ଆପଣଙ୍କୁ ସାରା ଓଡ଼ିଶା ଜାଣେ ଆପଣ ପାଖରୁ ପଇସା କିଏ ରଖିବ ।ମୋର ଏବେବି ମନେ ଅଛି ମୁଁ କଳାକାରଙ୍କୁ ବହୁତ ଭଲ ପାଏ ଆଉ ସଂମାନ କରେ ଚାକିରୀ ର୍ ବ୍ୟସ୍ତମୟ ଜୀବନ ଭିତରେ ପ୍ରତ୍ୟକ ବର୍ଷ ସମୟ ଦେଇ ଆମ ଗାଁ ଦ୍ରମାରେ ଅଭିନୟ କରେ ।ଯାହା ହେଉ ରତି ବାବୁ ଆଉ ଆପଣଙ୍କୁ ଈଶ୍ୱରଙ୍କ କୃପା ଏମିତି ଥାଉ ଜୟ ଜଗନ୍ନାଥ

  • @rajashreepanda1054
    @rajashreepanda1054 2 года назад +1

    He pravu tanka atama ku santi milu

  • @sasmitap9784
    @sasmitap9784 Месяц назад +1

    Mituna apa apana nku koti koti pranam 🙏vlog madhyamare dekheithibaru ame ta kichhi janiparunu mahaprabhu apana nku au tanka paribaraku emiti sabubele bhala re rakhantu jai jagannath 🙏🙏🙏

  • @sanjayaroxy689
    @sanjayaroxy689 Год назад +2

    Miting vlogs no1

  • @PradeepChauhan-p4p
    @PradeepChauhan-p4p 2 месяца назад +1

    Gadara bhai bahut bhalo actors i like you

  • @ajit.pintusethy4865
    @ajit.pintusethy4865 2 года назад +1

    He bhagwan aji janili 😭😭😭bahut kasta lagila.bahut badhia comedy karuthile.bhagban tanku santi re rakhantu.😭😭😭

  • @dillipbehera6679
    @dillipbehera6679 2 месяца назад +1

    Bohuto bhalo kolakar thile ,tanko comedy dekhile mono khusi heijae.god tanko atma ku santi diontu

  • @moharanaji3990
    @moharanaji3990 Год назад +1

    Aha so sad 😭 mu jama bi jani nathili aji janili, bahut dukha laguchi bahut bhala natural actor tanka acting bahut bhala lage

  • @dhirenpatra4227
    @dhirenpatra4227 2 года назад +1

    Jay Jagannath.Gada Bhai paribar dekhile aakhire luha asijauchhi

  • @MamaMama-fj1mz
    @MamaMama-fj1mz 2 года назад +2

    Gada Sir nka comedy saha tanka toliking style bahut vala thila, bahut Ki6i sikhibaku miluthila, 🙇

  • @alltakesports8735
    @alltakesports8735 2 года назад +1

    Thank you didi bahut dina pare tanka family ku dekheila .... really miss him

  • @bidyadharnayak9291
    @bidyadharnayak9291 2 года назад +1

    ଅପା ଅତି ସୁନ୍ଦର ପ୍ରୟାସ ଅପା 🙏🙏🙏🙏🙏

  • @sisirakantanayak9422
    @sisirakantanayak9422 2 года назад +1

    Tanka avinaya kiye bi kariparibeni bohut miss kare se avinayaku emit comedyn dekhini kebe

  • @bidushbiswal6489
    @bidushbiswal6489 Год назад +1

    Thanks apa, gadadhar baunka family👪 ku dekhai thibaru mu janiparili je sir aau nahanti. So i am sorry for gadabau family

  • @srofficialbelpara6385
    @srofficialbelpara6385 Год назад +1

    Se jane bahut vala kalakar thile .Khabar suni dukha lagila

  • @ramachandrapattnaik6714
    @ramachandrapattnaik6714 2 года назад +2

    Gadadhara bhainka bisayare dekheithibaru apananku bahut bahut thank you

  • @DeepakNaik-z7o
    @DeepakNaik-z7o Месяц назад +1

    ଗଦାଧର ଭଲ କଳାକାର ଥିଲେ ମୁଁଯାଣିନଥିଲି ତାଙ୍କର ଦେହାନ୍ତ ସୁଣିକି ବହୁତ ଦୁଃଖ ଲାଗିଲା

  • @Parthasarathipatra-tn3fr
    @Parthasarathipatra-tn3fr 13 дней назад

    Love you too Great story 😢😢😢😢 God bless you all family members

  • @girishchandradehurydehury6131
    @girishchandradehurydehury6131 2 года назад +1

    ଭଲ ହାସ୍ୟ ଅଭିନେତା ଜଣେ ଥିଲେ। ଗଦାଧର ବାବୁଙ୍କ ଅଭିନୟ ଭଲ ଲାଗେ

  • @deepakmahapatra490
    @deepakmahapatra490 2 года назад +1

    ବହୁତ ଦୁଖ ଲାଗୁଛି 🙏

  • @rishikesh4340
    @rishikesh4340 Год назад +1

    ଗଦାଧର ଭାଇ ବହୁତ୍ ଭଲ କମେଡିଆନ୍ ଥିଲେ କେବେ ଚାଲିଗଲେ ମୁଁ ଜାଣି ନ ଥିଲି ଆଜି ଜାଣିଲି

  • @sibasankardakua3365
    @sibasankardakua3365 2 года назад +1

    Bahut anand lagila.

  • @kailashchandrasahoo2063
    @kailashchandrasahoo2063 2 года назад +1

    Gadadhar bhai nka chali khandak bada chamatkar

  • @gatikrushnasubudhi1135
    @gatikrushnasubudhi1135 Год назад +1

    କୁରୁକ୍ଷେତ୍ର ନାଟକରେ ଉଚ୍ଚ କୋଟିର ଅଭିନୟ କରିଥିଲେ. ଜୟ ଜଗନ୍ନାଥ. 🙏🙏🙏

  • @dinabandhudas
    @dinabandhudas 2 года назад +1

    ଗଦା ଭାଇ ମୋ ସଙ୍ଗତେ

  • @sagarmalik6440
    @sagarmalik6440 2 года назад +1

    Gadadhar best actor jay jaganath

  • @biswakalyandas4901
    @biswakalyandas4901 Год назад +1

    ଅପା ନମସ୍କାର 🙏♥️
    ଯାତ୍ରା ଜଗତ ର ଜଣେ ବିଶିଷ୍ଟ କମେଡିଆନ
    ସ୍ବର୍ଗତ ଗଦାଧର ରାଉତ ମହୋଦୟ ଆଜି ନାହାନ୍ତି ସତ ଯାତ୍ରା ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ,
    ସ୍ବର୍ଗତ ଗଦାଧର ରାଉତ ମହୋଦୟ ଙ୍କ ଘରକୁ ଯାଇ ତାଙ୍କ ପରିବାର ବର୍ଗ ଙ୍କୁ ନେଇ ଏତେ ସୁନ୍ଦର ଭିଡିଓ ଟି ତିଆରି କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏♥️

  • @purnachandranaik1014
    @purnachandranaik1014 Год назад +2

    ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

  • @Ranjankumar2RajaKumar-pg2mm
    @Ranjankumar2RajaKumar-pg2mm Год назад +1

    Jay jagannath bhai

  • @akashmohapatra2638
    @akashmohapatra2638 2 года назад +1

    Mituna apa thanks ....for this information......

  • @debendranarayan9397
    @debendranarayan9397 2 года назад +1

    Tame age mithuna apa kuashribada kar .karana se samaya bahara kari tama katha lokanka pakhare pahachanchhanti.mituna apa nka bhalia loka Kam achhanti.bhagaban ta kara ra mangala karantu.apa nka deha sabubele bhala rahu.god bless you apa.

  • @nibedanlenka138
    @nibedanlenka138 2 года назад +1

    Bahut bhala kalakar👌

  • @arunj8795
    @arunj8795 2 года назад +1

    Aaitaa Duniya.... very sad news, luha aasigala...

  • @MANASSIR24
    @MANASSIR24 2 года назад +1

    ବଡ଼ ଦୁଃଖଦାୟକ ଘଟଣା।
    ଓଁ ଶାନ୍ତିଃ