🔵 Unveiling The Truth With Veteran Politician Bijoy Mohapatra || Kanak News
HTML-код
- Опубликовано: 28 сен 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews
ଓଡ଼ିଶାର ରାଜନୀତିରେ ବିଜୟ ମହାପାତ୍ରଙ୍କୁ ଛାଡିକି ଆଶା କରିବା ଭୁଲ ହେବ.
Bijaya babu once again for BJD
ବିଜୟ ମହାପାତ୍ର ଏକ ବ୍ୟକ୍ତି ନୁହଁନ୍ତି ସିଏ ନିଜେ ହେଉଛନ୍ତି ଜଣେ ଅନୁଷ୍ଠାନ, ଆଜି ବିଜୁ ଜନତା ଦଳ ଆପଣଙ୍କ ଆବଶ୍ୟକତା କରେ, ପୁଣି ଆଉ ଥରେ ଭୀଷ୍ମ ପିତାମହ ହେଇ ଆଉ ଥରେ ପରଦା ପଛର ଶ୍ରେଷ୍ଠ ନାୟକ ହୁଅନ୍ତୁ 🙏🏻
Next BJD ସଂଗଠନିକ ସମ୍ପାଦକ ବିଜୟ ମହାପାତ୍ର 💐
ବିଜେଡି ହାରିବ ବୋଲି ଜାଣିଥିଲେ ତା ପରେ ପୁଅକୁ ସେଇ ହରିବାକୁ ଯାଉଥିବା ଦଳକୁ ଛାଡିଦେଲେ..,,
କି କଥା ଏଗୁଡ଼ାକ...!!!
ବିଧାୟକ ତ ହେଇପାରିଲେ ନା ହାରଜିତ ତ ଲାଗିକି ରହିଛି
ଆପଣ ଆସନ୍ତୁ BJD କୁ ପୁଣି ଗୋଟେ ନୂଆ ଇତିହାସ ସୃଷ୍ଟି ହେବ 🎉
Hmm mukashya mantri hebe
Bhai apananka katha satya hau Bhagabananka pakhare prathana .
ଆପଣ ପ୍ରତ୍ଯେକ୍ଷ ରାଜନୀତି ରେ ଶୀଘ୍ର ଆସନ୍ତୁ
Bijaya babu kanhiki ratna vandar chitha rakhichhanti ? Jadi rakhichhanti taha sarbajanina karibe ki
ବିଜୟ ମହାପାତ୍ର ଙ୍କୁ ବିଜେଡି ର ଦାଇତ୍ୱ ଦିଆଯାଉ.
ଓଡ଼ିଶା ରେ BJP କୁ EC 😠 officer's 😠 Governor 😡 EVM 😠 ଧନ ବଳ ବାହୁ ବଳ ହିଁ ଜିତିଛି।
କୁହାଳିଆ ଚକୁଳିଆ ପଣ୍ଡା ।
Chanakya of odisha politics.
ବିଜୟ ବାବୁଙ୍କ କଥାରେ ଇଙ୍ଗିତ କରୁଛି ପୁଅକୁ ପୁଣି ବିଜେପିରେ ସାମିଲ କରିବା ପାଇଁ
💯 darmendra direction
ମାନସ ଙ୍କ ପରେ ଏହି ଝିଅ ଟି ଭଲ interview ନେଉଛନ୍ତି .....
Keep it up 👍
କାଇଁ ୟାକୁ ଡାକିକି ନିଜ channel ର degradation କରୁଛୁ ବେ...ମହା ଧୂର୍ତ୍ତ ଲୋକ ଟା.. ପୁଅ କୁ ସେଟ୍ଟିଙ୍ଗ କରି MLA କରିଦେଲା ନା...
ନିଜର ସ୍ବାର୍ଥ ଛଡ଼ା ନିଜ ଅଞ୍ଚଳ କିମ୍ବା ରାଜ୍ୟ ଉନ୍ନତି ଦିଗରେ ଶୂନ୍ୟ ।
We want bijaya babu join in our regional party' for better development of odisha
Bijoy Mohapatra tanka pua ku BJP re misei debe 2 3 Barsha pare aita Satya.
Tanka pua BJD re achanti hele bapa au pua nkaana BJP re
Nabin don't like you bijaya ba u what for,
ବିନା ଟଙ୍କାରେ ଗଣ ଵାଲା କିଛି କରନ୍ତିନି
Bijaya Mohapatra odisha ର ରାଜନୈତିକ ଚାଣକ୍ୟ କିନ୍ତୁ ବହୁତ ଅହଙ୍କାର, ସେଥିପାଇଁ ଆଜି ବିଜୟ ମହାପାତ୍ର ଆଜି ଅଣଦେଖା, ବିଜୟ ମହାପାତ୍ର ଟିକିଏ ଯଦି ସହନଶୀଳତା ଓ ଉଦାରତା ହୋଇଥାନ୍ତୋ ସେ ଭଳିଆ ବ୍ୟକ୍ତୁତ ଆଜିର ମୂଖ୍ୟମନ୍ତ୍ରୀ ହୋଇଥାନ୍ତୋ , କିନ୍ତୁ ସବୁ ଭାଗ୍ୟ, ଜୟ ଜଗନ୍ନାଥ
Sochot. Natahoi. Lastmovmentre vulkorila (Bjd ra. Puokumisai)
ବିଫଳ ବ୍ୟକ୍ତି ବିଜୟ
Proud of Odisha
Bjd Jan kara
ଓଡ଼ିଶା ରାଜନତିରେ ବାଦଶାହା ହେଉଛନ୍ତି ବିଜୟ ମହାପାତ୍ର
ଧନ୍ୟବାଦ୍ ଚମତ୍କାର ହୃଦୟର କଥା,ପ୍ରଶ୍ନ ଉତ୍ତର ମଧ୍ୟ ବେଶ ହୃଦୟସ୍ପର୍ଶୀ
ଖାଲି କଥା ଗଣ୍ଡେ ନହେଲେ ନବୀନ ପଟ୍ଟନାୟକଙ୍କ ନିଷ୍ପତି ଭୁଲ୍ ହବନି
ଦୀର୍ଘ ବର୍ଷର ଲଢ଼େଇ, ସ୍ବାଭିମାନର ଲଢ଼େଇ କିନ୍ତୁ ଲଢ଼େଇ ନିର୍ଣ୍ଣାୟକ ବେଳେ ଅସ୍ତ୍ର ତ୍ୟାଗ କରିନେଲେ, କିନ୍ତୁ ସ୍ବାଭିମାନର ରାଜନୀତି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହି ପାରିଲା ନାହିଁ
BJD ସରକାର ଗଲାପରେ ରାଜ୍ୟ ରଜତନ୍ତ୍ରରୁ ମୁକ୍ତ ହୋଇ ଗଣତନ୍ତ୍ର ପ୍ରତିଷ୍ଠା ହେଲା l
This interview format is copy of Mr. Manas dash style of interview.
He has been kicked out from BJD 😂....but his son joined BJD 😂😂this is very bad
He surrenders himself before Nabin & BJD, but people of Odisha ask it , why it is ?🎉
ବିଜେଡି କଣ କଂଗ୍ରେସ ସହ ମିଶିକି ପଂଚାୟତ ନିର୍ବାଚନ ଲଢ଼ିବା ଉଚିତ କି ?? ବିଜୟ ମହାପାତ୍ର ଙ୍କୁ ଏହା ଉପରେ ପଚାରିବା ଉଚିତ ଥିଲା l
Na Achi niti na achi adarsh, A gote pravachan Master
Thak you Respectable Bijaya Moapatra ,Politician for your valuable ,impartial,appropriatestatement which proves your poltical capability and personality.
Thank to Madam of kanak News for your to the point interaction and sharing which is important and impresive.
Ganeswar Rout.
Bijoy.mohapatra is.great 🎉🎉🎉🎉🎉🎉🎉🎉🎉🎉🎉🎉🎉🎉
Sir if you know before why you.sending your son's bjd party
U r a floop which atleast u would have understood. Regards.
Bhagabata kebe padhiba
National party can't fight for our state
Odisha first Bijaya Mohapatra fast 🎉❤
Apanka kundali kharap ea bidhi ra bidhan .Spashtavadi Leader Dama Bijaya.
Next cm sir 🙏....
💯 Percent 💐❤️🙏
ବିଜେଡି ଖୋଜୁଛି ବିଜୟ ଙ୍କୁ
Paka Gandimara Mahaptra Karana Hela19/ 99 Samyare saiklon Fani Samyare Rice Track Kinap Mastar Midia Balanka Harada Ghana No 1
କର୍ପୁର ଯାଇଛି ଖାଲି କପଡା
Ea tik janinu karan nij puaku bjd re mishela bjp re misheithanta
Darmendra chela
Bijaya Mahapatra lock kharab
Ye gote bahurupi endua kebala loko dekhania tamsa jou Bjd aau Naveen Pattnaik ku sodhuthila pua pain Puni sei Naveen pattanayak ra pada chatila Ya jogu 1995 re Biju pattanaik harithile Cuttack bisakta mada mrutyu case ra mukhya khalanayaka Archana Naga case re pura chup rahila
Faltu loka odisha pain Kan karichha in last you bjd Saha Salish kala
Agandia neta nabina Patnaik bakera banei gote goitha Kai pua Pai ta pada chata Bala neta BK Mahapatra 25yrs jiti parilani
Nice suggestion
ସାର୍ ପ୍ରଣାମ
pajz 1:10
Value less leader
Ojandar answers
ye madam ta manas babbu nka copy
old version
ବାଳ ନା
Good mam❤
ବାଳ ନା
Great tautor
Sir ଆପଣ bjd କୁ ଆସନ୍ତୁ ଏବଂ ଆଗକୁ ନେଇକି ଚାଲନ୍ତୁ
NIJE NIJA SANMAN NA RAKHITHIBA NETA.
ଏଇଟା କୋଉ ବାଳ ଲୋକ ? ନବୀନ ଠାରୁ ଗୋଇଠା ଖାଇ ସ୍ୱାଭିମାନ କୁ ବଳିଦେଇ ଯିଏ ଟିକିଏ କ୍ଷମତା ପାଇଁ ପୁଅକୁ ପାଦ ଚାଟିବାକୁ ପଠାଏ ସେ ଲୋକ ଗୋଟେ ଅଯୋଗ୍ୟ ବ୍ୟକ୍ତି
Mg BJP kukura midiya