Security Downgrade for Naveen Patnaik Sparks War of Words Between BJD and BJP

Поделиться
HTML-код
  • Опубликовано: 21 ноя 2024

Комментарии • 315

  • @ramaojha1074
    @ramaojha1074 19 дней назад +87

    ଗତ ବିଜେଡି ସରକାର ସମୟରେ ହିଁ ମନ୍ତ୍ରୀ ଙ୍କୁ ଗୁଳି ହୋଇଥିଲା,

    • @MANOJKUMAR-l6q4e
      @MANOJKUMAR-l6q4e 19 дней назад +8

      ମହାକାଳ ପଡ଼ାରେ ବିଜେପି ସରପଞ୍ଚକୁ ତାଙ୍କ ଦଳର ନେତା ମାରିକି ମୁହଁ ଫଟେଇଦେଲା,, ତାହା ଉପରେ କଣ ମତାମତ ରଖିବେ???

    • @lagguru8032
      @lagguru8032 18 дней назад +3

      Arre Naveen ku chado pandu ku security diyo😂😂

    • @Odiaranjan848
      @Odiaranjan848 15 дней назад

      ​@@MANOJKUMAR-l6q4esethi muha fatila kintu nada das jiban gala ta upare tike kaha

    • @MANOJKUMAR-l6q4e
      @MANOJKUMAR-l6q4e 15 дней назад

      @@Odiaranjan848 nada das କିଏ କିରେ ଅନ୍ଧଭକ୍ତ ??? କଣ ଲେଖୁଛୁ ନିଜେ ଜାଣିପାରୁଛୁ ତ?? 🤣🤣🤣🤣

  • @xavierpro-up1iq
    @xavierpro-up1iq 19 дней назад +59

    ନବୀନଙ୍କୁ ସୁରକ୍ଷାର ଆବଶ୍ଯକତା ନାହିଁ।
    ସେ ମହାନ ବିଜୁ ବାବୁ ଙ୍କ ପୁତ୍ର।

    • @brahmanandam7370
      @brahmanandam7370 19 дней назад +2

      Agaku dekha

    • @SubhadraMALLIK-n4c
      @SubhadraMALLIK-n4c 18 дней назад +4

      To maa ra ghata mohan

    • @iswarnayak1383
      @iswarnayak1383 18 дней назад

      Na darkar nahi,au kqnhiki mla mantri dekha kari paru na thile ,tu janinu,bhaya prabal

    • @satyanarayanchhuria1199
      @satyanarayanchhuria1199 18 дней назад

      ​@@brahmanandam7370mohon ku chiri debu nabin ku kichi hele

    • @pramodapradhan9257
      @pramodapradhan9257 17 дней назад

      ​@@SubhadraMALLIK-n4cମୋହନ ତୋର କଣକଲାକିରେ

  • @susantanayak551
    @susantanayak551 19 дней назад +26

    ଯଦି ସୁରକ୍ଷା ଦରକାର ନିଜ ପକେଟ୍ ରୁ ଖର୍ଚ୍ଚ କରି ସୁରକ୍ଷା କର୍ମୀଙ୍କୁ ନିହୋଜିତ କରନ୍ତୁ

    • @bidyadharpatra7884
      @bidyadharpatra7884 18 дней назад

      Right

    • @vlogofjackson4449
      @vlogofjackson4449 18 дней назад +1

      Mgh kangna ranaut kau mantri thila ki j taku BJP sarkar z+ security deyi thila mgh ta nija tanka re security rakhi parila ni

  • @laxmikantapadhi7947
    @laxmikantapadhi7947 19 дней назад +53

    Bhala hela very good decision mohan sir ❤❤❤

    • @MANOJKUMAR-l6q4e
      @MANOJKUMAR-l6q4e 19 дней назад +5

      ଏ ସରକାର ଟୋଟାଲ ଫେଲ,, ଆଗ ଦରଦାମ ନିୟନ୍ତ୍ରଣ କରହୋ,, ଓଡ଼ିଶାକୁତ ଅଧା ବିକିଦେଲଣି। ନିଜତ୍ୱ କିଛି ନାହିଁ,, ଖାଲି ରଙ୍ଗ ବୋଳା।

    • @brahmanandam7370
      @brahmanandam7370 19 дней назад

      Rate thik achhi, chasa karuna,​@@MANOJKUMAR-l6q4e

    • @ambarishswain3233
      @ambarishswain3233 19 дней назад +2

      ​@@MANOJKUMAR-l6q4e Pandu ku turant dekha kara

    • @MrRanjankumarsahoo
      @MrRanjankumarsahoo 19 дней назад

      😂​@@ambarishswain3233

    • @sibasiba7588
      @sibasiba7588 19 дней назад

      ​@@MANOJKUMAR-l6q4e kn bjd time re emiti hei nathila ki sabu election pare emiti dara dam badhuchi ame agaru dekhi dekhi asuchu ethi pain state au central both dai faltu katha au khaku kahiba

  • @subhrajitsamaljajpur1536
    @subhrajitsamaljajpur1536 19 дней назад +19

    ନବୀନ ବାବୁଙ୍କୁ ଆମେ ସୁରକ୍ଷା ଦେବୁ. ତାଙ୍କ ଭଳି ଜଣେ ଜନନାୟକ ଆଉ କେବେ ଓଡିଶା ମାଟିରେ ଜନ୍ମ ନେବେନି ❤❤

    • @Abhi-panda
      @Abhi-panda 19 дней назад

      ହଉ ଯାଇ କି ତାଙ୍କ ଘର ଜଗ

  • @laxmidharapanda6086
    @laxmidharapanda6086 19 дней назад +59

    ନବୀନତ ବହୁତ ଲୋକପ୍ରିୟ ନେତା, ତାକୁ ଏତେ ସୁରକ୍ଷା କଣ ଦରକାର ? ଜୀବନକୁ ଏତେ ଡର କଣପାଇଁ ? ଯେତେଦିନ ରାଜସୁଖ କରିବାର ଥିଲା କରିଦେଲା, ଆଉ ଭାଗ୍ୟରେ ନାହିଁ !

    • @maruti877
      @maruti877 19 дней назад +2

      What if same is applied for the representatives !!! All are same isn’t it !!

    • @anantakumarsethi
      @anantakumarsethi 18 дней назад

      Tu sabu janichu bjd jitiba agaku bi jitiba

    • @ankushkumar770
      @ankushkumar770 18 дней назад

      Tu bala janipakechhu au

    • @laxmidharapanda6086
      @laxmidharapanda6086 18 дней назад +1

      @@anantakumarsethi ପ୍ରବଳ ଜଳାପୋଡ଼ା ହେଉଛି ନାଁ ? ତେଣୁ ଧନ ଅନନ୍ତ ଶୟନରେ ଶୋଇ ଦିବାସ୍ବପ୍ନ ଦେଖୁଥାଅ ଶାନ୍ତି ମିଳିବ !

    • @ashatutorial6176
      @ashatutorial6176 18 дней назад

      To bhagya re achhi ....tu karibu agaku....Tama mohan pari bhikari nuhen....se

  • @ahjkl4964
    @ahjkl4964 18 дней назад +7

    BJD ସରକାର ରେ ମନ୍ତ୍ରୀ ମାନଙ୍କୁ ବହୁତ୍ ସୁରକ୍ଷା ଦିଆଯାଇଥିଲା ବୋଲି ନବ ଦାସ ର ହତ୍ୟା ହେଇଯାଇଥିଲା ।

  • @BivbekKNath
    @BivbekKNath 19 дней назад +9

    Naveen Naveen ❤❤🎉 Tmo duniyaadi re Naveen Pattnaik jaga neipariboni

    • @kalingaveera3424
      @kalingaveera3424 19 дней назад +2

      Kehi kaha jaga nei paarantini....etiki ki ta jaanithiba

  • @srikanta671
    @srikanta671 17 дней назад

    ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ମହୋନ ସରକାର

  • @RanjitKumarSethiRanjitKumarSet
    @RanjitKumarSethiRanjitKumarSet 18 дней назад +4

    Good 👍👍👍

  • @bharatbhusansahoo5413
    @bharatbhusansahoo5413 19 дней назад +5

    Very good decision by the Odisha government.

  • @jaihind-i5f
    @jaihind-i5f 19 дней назад +16

    This mohan sir power ❤🎉

  • @arunrout9907
    @arunrout9907 19 дней назад +4

    ସରକାର ବିଜେପି ଜା କରିବେ ଲୋକ ୨୦୨୯ ଭୋଟ ରେ ଜଵାବ ଦେବେ, ଗଣତନ୍ତ୍ର ରେ ସରକାର ବଦଳିବା ଲୋକଙ୍କ ପାଇଁ ଶୁଭଙ୍କର, ଲୋକ ଙ୍କ ସମସ୍ୟା ଦୁର ହବା ଦରକାର,

  • @SadhabanandaPanda
    @SadhabanandaPanda 19 дней назад +30

    ଗତ ସରକାର ସମୟରେ ରାଜ୍ୟରେ ମନ୍ତ୍ରୀଙ୍କୁ ପୋଲିସ ଗୁଳିରେ ହତ୍ୟା କରାଯାଇଥିଲା,ଭୟ ସମସ୍ତ ଙ୍କୁ ଲାଗୁଛି କି ?

  • @samayranjanmallik6598
    @samayranjanmallik6598 17 дней назад +1

    I miss Naveen sir 💚

  • @litunmallik204
    @litunmallik204 19 дней назад +7

    Good decision mohan sarkar

  • @khirodkumarpanda4763
    @khirodkumarpanda4763 19 дней назад +23

    ନବୀନ ଯଦି ଭଲ କାମ ଚବିଶ ବର୍ଷ ଭିତରେ କରିଥିବେ ତାଙ୍କ ର କାହିଁକି କିଏ କ୍ଷତି କରିବ ଯଦି ଭୟ ଲାଗୁଛି କିଛି ଖରାପ କାମ କରିଛନ୍ତି ବୋଲି ତାହାଲେ ସେ ଫଳ ଭୋଗିବେ ତେଣୁ ତାଙ୍କ ସୁରକ୍ଷା ରେ କିଏ ଥାଉ ବା ନଥାଉ ଗିରିଧାରୀ ଗମାଙ୍ଗ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ବିନା ସୁରକ୍ଷାରେ ଵଞ୍ଚିଛନ୍ତି ନା ନାହିଁ

    • @jyotiranjankhadiratna
      @jyotiranjankhadiratna 19 дней назад

      Right

    • @baikunthasamal
      @baikunthasamal 19 дней назад +2

      Are andhabhat Giridhar gamaga Abe politics re nahanti. Other states re ex cm ku z security miluchi. Like Karnataka ra ex bjp cm ku Abe z security miluchi. Nabin patnayak 25 yr cm tile and Abe v politics re achanti ta tanku kahiki milbani... Bjp nabin patnayak ka popularity ku dekiki darigala ki ?

    • @MadhavKumardas-h8k
      @MadhavKumardas-h8k 19 дней назад +1

      ​@@baikunthasamaljadi tu nijhe BJD chamsa Naveen buda ando bhakto Naveen buda ru body guard hahiki rohija .tamo Naveen chela Mane janiki tanko ghare body guard hahiki rohibe

    • @khirodkumarpanda4763
      @khirodkumarpanda4763 18 дней назад +1

      @baikunthasamal ନବୀନ ଙ୍କର ଆଉ ନବୀନ ନିବାସ ରେ ସ୍ଥାନ ନାହିଁ ରାଜା ସ୍ବାଇଁ କହିବା ଅନୁସାରେ ମଲା ବେଳକୁ ନବୀନ ମୁହଁ ରେ ପାଣି ଓ ନିଆଁ ଦେବା କୁ କେହି ନାହାନ୍ତି ସେ ତା ବାପାଙ୍କୁ ବି ଶେଷ ସମୟ ରେ ସାହାରା ନଥିଲେ ଖାଲି ନବୀନ ନୁହେଁ ବିଜୁ ବାବୁ ସବୁ ପିଲାଛୁଆଙ୍କ ବ୍ୟବହାର ରେ ଅତିଷ୍ଠ ହୋଇ ଏକୁଟିଆ ରହୁଥିଲେ ବିଜୁବାବୁଙ୍କର କେଉଁ ଗୋଟିଏ ବି ଗୁଣ ଗାରିମା ନବୀନ ପାଖରେ ନାହିଁ ବିଜୁ ଙ୍କର ଅଭିଶାପ ଓ କାଳିଆ ର ଅଭିଶାପ ର ଫଳ ଆଗାମୀ ଦିନ ରେ ବହୁତ ମହଙ୍ଗା ପଡିବ

  • @malkangiribhahujantv.5696
    @malkangiribhahujantv.5696 19 дней назад +27

    ଓଟିଭି ର ପାଠୁଛି କିନ୍ତୁ

    • @subhamkar631
      @subhamkar631 19 дней назад

      Tora adhika phutuchi re pandian chamcha😂😂😂

  • @harprasadsenapati3945
    @harprasadsenapati3945 19 дней назад +4

    Khub sundar padakhyap niajaichi yeita 2 masa agaru hebara thila . Jay Odisha Jay Mohan . This is Mohan Sir Power

  • @birajakumarbarik3038
    @birajakumarbarik3038 19 дней назад +23

    ବହୁତ ଭଲ ପଦକ୍ଷେପ ସରକାର ନେଇଛନ୍ତି

  • @susantasahoo9544
    @susantasahoo9544 17 дней назад

    ଧନ୍ୟବାଦ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର , ଆପଣଙ୍କ ଯୁକ୍ତି ଯୁକ୍ତିଯୁକ୍ତ /ଶ୍ରୀ ସଞ୍ଜୟ ଦାସବର୍ମା ଯେଉଁ ଯୁକ୍ତି ବଢୁଛନ୍ତି ତାର କିଛି ଯାତାର୍ଥତା ନାହିଁ /

  • @jagannathamahapatra9513
    @jagannathamahapatra9513 19 дней назад +3

    It is very good steps by present sarkar,

    • @MANOJKUMAR-l6q4e
      @MANOJKUMAR-l6q4e 19 дней назад

      କାମ କାଇଁ,, ଖାଲି ଗପ

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 19 дней назад +14

    ସତରେ ବିଜେଡି ବାଲା ବହୁତ ଅତ୍ଯାଚାର କରିଛନ୍ତି ଓଡିଶା ଜନତାଙ୍କ ଉପରେ ସେଥିଲାଗି ତାଙ୍କୁ ଡର ଲାଗୁଛି ନା ସତ କଥା ହେଲା ବିଜେପି ଜାଣିସାରିଲାଣି ନବୀନ ପଟ୍ଟନାୟକ ର ଲୋକ ପିୟତା ଆଗ ଠାରୁ ଅଧିକ ବଡିଗଲାଣି କାଳେ ନବୀନ ପଟ୍ଟନାୟକ ବିଜେପି ବାଲାଙ୍କୁ ପଛରୁ ମାରି ଦେବକି କାଳେ 5 ବର୍ଷ ସରକାର କରିପାରି ବୁନି ଆମେ ,ବିଜେପି ବାଲାଙ୍କ ପଛ ଫାଟି ଲାଣି

    • @brahmanandam7370
      @brahmanandam7370 19 дней назад +2

      Tora besi fatuvhhi

    • @ସାଧାରଣଜନତା-ର9ଥ
      @ସାଧାରଣଜନତା-ର9ଥ 19 дней назад +1

      @brahmanandam7370 ଆରେ ତୁ ବିଜେପି ଚାମଚା କିରେ ଜଣା ପଡିଗଲା ଭଲ ଭଲ ପଛ ଧୋତି ଟେକା ବାଲା ତୁ

  • @jeetpatra9056
    @jeetpatra9056 19 дней назад +6

    Badhia hela thik kale mohan babu

  • @ChandrasekharSanta-mt1bj
    @ChandrasekharSanta-mt1bj 18 дней назад +20

    ଭଲ କରିଛି ମୋହନ ସରକାର 🙏

  • @prakashkumarjena.babusan.n3760
    @prakashkumarjena.babusan.n3760 19 дней назад +8

    Great Great desison 👍👍👍👍

  • @RajendraBehera-u5l
    @RajendraBehera-u5l 19 дней назад +2

    Jai Narayan Mishra is telling truth.

  • @ishwarchandra3980
    @ishwarchandra3980 19 дней назад +28

    ଏତେ ପରିମାଣରେ ସୁରକ୍ଷାକର୍ମୀ ଜଗିଥିଲେ କେବଳ
    ବିଜେଡିର ଧନକୁ ନବୀନକୁ ନୁହଁ ! ଯଦି ଏମାନଙ୍କର
    ଏତେ ଭୟ ତେବେ ଝାରପଡା ଜେଲରେ ଯାଇରୁହନ୍ତୁ ! ଆଉ ସୁରକ୍ଷାକର୍ମୀ ର ଆବଶ୍ୟକ ପଡିବ ନାହିଁ ! ନା ଆପଣମାନେ କଣ କହୁଛନ୍ତି ?

  • @iswarnayak1383
    @iswarnayak1383 18 дней назад +1

    Veri good, mohan sarkar

  • @TruptimayeeOjha-m1o
    @TruptimayeeOjha-m1o 19 дней назад

    Jay sir thik kahichhanti

  • @PitabasaSenapati
    @PitabasaSenapati 19 дней назад +9

    Good news

  • @santanukumarbisoi877
    @santanukumarbisoi877 19 дней назад +20

    Right decision by Mohan sarkar,

  • @harprasadsenapati3945
    @harprasadsenapati3945 19 дней назад +2

    Yek Nayak Odisha Nayak Mohan majhi Jindabad Jindabad

  • @niranjanpanda8574
    @niranjanpanda8574 19 дней назад

    Thanks Mohan sir for this step. . Please start investigation of mining scam, chitfund, 5 T, Lord Jagannath corridor scam etc.

  • @ajaysahani933
    @ajaysahani933 19 дней назад +6

    Jay nabin 🎉🎉🎉🎉🎉🎉❤❤❤❤❤❤

  • @tuluprasadlenka2262
    @tuluprasadlenka2262 19 дней назад +3

    Naveen babu is the popular public leader in odisha.
    No one can compare with Naveen bau.

  • @asishdas7821
    @asishdas7821 19 дней назад +5

    Good

  • @kalpatarubiswal5265
    @kalpatarubiswal5265 19 дней назад +2

    It's a very good dicission. Se sabu surakhiya karmi ku public kama re lagantu

  • @shinquanone8714
    @shinquanone8714 19 дней назад +9

    ଲୋକଙ୍କ tax ପଇସା ରେ କାହିଁକି କାହାକୁ security ଦିଆ ଯିବ?😅😅😅😅

  • @PrashantKumarNayak-rv3wv
    @PrashantKumarNayak-rv3wv 18 дней назад

    Very good decision mohan sir

  • @jitendramohanty3201
    @jitendramohanty3201 18 дней назад

    Good Decision by ODISHA Government.

  • @prafullachandrasahoo9688
    @prafullachandrasahoo9688 19 дней назад +25

    ତୁମ ଶାସନ କଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଯେମିତି ସୁରକ୍ଷା ଦେଉଥିଲ ସେମିତି ପାଇଲ, ଏଥିରେ ବିସ୍ମିତ ହେବାର କିଛିନାହିଁ.

  • @bhaktaharidas2631
    @bhaktaharidas2631 19 дней назад +3

    Good step

  • @bhagirathabhoi3651
    @bhagirathabhoi3651 19 дней назад +3

    Very good bjp

  • @DasD-c8h
    @DasD-c8h 19 дней назад +4

    Bahut vala katha

  • @sibasankarsamal3514
    @sibasankarsamal3514 19 дней назад +3

    Nabin ra totally security hatao

  • @mangulupradhan3049
    @mangulupradhan3049 18 дней назад

    Right

  • @uditmedia5686
    @uditmedia5686 19 дней назад +1

    Good decision 🎉

  • @Satya-p6h
    @Satya-p6h 19 дней назад +5

    Naveen Patnaik jindabad ❤

  • @kailashbehera2444
    @kailashbehera2444 18 дней назад +1

    Vala heichi..

  • @ARCHANAKANHAR-sq4ot
    @ARCHANAKANHAR-sq4ot 18 дней назад

    ଏତେ ଦରକାର ସିଏ କଣ ନବ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିଲା ବେ କରିଛିକି ନବୀନ କାହାପାଇଁ ଡରୁଛି ନବୀନ ଏତେ ଭୟ କଣପାଇଁ ନବୀନ ର କଣପାଇ ସୁରକ୍ଷା ଦରକାର ସେଇ ସୁର ଦିଆଯାଉ ମୋହନ ବାବୁ ହଉଛନ୍ତ ମୁଖ୍ୟମନ୍ତ୍ରୀ

  • @lachimdongri2860
    @lachimdongri2860 18 дней назад +11

    ଜୟନାରାୟଣ ଠିକ କହୁଛନ୍ତି 100%

  • @panchanansahoo6559
    @panchanansahoo6559 18 дней назад

    ଜୟ ଜଗନ୍ନାଥ ।

  • @Satya-p6h
    @Satya-p6h 19 дней назад +12

    Naveen is brand❤

  • @pabitranath5075
    @pabitranath5075 19 дней назад +1

    Thik

  • @panchanansahoo6559
    @panchanansahoo6559 18 дней назад +2

    ବିଜୁବାବୁ ତ କହୁଥିଲେ ନିଜର ସୁରକ୍ଷା ଦରକାର ନାହିଁ।

  • @MrRanjankumarsahoo
    @MrRanjankumarsahoo 19 дней назад +1

    BJD ର ଫାଟୁଛି

  • @SankarsanSamal-d4m
    @SankarsanSamal-d4m 19 дней назад +3

    Nabin sir naka Pani odisha basi o Jay Jagannath achanti

  • @Adventuresusil
    @Adventuresusil 18 дней назад

    କଣ ପାଇଁ ସୁରକ୍ଷା ଦିଆ ଯିବ ଏତେ ଭୟ କଣ ପାଇଁ ଯିଏ ଭଲ କାମ କରୁଥିବ ସେ ବିନା ସୁରକ୍ଷା ରେ ବୁଲିବ

  • @santoshkumarbehera4240
    @santoshkumarbehera4240 18 дней назад

    Naveen sir nka saha 4.5 koti Loko au prabhu jagannath nka Asribada Achi .

  • @GirijasankarSarangi-yk2fd
    @GirijasankarSarangi-yk2fd 18 дней назад

    Bahut bhala hela

  • @surajitjana7671
    @surajitjana7671 19 дней назад +1

    ନବୀନ ପଟ୍ଟନାୟକଙ୍କୁ ଏତେ ସୁରକ୍ଷା କଣ ପାଇଁ ସେ କିଏ ? ଓଡ଼ିଶା କାହା ବୋପା ସମ୍ପତ୍ତି ନୁହେଁ

  • @biranchinarayanbehera3614
    @biranchinarayanbehera3614 19 дней назад +1

    Govt rule jaha Achhi govt taha hin kariba

  • @nabinraj7474
    @nabinraj7474 19 дней назад

    ଏତେଦିନ କାହିଁକି ରଖିଛନ୍ତି

  • @pramodapradhan9257
    @pramodapradhan9257 17 дней назад

    ସଂଜୟ ଦାସବର୍ମା ଭଳି ଲୋକ ବେଶୀ ବିସ୍ମିତ ହୁଅନ୍ତି ପି ନିଜ ସ୍ୱାର୍ଥ ପାଇଁ ଦଳକୁ ଦୁଇ ଜାଗାରୁ ହରିବାକୁ ପଡେ
    ଦାସବର୍ମା ବାବୁ ଏତେ ବିସ୍ମିତ ନହୋଇ ଦଳରତ ବହୁତ ପଇସା ଅଛି ସେଥିରେ ସିକୁରିଟି ଦିଅ କିଏ ମନା କରୁଛି ଏପରି ଲୋକଙ୍କ କରରୁ ଆସିଥିବା ପଇସା କଣ ଶସ୍ତା ହୋଇଛି ନବୀନକୁ ଜୀବନ ସାରା ରାଜକିୟ ଜୀବନ ବିତାଇବାକୁ ସରକାର ବାଧ୍ୟହେବେ

  • @tapasparida958
    @tapasparida958 19 дней назад +2

    Ei ta maja

  • @arjunjena6753
    @arjunjena6753 19 дней назад +2

    ବିଜେଡ଼ି ଵାଲା କହିବେ କି ସେମାନଙ୍କ ସରକାର ଥିଲା ବେଳେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀଙ୍କୁ କେତେ ସୁରକ୍ଷା ପ୍ରଦାନ କରିଥିଲେ..???

  • @niyatipatel5740
    @niyatipatel5740 17 дней назад

    ନବୀନ ବାବୁ ଙ୍କୁ କିଛି ବି ଦରକାର ନାହିଁ

  • @madhabdash985
    @madhabdash985 18 дней назад

    ଭଲ ହେଲା ଜୋଠି ଏତେ ଆବଶ୍ୟକ ନାହିଁ ଉଠାଇ ନେବା ଜରୁରି

  • @asutosh501
    @asutosh501 18 дней назад

    ଯାହା ଆଇନ ସମତ ତାହା କାର୍ଯ୍ୟକାରୀ ହେବ. କେହି ଆଇନର ଉର୍ଦ୍ଧରେ ନୁହେଁ.

  • @ritesh.panipani4472
    @ritesh.panipani4472 18 дней назад +1

    ଓଡ଼ିଆ ପଇସା କୁ କିପରି ଲୁଟା ଯାଏ... ବିଜେଡି ଦଳ ଠାରୁ ଶିଖ

  • @ganeshprasadnayakganesh3955
    @ganeshprasadnayakganesh3955 18 дней назад

    Apana Mane khushi ta

  • @KunujaniKunujani
    @KunujaniKunujani 18 дней назад

    ଜୟନାରାୟଣ ଙ୍କୁ ଗ୍ରହ ଆସୁଛି,।

  • @sarojpanigrahi3574
    @sarojpanigrahi3574 19 дней назад

    Nabin patnayak legend of odisha politics he should get respect

  • @SubhransuMohanty-LS
    @SubhransuMohanty-LS 19 дней назад +2

    Jaya Narayan Bjp dala bagiba apaekya kara

  • @dsd4230
    @dsd4230 18 дней назад

    jayanarayan babu thik kahichhanti

  • @FAKIRJENA-du2zs
    @FAKIRJENA-du2zs 19 дней назад +3

    କିନ୍ତୁ ନାକରେ କୁନ୍ଥେଇ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନପାରିଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ

  • @pravasjena1702
    @pravasjena1702 19 дней назад

    Very good decision mohan majhe sarkar

  • @moviesshow7907
    @moviesshow7907 19 дней назад

    Jay Naveen

  • @LalatSwain-d7i
    @LalatSwain-d7i 19 дней назад +2

    Chora maagiha ku ହାରିବା ପରେ ଏତେ ଭୟ କଣ ପାଈ

  • @prabirjena2147
    @prabirjena2147 19 дней назад

    ନବ ଦାସଙ୍କୁ କେତେ ସୁରକ୍ଷା ଦେଇଥିଲେ ନବୀନ ପାଣ୍ଡିଆନ୍ ସରକାର

  • @trilochonrautaray2092
    @trilochonrautaray2092 18 дней назад

    Jay Naveen ❤❤

  • @manashnayak2794
    @manashnayak2794 19 дней назад +10

    ଓଟିଭି ର ଫାଟିଲା 😂😂

  • @Rajkumar-wg4gz
    @Rajkumar-wg4gz 19 дней назад

    Naveen Pattnaik is one of the zero hetars personality politicians of our state he has no haters in odisha, and our country also
    very humble personality 😊😊

  • @bsantoshkumar1332
    @bsantoshkumar1332 14 дней назад

    ମିଶ୍ର ଆଜ୍ଞା ଆପଣଙ୍କୁ ଆଉ ନବୀନଜୀ ଙ୍କୁ ଏକା ସାଙ୍ଗରେ ଯାତ୍ରା ମେଢ଼ରେ ବୁଲିବା ପାଇଁ ଛାଡା ଯିବ ଲୋକ ମାନେ କାହାକୁ ଦେଖିବାକୁ ଭିଡ଼ ଜମେଇବେ ଯାଇକି ଥରେ ମିଶିକି ବୁଲନ୍ତୁ ତାପରେ ଜାଣିପାରିବେ କାହାକୁ ସୁରକ୍ଷା ଦରକାର ବୋଲି ନିଜକୁ ନବୀନ ସହିତ କାହିଁକି ତୁଳନା କରୁଛ ନବୀନ ହେଉଚି ଗୋଟିଏ ବ୍ରାଣ୍ଡ

  • @damabishi8565
    @damabishi8565 16 дней назад

    Jay.nabin

  • @lifeiscomplicated123
    @lifeiscomplicated123 18 дней назад

    ଅନେକ ପୂର୍ବ ମୁଖ୍ୟମନ୍ତ୍ରୀ ଅଛନ୍ତି. ସମସ୍ତ ବିରୋଧୀ ଦଳ ନେତା କୁ ଯାହା ସୁବିଧା ମିଳିଛି ତାହା ମିଳିବା ଦରକାର. ଅଯଥା କୁମ୍ଭିର କାନ୍ଦଣା କାନ୍ଦିବା bjd ଛାଡୁ.

  • @SUBASHBISWAL-g4d
    @SUBASHBISWAL-g4d 19 дней назад

    Good decision

  • @suryakantamahalik3462
    @suryakantamahalik3462 19 дней назад +4

    Bjp ସରକାର ଯେତିକି କରୁନି ସେତିକି ଅଧିକା otv ଗପୁଛି...

  • @purnasahoo4254
    @purnasahoo4254 18 дней назад

    ନବୀନ ଙ୍କ ପଛରେ ଲାଗିଲେ କଣ କରିବ

  • @chandanbehera5648
    @chandanbehera5648 19 дней назад

    Bhala haichi mg😊

  • @RadheshyamBag-m4h
    @RadheshyamBag-m4h 19 дней назад +2

    Godi media OTV

  • @sudhakarnayak2958
    @sudhakarnayak2958 17 дней назад

    Good Jay Narayan Mishra Saab Jay BJP sarkaar Naveen ko Padeyan Sanjay Barman Dhack Bjd Natha Lajeys Jay BJP sarkaar actions Good jay jagannath

  • @TapanTapan-zu6gx
    @TapanTapan-zu6gx 14 дней назад

    Jaybjdjaynabin❤

  • @mithunurocky
    @mithunurocky 19 дней назад

    Jay BJD Jay Naveen sir 🙏❤

  • @girischandanpradhan5387
    @girischandanpradhan5387 19 дней назад +2

    Brand Mahan majhi

  • @ashutoshdasdas5422
    @ashutoshdasdas5422 19 дней назад

    Good 👍👍👍 only bjp 🚩🚩🚩

  • @DebaPrasadMohanty-w2v
    @DebaPrasadMohanty-w2v 19 дней назад +1

    Negative politics of BJP against Naveen Pattnaik is self harming for BJP government.

  • @Sar2345sdffgg
    @Sar2345sdffgg 19 дней назад +1

    Very good decision

  • @Munmun343
    @Munmun343 18 дней назад

    Amane Janileni next election re Navin sir bachi thile amane vote na..... Paibe